Army Major-Police Tussle: Criminal Case Filed Against Suspended IIC Dinkrushna Mishra

แชร์
ฝัง
  • เผยแพร่เมื่อ 9 พ.ย. 2024

ความคิดเห็น • 755

  • @Binodkumarpanigrahi2187
    @Binodkumarpanigrahi2187 หลายเดือนก่อน +247

    ସମସ୍ତ ପୋଲିସ କର୍ମଚାରୀ ମାନଙ୍କ ଚାକିରି ରୁ ବହିଷ୍କୃତ କରାଯାଉ ଏବଂ Jail ପଠାଯାଉ

    • @santoshsenapati1447
      @santoshsenapati1447 หลายเดือนก่อน +21

      New pila nku dia jau bahut pila bekar achnti

    • @jayramjena506
      @jayramjena506 หลายเดือนก่อน +4

      Hona chahiye

    • @sandhayranirout3902
      @sandhayranirout3902 หลายเดือนก่อน +2

      Ok

    • @nboy9584
      @nboy9584 หลายเดือนก่อน

      ହଁ ଏମିତି ହେବା ଦରକାର

    • @Chagala43
      @Chagala43 หลายเดือนก่อน +4

      Ta majhigoda katidia😜😜😜

  • @debasish8895
    @debasish8895 หลายเดือนก่อน +137

    କ୍ରାଇମବ୍ରାଞ୍ଚର ଅଧିକାରୀ ମାନଙ୍କୁ ଅନୁରୋଧ ମେଜରଙ୍କ ବାନ୍ଧବୀ କୁ ସେ IIC ଯେମିତି 3rd ଡିଗ୍ରୀ ପ୍ରୟୋଗ କରିଥିଲେ ଠିକ୍ ସେମିତି ତାଙ୍କୁ ମଧ୍ୟ 3rd ଡିଗ୍ରୀ ପ୍ରୟୋଗ କରନ୍ତୁ ସବୁ ସତ କହିବେ

  • @Bapujipro
    @Bapujipro หลายเดือนก่อน +203

    ପୀଡ଼ିତl ଙ୍କ ବୟାନ ଶୁଣି ବହୁତ୍ ଖରାପ୍ ଲାଗୁଛି
    କୋଲକତା case ଠାରୁ ବଳି ଯାଇଛି
    ଛି ଛି ଓଡ଼ିଶା police

    • @RAMCHANDRAGALARI
      @RAMCHANDRAGALARI หลายเดือนก่อน +11

      hm.. bhai .. gote jhio public re emti kahuchi mane taku kete kharap byabahara karithibe jana paduchi.. police ku suspend kale hebani tanku ajibana kara dana dia jiba darkar .. ee officer babu mane bhi mane mane bhabuchanti govt job karuchu besi hele kan karibe .. tranfer nahi ta suspend .. tanku pura danda deba darkar.

    • @srinivasbarik4336
      @srinivasbarik4336 หลายเดือนก่อน +16

      IIC ra ଗୁପ୍ତାଙ୍ଗକୁ କାଟି ଦିଅ ।

    • @nikeshmahapatra8167
      @nikeshmahapatra8167 หลายเดือนก่อน +3

      Odisha rahiki ....odisha police ku chi...chi....pandav re khaiki kurubal chinta...

    • @krishnakisan4070
      @krishnakisan4070 หลายเดือนก่อน +1

      Very Sad

    • @mr.Lalitnarayan1989
      @mr.Lalitnarayan1989 หลายเดือนก่อน

      😅​@@srinivasbarik4336

  • @satyabehera9431
    @satyabehera9431 หลายเดือนก่อน +63

    ଏ ଶଳା ପୁଲିସ ଅଫିସର କୁ କଡ଼ା କାର୍ଯ୍ୟାନୁଷ୍ଠାନ ଦରକାର ।ତା ପରେ ଚାକିରୀ ବହିଷ୍କାର କରାଯାଉ।ଘରେ ଭିଜିଲାନ୍ସ ରେଡ କରାଯାଉ ।

  • @sri1047
    @sri1047 หลายเดือนก่อน +50

    ଏମାନଙ୍କୁ ଗିରଫ ନୁହେଁ ଫାଶୀ ଦରକାର

  • @pramodjhankar9720
    @pramodjhankar9720 หลายเดือนก่อน +109

    ବହୁତ ସୁନ୍ଦର, ଏମାନେ ଗୋଟିଏ ଗୋଟିଏ ଅପରାଧୀ,

    • @satyapradhan8083
      @satyapradhan8083 หลายเดือนก่อน

      After suspension..why that officer wear uniform..?

