ନବୀନ ପଟ୍ଟନାୟକ - ମୋହନ ମାଝୀ କେତେ ଭିନ୍ନ ? Interview With Odisha CM Mohan Majhi | EP 16 | Argus Podcast

แชร์
ฝัง
  • เผยแพร่เมื่อ 15 มิ.ย. 2024
  • ଗୁଣ୍ଡା, ଲୁଟେରା ସବୁ ବନ୍ଧା ହେବେ ! ଓଡିଶାକୁ ଫେରିବ ଲୁଟ୍ ସମ୍ପତ୍ତି । ଖୁବଶୀଘ୍ର ନୂଆ ନିଯୁକ୍ତି । #ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #specialprogramme #Mohanmajhi #chiefministerofodisha
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    ନବୀନ ପଟ୍ଟନାୟକ - ମୋହନ ମାଝୀ କେତେ ଭିନ୍ନ ? Interview With Odisha CM Mohan Majhi | EP 16 | Argus Podcast
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 6K

  • @gangadharsahu9006
    @gangadharsahu9006 7 วันที่ผ่านมา +246

    Bahut dina pare odia katha suni paku sujoga milichhi ..... ❤

    • @ArunBehera-vg9tl
      @ArunBehera-vg9tl 6 วันที่ผ่านมา +19

      ତା କଥା ଶୁଣିଲେ ଗରିବଙ୍କ ପେଟ ପୁରିବନି

    • @santoshkumarpanda9968
      @santoshkumarpanda9968 4 วันที่ผ่านมา +8

      Ha suna Khali suna😂😂😂

    • @santoshkumarpanda9968
      @santoshkumarpanda9968 4 วันที่ผ่านมา +1

      Gunda gari start heigalani😂

    • @sanjaymeher2261
      @sanjaymeher2261 3 วันที่ผ่านมา +1

      ଓଡ଼ିଆ ଶୁଣିଲେ କଣ ହେବ

    • @AllhaSuarwala
      @AllhaSuarwala 3 วันที่ผ่านมา

      ​@@sanjaymeher2261 ଓଡ଼ିଆ ଶୁଣିଲେ ଭଲ, ଇଂରାଜୀ ନୁହେଁ।

  • @desivlogs9217
    @desivlogs9217 10 วันที่ผ่านมา +2904

    ମଦ ବନ୍ଦ୍ ପାଇଁ ଲାଇକ କର ❤❤

    • @shaitansingh9698
      @shaitansingh9698 10 วันที่ผ่านมา +25

      Mada dokan km karajau, sampurna band na karajau

    • @reddragon9601
      @reddragon9601 10 วันที่ผ่านมา +5

      Desi mada band haba jauta Nabin sarkar 5 tanka bottle dauthila

    • @prangyassmallworld4678
      @prangyassmallworld4678 10 วันที่ผ่านมา +4

      Seita aga darkar

    • @Rmm3950
      @Rmm3950 10 วันที่ผ่านมา +1

      @@shaitansingh9698 kahin ki kebe kebe pi dia ki?

    • @SKETCH_69
      @SKETCH_69 10 วันที่ผ่านมา +3

      No😡

  • @kumarbulu6251
    @kumarbulu6251 10 วันที่ผ่านมา +1843

    ଦୀର୍ଘ ୨୫ ବର୍ଷ ପରେ ଓଡ଼ିଆ ଭାଷାରେ ଜଣେ ମୁଖ୍ୟମନ୍ତ୍ରୀ କଥା ହେଉଛନ୍ତି ବହୁତ୍ ଖୁସି ଲାଗୁଛି.

    • @Manu-nz8gx
      @Manu-nz8gx 10 วันที่ผ่านมา +44

      Yes

    • @Govindasoren
      @Govindasoren 9 วันที่ผ่านมา +45

      ସେମାନେ ସାନ୍ତାଳୀ ହେଇ କେତେ ସୁନ୍ଦର ଓଡ଼ିଆ କହୁଛନ୍ତି

    • @kcpatnaik265
      @kcpatnaik265 9 วันที่ผ่านมา +8

      Can I get the Email ID of Hon'ble Chief Minister to apprise him of any emergency local problem! Thanks & regards.

    • @nsahoo548
      @nsahoo548 9 วันที่ผ่านมา +25

      Odia bhasa re heigale kan heijiba???? Kan cm post na seita odia language class teacher post... Lol😅😅😅

    • @girishkch6678
      @girishkch6678 9 วันที่ผ่านมา

      ​@@nsahoo548 ore chudi LOL odisha cm hoie odiya janiva minimum requirement..

  • @prabhatkumardigal1402
    @prabhatkumardigal1402 7 วันที่ผ่านมา +79

    ଉଚ୍ଚ ହେବ ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ଆମ ଓଡ଼ିଆ ଭାଷା କହି ପାରୁଥିବା ଆମ ଓଡ଼ିଆ ଭାଷା କହି ବୁଝି ପାରୁଥିବା ମୁଖ୍ୟ ମନ୍ତ୍ରୀ ଟିଏ ପାଇ ଆମେ ଆଦିବାସୀ ପରିବାର ବହୁତ୍ ଖୁସି ଜୟ ଜଗନ୍ନାଥ

  • @ashirbad4188
    @ashirbad4188 7 วันที่ผ่านมา +22

    ପ୍ରଥମ ଥର ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କ ସାକ୍ଷାତ କାର ଦେଖି ବହୁତ୍ ଖୁସି ଲାଗିଲା... ରାଜ୍ୟ ରେ ଯେଉଁ ଚିଟ ଫଣ୍ଡ/ ଖଣି ଦୁର୍ନୀତି/ନିଯୁକ୍ତି ଦୁର୍ନୀତି ହେଇଛି.. ତା ଉପରେ ବି ଟିକେ ଧ୍ୟାନ ଦେବା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ🙏🏻

  • @pramod8018
    @pramod8018 10 วันที่ผ่านมา +176

    ମଦ ବନ୍ଦ କରିବ ବିଜେପି..
    ମୋହନ ମାଝୀ କୁ ଯିଏ ଭଲ ପାଏ 👍 କର

    • @user-ws6vx9jk8v
      @user-ws6vx9jk8v 3 วันที่ผ่านมา +1

      Mada banda hebani ,sabu jumla

  • @pramodakumarnayak-zv5cm
    @pramodakumarnayak-zv5cm 10 วันที่ผ่านมา +1991

    ଏମିତି ହୃଦୟ ର ମଣିଷ ଟିଏ ଯେ ଆମର ମୁଖ୍ୟମନ୍ତ୍ରୀ ହେବେ ଆମେ ଭାବି ପାରି ନଥିଲୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରେ ଆଜି ଓଡ଼ିଶା ର ଭାଗ୍ୟ ବଦଳିବା କୁ ଯାଉଛି।

    • @MerepapaTum
      @MerepapaTum 10 วันที่ผ่านมา +39

      Lots of love ❤️ CM🎉

    • @bapunkumar511
      @bapunkumar511 10 วันที่ผ่านมา +13

      ତ୍ରିଲୋଚନ ବେହେରା କେନ୍ଦୁଝର ମଇଦାନକେଲ

    • @gopinathmajhi3704
      @gopinathmajhi3704 10 วันที่ผ่านมา +10

      Gote film hebara achi ai story

    • @user-fj6mf7ft1t
      @user-fj6mf7ft1t 10 วันที่ผ่านมา +2

      🎉

    • @user-fj6mf7ft1t
      @user-fj6mf7ft1t 10 วันที่ผ่านมา +14

      ସାର୍ ଆପଣ ଭଲ କାମ କଲେ ନିଶ୍ଚୟ ସମସ୍ତଙ୍କର ମନରେ ରହିପାରିବେ।

  • @ashissamantaray4597
    @ashissamantaray4597 8 วันที่ผ่านมา +27

    ବହୁତ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ମନର କଥା ଓଡିଆରେ କହିବାର ଦେଖିବାକୁ ମିଳିଲା ଓଡିଶା ବାସୀଙ୍କୁ ଧନ୍ୟବାଦ 🎉🎉

