ଆଦିବାସୀ ଘେରିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ! Adivasi people working in BBSR at CM Mohan Majhi residency.

แชร์
ฝัง
  • เผยแพร่เมื่อ 2 พ.ย. 2024

ความคิดเห็น • 330

  • @sukadevmohanta1899
    @sukadevmohanta1899 3 หลายเดือนก่อน +19

    🙏❤️ଧନ୍ୟବାଦ ଓକିଲ ମହାଶୟ 🙏❤️

  • @RabindraHansdah-q2x
    @RabindraHansdah-q2x 3 หลายเดือนก่อน +53

    ଆଦିବାସୀ ମରିଯିବ ପଛେ ଭିକ ମାଗିବନି l ଯଉମାନେ ଆଦିବାସୀ ଙ୍କ ଉଧେଶ୍ୟରେ ଘୃଣା ବୟାନ ଓ ଗୁଣ୍ଡା ଗିରି ଦେଖାଉଛନ୍ତି ସେମାନେ ବର୍ତମାନ ର ଆଞ୍ଚଳିକ ସାମାଜିକ ଅନ୍ତର୍ଜାତୀୟ ସାମାଜିକ ସ୍ଥିତି ସମ୍ବଦ୍ଧରେ ଅଜ୍ଞ l ଆମର ଦାବି ସେମାନେ ଆତ୍ମ ସମର୍ପଣ ସହ କ୍ଷମା ପ୍ରାର୍ଥନା କରନ୍ତୁ ଓ ରାଜସ୍ୱ ବିଭାଗ ଅଧିକରୀ ଙ୍କ ପରାମର୍ଶ ରେ ସମାଧାନ କରନ୍ତୁ ନହେଲେ ଆଦିବାସୀ ଙ୍କ ର ପଦକ୍ଷେପ ଭୟଙ୍କର ହେବ l

    • @rosaliabs609
      @rosaliabs609 3 หลายเดือนก่อน +2

      God will bless us let us fight for our rights.

  • @biramhembram2124
    @biramhembram2124 3 หลายเดือนก่อน +101

    ଶଳା ବେଇମାନ ଗୁଣ୍ଡା ମାନଙ୍କୁ ଧନୁ ତୀର ଦରକାର

    • @BarnabashMajhi
      @BarnabashMajhi 3 หลายเดือนก่อน +2

      Yes ଭାଇ ଠିକ କଥା ଏମାନଙ୍କୁ ଆଦିବାସୀ ର ଧନୁ ତୀର darkar

    • @SamalDada-u2f
      @SamalDada-u2f หลายเดือนก่อน

      Samal like to your disition

  • @rajaashoksamrat417
    @rajaashoksamrat417 3 หลายเดือนก่อน +65

    ଆଦିବାସି ମାନେ ତାଙ୍କର ଅଧୀକାର ଜାଣନ୍ତି ତାଙ୍କୁ ଦିଆ ଜାଉ ତାଙ୍କର ଅଧୀକାର

    • @amarbhoi8373
      @amarbhoi8373 3 หลายเดือนก่อน +1

      Jayajagannatha..balangirajila..

    • @SamalDada-u2f
      @SamalDada-u2f หลายเดือนก่อน

      Telo eye mar na auu..

    • @SamalDada-u2f
      @SamalDada-u2f หลายเดือนก่อน

      ......mm

  • @azharkkhan8822
    @azharkkhan8822 3 หลายเดือนก่อน +2

    🙏 ଜାଗୃତ 🌹ଓଡ଼ିଶା🌹ଜାଗୃତ🙏

  • @RabindraPuhan-ui4pm
    @RabindraPuhan-ui4pm 3 หลายเดือนก่อน +66

    ସରକାର ଙ୍କୁ ଅନୁରୋଧ, ପୋଲିସ ପ୍ରଶାସନ କୁ, ଠିକ୍ କରାଯାଉ

  • @BhimsenMj-fo5gc
    @BhimsenMj-fo5gc 3 หลายเดือนก่อน +2

    ବହୁତ ସୁନ୍ଦର ଭାଇ ତୋମେ

  • @pinkysamal4947
    @pinkysamal4947 3 หลายเดือนก่อน +15

    ପେଟ ପାଇଁ କାମ କରୁଛନ୍ତି ତାଙ୍କୁ ନିଆୟ ଦିଆ ଯାଉ

  • @AnisatMunda
    @AnisatMunda 16 วันที่ผ่านมา +1

    Mahon sir zindabad zindabad zindabad zindabad zindabad zindabad bahut bahut thankyou very good Bharat mata ki jai

  • @Bishi_fabrication
    @Bishi_fabrication 3 หลายเดือนก่อน +1

    ଜୟ ଭୀମ ଜୟ ସମ୍ବିଧାନ ନିଜ ହକ୍ ପାଇଁ
    ଲଢ଼ି ପାରିବେ ଜୟ ସମ୍ବିଧାନ

  • @nagenkumarmarandi9506
    @nagenkumarmarandi9506 3 หลายเดือนก่อน +3

    Balo reporting

  • @bideshipardhan2381
    @bideshipardhan2381 3 หลายเดือนก่อน +24

    ଆଦିବାସୀ ଭାଇ ମାନଙ୍କ ଅନୁରୋଧ ଆପଣ ମାନେ ନିଜ ଜମି ବାଡ଼ି ବିକିରି କରନ୍ତୁ ନାହିଁ ମୁଖ୍ୟ ମନ୍ତୀ ଅନୁରୋଧ ଯେ କେନ୍ଦୁଝର ରେ ଜିଲ୍ଲା ରେ ଆଦିବାସୀ ଭାଇ ମାନଙ୍କ ଠୁ ଜମି ବାଡ଼ି ସବୁ ଏଗ୍ରିମେଟ କରି ଜାଗା ବାଡ଼ି ମଦ ପିଆଇ ଲୋଟି ନେଉଛନ୍ତି ଆଦିବାସୀ ଭାଇ ମାନେ ଭୋବିଶତ କଥା ବୁଝି ପାରୁନାହାନ୍ତି ଏଣୁ ମୁଖ୍ୟମନ୍ତ୍ରୀ ଏବିଷୟ ଧ୍ୟାନ ଦିଅନ୍ତୁ