  • @laxmidharbarik5867
    @laxmidharbarik5867 หลายเดือนก่อน +58

    ରକ୍ଷକ ହୋଇ ବକ୍ଷକ ହେଲେ ସାଧାରଣ ଲୋକୋ ନିଜର କଂପ୍ଲେନ୍ କାହା ପାଖକୁ ଯିବେ

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ หลายเดือนก่อน +51

    ଆକୁ ଆଜୀବନ ଜେଲ ହେଉ ତାର ସମସ୍ତ ସମ୍ପତ୍ତି ଓଡିଶା ରାଜକୋଷ କୁ ଜାଉ

  • @durgeshpatra4498
    @durgeshpatra4498 หลายเดือนก่อน +51

    କେତେ ସାହାସ ଭୂବନେଶ୍ୱର ରେ ଯେତେ ଚୋରି ହେଇଛି ଏଇ ଆଇଆଇସିଙ୍କ କଥା ରେ ହେଇଛି

  • @anitamekap6584
    @anitamekap6584 หลายเดือนก่อน +29

    ତା ସ୍ତ୍ରୀ ପୁଅ ଝିଅ ମାନେ ବି ଜାଣନ୍ତୁ ଏପରି ଗୁଣ ଗ୍ରାମ କରି ରୋଜଗାର କରେ ଏ ଲୋକ ଟି

  • @nakulnaik1423
    @nakulnaik1423 หลายเดือนก่อน +21

    ଏହାର ଯେତିକି ବୟସ ହେଲାଣି ସୁଧୁରିବା chance ନାହିଁ,କାରଣ ଏହାର କେବଳ 1/2 ଅପରାଧ ରେକର୍ଡ ନୁହଁ ଆହୁରି ଅନେକ ଅଛି ! ଇୟେ ଜଣେ ସମାଜ ଓ ଦେଶ ଦ୍ରୋହୀ ଏବଂ ଖାକି ବର୍ଦ୍ଦି ସହ ବିଶ୍ୱାସ ଘାତକତା କରିଛି ! ଏହାକୁ ଆଜୀବନ କାରାଦଣ୍ଡ କିମ୍ବା ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ ଯେପରିକି ଅନ୍ୟ କୌଣସି ପୋଲିସ ଅଫିସର ଏଭଳି କାର୍ଯ୍ୟ କରିବାକୁ ସାହସ କରିବେନି !

  • @sasanksekharaswain9208
    @sasanksekharaswain9208 หลายเดือนก่อน +13

    ACP ଗଣ ମାଧ୍ୟମ କୁ ଭୂଲ ତଥ୍ୟ ଦେଇଥିଲେ। ତାଙ୍କ ପାଇଁ କଣ ହେବ ,

  • @soumyanayak7847
    @soumyanayak7847 หลายเดือนก่อน +35

    ମାଗିହା ta ଏତେ ମୋଟା ଏଇଟାକୁ କିଏ ପୋଲିସ ରେ rakhichi

    • @sandhyatara1993
      @sandhyatara1993 หลายเดือนก่อน

      😂😂

    • @jaydharamvlogs
      @jaydharamvlogs หลายเดือนก่อน

      😂😂😂😂👍👍👍👍👍👍👍👍

  • @anandachandrarout3994
    @anandachandrarout3994 หลายเดือนก่อน +27

    ଏମାନଙ୍କର୍ ସମ୍ପତ୍ତି କୁ ED ଦ୍ୱାରା ଯାଞ୍ଚ କରାଯିବା ଉଚିତ।

  • @basantakumarpanda9022
    @basantakumarpanda9022 หลายเดือนก่อน +31

    ବିଭାଗ ରେ ଏପରି ଅଭିଯୋଗଥିବା କର୍ମଚାରୀ ଙ୍କ ପ୍ରତି ସତର୍କ ଦୃଷ୍ଟି ରହୁ

  • @ArunMalik-i1b
    @ArunMalik-i1b หลายเดือนก่อน +15

    ଆଜୀବନ କରା ଦଣ୍ଡ ଦିଆଯାଉ
    ସାଧାରଣ ଲୋକ କରିଥିଲେ କଣ Acton ନିଆଯାଇ ଥାଆନ୍ତା ସିଏ ମଘିଆ ତା ଛାତିରେ ହାତ ମାରିଚି ତାକୁ ଛଡ଼ା ଜେବନି

  • @durgeshpatra4498
    @durgeshpatra4498 หลายเดือนก่อน +17

    ହାରାମି ର ଝିଅ ଅଛି ନାଁ ନାହିଁ ତାକୁ ଲାଜ ମାଡୁ ଥବ ତା ବାପା ଝିଅ ମାନଙ୍କ ସାଙ୍ଗରେ କେମିତି କରିଛି

  • @rudrakshyabhusansahu3379
    @rudrakshyabhusansahu3379 หลายเดือนก่อน +65

    ସେ ଦୀନକୃଷ୍ଣ କୁ କୋର୍ଟର ବିଚାରପତିଙ୍କୁ ଅନୁରୋଧ କରୁଛି ,ଯେତେ ଶିଘ୍ର ବିଚାର କରି ଫାଶୀ ଦିଆଯାଉ କାରଣ ଯେଉଁଠି ଆର୍ମି ର ଜବାନ ସୁରକ୍ଷିତ ନୁହଁନ୍ତି ସେଠି ପବ୍ଲିକ ମାନଙ୍କ ଅବସ୍ଥା କଣ ହେବ ଆପଣ ଅନୁମାନ କରିପାରିବେ......? ବିଚାରପତିଙ୍କ ମହୋଦୟ..........

