Sir apanankar Katha thik je daktar jen SC St pila hauchhan tankar kana Bina talent re semane hauchhan....ar gute Katha apana Mane je hete baras helana mandir manke jen khali brahman Mane pujhari hei parbe hei ta Kain je nai abolished karbar .....sabku saman kara hau reservation ta darkar nai pade
@@pramilapati3181 apana manakara bahut jami badi achhi apana Mane job na kale bi chaliba kintu ame ta sabu jami hina Sethi pai n reservation nihati darkar. Aji parjyanta caste Katha kahile ghara bhada miluni. Apana bodhe town ru belong karuchhanti se Katha kahi bujhi paribe. Village manankare aji bi sc caste ra loka sia chakiri Kari thile sudha jetebele dokan ku jaichi taku hatare jinisa deba badalare uparu dia hauchhi kale chhuin hoi jiba boli. Apana first nija state Katha kuhantu madam.
@@antionbb727 bele tume pangu ki lengda lula aey tume sc st go mans ghusri mans khaucha bele tum ku chibekai bhai tume uchit pat padhi kari job kara obc general pat ni padba kai auu tume khali sc st hela je paeba jane kam kale paesa paeba ni kari paeba kai
@@roshansvlog1608 Hn kihe virodh nai Karan jadi gute dhani SC/ST pila k jogyata hisabe Pujhari pad milba baile au Brahman tukel sange intercaste arrange marriage karbe baile mui full support karmi Creamy layer k
Kie kahela dropadi Murmu ke ni dakhi heta fake rumour e bo ... 1st ponit Jen kahel heta thik a6e . But ame Jen teli , kumbhar,Goud , kiulta ita Jen jati gaon ne a6n garib lok semane kenta karbe ... Mui bahut hard work karmi garib Ghar r pila tarasar bina coaching re 600 mark anmi au neet ni pain au St sc 450 re paijibe bele mate kenta lagba. So je developed hela na se kuta ni paibar katha .armare re ta jane tk paisa thila lok ki job kala person r pila St sc heithle ete mark pai parba .
Kota uthbar ta thik hai,karan gute kam mark paikina b job pau6e hele gute 90% rakhi thile b nai paibar kota hatao education banchao.@@CricketWithChinmaya
Are bhokua tui reservation system val se tk padha re Babu ....St , Sc ra lagi kete percent reservation ache je tui st sc ra reservation ke fight karuchu tui 75% ra reservation re fighting kartu ki nai st,sc ra only 25 percent re tui kenje padichuu.....pahela 75 percent re fighting kar
@@Abhis1503hm j bhai jen garib SCST a6an tanku upar knt kale upar asbe takar katha b ta chinta karbar k padba na au main katha SCST reservations jete percentage hete eka raheba...
Aare bhai, tame Kenta Kari Janla j tame eka e desha r mul nibasi boli Kari ??? Ken University ne patha padhuchha ke Jani.... Gote Katha mane rakha, history k tame dekhichha na mui dekhichhen, jenta book ne padhuchhu seta k sat mani nauchhun... Jie b i history lekhuchhe tar swartha k dekhi Kari lekhuchhe... Sethir lagi daram k nei Kari hau ki jati k nei Kari hau kebe b danga nai karbar Katha... Ita sabu neta mankar politics... Aar kichhi nai se... Tike dimag laga sabu bujhi parba
ସବୁ ମୂର୍ଖ ରେ , Creamy layer ନ ଲାଗିଲେ sc st caste ର ଯେଉଁ ଧନୀ ଲୋକ ସେମାନେ ପିଢ଼ି ପରେ ପିଢ଼ି କୋଟା ର ସୁବିଧା ନେଇ ଆଗକୁ ଚାଲିବେ ଆଉ ସେଇ sc st caste ର ଗରିବ ଲୋକ ଆଗକୁ ଯାଇ ପାରିବେ ନାହିଁ , ସେଥିପାଇଁ supreme court ଏ judgement ଦେଲେ , ହେଲେ ଏ ମୂର୍ଖ ଲୋକ ମାନେ ବୁଝି ପାରୁନାହାନ୍ତି , ଧନୀ ଲୋକ ମାନେ ୟାଙ୍କ ମୁଣ୍ଡ ରେ ଭୂତ୍ତ ପୁରାଉ ଛନ୍ତି , ଆଉ ଏମାନେ ମାତିଛନ୍ତି , କିନ୍ତୁ ଜାଣି ପାରୁ ନାହାଁନ୍ତି ନିଜ ଗୋଡ ରେ ନିଜେ କୁରାଢି ମାରୁଛନ୍ତି ବୋଲି , ଜଣେ ias officer ର ପୁଅ ଯାଇଥିବ ଚାକିରି ପାଇଁ ଆଉ ଜଣେ ସାଧାରଣ ଗରିବ ଘର ର sc st ଲୋକ ଟିର ପୁଅ ଯାଇଥିବ ଚାକିରି ପାଇଁ କିଏ ସେଠି ଚାକିରି ଟା ପାଇବ , ସେଥିପାଇଁ କୋର୍ଟ କହିଲେ ଧନୀ ଲୋକ ଙ୍କୁ ବାଦ୍ ଦିଅ
Amane kichhi bujhu nahanti . Michha prarochana re padiki strike karuchhanti but faida rich SC ST neuchhanti .
Yes..!!
ବର୍ତ୍ତମାନ ମଧ୍ୟ ଜାତି ପ୍ରଥା ଉଭୟ ସହର ଓ ଗାଁ ରେ ରହିଛେ
Very nice speech...sir...