  • @Ashishkumar-uq2xf
    @Ashishkumar-uq2xf 7 วันที่ผ่านมา +17

    ସାର ଆପଣ ଙ୍କ ଏତେ ସୁନ୍ଦର ମନ୍ତବ୍ୟ ଶୁଣି ବହୁତ ଖୁସି ଲାଗିଲା , ଆପଣ ଙ୍କ ଏମିତି ସେବା ମାନବୃତି ରହୁ ଏତିକି ଜଗନ୍ନାଥ ଙ୍କ ପାଖରେ ପ୍ରାଥନା , ଭଗବାନ ଆପଣକୁ ଶାରୀରିକ ମାନସିକ ଶକ୍ତି ପ୍ରଦାନ କରନ୍ତୁ .🎉😊

  • @rklhorortv3313
    @rklhorortv3313 9 วันที่ผ่านมา +413

    ଯେତେ ଶୁଣିଲେ ବି ଭାରି ଖୁସି ଲାଗୁଛି respected CM sir ଙ୍କ ମନ ଖୋଲା କଥା
    ଏତେ ସରଳ ଲୋକ ଟିଏ ମୁଖ୍ୟ ମନ୍ତ୍ରୀ ହୋଇ ପାରନ୍ତି
    Realy u are great sir ❤❤

    • @user-le4yz1tt2i
      @user-le4yz1tt2i 9 วันที่ผ่านมา +2

      Hn bala gote press conference aga rakahntu 1 yr pare ame janibu📌..amti godi channel ku interview re kichi labha nahi

  • @akankshanayak247
    @akankshanayak247 9 วันที่ผ่านมา +547

    " ମୁଁ ସୁନା କି ହୀରା ହେବାକୁ ଚାହୁଁ ନାହିଁ, ଓଡ଼ିଶା ହେଉଛି ମୋର ମାଁ ଓ ମୁଁ ସେ ମାଟି ହେବାକୁ ଚାହୁଁଛି।" ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି ପଦୁଟିଏ କଥା ମୋର ମନ କିଣି ନେଲା। ଆଶା କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ କଥା ରଖିବେ ଓ ଓଡ଼ିଆ ଲୋକ ଏବଂ ଓଡ଼ିଶା ପାଇଁ ବହୁତ କିଛି ଭଲ କାମ କରିବେ।

    • @conscious_nationalism
      @conscious_nationalism 9 วันที่ผ่านมา +7

      Beautiful lines ❤❤

    • @raju_nana_he_michhare
      @raju_nana_he_michhare 9 วันที่ผ่านมา +6

      Media Bala script lekhideichhanti😅

    • @sidhikumari9025
      @sidhikumari9025 9 วันที่ผ่านมา

      ​@@raju_nana_he_michharehm Tu jaiki lekhizhilu bodhe jemity atamo Nebaeen jjane lekhidele se padhivi paruno thile

    • @kodidatascientist6978
      @kodidatascientist6978 9 วันที่ผ่านมา +5

      To the pm sir only bhubaneswar, Cuttack, puri development hi nahi amaraa koraput, rayagda, ramnaguda develop karantu.

    • @Globoindia
      @Globoindia 9 วันที่ผ่านมา

      Yes

  • @sarbeswarnayak3286
    @sarbeswarnayak3286 7 วันที่ผ่านมา +20

    ଖୁବ୍ ସୁନ୍ଦର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ....
    ଭଲ ଲାଗିଲା।
    ସେଥିପାଇଁ ଅଶେଷ ଧନ୍ୟବାଦ୍।
    ଜୟ ଜଗନ୍ନାଥ....

  • @prasannamalik9161
    @prasannamalik9161 8 วันที่ผ่านมา +18

    Best cm mohan Majhi sir❤❤🙏🙏 ବହୁତ୍ ସୁନ୍ଦର୍ ଲାଗୁଛି ସାର୍ ଙ୍କ କଥା ଶୁଣିବାକୁ ଧୀର ସ୍ତିର କଥାବାର୍ତ୍ତା❤❤❤

  • @subhadaswain
    @subhadaswain 9 วันที่ผ่านมา +235

    Congratulations sir...sir ଦୟାକରି ଓଡ଼ିଶା ରେ exam ରେ ହେଉଥିବା corruption ଉପରେ ଧ୍ୟାନ ଦିଅନ୍ତୁ । ବହୁତ୍ ପିଲା ଙ୍କ ଭବିଷ୍ୟତ ଅନ୍ଧକାର ହେଉଛି।

    • @daviddicosta151
      @daviddicosta151 8 วันที่ผ่านมา +3

      Number ta diya

    • @ruturajsethi9842
      @ruturajsethi9842 8 วันที่ผ่านมา +3

      ​@daviddicosta151ନାଳୁଆ

    • @tapankumarbehera9939
      @tapankumarbehera9939 8 วันที่ผ่านมา +1

      😂😂😂😂

    • @rabirajcreation8219
      @rabirajcreation8219 8 วันที่ผ่านมา

      Mukhymantry ta dhyana debe, hele tanka tale rahuthiba murkha mantry mane ate jaldi thik heba sambhav nai, semane khai khai sikhijichanti, so corruption rahiba semiti, jadi kamiba tike kamiba...

    • @likanray5831
      @likanray5831 8 วันที่ผ่านมา

      Ryt.... education re bjd government re bahut corruption heichi

  • @rajdipmantri2282
    @rajdipmantri2282 9 วันที่ผ่านมา +230

    ଯାହା ହଉ ବହୁତ୍ ବର୍ଷ ପରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ସହ ସିଧା ସଳଖ କଥାବାର୍ତ୍ତା ଶୁଣିବାକୁ ମିଳିଲା , ବହୁତ୍ ଖୁସି ଲାଗିଲା ❤❤❤

    • @shivarampradhan8049
      @shivarampradhan8049 8 วันที่ผ่านมา +7

      Ama mantri nabin patnaik😊😊

    • @Jobofodiasha7898
      @Jobofodiasha7898 8 วันที่ผ่านมา

      Right

    • @sabitamishra1493
      @sabitamishra1493 8 วันที่ผ่านมา

      V nn no km nhi। Kbb।
      ।😊 ko​@@shivarampradhan8049

    • @satyasvlog2271
      @satyasvlog2271 8 วันที่ผ่านมา +1

      BJP channel re interview BJP ra
      Kahi khalitare prahasana karuchha

  • @GIRISHACHANDRA-wm3cv
    @GIRISHACHANDRA-wm3cv 7 วันที่ผ่านมา +25

    ଯା ମନ ଯେପରି ତା ପାଇଁ ସେପରି
    ଫଳ ଥୋଇଥାଏ ବିଶ୍ବ
    ଉଚ୍ଚ ମନା ଉଚ୍ଚେ ଅମୃତ ଲଭଇ...
    ଜୟ ଜଗନ୍ନାଥ
    କର୍ମ ହିଁ ଧର୍ମ।
    ଭୁଲି କି ଗଲୁ ଓଡ଼ିଆ ତୁ ପରା ସିଂହ ଶାବକ?