    • @bijaykumarmishra7689
      @bijaykumarmishra7689 หลายเดือนก่อน

      Semiti hoithile ski e abasta ghati nathanta

    • @JAGAMAMALIJS
      @JAGAMAMALIJS หลายเดือนก่อน

      nai bhai fasi nuhe tanku army nku dei dia se border re rakhibe tanku pakistani tanka care nebe

    • @gunabag4587
      @gunabag4587 หลายเดือนก่อน

      Ta jiaa achi ki ,geha taku

    • @itssitaramvlog7082
      @itssitaramvlog7082 หลายเดือนก่อน

      Thik

  • @iknow7753
    @iknow7753 หลายเดือนก่อน +10

    Cuttack ବାଲିଯାତ୍ରା ବେଳେ ବଟି ମାଗିଥିଲା ଆଇଆଇସି ଦୀନକୃଷ୍ଣ

  • @lalit98193
    @lalit98193 หลายเดือนก่อน +18

    ମାମଲା ରୁଜୁ କଲେ କଣ୍ ହେବ ଗିରଫ କରୁ ନାହାନ୍ତି କଣ୍ ପାଇଁ

  • @PratapMangaraj-l8y
    @PratapMangaraj-l8y หลายเดือนก่อน +54

    ଦୀନକୃଷ୍ଣ ପେଟ ଦେଖିଲେ ଜଣାପଡୁଛି ଜଣେ ସଚ୍ଚୋଟ ପୋଲିସ

    • @sagar_khan5
      @sagar_khan5 หลายเดือนก่อน +11

      ତା ମାଇକିନା ଛୁଆ କରିପାରିବନି so ଏ pregnent ଅଛି ଆଉ

    • @shaktinathsatpathy8376
      @shaktinathsatpathy8376 หลายเดือนก่อน

      Baala police

    • @sayedakanizfatma380
      @sayedakanizfatma380 หลายเดือนก่อน

      😂😂😂

    • @Nancypathasala
      @Nancypathasala หลายเดือนก่อน

      Ye sala petuara lalansa besi

    • @soumyopradhan5881
      @soumyopradhan5881 หลายเดือนก่อน

      ​@@sagar_khan5😂😂😂😂😂

  • @sadhudas2758
    @sadhudas2758 หลายเดือนก่อน +24

    କନକ, ଓ ଟିଭି ପିଡିତାର ବୟାନ ଦେଖଉ ନାହାଁନ୍ତି

    • @sipun_darknight
      @sipun_darknight หลายเดือนก่อน

      Bjp ra personal lapdog channel se …semane karibeni

    • @niksharma-ol8ii
      @niksharma-ol8ii หลายเดือนก่อน

      Bayan Sara India re bajuchi ...

    • @rabindrajati8272
      @rabindrajati8272 หลายเดือนก่อน

      We should boycott these channels

  • @swadhikarbetaj3768
    @swadhikarbetaj3768 หลายเดือนก่อน +5

    ସେ ପାପୀ କୁ ଲଙ୍ଗଳା କରି ତା ଲିଙ୍ଗ ରେ ଲଙ୍କାଗୁଣ୍ଡ ପୁରେଇ ଖରା ରେ ଚଲେଇ ଚଲେଇ ନିଆଯାଉ ଓ ସେ ମହୀଳା ପୋଲିସ ସହିତ ମଧ୍ଯ ଅନୁରୂପ ବ୍ୟବହାର କରାଯାଉ ଏବଂ ସଂପୃକ୍ତ ସମସ୍ତ ପୋଲିସ ମାନଙ୍କୁ ପ୍ରଥମେ ଚାକିରୀରୁ ବହିସ୍କୃତ କରାଯାଉ।

    • @jaydharamvlogs
      @jaydharamvlogs หลายเดือนก่อน

      😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @hadibanduprusty8765
    @hadibanduprusty8765 หลายเดือนก่อน +7

    ବେଧଛୁଆଟାର ହାତଗୋଡ ଭାଂଗିଦିଅ

  • @biswaranjanbehera7692
    @biswaranjanbehera7692 หลายเดือนก่อน +23

    Suspended kale 6 months pare puni join karibe kichi lava nahi Direct terminate kara jemiti ta jibanare job paibani au pension bi milibani

