ไม่สามารถเล่นวิดีโอนี้
ขออภัยในความไม่สะดวก

Naveen's Brother Applied Old Age Pension ବଞ୍ଚିବା ପାଇଁ ଭତ୍ତା ମାଗୁଛନ୍ତି ନବୀନଙ୍କ ଭାଇ | Odisha Reporter

แชร์
ฝัง
  • เผยแพร่เมื่อ 11 ส.ค. 2023
  • ଯେତେବେଳେ ନିଜ ଭାଇ କଥା ମନେ ପଡୁଛି ଆଖିରୁ ଲୁହ ଝରି ଆସୁଛି। ଏ ଦୁଃଖ ଆଉ କାହାରି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲୀପ ପଟ୍ଟନାୟକଙ୍କ । ଗଣମାଧ୍ୟମରେ ଦିଲୀପ ବାବୁଙ୍କ କାହାଣୀ ପ୍ରସାରଣ ହେବା ପରେ ବି ସାହାଯ୍ୟ ପାଇଁ ଆଗେଇ ଆସିଲେନି ନବୀନ ପଟ୍ଟନାୟକ। ନବୀନ ବାବୁ ଦିଲୀପ ପଟ୍ଟନାୟକଙ୍କୁ ଥରୁଟିଏ ମଧ୍ୟ ଫୋନ କରି ପଚାରିଲେନି
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #Odisha #OdishaReporter #cmbrother #dilippattnaik #CMOdisha #NaveenPattanaik #cuttack

ความคิดเห็น • 987

  • @rabindrarath9474
    @rabindrarath9474 ปีที่แล้ว +124

    ଧନ୍ୟବାଦ ମୁକିମ ବାବୁ ଆପଣଙ୍କ ଶୁଭ ଦୃଷ୍ଟିପାଇଁ ନବୀନବାବୁଙ୍କ ଭାଇ ହିସାବରେ ନହେଲେ ମଧ୍ୟ ଜଣେ ଓଡିଶାବାସୀ ହିସାବରେ ସାଧାରଣ ଅଧିକାରରୁ ବଞ୍ଚିତ କାହିଁକି?ଏଇକି ଆପଣଙ୍କ ସ୍ୱଚ୍ଛ ଶାସନ?

  • @AjayKumar-rr2mv
    @AjayKumar-rr2mv ปีที่แล้ว +192

    ଏଥିରୁ ଜଣା ପଡୁଛି ନବୀନ ପଟନାୟକ କେତେ ହୃଦୟ ହୀନ, ଯେଉଁଠି ଭୋଟ ସେଠି ନବୀନ ଙ୍କ ଯୋଜନା କିନ୍ତୁ ଭୁଲିବା ଠିକ ନୁହଁ ଯେ ନବୀନ ପଟନାୟକ କ୍ଷେତ୍ରରେ ଘଟିବ ନାହିଁ ବୋଲି

  • @bharatasahu1628
    @bharatasahu1628 ปีที่แล้ว +201

    ଅତ୍ୟନ୍ତ ହୃଦୟ ବିଦାରକ

  • @shritammohanty324
    @shritammohanty324 ปีที่แล้ว +488

    ଯୋଉ ମୁଖ୍ୟମନ୍ତ୍ରୀ ନିଜ ଭାଇ କଥା ବୁଝିପାରୁନହିଁ ସେ ଓଡ଼ିଶା ବାସୀଙ୍କୁ କହୁଚି ସମସ୍ତେ ଆମେ ଭାଇ ଭଉଣୀ ଛି ଏମିତିକା ମୁଖ୍ୟମନ୍ତ୍ରୀ କୁ କାହିଁକି ଯିଏ ନିଜ ଭାଇ କଥା ଦେଖିପରୁନି ସେ ପୁଣି ଓଡ଼ିଶା ବାସୀଙ୍କର ଦେଖିବା।

    • @charanmajhi3770
      @charanmajhi3770 ปีที่แล้ว +13

      ​@mukeshcreation800ଇଏ ନବୀନଙ୍କ ବଡ ଭାଇଙ୍କ ପୁଅ...