  • @birendrakumarpradhan9263
    @birendrakumarpradhan9263 7 วันที่ผ่านมา +16

    ରାଜ୍ୟର ଉନ୍ନତି ଆଣିବାକୁ ହେଲେ ନିଶା ନିବାରଣ ଜରୁରୀ ଆବଶ୍ୟକ । ଏଥିପାଇଁ ସମସ୍ତେ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ । ଧନ୍ଯବାଦ୍ ଆଜ୍ଞା ନମସ୍କାର ।

  • @himansu.0143
    @himansu.0143 10 วันที่ผ่านมา +565

    ଓଡ଼ିଶା ବାସୀ କେବଳ ପରିବର୍ତ୍ତନ ଚାହାଁନ୍ତି..
    ବାର୍ତ୍ତା ରେ ନୁହେଁ ବରଂ କାର୍ଯ୍ୟରେ ବିଶ୍ଵାସ ରଖନ୍ତି..
    ଖୁବ୍ ସୁନ୍ଦର୍ ଉପସ୍ଥାପନା...❣️🙏

    • @akcreation9113
      @akcreation9113 10 วันที่ผ่านมา +15

      Heba laguchi

    • @Studywithtopper143
      @Studywithtopper143 10 วันที่ผ่านมา +9

      Haba laguchi because tankara jhalak sie dekhei chhanti when he was bidhayak ❤❤

    • @himansu.0143
      @himansu.0143 9 วันที่ผ่านมา +11

      @@Studywithtopper143 ... ଆଶାନୁଯାୟୀ ଫଳପ୍ରଦ ହେଉ... 🙏 ଓଡ଼ିଶାବାସୀ ପ୍ରତିଶ୍ରୁତି ନୁହେଁ ବରଂ ପ୍ରତିବଦ୍ଧ ସଂପୂଣ୍ଣ ରୂପେ ଦେଖିବା ପାଇଁ ଏଇ ନିଷ୍ପତି ରଖିଛନ୍ତି ନୂଆ ସରକାର ଙ୍କ ପାଖରେ..
      ଆଉ ଏହି ଉନ୍ମାଦ ନିଶ୍ଚିତ ନୂଆ ଶୃଙ୍ଗାରଭିମୁଖୀ ହେବ ✓କହିବା କିଛି ଅତ୍ୟୁକ୍ତି ହେବ ନାହିଁ 🪩🥇

    • @ajitmajhi4701
      @ajitmajhi4701 9 วันที่ผ่านมา +4

      Jai jagaath
      Apanka thru bahut Asa rakhichanti ama odisha basi Sarbada niriha dukhi gariba, samanya loka nku sahayata karantu Bhagwan apankara Mangala karibe

    • @pradoshpusti
      @pradoshpusti 9 วันที่ผ่านมา +1

      Perfect...

  • @subodhkumarsahoo5349
    @subodhkumarsahoo5349 10 วันที่ผ่านมา +323

    ସରଳ ଶୁଦ୍ଧ ସ୍ଵଭାଵ ମଣିଷ ଆମ ମୁଖ୍ୟମନ୍ତ୍ରୀ l

    • @shaitansingh9698
      @shaitansingh9698 10 วันที่ผ่านมา +6

      Ama tribal samaj bahut Santa Priya ❤

  • @UNSUCCESSSIPU
    @UNSUCCESSSIPU 7 วันที่ผ่านมา +8

    ମୋହନ SIR ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ନବୀନ ପଟ୍ଟନାୟଙ୍କ ଭଳି ନିଶ୍ୱର୍ଥ ତl କିଛି କିଛି ଅଛି ଆଉ ଆଶା କରୁଛୁ ନବୀନ ପଟ୍ଟନାୟକ ଙ୍କ ଭଳି ନିଃସ୍ଵାର୍ଥର ସହ ଓଡ଼ିଶାରେ କାମ କରିଲେ ନବୀନ sir ଙ୍କ ଭଳି ଆପଣଙ୍କୁ ବି ସମସ୍ତେ ଘରେ ଘରେ ଏବଂ ବାହାର ରାଜ୍ୟ ରେ ବି ବହୁତ୍ ପ୍ରଶଂସିତ ହେବେ ଆଉ ଯୁଗ ଯୁଗକୁ ନବୀନ ପଟ୍ଟନାୟକ ଙ୍କ ପରି ହୁଏତ ଆପଣ ବି ହୋଇପାରିବେ ❤🎉

  • @kumarabhi5572
    @kumarabhi5572 7 วันที่ผ่านมา +13

    ଜୟ ଜଗନ୍ନାଥ 🙏🏽 ମୁଁ ବହୁତ ଖୁସି ସତରେ ଓଡିଶାରେ ଓଡିଆ ମୁଖ୍ୟମନ୍ତ୍ରୀ ପାଇ କି

  • @santoshganjamvlog
    @santoshganjamvlog 9 วันที่ผ่านมา +103

    ସାର୍ ଆପଣଙ୍କୁ ଅନୁରୋଧ ଓଡ଼ିଶା ରେ ମଦ ବନ୍ଦ କରାଯାଉ ❤❤

    • @user-ry7qd9zl8i
      @user-ry7qd9zl8i 5 วันที่ผ่านมา +3

      Prathamey Keonjhar ry mada band karntu😂😂😂

  • @cineworld2322
    @cineworld2322 9 วันที่ผ่านมา +116

    ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀ ଙ୍କ ଭାବପୂର୍ଣ୍ଣ ଆଲୋଚନା, ବହୁତ୍ ଖୁସି ଲାଗିଲା ... ଆମେ ଓଡ଼ିଆ ଭାରି ବଢିଆ , ଆଗକୁ ବଢନ୍ତୁ sir.. ସାରା ଓଡ଼ିଶାବାସୀ ଆପଣଙ୍କ ସାଥିରେ ଅଛନ୍ତି ...🙏👍

    • @KrushnaChDalai
      @KrushnaChDalai 8 วันที่ผ่านมา

      Besi katha kuhani majhi babu.... Kama kara...

    • @nareshbariha5132
      @nareshbariha5132 8 วันที่ผ่านมา

      ଭଲ କାମ କଲେ ସାଥୀରେ😊 ହେନ୍ତା ନି ହେଲେ ଚଠା ମାନେ ପଛେ ଥିସନ 😂😂😂

  • @zoomstatus2482
    @zoomstatus2482 8 วันที่ผ่านมา +12

    ଜଣେ ଅମାୟିକ ସରଳ ବ୍ୟକ୍ତିତ୍ବ ଆମ ମୁଖ୍ୟମନ୍ତ୍ରୀଙ୍କର... ଆମ ଓଡ଼ିଶାବାସୀମାନଙ୍କର ଭାଗ୍ୟ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆମେ ପାଇଛୁ 😊😊😊

  • @snehasish.nayak0804
    @snehasish.nayak0804 7 วันที่ผ่านมา +4

    ମୋ ମାଟି,ମୋ ମା , ମୋ ଭାଷା ଓ ମୋ ଓଡ଼ିଶା ଆଜି କିଛି ନୂଆ ଲାଗୁଛି।
    ସୁନ୍ଦର ପ୍ରଶ୍ନ ଓ ତା ଠାରୁ ଅଧିକ ମନୋମୁଗ୍ଧକର ଉତ୍ତର, ଅତ୍ୟନ୍ତ ସରଳ ଓ ନିଷ୍କପଟ ପରି ଲାଗିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ।
    ଅନେକ ଶୁଭେଚ୍ଛା ଓ ଶୁଭକାମନା!!🎉🎉
    ବନ୍ଦେ ଉତ୍କଳଜନନୀ।

  • @FAKIRJENA-du2zs
    @FAKIRJENA-du2zs 10 วันที่ผ่านมา +738

    ଆଜି ତ୍ରିନାଥ ସେଠୀ ଶାନ୍ତିରେ ନିଶ୍ୱାସ ମାରିଲା ଓ ରାତିରେ ଭଲ ନିଦ ସେ ପାଇବ।

  • @sumankumarsahoo9443
    @sumankumarsahoo9443 9 วันที่ผ่านมา +82

    ସାର୍ ଆଗ ଦଣ୍ଡ ମୁକ୍ତ ଅଞ୍ଚଳ ଉଠାନ୍ତୁ ତାପରେ ପାଠ ହେବ। କଥାରେ ଅଛି ପରା ଛାଟ ବାଜିଲେ ପାଠ ଆସେ। (ଭୁଲ୍ ଥିଲେ କ୍ଷମା ଦେବେ)🙏🙏🙏 ଯେଉଁମାନେ ମୋ କଥାରେ ରାଜି laik👍 କର

    • @birendrakumarpradhan9263
      @birendrakumarpradhan9263 7 วันที่ผ่านมา +1

      ଶିକ୍ଷା ନିମନ୍ତେ ଏହା ଅପରିହାର୍ଯ୍ୟ । ଏଥିପାଇଁ ବ୍ୟାପକ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ ।

    • @abhisekmishra343
      @abhisekmishra343 5 วันที่ผ่านมา

      Soto kotha abe teacher au student relationship modern heigola ni....

