🔵Exclusive Interview With BJP MLA Suraj Suryavanshi || Kanak News

แชร์
ฝัง
  • เผยแพร่เมื่อ 20 พ.ย. 2024

ความคิดเห็น • 948

  • @shyambhoi1738
    @shyambhoi1738 9 หลายเดือนก่อน +41

    ବହୁତ ସୁନ୍ଦର ସାକ୍ଷାତକାର। ବହୁତ ବହୁତ ଶୁଭେଚ୍ଛା ପ୍ରିୟ ମାନସ।

  • @haraprasadputia3040
    @haraprasadputia3040 ปีที่แล้ว +121

    Kanak news ର ଏହି ଭଳି ଉପସ୍ଥାପନା ବା Program ବହୁତ୍ ଭଲ ଲାଗେ very nice

  • @kalikaprasadsubudhi7619
    @kalikaprasadsubudhi7619 ปีที่แล้ว +171

    ସୁରଜ ଭାଇ ..ଭଗବାନ କରନ୍ତୁ ....ଆପଣ ଆଉ ଥରେ ନିର୍ବାଚିତ୍ ହୋଇ ଆସନ୍ତୁ.

    • @sudhansusekharjena6217
      @sudhansusekharjena6217 ปีที่แล้ว +8

      Prabhu Jagannath kna pakha prathana kruchu aau thare mla huantu

  • @mrsanjib8269
    @mrsanjib8269 ปีที่แล้ว +62

    ଅଶେଷ ଅଶେଷ ଧନୟବାଦ kanak news eta ଦିନ ପରେ ଜଣେ ସୁନ୍ଦର ଆଉ ପର ଉପକlର ମଣିଷ ଟିଏ ଙ୍କୁ ଡାକି ଚନ୍ତୀ 🙏🙏🙏

  • @tapanburman4707
    @tapanburman4707 ปีที่แล้ว +91

    ଭାଇ ପାଇଁ ମୁଁ ଗର୍ବ କରେ .
    ଏକ ସ୍ୱାଭିମାନୀ ପରଉପକାରୀ ମିଷ୍ଟ ଭାଷୀ ହୃଦୟ ବାନ ମଣିଷ ...
    love u ଭାଇ ❤❤❤❤

  • @jayantafunnymanbalasore287
    @jayantafunnymanbalasore287 ปีที่แล้ว +220

    ଭଲ ଲାଗିଲା ଯେ ଜଣେ MLA ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଓଡ଼ିଆ ରେ ନିଜର ବ୍ୟକ୍ତ ଉପସ୍ଥାପନ କରିଛନ୍ତି ।

  • @dexpress7188
    @dexpress7188 ปีที่แล้ว +67

    ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଓଡ଼ିଆ ରେ ସୁରଜ ବାବୁ ନିଜର ବକ୍ତବ୍ୟ ରଖିଥିବାରୁ ବହୁତ ଭଲ ଲାଗିଲା

  • @hotelvishalresidency179
    @hotelvishalresidency179 ปีที่แล้ว +55

    So gentle and decent personality Mr. Surya.......❤

  • @Mrawesome990
    @Mrawesome990 ปีที่แล้ว +80

    Suraj Sir🙏 you are The CEO of ଧାମନଗର ନିର୍ବାଚନ ମଣ୍ଡଳୀ❤... #TheYouthLeader

  • @rasmikantanayak4780
    @rasmikantanayak4780 8 หลายเดือนก่อน +109

    Next CM in odissa ❤❤❤❤ ସୁରଜ୍ ସୂର୍ଯ୍ୟ ବଂଶି 🙏

    • @AmarSahu-e2o
      @AmarSahu-e2o 7 หลายเดือนก่อน +3

      Au there Hele petrol 206 au gas 1700

    • @Chinmaya-eo4bu
      @Chinmaya-eo4bu 5 หลายเดือนก่อน +1

      Yah Prabhas nahin hai yah Suryavanshi hai yah picture ka Bahubali nahin hai real ka Bahubali hai I love u Suraj bhaiya kyunki aapane divyangon ke liye Jo 500 rupya aur mahila ke liye Jo 500 rupya aur ab Jo Garib log Hain senior citizen unko 500 rupya dekar aapane bahut achcha kam Kiya isliye tere Dil se apna shukriya Ada karta hun