  • @pradipray6127
    @pradipray6127 หลายเดือนก่อน +4

    ଏ ଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ପୁରା ପୋଲିସ କିଛି ଶିକ୍ଷା ପାଈବେ

  • @rajendramallick4172
    @rajendramallick4172 หลายเดือนก่อน +45

    ତାକୁ 3 ବର୍ଷ ଜେଲ୍ ହଉ ଆଇଆଇସି କୁ।

    • @pradhanvlog.8163
      @pradhanvlog.8163 หลายเดือนก่อน +9

      3 barsa re kana haba ..mariba jaye jail re rahu..na hele fasi...

    • @santhasekharbal1606
      @santhasekharbal1606 หลายเดือนก่อน

      3barsa nuhna salaku..fasidio...

    • @susantakumarsenapati9752
      @susantakumarsenapati9752 หลายเดือนก่อน

      3 yr kn. Lifelong imprisonment.

  • @GaneshJena-mr1hf
    @GaneshJena-mr1hf หลายเดือนก่อน +6

    IIC ଙ୍କୁ 3 rd degree use ହେବା ଦରକାର , ହେଲେ ଯାଇ ସତ ବାହାରିବ ।

    • @subratjana8563
      @subratjana8563 หลายเดือนก่อน

      Jesaku tesa,nitire iic parivar ku target kara o lady police parivar ku madhya

  • @mihirkmishra166
    @mihirkmishra166 หลายเดือนก่อน +21

    Send the suspended IIC to jail .

  • @SureshPusti
    @SureshPusti หลายเดือนก่อน +1

    ଓଡିଶା ପୋଲିସ୍ ଛି ଛି , ଏ ମାନକୁଂ ଶିଘ୍ର ଜେଲ୍ ହାଜତକୁ ପଠାଜାଉ, ଓଡିଶା ପୋଲିସ୍ ପାଇଁ ଏମାନେ କଳକଂ,

  • @prakashbaral7568
    @prakashbaral7568 หลายเดือนก่อน +4

    ସାଧାରଣ ଲୋକ ଙ୍କ ର ପଇସା ଖାଇ ଚାଲିପାରୁ ନାହିଁ। ପୋଲିସ୍ ପାଇଁ ପୂରାପୂରି ଅନୁପଯୁକ୍ତ |

  • @suparfonyfamily
    @suparfonyfamily หลายเดือนก่อน +3

    କିଛି ବି ହଉ କାହାକୁ ହାତ ଉଠେଇବା ଭୁଲ୍,ବ୍ରିଟିଶ ଶାସନ ନୁହଁ ୟେ

  • @nakulnaik1423
    @nakulnaik1423 หลายเดือนก่อน +17

    ଯେତେ ଲୁଚେଇଲେ ବି ଅସଲ ମୁଖା ଦିନେ ନା ଦିନେ ଖୋଲେ, କର୍ମ ର ଫଳ ଭୋଗିବାରେ କେହି ରୋକି ପାରିବେନି !ଗର୍ବ ଅହଂକାର ଏବଂ ଅତି ଅନ୍ୟାୟ କୁ ଭଗବାନ କେବେ ସହନ୍ତି ନାହିଁ! 🙏🙏ଜୟ ଜଗନ୍ନାଥ 🙏🙏🙏

  • @jitendrakumarswain6259
    @jitendrakumarswain6259 หลายเดือนก่อน +4

    ଏଇଭଳି ଅଫିସର ଙ୍କ ପାଈଁ ଓଡିଶା ବଦନାମ ହଉଛି.......

  • @KulamanisahooSahoo
    @KulamanisahooSahoo หลายเดือนก่อน +10

    ଏ ଶଳା ଙ୍କୁ ଜେଲ ହଉ

  • @srikanta671
    @srikanta671 หลายเดือนก่อน +1

    ପୋଲିସ ଷ୍ଟେସନ ରେ ସୁରକ୍ଷିତ ନାହିଁ ମଣିଷ
    କି ଯୁଗ ହେଲା,,,, କେଉଁ ଜାଗା ସୁରକ୍ଷିତ

  • @dayanidhimahapatra7455
    @dayanidhimahapatra7455 หลายเดือนก่อน +1

    ଏ ଶଳାଙ୍କୂ ପ୍ରଥମେ ଆରେଷ୍ଟ କରାଯାଉ ଏବଂ ଚାକିରିରୁ ବହିଷ୍କୃତ ରାଜ୍ୟ ସରକାର କରନ୍ତୁ, ନହେଲେ ଆମ ମୋହନ ସରକାରରେ କଳଙ୍କ ଲାଗିବ ।

  • @basantarout9538
    @basantarout9538 หลายเดือนก่อน +6

    Crime branch ଉପରେ ଆମର ଭରସା ନାହିଁ, CBI ତଦନ୍ତ କରାଯାଉ, suspend ଦଣ୍ଡ ନୂହେଁ.. ଏଗୁଡା ଙ୍କୁ ଏମିତି ଦଣ୍ଡ ଦିଆ ଯାଉ ଯେମିତି ଓଡିଶା ପୁଲିସ ବହୁତ୍ କିଛି ଶିଖିବ..