    • @NandasinghSardar
      @NandasinghSardar 3 หลายเดือนก่อน

      Thik katha Bhai kahichanti

    • @dsoren5218
      @dsoren5218 หลายเดือนก่อน

      ଵିକ୍ରୀ ତ ହୋଇ ପାରୁନି, ହେଲେ ଗଳାବାଟ, ବଣ୍ଡ / ଭଣ୍ଡ ରାଜିନାମା ସରକାର କାହିଁକି ଅନୁମତି ଦେଉଛି ?
      ନାକ ସାମ୍ନାରେ ସିଧା ନ ଦେଖେଇ , ବୁଲେଇ କି ଦେଖେଇ ବା କଥା ? ସୁଦାମା ସିନା ପାରିଲା ନାଇଁ, ମହନା ଠିକ ମନେଇ ମନେଇ ମାରିବ !

  • @BarnabashMajhi
    @BarnabashMajhi 3 หลายเดือนก่อน +2

    ବିଜେପି କିଛି ବୁଝି ବନି କେବଳ ଧର୍ମ ନାଁରେ rss ବଜରଙ୍ଗ ଦଳକୁ ନେଇ ଅନ୍ୟ ଧର୍ମ ଲୋକଙ୍କ ଉପରେ ନିର୍ଯାତନା କରିବା ହିଁ ବିଜେପି ର କାମ. ମୋହନ sir ଆପଣ ଯଦି ଆଦିବାସୀ ତେବେ ଭଲରେ ବୁଝନ୍ତୁ ନହେଲେ ଧୀରେ ଇସ୍ତପା ଦିଅନ୍ତୁ ନହେଲେ ଆଦିବାସୀଙ୍କ ଲୋହ ଆପଣଙ୍କ ଉପରେ ପଡିବ

    • @samaisoren-ep9uu
      @samaisoren-ep9uu หลายเดือนก่อน

      ପ୍ରକୁତରେ 100% ନିରାଡ଼ ସତ. ଆପଣକୁ ଅନେକ ଅନେକ ଧନ୍ୟବାଦ

  • @goutammandal-wb7ky
    @goutammandal-wb7ky 3 หลายเดือนก่อน +2

    ତୁ ଶଳା ପଇସା ଖାଇ ଆସି ପଚାରୁଚୁ । ମୁଖ୍ୟମନ୍ତ୍ରୀ ତ ସମସ୍ତଙ୍କର ଅଭିଯୋଗ ଶୁଣୁଛନ୍ତି ସେମାନେ ସେମିତି ଆସିଛନ୍ତି। ତୁ ଶଳା ତାଙ୍କୁ କାଉଣ୍ଟର କରି ପ୍ରଶ୍ନ ପଚାରୁଚୁ।

    • @manoharmahanta5276
      @manoharmahanta5276 3 หลายเดือนก่อน

      ମାଇ ଗି ହା ସାମ୍ବାଦିକ ଟା କୁ ଗୁଳି କରି ଦିଅ, ଶଳା ବହୁତ୍ ବକୁଛି

  • @ramchandramandal3539
    @ramchandramandal3539 3 หลายเดือนก่อน +1

    ସଉରା ମାନଙ୍କୁ କେବେହିଁ ନିଆୟ ମିଳିବ ନାହିଁ ଯୁଗ ଆରମ୍ଭ ଠାରୁ ଶେଷ ପର୍ଯନ୍ତ ନିର୍ଯାତନା ପାଇ ଥିବେ ଏ ହେହୁଛି ଜଗରନାଥ ଦେଶ, ଓଡିଶା. ସଉରା ମାନେ ସବୁଠାରେ ଏ ହି ଅବସ୍ଥା :

  • @kalyantudu7956
    @kalyantudu7956 3 หลายเดือนก่อน +4

    Sata re bhai Adibasi akota jindabad

  • @iswarchandrasahoo9258
    @iswarchandrasahoo9258 3 หลายเดือนก่อน +1

    Thanks

  • @sambhubhueyes.babanmankukh2740
    @sambhubhueyes.babanmankukh2740 3 หลายเดือนก่อน +9

