No....suspend....😀.....anani a jolohosti sambadika t...ku tk thonda cha....pani dorkar thila....bichora khora re ghanti hei hei body pura gorom heijaichi....jouthi maal matra no milibo seithi bodnam koribe....au maal dele bholo guno gaibe....faltu sambadika....🤣🤣🤣
ସାମ୍ବାଦିକା ଭଉଣୀ ଙ୍କ ସାହସ ପାଇଁ ଅଶେଷ ଧନ୍ୟବାଦ.... 👌
Hon'ble chief minister sir, kindly follow your late father's foot print and immediately pull down it's all stars from shoulder
ବାରିକର ଆଗରୁ ବହୁତ ରେକର୍ଡ ଅଛି। ସାମ୍ବାଦିକା ମହାଶୟାଙ୍କୁ ଧନ୍ୟବାଦ।
ଏଇ ସାମ୍ବାଦିକ ମାଙ୍କୁ ବହୁତ ଧନ୍ୟବାଦ
ଏ ହେଉଛି ଓଡ଼ିଶା ର , ନ 1ଲାଞ୍ଚୁଆ ପୋଲିଶି , ଟଙ୍କା ନ ପାଇଲେ କାମ କରେ ନାହିଁ, ଏହାର ଖରପ ରେକଡ଼ର୍ ଆଗରୁ ଅଛି
ଜଣେ ଜଦି ବାରମ୍ବାର ଭୁଲ୍ କରୁଛି ,ଏସବୁ ସରକାର ଜାଣି ମଧ୍ୟ କାହିଁକି ଡିଷିସନ୍ ନେଉନାହିଁ ଏ ବାଳ ସରକାର,, ମୁଁ ଅନୁରୋଧ କରୁଛି ଏଇ ହାରାମ୍ ଜାଦା ବେଈମାନ୍ ଆଇଆଇସି ର ଚାକିରି କଟା ଜାଉ,,,,
ସେ ଜଣେ ପୋଲିସ ହୋଇ
ନାରୀ କୁ ଅସନ୍ମାନ କରୁଛି
,,,,,,,,,,, ସେଇ ଆଇଆଇସି ଙ୍କୁ ଚାକିରି ରୁ ନିଲମ୍ବିତ କରାଯାଉ🙏🙏🙏🙏 ମୁଁ ଅନୁରୋଧ କରୁଛି
Cora ce
Mo banda iic ea
@@pramodbaral9782 Really bro
Aau ta suli ku bi kata jau
ଆମ ପୋଲିସ୍ ନା ବାଳ ପୋଲିସ
Salute ସାମ୍ବାଦିକା
ଓଡ଼ିଶା ପୋଲିସ୍ ଜନସାଧାରଣ ମାନଙ୍କ ଅସୁବିଧା ଦୂର କରିବା ପରିବର୍ତ୍ତେ ନିଜ ପକେଟ୍ ଗରମ କରିବାରେ ଲାଗିଛନ୍ତି । ଏଥିପାଇଁ ସରକାର ଉଚିତ ଏବଂ କଠୋର ନିୟମ ପ୍ରଣୟନ କରିବା ଅତ୍ୟନ୍ତ ଜରୁରୀ ।
I salute this ledy journalist,
ଓଡ଼ିଶାର ନାରୀ ସୁରକ୍ଷା ରେ ଆମ ମୁଖ୍ୟ ମନ୍ତ୍ରୀ No - 1
Hahahahaha 😭🤣😁😁
ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ବାକ୍ୟ ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ
Hinjeda bira be
ଆରେଏ ବିଷ୍ଣୁ ବାରିକ.... Saloon ଖୋଲି ବସ... ଏଠି ki ବାଳ ଅଧିକାରୀ ହେଇଚ କିହୋ?