ଚାକିରି କ୍ଷେତ୍ର ରେ ପାଠ ପଢା କ୍ଷେତ୍ର ରେ କି ବାଳ କୋଟା ସବୁ ସମାନ ହେଉ ଗାଣ୍ଡୀ ରେ ଦମ୍ ଥିଲେ ପାଠ ପଢ଼ିବେ ଆଉ entras ପାସ୍ କରି ଚାକିରି କରିବ ବାଳ ବାବା ସାହେବ୍ କୋଟା କରିଛି ମାଘିଆ କେତେ ପିଲା other cast ct ba bd ma pg କରିକି ବେକାର ବୁଲୁଛନ st sc କୁ entras ରେ କମ ମାର୍କ ଆଣିଲେ job ପାଉଛି ପୁରା କୋଟା ହଟିବା ଦରକାର୍
👏👏👏👏👏👏
Jai bhim jai sambidhan
Jay Bheem 💙🙏
OBC ମାନଙ୍କୁ
ଭି ହେତକି ବରଷ ତକ୍ କୋଟା ଦିଆଯାଉ
ସୁଇ ଥ ମିଳବା 😂😂
OBC ku hetki Kota diajau
@@Social_-Reformerଠିକ୍ କହେଲ ଭାଇ ଜୟ ଆଦିବାସୀ ଜୟ ଭୀମ୍
@@niranjanpadhan3453 କୋଟା କାଏଁ ହେଲା ଜେ ଦିଆ ହେଲା ସେ ବାବ ଦେ ଟିକେ ପଢ ଜେ ଜାନ ବ ଭାଇ
जय भीम 🚩🚩
Hn.... 💪💪💪
Jay johar 🙏 jay Adivasi 🏹 ଆମର ଅଧିକାର ଆମର ଲଢେଇ
Bahut bhal kahela advocate sir & didi❤
ସମସ୍ତଙ୍କୁ ସମାନ କରାଯାଉ କାହିଁ କି ନା ଗୁଟେ OBC ପିଲା 90 ମାର୍କ ରଖିକି ଭି ଚାକିରି ପାଉନାହିଁ କିନ୍ତୁ SC,ST ପିଲା ମାତ୍ର 40 ମାର୍କ ରଖି ଚାକିରି ପାଇଯାଇଛି । ସେଥି ପାଇଁ ସମସ୍ତ ଙ୍କୁ ସମାନ କରାଯାଉ । ଜୟ ଶ୍ରୀ ରାମ
Right
No bro
Right
Saman adhikar❤❤❤
Amar maa baba ke halia rakhla bher rakh ba ke
Jay adivasi 🏹🏹🏹🏹🏹🏹🏹🏹🏹🏹🏹🏹🏹🏹🏹🏹
ଦେଖୁଛ ତ ଭାଇ ମାନେ ହିନ୍ଦୁ ସଙ୍ଗଠନ ମାନେ କେନ୍ତା ବିରୋଧ କରୁଛନ SC ST MANKAR....
Good decision supreme court ❤️❤️❤️
Reservation ପାଇଁ କିଛି ନ ପଢିଥିବା ପିଲା ଚାକିରୀ ପାଉଛନ୍ତି ଓ ଯେଉଁ ମାନେ ଚାକିରୀ ପାଇବା ପାଇଁ ଯୋଗ୍ୟ ସେମାନେ ଚାକିରୀ ପାଉନାହାନ୍ତି l ଯେଉଁ ସମୟରେ ସମ୍ବିଧାନ ଲେଖାଯାଇଛି, ସେ ସମୟରେ ଅନୁସୂଚିତ ଜନଜାତି ସୁବିଧା ସୁଯୋଗ ନ ପାଇ ନିର୍ଯାତିତ ହେଉଥିଲେ ସେଇଥିପାଇଁ ଆମ୍ବେଦକର ଅନୁସୂଚିତ ଜନଜାତି ପାଇଁ ଆରକ୍ଷଣର ବ୍ୟବସ୍ଥା କରିଥିଲେ l ସମ୍ବିଧାନରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯଦି ଅନୁସୂଚିତ ଜନଜାତି ମାନେ ଯଦି ସବୁ କ୍ଷେତ୍ରରେ ସୁବିଧା ସୁଯୋଗ ପାଆନ୍ତି ତେବେ ପରବର୍ତ୍ତୀ ସମୟରେ ସମ୍ବିଧାନର ନିୟମକୁ ପରିବର୍ତ୍ତନ ମଧ୍ୟ କରାଯାଇପାରିବ l ଏହା ମଧ୍ୟରେ ପାଖା ପାଖି ୭୫ ବର୍ଷ ଅତିକ୍ରମ କରିଯାଇଛି, ଏ କ୍ଷେତ୍ରରେ ଅନେକ ପରିବର୍ତ୍ତନ ମଧ୍ୟ ପାରିଲକ୍ଷିତ ହେଇଛି ପୂର୍ବରୁ ଅନୁସୂଚିତ ଜନଜାତି ଯେମିତି ଅବହେଳିତ ହେଉଥିଲେ ବର୍ତ୍ତମାନ ସେଥିରେ କିଛି ମାତ୍ରାରେ ସୁଧାର ଆସିଛି l ମୁଁ କହୁନି ଯେ ଜାତିପ୍ରଥା ସମ୍ପୂର୍ଣ୍ଣ ରୂପେ ଲୋପ ପାଇଛି, ସହର ମାନଙ୍କରେ ଲୋପ ପାଇଥିଲେ ମଧ୍ୟ ଗାଁ ମାନଙ୍କରେ ବର୍ତ୍ତମାନ ମଧ୍ୟ ଜାତି ପ୍ରଥା ଅଛି l
ଏବେ ଯେଉଁ ମାନେ କହୁଥିଲେ reservation ହଟିଗଲେ ଆମ ପିଲା ଆଉ ଚାକିରୀ ପାଇବେନି, ଏମିତି କଥା ସେଇମାନେ କହିଥାନ୍ତି ଯେଉଁ ମାନେକି ପରିଶ୍ରମ କରିବାକୁ ପ୍ରସ୍ତୁତ ନୁହନ୍ତି... ତାଙ୍କ କଥାରୁ ସ୍ପଷ୍ଟ ରୂପେ ପ୍ରତୀୟମାନ ହଉଛି ଯେ reservation ପାଇଁ ହିଁ ଅନୁସୂଚିତ ଜନଜାତି ଚାକିରୀ ପାଉଛନ୍ତି, ବିନା reservation ରେ ସେମାନେ ଚାକିରୀ ପାଇବା ପାଇଁ ଅଯୋଗ୍ୟ .. ଏ କଥାଟି କଣ ସମ୍ପୂର୍ଣ୍ଣ ରୂପେ ଠିକ ??????