    • @kamalakantamohanta829
      @kamalakantamohanta829 4 วันที่ผ่านมา

      ମାରିବା ଶିକ୍ଷ୍ୟା ନୁହଁ

    • @MamadalabeheraBehera
      @MamadalabeheraBehera 3 วันที่ผ่านมา

      Right

  • @radhakrushnabissoyi
    @radhakrushnabissoyi 7 วันที่ผ่านมา +7

    ସାର ଆପଣଙ୍କ କଥା ଶୁଣି ମୋତେ ବହୁତ ଖୁସି ଲାଗୁଚି 🌹🙏

  • @bishnucharansahoo6665
    @bishnucharansahoo6665 10 วันที่ผ่านมา +236

    ଏ inerview ଟି ଶୁଣି ଆଉ ଦେଖି ସାରିଲା ପରେ, ମୋ ପାଖରେ ଆଉ ଭାଷା ନାହିଁ କିଛି ଲେଖିବାକୁ.....
    I proud of you sir ....

    • @user-xy5ek7ur7j
      @user-xy5ek7ur7j 10 วันที่ผ่านมา +2

      Modi bhali na heu kahli.katha kuha kapila

    • @whatisthis1900
      @whatisthis1900 9 วันที่ผ่านมา

      Alajya Nabin thu ta dher bhala manisha Mohan😊​@@user-xy5ek7ur7j

    • @Golden.Chords
      @Golden.Chords 9 วันที่ผ่านมา +4

      ଭାଷା ନାହିଁ ବୋଲି କଣ English ର ମା ଭଉଣୀ କରିବେ ନା କଣ

    • @Parameswarmajhi949
      @Parameswarmajhi949 9 วันที่ผ่านมา

      Right❤❤

    • @Liza99947
      @Liza99947 9 วันที่ผ่านมา +1

      ​@@user-xy5ek7ur7jକ୍ରୀତଦାସ

  • @mitra41
    @mitra41 9 วันที่ผ่านมา +103

    ସୁନା ହୀରା ହେବାକୁ ଚାହୁଁ ନାହିଁ... ପବିତ୍ର ମାଟି ହେବାକୁ ଚାହୁଁଛି... Whaaa🙏... ଅତି ସୁନ୍ଦର cm sir.... Apanankara personality 🙏

  • @GIRISHACHANDRA-wm3cv
    @GIRISHACHANDRA-wm3cv 7 วันที่ผ่านมา +5

    ଶିଵଜ୍ଞାନେ ଜୀବ ସେବା।ସେବା ହିଁ ଧର୍ମ।

  • @user-nb6lg8uw8k
    @user-nb6lg8uw8k 7 วันที่ผ่านมา +47

    ଦୀର୍ଘ 25 ବର୍ଷ ପରେ ମିଡ଼ିଆ ଆଗରେ ଓଡ଼ିଆ ଭାଷା ରେ ସୁଧ ଓଡ଼ିଆ ରେ ସାରା ଓଡିଶା ବାସି ତଥା ଭାରତ ବାସି ଙ୍କ ପାଇଁ ମୋହନ ଭାଇ ଆମ ନୁଆଁ CM. ସମସ୍ତଙ୍କ ପାଇଁ ଦିର୍ଗଦର୍ଶକ.
    ମୁ ଏତିକି ଜଗତରନାଥ ଶ୍ରୀ ଜଗନାଥ ଙ୍କ ଠାରେ ପ୍ରାଥନା କରିବି

  • @mahendranag3155
    @mahendranag3155 9 วันที่ผ่านมา +177

    ତ୍ରିନାଥ ବିଷୟରେ ଯାହା କହିଲେ ସାର୍ ମୋତେ ବହୁତ୍ ବହୁତ ଖୁସି ଲାଗିଲା ସାର୍ ଆପଣ ବହୁତ ମହାନ୍।ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ।

  • @sagarsethi8477
    @sagarsethi8477 10 วันที่ผ่านมา +384

    ଏମିତି ମୁଖ୍ୟମନ୍ତ୍ରୀ ଦରକାର ସବୁ ରାଜ୍ୟ ପାଇଁ। ଯିଏ କି ନିଜ ଭାଷା କହିପରୁଥିବ ଓ ବୁଝିପରୁଥିବ।

    • @abmobilepapa
      @abmobilepapa 10 วันที่ผ่านมา +18

      Sabu rajya re thile khali odiaha re na thile

    • @skshitish
      @skshitish 10 วันที่ผ่านมา +9

      Katha re nuhae Kama re biswas rakha

    • @prof.satyajitdas
      @prof.satyajitdas 10 วันที่ผ่านมา +1

      Asu asu khani kholichaliki durniti badheichaliba with zero employment.

    • @gaganbiharinayak8713
      @gaganbiharinayak8713 10 วันที่ผ่านมา

      ଅନ୍ୟ ସବୁ ଜାତି ଲୋକେ ଥିଲେ ଯେଉଁ ମାନଙ୍କର ନିଜ ଦେଶ କି ରାଜ୍ୟ ପାଇଁ ଦରଦ ଅଛିକି ?କହିଲେ 3 ଟା ପ୍ଲଟ 6 ଟା ଫ୍ଲାଟ୍ ଯିଏ ରଖିଛନ୍ତି ସେ କହୁଛନ୍ତି ଆମେ ଘୋଡ଼ା ଦୌଡ଼ିବା ଭଳି ସବୁଥିରେ ଆଗରେ । ଘୋଡ଼ା ଆମେ ଗଧ ନୁହଁ କିନ୍ତୁ କହିପାରିବ । ଦଉଡି ଦଉଡ଼ି କେଉଁଠି ଅଛ ? ଅଧେ ଦୁର୍ନୀତି କରି ଅଧେ ଅନ୍ୟ ବ୍ୟବସାୟ ଛଡେଇ ନେଇ । ଅଧେ ଜେଲରେ ଅଧେ ବିମାରିରେ ।

    • @prof.satyajitdas
      @prof.satyajitdas 10 วันที่ผ่านมา +3

      Modi fans gujarat ra development dekhinia au Odisha ra dekhinia..if Odisha ra Bhubaneswar fully developed only within last 10years then thik achi na Modi ra gujarat ra Dholera au gift City ta till now under construction project will be completed by 2042 n as per finance sign sei duita failure adaku run karuchi..bhai jaiki dekhinia kou city kte developed loka nku pachariki khali bhasana re mati gale kichi hbni.. odisha 1 no. Re thila hi other aspects re rapidly growing state hisab re ebe kan haba abastha dekhineba

  • @user-nm8pb6hc7l
    @user-nm8pb6hc7l 8 วันที่ผ่านมา +5

    ଆପଣ ମାନଙ୍କୁ ଦେଖି ବହୁତ ଖୁସି ଲାଗୁଚି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର୍ ବହୁତ ଭଲ 🙏🙏🙏🙏🙏

  • @diptiranjanbiswal6277
    @diptiranjanbiswal6277 7 วันที่ผ่านมา +7

    " ଓଡ଼ିଶା ବାସୀ, ବଡ଼ ସାହସୀ "
    ନିୟତି ର ଠାରକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଯେଉଁ ଲୋକ ଆଜି ୨୪ ବର୍ଷର ଶାସନ କୁ ଧରାଶାୟୀ କରିପାରିଲେ , ଏଇଥିରୁ ଗୋଟେ କଥା ସ୍ପଷ୍ଟ ହୁଏ ,ସବୁ ଓଡ଼ିଶା ବାସୀ ଟଙ୍କା, ପଦ ପଦବୀ ର ଗୋଲାମ ନୁହନ୍ତି । ଲୋକ ପରିବର୍ତ୍ତନ ଚାହିଁଲେ ଆଉ ପରିବର୍ତ୍ତନ କରାଇଦେଲେ ।। ❤

  • @subratgfor3379
    @subratgfor3379 10 วันที่ผ่านมา +149

    ଇଏ ହଉଛନ୍ତି ପ୍ରକୁତ ମୁଖ୍ୟମନ୍ତ୍ରୀ ଆମ ରାଜ୍ୟ ଓଡିଶା ❤❤

  • @user-pl2mv3ky2h
    @user-pl2mv3ky2h 10 วันที่ผ่านมา +248

    ବହୁତ ଦିନ ପରେ ପ୍ରକୃତ ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେଖୁଛୁ ଆମେ ମାନେ। ଜୟ ଜଗନ୍ନାଥ 🙏🙏🙏