    • @St.talking
      @St.talking ปีที่แล้ว +1

      ​@mukeshcreation800company chakiri krithile ba... Siye Biju babu ka bada bhai puo

    • @ganeshnayak6851
      @ganeshnayak6851 ปีที่แล้ว +10

      ଛୀ ନବୀନ ପଟ୍ଟନାୟକ ନିଜ ଭାଇ ର ଦୁଃଖ ବୁଝି ନାହିଁ ତ ଓଡିଶା ର ଲୋକର କଥା କାହିଁ ଶୁଣିବ ଛି ଛି

    • @prasantashaoo3475
      @prasantashaoo3475 ปีที่แล้ว +5

      Right

    • @manjuranipatra5597
      @manjuranipatra5597 10 หลายเดือนก่อน +4

      Right chi tanka bhai pania

  • @jyoshnanayak6450
    @jyoshnanayak6450 ปีที่แล้ว +31

    ନବୀନ ବାବୁ ଙ୍କ 5 ଟି ସଚିବ ପାଡ଼ିଆନ ବାବୁ ଆପଣକୁ ମୋର ବହୁତ୍ ଅନୁ ରୋଧ ଆପଣ ଦିଲୀପ ସାର୍ ଙ୍କୁ ସହଯୋଗ କରନ୍ତୁ ସେ ବହୁତ୍ କଷ୍ଟ ରେ ଅଛନ୍ତି

  • @brainlicker5647
    @brainlicker5647 ปีที่แล้ว +47

    ଧନମଣି, ସାଢେ ଚାରି କୋଟି ଓଡିଆ ଭିତରେ ତମେ ନାହଁ, ତେଣୁ ତମ କଥା ବୁଝୁନି । ଲାଜ ମହତ ବଲି ସଳାଙ୍କ ପାଖରେ କିଛି ନାହିଁ , କଣ କରିବା, ୧୦୦୦/- ନେଇ ଭୋଟ ବିକିବାର ଫଳ ।ଜୟ ଜଗନ୍ନାଥ

  • @kabisuryabehera8572
    @kabisuryabehera8572 ปีที่แล้ว +186

    ନବୀନଙ୍କୁ କହିଲେ କିଛି ହେବନି, ପାଣ୍ଡିଆନ ଙ୍କୁ ମୋର ଅନୁରୋଧ ଏଇ ବ୍ୟକ୍ତି ଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ

    • @ashokmohanty7299
      @ashokmohanty7299 3 หลายเดือนก่อน +2

      Bhai pandu ku anurodha Kan pain odisha Kan ta bopa ra

  • @sanjeevdash1287
    @sanjeevdash1287 ปีที่แล้ว +12

    ଧନ୍ଯ ରେ ମୁଖ୍ଯମନ୍ତ୍ରୀ ଧନ୍ଯ ତୋର ମଣିଷ ଜନ୍ମ କାହାପାଇଁ ବନ୍ଚିଛୁ ଯିଏ ନିଜର ଭାଇ ର ହେଇପାରୁନି ସେ କଣ ଓଡିଶା ପ୍ରିତି ରଖିବ ସତଧିକ୍ ତୋର ମୁଖ୍ଯମନ୍ତ୍ରୀ ହେବା।

  • @prasanta600
    @prasanta600 ปีที่แล้ว +436

    ଯିଏ ନିଜ ଭାଇର ନୁହେଁ ସେ କାହାର ନୁହେଁ

  • @jagadishbissoyi206
    @jagadishbissoyi206 ปีที่แล้ว +41

    ଦୀପ ତଳ ଅନ୍ଧାର ଭଳି କଥା କ'ଣ କରାଯିବ ଏଇଟି କେହି କାହାର ନୁହେଁ।

  • @sushantadash2330
    @sushantadash2330 ปีที่แล้ว +30

    ଯାହାକୁ ନିଜ ଭାଇର ଦୁଃଖ ଦେଖା ଯାଉ ନାହିଁ ସେ କେମିତି ଓଡ଼ିଶାରେ
    ଲୋକଙ୍କ ଦୁଃଖ ବୁଝିଥିବା,,ଧନ୍ୟରେ ଭା,,,,,,,ଇ,,,,,,,,,ଧନ୍ୟ । କହୁଛ କଣ ନ ଓଡ଼ିଶା ମୋ ପରିବାର ।