ଦିଦି ଯେଉଁ ଆଉ ଗୋଟେ କଥା କହିଲେ ମୁସଲମାନ ଓ ଖ୍ରୀଷ୍ଟିଆନ, ସେମାନେ ମଧ୍ୟ ଜେନେରାଲ cetagory ଯାଇଥାନ୍ତି....... ଆଉ ବାକି ରହିଲା ରାମମନ୍ଦିର ବନା ଗଲା କିନ୍ତୁ କାହିଁକି ମସଜିଦ କି ଚର୍ଚ୍ଚ ବନଯାଇନି ଟିକେ google କୁ ଯାଇକି search kara thik se jani ପାରିବ .....
ବର୍ତ୍ତମାନ ମଧ୍ୟ ବହୁତ ଜାଗାରେ ଅନୁସୂଚିତ ଜନଜାତି ପାଇଁ school /college ରେ ମାଗଣା ପଢ଼ିବାର ଓ ରହିବାର ବ୍ୟବସ୍ଥା ଅଛି l ତୁମେ reservation ବଦଳରେ ଯେଉଁ ମାନେ ପଢିବାକୁ ଇଚ୍ଛୁକ ସେମାନଙ୍କ ପାଇଁ ରହିବା ଖାଇବା ସହ scholarship ପାଇଁ strike କଲେ ସମସ୍ତେ ତୁମ ସହ ସାମିଲ ହୁଅନ୍ତେ l ତୁମେ ଯେଉଁ reservation କଥା କହୁଛ ଗୋଟେ ପିଲା 90 ଆଣି ଥିବ ଓ ଆଉ ଗୋଟେ ପିଲା 40 ଆଣିଥିବ ଦି ଜଣ ଯାକ କଣ ସମାନ କି ???? ଯଦି ଭବିଷ୍ୟତରେ 40 ଆଣିଥିବା ପିଲା ଯଦି ଡାକ୍ତର ହୁଏ କି ଶିକ୍ଷକ ହୁଏ ତାହେଲେ ମୁଁ 100% ଗେରେଣ୍ଟି ଦେଇକି କହିବି ସେ ତା କାର୍ଯ୍ୟକୁ ସଠିକ ରୂପେ ନିର୍ବାହ କରିପାରିବ ନାହିଁ... ଯାହାଫଳରେ ଜଣେ ରୋଗୀର ଜୀବନ ବି ଯାଇପାରେ ,, ଜଣେ ଛାତ୍ର ସେହି ଶିକ୍ଷକ ଠୁ ପଢିକି ମୂର୍ଖ ବି ହେଇ ପାରେ 🤔 ........
ବର୍ତ୍ତମାନ ଟିକେ ପୂର୍ବରୁ ମୁଁ ଯେଉଁ ୪୦ ମାର୍କ ଆଣି ଡାକ୍ତର ହେବା ଓ ରୋଗୀ ର ଜୀବନ ଯିବା କଥା କହିଲି ସେ ରୋଗୀ ଯଦି ଅନୁସୂଚିତ ଜନଜାତିର ହେଇଥାଏ 🤔🤔🤔 ତାହେଲେ ଏହି ପ୍ରଶ୍ନର ଉତ୍ତର ଦେଇପାରିବ ତ...............
Sir apanankar Katha thik je daktar jen SC St pila hauchhan tankar kana Bina talent re semane hauchhan....ar gute Katha apana Mane je hete baras helana mandir manke jen khali brahman Mane pujhari hei parbe hei ta Kain je nai abolished karbar .....sabku saman kara hau reservation ta darkar nai pade
100 % agree
@@Samarthyavlogs Sir athi job katha kuhajauchhi . Mandira quota katha kahibaku gale tamilnadu govt. 2017 re 300 SC , ST priests appoint karithila and karnatak govt. 37 SC , ST priests appoint karithila etc etc .
@@pramilapati3181 apana manakara bahut jami badi achhi apana Mane job na kale bi chaliba kintu ame ta sabu jami hina Sethi pai n reservation nihati darkar. Aji parjyanta caste Katha kahile ghara bhada miluni. Apana bodhe town ru belong karuchhanti se Katha kahi bujhi paribe. Village manankare aji bi sc caste ra loka sia chakiri Kari thile sudha jetebele dokan ku jaichi taku hatare jinisa deba badalare uparu dia hauchhi kale chhuin hoi jiba boli. Apana first nija state Katha kuhantu madam.
💯 right ye🔥🔥
SC ST କୁ ଛାଡି ଆଉ ସବୁ ବର୍ଗ ମିଶି ଭାରତ ବନ୍ଦ ଡାକରା ଦିଆଯାଉ
Jay bheem jay bharat❤❤❤❤❤
ସମସ୍ତଙ୍କୁ ସମାନ ଅଧିକାର
Ae didi bahut right kathha kahuchan❤❤❤thak u
ପାଠ ପଢ଼ା ରେ ଶଭେ ସମାନ ଏଥିରେ ଜାତି ଧର୍ମ ନେ କର ଜାଉ OBC ବାଲେ ଶବ୍ ଧନୀ ଆନ୍ କେଁ
A6a 6a
ତମର କହେବର୍ ହିସାବ ରେ ଖାଲି ଚାକିରି ରେ ସମାନ ଅଧିକାର ଆଉ ସବୁ ଥିରେ ଜେନ୍ତା ଚାଲିଚେ ଚଳିଥାଉ ଅଛୁଆଁ ଭେଦଭାବ ଭି ଚାଲିଥାଉ ତମକୁ tk ଲାଜ୍ ଲାଗବର୍ କଥା ହୋ padhan ଭାଇ
Supreme court ଯାହା କହଇଛନ right decision
Suprime court aita judicial decisions nei dei aita political decision deichan
@@weddingalbumdesigning12x36ita ta tmr mentality...ita samvidhan k manu6
❤❤❤❤❤❤❤
ଓବିସି ମାନେ କାଣା ସବୁ ମାହାଜନ ଅନ୍ କେ ।ଓବିସି ମାନଙ୍କୁ ଭି ହେତକି ବରଷ ତକ କୋଟା ଦିଆଯାଉ ।ଏସି ଏସ୍ ଟି 40%ମାର୍କା ରଖଲେ ଚାକିରି ପାଇଯାଉଛନ ଆଉ ଓବିସି ପିଲାମାନଙ୍କର 90%ମାର୍କା ରଖଲେ ଭି ଚାକିରି ନାହିଁ ମିଳବାର୍ ତେଣୁକରି ସମସ୍ତଙ୍କୁ ସମାନ କରାଯାଉ ।
Tame sc k palei aasa 40 re pai jiba 😂
SC ST bhi pauchhan 90%.kh
ali kahidele nai hue.sabhe kan
a 90% psych han.sabu ade dekhan bhai...