ବାରିକ ବାଳ କାଟିବା କଥା ଆଇଆଇସି
କିଏ କଲା ତଦନ୍ତ ହେଉ ।
😅😆😆😆😆😆
ସାମ୍ବାଦିକା ମାଡାମ କୁ ବହୁତ ବହୁତ ଧନ୍ୟବାଦ
ଥାନାର ଅଧିକାରୀ ହେଲେ ତୋ ବାପା ର ଥାନା ନା କଣ,ଥାନା ହଉଛି ପବ୍ଲିକ ର, ପବ୍ଲିକ ର ଭଲ ମନ୍ଦ , ନ୍ୟାୟ ଅନ୍ୟାୟବୁଝିବା ପାଇଁ ସରକାର ଥାନା ର ଉପର ଅଧିକାରୀ ଭାବେ ନିଯୁକ୍ତି କରିଛନ୍ତି, ତା ମାନେ ନୁହେଁ ଯେ,ତୁ ଆଇଆଇସି ବାପା ର ଥାନା ବୋଲି ଧରି ନେଇଛୁ କି,ଦରକାର ପଡିଲେ ,ସେ ଥାନା ତତେ ବି arrest କରିବାକୁ ପଚେଇବ ନାହିଁ ok।
ଆଉ ଥାନା କଣ ମିଡିଆ ଵୋପାର ? ମିଡ଼ିଆ କଣ ଘଈତା । ସେ କଣ କଲା ତା ଉପର ଅଫିସର ଅଛନ୍ତି । ତୁମେ ନ୍ୟୁଜ୍ କର ଭୂଲ ଜିନିଷ କୁ ଦେଖାଅ । ତୁମେ କଣ ଚାର୍ଜ କରିବ , ତମେ କିଏ କି ??
@@spectrovision7466 a babu tume kan police ra pua ki ho
ଏଭଳି ମିଡିଆ madam ଙ୍କୁ thanks
Dhanyabad ସାମ୍ବାଦିକ ଦିଦି
ଯଦି ଆଇନ୍ ନିଜ କାମ କରିବାକୁ ଅସମର୍ଥ ତାହେଲେ ସାଧାରଣ ଜନତା ଆଇନ୍ ର ରକ୍ଷା ପାଇଁ ଆଇନ୍ କୁ ନିଜ ହାତକୁ ନେବାକୁ ପଡ଼ିବ
ମୋ ଶରକାର ମୋ ପୋଲିସ ର ଲୁକଙ୍କୁ କେମିତି ବ୍ୟବହାର କରୁଚନ୍ତି ଧିକ ଏ ପୋଲିସ ଧିକ ଏ ସରକାର
ପୋଲିସ ନୁହଁ ଚୁର ଟା
ଧନ୍ୟବାଦ ଦିଦି
ଏ ଖବର ଦେଖିଲା ପରେ ଲାଗୁଛି ଏ ଆଇଆଇସି ମହାଶୟ ଲାଞ୍ଚ ଖିଆ ଅଭଦ୍ର
Bada bhauni nku bahuta bahuta dhanyabad
ଭଉଣୀ ସାମ୍ବାଦିକା ଙ୍କୁ ମୋର ସେଲୁଟ
IIC should be arrested
ଚତୃର୍ଥ ସ୍ତମ୍ଭ ❤❤❤🙏🏻
ପୁଲିସ ଲାଞ୍ଚ ନ୍ ପାଇଲେ ସେ କିଛି ବୁଝିବ ନାହିଁ.
Great my sister🙏🙏🙏🙏God Bless you 👍
Police ସରକାର ର , ନାରୀ ସଶକ୍ତିକରଣ ବି ସରକାର ର ଦେଖିବା ସରକାର କଣ କହୁଛନ୍ତି
SP sir look into the matter and take action on him immediately.
All are equal...
