IS RESERVATION SYSTEM IN INDIA GOOD OR BAD? SC/ST reservation କେତେ ଠିକ? SOUMYA SIR

แชร์
ฝัง
  • เผยแพร่เมื่อ 20 ก.ย. 2024
  • IS RESERVATION SYSTEM IN INDIA GOOD OR BAD? SC/ST reservation କେତେ ଠିକ? SOUMYA SIR
    Supreme Court Verdict on Reservation Explained
    Basis of Reservation in India
    In this video, Soumya Sir delves into the controversial and significant topic of the reservation system in India. Is the reservation policy beneficial or detrimental to society? How does it impact SC/ST communities and the nation as a whole? Join us as we explore the pros and cons of the reservation system, analyze its effects, and discuss whether it is the right approach for social justice and equality. Watch now to gain a deeper understanding of this critical issue. Don't forget to like, share, and subscribe for more insightful discussions!
    🔗 𝐔𝐬𝐞𝐟𝐮𝐥 𝐋𝐢𝐧𝐤𝐬 𝐚𝐧𝐝 𝐑𝐞𝐬𝐨𝐮𝐫𝐜𝐞𝐬:
    🎯 OSSC CGL Prelims Preparation Course: link.testbook....
    🎯 OSSC CGL Mains Preparation Course: link.testbook....
    🎯 OSSSC RI AMIN Preparation Course: link.testbook....
    🎯 Odisha Police Constable Course: link.testbook....
    ********************************************************
    📢𝐓𝐞𝐥𝐞𝐠𝐫𝐚𝐦 𝐆𝐫𝐨𝐮𝐩 𝐟𝐨𝐫 𝐏𝐃𝐅𝐬 & 𝐄𝐱𝐚𝐦 𝐮𝐩𝐝𝐚𝐭𝐞𝐬: t.me/SuperCoac...
    ********************************************************
    #reservation #reservationinindia #scstreservation #scst #scstsupremecourtjudement #supremecourtjudgements #supremecourt #testbookodisha #soumyasir

ความคิดเห็น • 285

  • @satrughnasing4009
    @satrughnasing4009 28 วันที่ผ่านมา +6

    ସମାଜରେ ଉଚ୍ଚ ନିଚ ଜାତି ପ୍ରଥା କୁ ଉଠା ଯାଉ ତା ପରେ sc/st reservation ଉଠେଇବା କଥା ଚିନ୍ତା କରିବେ

  • @Roshanodiavlogs
    @Roshanodiavlogs หลายเดือนก่อน +37

    ପ୍ରଥମେ ଜାତିକୁ ଉଠେଇଦିଅ ତାପରେ Reservation ଉଠେଇବ

    • @chandrahasyamahananda8079
      @chandrahasyamahananda8079 หลายเดือนก่อน

      @@Roshanodiavlogs କଣ ଜାତି ଉଠେଇଲେ ଆଉ ଛୋଟ ଜାତିକୁ ଘୃଣା କରିବେନି।
      ଏହା ହେଛି ଏକ ମାନସିକ ଦୁଷ ଚିନ୍ତା,ଯାହାକି ହଜାର ହଜାର ବର୍ଷରୁ ଲୋକଙ୍କ ଭିତରେ ଚାଲି ଆସିଛି।
      ଜାତି ସମାଜରେ ଏକଭାଇ ଚାରା କୁ ନିର୍ମାଣ କରି ବାକୁ ହେଲେ,ଏକ ବହୁତ ବଡ ପରିବର୍ତ୍ତନ ଆଣିବାକୁ ପଡିବ। ଯାହାକି ନିଜେ ନିଜ ମନ ପରିବର୍ତ୍ତନ କରିବାକୁ ପଡିବ।
      ସାରା ଭାରତରେ ଏକ ବଡ ସମାଜିକ ପରିବର୍ତ୍ତନ ହେବ ।
      ଆଉ ଏହାସହଜ ନୁହେଁ।
      କାରଣ ପଷୁ ମାନଙ୍କ ଠାରୁ ମଧ୍ୟ ଗୋଟିଏ ଅଛୁତ ବ୍ୟକ୍ତି କକୁ ହିନ ନଜର ରେ ଦେଖାଯାଉଛି ଗୋଟି କୁକୁର କୁ ନିଜ ଘର ଭିତର ବେଡ ସୋଇ ପାରୁଛି। କିନ୍ତୁ ଜଣେ ବ୍ୟକ୍ତି ଘରକୁ ପସି ପାରୁ ନାହିଁ।
      ମନଟା ଖରାପ ଲାଗେ ଯେତେବେଳେ ଗୋରୁ ର ଗୋବର ଓ ମୂତ୍ର ଟା ଶୁଦ୍ଧ କିନ୍ତୁ ମଣିଷ ଛୁଆଁ ପାଣିଟା ଅଶୁଦ୍ଧ।
      ସେତେବେଳେ ଏଅଛୁତ ମଣିଷଟା ଭାବେ ତାକୁ କେମିତି ଲାଗୁଥିବ।

  • @mrfaujisk
    @mrfaujisk 28 วันที่ผ่านมา +4

    ଆପଣ ଜଣେ teacher ହୋଇ କି ବି ଭୁଲ କଥା କହୁଛନ୍ତି । ଆପଣଙ୍କ ମତ କଣ ରୋଷ୍ଟର ସିଷ୍ଟମ୍ ବିଷୟରେ । ଏମିତି ରେ ତ ଆରକ୍ଷଣ କୁ ଉଠେଇ ସାରିଲାଣି ବାକି ଯେତିକି ଅଛି ତାକୁ ଭାଗ ଭାଗ କରି ଉଠେଇ ଦିଅନ୍ତୁ । କୌଣସି ପରିସ୍ଥିତି ରେ ଆରକ୍ଷଣ ଉଥିପରିବ ନାହିଁ । ନିଆ ଜଳିବ । ଆପଣକଂ ପାଖରେ ଡାଟା ର ଅଭାବ ରହିଛି । Teacher heiki ବି ପକ୍ଷ ପତାରିତା କଥା କହୁଛନ୍ତି । ଆପଣଙ୍କ ଗାଁ ରେ ଦେଖନ୍ତୁ ଦଳିତ ଆଉ ସବର୍ଣ୍ଣ ମଧ୍ୟରୁ କେତେ persent ଲୋକ କୌଭଳି condition ରେ ଅଛନ୍ତି। ସବର୍ଣ୍ଣ ଯେତେ ଗରିବ ହେଲେ ବି ତାର ଘର ଆଗରେ ପକ୍କା ସଡ଼କ ଥିବା ଆଉ ଦଳିତ ସାହି କୁ ଆଜି ବି ବର୍ଷା ଦିନରେ ଯିବାକୁ ରାସ୍ତା ଖଣ୍ଡେ ନଥିବା । ଏମିତି କି ସେ ଭୂମିହୀନ ହେଇଥିବ । ଆଉ ଆଜିବି ଆପଣଙ୍କ ଗାଁ ମନ୍ଦିର ବାରେଣ୍ଡା କୁ ଦଳିତ ତେ ଯାଇପରୁନଥିବ । ସେ କନ ମଣିଷ ନୁହ। ଆପଣ ତ ଜଣେ ଶିକ୍ଷକ ଆପଣ କୁହନ୍ତୁ ଏ ସବୁ ଠିକ୍ ତ ଅନ୍ଧ ବିଶ୍ୱାସ ।