  • @pradiptakumarsahoo3930
    @pradiptakumarsahoo3930 หลายเดือนก่อน +3

    ଏହି ଆଇ. ଆଇ. ସି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେତେ ସମ୍ପତି ଏକାଠି କରିଛନ୍ତି ତାର ମଧ୍ୟ ତଦନ୍ତ କରାଯିବ ଉଚିତ୍।

  • @sagarika234
    @sagarika234 หลายเดือนก่อน +10

    Great news...thanku crime branch 👏👏

  • @newstarsvision7754
    @newstarsvision7754 หลายเดือนก่อน +19

    ଭାଇ କେତେ ଲୋକଙ୍କ ଠୁ ଖାଇ ଖାଇ ଶଳା ର ପେଟ କେତେ ବଡ ଦେଖିଲ। ତା ଘରବାଲା ଦେଖୁଛ ନା ନାହିଁ ବେ। ତାକୁ କି ଦଣ୍ଡ ଦରକାର ତୁମେ କୁହ 😂😂

    • @Loki-pg7jr
      @Loki-pg7jr หลายเดือนก่อน

      Bhai thik kahicha

  • @mihirdwivedi8843
    @mihirdwivedi8843 หลายเดือนก่อน +11

    These persons should be send to jail immediately

  • @sorotoka9717
    @sorotoka9717 หลายเดือนก่อน +18

    ଶଳା କୁ ଲଙ୍ଗଳା କରି ରାସ୍ତା ମଝି ରେ ପିଟା ଯାଉ

  • @ranjankumarmohapatra8240
    @ranjankumarmohapatra8240 หลายเดือนก่อน +2

    Jago Advocate bhai jago

  • @ChandanvlogKpr
    @ChandanvlogKpr หลายเดือนก่อน +3

    ଲୋକ ଙ୍କ ଟଙ୍କା ଖାଇ ଖାଇ ପେଟ ବାହାରି ଯାଉଚି। ତାକୁ ଜେଲ କୁ ପଠା ଯାଉ ଚକି ପେଶିବା ପାଇଁ।

  • @amitray8078
    @amitray8078 หลายเดือนก่อน +5

    ଏ ପୋଲିସ ଜଣକ ଆଗରୁ ଭି ଏମିତି କାଣ୍ଡ କରିଥିଵେ, ନ‌ ହେଲେ ଏତେ ସାହସ କେମିତି ହୋଇଥାନ୍ତା। ଯାହାକି କେବେ ପ୍ରକାଶ ପାଇ ନଥିବ, ଏଥର ପାପ ର ଘଡ଼ା ଭାଙ୍ଗିଛି।There should be basic moral training class for the Police,very sad incident for the girl😔😔🙏🙏

  • @Singh77359
    @Singh77359 หลายเดือนก่อน +1

    ପୋଲିସର ପେଟ ବଢିଲେ ଦରମା ବନ୍ଦ ଏମିତି ନିୟମ ହେବାଦରକାର

  • @gautamakumarsahoo5932
    @gautamakumarsahoo5932 หลายเดือนก่อน +2

    ଏହି ଭଳି କିଛି ନିମ୍ନ ମାନସିକତାର ଲୋକଙ୍କ ପାଇଁ ପୋଲିସ ବିଭାଗ ସମାଲୋଚିତ ହେଉଛି, ଏ ମାନଙ୍କୁ ଆଦୌ କ୍ଷମା ଦିଆନଯାଉ।

  • @Maahi-mx3eu
    @Maahi-mx3eu หลายเดือนก่อน +1

    ଦିନବନ୍ଧୁ ନୁହେଁ।ରାତି ବନ୍ଧୁ।

  • @srikantsahoo6563
    @srikantsahoo6563 หลายเดือนก่อน +2

    ଏଗୁଡାଙ୍କୁ army ଫୋର୍ସ କୁ ଦେଇଦେଲେ ସିଏ ୩ୟ ଡିଗ୍ରୀ କଣ ଶିଖେଇ ଦିଅନ୍ତେ।ଆମର ଯବାନ ଙ୍କୁ ସମ୍ମାନ ଦେଇ ଜାଣି ନାହାନ୍ତି।ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଦରକାର।ପାଣ୍ଡୁ ମାର୍କ ପୋଲିସ bjp ସରକାର କୁ ବଦନାମ କରିବାକୁ ଚେଷ୍ଟା ଚାଲିଛି।