    ଆଦିବାସୀ ର. ସର କାର କଂଗ୍ରେସ

  • @ranjitTout
    @ranjitTout 3 หลายเดือนก่อน +1

    Jay Ho

  • @Randaimudurae
    @Randaimudurae 3 หลายเดือนก่อน +1

    thik kahailo sir

  • @santapattanaik161
    @santapattanaik161 3 หลายเดือนก่อน +27

    ସବୁ ଥାନା ବାବୁ ବଦଳି କରାଯାଉ

    • @nagamagamdahar
      @nagamagamdahar 3 หลายเดือนก่อน

      😊😊😊😊😊😊l

  • @davidpahad3
    @davidpahad3 3 หลายเดือนก่อน +3

    ଏହା ନୂଆ ଓଡ଼ିଶାର ନୂଆ ଯୋଜନା
    ନମ୍ୱର୍ ୱାନ୍ ଓଡ଼ିଶା ର ଝଲକ୍

  • @mosebakendra-q7s
    @mosebakendra-q7s 3 หลายเดือนก่อน +5

    ପ୍ରକୁତ ରେ ସେହି ଲୋକ ଟି ଦୋଷୀ ଯିଏ କି ଏହି ନିରୀହ ଲୋକଙ୍କୁ ଜୋର ଜବରଦସ୍ତ କାମ କରଉଛି ଆଉ ଆଦିବାସୀ କାର୍ଡ ଖେଳୁଛି.... ଆରେ କଂଟ୍ରାକଟର ମିସ୍ତ୍ରୀ.... ତୋମେ ଜାଣୁଛ ସେଇଠି ଡିସପୁଟ ଅଛି ତଥାପି କାହିଁକି କାମ କରୁଛ... ତୁମର ବି ଦୁଷ ଅଛି...

    • @mosebakendra-q7s
      @mosebakendra-q7s 3 หลายเดือนก่อน

      ହୋଇ ରେ ବାଳ କଣ୍ଟ୍ରାକ୍ଟର ତୁ ଜାହା ଘର କାମ କରୁଛୁ ଅସୁବିଧା ରେ ସିଏ ବାଝିବା କଥା... ତୁ ତା ପାଇଁ କାହିଁକି ଆଦିବାସୀ ନାଁ କହି ଲଢ଼ୁଛୁ.... ମୂର୍ଖ..

  • @KHERWAL_BAZAAR
    @KHERWAL_BAZAAR 3 หลายเดือนก่อน +25

    ଆରେ ମା ଗିହାଁ ରିପୋର୍ଟର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ସିଧା ସଳଖ ସମସ୍ୟା ର ସମାଧାନ ହୁଏ ବୋଲି ଆସିଛନ୍ତି ।
    ଏ ଲୋକ ମାନେ ଆଦିବାସୀ ବୋଲି ଓଲଟା ପାଲଟା ପଚାରୁଛ।

    • @akshayakumarmalik46
      @akshayakumarmalik46 3 หลายเดือนก่อน

      Harami Reporter, olata palata question karuchu, tote kou sala reporter kala be

    • @manoharmahanta5276
      @manoharmahanta5276 3 หลายเดือนก่อน

      ଠିକ୍ କଥା କହିଛ ଭାଇନା ଏ ଶଳା ସାମ୍ବାଦିକ ଟା ପରମ ହାରାମି

    • @SamalDada-u2f
      @SamalDada-u2f หลายเดือนก่อน

      Think kotha na ...au

  • @surendraadkatia7848
    @surendraadkatia7848 3 หลายเดือนก่อน

    Jay ho adibasi Sangha

  • @madhabanandaswain4695
    @madhabanandaswain4695 3 หลายเดือนก่อน +19

    ପହଳରେ ପ୍ରତ୍ୟେକ ଗ୍ରାମବାସୀ ଏକାଠି ହୁଅ ଥାନା ବଳଙ୍କୁ କାନୁନ୍ ଶିଖାଅ

  • @LachhamanTudu-pu5bq
    @LachhamanTudu-pu5bq 3 หลายเดือนก่อน

    Advocate sir many many thanks

  • @Kalmikuliyt
    @Kalmikuliyt 3 หลายเดือนก่อน +2

    NEED Justice

  • @adumallick2027
    @adumallick2027 3 หลายเดือนก่อน +4

    ଦୋଶିକୁ ଉଚିତ୍ ଦଣ୍ଡ ଦିଆଯାଉ

  • @MNMP2024
    @MNMP2024 3 หลายเดือนก่อน +7

    ସାମ୍ବାଦିକ ମହାଶୟ ଙ୍କୁ ଜଣାନାହିଁ କି ମୁଖ୍ୟମନ୍ତ୍ରୀ ଙ୍କ ଅଧିନରେ ଗୃହ ବିଭାଗ ଅଛି !!

  • @saisankarsahoo8365
    @saisankarsahoo8365 3 หลายเดือนก่อน +1

    Right sir

  • @babajeesamal6821
    @babajeesamal6821 3 หลายเดือนก่อน +34

    ଓଡ଼ିଶାର ବର୍ଦି ଵାଲା ଏପର୍ଯ୍ୟନ୍ତ ସେ ଝାରଖଣ୍ଡ କୁଟା କୁ ଗିରଫ କାହିଁକି କରୁନାହାନ୍ତି ?