ତୁରନ୍ତ ପଦଖେପ ନିଅନ୍ତୁ ସରକାର ଆଇଆଇସିର ଏକି ବ୍ୟବହାର
Brave lady
ଉଚିତ୍ ପଦକ୍ଷେପର ପ୍ରଶ୍ନ ଉଠୁନାହିଁ। ଏ ସରକାର ଦୁର୍ନୀତି ଶିଖେଇଛି ଆଉ କହିଛି ତୁ ନ ଡରି ଦୁର୍ନୀତି କର ଅସୁବିଧା ହେଲେ ଆମ ସରକାର(ବିଜେଡ଼ି) ତୋ ପଛରେ ଅଛି। ତେଣୁ ଡର କାହାକୁ ଭୟ କାହାକୁ, ବିଜେଡ଼ି ଅଛି ପରା ଚଉ ବାହାକୁ।
ଓଡିଶା ପୋଲିସ କ୍ଷମତା ଶାଳୀ, ଏମାନେ ଚାହିଁଲେ ଏଫ ଆଇ ଆର ରୁ ନାଁ କାଟି ପାରିବେ, କାହାକୁ ମିଥ୍ୟା କେଶ ରେ ଫସେଇ ପାରିବେ ଏମାନେ ଚାହିଁଲେ ଗୋବିନ୍ଦ ସାହୁ ଭଳି ଅଭିଯୁକ୍ତ କୁ ଛାଡ଼ିଦେଇ ପାରିବେ ଦରକାର ପଡିଲେ ଅଦାଲତ ଆଦେଶ କୁ ବି ଫୁ କରି ଉଡେଇଦେବେ l
ପୋଲିସ୍ ବାବୁ ବୁଝିପାରୁ ନାହାନ୍ତି, ପବ୍ଲିକ୍ tax ଦେଲେ ,ସେ ଦରମା ନେଉଛନ୍ତି ,ସେବକ ହୋଇ ପବ୍ଲିକଙ୍କୁ ନାଲି ଆଖି ନ ଦେଖାନ୍ତୁ ।
ଏହି ଭଳି କେତେ ଜଣ ହାତଗଣତି ଶଳା ପୋଲିସ ଙ୍କ ପାଇଁ ସମସ୍ତ ପୋଲିସ ଅଧିକାରୀ ମାନେ ବ୍ଲେମେ ହେଉଛନ୍ତି.... ଜୟ ଓଡ଼ିଶା
ଥାନା ହେଲା ଏମିତି ଗୋଟିଏ ଜାଗା ସେଠି ଖାଲି ମଦ ପଇସା କାରବାର ହୁଏ
ଗନ୍ଦିଆ ଥାନାର ଗନ୍ଧିଆ ଆଇ ଆଇ ସି।
Media re Emiti jane jane Sambadika darkar Thank you Madam 🙏
salute to the reporter
The IIC must be placed under suspension with immediate effect & should not be posted as IIC during his entire career.
iic ra uniform kain?? Gote macha
🐠🐋🐟🐠🐋🐟bikali valia dekhajauchi
@@surajaroutray391 🤣🤣🤣🤣🤣
God bless you sambadika
ଆଇ, ଆଇ, ସି, ଙ୍କର ଦେଖ ଦବଗଂ ଗିରି, ଥାନାଟା କୁଆଡେ ୟୋର, ନା ତାବାପର ଯାଗାରେ, ଏତେ ଅହଂକାର, ଏହା ଗଣତନ୍ତ୍ର ରେ ଚଳିବନି, ଲୋକଙ୍କ ପାଇଁ ଚାକିରୀ କରି ଲୋକଙ୍କ ପ ଇସାରେ ଏତେ ଦାଦାଗିରି, ଛି ଯାଣିପାରୁନି,
Power of nabin babu aapana mane khusi ta
Police ra dadagiri chalichi odisha re
ଧନ୍ୟବାଦ ସାମ୍ବାଦିକା ଙ୍କୁ
ଏ କଳୁଷିତ କଳଙ୍କ ବେହିଆ ଅଫିସର ଙ୍କୁ ଏମିତି ଜବାବ୍ ନିହାତି ଆବଶ୍ୟକ....