  • @prakashbaral7568
    @prakashbaral7568 หลายเดือนก่อน +2

    ଏହି ଭଳି ପୋଲିସ କୁ ରାଜରାସ୍ତାରେ ଠିଆ କରି ଗୁଳି କରି ଦେବା ଦରକାର।

  • @sikanartstudio
    @sikanartstudio หลายเดือนก่อน +1

    Army ଲୋକ ବୋଲି ଏତିକି ହେଲା .... ଭାବନ୍ତୁ ଜଣେ civilian ର ଅବସ୍ଥା କଣ କରନ୍ତି ଏଭଳି ପୋଲିସ ମାନେ .... ଅଭଳି ଖରାପ ବେବହାର ମୁ ନିଜେ ଭୋଗିଛି 😢 ।

  • @mauditripati2254
    @mauditripati2254 หลายเดือนก่อน +3

    କୋର୍ଟ ରୁ ଯେମିତି ଖସିକି ଯାଇପାରିବ ନାହିଁ ସେମିତି କ୍ରାଇମ ବ୍ରାଞ୍ଚ ଏଫୈର କରିବା ଦରକାର

  • @satyanaik7321
    @satyanaik7321 หลายเดือนก่อน +2

    ଅପରାଧୀ ପରି ଜେରା ହୋଇଛି କିଏ ଦେଖିଛି ଆପଣ ମାନେ ଦେଖନ୍ତୁ ଆମେ ଜାଣିବା ଯେତେ ବେଳେ ସେମାନଙ୍କୁ ସମ୍ପୂର୍ଣ ଚାକିରିରୁ ବାହାର କରିଦେଲେ ଜଣା ପଡ଼ିବ ସେମାନଙ୍କ ପ୍ରତି ଠିକ୍ ନ୍ୟାୟ ହୋଇଛି 😂😂😂

  • @ashisdalai2064
    @ashisdalai2064 หลายเดือนก่อน +14

    Banda kati deantu

  • @akpanda833
    @akpanda833 หลายเดือนก่อน +11

    Vigilance should raid this inspector residence. It’s shameful & tarnished image of BJP Govt . How can thrashed a girl & army officer . Nothing would happened if Honourable high court not taken notice of this case .

  • @balaramnatha2249
    @balaramnatha2249 หลายเดือนก่อน +2

    କ୍ରାଇମବ୍ରାଞ୍ଚ ଏ ଘଟଣାକୁ ରଫା ଦଫା କରିଦେବ କାଇକିନା ସେବି ପୋଲିସ୍,ତା ଛଡା ଏ ଘଟଣା ବିଜେପି ସରକାର ଥିବା ଜାଏ କିଛି ନୁହେଁ ଏତ ମେଜର ଆଡଭକେଟ କେସ ଆଗକୁ ଓଡ଼ିଶାର ସାଧାରଣ ଗରିବ ଜନତାଙ୍କ ପାଳି ଅପେକ୍ଷା କର ଆଗକୁ ଆମ ଭଳି କେତେ ଗରିବ ଏମି ମରିବୁ

  • @kasinathbaral6873
    @kasinathbaral6873 หลายเดือนก่อน +5

    IIC should be punished u/s 354 ipc

  • @khalnayak1504
    @khalnayak1504 หลายเดือนก่อน +1

    ମାଗିଆ ପୋଲିସ କୁ ହାତୀ ଦୀଅ

  • @dhirenbhoi3642
    @dhirenbhoi3642 หลายเดือนก่อน +2

    Indian army जिंदाबाद

  • @bijankumarsundaray1462
    @bijankumarsundaray1462 หลายเดือนก่อน +1

    ଖାକି ପୋଷାକ ରେ ରହି ସିଂହ ଭଳିଆ ହେଉଛନ୍ତି କେବଳ ଥାନା ଭିତରେ । ଟିକେ ସାଧାରଣ ପୋଷାକ ପିନ୍ଧି ବାହାରକୁ ବାହାରିଲେ ଚୁ ଭ ଭଳି ହେବେ। ରାଜ୍ୟ ର ଏହି ଭଳି ଶାସନ କରି କରି ଅଭ୍ୟାସ ହୋଇଯାଇଛି। ଏଥିପାଇଁ ମାଓବାଦୀ ବାହାରୁ ଛନ୍ତି।

  • @ambujitpatra007
    @ambujitpatra007 หลายเดือนก่อน +4

    CBI ku handover kara

  • @santoshmohapatra900
    @santoshmohapatra900 หลายเดือนก่อน +2

    ଏ iic କୁ jharpadare ରେ ପୁରା ଯାଉ, ଗୋଟେ ଗୋଟେ ଏ ଚୋର police ku ଜେଲ ରେ ଭର୍ତ୍ତି କଲେ ଏ ମାନେ ସୁଧିରିବେ,

  • @subashchandra5589
    @subashchandra5589 หลายเดือนก่อน +1

    Only Jail❤ ଶଳl ତୋର କେତେ ବଡ଼ ପେଟବେ IIC

  • @sadhudas2758
    @sadhudas2758 หลายเดือนก่อน +19

    ଏ ସତରେ ଦୀନ ଦୁଃଖୀ ଙ୍କ କୃଷ୍ଣ

  • @smallvison
    @smallvison หลายเดือนก่อน +2

    Let's see standard of judiciary and govt of Odisha.