    • @pitambarkhamari5572
      @pitambarkhamari5572 5 หลายเดือนก่อน +1

      I support to u ୧୦୦/

    • @rasmikantanayak4780
      @rasmikantanayak4780 5 หลายเดือนก่อน

      @@AmarSahu-e2o hele bi chaliba kintu BJD kuta kebe hebunu🙏

    • @aman.sarma_6160
      @aman.sarma_6160 5 หลายเดือนก่อน

      Asigala 4 june❤ cm ra v katha chalichi

  • @sukantakumarpradhan8127
    @sukantakumarpradhan8127 ปีที่แล้ว +178

    ଜଣେ ମାର୍ଜିତ,ନମ୍ର, ଭଦ୍ର ଓ ସୁଶିଳ ବ୍ୟକ୍ତିତ୍ଵ। ବ୍ୟକ୍ତିଗତ ଭାବେ ପସନ୍ଦ କରେ।

    • @abhijitsahoo1909
      @abhijitsahoo1909 ปีที่แล้ว +3

      Bisakta bapa nka pari au uchakoti ra madua 🙏🏻

    • @soumyaranjan7498
      @soumyaranjan7498 ปีที่แล้ว +5

      But not a murder, not a thief,not a rapist, not a special drunker,not a cheater & also not a poisonous person like ODISHA RULLING PARTY MLA......A GREAT SALUTE TO YOU SIR...

    • @abhijitsahoo1909
      @abhijitsahoo1909 ปีที่แล้ว

      @@soumyaranjan7498 bjp re muder au rapist nka abhab nahi

    • @dillipsingh390
      @dillipsingh390 9 หลายเดือนก่อน

      Ryt

    • @lilimahanta1526
      @lilimahanta1526 8 หลายเดือนก่อน

  • @chaitanyabariki810
    @chaitanyabariki810 ปีที่แล้ว +51

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏 ଆପଣଙ୍କୁ ମହାପ୍ରଭୁ ଆଶିର୍ବାଦ କରନ୍ତୁ 🙏 ଆପଣ ବିଧାନ ସଭାର ଆଜୀବନ ସଭ୍ୟ ହୁଅନ୍ତୁ

  • @saisouraventertainment3119
    @saisouraventertainment3119 ปีที่แล้ว +49

    U r not only a leader but also a man of ideal

  • @chandankumarbal1308
    @chandankumarbal1308 ปีที่แล้ว +18

    ରାଜ୍ୟର ଭବିଷ୍ୟତ 🙏 ଜଣେ ପୂର୍ଣକାଳିନ ହେବାର ସ୍ବପ୍ନ.......... ପୁଣି ଥରେ ହୃଦୟ ଜିତିଗଲ ସୁରଜ ଭାଇ, ଶତ ସାଧୁବାଦ

  • @djunder6952
    @djunder6952 10 หลายเดือนก่อน +47

    ମୁଁ ଜଣେ ଓଡିଆ ଦାଦନ ମୁଁ ଓ ମୋର ପରିବାର ସୂର୍ଯ୍ୟବଂଶୀ ଭଳି ଜଣେ ମୋ ଶିକ୍ଷିତ ଭାଇ କ୍ନୁଁ ଓଡ଼ିଶା ର ଦାୟିତ୍ଵ ଦେବାକୁ ଚାହୁଁଛି 🙏

