Arindam Roy's Explosive Insights on BJD’S Election Management | EP 16 | Podcast With Arindam Roy
ฝัง
- เผยแพร่เมื่อ 27 ก.ย. 2024
- ''ବିଜେପିରେ ସ୍ୱାଧୀନତା ବିଜେଡିରେ ଗୁଲାମଗିରି'' I ବିଜୁ ଜନତା ଦଳ ଏବେ ବାଜେ ଜନତା ଦଳରେ ପରିଣତ ହୋଇଛି : ଅରିନ୍ଦମ ରାୟ
#argusdigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #arindamroy #InterviewWithArindamRoy
Follow us on Instagram :
/ argustvdigital
01:15 - Intro
02:06 - ଟାଙ୍ଗୀ-ସାଲେପୁରବାସୀଙ୍କ ପାଖରେ ମୁଁ ଋଣୀ ହେଇ ରହିବି
02:42 - ମୁଁ ଜାଣିନଥିଲି ଭୋଟ ବି ଚୋରି ହୁଏ
06:13 - ସାଲେପୁରରେ ବହୁତ ଗୁଣ୍ଡାରାଜ ଚାଲିଛି
08:01 - ଦଳର ନିର୍ଦେଶ ମାନି ମୁଁ ମୋ କର୍ମ କରିଥିଲି
08:22 - ମୁଁ ସବୁବେଳେ ମୋ ଦଳ ସପକ୍ଷରେ
09:26 - ପାଣ୍ଡିଆନ ଖାଲି ଫୋଟୋ ଉଠେଇବା ପାଇଁ ଡାକନ୍ତି
12:01 - ମୁଁ ଖୋଲା ସଭାରେ କହିଥିଲି '୨୦୨୪ ଐତିହାସିକ ହେବ'
12:51 - ବିଜେଡିରେ ବନ୍ଦୀ ହୋଇ କାମ କରିବାକୁ ପଡେ
13:58 - ନବୀନ ବାବୁ ଓ ପାଣ୍ଡିଆନ ସବୁ ମିଛୁଆ
14:21 - ଆମ ମୁଖ୍ୟମନ୍ତ୍ରୀ ଓଡିଶା ମାଟିର ପୁଅ, ତାମିଲନାଡୁର ନୁହେଁ
15:16 - ଦଳ ଓ ଘର ସଂପୂର୍ଣ୍ଣ ଅଲଗା କଥା
16:14 - ବିଜେଡ଼ିର ଜଣେ ବାବୁ ମୋତେ ଡାକି କହିଥିଲେ 'ଗୋଟିଏ ପରିବାରରୁ ଗୋଟିଏ ଟିକେଟ'
19:20 - ପାଣ୍ଡିଆନଙ୍କୁ ଓଡିଶା ଲୋକ ଗ୍ରହଣ କଲେନି
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Arindam Roy's Shocking Statement on BJD's Bobby Das Sparks Row in Odisha | EP 17 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
TH-cam- / @argusdigital.official
Instagram: / argustvdigital
ମୁଁ ଛୋଟ ବେଳୁ ତୁମେର news ସୁଣିଆସୁଛି ଓଡ଼ିଶା ରେ best news reporter ❤❤ sangam sir
Toh muha jemiti katha b semiti 😅
X6zzzzzzzzzzzz
@@TeamOPmstu bala ta janichhu
@@Hindutwa829Nahele Tu Janiki Sabu Duniya Oltei deichhu auu😂😂
@@TeamOPms tu pelei pua sabu chhoduchhu nahi re 🤣