    • @ganeshkujur5491
      @ganeshkujur5491 3 หลายเดือนก่อน

      Police ra gandi re dam nahi ...Khali gariba lokanku dadagiri karibe bhadua sale

  • @BalaramSinghkhuntia
    @BalaramSinghkhuntia 3 หลายเดือนก่อน +1

    Thanks you sir, May good bless you 🙏🖐️🖐️🖐️🖐️🤚

  • @murmuthakur7573
    @murmuthakur7573 2 หลายเดือนก่อน

    ଜୟ କଂଗ୍ରେସ୍

  • @bijaykumarmarandi4047
    @bijaykumarmarandi4047 3 หลายเดือนก่อน +1

    Odisha ra Bada Criminal Odisha police hin💯

  • @krupasindhu415
    @krupasindhu415 3 หลายเดือนก่อน +1

    Ok sir

  • @niharranjan1413
    @niharranjan1413 3 หลายเดือนก่อน +1

    thanks you ❤❤❤

  • @sanjulatakar1762
    @sanjulatakar1762 3 หลายเดือนก่อน +1

    Right

  • @sushreesangitasahoo6933
    @sushreesangitasahoo6933 3 หลายเดือนก่อน +11

    କଥାଟା କାହିଁକି ସତ ଲାଗୁନି

    • @bijaykumarmarandi4047
      @bijaykumarmarandi4047 3 หลายเดือนก่อน +1

      Andhabhakt nku To sata b dekha jayeni auu Biswas kemiti Hebo

  • @GVaraprasad-gs4ye
    @GVaraprasad-gs4ye 2 หลายเดือนก่อน +2

    2masobithila Khali suniba bhasonodeba😢govt goribonku nyayokoro😮63borsohela522.35acrjomi hodopkorichi jkpm rgda😂jomipherestokoranavu jaibjp

  • @bhismaoram9037
    @bhismaoram9037 3 หลายเดือนก่อน +9

    ଗରିବ ଲୋକଙ୍କୁ ସବୁବେଳେ ଏମିତି ହୁଏ ମୋ ସହିତ ଭି ହୋଇଛି

  • @BijaySoren-e5u
    @BijaySoren-e5u 3 หลายเดือนก่อน

    Than you bro

  • @krushanachbhoikbabu2706
    @krushanachbhoikbabu2706 3 หลายเดือนก่อน +14

    ଭାଇ ତୁମକୁ କଣ କହିବି ଭୂବନେଶ୍ବର ରେ କାମ କରୁଚ କହୁଛ ଆଦିବାସୀ କିହୋ ଧନୁତୀର ଧର ଜିଏ
    ଶଳା ଆଦିବାସୀ କହି ଗାଳି କରୁଚି ରାମଚନ୍ଦ୍ର ଯେମିତି ରାବଣକୁ ମାରି ଥିଲେ ସେ
    ଗୁଣ୍ଡା ମାନଙ୍କୁ ମାର।

  • @SubhendukumarSahani
    @SubhendukumarSahani 3 หลายเดือนก่อน +1

    ଜୟ ଶ୍ରୀ ରାମ

  • @SYLVESTARDUNGDUNG-s8q
    @SYLVESTARDUNGDUNG-s8q 3 หลายเดือนก่อน +4

    Thank you sir, Monmohan Majhi sarkar adibasi nuhonti, se sarakar adibasi manku ahuri dalita karu chhanti, garibanku hina drusti re dekhuchhanti.

  • @saimilanparadise8337
    @saimilanparadise8337 3 หลายเดือนก่อน +1

    👏👏

  • @FaguramTudu-sm5ux
    @FaguramTudu-sm5ux หลายเดือนก่อน

    Adibasi jindabad

  • @SubhendukumarSahani
    @SubhendukumarSahani 3 หลายเดือนก่อน +1

    ଜୟ ଶ୍ରୀ କୃଷ୍ଣ

  • @SubhendukumarSahani
    @SubhendukumarSahani 3 หลายเดือนก่อน +1

    ଜୟ ଶ୍ରୀ ଜଗନ୍ନାଥ

  • @hiteswardeheri4540
    @hiteswardeheri4540 3 หลายเดือนก่อน +1

    Right💯💯💯

  • @LaxmanLaxman-mq3pp
    @LaxmanLaxman-mq3pp 2 วันที่ผ่านมา

    ❤ right sir

  • @balakrushnanayak2304
    @balakrushnanayak2304 3 หลายเดือนก่อน +1

    You are correct sir ପହଲ iic ଙ୍କ ଉପରେ ପଦକ୍ଷେପ ତୁରନ୍ତ ନିଆଯାଉ

  • @jharjhuricreations7524
    @jharjhuricreations7524 3 หลายเดือนก่อน +11

    ଭାଇନା ଆତ୍ମହତ୍ୟା ନୁହେ, ପାକିସ୍ତାନ କିମ୍ବା ଚୀନ ଆଡକୁ ସାମିଲ ହବା ଦରକାର

  • @minianaminimini9164
    @minianaminimini9164 3 หลายเดือนก่อน +8

    ଯଦି ଭେଦ ଭାବ ନାହିଁ କାହିଁକି ଆଦିବାସୀ ଭାଇ କୁ ମୁଖ୍ୟ ମନ୍ତ୍ରୀ କରାଗଲା ଏବେ ମୁଖ୍ୟ ମନ୍ତ୍ରୀ କଣ ବୋଲି ଡ଼ିସାଇଡ କରିବେ ସେ ନିଜେ ତ ଜଣେ ଆଦିବାସୀ ଭାଇ ଏଥର ଉଚ୍ଚ ନୀଚ ଶବ୍ଦ ହଟାଇ ବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଇ ମାନଙ୍କୁ ସେ କଣ ଶିକ୍ଷା ଦେଇ ପାରିବେ ଏହି ଉଚ୍ଚ ନୀଚ ବିଷୟରେ

  • @manashnayak2794
    @manashnayak2794 3 หลายเดือนก่อน +19

    ଆଦିବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଆଦିବାସୀ ଘେରିଲେ ଠିକି ହେଇଚି 👍