  • @Raja_2114
    @Raja_2114 ปีที่แล้ว +69

    ମାନବିକତା ହଜିଯାଇଛି ନବୀନ ର । ଛି ରେ ନବୀନ ଧୂକ୍ ତ ଜୀବନ

    • @JharanaRay-gf4uc
      @JharanaRay-gf4uc 2 หลายเดือนก่อน

      Maghia chua

    • @user-pf1ks5qr7o
      @user-pf1ks5qr7o 2 หลายเดือนก่อน +2

      Tame Abe gote bada post re rahiba tame Tama duty kariba na Tama bada bapa nka pua ku posiba ta chada se nija duty karu thile jaha ki pura odisha janichi don't mix personal and Perfessional life 😢

    • @Blacktiger248
      @Blacktiger248 2 หลายเดือนก่อน

      Aare Bhai Parabudhia Se Magia Naveena Kn Bujhiba Boka Choda No 1 Odisha ra😜😀😀🤭🤭🤭

    • @subhalaxmi04
      @subhalaxmi04 2 หลายเดือนก่อน +2

      Hmm ମାନବିକତା ନଥିଲା ବୋଲିତ ଘରର ନ ହେଇ ରାଜ୍ୟ ର ହେଇଥିଲା ନବୀନ ....tume ମାନବିକତା ରଖୁଥିବା ଲୋକ ଏବେ ରାଜ୍ୟର ନହେଇ ଖାଲି ମୋ ଘର ମୋ ପିଲା ହବ ଆମେ ଜାଣିଛୁ

  • @jyotilalmartha244
    @jyotilalmartha244 ปีที่แล้ว +89

    ହୁଇସ୍କି ମାରିକି ସଦାବେଳେ ଶୋଇଲେ କଣ ହେବ, ନବୀନବାବୁ ଙ୍କ ପାଖରେ ଖବର ପହଁଞ୍ଚିଲେ ତ , ଛି ଛି ଅହଙ୍କାରୀ ମଦୁଆ ମୁଖ୍ୟମନ୍ତ୍ରୀ

  • @niranjannayak2630
    @niranjannayak2630 ปีที่แล้ว +50

    ଆଜ୍ଞା ଆପଣ କାହା କଥା କହୁଛନ୍ତି, ପାଣ୍ଡିଆନ ତ ସବୁ କିଛି ନବିନ ବାବୁ ରବର ଷ୍ଟାମ୍ପ,ଆପଣ ମାନେ ଖୁସି ତ,

  • @swagatroutray479
    @swagatroutray479 2 หลายเดือนก่อน +56

    ହୁଏତ ଆଜି ୟାଙ୍କ ଲୁହରେ ନବୀନ ବାବୁ ଭାସିଗଲେ,, ଆଉ ବିଜେଡି ଗଡ଼ ଭୁଶୁଡିଗଲା

    • @chittasahu1721
      @chittasahu1721 2 หลายเดือนก่อน +4

      Right

    • @Skybluewindcool
      @Skybluewindcool 2 หลายเดือนก่อน

      ​@@chittasahu1721Right 💯

    • @user-km8uc6wd3m
      @user-km8uc6wd3m 2 หลายเดือนก่อน

      thik katha kahicha Amiti loka Saha Amiti habara thila 😡

    • @user-xr5js9xj3w
      @user-xr5js9xj3w 2 หลายเดือนก่อน

      😂ye ta kebethu kanduchanti ta bjd ebe kain bhasila

    • @ramakrushnaghadei
      @ramakrushnaghadei 2 หลายเดือนก่อน

      Thik katha bhai seithi pain Up re Yogi madhya nija paribarajubanadekha karuthile abe sia b au nahanti😂