ସାଲେପୁର ରେ ଆପଣ କେତେ ତ ପଞ୍ଚାୟତ ବୁଲୁଛନ୍ତି । କତେ ଜଣ କ ଘର କୁ ଯାଇଛନ୍ତି । ଲୋକ ମାନେ ଜାଣିଛନ୍ତି । News ରେ ଭାଷଣ ରଖିଲେ ହେବନି ଭାଇ । ନବୀନ ବାବୁ କ ପାଇଁ ଆପଣ ଜିତି ଥିଲେ । ଆଜି ନବୀନ ବାବୁ ଚୋର ହେଇଗଲେ । ଭୋଟ ଚୋରି ହେଇଛି ଯଦି ସବୁ ଠୀ bjp ଜିତିଲା। ଆପଣ ତ ହେଲା କାଇଁ ଜିତି ପାରିଲେନି ।
Salepur re 50 ta lokanka naa janinathiba
ଭାଇ ଅରିନ୍ଦମ ତ ମାତ୍ର ଇଲେକ୍ସନ 15 ଦିନ ଥିଲା ticket ପଇଲେ ତେଣୁ ସେ କ୍ୟାମ୍ପନୀଙ୍ଗ ଭଲରେ କରି ପାରିଲେ ନାହିଁ but prasanta behera ତ mla Thai kan tadichanti tike କହିବା
Tapan bhai invitation delu arinadam bhainku raja 3 din re night match ame karithilu se asileni , kintu ama gaon pakhre jananka jhia birthday thila personal se dakithila se asile au attend karile ,apna kuantu mu thik kahili ki bhul kahili
ଭାଇ ଧର୍ମର ହେଲା ଜୟ
Yes all odisha and India re dharna ra hela jai
Ki dhama kotha kohucho be
ସେ ମାଗିହା ଅରିନ୍ଦମ ହାରିଲା ଧର୍ମ ର ଜୟ ହେଲା@@rajeshmajhi164
ଯଦି Vote ଚୋରି ହୁଅନ୍ତା ତେବେ ଓଡ଼ିଶା ରେ BJP କେବେ ବି ଜିତି ନ ଥାନ୍ତା😂😂😂😂😂
ନା ନା ଭାଇ ବହୁତ ଜାଗାରେ ହେଇଛି ଯେମିତି ଭଦ୍ରକ ଚାନ୍ଦବାଲି ରେ
Right
Bhai ethiBi semiti heichi
Bhai right
Jajpur area re Booth captureing kariki voting kala BJD MLA MP gunda. Jadi without Booth captureing re voting hei thanata BJP ku vote 75% Sure.
ଇଏ ହେଉଛି ପୁରୁଣା ଚୋର କାରଣ ବିଜେଡିରେ ଥିଲା ବେଳେ ସେତେବେଳେ କଣ କହୁଥିଲେ ପାଣ୍ଡିଆନ ଭଲ ବୋଲି କହୁଥିଲା ତାଙ୍କର ଦମ ଥିଲାତ ସ୍ୱାଧୀନରେ ଠିଆ ହେଲେ ନାହିଁ ଇଏ ହେଉଛନ୍ତି ସ୍ୱାର୍ଥ ପର ଏମାନଙ୍କୁ ଗଣମାଧ୍ୟ୍ୟମ କାହିଁକି ଡାକୁଛନ୍ତି ଇଏ ଲୋକର ଆଗରୁ କଣ ଥିଲେଯେ ଏବେ ଏତେ ଟଙ୍କାର ମାଲିକ କେମିତି ହେଲେ
Bjp supporter channel 😅
Harime
ଜୟ ଜୟ ଶ୍ରୀ ରାମ
Aree Pani pasi galani Rama nka ghare modi kouthi
ନିଶ୍ଚିତ ଭୋଟ ଚୋରି ହେଇଛି ନହେଲେ ବିଜେଡ଼ି ହାରି ନଥାନ୍ତା
😂
BJD Bhakt
Bjd ra andha 😂
Bhakt
@@mcorvin8494 bjp ra alua bhakta
@@sandiproutaray39 BJP bhakta
ଅରିଦମ୍ loyal kathaa kahuchhanti
But ଧର୍ମେନ୍ଦ୍ର ପ୍ରଧାନ କେତେ loyal se kathaa NEET result ru jana padigala 😂😅