    • @dambrudharnayak7809
      @dambrudharnayak7809 3 หลายเดือนก่อน +1

      କେହି ଘେରି ନାହିଁ ରେ ମୂର୍ଖ

    • @sunu1924
      @sunu1924 3 หลายเดือนก่อน +1

      Adibasi adibasi uper atyachar

    • @hariharasahoo428
      @hariharasahoo428 3 หลายเดือนก่อน

      ତୁ mg ଟା କିଛି ଜାଣିନୁ ରେ ବୋକଚଦା

    • @dambrudharnayak7809
      @dambrudharnayak7809 3 หลายเดือนก่อน

      @@hariharasahoo428 ତୁ ଭଉଣୀ ଗିହା ଟାରେ ତୁ ମୋ ବାଣ୍ଡର ବାଳ

  • @madhusmitanaik2168
    @madhusmitanaik2168 3 หลายเดือนก่อน

    Good 👍

  • @Janaki___mukhi_97
    @Janaki___mukhi_97 3 หลายเดือนก่อน +21

    ସାର୍ ପୋଲିସ କହୁଛନ୍ତି ଓକିଲ ତାଙ୍କ କ୍ଲାଇଣ୍ତିକୁ କହୁଛନ୍ତି ଜବର ଦଖଲ କର। ଦରକାର ପଡିଲେ ବି ଗଣ୍ତୋଗୋଳ କର। ଏଥିରେ ପୋଲିସ କିଛି କରିପାରିବ ନାହିଁ। ଏମିତି ନିଜେ କମିଶନର ଙ୍କ ଅଫିସରେ କହୁଛନ୍ତି।ମୋର ଏମିତି କେଶ୍ ଅଛି। ମୁଁ CM ଙ୍କୁ ଜଣାଇ ଥିଲି ପୁଣି ଆଉଥରେ ଦେଖକରି ମୁବି ଅଗଷ୍ଟ ମାସରେ ବାଲିଅନ୍ତା ଥାନାରେ ଧାରଣା ଦେବି।

  • @asutosh501
    @asutosh501 3 หลายเดือนก่อน +2

    🙏ସାର ଗଲା ସରକାର ର ପୋଲିସ ଡ଼ିପାର୍ଟମେଣ୍ଟରେ କାର୍ଯ୍ୟକରୁଥିବା ହୋମଗାର୍ଡଙ୍କୁ ଆକ୍ରୋଶ ମୂଳକଭାବେ ବଦବଡ଼ିଆ କରୁଥିବା ନିର୍ଯ୍ୟାତନା କେବେ ବନ୍ଦ ହବ. ଡ୍ୟୁଟିକାଳରେ ଜଣେ ଭୁଲ କଲେ ସଭିଙ୍କୁ ଦୋଷୀ କରାଯାଇ ଚାକିରିରୁ ବିଦା କରାଯାଉଛି ହେଲେ ଦୁଃଖର ବିଷୟ ସାର ଆମ ସହ ସମାନ କାର୍ଯ୍ୟରେ ନିୟୋଜିତ ଥିବା ରେଗୁଲାର କର୍ମଚାରୁଙ୍କୁ ଅନୁକମ୍ପା ଦେଖାଯାଉଛି. କିନ୍ତୁ ଆମ ଭଳି ତଳିଆ କର୍ମଚାରୀଙ୍କୁ ଆଇନର ଦୁହାଇଦେଇ ଚାକିରିରୁ ବହିଷ୍କାର କରି ଆମ ପରିବାରକୁ ଦୁର୍ବିପାକ ଭିତରକୁ ଠେଲିଦେବା କେତେଦୂର ଯୁକ୍ତିଯୁକ୍ତ ଆପଣମାନେ ବିଚାରକରନ୍ତୁ. ମୁଁ ମଧ୍ୟ ସେଥିମଧ୍ୟରୁ ଜଣେ. ନ୍ୟାୟ ପାଇବା ପାଇଁ ବିଭିନ୍ନ ଅଫିସରଙ୍କ ପାଖକୁ ଯାଇଥିଲେ ମଧ୍ୟ କେହି ଶୁଣିନଥିଲେ କିମ୍ବା ଦେଖାକରିନଥିଲେ. ଶେଷରେ ନାୟାଳୟ ର ଆଶ୍ରୟ ନେଲି ନ୍ୟାୟ ପାଇବା ଆଶାରେ ହେଲେ ଆମ ଭଳି ଲୋକଙ୍କ ପାଇଁ ତାହା ଉଦ୍ଧିଷ୍ଟ ନୁହେଁ, ବିଚାର ହେବା ଦୂରର କଥା 3ବର୍ଷ ହେଲା କେଶ ର ଲିଷ୍ଟିଙ୍ଗ ହେଇପାରୁନାହିଁ. ଏହା ବୋଧେ ଗଲା ସରକାର ଆଉ ତାଙ୍କ ଛତ୍ରଛା୍ୟାତଳେ ଥିବା ଅଫିସରଙ୍କୁ ମାଲୂମ ଥିଲା. ଏହା ଆମ ପ୍ରତି ହେଉଥିବା କି ପ୍ରକାର ନ୍ୟାୟ.ଆପଣଙ୍କ ଜରିଆରେ ସରକାରଙ୍କୁ ମୋର ଏତିକି ଅନୁରୋଧ ମୋତେ ଓ ଆମମାନଙ୍କୁ କିପରି ଉଚିତ ନ୍ୟାୟ ମିଳିପାରିବ ସହଯୋଗ ଓ ସାହାଯ୍ୟ କାମନା କରୁଛୁ. 🙏

  • @manveersagarbage3291
    @manveersagarbage3291 3 หลายเดือนก่อน +3

    Jaga bhalaki kuha.........❤❤❤❤❤❤❤❤❤❤❤❤

  • @subashsamal3730
    @subashsamal3730 3 หลายเดือนก่อน +21

    Bjp sarkar darkar nahi ajogya ଗଳୁଆ sarkar micha pratisruti ku odissa Janata bujhileni BJP hatao odissa bachao

    • @mohanrao7732
      @mohanrao7732 3 หลายเดือนก่อน +3

      Right

    • @damodarmunda1246
      @damodarmunda1246 3 หลายเดือนก่อน

      ବିଜେଡି ତୁମ କୁ କରୁଥିଲା.