    • @srikantmallik9928
      @srikantmallik9928 25 วันที่ผ่านมา +2

      Apana teacher heiki bii samajik knowledge nahi apanka raa. Caste system is created by bidesi uresian Brahman who is not our indian people.

  • @GopabandhuSahil
    @GopabandhuSahil หลายเดือนก่อน +28

    Reservation ଅର୍ଥିକ କୁ ନେଇ ଦିଆ ଯାଇ ନାହିଁ
    ଏହା ସମାଜରେ ଥିବା ଦଳିତ ,ନିଷ୍ପେସିତ , ବଞ୍ଚିତ, ଶୋଷିତ, ଅଛୁତ ଯାହାକି ସମାଜରେ ଏବେବି ଯେଉଁ ମାନେ untochebility ରେ suffer ହେଉଛନ୍ତି ସେମାନଙ୍କୁ ସମାନତା ଦେବାପାଇଁ ବାବା ସାହେବ reservation ଦେଇ ଛନ୍ତି।sc,st reservation ରେ cream layer ଲଗାଇବା ପାଇଁ ସମ୍ବିଧାନ ର କୌଣସି ଅନୁଛେଦରେ ନାହିଁ। ଏମିତି କହିବାକୁ ଗଲେ ଏବେବି cast practice ଚାଲୁଅଛି ଆମ ଦେଶର ରାଷ୍ଟ୍ରପତି ମାନେ ମଧ୍ୟ ଛୁଆଁ ଅଛୁଆଁ ଭେଦଭାବ ରେ ମଧ୍ୟ suffer ହେଉଛନ୍ତି। ତେଣୁ reservation ରହିବା ନିହାତି ଦରକାର। ଯଦି reservation ରେ ceram leyar ଲାଗିବ ତେବେ ପ୍ରଥମେ ଜାତି ଜନଗଣନା କରି ତାର ସଠିକ୍ ଡାଟା ଦେବାକୁ ପଡ଼ିବ।

    • @ajitkumarmaharana9275
      @ajitkumarmaharana9275 หลายเดือนก่อน +1

      Tebe seimananku jadi sarkar bachhiki Kota dela khyati kn

    • @manishamajhi9872
      @manishamajhi9872 29 วันที่ผ่านมา

      100%

    • @pscrazyworld3021
      @pscrazyworld3021 28 วันที่ผ่านมา

      Tu ବୋଧେ ଭୁଲି ଯାଉଛୁ ବାବା ସାହେବ 10ବର୍ଷ ପାଇଁ କରିଥିଲେ

    • @GopabandhuSahil
      @GopabandhuSahil 28 วันที่ผ่านมา

      ​@@pscrazyworld3021ଭାଇ ପ୍ରଥମେ respect କରିବା ଶିଖ । ତା ପରେ ତମକୁ ସବୁ ବୁଝେଇ ଦେବି । reservation କାହା ଦୟାରେ Sc,St ମାନେ ପାଉ ନାହାନ୍ତି ଏଇଟା ହେଇଛି ସାମ୍ବିଧାନିକ ଅଧିକାର ।

  • @babamanoj6548
    @babamanoj6548 หลายเดือนก่อน +22

    ଭାଇ ମୁଁ ଚାକିରୀ କରିଛି reservation ପାଇଁ ସତ, କିନ୍ତୁ ଆମ ଅଞ୍ଚଳ ରେ ଏଭଳି ଜାତି ପ୍ରଥା ଅଛି ଯେ ଆଜିର ସମୟରେ ବି ଆମ ପିଲା ମାନେ ଗାଁ ରେ tution କରି ପାରୁନାହାନ୍ତି । ଆଉ ଅନ୍ୟ କାମ କଣ କରିବେ । ଦହି ବରା ଆଲୁଡ଼ମ୍ କି ଗୁପଚୁପ୍ ଦେଲେ ତ କେହି ଖାଇବେନି , ଅଲଗା କାମ( electi , plumber ki labour bi heu ) କରିବାକୁ ହେଲେ କେହି ଘରକୁ ଡ଼ାକି ବେନି। ମନ୍ଦିର ର ଦ୍ଵାର ତ ଗାଆଁ ର ଆମେ ଦେଖିନୁ ଆଉ ମୋ ପଢା ସାଙ୍ଗ ଓ ହଷ୍ଟେଲ roommate mane ଗାଁ ସାଙ୍ଗ ବୋଲି କେବେ ଭଲ ମନ୍ଦ ନାହିଁ ଯଦିବା ଏହା ସେତେ ଦରକାର ନାହିଁ କିନ୍ତୁ gen ଲୋକ ଙ୍କ ଘୃଣ୍ୟ ମାନସିକତା ବହୁତ କଷ୍ଟ ଦେଉଛି । ତାହେଲେ କୁହନ୍ତୁ ଆର୍ଥିକ ରେ ମୁଁ ଠିକ୍ ଠାକ୍ ଅଛି କିନ୍ତୁ ସାମାଜିକ ସ୍ଥିତି କିପରି ? ଆଉ ସଂରକ୍ଷଣ ପାଇଁ ଦାୟୀ କିଏ ? ଆଉ ଆମର resevation କେତେ ଦରକାର ଚିନ୍ତା କରନ୍ତୁ ଟିକେ ?