    • @uttambaba6800
      @uttambaba6800 10 วันที่ผ่านมา

      Prakruto uneducated cm😂😢😅

    • @labanyapatel3397
      @labanyapatel3397 10 วันที่ผ่านมา +5

      100%right

  • @RanjanGiri-xs9ju
    @RanjanGiri-xs9ju 7 วันที่ผ่านมา +6

    ସାର୍ 🙏 ମଦ‌ ବନ୍ଦ୍ କରି ଦିଅନ୍ତୁ 🙏 ନାରୀ ମାନେ ବିଭିନ୍ନ ପ୍ରକାରର କଷ୍ଟ ପାଉଛନ୍ତି 🙏🙏😭😭

    • @Sahu_Santanu_24
      @Sahu_Santanu_24 3 วันที่ผ่านมา

      Sarakar keunthu tanka paiba auu desa chalaiba 😂

  • @biswaranjanmohapatra2518
    @biswaranjanmohapatra2518 4 วันที่ผ่านมา +2

    ରାମ ରାଜ୍ୟ ଆଗମନ ର ସଂକେତ 🎉
    ମୋହନ 🎉 ବାସ୍ତବରେ ମହାନ୍ 🎉
    ମନ 🎉 ମୋହିବେ ମୋହନ 🎉
    ମୋହନ ସରକାର 🎉 ମହାନ୍ ସରକାର 🎉
    ଜୟ ଜଗନ୍ନାଥ 🎉 🎉 🎉

  • @anjalinayak2619
    @anjalinayak2619 9 วันที่ผ่านมา +60

    ମୁଖ୍ୟ ମନ୍ତ୍ରୀ ଙ୍କ କଥା ଶୁଣି ଖୁବ୍ ସୁନ୍ଦର ଲାଗୁଛି। ଏଭଳି ସୁନ୍ଦର ମଣିଷ ପଣିଆ ଥିଲେ
    ରାମ ରାଜ୍ୟ ହେବ ନିଶ୍ଚିତ

  • @maminasahoo1356
    @maminasahoo1356 9 วันที่ผ่านมา +90

    ମୋ କେନ୍ଦୁଝରର ହ୍ରୁଦୟ❤
    ମୁଁ ହୀରା କିମ୍ବା ସୁନା ହେବାକୁ ନୁହେଁ, ମୋ ଓଡ଼ିଶାର ମାଟି ସହ ମିଶି ମାଟି ହେବାକୁ ଚାହେଁ ❤🙏💐

    • @MOUTHBOXPLAYER
      @MOUTHBOXPLAYER 8 วันที่ผ่านมา +1

      Osm words 🙏😮

  • @ManjuPradhan-fk7lq
    @ManjuPradhan-fk7lq 2 วันที่ผ่านมา

    ଆମ ମୁଖ୍ୟ ମନ୍ତ୍ରୀ ଙ୍କ କଥା ବହୁତ ସୁନ୍ଦର ଲାଗିଲା ଆମ ଓଡିଶା ସୁଧୁରି ଯିବ ଧନ୍ୟବାଦ

  • @anusayaroul7012
    @anusayaroul7012 7 วันที่ผ่านมา +7

    Sabu school manankare, ramayana au bhagabat geeta gyana deba oo odisha ra sanskruti ku unnata Kariba pain kichhi byabasta karantu sir 🙏🙏🙏💖

  • @SatrughanNayak-qf1rt
    @SatrughanNayak-qf1rt 10 วันที่ผ่านมา +623

    ଆପଣ ଙ୍କ ବହୁତ୍ ବଡ଼ ହୃଦୟ, ତ୍ରିନାଥ ବାବୁଙ୍କୁ କ୍ଷମା କରି ଦେଲେ, ସେ IIC ସାର୍ ଭଲ ପୋଲିସ୍ ହୋଇଦେଖାଇବା ଦରକାର୍ ସରକାର ଯେ କୌଣସି ଦଳର ହୋଇପାରେ କିନ୍ତୁ ଜନତା ଙ୍କ ବିଶ୍ଵାସ ଯେମିତି ପୋଲିସ୍ ଉପରୁ ନ ଉଠୁ

    • @dogworld5106
      @dogworld5106 10 วันที่ผ่านมา +37

      ମୁଁ ହେଇ ଥିଲେ ମାଲକାନଗିରି ପଠେଇ ଦେଇ ଥାଆନ୍ତି ସତରେ 😊

    • @pramodGharami
      @pramodGharami 10 วันที่ผ่านมา +12

      Manonio mohon sir great aji emiti cm Amo orissa re heichi ame orissa basi ta pai khusi Amo vote bekar gola nahi sir dirghaau hou

    • @KEONJHAR-SNBABU
      @KEONJHAR-SNBABU 10 วันที่ผ่านมา +5

      Right bro❤❤❤

    • @KEONJHAR-SNBABU
      @KEONJHAR-SNBABU 10 วันที่ผ่านมา

      IIC ku malkangiri ku pathao kete dama acchi... Mu pathei debi sanyasamantu ta gandire guli packing karajiba

    • @Mr_Mukund...
      @Mr_Mukund... 10 วันที่ผ่านมา +18

      Amo Adiwasi heart semiti hin

  • @Prasanbabukavlogs
    @Prasanbabukavlogs 9 วันที่ผ่านมา +103

    ଏତେ ଖୁସି ଲାଗୁଛି ଯେ ମୁଁ ଭାଷାରେ ବ୍ୟକ୍ତ କରି ପାରୁନି ଆମର ଜଣେ ଓଡ଼ିଆ ଆଦିବାସୀ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଭାଷଣ

  • @jagadishbarik6931
    @jagadishbarik6931 4 วันที่ผ่านมา +1

    ଆଜି ମୋ ଓଡ଼ିଶା ଦେଖିଲା ନୂଆ ଆଶା ନୂଆ ସମ୍ଭାବନା ର ସରକାର, ଲୋକଙ୍କ ମନ କୁ ଭୁଝି ପାରୁଥିବାର ସରକାର, ଜୟ ଓଡ଼ିଶା, ଜୟ ଓଡ଼ିଆ, ଜୟ ଜଗନ୍ନାଥ ❤

  • @AbhishekKumar-mu9vx
    @AbhishekKumar-mu9vx 8 วันที่ผ่านมา +3

    ମୋହନ ସାରଙ୍କ ବାର୍ତ୍ତାଳାପ ବହୁତ୍ ଭଲ ଲାଗିଲା, ଆମେ ନବୀନ ବାବୁଙ୍କୁ ମଧ୍ୟ ବହୁତ୍ ପସନ୍ଦ କରୁ, ଦେଖିବା ଆଗକୁ କଣ ହେଉଛି, ମୁଁ ଝାଡ଼ଖଣ୍ଡ ରାଜ୍ୟରୁ ଓଡ଼ିଶା ବାସୀଙ୍କୁ ଅଶେଷ ଶୁଭକାମନା

  • @ajitkumarnath6859
    @ajitkumarnath6859 10 วันที่ผ่านมา +189

    ଏତେ ସୁନ୍ଦର ଭାବେ ଖୋଲା ହୃଦୟ ରୁ ଏମିତି ମିଡିଆ ସାମ୍ନା ରେ କଥା ହେବା.. ସ୍ବାଗତ ଯୋଗ୍ୟ.. ମୋଦି ଜି ଙ୍କ selection ku salute.. ଏମିତି 24 ବର୍ଷ ରେ ଥରେ ବି Ex CM Nabin Patnaik loka kna Saha କେବେ କଥା ହେଇ ନାହାନ୍ତି।।

    • @user-kz8ed7kj3u
      @user-kz8ed7kj3u 10 วันที่ผ่านมา +2

      Ex CM nku odiya asunathila ki odiya bujhunathile au lokmane englis re katha heijanunathile ta sethipain kehin interview neunathile