  • @biswaranjanbehera3361
    @biswaranjanbehera3361 ปีที่แล้ว +25

    ହେ ମହମହେମା ମୁଖ୍ୟମନ୍ତ୍ରୀ ତମ ଭାଇ କ କଥା tk ଶୁଣ ଭଗବାନ ମଙ୍ଗଳ କରିବେ 🙏🙏🙏🙏🙏🙏🙏🙏🙏🙏🙏🙏

  • @jhasaketanswain6405
    @jhasaketanswain6405 ปีที่แล้ว +71

    ମୂଖ୍ୟ ମନ୍ତ୍ରୀ ମୁହଁରେ ଲଜ୍ୟା ନାଇ ଭାଇ ଆଉ କେତେ ବେଳେ ନବୀନ ବାବୁ ତମେ ବିଧବା ଲୋକ ହିଞ୍ଜିଡ଼ା

  • @SibuCharanSahoo
    @SibuCharanSahoo ปีที่แล้ว +35

    ଯିଏ ନିଜ ଭାଇର ନୁହେଁ ସେ କାହାର ନୁହେଁ 🙏🙏🙏🙏🙏🙏👍👍👍👍👍👍👍👍👍👍👍👍

    • @Dalugaming
      @Dalugaming ปีที่แล้ว

      Bhai pubg khela ki tame

  • @somanathkhara8368
    @somanathkhara8368 11 หลายเดือนก่อน +29

    ଆଜିର ଯୁଗରେ ଭାଇ ହୋଇଛି ଭଗାରୀ ,ଧନୀ ହୋଇଛି ଟାଉଟାରୀ, ମନ୍ତ୍ରୀ ହୋଇଛି ଶିକାରୀ,ଧାର୍ମିକ ହୋଇଛି ଭିକାରୀ।

  • @bharatasahu1628
    @bharatasahu1628 ปีที่แล้ว +39

    ମାଗୀହା ସୁବାସ ସିଂ
    ଖାଲି କଥା ବଡ଼

  • @user-od2fi5nt6u
    @user-od2fi5nt6u ปีที่แล้ว +41

    ରାଜ୍ୟ ସରକାର ଙ୍କୁ ଆମେ ଅନୁରୋଧ କି ଆପଣ ଙ୍କ ଭାଇ ଙ୍କୁ ସବୁ ସହାୟତା ଯୋଗାଇବ ଆ କୁ ଅନୁରୋଧ

  • @kedarnathmohantychoudwar6495
    @kedarnathmohantychoudwar6495 ปีที่แล้ว +84

    ଯିଏ ନିଜ ଭାଇର ଦୁଃଖ ବୁଝୁନି ହେଲେ ଓଡ଼ିଶା ବାସୀଙ୍କ ଦୁଃଖ କଣ ବୁଝିବ 🤔🤔🤔🤔

  • @tankadharbhatra6012
    @tankadharbhatra6012 ปีที่แล้ว +42

    From this situatio n the odisha people should try to under stand the heart of our cm Nabin patnaik.

    • @golapchandrasahu1297
      @golapchandrasahu1297 ปีที่แล้ว +7

      ଏମିତି ମୁଖ୍ୟମନ୍ତ୍ରୀ କୁ ମୂର୍ଖ ମନ୍ତ୍ରୀ କୁହାଯାଏ ।

  • @chucu123
    @chucu123 ปีที่แล้ว +79

    ନବୀନ ଵଂଶ କୋଟିପତି ହେବା କଥା ହେଲେ, କାଇଁ ନିଜ ଭାଇ ର କଥା ଏମିତି ଦେଶର ମୁଖ୍ୟମନ୍ତ୍ରୀ ହେଲେ କେମିତି ?

  • @SubhransuBehera-xc4ie
    @SubhransuBehera-xc4ie ปีที่แล้ว +177

    ଏମିତି ଫାଲତୁ ମୁଖ୍ୟ ମନ୍ତ୍ରୀ ଦୁନିଆରେ ବିରଳ

    • @amarmoharana875
      @amarmoharana875 2 หลายเดือนก่อน

      କାରଣ ନିଜ ଭାଇ ଙ୍କୁ କୌଣସି ଆର୍ଥିକ ସାହାଯ୍ୟ ଯୋଗାଇ ନ ଥିବା ନବୀନ ପଟ୍ଟନାୟକ କିପରି ଜଣେ ଯୋଗ୍ୟ ମୁଖ୍ୟମନ୍ତ୍ରୀ