😂😅
NEET examination scam flash out hela aii update nahi bodhe.. jauta abe HC ku challenge haichi against the scammer girl bhai re tike reality fact check Kara
Arindam is right. It happens with me also. When I press the bottom it did not make sound. Then I got confused and press the bottom again then it did not work. Then I said the pooling officer he came and check the machine after that I was able to put my vote again. Point is I was concern but what about those people who are simple and uneducated and who know nothing about Technology. What about old age people
ଅଙ୍ଗୁର କୋଳି ଖାଇ ନପାରିଲେ ଖଟା 😂😂😂
ମୁଁ ଏତିକି ପ୍ରାର୍ଥନା କରିବି ସେଇ ଠାକୁରଙ୍କୁ ଯେଉଁ ଠାକୁରଙ୍କୁ ବିଜେଡି ଦଳ ଭିକ ମଗାଇଛନ୍ତି ସେହି ଦଳ ଧ୍ୱଂସ ହୋଇଯାଉ
Mo Bala Na
❤ I love you Arindam bhai
ଧର୍ମେନ୍ଦ୍ର ପ୍ରଧାନ କେବଳ ମୋଦି ର କୁକୁର
ଶିକ୍ଷା ମନ୍ତ୍ରୀ ସେ ହେଲେ ତାଙ୍କର ଶିକ୍ଷା ବିଭାଗ ଉପରେ କିଛି ବି responsibility ନାହିଁ 😂
ବାଳ ନା
@@p.k.mansing3447ତୋ ପ୍ୟାଣ୍ଟ୍ ତଳେ ଅଛି ଡେଖିଦେ 😂
Dharama jou Kanda karichi taku kebe bi jaganath khyama karibeni,sala adha bayse re jiba
@@Rasmiranjandasa it's right 👍
BJD kukura Khali bhoki bhoki rahibe
Excellent.. Talker... and Speaker...
ବବି ସାର ବହୁତ ସୁନ୍ଦର ଲୋକ 🙏🙏🙏
Se kritadasa para nije kahichi
ସୁନ୍ଦର ମଣିଷ ଆରିନ୍ଦମ ଭାଇ।
Barsa priyadarshni ku tike dakantu . thanku thanku dekhiba❤❤
Bhala lagila 😊
Pura nija style re au bina showup re Arindam kqtha hele 😊😊
ଅରିନ୍ଦମ ହରିବାର କାରଣ ବବି ଦାସ ପରିବାର ଲୋକ ହୋଇଥିବାରୁ......
Munda Hana. Loka. Is. Hadcor. Criminal
Ray ji ଯାହାକହୁଛନ୍ତି 100% ସତ, ଶାସକ ଦଳଙ୍କ ଦ୍ୱାରା ପ୍ରଭାବିତ ହୋଇ ନିର୍ବାଚନରେ ନିୟୋଜିତ ପ୍ରାୟ କର୍ମଚାରୀ ଶାସକ ଦଳ ପାଇଁ ଟାର୍ଗେଟ ଅନୁଯାୟୀ ଭୋଟ ଚୋରି କରିଛନ୍ତି
Thank you Bhai thik bujhichanti..