    • @BijayalaxmiMajhi-oe5qn
      @BijayalaxmiMajhi-oe5qn 10 วันที่ผ่านมา

      Ri8

    • @Mr.Harimohan
      @Mr.Harimohan 9 วันที่ผ่านมา

      💯

  • @madhusmitanayak4764
    @madhusmitanayak4764 10 วันที่ผ่านมา +264

    ଯିଏ ନିଜେ ଦୁଃଖ କଷ୍ଟ ସଂଘର୍ଷ କରି ଏତେ ବାଟ ପହଞ୍ଚିଚନ୍ତି ଏବଂ ଦୁଃଖୀ ମାନଂକର ଦୁଃଖ ନିଜେ ଯାଇ ବୁଝିଛନ୍ତି ସିଏ ନିଶ୍ଚିତ ଆମ ରାଜ୍ଯ ର ଭାର ଭଲଭାବରେ ବୁଝିବେ 😊🧡❤

    • @ashwinisahu6584
      @ashwinisahu6584 10 วันที่ผ่านมา +2

      RIGHT KAHILE SIR

    • @AsirWad-fb3vr
      @AsirWad-fb3vr 10 วันที่ผ่านมา +1

      Thik katha madhu

    • @user-tp9wr9km7j
      @user-tp9wr9km7j 10 วันที่ผ่านมา +2

      Yes right 👍

    • @debendrasaml
      @debendrasaml 10 วันที่ผ่านมา +2

      Right 👍

    • @somanathbarik86
      @somanathbarik86 10 วันที่ผ่านมา

      Comments ta Val lekhile..kahile odisha re mada ban kareibe..majhi babu nka dum kete

  • @geetanjalimishra7075
    @geetanjalimishra7075 8 วันที่ผ่านมา +2

    New sarkar cm sir .. koti parnam❤🙏🙏🙏🙏 nichya agaku nebe ..odisha ku mu bahut hrudya ru khushi sir nka panie ..

  • @padmanabha677
    @padmanabha677 2 วันที่ผ่านมา

    ଏମିତି ମୁଖ୍ୟ ମନ୍ତ୍ରୀ ଙ୍କୁ ମୋର କୋଟି ପ୍ରଣାମ 🙏🙏🙏

  • @Rahulcreator99
    @Rahulcreator99 9 วันที่ผ่านมา +101

    ଆମେ ବହୁତ ଖୁସି ଯେ , କେତେ ବର୍ଷ ପରେ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କୁ ପାଇଛୁ, ଧନ୍ୟବାଦ ସନମନୀୟ ମହୋନ ଚରଣ ମାଝୀ ସଆର

  • @sudhansusekharmaharana3566
    @sudhansusekharmaharana3566 10 วันที่ผ่านมา +253

    ଓଡ଼ିଶାରେ ମଦ ର ବହୁଳ ପ୍ରସାର ପ୍ରଥମେ ବନ୍ଦ ହେଉ. ବିଶେଷ କରି ପୂରୀ.

    • @user-pr2dl8lg4j
      @user-pr2dl8lg4j 10 วันที่ผ่านมา +1

      😂😂😂😂😂

    • @adityamishra4263
      @adityamishra4263 10 วันที่ผ่านมา +5

      kaen to area re band hau nahele tu mada chhadi de

    • @uttambaba6800
      @uttambaba6800 10 วันที่ผ่านมา +1

      Majhi Mane mohuli biku chhanti seita ago bond kari Baku koho taro cm ku😂😮😅

    • @biswajitsamantasinghar4584
      @biswajitsamantasinghar4584 10 วันที่ผ่านมา +4

      Desi mada band hau

    • @prakashtoltia
      @prakashtoltia 10 วันที่ผ่านมา +4

      କେବଳ ପୁରୀ ନୁହେଁ ଭାଇ.....କଳାହାଣ୍ଡି ହେଉଛି ବିଜେଡିର ଗଡ଼ ମଦ ଆଉ ମଦୁଆଙ୍କ ଗଡ଼

  • @aayaaalangolchiki7303
    @aayaaalangolchiki7303 4 วันที่ผ่านมา +1

    Congratulations ❤❤❤❤ODIASHA CM Mohan charan Majhi Sir🙏🙏🙏🙏🌹🌹🌹🌹

  • @ashishsabar360
    @ashishsabar360 8 วันที่ผ่านมา +4

    ଶିକ୍ଷା ର ଉନ୍ନତି କଣ ହେବ ସେହିଟା କୁହନ୍ତୁ sir
    ମୁଖ୍ୟତଃ
    Education
    Corruption
    Health
    Social development
    Economic development
    ଧ୍ୟାନ ଦିହନ୍ତୁ sir

  • @rajkishorebehera3086
    @rajkishorebehera3086 10 วันที่ผ่านมา +97

    ଧନ୍ୟବାଦ ପ୍ରଥମେ ଅରଗସ୍ ଚ୍ୟାନେଲ କୁ ଆମ ମୂଖ୍ୟମନ୍ତ୍ରୀ କୁ ସାକ୍ଷାତ କରିଥିବାରୁ

  • @gangadharbeura3159
    @gangadharbeura3159 10 วันที่ผ่านมา +146

    ମୁଖ୍ୟମନ୍ତ୍ରୀ ସାର୍ ଆପଣଙ୍କ ହୃଦୟ ବହୁତ ବିଶାଳ। ଆପଣଙ୍କୁ ସେ IIC ବହୁତ ଖରାପ ବ୍ୟବହାର କରିଥିଲା। ଆପଣ ତାକୁ କ୍ଷମା କରିଦେଇ ଆପଣଙ୍କ ମହାନତାର ପରିଚୟ ଦେଇଛନ୍ତି। ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ।

  • @odisharaahgiri
    @odisharaahgiri 5 วันที่ผ่านมา +1

    After few weeks i am BJD supporter, but after watching this interview Thanks lord jagannath BJP have such persons who is so down to earth. Peoples chief Minster.
    Recently in Sambalpur i just find there is road block due to crowd gathering on road side near Bareipali ,,,Surprising i saw Mr Mohan Ch Majhi attended & respect a request of local citizens while returning from bargarh ❤ Proud of you Sir . All the best😊

  • @priyanjana6487
    @priyanjana6487 8 วันที่ผ่านมา +3

    I highly appreciate the questionnaire of this Podcast & everything. We don't need star performer all time.But, yes someone is definitely needed who has the ability to ask every unknown question of contemplation correctly. And only a Star performer can do this👍🙏

  • @bhagirathibarik402
    @bhagirathibarik402 9 วันที่ผ่านมา +108

    ଏଥିରୁ ଠିକ ଠିକ ଠଉରେଇ ହୁଏ ଆମ ନୂଆ ମୁଖ୍ୟମନ୍ତ୍ରୀ କେତେ ଶାନ୍ତ ସରଳ ଆଉ ଜନ ପ୍ରତିନିଧି ...🙏🙏🙏🙏 ଧନ୍ୟବାଦ ଅର୍ଗସ୍ ଏବଂ ଉପସ୍ଥାପକ

  • @sasmitamallik9414
    @sasmitamallik9414 10 วันที่ผ่านมา +114

    ମହାମହିମ ଶ୍ରୀ ମୁଖ୍ୟମନ୍ତ୍ରୀ ମହୋଦୟ ଆମ ଓଡ଼ିଶା ରୁ ଗୋରୁ ଚାଲାଣ ବନ୍ଦ କରାନ୍ତୁ JAY JAGANNATH 🚩💕

    • @prativamanjaripallei6231
      @prativamanjaripallei6231 10 วันที่ผ่านมา +1

      Goru chalan band hele bahut vala heba gomatankara surakhya heipariba

  • @itemboy88
    @itemboy88 6 วันที่ผ่านมา +1

    ଜୟ ଶ୍ରୀରାମ 🙏 ମୁଖ୍ୟମନ୍ତ୍ରୀଙ୍କ ମନ ଖୋଲା କଥା ଶୁଣି ଖୁସି ଲାଗିଲା । KIIT & kiss ଉପରେ କର୍ଯ୍ୟାନୁଷ୍ଠାନ ଜରୁରୀ ।

  • @susantapanigrahy1605
    @susantapanigrahy1605 4 วันที่ผ่านมา +1

    odisha renovation after a long time 🎉🎉 dynamic political ସଚେନାରିଓ would surely be revealed in reality

  • @roshnimohapatra2797
    @roshnimohapatra2797 10 วันที่ผ่านมา +71

    ସବୁ ର ମୂଳ ରେ ଚକାଡ଼ୋଳା ର ଆଶୀର୍ବାଦ ......ଜୟ ଶ୍ରୀ ଜଗନ୍ନାଥ

  • @bajuramsamad9009
    @bajuramsamad9009 10 วันที่ผ่านมา +150

    ବହୁତ ଭଲ ଲାଗିଲା ଏହି ଭଳି ମହାନ ନେତାଙ୍କର interview ନେଇଥିବାରୁ...ନୂଆ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ

  • @niranjanpatra84
    @niranjanpatra84 5 วันที่ผ่านมา +1

    Bahuta sundar katha tiye kahile Mohan Majhi Sir. Khayama deba darakar but semane sudhuriba darakar.