  • @bijaykumarmarandi4047
    @bijaykumarmarandi4047 3 หลายเดือนก่อน +1

    12:18 Balo volia Reporting koruchho Police F.I.R Accept koruni boli Sina Ethi aasi chhonti ..no hele kn pain Aasonte ... Reporting koruchho balo bholiA

  • @basantasinghmajhi209
    @basantasinghmajhi209 3 หลายเดือนก่อน

    ଏ ହା ମୋହନ ମଝି ସାକାର କର୍ତ୍ତବ୍ୟ ଆଦିବାସୀ ହୋଇ ଆଦିବାସୀ ଙ୍କୁ ମାରା ,,,

  • @AshokPanda-qt4qn
    @AshokPanda-qt4qn 3 หลายเดือนก่อน +1

    Police Mane Samasta Jatidharma Nirbises re Abhadra Byabahare Karibata Tankar Abhyas re Parinat hoegalani Apana Pura Rajaya Basi pain Anya birodha re Lagantu Jai Maa Bharati 🙏

  • @broshankar
    @broshankar 3 หลายเดือนก่อน

    👍👍👍 right 👍👍👍

  • @RADHAKANTAROUT-q5v
    @RADHAKANTAROUT-q5v 3 หลายเดือนก่อน +1

    The police should not lost their humanity towards the weaker sections the state.

  • @pitambarsingh7904
    @pitambarsingh7904 3 หลายเดือนก่อน +29

    ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରୋକଷ୍ଠ ସମୟ ମୁତାବକ ସବୁ କେସ ଅଭିଯୋଗ ନେଇ ପାରିବେ

  • @Puspa-lata
    @Puspa-lata 3 หลายเดือนก่อน +14

    ଭୁବନେଶ୍ଵର under ରେ ଯେତେ ପୋଲିସ ଅଛନ୍ତି ସବୁ ପାଣ୍ଡୁ ଗୁଲାମ, ସବୁ ତେଲିଆ ଅଫିସର ଙ୍କୁ ପାଣ୍ଡୁ bbsr ର ସବୁ ଥାନାରେ ରଖିଛି l ତେଣୁ ଭୁବନେଶ୍ୱର ର ସବୁ ପୋଲିସ ଅଫିସର ମାନଙ୍କୁ ବଦଳି କରାଯାଉ

    • @subashsamal3730
      @subashsamal3730 3 หลายเดือนก่อน

      Bjp sarkar micha pratisruti odissa Janata bujhileni BJP hatao odissa bachao ajogya ଗଳୁଆ cm

    • @rajkishorepradhan88
      @rajkishorepradhan88 3 หลายเดือนก่อน

      Pandu tate gandi marila

  • @umakantarout1938
    @umakantarout1938 3 หลายเดือนก่อน +1

    ଏଇ ବାଦାମଖିଆ ଓକିଲଟା ଲଙ୍ଗୁଳୀ ଯାତ୍ରାବାଲୀ ଭାରତୀ ସାହୁ ( ନିଜକୁ ପ୍ରିୟଦର୍ଶିନୀ ନା କ'ଣ କହୁଛି) କୁ ଫୁସୁଲାଫୁସୁଲି କରି ଗଜପତି ନା ଆଉ କାହା ନାଆଁରେ ମିଛ ଏଫ୍ ଆଇ ଆର୍ ଦେବାକୁ ଆସିଥିଲା । ଏଇଟା ମିଛୁଆ ଡହରାଟା । ୟା କାମ ହେଲା ଏଇଆ ।

  • @abhimanyumohanta-dx9on
    @abhimanyumohanta-dx9on 3 หลายเดือนก่อน +1

    ଚତୁର୍ଥ ସ୍ତମ୍ଭ କହିକି ମନ ଇଚ୍ଛା ପଚାରୁଛ ତମକୁ କିଛି କହିଲେ କହିବ କହୁଛ ସେ ଗଲା ତା ପାଖକୁ ତମର କଣ ହେଉଛି police ଶୁଣୁ ନାଇ ସେ କାହାକୁ କହିବ ଯଦି ଅସୁବିଧା ହେଉଛି ତୁମର ସେମାନେ ଖର୍ଚ୍ଚ କରିଥିବା money dei dio (amiti heba nihati darkar)

  • @Jsjfkfjakakekfksk
    @Jsjfkfjakakekfksk 3 หลายเดือนก่อน +15

    ମୋହନ ସାର୍ ଏମିତି ଏକ ବିରଳ ପ୍ରାଣୀ କାରଣ ନିଜେ ଜଣେ ଆଦିବାସୀ ପରିବାରର ଛୁଆ ହେଇକି ଆଦିବାସୀମାନଙ୍କୁ ଆଗ ହଇରାଣ କରୁଛନ୍ତି 😂

    • @dibakarsethi4802
      @dibakarsethi4802 3 หลายเดือนก่อน

      Remot modi mahana majhi TV remot control jaha taha hebo

    • @ganeshkujur5491
      @ganeshkujur5491 3 หลายเดือนก่อน

      Ye adivasi na re kalanka ...