ହଁ ତୁଇ ବ୍ରାହ୍ମଣ ମାନଙ୍କର ଅଇଠା ଚାଟି କି ଘରେ ବସି କି ଥ ଯେ ତମକୁ obc Manku କୋଟା ମିଲବା 😂
ବେଲେ SC ମାନେ ବି ହୋଟେଲ ଦେବେ ଆଉ obc ମାନେ ଖାଇ ଆସବେ SC ମାନଙ୍କୁ ବି ସମାନ ଅଧିକାର ଦିଆଯାଉ
Right 😀@@aayanshkumar16
You are great mam super nice Allright 👍intelligent quality 👌
ପାଠ ପଡିଲା ବେଲେ ସବକର ଲାଗୀ ସମାନ ଆଉ ସରକାରୀ ଚାକୀରି ବେଲେ କୋଟା ତମକୁ ଦରକାର ଔର ଓବୀସୀ ବାଲେ ଓ ଯେନେଲାର ବାଲେ କାଣା ଭୀକ୍ଷା ମାବେ କାଏଂ
Tame to tretaya jug nu gayni kn ho
Right
@@ripannaik3970 ଦାନ....କଣ ଭୀକ୍ଷା ନୂହେଁ.....
Bhal kahi chhan sir 🙏💐
ଗାଡି ଦୁର୍ଘଟଣା ରେ ଯଦି ଜଣେ ବ୍ୟକ୍ତି ର ମୃତ୍ୟୁ ହେଲ ଡ୍ରାଇଭର ମାନଙ୍କୁ 10ବର୍ଷ ଜେଲ ଓ 7ଲକ୍ଷ୍ୟ ଜୋରିମାନା ନିୟମ ଇଟା ତ ସମ୍ବିଧାନ ରେ ଲେଖା ନାଇଁ ଥାଇ ସେଟା ଯଦି ଲାଗୁହେଲା ତ ଇଟା କାଏ ହେଲା ଯେ ଲାଗୁ ନାଇହୁଏ
👌👌👌
ଖାଲି ଆଦିବାସୀ ମାନେ ଗରିବ ଥିସନ୍ କେଁ
ଇଟା ସବୁ ମୋଦି ବିରୋଧି
Khali Brahman ghare janam nele j Mandirar pujhari hesan k
@@Bharatbarshampujari heabr achhe ken mandir te banei ki sastra sikha au pujari heijaa mana kie karuchhe
Thanks sir
Kete ଦିନ ତକ୍ କୋଟା ଦରକାର୍ ତମକୁ ,obc general ମାନେ 95% ପାଇଲେ ବି job ନି ପାଇବାର ହେଲେ 10% ପାଇଲେ st sc ମାନେ ଚାକିରି ପାଉଛନ
😂😂😂😂😂😂 sc st heijaa bo kn kari 95 percentage lagba 10 percentage thi paeba sc st heijaa
Thik kahu6u j pila jen mane achhut aau job kale na semanku tk chhuan achhuan ta hatei dei sange misi kari raha... Hele
Tor dam a6e ta caste discrimination hatei ki dekha .... Tapre dekhbu kia besi path jansi j
@@antionbb727 bele tume pangu ki lengda lula aey tume sc st go mans ghusri mans khaucha bele tum ku chibekai bhai tume uchit pat padhi kari job kara obc general pat ni padba kai auu tume khali sc st hela je paeba jane kam kale paesa paeba ni kari paeba kai
Sat ae ho
We respect all caste
କୁଟା ଉଠିଲା ବହୁତ ଭଲ ହେଲା ସମସ୍ତ ଙ୍କୁ ସମାନ ଅଧିକାର ମିଳିବ ❤❤❤❤❤❤
Bhai re first tui sor ni paebar tael fer comment karuchhu
ଭାଇ ରେ ତମର ଦିନ ଗଲା ରେ 😂😂😂😂@@AnOptimistt
Kn j kuta paibe st sc..
Obc au general manku jen subidha milu chy st sc se subidha nai paibar bhayal
Bilkul nai samku saman adhikar milu
ସମସ୍ତ ଙ୍କୁ ସମାନ ଅଧିକାର ଦିଆଯାଉ
Suprime court decision is final decision jay shree ram
Right✅
Lockdown Kids 😂
Yeah that's is lockdown kids😂😂@@aksocial8
Mo banda magiha
@@sagartube6018 lockdown kids 😂😂🤣🤣🥵🥵😡😡
Very good madam.