  • @SameerKumar-yo5rb
    @SameerKumar-yo5rb ปีที่แล้ว +22

    ହେ ପ୍ରଭୁ 😢😢😢😢😢

  • @pratapdipu9197
    @pratapdipu9197 ปีที่แล้ว +31

    କଥାରେ ଅଛି ଯେମିତି ମାତୃଭୂମି ମାତୃ ଭାଷାରେ ଯାହା ର ସହୃଦୟ ଜନମି ନାହିଁ
    ତାକୁ ‌ଯଦି ଆମେ ଗ୍ଯାନି ରେ ଗଣିବା
    ଅଗଯନି ରହିବେ ନାହିଁ
    ତେଣୁ ଯିଏ ଘର କଥା ସମ୍ଭାଳି ପାରୁନି ସେ କଣ ରାଯୟ ସମ୍ଭାଳି ବେ

  • @bhanupratapdwibedy4260
    @bhanupratapdwibedy4260 ปีที่แล้ว +20

    ହେ ପ୍ରଭୁ ଏ ନବିନା କୁ ଶୀଘ୍ର ନେଇ ଯା ।ଦୁନିଆ ପାଇଁ କଳଙ୍କ ଏ ମାଇଚିଆ ।

  • @debasishtripathy7133
    @debasishtripathy7133 ปีที่แล้ว +28

    😢 ଏଇଭଳି ପରିସ୍ଥିତିରେ ରାଜ୍ୟର ଅନେକ ବରିଷ୍ଠ ନାଗରିକ ପିଡୀତ। ରାଜ୍ୟ ସରକାର ସେମାନଙ୍କ ଚିକିତ୍ସା ର ସୁବନ୍ଦୋବସ୍ତ କରିବା ଦରକାର। ରାଜ୍ୟ ସରକାରଙ୍କ ନିକଟରେ ନମ୍ର ନିବେଦନ