  • @pintumeher7686
    @pintumeher7686 6 วันที่ผ่านมา +1

    I didn't expect this much of faithful and promise talk from our cm mohan sir , just luv it and hope to see odisha will rise in upcoming days.

  • @odiabloggersandhya1187
    @odiabloggersandhya1187 10 วันที่ผ่านมา +185

    ସାର ଆପଣ ଜଣେ ଖୋଲା ହୃଦୟର ମଣିଷ ଆପଣଙ୍କୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପାଇ ନିଜକୁ ଧନ୍ୟ ମନେ କରୁଛୁ 🙏🙏

  • @user-go4co4mo6e
    @user-go4co4mo6e 10 วันที่ผ่านมา +156

    ଆଲୋଚନା ବହୁତ ହୃଦୟ ଶ୍ରପ୍ସି , ଓଡିଶା ନିଶ୍ଚିତ ଭାବରେ ଅଗ୍ରଗତିଶୀଳ ହେବ ମୋର ବିଶ୍ଵାସ , ଜୟ ଶ୍ରୀରାମ 🙏🙏🙏

    • @user-le4yz1tt2i
      @user-le4yz1tt2i 9 วันที่ผ่านมา

      Banda taa haba..ei BJP hindu muslaman karibe athu 5 yrs..

  • @radhakanta.JenaJena-bj5xe
    @radhakanta.JenaJena-bj5xe 4 วันที่ผ่านมา +1

    ❤❤❤❤❤ only one CM Odisha congratulations 👏👏👏 I love you 👌👌👌🙏🙏🙏

  • @bikasrout600
    @bikasrout600 8 วันที่ผ่านมา +1

    ହେ ନୁଆ ଓଡିଆ ମୁଖ୍ୟ ମ ତିରି ମୋର ଆବେଦନ ଯେ ଆପଣ ଶିକ୍ଷା ଉପରେ କିଛି ପରିବର୍ତ୍ତନ କରନ୍ତୁ ଆଉ ଯେଉଁ ଗର ଲୋକ ମାନେ ରାସନ୍ କାର୍ଡ ପାଇନାହାନ୍ତି ସେମାନେ କୁ ଦିଆ ଯାଉ ଆଉ ଠିକା ଶ୍ରମିକଙ୍କ ମାନଙ୍କୁ ତାଙ୍କର ମାସିକ ଦରମା ବଢିଯାଉ🙏🙏🙏🙏🙏🙏🙏🙏🙏🙏🙏

  • @Ojhabhai24
    @Ojhabhai24 9 วันที่ผ่านมา +121

    ଅତି ସୁନ୍ଦର ଆଲୋଚନା ଏମିତି ରୁହନ୍ତୁ ସବୁଦିନ ଲୋକଙ୍କ ଭଲ ପାଇବା ବାଢ଼ିବା ସହିତ ନବୀନ ପଟ୍ଟନାୟକ ଙ୍କୁ ଲୋକ ଭୁଲିଯିବେ

    • @user-om2cd5iq7o
      @user-om2cd5iq7o 8 วันที่ผ่านมา +1

      Who is nabin Pattanayak

    • @nareshbariha5132
      @nareshbariha5132 8 วันที่ผ่านมา

      Tui ta chhua aau kana karbu jaani kari 😂😂😂​@@user-om2cd5iq7o

  • @International303
    @International303 9 วันที่ผ่านมา +141

    ମୁଁ ବହୁତ ଖୁସି ଏମିତି ମୁଖ୍ୟମନ୍ତ୍ରୀ ଓଡିଶାରେ ଜନସାଧାରଣ ଙ୍କ ଆଦର୍ଶ, ବହୁତ ଧନ୍ୟବାଦ ଜଣାଉଛି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ। ମୋ ହୃଦୟ ରୁ ଧନ୍ୟବାଦ ଜଣାଉଛି

  • @binnodpradhanpradhan4075
    @binnodpradhanpradhan4075 4 ชั่วโมงที่ผ่านมา

    ଧନ୍ୟବାଦ ପ୍ରଭୁ ଆଶୀର୍ବାଦ କରନ୍ତୁ

  • @user-cs9yg9xr2e
    @user-cs9yg9xr2e 6 วันที่ผ่านมา +1

    Very good 👍👍👍👍👍👍👍 thoughts our cm of odisha❤❤❤❤❤❤❤❤❤❤❤

  • @ashokkumar-fs9jf
    @ashokkumar-fs9jf 9 วันที่ผ่านมา +89

    ଧନ୍ୟବାଦ ସାର🎉
    ଆପଣ କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇ
    ଓଡ଼ିଶା ଆଜି ଗର୍ବିତ 🎉
    ❤ଜୟ ଜଗନ୍ନାଥ❤ ଜୟ ଶ୍ରୀ ରାମ❤
    ଜୟ ଭାଜପା🎉

  • @prahaladsahu5406
    @prahaladsahu5406 10 วันที่ผ่านมา +170

    ମୋହନବାବୁ ସବୁବେଳେ ଆଦରଣୀୟ , ଜୟ ବିଜେପି , ଜୟ modiji

  • @kedarpradhan6292
    @kedarpradhan6292 7 วันที่ผ่านมา +1

    Bahut sundar mohon sir nka katha

  • @subhashreesasmal9434
    @subhashreesasmal9434 2 วันที่ผ่านมา +1

    Khola hrudaya ra sir🎉🎉....god bless u cm sir🎉🎉....

  • @soudaminipattnaik7100
    @soudaminipattnaik7100 9 วันที่ผ่านมา +192

    ସାର୍ ଆପଣ କଂସମସ୍ତ ପ୍ରଶ୍ନ ର ଉତ୍ତର ରୁ ଜଣା ପଡିଲା ଯେ ଆପଣଙ୍କ ପାଖରେ ମହାନ୍ ହ୍ରୁଦୟ ଅଛି ଏଇଟା ଆପଣଙ୍କ ଉଦାରତା ଆପଣଙ୍କ ଭଳି ସିଏମ୍ କୁ ପାଇ ଆମେ ଓଡିଶା ବାସୀ ବହୁତ ଗର୍ବିତ 🙏🙏

    • @rockstarrr4398
      @rockstarrr4398 9 วันที่ผ่านมา +5

      This is modi selection........double engine

    • @RanjanDas-ti7hm
      @RanjanDas-ti7hm 9 วันที่ผ่านมา +2

      Yesss, srijaganath khusi

    • @himanshusekharbal8909
      @himanshusekharbal8909 9 วันที่ผ่านมา

      Naveen best

    • @pintusamal1923
      @pintusamal1923 2 วันที่ผ่านมา

      ​@@himanshusekharbal8909 Miluthhila ave au milibani best hebeni v kmt

  • @sujitcreation1719
    @sujitcreation1719 10 วันที่ผ่านมา +130

    ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ବହୁତ୍ ଖୁସି । ସବୁବେଳେ ଓଡ଼ିଶା ବାସୀଙ୍କ ସହିତ ରହିବେ ତାଙ୍କର ସବୁ ସମସ୍ୟାର ସମାଧାନ କରିବେ । ଜୟ ଜଗନ୍ନାଥ 🙏🙏