ସମ୍ବିଧାନରେ ୧୦ ବର୍ଷ ପାଇଁ କୋଟା ଦିଆଯାଇଥିଲା ଏଥିରେ ରାଜନୀତି କରି ୭୫ ବର୍ଷ ହେଲାଣି ତେଣୁ ଆଉ ରାଜନୀତି ଚାଲିବ ନାହିଁ।କୋଟା ନିଶ୍ଚିତ ଭାବେ ବନ୍ଦ ହେବା ଦରକାର।ତମର ପରିବାର ଚାରି ପିଢ଼ି ହେଲା ଚାକିରି କରବ ତୁମେ କେଁ କୋଟା ର ଠିକା ନେଇଛ କେଁ।ଆମର st sc ପିଲା ବହୁତ ଗରିବ ପିଲା ଚାକିରି ନାଇ କରିପାରିବାର ତ କୋଟା କେଁ ଦରକାର।କୋଟା ନିଶ୍ଚୟ ଉଠବାର ଜରୁରୀ ଆଏ। Good decision by supreme court 🎉🎉🎉🎉
କାହାର ଜାତି କେତେ କିଏ କେତେ ଚାକିରି ପାଇଛେ...ଖୋଜ
ଭାଇ ତୁମେ କେନୁ ପଢିଲ ଯେ 10 ବର୍ଷ କୋଟା କଥା ଟିକେ କହିବ
Right
@@HemakantiMahananda ଭାଇ ନି ସେ ବହେନ୍ ଅନ୍
ଚାରି ପିଢ଼ି ଚାକିରି କଲା ପରେ ସେ ପରିବାର କଣ ସବର୍ଣ୍ଣ ହେଇଗଲେ କି
Suprime court is good order ...Jai hind🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
Thank u medam
ସମ୍ବିଧାନର ପ୍ରକୃତ ଅର୍ଥ ହେଲା ଯେ, ସମସ୍ତଙ୍କ ପାଇଁ, ସବୁ ଲୋକର ଲାଗି ସମାନ ଅଧିକାର ହେଲା ସମ୍ବିଧାନ। ଯେଉଁ ଆଇନ ସମାନ ଅଧିକାର ଦେଉଛି,ଦେବ ସେହି କାନୁନ୍ ହିଁ ସମ୍ବିଧାନରେ ରହିବ।
ପାଗଳ ଟା ନା କାଣା ସମ୍ବିଧାନ କେବେ ପଢ଼ିଛ କେଁ ଆଗ ସମ୍ବିଧାନ ପଢ଼ ତାପରେ comment କର୍ଵ
@@Luvsahu4836 thik kahela...କିନ୍ତୁ...ସମ୍ବିଧାନ୍ ରେ ଯଦି ସମାନ ଅଧିକାର ଖୋଜୁଛ ବେଲେ...ଉଚ ନିଚ ଜାତି ଭେଦଭାବ କାହିଁ ରଖୁଛ.....ସାର୍ବଜନୀନ ପୂଜା ପେଟ୍ କାର୍ଡ ରେ ଲେଖି...ଛୁଆଁଛୁତ୍୍ ରଖୁଛ......ବିହା ବରପନ ଯେନ ଯାହାକେ ହଉ....କାହି...ପିଲା ଛୁଆର ଇଛା ଭଂଗ କରୁଛ....ଅଲଗା ଜାତି କହି..ଏବେ ବି ତମେ ଆମେ ବଡ଼ କହି....ମାନବିକତା ଭୂଲି ଯାଉଛ..ଫେର୍ କହୁଛ...ସମାନ ଅଧିକାର.....ଆମର୍ ଯଦି ସଂରକ୍ଷଣ କଟିଗଲେ ତମେ କେତେ ରାଜ୍ କରିବ ଆମକୁ ଜଣା.ବୁଝିଲ.....ଆମର୍ ଅଧିକାର ପାଇଁ ଆମର ଫୁଲ୍ ଲଢେଇ ହେବା.....ଛାଡିବୁ ନାହିଁ
ମୋର୍ ହିସାବରେ OBC ବର୍ଗର ଲୋକମାନେ ନିଜର ଅଧିକାର ନି ଜାଣି ପାରବାର୍। reservation ଟା ଯେତିକି percentage ଲୋକ୍ ଅଛନ୍ ସେତିକି percentage ଦିଆ ଯିବାର କଥା। ତ OBC ବାଲେ ଯେହେତୁ 50% ଅଛନ , ସେମାନ୍ କୁ 50% reservation ଦିଆ ଯିବାର କଥା,,ଯାହାର ଦ୍ଵାରା obc ସମାଜ ର ଭି ମଙ୍ଗଳ ହେତା।
ହଁ ଭାଇ ଆପଣ ବହୁତ୍ ଠିକ୍ କହୁଛନ ହେଲେ ଇ obc ର କେତେ ଚମ୍ଚା ଆଛନ ଯେ ଜେନେରାଲ କେ ସପୋର୍ଟ କର୍ସଂ କାହିଁକି ଜନିଛନ ଅଇଁଠା ଚାଟିବା ପାଇଁ ।
E magaya Mane nai janat ho bhai
10 year dia hi thila aru kete barsha kota khaiba
Fokat ka chandan ghas mere lallu
@@rohitchhatria5041tankar maa buhen k babhan gehele gora chhua heba na hetir lagi
Hn hebar katha
Jay bhim(Mahabharat Bala)
Sabitri Nag sister 1 no katha kahele...Jai bhim jai aadibasi
Good decision
ଶିକ୍ଷା ଉପରେ ଯଦି ଦେଖାଯାଏ ତାହେଲେ ପାଠପଢିବାକୁ ସବୁ ଟଙ୍କା ପଇସା ଦିଆଯାଉ ହେଲେ ଚାକିରୀ ଉପରେ ସଂଥଙ୍କୁ ସମ୍ମାନ କରା ଯାଉ । ST ଆଉ SC ରେ 2 mark, 4mark ସରକାରୀ ଚାକିରୀ ଆଉ UR ଆଉ OBC/SEBC ରେ 120mark, ପାଇ କରିବି ନା ମିଳିବାର।
କେତେ percentage paichhu
Jaati ved kn j sruti kala........he lagi bhogucha aaji.