  • @chandannayak9804
    @chandannayak9804 ปีที่แล้ว +19

    ଆମ ରାଜ୍ୟ ପାଈଁ ଆମ ଦେଶର ହୀତ ପାଇଁ ସୁରଜ୍ ଭାଇ ପରି ନେତା ନିହାତି ଦରକାର ❤

  • @harekrushnapagal1405
    @harekrushnapagal1405 7 หลายเดือนก่อน +6

    ❤ ଜୟ ଜଗନ୍ନାଥ ଜୟ ❤
    ❤ଜୟ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଧାମନଗର ଧର୍ମ ନଗରି ସ୍ଵାଭିମାନ ମାଟି ର ସଭିଙ୍କର ପ୍ରିୟ ସେବକ ସୂର୍ଯ୍ୟ ବଂଶି ସୂରଜ ଭାଇ କି ଜୟ ଜୟ ଜୟ ❤

  • @soumyaranjan7498
    @soumyaranjan7498 ปีที่แล้ว +23

    One of the best not politicians but a best person of odisha ...u deserve the MLA post ... Everyone wants u as their MLA..,lvu sir & a great salute to u

  • @sushantabhuyan2810
    @sushantabhuyan2810 ปีที่แล้ว +40

    Hats off Surya sir...we young Indians want a person like Surya sir in ministry level

  • @sasmitabehera6962
    @sasmitabehera6962 ปีที่แล้ว +4

    Kanak news ku welcome je ki amiti ucchakotira newa maker upastapana karithibaru....ama janapradhini mananka sahita amiti amna samna hele jai ama odisha abanga ama anchala ra unnati haba....jaya odisha...jay bharat...👍👍🙏🙏

  • @padmanabhorath7288
    @padmanabhorath7288 ปีที่แล้ว +8

    ସୁରଜ ଭାଇ ନମସ୍କାର।
    ଆପଣ ସମାଜର ହିତ ପାଇଁ ଯାହା ଭାବୁଛନ୍ତି ସେହି ମନସ୍କାମନା ଜୟ ଶ୍ରୀ ଜଗନ୍ନାଥ ପୁରଣ କରନ୍ତୁ ।
    ଜୟ ଶ୍ରୀ ଜଗନ୍ନାଥ।

  • @AjitRaut-i1d
    @AjitRaut-i1d ปีที่แล้ว +14

    A great dynamic young leader...a rising sun of odisha in Indian politics...

  • @manoranjanbehera6646
    @manoranjanbehera6646 ปีที่แล้ว +25

    Suraj Bhai salute you
    U r the best....

  • @santanudas5281
    @santanudas5281 ปีที่แล้ว +48

    ସୁରଜ ଭାଇ ମୁ ଭଦ୍ରକ ରୁ କହୁଛି ଏଥର ଭଦ୍ରକ ରେ ସାଷଦ ହେବା କୁ ଚାହୁଁଛୁ ଆପଣଙ୍କ ମତାମତ ଜଣାନ୍ତୁ 👍

    • @ManoramaSahooSahoo
      @ManoramaSahooSahoo 5 หลายเดือนก่อน +1

      Bhai ei thara c.m heba darakar

  • @laxmidharmohapatra7824
    @laxmidharmohapatra7824 ปีที่แล้ว +46

    ଜୟ ସୁରଜ୍ ସୂର୍ଯ୍ୟବଂଶୀ 👍

  • @sandhyarani6493
    @sandhyarani6493 ปีที่แล้ว +8

    ହୃଦୟ ରୁ ସମ୍ମାନ ଆପଣଙ୍କୁ ଭାଇ 🙏ଜଣେ ସଚ୍ଚୋଟ ମଣିଷ 😊

  • @babul2470
    @babul2470 ปีที่แล้ว +10

    What a conversation ❤ thank you manash babu for your best questioned by surja sir❤