    • @itsindependent
      @itsindependent หลายเดือนก่อน

      🙏🙏🙏🙏🙏🙏🙏🙏🙏🙏

    • @biswajits7909
      @biswajits7909 หลายเดือนก่อน

      Ek dam thik

    • @chinmayanandakusum9373
      @chinmayanandakusum9373 หลายเดือนก่อน

      ନମ୍ବର. ଟିକେ ଦିଅ bhai

    • @nirakarnayak5824
      @nirakarnayak5824 29 วันที่ผ่านมา

      Your advice is very good👍

    • @ManojKumar-hf5ux
      @ManojKumar-hf5ux 26 วันที่ผ่านมา

      Bhai thik kahichanti

  • @rajibdas495
    @rajibdas495 28 วันที่ผ่านมา +1

    ପ୍ରଥମ ଜାତି ତିଆରି କରିଛି କିଏ ଏହି ମଣିଷ ତିଆରି କରିଛି ଭଗବାନ ଆସି ତିଆରି କରିନାହାନ୍ତି। ସବୁ ଜାତି ବାହ୍ମଣ, ଖଣ୍ତାୟତ, ଗୋଡ଼, ଧୁବା, ପାଣ ସବୁ ଉଠାଇ ଗୋଟିଏ ଜାତି ଘୋଷଣା କରାଯାଉ ଭାରତୀୟ ଜାତି। ଯେଉଁ ମାନେ ଗରିବ ପିଲାମାନଙ୍କୁ ସୁବିଧା ଦିଂଆଯାଉ।

  • @ViswajitKumar-gw2wo
    @ViswajitKumar-gw2wo หลายเดือนก่อน +9

    ଆମକୁ ଦରକାର ନାହିଁ ାରକ୍ଷଣ ଖାଲି ସମସ୍ତ ବ୍ରାହ୍ମଣ ଘରକୁ ହରୀଜନ ଝିଅ ବୋହୁ ହେଇ ଜାଉ 🙏🙏

    • @rajatkumaragasti9186
      @rajatkumaragasti9186 29 วันที่ผ่านมา

      Sanvidhan re semiti lekha nahi, lekha kichi alaga lekhichanti bhim baba😅😅

    • @mrfaujisk
      @mrfaujisk 28 วันที่ผ่านมา

      Tame padhicha ta ..? Jadi padhicha uthijiba boli kmty kahucha​@@rajatkumaragasti9186

  • @Mahi-vv9ll
    @Mahi-vv9ll 29 วันที่ผ่านมา +2

    All time reserved ❤❤❤

  • @nirmalmallickmallick6210
    @nirmalmallickmallick6210 หลายเดือนก่อน +12

    10ବର୍ଷ ପାଇଁ ନୁହେଁ ଏହା ଜାତିଭିତ୍ତିକ reservation ଜାତି ଥିବା ପର୍ଯ୍ୟନ୍ତ reservation ରହିବା ଆବଶ୍ୟକ

  • @harihartudu8262
    @harihartudu8262 หลายเดือนก่อน +4

    Reservation rahiba nihati darkar...

  • @Badaldesigymfitness21
    @Badaldesigymfitness21 หลายเดือนก่อน +52

    ST,SC ନ ଉଠିଲେ ଭଲ କାରଣ ଆଜି ବି କୈାଣସି SC,ST richest person list re nahanti😂au rahila reservation ଉଠାଇବା କଥା ତ କୁହ କନ୍ଧମାଳ ଜିଲ୍ଲାରୁ କେତେ ଜଣ IAS,IPS ହେଇଛନ୍ତି 😢 millions people ru one person CM, ki President hele ta Mane aia nuhe ki semane ଉପରକୁ ଉଠିଗଲେ ତ reservation na uthu😢😊

    • @jamessachin5980
      @jamessachin5980 หลายเดือนก่อน +4

      right bro

    • @Badaldesigymfitness21
      @Badaldesigymfitness21 หลายเดือนก่อน +2

      @@jamessachin5980 where are you from brother?

    • @dhrmrjparida
      @dhrmrjparida หลายเดือนก่อน +2

      Last year RHT prelim exam ra cut off dekh ta SC , ST category ra ... ta pare kaiibu IAS , IPS katha .. .

    • @Badaldesigymfitness21
      @Badaldesigymfitness21 หลายเดือนก่อน +3

      @@dhrmrjparida st pila self finance b.ed ate karunahanti, because of money problems ta govt re hin padhuchhanti so pila ସଂଖ୍ୟା କମ୍ ତେଣୁ cutoff Kam gala😁

    • @DebendraRout-u8t
      @DebendraRout-u8t หลายเดือนก่อน

      ST & SC reservation uthuni , sethire changes haba.
      Jau SC & ST once gote bhala post re asila or financial strong achi den semane again nei pari beni reservation. So that jau SC & ST pachua thibe semane chance paebe.

  • @jbsing4348
    @jbsing4348 29 วันที่ผ่านมา +2

    ୧. କେତେ ଜଣ talented/ brilliant/intelligent ଭାଇ ଭଉଣୀ ମାନେ ପ୍ରଶ୍ନ କରୁଛନ୍ତି ଯେ ST/SC/ଦଳିତ ମାନଙ୍କୁ quota ସୁବିଧା ମିଳୁଛି । ତାପରେ ବି General ପିଲାମାନେ 70-80% cut-off markରେ selection ହେଉଥିବା ବେଳେ ST/SC ପିଲାମାନେ 35-45% cut-off markରେ selection ହେଉଛନ୍ତି। ST/SC ପିଲାମାନେ ବେଳେବେଳେ ସେତିକି ବି ରଖି ପାରୁନାହାଁନ୍ତି।ଏହା ଅନେକାଂଶରେ ସତ ବି। କିନ୍ତୁ ମୋର ପ୍ରଶ୍ନ ଯେ ଆପଣଙ୍କର ସମାଜ ବି ହଜାରେ ବର୍ଷ ଗୁଲାମଗିରି କରୁ, ନିର୍ଯ୍ୟାତିତ ହଉ, ତାପରେ ଦେଖିବା ଆପଣଙ୍କର ପିଲାମାନେ କେତେ talented ହେବେ? ST/SCଙ୍କର ଆଜିର ଦୁରାବସ୍ଥା ପାଇଁ You are solely responsible.Due to your favourite caste system,ST/SC are suffering today.ଜୟ ଜଗନ୍ନାଥ।