Yes brother ଥିବା ଦରକାର
ପାଠ ପଢ଼ିକରି ବଡ ହେଲେ ହେବ SC/ST Kota re nai hua
Hn ta mor apan k gute prasna j gute Dalit Garib gharar pila kana gute Garib Brahman tukel k biha hei parba k
@@Bharatbarshamhae dalit dhani ghar chhua scst kuta nai abrile gute dalit garib ghar chhua chakri paiparta ae kini au tar develop heta
@@roshansvlog1608 Hn kihe virodh nai Karan jadi gute dhani SC/ST pila k jogyata hisabe Pujhari pad milba baile au Brahman tukel sange intercaste arrange marriage karbe baile mui full support karmi Creamy layer k
Dharma r dhandaa nei chalabr bhael
@@bhaskardalpati4113 Jie jenta karba henta bhogba eta ta karmafala ai
ଜେତେ ଦିନ ତକ ଜାତିବାଦ ଥିବା
ସେତେ ଦିନ ତକ ଆରକ୍ଷଣ (କୁଟା) ଦରକାର
ମୋର ସମିଆଁ ଚେନାଲ ଭାଇ ଟିକେ ସୁନ
୧------ନେତା ମନ୍ତ୍ରୀ ପିଲା ମାନେ ନେତା ମନ୍ତ୍ରୀ ହେଉଛନ ଇଟା ଜାନି ଛ କି ନେଇ
୨----ଅମିତ ଶାହା ର ପିଲା କେଭେ କି୍ରକେଟ ନେଇ ଖେଲି ସେ କି୍ରକେଟ ଟିମ୍ ର ପ୍ରେସିଡେଣ୍ଟ ହେଲା
୩----- ରାମ୍ ମନ୍ଦିର ଭୁମି ପୁଜନ ରେ ଦୌପଦୀ ମୁର୍ମୁ କେ ନେଇ ଡାକି
ସେ ପରେ ଦେଶ ର ରାଷ୍ଟ୍ର ପତି ହୋ ତମେ ନେଇ ଜାନି କେଁ
କାରଣ ସେ ହଉଛେ ଛୋଟ ଜାତିର ବଲି ବାଏଜ କରୁଛନ
Kie kahela dropadi Murmu ke ni dakhi heta fake rumour e bo ...
1st ponit Jen kahel heta thik a6e . But ame Jen teli , kumbhar,Goud , kiulta ita Jen jati gaon ne a6n garib lok semane kenta karbe ...
Mui bahut hard work karmi garib Ghar r pila tarasar bina coaching re 600 mark anmi au neet ni pain au St sc 450 re paijibe bele mate kenta lagba.
So je developed hela na se kuta ni paibar katha .armare re ta jane tk paisa thila lok ki job kala person r pila St sc heithle ete mark pai parba .
Good ❤
Ram mandir bhumi puja re President nije jaithile puja b kale bhal se tk news dekha j janba
Kota uthbar ta thik hai,karan gute kam mark paikina b job pau6e hele gute 90% rakhi thile b nai paibar kota hatao education banchao.@@CricketWithChinmaya
ସତ କଥା
Right
Bjp bjp ଜିନ୍ଦାବାଦ
Bhala heichi
Obc. ବାଲେ ବଂମ ଧରବେ ପାଠ ପଢ଼ି କରି ଆରକ୍ଷଣ ଠିକ କରିଛନ
🎉🎉🎉🎉🎉🎉🎉🎉🎉🎉right now👌👌👌👌👌👌 bhai👍👍👍👍👍
Right
It's good decision of Supreme Court
ଆଜ୍ଞା, ସୁପ୍ରିମ କୋଟ ଠିକ ନିଷ୍ପତି ନେଇଛନ୍ତି, ଛୁଆଁ ଅଛୁଆଁ ହେଉଛି ଲୋକଙ୍କ ମାନସିକତା
ଯେନ ମାନେ ସମାନ ଅଧିକାର କହୁଛ! କହୁଛ ଠିକ ଅଛେ ଯଦି କାଳକେ କେନ sc st ପିଲା ବ୍ରାହ୍ମଣ / obc ଘରକେ ଗଲେ ସମାବ ତୋ ଆରୁ sc st ଘରକେ ଯାଇ କରି all family ଭାତ ତୁନ ଖାଇ ପାରବ baile କହ, ଦମ ଅଛେ କେ ଯେନ ମାନେ କହୁଛ ଯେ 🤫 Supreme Court Pagala Hela Ne
Tor bhat khaibarlagi Kota deba kai sarkar
Jai bhim 💙 jai jahor 🙏 Namo buddhay ☸️🌼
Reservation re chakiri paiba sale 4 mark anithile .aau obc general 90 mark re bi chakiri nai.
Habe chur. Sc st kenti Ken nu Paisa anu6an kenti chalu6an j dekh
Karo khaa re phusi puit 💩
@@sritambhoiare bhai Kenta chalu chan bhal se chalu chan path padhle bi mahalia sabu tamku mahalia darkar😂😂
Kichhi maagiha maane ଜାତି ଭେଦ ଭାଵ karsan je semankar bisyare kana kaheba ....
ଜାତି ଭେଦ ଭାବ ଦୂର karbaar laagi ken maag....a Kenta Awaaz ni uthabaar
..mag....he khaali reservation ke najar dauchhan
Are bhokua tui reservation system val se tk padha re Babu ....St , Sc ra lagi kete percent reservation ache je tui st sc ra reservation ke fight karuchu tui 75% ra reservation re fighting kartu ki nai st,sc ra only 25 percent re tui kenje padichuu.....pahela 75 percent re fighting kar
Thanks you brother right speakers.sambhidhan banchao
OBC general ku bhi justice milu not only scst
Dharma r dhandaa nei chalabr bhael
Supreme Court verdict is welcome
Good decision by Supreme court
Tui kana jani6u bo pila...kahu6u
Bala naa au
Jay hind Jay bharat@@nepalnag1422
Bala decision
Tame kete mark rakhi6 bhai
Question one side
And
Answer another side
ପାଣିଗ୍ରାହୀ ଦାଦା ତାକୁ question କର କି church ର କଥା କେନୁ ଆସାଲା ଇନୁ sc st ବାଲେ ତ ହିନ୍ଦୁ ଆୟ ତ church କେ କେଁ ଜେ priority ଦୌ ଛନ କେତେ ଟଙ୍କା ମିଳିଛି ପଚର ଧର୍ମ ବଦଳା ବାର କେ caste system k ସେମାନେ ଆନୁ ଛନ କେଁ ଯେ କି ସେମାନେ ବି ଜାନି ଛନ କି ତାର ବିନା ସେମାନେ value less ଆନ ବୋଲି
100%right
#i_love_Reporter
SC/ST ବାଲେକୁ ହେତକି ଆରକ୍ଷଣ ଦେଲା ପରେ ବି କେହି ପାଠ ନି ପଢ଼ବାର ... 🫡🤦🏻♂️🤦🏻♂️🤦🏻♂️🤦🏻♂️🤦🏻♂️🤦🏻♂️
Hm sabe ta tor maa k gehuchhan bele kete bele path padhi jibe
ଉସାସେ ଅଣ୍ଡା ଦଉ ଛନ ଜେ
Sat katha 🔥
Padh ba k nei debar kaha......