  • @SUSHILARJUNNDAS
    @SUSHILARJUNNDAS ปีที่แล้ว +3

    ଜୟ ମାତୃଭାଷା

  • @rameshkumarsahu5582
    @rameshkumarsahu5582 10 หลายเดือนก่อน +5

    ଏହିପରି କାର୍ଯ୍ୟକର୍ତ୍ତା କେବଳ ଭାରତୀୟ ଜନତା ପାର୍ଟିରେ ପାଇପାରିବେ

  • @itspabitracreation4130
    @itspabitracreation4130 ปีที่แล้ว +31

    ଅତି ଭଦ୍ର ବ୍ଯକ୍ତିତ୍ଯ ସୁରଜ ଭାଇ ꫰

  • @venkat_creations8411
    @venkat_creations8411 11 หลายเดือนก่อน +4

    Next time
    Captain Dibya Sankar mishra
    ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଥରେ newsroom re questions କରନ୍ତୁ ମାନସ ଭାଇ 🙏🙏

  • @alokbarik5104
    @alokbarik5104 ปีที่แล้ว +20

    ମତେ ଆପଣଙ୍କ କହିବା ଶୈଳୀ ଏତେ ସୁନ୍ଦର ଲାଗିଲା କହି ହେବନି, କାରଣ ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା ମାତୃଭାଷା ଓଡ଼ିଆ ରେ ହିଁ କଥା କହିଲେ, ଶେଷରେ କହିଲେ ଅଖଣ୍ଡ ଭାରତ କରିବା ପାଇଁ ବହୁତ ଖୁସି ହୋଇଗଲି।

  • @KALKITV
    @KALKITV 5 หลายเดือนก่อน +7

    ମାନିଲି ଆପଣଙ୍କ all comet good ଗୋଟିଏ ନେତା 🙏🙏cm ହେବା ନିହାତି ଦରକାର

  • @Roshan_t434
    @Roshan_t434 3 หลายเดือนก่อน +1

    ନବୀନ କୁ ଓଡ଼ିଆ ଶିକ୍ଷାଅ

  • @chinmayapradhan9345
    @chinmayapradhan9345 ปีที่แล้ว +24

    55 comments hele gote b negative nahi, jane politician ra interview re emiti birala dekha jae. Love U Suraj Bhai!! Jay BJP🌷🌷🌷

  • @pranitaswain3563
    @pranitaswain3563 5 หลายเดือนก่อน +3

    ଓଡ଼ିଶାରେ ଏବେ ଆପଣ ହିଁ ସେହି ବ୍ୟକ୍ତି ଯିଏ ଆମ ଓଡ଼ିଶାକୁ ବହୁତ୍ ଅଗକୁ ନେବା ସହ ଓଡ଼ିଆ ପୁଅ ମାନଙ୍କୁ ଆଉ ଦାଦନ ଖଟିବାକୁ ବାହାରକୁ ଯିବାକୁ ଦେବେ ନାହିଁ। ଆଉ ଆପଣ ହିଁ ଆମ ଓଡ଼ିଶାର CM ହେଲେ ହିଁ ଏହା ସମ୍ଭବ ହେବ ଏହା ଆମ ଓଡିଶା ବାସୀଙ୍କ ଦାବି ❤❤❤

  • @pradiptasahoo4384
    @pradiptasahoo4384 ปีที่แล้ว +12

    Leadership of these types need of hours... Best wishes 🙏

  • @itspabitracreation4130
    @itspabitracreation4130 ปีที่แล้ว +4

    ବହୁତ ସୁନ୍ଦର ସାକ୍ଷାତକାର ꫰
    ସୂରଜ ସୂର୍ଯ୍ଯବଂଶୀ ଭାଇ ꫰
    ସରନେମ୍ ରଖିନାହାନ୍ତି ꫰
    ମୁଁ ବି ଜାଣିବାକୁ ଚାହୁଁଥୀଲି ସେଠୀ କାହିଁକି ଲେଖା ହଉନି ꫰

  • @soumyaranjan6258
    @soumyaranjan6258 ปีที่แล้ว +14

    So simple man with great personality ❤

  • @sudhakarsahoo7843
    @sudhakarsahoo7843 ปีที่แล้ว +21

    Good thinking ot Mr Surya .. In future he may lead Odisha.