    • @pscrazyworld3021
      @pscrazyworld3021 28 วันที่ผ่านมา

      ସରକାର ତ ମାଗଣାରେ ଶିକ୍ଷା ଦେଉଛନ୍ତି

    • @shibanandabehera-tv2bh
      @shibanandabehera-tv2bh 25 วันที่ผ่านมา

      Ta Kan hela​@@pscrazyworld3021

  • @BalkramTudu-tn4fu
    @BalkramTudu-tn4fu หลายเดือนก่อน +9

    ଭାଇ sc st କୁ ଉଠାଇବା କହୁଚ ତ ସମାନ କରିଦିଅନ୍ତୁ କିନ୍ତୁ ଓଡ଼ିଆ ଘର ଝିଅ କୁ ଆଦିବାସି ଘରକୁ ଵାହାଦିଅ ଓ ଆଦିବାସି ଘରର ଝିଅ କୁ ଓଡ଼ିଆ ଘରେ ବହୁକର ତାପରେ sc st କୁ ସମାନ କରିବ ଭାଇ

  • @khitishmana4803
    @khitishmana4803 หลายเดือนก่อน +8

    St/sc ମାନେ business re କୌଣସି ରୋଜଗାର କୋରିପରୁନlନ୍ତି କାରଣ ଏବେବି ଛୁଆ ଅଛୁଁଆ ପାଇଁ,,, st/sc ଠୁ କେହି କିନିବେନି,ଯୋଡ଼ି job hi only one option achi। Se te bi ତୁମେ ଉଡ଼ାଇ ଦେବା ପାଇଁ ଚାହୁଁଚି,, ଆଗ Education system thik kor,,, jou mane patho podhi nahmti to kmiti job kori be. Sabu job General mane khaejibe....
    Or 2nd thing in general cast also have discrimination between rich and poor....
    This decission will make more discrimination between general & st/sc,,,

    • @jitendrasa4849
      @jitendrasa4849 หลายเดือนก่อน

      Creamy layer good step.🎉🎉🎉

  • @chinmayanandakusum9373
    @chinmayanandakusum9373 หลายเดือนก่อน +3

    Disadvatages ବହୁତ ଅଛି ଭାଇ, ସୁପ୍ରିମ କୋର୍ଟ ଜାଣି ଶୁଣି reservation ବନ୍ଦ କରିବାକୁ ଚାହୁଁଛି,

  • @JaydevBehera-hr7hg
    @JaydevBehera-hr7hg 29 วันที่ผ่านมา +1

    Touchable categories should be added into OBC Because they're at par with OBC General

  • @madhulitasingh8275
    @madhulitasingh8275 หลายเดือนก่อน +16

    Sc ,st reservations rahiba darakar

  • @trinathharichandan2346
    @trinathharichandan2346 28 วันที่ผ่านมา

    ଦେଶରେ ଚାକିରୀ କ୍ଷେତ୍ରରୁ ସଂରକ୍ଷଣ ସମ୍ପୂର୍ଣ୍ଣ ହଟାଯାଉ କିମ୍ବା ସାଧାରଣ ବର୍ଗର ଲୋକଙ୍କୁ ୪୦ % ସଂରକ୍ଷଣ ଦିଆଯାଉ

  • @riteshkumarsuna3319
    @riteshkumarsuna3319 หลายเดือนก่อน +7

    Sir... ଆପଣଙ୍କ question ଭୁଲ୍ ଅଛି.... ଆପଣ ପଚାରନ୍ତୁ ଉଚ୍ଚ ନୀଚ ଜାତି ତିଆରି କରି ଭେଦଭାବ କରିବା କେତେ ଠିକ୍?
    କିନ୍ତୁ ଆପଣ ସେଇଟା କାହିଁକି ପଚାରିବେ... ଆପଣ ମାନଙ୍କୁ ଭି ତ ଏଇ reservation ଉଠିବା କଥା କୁ ଭଲ ଲାଗେ

  • @JayantkumarSethi
    @JayantkumarSethi หลายเดือนก่อน +5

    ଛୁଆଁ ଅଛୁଆଁ ଭେଦ ଭାବ ରୁ ହିଁ reservation ଆସିଥିଲା । ଯାହା ଏବେ ସୁଦ୍ଧା ବି ସମସ୍ତ ଗ୍ରାମ ରେ ସେଇ ଛୁଆଁ ଅଛୁଆଁ ଭେଦ ଭାବ ଅଛି । ତେଣୁ reservation ଉଠିବା ଅନୁଚିତ୍ । ଯଦି ନ ହୁଏ ପୁଣି ସମାଜ ରେ ସେଇ ପୂର୍ବ ଅବସ୍ଥା ଫେରି ଆସିବ ।

  • @damayantisethy4557
    @damayantisethy4557 หลายเดือนก่อน +2

    Jati aga uthaaa

  • @Badaldesigymfitness21
    @Badaldesigymfitness21 หลายเดือนก่อน +12

    Reservation thile kana hebo, MBBS padhiba pain money nahi 😢 tuition fees bi high in science subject ❤

    • @srmallick9296
      @srmallick9296 หลายเดือนก่อน

      In that case genuinely check the candidates financial position and 50% of that student education fees should be bear by sc/st who are in class 1 & class 2 job with not exceeding 5% of the net annual income of the officer.Rest 40% should be bank loan and 10% margin should be born by the student anyhow.

    • @chandrahasyamahananda8079
      @chandrahasyamahananda8079 หลายเดือนก่อน

      @@Badaldesigymfitness21 ହେତିର ଲାଗି ତ କ୍ରମିଲୟର ଲଗୋଉଛନ ଯେନ ମେନେ ବି ଟିକେ ଚାକିରିବାକିର ପାଇଛନ ତାକର ପୁଓ ଝି ମାନେ କେନ୍ତା MBBS, IAS ପଢି କରି ଚାକିରୀ ଆରୁ ବଡ ଚାକିରୀ ନାଇ ପପାରନ ତାକର ନୀତି ଆଏ।