@@DD76d obc general hostel re frees dauchhan se mane free padhuchhan obc general ra paisa t wo re Tamar cota
madam bahut bhala kahicha
ଆପଣମାନେ ଯାହା କହୁଛନ୍ତି ସଠିକ୍ କହୁଛନ୍ତି। କିନ୍ତୁ! ଏହି ନିୟମ ଟି ସେତେବେଳେ ଠିକ୍ ଥିଲା ବା ବହୁତ ଦରକାର ଥିଲା ଆଜ୍ଞା। ଏବେ ଆଉ ଦରକାର ର ଆବଶ୍ୟକତା ନାହିଁ ବୋଲି ମନେ ହେଉଛି।
Right medam
Reservation system pura alghei debar katha dam ache bele bhal mark aani kina chakri kara 😂
Tamar mankar lagi boli reservation system heiche be chor
Tor dam a6e k mor sange competition karbu khula khuli challege dau6e ...
Right
Sabas hetki dum nai na boli ki enta
Ok sir 100 %right
Veery. Good. Bhi
Mor gute katha recust Sc.pila obc.tukel biha hebarkatha
We support the Supreme Court decision ❤❤❤
ବିନା reservation ରେ sc st ପିଲା ଚାକିରି ପାଇ ପାରିବେ ନାହିଁ ସେମାନେ ଯଦି ପଢ଼ି କରି ମାର୍କ ଅନି ପାରୁ ଥିତେ ବେଳେ ଆଜି strike ନାଇ କରୁ ଥିତେ 😂😂
Hn Jatipratha banei Kari Dalit manku gulam banala au ehade mark ra mukabila karuchha pahela Jatipratha khatam Kara tarpare actual muqabla Jana padba
Tame to tretaya jug nu gaand ti gyan ni kari janmu cha.......na
Best decision 🎉 supreme court ra
କୋଟା ରହିବା ଦରକାର ଜୟ ଆଦିବାସି ❤❤❤❤💪💪💪
Right bhai
ସମସ୍ତଙ୍କୁ ସମାନ ଅଧିକାର ଦିଆ ଯାଉ 👍👍👍👍
Tui pahela kaha tui Goud ki ganda.
Kahi lagi tor kana una heuche😂😂
Good decision by SC. ଆର୍ଥିକ ପରିସ୍ଥିତି ଦେଖିକି reservation ଦିଆଯିବା କଥା. ଜଣେ ଜଣେ ଏମିତି ଅଛନ୍ତି ତାଙ୍କ ଘରେ ସମସ୍ତେ Gazzetted ଅଫିସର. ତା ପୁଅ କି ଝିଅ କାହିଁକି reservation ନେବ. Reservation ର ଖରାପ ଉପଯୋଗ କରାଯାଉଛି. ଏଇଟାକୁ SC/ST ସହଯୋଗ କରିବା କଥା. ତାଙ୍କ ପାଇଁ ଏଇଟା ବହୁତ ଭଲ decision Supreme court ନେଇଛନ୍ତି. ଗରିବ ଗରିବ ହେଇ ରହିବ ଆଉ ଧନୀ ଧନୀ ହେଇଯିବେ.
Right bhai
Hae ho babu Reservation untouchability k dekhiki dia jai6e nai ki garib ki dekhi ki
@@Abhis1503hm j bhai jen garib SCST a6an tanku upar knt kale upar asbe takar katha b ta chinta karbar k padba na au main katha SCST reservations jete percentage hete eka raheba...
Kete padhichu re babu ....ajatha sc st against re neikahbu ....tell about abolition of discrimination on caste basis .....
MLA pila MLA kj hauchhe answer dia
Yes
ସୁପ୍ରିକୋର୍ଟଙ୍କ ଆଦେଶ ଠିକ୍ ଅଛି। ST ଓ SC ପରିବାର ଗରିବ ପିଲା ମାନଙ୍କୁ ଲାଭ ମିଲିଥିତା । ନାହିଁ ତ ଗରିବ ST ଓ SC ପିଲା କେବେ ବି Reservation ଲାଭ ନାଇ ପାଇ ପରେ ଇଟା ପୁରା ସତ୍ କଥା କେବଳ କେତେଟା ପରିବାର ଲୋକେ ହିଁ ଲାଭ ଉଠାବେ
Kete Path Padhichhu
@@aksocial8tui kt padhichu re dada
@@sashikantamohanty1235 😂😂
Bhal se padha tike reservation caste basis re dia heithila economics basis re nai
Resavetion re murkha chakiri paiba aita thik nuha
SE/ST reservation hatu ... Jia mehnat karba se job paiba
Pahela educated ha ,,, se nai se mamu sc aaye
Chhua chhut heba k hele kana mehnat karba k padba mandir ra pujari heba k kana mehnat karba k padba kuha tk
Pahela casteism hata ho bhai tapare reservation hatabar katha kaheba
Tapare janba Kia mehnat kari kina job paiba j
Tor Mehenat disuchhe
NSG Lekhi Dele Kichhi Nai Hue Tar Full From B Janbar Thisi Au Comment Kari Dele Nai Hue Se Khata Ra Study B Karbar thisi 😂
0:37
ଦାଦା ଗୋଟେ କଥା ସତ୍ ଏ .... ଇ mindset ଥିବର୍ ତକ୍ କେଭେ ଦେଶ୍ ଅଗକେ ନାଏ ବଢ଼େ
Ken mindset re kukur.