  • @sukantimarndi-vc8wq
    @sukantimarndi-vc8wq ปีที่แล้ว +7

    Next generation leader 👌👌👍👍ପ୍ରେରଣାଦାୟକ

  • @dharmendrapaik8774
    @dharmendrapaik8774 ปีที่แล้ว +7

    Nice interview by kanak news

  • @Cutgrass_viral
    @Cutgrass_viral ปีที่แล้ว +10

    Suraj suryavanshi is a very dynamic leader and sweet talking...

  • @ssdhananjay_official
    @ssdhananjay_official 7 หลายเดือนก่อน +2

    ସାମ୍ବାଦିକ ଭାବେ ମାନସ ବାବୁ........ ରାଜନେତା ଭାବେ ସୁରଜ ବାବୁ ଉଭୟ ଙ୍କ କଥା ବହୁତ ଭଲ....... ଜଗନ୍ନାଥ ଉଭୟଙ୍କୁ ଖୁସିରେ ରଖନ୍ତୁ..... ଜଣେ ନିରପେକ୍ଷ ସମ୍ବାଦ ପରିବେଷଣ ର ବିନ୍ଧାଣି ଆଉ ଜଣେ ଜନତା ର ସ୍ୱର ହେଉ...... 💐💐💐👏👏👏🤝🤝🤝🎊🎊🙏🙏🙏

  • @itsjp1126
    @itsjp1126 ปีที่แล้ว +10

    Bahut bhala bhai au bahut bhala politician ❤

  • @rajeshbiswal819
    @rajeshbiswal819 ปีที่แล้ว +13

    Beautiful interview ❤

  • @PrakashTarai-q9u
    @PrakashTarai-q9u 5 หลายเดือนก่อน +7

    ଆମ ଧାମନଗରର ଏଭଳି ବିଧାୟକ ପାଇ ଆମେ ନିଜକୁ ଗର୍ବିତ ସୁରଜ୍ ଭାଇ ଜିନ୍ଦାବାଦ

    • @nilimananda2347
      @nilimananda2347 4 หลายเดือนก่อน

      Apananka nu debe. Kharap vabibeni karana Amara Suraj vai nka pakhare kama achi. Apana bodhe Dhamanagar loka

    • @PrakashTarai-q9u
      @PrakashTarai-q9u 3 หลายเดือนก่อน

      @@nilimananda2347 Apana Agaru bodhe Nu Nehi sarichhanti kharap vabibenahi

  • @subasininayak5263
    @subasininayak5263 4 หลายเดือนก่อน

    ସୁରଜ ସୂର୍ଯ୍ୟବଂଶୀ ଙ୍କ ଭଦ୍ର ବ୍ୟବହାର ଓ କଥା କହିବାର ଢ଼ ଙ୍ଗ ସମସ୍ତଙ୍କୁ ଆକର୍ଷିତ କରୁଛି। ଧନ୍ୟବାଦ୍ ସୁରଜ ସୂର୍ଯ୍ୟବଂଶୀ ତୁମକୁ ଓ ତୁମ ବାପା ମା ଙ୍କୁ।

  • @sasmitarani3453
    @sasmitarani3453 ปีที่แล้ว +13

    Suraj Bhai very intelligent and good person 💐

  • @SanjayKumarMahapatra-cf6gf
    @SanjayKumarMahapatra-cf6gf 7 หลายเดือนก่อน +2

    Thank suraj bhai

  • @shreyanshmahapatra1946
    @shreyanshmahapatra1946 5 หลายเดือนก่อน +3

    ସୁରଜ ବାବୁ ମୁଖ୍ୟମନ୍ତ୍ରୀ ହବା ସବୁ ଲକ୍ଷଣ ତୁମ ରକ୍ତରେ ଅଛି ଆମ ଓଡିଶାକୁ ସୁଚାରୁରୂପେ ସମ୍ଭାଳିବା ତୁମ ଦ୍ଵାରା ହେଇପାରିବ ଏହାହିଁ ମୋର ଆଶ୍ରିବାଦ ଓ କାମନା ଧନ୍ୟବାଦ ❤❤👌👌