  • @lalitabehera6363
    @lalitabehera6363 หลายเดือนก่อน +11

    SC & ST Reservation rahiba darkar

  • @jagatbandhujalli5920
    @jagatbandhujalli5920 หลายเดือนก่อน +8

    Sc st men are married to general women

  • @Jayshreeramjayhanuman-tc4jc
    @Jayshreeramjayhanuman-tc4jc หลายเดือนก่อน +3

    ଏହାର ପ୍ରତିକାର ବ୍ୟବସ୍ଥା ନାହିଁ,କାରଣ ଯିଏ ଯାହା ହାଣ୍ଡିରେ ରାନ୍ଧି ଖାଇବେ ,କେହି କା ହା ହାଣ୍ଡିରେ ବାଢି ଖାଇ ପାରିବେ ନାହିଁ।

    • @srmallick9296
      @srmallick9296 หลายเดือนก่อน

      Han achi, kahibe kemiti
      (1) surname should not apply to any person name.
      Eg: Mamata Panda's official and social name is Mamata and Mamata Malik's official and social name is Mamata in such a way caste cannot be identified in from name but religion is most hindu.
      (2)Govt should give land to every HUF so called to be marginal farmer rather than no land and then
      Caste shouldn't mention thereafter
      Who are permanent native and speaker of respective state.
      (3)Marriage should happen without relating any root of caste.
      (4)strict law for atrocity who practice social boycott and give financial punishment.
      (5)allowed every individual to do ritual work in temple of all hindu community who know the mantra and puja vidhi with hindu religion.
      (6)Hindu NRI shouldn't allowed to this country if they not strict to this law .
      (7)All community people residing place should be mixed in such a way that their should be a sc home near to a brahmin home ,so to khastriya and OBC .
      (8)Ban any type of caste or profeesion based organization, trust,corporation, firm which form based on particular caste of hindu society.
      (9)Ban Jain, Sikh, Buddhist, Muslim,Christian to practice or give priority to any hindu community previously they know their caste.
      (10)Hindu should be given first priority without any religion.

  • @prativadas6952
    @prativadas6952 15 วันที่ผ่านมา

    Reservation is a hatred word . Caste system should be abolished.govt should help the havenots.And help them until they become able to work in every field.Otherwise progress will humper.

  • @shibanandabehera-tv2bh
    @shibanandabehera-tv2bh 25 วันที่ผ่านมา +2

    Samaste khali sc st haucha...sabuthi bhai reservation achhi...

  • @Sanjaya20001
    @Sanjaya20001 หลายเดือนก่อน +4

    Sc st reservations ra hiba darakar

  • @Shadow-tg8xf
    @Shadow-tg8xf 29 วันที่ผ่านมา

    206 pharmacist posts out of which only 7 unreserved posts ଆଉ କଣ ଦରକାର କହିବାକୁ recruitment advertisement yeae 2023-2024

  • @DALUMAJHI-p6w
    @DALUMAJHI-p6w หลายเดือนก่อน +4

    Sc st reservation nihati rahiba darkar

  • @rabiswain4839
    @rabiswain4839 28 วันที่ผ่านมา

    Now untouchability has gone out out of 141 cores 5 to 6 cores are in the Govt jobes in other hands efficiency
    has gone down

  • @satyabratakisan8815
    @satyabratakisan8815 29 วันที่ผ่านมา +1

    Sabu loka kmt saman upper caste 2000 barsa St SC nku suppressed Kari rakhithil.au 78 years r kn heba

  • @madhusmitakartami4101
    @madhusmitakartami4101 หลายเดือนก่อน +4

    ଏମାନଙ୍କର intention ଆମେ ମାନେ ଭଲସେ ଵୁଝିଲୁ ଧୀରେ ଧୀରେ reservation ପୁରା ପୁରି ଉଠେଇବା . ଦରକାର ନାହିଁ creamy layer... ଯଦି ପାରୁଛ ହେଲେ supreme court ର judge କୁ creamy layer ଲଗେଇଵ .ST,SC କୁ ନୁହେଁ ...

  • @ghanashyamsingh2475
    @ghanashyamsingh2475 หลายเดือนก่อน +1

    SC/ST Reservation କେତେ ଦେଉଛନ୍ତି UR କଣ,UR ରେ କେତେ ଜଣ SC,ST ଅଛନ୍ତି, ତେବେ UR କୁ GC କାହିଁକି ଲେଖା ଯାଉ ନାହିଁ

  • @daitarypradhan830
    @daitarypradhan830 หลายเดือนก่อน +5

    SC St Mananku general mane baha Hhebe ta❤ jo mane SC St reservation katha kahuchanti thore malkanagiri rayagada kothogada and other tribes area Dekhi aasantu taa pare kahibe

    • @er.chaitanyaprasadmurmu6619
      @er.chaitanyaprasadmurmu6619 หลายเดือนก่อน +2

      general mane ama saha bosonti hi nahin. mu bramhin ghor ku jaithili se mor sango , khaiba deba agaru fusur fasar hele j se kau jatiro tenu special thali bahar kole jouta re semane khau nahanti dhoi dhua kori dele and sethire khaili mu to bahut assamman lagila mo jati prati tenu feel koli je caste discrimination thiba jaye reservation rahiba joruri. reservation chakri paen nuho ki patho podhibaku nuho sabu caste ro laka nku same office re bosei ki kamo koreiba tenu caste basis reservation rohiba darkar.

    • @susamadash3483
      @susamadash3483 หลายเดือนก่อน

      s.c./s.t. teachers ମାନେ ଭାରି କଲକଲ ହୋଇ ଖାଦ୍ୟ ପରିବେଷଣ କରନ୍ତି,ସ୍କୁଲ୍ ପୂଜା functionରେ।କୋଟାରେ ଆସିଥିବାରୁ ପାଠ ବି ଅଧିକାଂଶତଃ ଆସେନି।

    • @susamadash3483
      @susamadash3483 หลายเดือนก่อน

      Only Merit, No reservation. Allr equal near Law.So ,No Quota.