Tor jati bad re kunur@@abhandwriting.3866
2014 ru 2024 vitre pare bahut aagke galaa aamr desh . kenta se bjp dim dim pitu6e
ଗାଳି ଦେବାର ତୁଇ ନିଜେ star କରିଛୁ ପଦେ କହିଲେ ସିଧା କୋର୍ଟ କେ ଯିବୁ ....only one statement କହିଲେ ପୁରା blood ଦେହରୁ ବାହାରି ପଡବା
ବାକିକଥା devlopment ର ତୋର କଣା ଆଖି କେ ନାଇ ଦିସ୍ ବାର କାଇଁ ....ତୋର ଭଳିଆ ଟାଏକା ଦେଶଦ୍ରୋହି ବେ ....@@Yams542
@@Yams542 ତୋର କଣା ଆଖି କେ ନାଇ ଦିସ ବାର କାଇଁ.... ତୋର ଭଳିଆ ଟା ଏକା ଦେଶ୍ ଦ୍ରୋହି କହେସନ୍.....
ବାଂଲାଦେଶ ଆଉ ପାକିସ୍ତାନ ର ହାଲତ ନାଇ ଦେଖ ବାର କାଇଁ ......୨୦୧୪ ଆଗାରୁ କଣା ଭଲ ଥିଲା ରେ (କୁକୁର ) ତୋର word .... କହତ
ସମସ୍ତଙ୍କୁ ସମାନ କରାଯାଉ
Next straik obc au gen bale karma chala
Yes
ଭାଇ ମୁଁ ଜଣେ OBC କିନ୍ତୁ ମତେ ଦରକାର ନାହିଁ ଏ କୋଟା
OBC ke Kota milsi nai jani ke re bhai 😂😂😂😂 ... Mandal commission kana j tk padhbu 😂😂
Path padh re babu pa6ua hele Jia jana kahele suni kari vukbu
Strike ra spelling Sikh tapare karbu😂 fer education ra daabi kaaru6e😁😁
Bharat ne Bedesh Sasan heba bahut jaruri 💯👍 ni hele a manakar Budhi ni huye💯💯💯👍
All are equal ❤...Samku saman adhikar milu ....Jay hind jay bharat 🧡🤍💚
Then sc/st people are eligible for marriage of obc/general.
Tui kahebar k kana chahuchhu be magaya
@@globalraj...4903 e ganda gihalar chhua English nai bujhi parun kan.
@@abhandwriting.3866Hethir lagi eka reservation miluche tume eka hemanku mouka daucha.
@@abhandwriting.3866baha hua jahaku chiihile tahaku baha hua kiye mana kala ki
Jetiki ladhuchha kota pain , semiti jatipratha sampurna uthu dabi rakha . Semiti karibani faida miluchhi kota ru . Kota bharata ra byadhi palatichhi .
ତମେ ନିଜର ସ୍ବାର୍ଥ କେ ଦେଖୁଛ ଦେଶ ଲାଗି ନୁହେଁ ,ଦେଶ ନି ରହିଲେ କାଇଁ କୋଟା କାଇଁ ଚାକିରି ତମେ କେନ୍ କେ ଯିବା first ଦେଖ ଆଜି ଜେନ୍ତା ବାଂଲାଦେଶ ରେ ହେଉଛି ଇନ ହେଲେ କେଙ୍କେ ଯିବ
Jati bad kata tike kaha
Tui Ken Geon Ra Re Bhai 😂
Tui Ken k jibu England k ja tor orginal home😂
Desh re jete Jana hele bi ame Amar desh 6adi kebe nai jau....
ତୁଇ ବହୁତ୍ ଦେଶ ପ୍ରେମୀ bbo ଘୋଚୁ
Salute u nivesh bhai ❤❤❤ real journalist of odisha and bharat
ST SC jetiki job POST baharuchi taha bi fillup complete hoi parunahanti, Mane Adivasi Mane abe parjanta samaj srota re pahanchi pari nahanti
Govt can't change caste discrimination. People has to change their mentality by themselves only.
ଜାତି ପ୍ରଥା ଉଠି ଯାଉ
Salute S.C.
ସମ୍ବିଧାନ କେ ହତ୍ୟା କରାଯାଉଛି ବିଜେପି ମୂର୍ଦାବାଦ୍😡😡😢😢😢
Modi karichhe k supreme court kahar under nai na
Tor buar ...hatya heichhe...
Kana Bjp murdabaad bo...
Khangress chuhei neichhe, sor nai paibaru kaen....
Suibar agru tk bhab, aau tapre comment karbu..
Phusi kharla mital thila,Modi r lagi ting ting.....
Sc ra decission not modi govt
ଏହିଥି ପାଇଁ reservation ଉଠିବା ଦରକାର😂😂😂
Jay bhim
Cremy Layer bandh hebaa nihati darkar ,Gariba SC,ST nku mauka miliba katha. SC,ST hi SC,ST nka Satru heleni.
Jai bhim
ଯାହାର ଖାଇବ ତାହାକେ ଲାତ୍ ମାର୍ବ...ଆମେ ହେନୁ ମୂଳ ନିବାସୀ...ତମେ କେନୁ ଉଡ଼ି ଆସଲ ଟା.. ସ୍ଵାଧୀନ ଆମେ ଅନଲୁ ଏବେ ତମେ ଡରାଏ ଖାଇବ
Raght kahela
Kia re maghia tui.kahuchhu swadhinata anlu.tame udi asla ta.maghia ame v bharat ra.
Aare bhai, tame Kenta Kari Janla j tame eka e desha r mul nibasi boli Kari ??? Ken University ne patha padhuchha ke Jani.... Gote Katha mane rakha, history k tame dekhichha na mui dekhichhen, jenta book ne padhuchhu seta k sat mani nauchhun... Jie b i history lekhuchhe tar swartha k dekhi Kari lekhuchhe... Sethir lagi daram k nei Kari hau ki jati k nei Kari hau kebe b danga nai karbar Katha... Ita sabu neta mankar politics... Aar kichhi nai se... Tike dimag laga sabu bujhi parba
Wright bhai@@kkgyanbhandar2857
Bala na