ଭାଇ ଆଜି ତମେ ହାରିଗଲ ସେଈଥି ପାଇଁ ଭୋଟ ଚୋରି କହୁଚ😂 ...ଯଦି ଭୋଟ ଚୋରି ହେଇଥାନ୍ତା ସେମିତିହେଲେ ଆଜି ବିଜେଡି ଜିତି ଯାଇଥାନ୍ତା ..ଆଉ ଗୋଟେ କଥା ଜୟ ଶ୍ରୀରାମ କହିଲେ ଭୋଟ ଜିତିଯିବନି 😂କାମ ଦେଖିବା ଦରକାର ଉତ୍ତର ପ୍ରଦେଶ ରେ କଣ ହେଲା
Salepur re votting re distrubance heichi chori katha kahi habani
Vote chori hela boli BJD contest kala,nahele 20 ta seat paiba difficult heithanta
ବହୁତ ସୁଦର ଭିଡିଓ ଦେଖାଇଛ ଧନ୍ଯବାଦ
କଳାକାର ମାନଙ୍କୁ ଅଯଥାରେ ସମୟ ନଷ୍ଟ କରି କାହିଁକି ଏଣ୍ଟର୍ବ୍ୟୁ ନେଉଛନ୍ତି। ଏମାନେ ସବୁ ସ୍ବାର୍ଥ ବାଦି ମାନେ।
ଆପଣଂକ ପଡ଼କ୍ୟାଷ୍ଟ ଙ୍କୁ ଧନ୍ୟବାଦ୍।
Jete bi hero ochanti arindam tale au sabu swartha para love❤you arindam bhai jai shree ram
😂😂😂😂satare naa kn ma !!!
Jay jagannath 🙏🙏🙏 bhai
Same to Same at Nayagarh
You are a true speaker
Best Person Arindam Bhai 👍
Thanks Arindam Babu
ପରାଜୟକୁ ସ୍ଵିକାର କରିବା ଉଚିତ। ଖାଲି ଅନ୍ୟକୁ ଦୋଷ ଦେଲେ ଆଗକୁ ବଢିପାରିବେନି କେବେ।
ହଇରେ ଅରିନ୍ଦମ ମିଛୁଆ , ଟାଉଟର ହାରିଲୁ ବୋଲି vala michha kahuchhu ,
Haire tu janichu, election next day ru arindam ae katha kahichi,past video dekh
@@kaibalyasaho1401 arindam janithila he hariba boli se pain lajya re semiti kahuji
@@anilkumarsethi1765 arindam ta gote pandita na se agaru janigala hariba boli,tahele mala booth re jou paniki re haniki jail gala BJD karmi seta kan pain
@@anilkumarsethi1765 BJD wala jaha bi jitichanti farzi kariki,jaha hau Naveen juga sesa hela
@@anilkumarsethi1765 Khali dekhibaku rahila BJD party kebe bhanguchi,
1000%right Arindam bhai mu bi Jajapur Binjhpur blockra Aunri Panchyatre.. Pramila Mallik area Aunri re athi pain fight karithili vote choriku roki thili... 🙏💐🙏
Dear Argus, ଅସଲ୍ ଚୋରି ତ ଆରମ୍ଭ ହେଇନି। ଆଗକୁ ଓଡ଼ିଶାର ଖଣି ଖାଦାନ ଲୁଟ୍ କରିବାକୁ ଗୁଜରାଟୀ ଆଡାନୀ ଆସିବେ, ଚାକିରୀ ନାଁ ରେ ଚା' ବିକ୍ ବୋଲି କହିବେ ଆଉ ଓଡ଼ିଶା କୁ ଲୁଟି ଚାଲି ଯିବେ। ବଙ୍ଗାଳୀ ଲୋକେ ଚାଲାକ୍, ନିଜ ରାଜ୍ୟ କୁ ବଞ୍ଚାଇବାକୁ ସେମାନେ ମୋଦୀ ଶାହ କୁ ଲାତ୍ ମାରି ଭଗେଇ ଦେଲେ ଆଉ ଏଠି ଓଡ଼ିଆ ଲୋକେ ନିଜକୁ ଗୁଜରାଟୀ ଗ୍ୟାଙ୍ଗ ଆଗରେ ବିକି ଦେଲେ ।
Sarangi sir pranam
Bhai bhai arindam bhai ❤❤❤
ସାକ୍ଷାତକାର ବହୁତ ଭଲ ଲାଗିଲା, ଗଣତନ୍ତ୍ରରେ ଭୋଟ ଚୋରି କରିବା ନୂଆ କଥା ନୁହ, କିନ୍ତୁ ସାଲେପୁର ନିର୍ବାଚନ ମଣ୍ଡଳୀରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ଦରକାର, କାରଣ ସୁଇଜରଲ୍ୟାଣ୍ଡ ହୋଇଥାନ୍ତା ତାହେଲେ ପୁନଃ ନିର୍ବାଚନ ହୋଇସାରନ୍ତଣୀ
Discussion ବହୁତ୍ ଭଲ ଥିଲା ।
Best and beautiful brother
Apanka katha suni laguchi gapa sunuchi😮
Thanks Namaste 🙏.