  • @horticulturalcropvarieties9812
    @horticulturalcropvarieties9812 หลายเดือนก่อน +1

    Bhai ehi net juga re kie pachua 🙄🤔
    Ame general heiki jani parunu kan gita ki nua movie baharila hele jane st sc aga jani paruchi😮
    Sabu jani parucha hele job baharila na nahin jani paruna???🤔🙄
    Bhai actually emane aaram jibana chanhuchanti aau kitchii nuhein😮

  • @bulusethi691
    @bulusethi691 หลายเดือนก่อน +1

    Sabu saman kameti heba Article 17 blood ru villege ku tika Dekha vai

  • @SorojiniMontry
    @SorojiniMontry หลายเดือนก่อน +1

    Sc st reservationrahibadarkar

  • @munapanigrahi6146
    @munapanigrahi6146 29 วันที่ผ่านมา +1

    Tu sabu bujjheilu je total population re kete st, sc, obc kahi compare kaluni ta, aau film kahani re harijan word byabahar kale rally podajala heijauchhi, tu ta untouchable bhali word kichhi jatiku kahuchhu tote semane marideba kathaa. Vacancy kouthi kahiluni na mangadhaa jaha kahile vdo chalie hela, judiciary kahiki mandire bhagwan heiki ruhantu

  • @rakeshkumarsethi5823
    @rakeshkumarsethi5823 หลายเดือนก่อน +1

    Society re abe bi reservations acchi au sabubele rahiba life time no doubt aethi supreme court kichhi bi kariparibeni

  • @saraswatipradhan1165
    @saraswatipradhan1165 หลายเดือนก่อน +1

    Naa bilkul thiki nanhi

  • @ratikantamallik895
    @ratikantamallik895 27 วันที่ผ่านมา +1

    Jou caste khucha semanankra papuletion ta kuhntu sir

  • @Bishikesansuna4424
    @Bishikesansuna4424 หลายเดือนก่อน +6

    Sab sc / st garreeb nahi hote aur sab general ameer nahi hote 👍

    • @Pradyumna-022
      @Pradyumna-022 หลายเดือนก่อน

      Sabu ur category untouchable nuhanti,,so semane reservation na paile bhala

    • @pritiranjanatta9047
      @pritiranjanatta9047 หลายเดือนก่อน

      ​@@Pradyumna-022 untouchable 😂?2024 💰 paisa phinga sabu gherijibe.Khali excuse.Amiti hele life sara quota dhari buluthiba au untouchable ra excuse dauthiba.Cremy layer quota uthijiba darkar.

    • @shibanandabehera-tv2bh
      @shibanandabehera-tv2bh 25 วันที่ผ่านมา

      Untouchable gote excuse nuhan...eita 2000 to 3000 years ru chali asithiba sosana...sabarna nka dwara dalitanka prati kara jaithiba sosana

    • @pritiranjanatta9047
      @pritiranjanatta9047 25 วันที่ผ่านมา

      @@shibanandabehera-tv2bh 😂 Abe au nahni.Hele quota kn satare SC/st nka kamare asuchi na upper caste dalit sabu privilege paichanti .Nijaku aga pachara

  • @lordsknightgaming3603
    @lordsknightgaming3603 หลายเดือนก่อน

    100%thik

  • @niranjanparhi5726
    @niranjanparhi5726 หลายเดือนก่อน

    Reservation should be abolished

  • @narasinghpattjoshi1802
    @narasinghpattjoshi1802 29 วันที่ผ่านมา

    ବାଟମନ ଘରେ ବନ୍ଦୁନ ନକରି ମୁସଲିମ ଘରେ ତୁମକେ ସମୁକର

  • @khagendratola7854
    @khagendratola7854 หลายเดือนก่อน

    Supreem coat report Best

  • @surendrakumarbehera4294
    @surendrakumarbehera4294 28 วันที่ผ่านมา +1

    sc,st reservation rahiba karana semane there are untouchable and poor now a days

  • @PinkilataNayak
    @PinkilataNayak 27 วันที่ผ่านมา

    Bhai samaste praya sabu katha kahi thibe kintu mu gote katha kahibi tahara utara daya kari debe SC/ST ra sabu jagare reservation rahu kintu education re kn pai saman rahuni jiye bhalare padiba se pass heba hele SC/ST ku kahin ki persentage dhara jauochhi

  • @pratapmahanta4890
    @pratapmahanta4890 28 วันที่ผ่านมา

    Right suprim court d

  • @jayadevbehera2568
    @jayadevbehera2568 หลายเดือนก่อน +4

    India ହୋଇଯିବ ବଙ୍ଗଳାଦେଶ

  • @khagendratola7854
    @khagendratola7854 หลายเดือนก่อน

    Supreem coat is supreem

  • @user-wh5nj8uz5v
    @user-wh5nj8uz5v หลายเดือนก่อน +8

    Stick to your topic. Don't make these unnecessary stuffs like Adda..

  • @sbaryakumarjena1803
    @sbaryakumarjena1803 หลายเดือนก่อน +2

    Tume jadi general tahele touceble sc or st ku merrage Kari dekha a

  • @AjayNath-xl4de
    @AjayNath-xl4de 27 วันที่ผ่านมา

    Bharat gote emiti des jaau thire ki jaau manank upare Atya char hauchi tanker population bahut badhi jauchi ,aau jaau mane atya char karu chanti tanker population kami jaauchi, jemiti sc, st, obc aau muslman,, eei sabu drama , e man ku basi basi sabu darkar, eman k suabhiman boli kichi nahi, khali dia aau dia,

  • @haseasirika2501
    @haseasirika2501 หลายเดือนก่อน

    ଆଦିବାସୀ ର ବନ୍ତ୍ର‌ ଖାଦ୍ୟ ଭାଷା ପରିଛଲିପାରିବେତ

  • @damodarchoudhury1508
    @damodarchoudhury1508 20 วันที่ผ่านมา

    Jeuin mane upper post ko galeni tanku cream layer nihati karajau

  • @prachinandavlogs8784
    @prachinandavlogs8784 หลายเดือนก่อน +2

    Stop the SC/ST Reservation, Start the Merit List,and those who are lower Financial Categories, Demerits Peoples are employed now in various Services, Now Knowledgeiuos peoples are not get Services

  • @dancekuturi4214
    @dancekuturi4214 หลายเดือนก่อน +5

    Reservation khatam Mane Bjp b khatam

  • @TikeswarNaik-cf6by
    @TikeswarNaik-cf6by หลายเดือนก่อน

    Kete thick nuha bahut thick

  • @dhabaleswarpradhan6937
    @dhabaleswarpradhan6937 หลายเดือนก่อน

    Maa bia Khali dekha jauchi au kichi dekha jauni takaku

  • @Nayan-c9h
    @Nayan-c9h หลายเดือนก่อน

    Thank you so much for showing actual facts❤❤❤

  • @BipinDas-v6v
    @BipinDas-v6v 29 วันที่ผ่านมา

    Bhai jeun anchalare sc,st, general,bhitare bheda bhaba nahin se anchalare jeneral pilamane kemiti subidha paibe tike kuhantu

    • @sunabinod888
      @sunabinod888 28 วันที่ผ่านมา

      Bhai sethi pai ta 10%EWS KOTA DIA GALA....