  • @bimalaprasadbhanjasamanta9954
    @bimalaprasadbhanjasamanta9954 หลายเดือนก่อน +1

    ମାଘିଆ ଦିନ କୃଷ୍ନ ତୋ ଘରେ ଗିହଁ

  • @abhiseksahoo9767
    @abhiseksahoo9767 หลายเดือนก่อน +5

    Odisha police needs reform and take exemplary action against such criminal police officers for which whole department suffers and loses public trust.

  • @Riversidebase
    @Riversidebase หลายเดือนก่อน +1

    Old methods of punishment (transfer and suspension)are not enough.
    It's high time guilty police personnel must be treated as criminals and due course of law should be followed strictly.

  • @SumanGemel
    @SumanGemel หลายเดือนก่อน +1

    Good decision ପୋଷାକ ପିନ୍ଧି ଜନସାଧାରଣଙ୍କ କଥା ଶୁଣିବା

  • @smartcollection..3098
    @smartcollection..3098 หลายเดือนก่อน +1

    ସବୁ ପୋଲିସ ଵାଲା ଏଠି ଚୋର ଏମାନଂକୁ କଣ କହିବ

  • @Krushnakar
    @Krushnakar หลายเดือนก่อน +4

    nama Dina krushna ...chhi

  • @mmmm-hl2ye
    @mmmm-hl2ye หลายเดือนก่อน +1

    Ek no 👍

  • @Sai.2016
    @Sai.2016 หลายเดือนก่อน +2

    ପୋଲିସ ମାନେ କରିମିନାଲ କ୍ନୁ ଟପିଗଲେ ସାଧାରଣ ଲୋକେ କାହାକୁ ଭାରସା କରିବେ. ପୋଲିସ ମାନେ ହିଁ କରିମିନାଲ ପାଲିଟି ଗଲେଣି. ବିନା ଲାଂଚ ରେ କାମ ନାହିଁ ନହେଲେ ଓଲଟା ମାଡ

  • @prakashpraharaj2843
    @prakashpraharaj2843 หลายเดือนก่อน +5

    TAKE ACTION

  • @Brijeshmallick
    @Brijeshmallick หลายเดือนก่อน +1

    ଏଗୁଡାକ ନିଜକୁ ମୁଣ୍ଡି ବୋଲି ଭାବୁଛନ୍ତି କିନ୍ତୁ ଆଈନ୍ ଓ ସମ୍ବିଧାନ କୁ ଅପମାନ କଲେ କେହିବି ବଞ୍ଚି ପାରିବେନି

  • @ppsahoo123
    @ppsahoo123 หลายเดือนก่อน +1

    ମୁଖ୍ୟମନ୍ତ୍ରୀ ସିନା ଶାସନ କଲେ ହବ, ଯେମିତି ନବୀନ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ଶାସକ ,ସେମିତି ମୋହନ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ଶାସକ ।

  • @DHANUS360
    @DHANUS360 หลายเดือนก่อน +1

    Verry good ଚାକିରିରୁ ହିଁ ବିଦା କରା ଗୋଲେ ପୁରା ଓଡ଼ିଶା ର ଲୋକେ ଖୁସି ହେବେ

  • @ManjariManjari-p6f
    @ManjariManjari-p6f หลายเดือนก่อน +3

    Custody ku pathao.criminal offences.

  • @srikantsahoo6563
    @srikantsahoo6563 หลายเดือนก่อน +1

    ଏବେ ହେଲା । ଆରେଷ୍ଟ୍ ହୋଇନାହାନ୍ତି ଏପର୍ଯନ୍ତ୍।

  • @nirmalpatnaik5796
    @nirmalpatnaik5796 หลายเดือนก่อน +5

    Life long, punishment, is Required

  • @maheswarjena8845
    @maheswarjena8845 หลายเดือนก่อน +1

    Sir no 1 Desition

  • @satyapradhan8083
    @satyapradhan8083 หลายเดือนก่อน +1

    Shame on it...