  • @bebypatel2339
    @bebypatel2339 7 วันที่ผ่านมา +2

    Bhala lagila cm sir, ❤❤kede sundar katha kahuchhanti🎉🎉🎉

  • @daitarisahoo2358
    @daitarisahoo2358 8 วันที่ผ่านมา

    ଧନ୍ଯବାଦ ଅର୍ଗସ୍👍
    ଆମ ଓଡ଼ିଶାର ମାନ୍ୟବର ମୁଖ୍ଯମନ୍ତ୍ରୀ ମହୋଦୟଙ୍କୁ ସୁସ୍ୱାଗତ ଓ ଅଭିନନ୍ଦ
    👏👏💐💐।
    ଓଡ଼ିଶାର ଶିକ୍ଷା ବ୍ଯବସ୍ଥାକୁ ସଜାଡ଼ିବା ସହିତ ସମାନ କାର୍ଯ୍ୟ ପାଇଁ ସମାନ ବେତନ ନୀତି ପ୍ରଣୟନ କରିବାକୁ ଅନୁରୋଧ।
    ଜୟ ଓଡ଼ିଶା, ଜୟ ଜଗନ୍ନାଥ
    🌼🙏🏻🌼🌺🙏🌺🌼🙏🏿🌼

  • @brundabanmandika5298
    @brundabanmandika5298 10 วันที่ผ่านมา +82

    ଅତି ସୁନ୍ଦର ଆଲୋଚନା କରିଥିଲେ ଆମ ମୁଖ୍ୟମନ୍ତ୍ରୀ ଆମେ ଏପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ଗର୍ବିତ।

  • @bhagirathidasodisha.6934
    @bhagirathidasodisha.6934 10 วันที่ผ่านมา +472

    ଚିଟ ଫଣ୍ଡ ନ୍ୟାୟ ମିଳୁ ଆଜ୍ଞା
    ବହୁତ କଲ୍ୟାଣ ମିଳିବ

    • @MamuniMamuni-fm6gd
      @MamuniMamuni-fm6gd 10 วันที่ผ่านมา +5

      Yes back soon dear no doubt next 5yr

    • @mmsahu1
      @mmsahu1 10 วันที่ผ่านมา +4

      Chit fund karba lokank lobha phala bhoguchhanti
      Ekaprakar thaka sansthare lageithiba lokanka lagi state fai nai nuhe

    • @shrikantpanigrahy
      @shrikantpanigrahy 10 วันที่ผ่านมา

      Kichhi hebani Sahara fund miluni
      Chit fund milijiba
      Khali Katha kuha sarkar

    • @shaitansingh9698
      @shaitansingh9698 10 วันที่ผ่านมา +3

      Mora au mo baba nkara 2.6lakh 2011 re budigala, au se paper v mu rakhini😢😢 karan Asha nathila ki au paibi

    • @kailashnayak7643
      @kailashnayak7643 10 วันที่ผ่านมา

      Right

  • @rasmitabehera4938
    @rasmitabehera4938 5 วันที่ผ่านมา

    Jaha hou sar,nk katha suni ବହୁତ୍ ଖୁସି ଲାଗୁଚି,ଆମର ସବୁ ଅସୁବିଧା ଦୂର ହେବା ,ମୋହନ sir nk ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,sir ଜାହା କହୁଛନ୍ତି କରିକି ଦେଖାଇ ଦିଅନ୍ତୁ ଯେମିତି ସମସ୍ତେ ନବୀନ sir ଙ୍କୁ ଭୁଲି ଯିବେ

  • @GIRISHACHANDRA-wm3cv
    @GIRISHACHANDRA-wm3cv 7 วันที่ผ่านมา +1

    ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସାଧାରଣ ଲୋକଙ୍କୁ ନ୳୲ୟ ମିଳୁ।

  • @OmkarSha-rw9ky
    @OmkarSha-rw9ky 10 วันที่ผ่านมา +100

    କେଓଁଝର ଜିଲ୍ଲା ରେ ଆପଣ ନା ବୋହୁତ ଲୋକ ପ୍ରିୟ ବୋଲି ସୁଣି ଥିଲି ଆଜି ଆପଣ ସାମ୍ବାଦିକ କୁ ଯେପରି ଉତ୍ତର ଦେଉଛନ୍ତି ସୁନ୍ଦର ଅତି ସୁନ୍ଦର ❤

  • @whatisthis1900
    @whatisthis1900 9 วันที่ผ่านมา +119

    25 years pare Odisha ra CM nka interview dekhili🙂 khusi lagila

  • @deepikaratha2879
    @deepikaratha2879 13 ชั่วโมงที่ผ่านมา

    Heartily respect from bottom of our heart... With love.... From bargarh...

  • @Suvarun
    @Suvarun 5 ชั่วโมงที่ผ่านมา

    Great interview, salute and proud for new CM

  • @gp-creations
    @gp-creations 10 วันที่ผ่านมา +150

    ବହୁତ୍ ସୁନ୍ଦର୍ ମଣିଷ ଏବଂ ଆଶା କରୁଛୁ ଓଡ଼ିଶାର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ହେବ।

  • @prakashnayak9182
    @prakashnayak9182 10 วันที่ผ่านมา +246

    ଜୟ ଜଗନ୍ନାଥ sir ମୋର ବିନମ୍ର ପ୍ରାଥନା ମୋ ଭଳି ଅନେକ ଦାଦନ ଶ୍ରମିକ ଙ୍କ ଙ୍କୁ ଓଡିଶା ରେ ନିଯୁକ୍ତି ଦିଆ ଯାଉ

    • @shaitansingh9698
      @shaitansingh9698 10 วันที่ผ่านมา +5

      Bepar badi pain rasta kholiba a sarkar, apan sabu ready ruhantu

    • @jamunatudu8761
      @jamunatudu8761 10 วันที่ผ่านมา +4

      Kichi koriparibu nahi lekhi ki deuchi

    • @shaitansingh9698
      @shaitansingh9698 10 วันที่ผ่านมา +1

      @@jamunatudu8761 tame Tama nija culture re acha na paisa lobhare convert hei jaicha??

    • @orissaplayers
      @orissaplayers 9 วันที่ผ่านมา

      Thumaku mukhyA mantri chakirre dhala

  • @sanjayasahu4160
    @sanjayasahu4160 7 วันที่ผ่านมา

    ବହୁତ ସୁନ୍ଦର ହେଇଛି

  • @bhagirathimohapatra3604
    @bhagirathimohapatra3604 8 วันที่ผ่านมา

    ପ୍ରଥମଥର ଦୀର୍ଘ ପଚିଶି ବର୍ଷ ପରେ ମୁଖ୍ୟମନ୍ତ୍ରୀ ଙ୍କ ସହ ସିଧା କଥା 🙏
    ଆଉ ଗୋଟେ ତାମିଲ ର ଚାକର ନବୀନ ସାମ୍ବାଦିକ ଓ ସାଧାରଣ ଲୋକଙ୍କ ଠାରୁ ଦୁରେଇ ରହେ
    ଯାହା ହୋଇଛି ବହୁତ ଭଲ 👍
    ଓଡିଶାର ପ୍ରଗତି ଏଥର ନିଶ୍ଚିତ ହେବ 👍
    ହୃଦୟରୁ ଧନ୍ୟବାଦ ଭାରତ ର ପ୍ରଧାନମନ୍ତ୍ରୀ ମୋଦିଙ୍କୁ 🙏🙏🙏

  • @baradaprasannabhuyan4723
    @baradaprasannabhuyan4723 10 วันที่ผ่านมา +42

    ଆଜି ନିଜକୁ ବହୁତ୍ ଖୁସି ଲାଗୁଛି କାରଣ ମୋ ମତଦାନ ସଠିକ୍ ଥିଲା। Thank u sir 🙏♥️

  • @samarendrasahoo5230
    @samarendrasahoo5230 10 วันที่ผ่านมา +106

    ପ୍ରକୃତ ରେ ଅନୁଭବୀ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ

  • @pitambarbehera6758
    @pitambarbehera6758 7 วันที่ผ่านมา +1

    Best, of, Best, CM, of, Odisha, Honoursble, MohanCharanMajhi..

  • @SureshchandraPatra-vf5xb
    @SureshchandraPatra-vf5xb 7 ชั่วโมงที่ผ่านมา

    ମୁଖ୍ୟ ମନ୍ତ୍ରୀ ହେଵତ ଏମିତି 🙏ଜୟ ଜଗନ୍ନାଥ