  • @freefireking2629
    @freefireking2629 3 หลายเดือนก่อน +2

    ପ୍ରୀତି ମାଡାମ କୁ ନୀଳମ୍ବିତ କରାଯାଉ

  • @Prem-bz3tr
    @Prem-bz3tr 2 หลายเดือนก่อน

    ଯାଦବ ଭାଇ ମାନେ କେବେ ଚେତିବେ ଆଉ ଏଇ ମାନଙ୍କ ଭଳିଆ ସରକାର ଙ୍କୁ ଘେରାଉ କରି ନିଜର ହୁଙ୍କ ଦାବି karbe

  • @lingarajmurmu9121
    @lingarajmurmu9121 3 หลายเดือนก่อน

    ଆଦିବାସୀ ଆମପାଇଁ କେତେ ଭଲ କରିବେ ସେଇଟା ଏବେ ବୁଝ

  • @biswanathkala2550
    @biswanathkala2550 3 หลายเดือนก่อน +8

    ଏତେ ଦିନ ବିତି ଗଲାଣି ବି ଜେ ଡି ସରକାର କୁ ଦେଖି ପାଇଲେନାଇ ସରକାର ମାସେପୁରିନିସଵୁଵାହାଛି

    • @bhagabatsoren249
      @bhagabatsoren249 3 หลายเดือนก่อน +3

      ଅନ୍ଧ ଭକ୍ତ

    • @poornimakumari4584
      @poornimakumari4584 3 หลายเดือนก่อน +3

      ବିଜେଡି ସରକାର ଗରିବ ମାନଙ୍କ ଘର ବିନା କାରଣ ରେ ଭାଙ୍ଗେ ନାହିଁ

  • @SubratBaral-vh9hw
    @SubratBaral-vh9hw 3 หลายเดือนก่อน +3

    Aga se ପୋଲିସ କୁ କୁରୁକ୍ଷେତ୍ର ମାଡ଼ ଦିଅ ତା ପରେ କଥା

    • @poornimakumari4584
      @poornimakumari4584 3 หลายเดือนก่อน

      ଆରେ ଭାଇ ସେ ପୋଲିସ କୁ ସରକାର ଯାହା ଓଡ଼ର ଦେବ ତାହା କରିବ ।

  • @fagulakra520
    @fagulakra520 หลายเดือนก่อน

    Justice for public

  • @xdsomu9388
    @xdsomu9388 3 หลายเดือนก่อน +1

    144 ଏରିଆ ହେଇଗଲେ କ'ଣ ହେଇଗଲା ଏତେ କୋଶ୍ଚିନ କାହିଁକି ପଚାରୁଛ କଣ ଗରୀବ ଲୋକ ଦେଖିଲ ବୋଲି

  • @srikantarauta8200
    @srikantarauta8200 3 หลายเดือนก่อน

    ମାଡିଚାଲ 👍

  • @sarojkumarbehera1761
    @sarojkumarbehera1761 3 หลายเดือนก่อน

    Good 👍 job
    Okila babu
    Jay bhim

  • @dasarathisingh599
    @dasarathisingh599 3 หลายเดือนก่อน +1

    ଏ ରିପୋଟର ଜାଣି ପାରୁନି କି grievance ର ମାନେ ସେମାନେ ଜାଣିପାରୁନାହାନ୍ତି

  • @JeetGagerenga-s9c
    @JeetGagerenga-s9c 3 หลายเดือนก่อน +1

    ଶଳା ସେମାନଙ୍କୁ job ରୁ କାଡ଼ିଦିଆ ତାଙ୍କର ଯୋଗ୍ୟତା ହିଁ ନାହିଁ।

  • @sonukhansonukhan8387
    @sonukhansonukhan8387 3 หลายเดือนก่อน +1

    C M. Newus. Dekhantu. Ahara. Kadha. Jabab ba. Neaya. Deantu. Jahaku. Kasta. Hauchi. Sa hi ganichi

  • @rainasingh243
    @rainasingh243 3 หลายเดือนก่อน +1

    ରିପୋର୍ଟିଂ କଣ ଆଜି ପ୍ରଥମ କରୁଛନ୍ତି କି ଭାଇ

  • @MNMP2024
    @MNMP2024 3 หลายเดือนก่อน +1

    The police in Malkangiri will be Foolish !!

  • @duryodhanDharua318
    @duryodhanDharua318 3 หลายเดือนก่อน

    Right Kahu6 sir

  • @LaxmanSanta-r2c
    @LaxmanSanta-r2c 17 วันที่ผ่านมา

    Vala action

  • @subhransudalai8360
    @subhransudalai8360 3 หลายเดือนก่อน

    ବିଜେପି ମୁକ୍ତ ଭାରତ ଆବଶ୍ୟକ

  • @BabuliMajhi-binjha
    @BabuliMajhi-binjha 3 หลายเดือนก่อน

    ପାହାଡ ଏରିଆ ମାନେ ସିଡୁଲ ଏରିଆ ଆଉ ସିଡୁଲ ଏରିଆ ମାନେ କେବଳ ଆଦିବାସିଙ୍କର ଜାଗା ସେଠାରୁ ତୁରନ୍ତ ବାହାରିଜାଅ। ୫ସିଡୁଲ ମାନେ କଣ ଜାଣନ୍ତି ତ?