ଜୟ ଶ୍ରୀ ରାମ ❤
Superstar Arindam Roy nkara interview ta bahut bhala lagila hele au tike film bisyare discussion karithile bhala lagithanta
😍😍
ମୋର ସମସ୍ତଙ୍କୁ ଅନୁରୋଧ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବା ସମୟରେ ସିବିଆଇ ଓ ଇଡି ମୋଦି ସରକାରଙ୍କୁ କହି ଓଡିଶାରେ ଲଗେଇ ପାରିବ କି ତାହାଲେ ଆମେ ଜାଣିବୁ ମୋଦି ସରକାର ଠିକି
ପାରିବେନି କାହିଁକିନା କମ୍ ଉନ୍ନତି ବେଶୀ ଦୁର୍ନୀତି କେବଳ ପ୍ରତିଶ୍ରୁତି ଏଇଟା ଆମ ଦେଶର ରାଜନୀତି
ଜୟ ଶ୍ରୀ ରାମ ଭାଇ
Real hero real katha ❤ great 👍👍👍👍👍👍👍👍👍👍👍 I love it sir
I totally agree with! Arindam ray bhai! It's very true words.
BJD MLA MP gunda gardi booth capturing kariki voting karichi.
Right
@@DipteemayiRout Yes,Without Booth capturing re jadi voteing hei thanta BJP ku vote 75% sure!
25th year's heba odisa ra rich minerals reserved iron bauxite chromite sabu lootiki khaila, Tax returns re 🤑 enjoy kale.
Last re maha parbhu jagannath nka parikrma projects ru harilot kale results re kukura vali harila bjd MLA MP Gunda,Maha parbhu jagannath tara results dei sarichanti.Apna mane khusi ta! Jai Jagannath!🙏❤️🚩
Jay Jagannath
Sangra😮bhai 🎉🎉🎉.aapana bahut bhdra loka . Bass aame sethi pain dekhuchhu ..aame aapana nka fan
Sangram vai paanka voice.aau katha sahili bhout uchakotira
ଧନ୍ୟବାଦ ଜଣାଉଛି ଅରଗୁସ ଖବର କୁ ।
Final Moment re Arindam Bahut chesta kariki durvgya bastah hari gale
JAY BJD 💚🐚 JAY NAVEEN PATTNAIK SIR 🫡 JAY JAGANNATH ♥️🙏🏻
ଅରିନ୍ଦମ ବର୍ଷା ଭଲ ଲାଗେ
Hello Argus News, A sincere request, you guys should use a real propped background with practical lights and 3 key lighting setup, rather than using green screen.
Odia podcast like this is more intuitive and flavourful to engage. Thankyou 🙏🏻
Jay Jagannath
ଧର୍ମ ର ଜୟ ହେଲା
ସୂର୍ଯ୍ୟ ବଂଶୀ ସୁରଜ କୁ ଡାକନ୍ତୁ sir
ଏମାନେ ଫିଲ୍ମି କରି ପାରିବେ କିନ୍ତୁ ରାଜନୀତି ରେ ନିଁହେଁ...