Well-done correspondent Maam.... 🇮🇳🇮🇳🇮🇳🙏
ସାମ୍ବାଦିକ କେତେ ସମ୍ମାନରେ କଥା ହୁଏ କି ବାଳନା
ବହୁତ୍ ଭଲ ହେଇଛି ସାମ୍ବାଦିକା
ଏମିତି ଅଫିସର୍ ପାଇ ପୋଲିସ department badnam ଏବଂ ପୋଲିସ ପାଖକୁ ଯିବାପାଇଁ ଇଚ୍ଛା କରନ୍ତି ନାହିଁ ପବ୍ଲିକ,ଲେଡୀ ସାମ୍ବାଦିକ ପାଇ ସାଲୁଟ
ହେବା କଥା ଲୁଟୁ ବାଲେ ସମୟ ଆସିଲେ ଭଦ୍ର ଦେଖାଇ ହୁଅନ୍ତି।ଭଲ କରିଛି ପୋଲିସ।
ସଳାଟା ଚାକିରୀ ପାଇଛି ବୁଲି ,ନିଜକୁ ପ୍ରଧାନମନ୍ତ୍ରୀ ଭାବୁଛି ।
ସବେ ଲାଞ୍ଚ ନେଉଛନ୍ତି।ଆମପାଖରେ ଖବର ଅଛି।ହା ହା ହା
Suspend him immediately as this type behavior to others.
I.G.sir a.drastic.action.may.plz.be.taken.as.soon as.possible Failing which.people will lose their morality
No....suspend....😀.....anani a jolohosti sambadika t...ku tk thonda cha....pani dorkar thila....bichora khora re ghanti hei hei body pura gorom heijaichi....jouthi maal matra no milibo seithi bodnam koribe....au maal dele bholo guno gaibe....faltu sambadika....🤣🤣🤣
ନବୀନ ସରକାରଙ୍କ ଏହା ମହିଳାଙ୍କୁ ସ୍ନମାନ ତେଣୁ କାର୍ଯ୍ୟାନୁଷ୍ଠାନ କାହଁକି ନେବେ
ମହିଳା ସାମ୍ବାଦିକା ଙ୍କୁ ବହୁତ ଧନ୍ୟବାଦ୍ ସହ ପୋଲିସ ଆଇ,ଆଇ, ସି,ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଠିକ କି ନାହିଁ
ସାମ୍ବାଦିକାଙ୍କୁ ଅନେକ ଅନେକ ଧନ୍ୟବାଦ
Good job madam
ମାର ଜୋତା ରେ ବାଡ଼େଇ ବାଡ଼େଇ ସେ ଆଇଆଇସି କୁ ବାଡ଼େଇ ବାଡ଼େଇ ଜୋତା ରେ ସେକିଦିୟନ୍ତୁ ପବ୍ଲିକ ଭାଇ ମାନେ ତା ଆଇଆଇସିଁ ମାଇପ ବିଆ ର ଗେହିଁ ଦିଅ
ସାମ୍ବାଦିକ ମାନେ,ମାଳମାଳ,ଅଫିସରଙ୍କୁ,ଟଙ୍କାମାଗୁଛଂତି ଟଙ୍କା,ନଦେଲେ,ଅଫିସର,ନାମରେ,ଇଆଡୁ,ସିଆଡୁ,ଖବର,ବାହାର,କରୁଛ,ଜଦି,ଟଙ୍କା,ମିଳିଗଲି,କହିବ,ବଢିଆ,ଅଫିସର,ଏଇଆ,ହଉଛି,ତମ,ମହିଳା,ସାମ୍ବାଦିକ, ମାନଙ୍କକାମ।
ସାଧାରଣ ଲୋକଙ୍କ ଠାରୁ ପ୍ରଶାସନ ମନ୍ତ୍ରୀ ପର୍ଜନ୍ତ ଯଦି ସଚ୍ଚୋଟ ତେବେ ସାମ୍ବାଦିକ ପ୍ରଶ୍ନ ର ସଠିକ୍ ଉତ୍ତର ଦେବାପାଇଁ ଅସୁବିଧା କାହିଁକି
Very good 🙂
Reporter mam I respect u 👏🙏👍
God sampadika madam
ଜୟ ହୋ
ଏ ଥାନା ହେଉଛି ବିଷ୍ଣୁ ଚରଣ ବାରିକ ଙ୍କ ନା ରେ ଚାଳୁଛି ବଧେ ସେଥି ପାଇଁ ଦାଦାଗିରି ଏଦାଦା ଗିରିବନ୍ କର ପବ୍ଳିକ ଯଦି ଚାହିବେ ତୁମ ର ଏ ଦାଦାଗିରି ପଣବି ଚାଳିଜିବ
Chhhi . Brave lady. Apanamane khusita.