  • @PrakashNaik-s9y
    @PrakashNaik-s9y หลายเดือนก่อน +1

    ଶଳା ଆଇ ଆଇ ସି କୁ ଜେଲ ରେ ରଖାଯାଉ

  • @rudranarayanmallick3725
    @rudranarayanmallick3725 หลายเดือนก่อน +1

    Bahut Bahut Bhala Hoichhi..

  • @chittaranjandehury6450
    @chittaranjandehury6450 หลายเดือนก่อน +6

    Removal from service should be needed

  • @simonkujur6654
    @simonkujur6654 หลายเดือนก่อน +1

    3rd ଡିଗ୍ର ଦେଇ କି ପୋଚୋରା ଉଚରା ହେଉଛି କି ନ ହେଲେ କଣ ଜେରେ ଆଗେଇ ପାରିବ

  • @Satyabandhudas7il3sj1r
    @Satyabandhudas7il3sj1r หลายเดือนก่อน +1

    ଦୀନକୃଷ୍ଣ ଲୋକ ଭଲନୁହେଁ arrest କର

  • @satyarout098
    @satyarout098 หลายเดือนก่อน +1

    ଛି ଛିCM
    ଛି ଛି ଓଡ଼ିଶା ପୋଲିସ୍

  • @gabinnaik5985
    @gabinnaik5985 หลายเดือนก่อน +2

    Vigilant checking immediately his property

  • @pratap8516
    @pratap8516 หลายเดือนก่อน +1

    ଏମାନଙ୍କୁ ହାତକଡି ପକାଇ ଖୋଲା ରାସ୍ତାରେ ଚଲାଇ ଚଲାଇ ନେବା କଥା । ଏମାନଙ୍କ ଅପରାଧ ଭୟଙ୍କର ।ଓଡିଶା ପୋଲିସ ପାଇଁ ବଡ଼ ଲଜ୍ଜା ।ଏମିତି ମନୋଭାବ କେମିତି ବଦଳିବ ଚେଷ୍ଟା କରନ୍ତୁ।ପୋଲିସ କଥା ଖଵରକାଗଜ ବି ଭଲ କି ଯାନ୍ଚ ନ କରି ଛାପୁଛନ୍ତି ।କାହାକୁ ବିଶ୍ୱାସ କରିବ ।

  • @ashokkumarnayak-i8q
    @ashokkumarnayak-i8q หลายเดือนก่อน

    Very nice action❤❤❤❤❤

  • @AlekhaPatra-ss7pk
    @AlekhaPatra-ss7pk หลายเดือนก่อน +1

    ଜନତା ମୈଦାନ ରେ ମାଡ ଦରକାର ଶଳାକୁ

  • @madhusudandas2630
    @madhusudandas2630 หลายเดือนก่อน +2

    ଦେଶର ସୈନିକ ଓ ପୂର୍ବତନ ସୈନିକ ମାନେ special target group ରେ SC/ ST, Women ପରି Minority Communityରୁ ଆସୁଥିବାରୁ Minority Community Actର ଦଫା ଅପରାଧୀ ପୋଲିସ୍ ଅଫିସର ଉପରେ ତୁରନ୍ତ ଲାଗୁ କରାଯାଉ।

  • @mini_world9
    @mini_world9 หลายเดือนก่อน +1

    IIC Dina krushna ଙ୍କ ଡଉଲ ଡାଉଲ ପେଟୁଆ ବଦନ ଦେଖି ଜଣା ପଡ଼ୁଛି ଯେ ସେ କେତେ actively nija work karanti , odisha police boli khali ei karmachari nuhn emt aneka achanti au ଅନେକ incident hauchi kintu taha dabiki rahuchi , khali odisha police nuhn ofisha jete b government department sabu ହେଲେ ଠକ .
    ଯାହା ବି ବିଭାଗ ଅଛି ସବୁ ଥିରେ ପ୍ରାୟ 90% ଏଇ ଭଳି ଠକ କର୍ମଚାରୀ ଅଛନ୍ତି .

  • @kalicharanpanda4079
    @kalicharanpanda4079 หลายเดือนก่อน +2

    Should be dissmissed from service as well as taken highest order of criminal offence against IIC and involved police staffs. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @puspanjalipradhan3336
    @puspanjalipradhan3336 หลายเดือนก่อน +1

    ଭଲ ହେଲା ଲଜ୍ଜା ଲାଗୁଛି ପୋଲିସ ମାନେ ଏମିତି କାମ ଛି ଛି

  • @SanjibPandab
    @SanjibPandab หลายเดือนก่อน

    Jay jawan

  • @akpanda833
    @akpanda833 หลายเดือนก่อน +5

    Why not sent to jail & why police did not take sue motto

  • @sukantakumarsahoo9340
    @sukantakumarsahoo9340 หลายเดือนก่อน +2

    Soubhagya brother special request to you,,, please look into sharply this matter,,,, it's a mental influence of state rural police station officers...... Very bad situation of every police station in odisha