Jay shree Ram ♈, tike filmy lagila😊
ଆଠଗଡBJP Avaya barik ଙ୍କୁ ଆପଣଙ୍କ ସ୍ତୁଡ଼ିଓକୁ ଡାକନ୍ତୁ
Best reporter of odisha❤
❤❤❤❤❤🎉🎉🎉🎉
Suryavansi suraj nku podcast ku invite kara it humble request 🙏🙏🙏
Good 👍▶️
ଶଳା ଭାଡୁଆ ତୁ ସେଥିର କେମିତି ଥିଲୁ ରେ ବେହିଆ ତମେ କଳା କାର ମାନେ ପଇସା ପାଇଁ ନିଜ ମାଇକିନା କୁ ପର ପାଖରେ ବିକି ବାକୁ ପଛେଇବନି ତମେ ଏବେ ଦଳ ଛାଡିଲା ପାରେ ବିଜେଡି ରୁ ଗଲା ପରେ କଉଛୁ
ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଙ୍କୁ ଥରେ ଡକାଯାଉ....
i am not a fan of arindam but his brave and truthful answers are very impressive
ଜୟ ଶ୍ରୀରାମ ଭାଇ 🚩🚩🚩🙏🙏🙏
Joijagannath.sir
ଆମ ସାଂସଦ ସମ୍ବିତ ପାତ୍ର କୁ ଡାକନ୍ତୁ ❤
Argus news chanel should interview bjd mlas also instead of only bjp mla
Verynice
Love you arindam bhai
Love you from odisha khurdha
Thank you vai
ସମ୍ବଲପୁର ରେ ରୋଚକ ନାଇଁ ଥିଲା ଏକତରଫା ଥିଲା ଲୋକ ଖାଲି ଟଙ୍କା ପାଇଁ କହୁଥିଲେ
ଅରିନ୍ଦମ ବବିଦାଶ ର ଭଉଣୀ କୁ ପଇସା ଲୋଭରେ ବାହା ହୋଇଛି ପକା 😂😂
ARINDAM is a very humble n honest person.
Very nice
ସବୁଠୁ ବଡ଼ କଥା ହେଲା କୌଣସି କଳାକାର ମାନଙ୍କୁ ଟିକେଟ ଦେବା କଥା ନୁହ
Very nice
ମୟୁରଭଞ୍ଜ ର କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର MLA, ପଦ୍ମ ଚରଣ ହାଇବୁରୁ ଙ୍କୁ ଡାକନ୍ତୁ 👍
❤❤Good Person❤❤
ମୋହନ ସରକାର 🎉 🎉 🎉 ମହାନ୍ ସରକାର🎉 🎉 🎉
❤ Arindam bhai
Arindam ❤❤❤❤
ଅରିନ୍ଦମ୍ ଭାଇ ଜଣେ ସ୍ପଷ୍ଟବାଦୀ ମଣିଷ
ବାଜେ ଲୋକ taaa Arindam ମୁଁ ଜାଣି ନଥିଲି 😂😂😂😂😂😂
ଇରାଶିଷ ଆଚାର୍ଯ୍ୟ ଙ୍କୁ ଥରେ ଡାକନ୍ତୁ ସାର
Sppech re kahiba,Daily Feast haba😂🤣;So...Funny
Ea ସିଧା ସିଧା କିଛି କୋହୁନି ସବୁ indirectly କଥା ବାର୍ତ୍ତା କରୁଛି
Arindam must go for an acting course. He should get himself admitted at Anupam Kher 's "Actor Prepares" and fine-tune his skills.
❤❤❤❤
100% Right bhai
Sala aie pandian jogu ama Naveen babu hari gale😢
Right kahuchanti emiti hauchi.
Good Podcast
ଭାଇ ଦୟାକରି ଆଠଗଡ ରୁ ବିଜେପି ବିଧାୟକ ପାର୍ଥି ଅଭୟ ବାରିକି ଙ୍କୁ ଡାକନ୍ତୁ
ଅହଂକାରୀ.. ଆଟିଟୁଡ଼୍ ପ୍ରବଳ!