  • @jubeldalabehera7630
    @jubeldalabehera7630 3 หลายเดือนก่อน

    ଚାଲୁ ଚାଲୁ 😢🎉🎉

  • @srisaidesignvastu9209
    @srisaidesignvastu9209 3 หลายเดือนก่อน

    ସେଇଟା ବିଜେଡ଼ି ସରକାର ସାହାସ ବଢାଇ ଦେଇଛି

  • @tilottamamallick131
    @tilottamamallick131 3 หลายเดือนก่อน +1

    Sethi pain ta adibasi nku sarkar daitya diaheichi turanta action niajau.

  • @rajbirua-t9m
    @rajbirua-t9m 3 หลายเดือนก่อน +4

    Kam kiribare kn bhull hela au mulia kamo kn officers mane koroti na?????

  • @ChitaranjanMallik-i8z
    @ChitaranjanMallik-i8z 3 หลายเดือนก่อน

    ସବୁ ଜିଲ୍ଲା ର ଗରିବ ଛପର ଘର ଲୋକଙ୍କୁ ପଟ୍ଟା ଦିଆ ଜାଉ

  • @jagdishtiria2335
    @jagdishtiria2335 3 หลายเดือนก่อน +7

    News ବାଲା କଣ ଅସୁବିଧା ଟାକୁ ଏତେ ହାଲକା ଭାବୁଛନ୍ତି

  • @PadmalochanSaltar
    @PadmalochanSaltar 16 วันที่ผ่านมา

    😊

  • @pk5993
    @pk5993 3 หลายเดือนก่อน +3

    ଏହି ଘଟଣାଟି କେତେ ଦିନଠାରୁ ଘଟିଆସୁଛି, 24 ବର୍ଷ ଶାସନରେ କଣ ଘଟି ନଥିଲା, ସେହି ସମୟରେ ମୁଖ୍ୟମନ୍ତ୍ରୀ ଭବନ ଘେରାଉ କରୁନଥିଲେ.

  • @debiprasadmishra2699
    @debiprasadmishra2699 3 หลายเดือนก่อน +1

    ଓକିଲ ମହାଶୟ
    ଆପଣଙ୍କ କ୍ଲାଏଣ୍ଟ ସୁକାନ୍ତ କୁମାର ବାରିକ।
    ବିବାଦି ରହିଛନ୍ତି ବିଶ୍ୱଜିତ ପ୍ରଧାନ।
    ବିଶ୍ୱଜିତ୍ ସୁକାନ୍ତଙ୍କ ପ୍ଲଟ୍ ରେ ହେଉଥିବା କାମକୁ ବିରୋଧ କରି ମୂଲିଆ ( ଆଦିବାସୀ) ଙ୍କୁ ଦୁର୍ବ୍ଯବହାର କରୁଛନ୍ତି।
    ଏ କ୍ଷେତ୍ରରେ ସୁକାନ୍ତ ବାରିକ ବିଶ୍ୱଜିତ ଙ୍କୁ ସାମନ୍ନା କରିବେ ଓ ମୂଲିଆଙ୍କୁ ସୁରକ୍ଷା ଦେବେ।
    ପରିସ୍ଥିତି ଅସୁବିଧାଜନକ ଲାଗିଲେ ମୂଲିଆ କାମ ନକରି ଫେରିଆସିବେ।
    ଏ କେବେ ବି ଠିକ୍ ନୁହେଁ ମୂଲିଆ ମାଡ ଖାଇବେ ଏବଂ ନିଜେ ପୋଲିସ୍ ଓ ଓକିଲ ଦ୍ୱାରସ୍ଥ ହେବେ।
    ସୁକାନ୍ତ ମୂଲିଆଙ୍କୁ ନିଜ ସ୍ୱାର୍ଥ ସୁରକ୍ଷାରେ କବଚ ପରି କାହିଁକି ବ୍ଯବହାର କରୁଛନ୍ତି।
    ଆପଣ ବି ଏହି ବ୍ଯପାରରେ ମୂଲିଆଙ୍କ ଓକିଲ ହୋଇଗଲେ?
    ସୁକାନ୍ତ ଗଲେ କୁଆଡେ ?
    ଏହି ନିର୍ଦ୍ଦିଷ୍ଟ ଦୁଇ ଜମିମାଲିକଙ୍କ ମଧ୍ୟରେ ଥିବା ଜମି ଜମା ବିବାଦ କୁ ଆପଣ ଅଣଆଦିବାସୀ ଙ୍କ ଆଦିବାସୀଙ୍କ ପ୍ରତି ବିଦ୍ୱେଷ ଭାବେ ଚିତ୍ରଣ କରୁଛନ୍ତି।
    କ'ଣ ଉଦ୍ଦେଶ୍ଯ ?
    ଯାଗା କୁ ଯାଗା ଆଦିବାସୀ ଓ ଅଣଆଦିବାସୀ ବିରୋଧ ରାଜନୀତି ବ୍ଯାପୁ !

  • @sadanandmohanty3537
    @sadanandmohanty3537 3 หลายเดือนก่อน

    Mohan Bhai sarkar jindabad 👍👍👍👍👍👍👍👍
    Jay sriram Jay Odia 🙏🙏🙏

  • @DasarathaGuntha-r2m
    @DasarathaGuntha-r2m 3 หลายเดือนก่อน

    Sir ti katha

  • @RajendraMandika-b2h
    @RajendraMandika-b2h 3 หลายเดือนก่อน

    କନ୍ଧ ଆକ୍ଷେପ କରି କହୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ଉଚିତ୍