ଏହି ଥାନା ଅଧିକାରୀଙ୍କ ବିଜେଡି ନେତାଙ୍କ ସହ ହାତ ଅଛି ଏଣୁ ଦବଙଗିରି କରୁଛି ।ଧନ୍ୟବାଦ୍ ସାମ୍ବାଦିକା ମହାଶୟା।
Odisha re police ra dabanggiri
Bala na. Maghianku sekidebe je kuade paleibe. Dadagiri sabu chadijiba
Verry verry good
Great salute to lady journalist.
Iic ବିଷ୍ଣୁ ବାରିକ ଏହି ପରି ବହୁତ , ଲୋକଙ୍କୁ ହଇରାଣ କରିଛି, ଥାନାକୁ ବାପର ଜଗିର୍ ଭାବୁଛି, ତାଉପରେ କଡ଼ା କାର୍ଯ୍ୟାନୁଷଠାନ ନିଆଯାଉ, God media ଭଉଣୀ 🙏🙏🙏🙏🙏
ଏ ମୂର୍ଖଟା କୁ ପୋଲିସ ଚାକିରୀ ଦେଲା କିଏ ଯିଏ ଦେଇଛି ସେ ହାରାମିକୁ ଆଗେ ମାଡ ଦରକାର ତାପରେ ଏଟାକୁ ଥାନା ଭିତରୁ ପଦାକୁ ଘୋଷାରି ଆଣି ତଳେ ପକେଇ ଚଢି ଯିବା ଦରକାର.
ସମୟ ପାଖେଇ ଆସିଲାଣି ଏବେ ସମ୍ବିଧାନର ମୌଳିକ ଅଧିକାର ଜନତା ବ୍ୟବହାର କରିବା ଦରକାର.
immediately take action
The general public should also be held accountable for corrupt government officer,officials, leaders and ministers, not the media.
Thank you mam
99.9% policemen are this type
ଶଳା ଆଇଆଇସି କୁ ଖାଲି ମାଡ଼ ଦରକାର.....
ସ୍ବାଧିନ ଓ ନିରପକ୍ଷ ଅଧିକା ର ଜନ ତାଙ୍କର। ରହିବା ଦ ରକା ର ।
I AM proud of you madam
Suspend this nonsense officer.
ବାଳନା ମିଡ଼ିଆ କଣ ମୁଣ୍ଡି ତାକୁ ଅଧିକାର ଦେଲାକିଏ
All should come to the matter for right decision
ନିର୍ଭୟ ସାମ୍ବାଦିକ jai sriram
ଧନ୍ୟ ବାଦ ଦିଦି
Absolutely right mam
ଏ ସରକାର ଥିବା ଯାଏ ଏମିତି ହବ
ଏ ଶାସକ ଦଳର ଲୋକ । କିଛି ହେବ ନାହିଁ ?
Good job
Jai ho odisha bhaskar
Thanks sister
ଆକୁ suspend କରାଯାଉ
ଅତି ସୁନ୍ଦର ଦି ଦି
1st suspend him...His behaviour is so rude
Good👍👍
Salute👍 mam❤❤
Thana public ra
Thana police chakarara nuhe.
Iic action niajau.
Great sister....
Sambadika madam right👍
My thanks to Reporter mam
Such iic should be suspended as soon as possible, what a rustic iic of that police station!
ଏଭଳି ପୋଲିସ ଅଧିକାରୀ ଉପରେ କାର୍ଯ୍ଯାନୁଷ୍ଠାନ ହେଉ
Dhanyawad madam
ନବିନ ସରକାର ମାନେ ଏଠି ସବୁ ସମ୍ବବ,ନବିନ ଅଛିମାନେ ତାର ବାଳ ବଙ୍କା ହବନି