    • @shibanandabehera-tv2bh
      @shibanandabehera-tv2bh 25 วันที่ผ่านมา

      Kou anchalare nahin bhai

  • @jayadevbehera2568
    @jayadevbehera2568 หลายเดือนก่อน

    JT ରେ ST SC vacancy ରହିଲା। OAVS ରେ ଜଣେ ବି principal ପାଇଁ qualify କରିପାରିନାହାନ୍ତି ST SC .1st ଠିକ୍ ସେ ସ୍ବାସ୍ଥ୍ୟ , ଶିକ୍ଷ୍ୟା ଦିଆଯାଉ। ଆଉ sub-cast କରି ଦେଲେ principal ପାଇଯିବ କି। ଥିବା job NFS(Not found suitable) ମାଧ୍ୟମରେ general କୁ convert kara ଯାଉଛି । Sub cast ହେଲେ ଅଯଥା india ରେ ଅଶାନ୍ତ ସୃଷ୍ଟି ହେବ।

  • @samalsingh4912
    @samalsingh4912 หลายเดือนก่อน +1

    Jatipratha uthigole ape ape jati neiki reservation uthijibo.sc st lokomane educationally financially agoku gole be upper caste ro lokomane nichho bhabe dekhonti. Tenu supreme court ro upper caste ro judges mane intentionally Judgement deichhonti semane st sc somaj ku bhago bhago kori ahuri tolitalanto koribaku chahunchhanti.upper caste ro judges mane kebe sc st manonkoro bholo chahanti nahin .

  • @debadattahansdah8231
    @debadattahansdah8231 หลายเดือนก่อน

    Tome St na obc

  • @ashokkumarnayak7416
    @ashokkumarnayak7416 หลายเดือนก่อน

    Sc. St na uthile bhalala eba

  • @PrashantaKumbharOfficial
    @PrashantaKumbharOfficial หลายเดือนก่อน +1

    Jou bhai mane kahuchha sc/st reservation uthijau nij chinta kara tma nij ghara jhia/bhouni ku tmathu lower caste boys sange arrange marriage karei pariba ki jadi pariba tahele ae katha kahiba au mu b nij kahuchhi jebe aeta Sara bharata barsa re heijiba sedina sc/st reservation b darkar hebani
    Jay bhim jay samvidhan

  • @sumanitirkey5117
    @sumanitirkey5117 หลายเดือนก่อน +1

    St sc utidala Dale taknku kahi dakhi bae Nahi puni samajara dalita hairahaeba

  • @arjunjani5052
    @arjunjani5052 หลายเดือนก่อน +1

    10 borsa kona,70borsa helani sc,st people develop hehi nahanti.

  • @arucharanpradhan5502
    @arucharanpradhan5502 หลายเดือนก่อน +1

    ଶିକ୍ଷା କ୍ଷେତ୍ରରେ ଅଧ୍ୟୟନ ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରିବା ଉଚିତ। ଚାକିରୀରେ ଆରକ୍ଷଣ ବ୍ୟବସ୍ଥା କରିବା ଉଚିତ ନୁହେଁ।କାରଣ --ଏସ.ଟି ଓ ଏସ.ସି.ଯୋଗୁ ବହୁତ ପଦବୀ ପୂରଣ ହୋଇ ପାରୁ ନାହିଁ। ସେମାନଙ୍କ ମଧ୍ୟରେ କେବଳ କେଉଟ ଓ ଧୋବୀ ଜାତିର ବାପା, ମାଆ, ପୁଅ, ଝିଅ, ବୋହୁ, ନାତି, ନାତୁଣୀ ଟ୍ରେନ ଡବା ଭଳି ଚାକିରି ପାଉଛନ୍ତି। କିନ୍ତୁ ବହୁତ ଜାତୀ ଅବ ହେଳିତ ହୋଇ ରହିଛନ୍ତି କାରଣ ଶିକ୍ଷା କ୍ଷେତ୍ରରେ ଅବନତି କାରଣରୁ।

  • @Radhakanta1234-w2z
    @Radhakanta1234-w2z หลายเดือนก่อน +1

    sir samudra kulare sabu bangladesi rahuchanti.. kintu semane sabu sc/st re count heuchanti.

    • @srmallick9296
      @srmallick9296 หลายเดือนก่อน

      Most of this Bangladeshi immigrants (wheaten legaly come by or illegal), their they are 80% of Bengali hindu are scheduled caste. Most common surnames are Mandal and Roy which are mostly sc in Bengali hindu in Bangladesh

  • @Santosh-os8bb
    @Santosh-os8bb 29 วันที่ผ่านมา

    Bahuta bada planigi chalichi

  • @tekmarkyt8586
    @tekmarkyt8586 หลายเดือนก่อน +1

    Soal sc st kete job karuchanti je tumor general manako pathuchi

  • @sachinbehera902
    @sachinbehera902 หลายเดือนก่อน

    Now the present reservation are maintained as per ratio of all caste

  • @ajitkumarmaharana9275
    @ajitkumarmaharana9275 หลายเดือนก่อน

    Sabu chakiria puo besi comment deichhanti

  • @dhrmrjparida
    @dhrmrjparida หลายเดือนก่อน +3

    Category pila 20, 30 mark rakhiki job karantu ...genral pila marantu sabu ...

    • @Badaldesigymfitness21
      @Badaldesigymfitness21 หลายเดือนก่อน

      @@dhrmrjparida Bhai teaching post adika tenu Kam mark re paichhanti, Fireman re dekha cutoff kou rate re gala 65+,ur 74+ au ST vacancy only 113 ta thila🔥

    • @subhalaxmirout8414
      @subhalaxmirout8414 หลายเดือนก่อน

      ​@@Badaldesigymfitness21hm but ur thu Kam na?

    • @srmallick9296
      @srmallick9296 หลายเดือนก่อน

      Catagory pila Catagory ro merit list ra job pauchanti, tanka saha non Catagory manakar kich jaye ase nahin.