  • @AshirvadSahoo
    @AshirvadSahoo 5 หลายเดือนก่อน +2

    Future CM material, A great orator & most humble & Youth icon Suraj Suryavanshi.🎉

  • @saisouraventertainment3119
    @saisouraventertainment3119 ปีที่แล้ว +16

    Best youth leader of odisha

  • @harekrushnapagal1405
    @harekrushnapagal1405 7 หลายเดือนก่อน +1

    ❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ କାଳିଆ ସାଆନ୍ତେ ଜୟ ❤
    ଅଖୟ ହେଉ ପୁନ୍ୟ ଜଗତେ ଧର୍ମ ହେଉ ଯୁଗେ ଯୁଗେ ଜୟ ଜଗନ୍ନାଥ ଜୟ ଜୟ ଜୟ
    ପ୍ରଭୁ ତୁମ ଭାରତ ମାତା ର ଧର୍ମ ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ସବକା ସାଥେ ସବକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କର ଯିଏ ନିଶ୍ବାର୍ଥ ପର ଭାବରେ ସେବା କରି ଚାଲୁଛି
    ତୁମେ ପ୍ରଭୁ ସେମାନଙ୍କର ସାହା ଭରଷା
    କାଳିଆ ସାଆନ୍ତେ ❤❤❤❤❤❤❤❤❤

  • @kartikdas7219
    @kartikdas7219 ปีที่แล้ว +9

    ସୁରଜ ଭାଇ ଜଣେ ଭଲ ନେତା। ବିଜେପି ବିଜେଡ଼ି କଂଗ୍ରେସ ଦଳ ନିର୍ବିଶେଷରେ ସିଏ ଜଣେ ଭଲ ମଣିଷ। ସବୁ ଦଳରେ ଏମିତିକା କାଣ୍ଡିଡେଟର ଆବଶ୍ୟକ ଅଛି। ଯାହା ଫଳରେ ଦେଶର ଉନ୍ନତି ହେବ।

  • @BalaramNayak-cx5jh
    @BalaramNayak-cx5jh 7 หลายเดือนก่อน +1

    ବହୁତ ସୁନ୍ଦର କଥାବାର୍ତ୍ତା ବହୁତ ବଢ଼ିଆ ଲାଗିଲା ଜୟ ଶ୍ରୀ ରାମ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ ଜୀ

  • @jhasketansahoo7511
    @jhasketansahoo7511 ปีที่แล้ว +3

    You are great leader of our odisha. Kind hearted .god bless you sir❤🎉🎉

  • @DwarikanathNayak-y9n
    @DwarikanathNayak-y9n 5 หลายเดือนก่อน +1

    ସୁରଜ ଭାଇ ଅଭିନନ୍ଦନ , ଯୁବକ ହିସାବରେ ଏବେ ଯେଉଁ ଆପଣଙ୍କ ପାଖରେ ଯୋଶ ଅଛି , ସେହି ଯୋଶର ପ୍ରତିଫଳନ ଖାଲି ଧାମନଗର ନୁହେଁ ସାରା ଓଡ଼ିଶାର ଲୋକମାନଙ୍କ ସେବାରେ ଉପଲବଦ୍ଧି ହେଉ ଜୟ ଜଗନ୍ନାଥ 🙏🙏🙏

  • @srtsahoo2862
    @srtsahoo2862 5 หลายเดือนก่อน +3

    Answer ମଧ୍ୟ୍ୟ ଭଲ ଅଛି

  • @TheEducationHub-dz9gn
    @TheEducationHub-dz9gn 9 หลายเดือนก่อน +1

    Thanks you suryabansi brother. ( bada guruji) p. Patra.