    • @shibanandabehera-tv2bh
      @shibanandabehera-tv2bh 25 วันที่ผ่านมา

      Bhai 2000 ru adhika year jadi tama caste mananku b sosana kari rakha jai thanta aau tamaku b education ru banchita kara jaithanta tahele tame b 20/30 mark ru ahuri Kam rakhithanta

  • @sankarsangochhayat1765
    @sankarsangochhayat1765 หลายเดือนก่อน

    Abolish SC/St reservation. All sectors post should be merit basis. Other wise OBC RESERVATION TO BE MADE 27 percent..

  • @srilipsa
    @srilipsa หลายเดือนก่อน

    Reservation should not be abolished

  • @binapanisingh-sl1me
    @binapanisingh-sl1me หลายเดือนก่อน +1

    Andalan hebo

  • @basantmaharana9063
    @basantmaharana9063 หลายเดือนก่อน

    ଅଙ୍ଗାର ଶତ ଧୌତେନ ମଳିସତ୍ଵ ନଯାୟତେ।ତାଦ୍ବାରା ଦେଶ ପଛକୁ ଯାଉଛି। ଆର୍ଥିକ ସ୍ବଛଳର ଅଲଗା ବାଟ ଅଛି

  • @Lalatendubm
    @Lalatendubm หลายเดือนก่อน +2

    Sir ଟଙ୍କାରେ ମହାତ୍ମାଗାନ୍ଧୀ ଫଟୋ ଚାଞ୍ଜେ ହେବା ଦରକାର ଗଭର୍ଣ୍ଣର ଫଟୋ ରହିବା ଦରକାର
    ଯେମିତି ମୋହନ ମଝି ନେଳିଆକୁ ଗେରୁଆ ରଙ୍ଗ କଲେ ସେମିତି ହେବା ଦର କାର

    • @Mrmvision
      @Mrmvision หลายเดือนก่อน

      Are bhai neliya ta bjd ro thila ebe bjp asila obviously gerua hobo eita bujhi parunu😂😂😂😂😂

    • @umasdcreation5079
      @umasdcreation5079 หลายเดือนก่อน

      ତୁ କିଏ ବେ

    • @umasdcreation5079
      @umasdcreation5079 หลายเดือนก่อน

      ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ଫଟୋ ଉଠିବ କିଏ ବେ ତୁ

    • @umasdcreation5079
      @umasdcreation5079 หลายเดือนก่อน

      ତୁ ଇତିହାସ ଟିକେ ପଢ଼ ଭାଇ

    • @Lalatendubm
      @Lalatendubm หลายเดือนก่อน

      @@umasdcreation5079 to bapa

  • @saraswatipradhan1165
    @saraswatipradhan1165 หลายเดือนก่อน

    Crimi lawer na hebaa farkar

  • @KajalBhola-ms3es
    @KajalBhola-ms3es หลายเดือนก่อน

    Give money. Not reservation

  • @saraswatipradhan1165
    @saraswatipradhan1165 หลายเดือนก่อน

    Naa

  • @kailashchandramallick408
    @kailashchandramallick408 หลายเดือนก่อน

    100%Right

  • @romanchalpandar1473
    @romanchalpandar1473 หลายเดือนก่อน

    St .sc❤❤❤

  • @baijantimunda2554
    @baijantimunda2554 หลายเดือนก่อน

    Na uthu

  • @bijaysatapathy68
    @bijaysatapathy68 หลายเดือนก่อน

    A person who has taken facility from reservation her generation should be general

    • @shibanandabehera-tv2bh
      @shibanandabehera-tv2bh 25 วันที่ผ่านมา

      And ur sister should be married to him or ur brother should be married to her

  • @mamalijena4372
    @mamalijena4372 หลายเดือนก่อน

    गुड भाई

  • @SanatanBehera-j3h
    @SanatanBehera-j3h หลายเดือนก่อน

    Scst,, ଲୋକ ଶିକ୍ଷକ କମେଣ୍ଡେବେ କଣ

    • @srmallick9296
      @srmallick9296 หลายเดือนก่อน

      Balasore dist high school principal earlier was a kandara caste people and the school produced many topper in this state at his time.

  • @RanjanKumar-bg1zb
    @RanjanKumar-bg1zb หลายเดือนก่อน

    Sc st ସେରେ ଭାଇ

  • @Sanjaya20001
    @Sanjaya20001 หลายเดือนก่อน

    Ai ta uthilay bhala hai ba nahi

  • @susamadash3483
    @susamadash3483 หลายเดือนก่อน

    ଆଜ୍ଞା,ବର୍ତ୍ତମାନ ଆର୍ଥନୀତିକ ଦୃଷ୍ଟିକୋଣରୁ କୋଟା ଦିଅ।ଜାତି ଦ୍ବାରା ନୁହେଁ ।

    • @manoranjanmarndi4017
      @manoranjanmarndi4017 หลายเดือนก่อน

      Jati pai quata arthaniti pai nuhe

    • @shibanandabehera-tv2bh
      @shibanandabehera-tv2bh 25 วันที่ผ่านมา

      Arthanaitika drusti konara Kota system heini...uchha jatinka manare thiba kuschita chinta dhara jogu Kota system hela

  • @chinmayanandakusum9373
    @chinmayanandakusum9373 หลายเดือนก่อน

    Creamy layer ଗୋଟେ ଗାଳି ଶବ୍ଦ ଠିକ ରେ ତର୍ଜମା କଲେ ଜାଣି ପାରିବେ

  • @bikramsahoo9910
    @bikramsahoo9910 หลายเดือนก่อน

    Best ever offline teacher I have seen in my career

  • @Hmmmmmm.9
    @Hmmmmmm.9 หลายเดือนก่อน

    Topic is right but you haven't gained that much knowledge to discuss or talk about this kinda big issues .

  • @JadumaniMahanta-kg2cu
    @JadumaniMahanta-kg2cu หลายเดือนก่อน

    Problem ku dekhi diajiba uchit

  • @sukantamajhi4023
    @sukantamajhi4023 หลายเดือนก่อน

    What is the meaning of creamy layer.!can u explain me.?

  • @horticulturalcropvarieties9812
    @horticulturalcropvarieties9812 หลายเดือนก่อน

    General pila 100 mark rakhiki bi rht qualify kari parileni
    Hele st 0.5 rakhiki bi job paile....
    Emiti ama govt school ra abasta
    Same goes to hospital as well
    Khali bhabiba katha jau st mane nije job paichanti tanka pila private school re. Gote general pakare jai padhuchanti... Kahinki 🤔