  • @Xerox123-y6t
    @Xerox123-y6t ปีที่แล้ว +6

    When Educated person come to Politics... The society must change & that proved Suraj Bhai

  • @RanjanKope-ns7ir
    @RanjanKope-ns7ir 5 หลายเดือนก่อน +1

    ସୁରଜ ଭାଇ, ଆପଣ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଦରକାର 👍👍 ଧନ୍ୟବାଦ

  • @babluswain5110
    @babluswain5110 ปีที่แล้ว +3

    Real Hero of Dharmnagar constituency.God Bless you Broo..I ❤️ Broo.. Salute you😊

  • @Pandablilu900
    @Pandablilu900 5 หลายเดือนก่อน +1

    ବହୁତ ସୁନ୍ଦର କଥା କହିଲ ଭାଇ ଜୟ ଶ୍ରୀ ରାମ 🙏

  • @Best-11Team
    @Best-11Team ปีที่แล้ว +11

    If s.vanshi follows bjp ideology longs period definitely he will be Future CM of odisha ❤

  • @rasmikantanayak4780
    @rasmikantanayak4780 8 หลายเดือนก่อน +1

    ସୁରଜ୍ ଭାଇ❤❤❤❤

  • @akshayaswain5669
    @akshayaswain5669 ปีที่แล้ว +4

    Rudra Maharathi and Suryawanshi bhai both are great leaders....

  • @shyamsundarpadhi3120
    @shyamsundarpadhi3120 4 หลายเดือนก่อน

    Media bhainku au sirnku salute media bhai aopanka ankoring prasana pochareba style very nice God bless you

  • @jagannathmandal5860
    @jagannathmandal5860 ปีที่แล้ว +8

    REAL HERO OF DHAMNAGAR💪

  • @s.nodiagossip
    @s.nodiagossip ปีที่แล้ว +12

    Please Kumar bapi and Ira Mahanty nku Invite Kara Kanak News ❤

  • @balaramjena3034
    @balaramjena3034 ปีที่แล้ว +7

    Jay Jagannath 🙏 MLA haba ta Suraj sir nka pari jabardast MLA e vali MLA duniya re birala

  • @Kaliatvlive
    @Kaliatvlive 10 หลายเดือนก่อน +2

    Suryawansi sir 🙏 apana ta mo hrudaya re sabubele rahibe 🌺 apanaka Vali neta odisha re mukhyamantri heba nihati darkar 🙏
    Mo kathare jiye sahamat se lekhantu
    #nextcmsuryawansisir

  • @saisouraventertainment3119
    @saisouraventertainment3119 ปีที่แล้ว +10

    Proud of you suryawanshi suraj

  • @prasitapradhan5205
    @prasitapradhan5205 5 หลายเดือนก่อน

    ଜଣେ ସ୍ପଷ୍ଟବାଦୀ,ଭଲ ଓ ସାହାସି ଲୋକ ପ୍ରତିନିଧି ❤❤❤❤

  • @rohitsethi2704
    @rohitsethi2704 ปีที่แล้ว +14

    My favourite MLA❤

  • @SUSHILARJUNNDAS
    @SUSHILARJUNNDAS ปีที่แล้ว +1

    ଜୟ ଯବାନ ଜୟ କିସାନ୍

  • @hkstudymaterials1993
    @hkstudymaterials1993 ปีที่แล้ว +5

    very good young Leader and talented🎉🎉🎉

  • @sudhirpradhan3953
    @sudhirpradhan3953 4 หลายเดือนก่อน

    ଆଜି ପ୍ରକୃତରେ ଓଡ଼ିଶା ରାଜ୍ୟରେ ଓଡ଼ିଆ ଜାତିର ପୁଅ ମନ୍ତ୍ରୀ ହୋଇ ଅଫିସର ରାଜ କୁ କୁଠାର କରି ଥିବାରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏

  • @samirdassamirdas8778
    @samirdassamirdas8778 ปีที่แล้ว +3

    ବହୁତ ଭଲ

  • @dillipsingh390
    @dillipsingh390 9 หลายเดือนก่อน +2

    ଅପୂର୍ବ ଦୃଶ୍ୟ ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଲାଗୁଥାଏ... from ctc.

  • @prasantkumarpatalsingh1296
    @prasantkumarpatalsingh1296 ปีที่แล้ว +5

    Great politician of future❤

  • @BiswaranjanBehera-q6s
    @BiswaranjanBehera-q6s 8 หลายเดือนก่อน +1

    He is the talent person suraj vai jay Shree Ram❤❤❤🙏🙏🙏🙏

  • @umakantajena4504
    @umakantajena4504 6 หลายเดือนก่อน +15

    ନେତା ହେବ ତ ସୂର୍ଯ୍ୟ ବଂଶୀ ସୂରତ ଭଳି ହୁଅ

  • @ravidrakumar-qs7wz
    @ravidrakumar-qs7wz 5 หลายเดือนก่อน +1

    ଆମ ଭାଇ ବହୁତ ଭଲ, ଆମ କଲେଜ ର ସବୁ ଉତ୍ସବ ରେ ସେ ଯୋଗଦାନ କରିଛନ୍ତି ❤😊

  • @rajendratiwari9216
    @rajendratiwari9216 5 หลายเดือนก่อน +3

    If this Man works well then every odia is going to be lucky ❤

  • @SurakshaAryavart-os7xp
    @SurakshaAryavart-os7xp 7 หลายเดือนก่อน +1

    I think he has the potential to lead odisha and odia people..

  • @gayatribehera8725
    @gayatribehera8725 ปีที่แล้ว +3

    Great M.L.A Dhamnagar 🔥🔥🔥

  • @Umakanta-badatya
    @Umakanta-badatya 5 หลายเดือนก่อน +2

    ଓଡ଼ିଶାର ନେତା ସୂର୍ଯ୍ୟବଂଶୀ ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ।

  • @manojswain2618
    @manojswain2618 ปีที่แล้ว +3

    Best young leader

  • @SUSHILARJUNNDAS
    @SUSHILARJUNNDAS ปีที่แล้ว +1

    ଜୟ ମାତୃଭୂମି

  • @SubratKumarSwain-fb1vf
    @SubratKumarSwain-fb1vf ปีที่แล้ว +3

    Manas sir apanka voice saili abnga manoj sirnka voice se je kemiti tike kahiparibe🙏

  • @sumitkumarjena8601
    @sumitkumarjena8601 ปีที่แล้ว +2

    Sir Anshuman Mohanty Nkara interview ନିଆଯାଉ

  • @bikrampatra7501
    @bikrampatra7501 ปีที่แล้ว +3

    Best Young Leader 👍..

  • @sonukhansonukhan8387
    @sonukhansonukhan8387 9 หลายเดือนก่อน +1

    Welcome. Suraj. Bhai. Very happy. Odisha. Tiger. Very. Good talent. Good. Behab. Swagat. By

  • @Ani-qs7rt
    @Ani-qs7rt ปีที่แล้ว +5

    Suraj bhai jindabad

  • @kuanrtudu9960
    @kuanrtudu9960 ปีที่แล้ว +2

    ସୁରଜସୂର୍ଜବଂସି ଭାଇ ପାଇଁ ମୁଁ ଗର୍ବିତ ।

  • @namitasahu1436
    @namitasahu1436 ปีที่แล้ว +4

    Great leader❤

  • @jagannathbehera2351
    @jagannathbehera2351 5 หลายเดือนก่อน +1

    ସୁରଜ ଭାଇ ଧନ୍ୟବାଦ। ଜୟ ଭାରତ ମାତା

  • @samirrout8668
    @samirrout8668 ปีที่แล้ว +7

    Most valuable episode

  • @manoranjanparida3722
    @manoranjanparida3722 ปีที่แล้ว +2

    Future of odisha politics