  • @BIKRAMKESHARISAHOO-eh3bv
    @BIKRAMKESHARISAHOO-eh3bv 2 หลายเดือนก่อน +4

    ଖୁବ ସୁନ୍ଦର ଭଲ ଆଉ ତାଜା ଖବର ବହୁତ ଦୁଃଖ ଓଡିଶା ର ବରପୁତ୍ର ବିଜୁ ବାବୁଙ୍କ ସ୍ବପ୍ନ ଅଧୁରା ଏ ସ୍ବପ୍ନ କୁ ଯିଏ ପୁରା କରୁଛି, ମୁଁ ତାଙ୍କୁ ହୃଦୟ ର ଗଭୀରତମ ପ୍ରଦେଶରୁ ପ୍ରଣାମ ଜଣାଇବାସହ ସାଧୁବାଦ ଜଣାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଅନେକ ଯୋଜନା ଭିତରୁ ନିଜ ପରିବାର ପାଈଁ ଗୋଟେ ଯୋଜନା ବାହାର କରିଦିଅନ୍ତୁ, ତାଙ୍କ ପାଖରେ ଥିବା ପାଣ୍ଡୁ ବାବୁ ଙ୍କୁ 700କୋଟି ରୁ ଉର୍ଦ୍ଧ ଟଙ୍କାର ମଲିକ ବନାଇଛନ୍ତି କିନ୍ତୁ ଦୁଃଖର ଖବର ନିଜ ଭାଇଙ୍କୁ 500ଶହ ଟଙ୍କl ମାସିକ ଭର୍ତ୍ତା ର ମଲିକ କରନ୍ତୁ ଏହି ଶୋଚନୀୟ ଅବସ୍ଥା ରେ ଓଡିଶା ବlସି ଆଶୀର୍ବାଦ ଦେବା ର କୋଟି ପାହାଚ ଆଗରୁ ନିଜ ଭାଇ ପ୍ରଥମେ ଆଗଧାଡିର ପ୍ରଥମେ ଥିବେ ଭାଇଙ୍କ ହୃଦର କୋହ କୁ ପ୍ରଥମେ ବୁଝନ୍ତୁ ଭାଇ କେମିତି ଅବସ୍ଥାରେ ଅଛନ୍ତି ଆଉ ମହୋଦୟ ମୁଖ୍ୟ ମନ୍ତ୍ରୀ ରାଜକିଅ ଖାଦ୍ୟ କ୍ଷୀରିପୁରୀ ଖାଇ ଆନନ୍ଦ ରେ ବିଜୁ ବାବୁ କଣ ଏଇଆ ସ୍ବପ୍ନ ଦେଖିଥିଲେ ଯେ ତାଙ୍କ ପରିବାର ଭର୍ତ୍ତା ଟିଏ ପାଈଁ ଦିନେ ଡହଳ ବିକଳ ହେବାକୁ ପଡିବ ପିଠା ଯୋଜନା କଲେଜେ ଝିଅ ଙ୍କୁ ପାଣ୍ଡୁ ବାବୁ ଙ୍କୁ ପଠାଇ ଥେଇ ଥେଇ ହୋଇ ନାଚିବା ଯୋଜନା, ପ୍ରତି ପଂଚାୟତ ରେ ମଦ ଲାଇସେନ୍ସ ଦେଇ ମଦଭାଟି ଯୋଜନା ଟାଙ୍କିକିଆ ଚାଉଳ ଯୋଜନା, ୫ଟଙ୍କିଆ ମିଲ ଯୋଜନା ଗୋଷ୍ଠି ମହିଳା ଙ୍କୁ ମାଗଣାରେ ଅନେକ ଯୋଜନା କେତେ ଯୋଜନା ନିଜ ପରିବାର ପାଈଁ ଗୋଟେ ଯୋଜନା କରନ୍ତୁ, ନହେଲେ ନିଜ ପକେଟ ରୁ କିଛି 100ଟଙ୍କା କିମ୍ବା 200ଟଙ୍କା ଦବାର ଯୋଜନା ଟିଏ କରିକି ଦେଖାଇ ଦିଅନ୍ତି ଓଡିଶା ବାସୀଙ୍କୁ, ତା ପରବର୍ତ୍ତୀ ସ୍ଲୋଗାନ ଦେବେ ନିଜ ପରିବାର ଲୋକଙ୍କୁ ନିଜ ଭାଇଙ୍କୁ ଆପଣ ମାନେ ଖୁସିତ 😂😂😂😂😂😂😂😂😂😇😇😇😇😇😇😇😇😇👌🏻👌🏻👌🏻👌🏻👍🏻👍🏻👍🏻👍🏻👍🏻💪🏻💪🏻💪🏻💪🏻💪🏻💪🏻💪🏻💪🏻💪🏻💪🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻👌🏻👌🏻👌🏻👌🏻👌🏻 ମୁଁ ଅଜ୍ଞା ପାଣ୍ଡୁ ବାବୁ ନୁହେଁ ଆପଣ ଙ୍କୁ ଅନେକ ବଜେଟ ଉପଦେଶ ଦେଇ ପାରିବି 🙏🏻ମୁଁ ସାଧାରଣ ଜନତା ସାଧାରଣ ଜ୍ଞାନ ଛୋଟିଆ ଉପଦେଶ ଟିଏ ଦେଇଛି ଭଲ ଲାଗିଲେ ପାଣ୍ଡୁ ବାବୁଙ୍କୁ ପଚାରି ବୁଝିବେ ତା ପରେ କାର୍ଯ୍ୟକାରୀ କଥା ଚିନ୍ତା କରିବେ କାରଣ 25ବର୍ଷ ଆପଣ ଓଡିଶା ବାସୀଙ୍କୁ ଶାସନ କଲେଣି ଆଉ ଅନେକ OAS,IAS, IPS ଅଛନ୍ତି ଆପଣ ଙ୍କ ପାଖରେ କିଛି ଅସୁବିଧା ହେବନି 🙏🏻. ମାନ୍ୟବର ମୁଖ୍ୟ ମନ୍ତ୍ରୀ
    ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଓଡିଶା ସରକାର 🙏🏻

  • @basantmalick9799
    @basantmalick9799 2 หลายเดือนก่อน

    ନବୀନଙ୍କ ଏହି ଗୁଣ ପାଇଁ ଆଜି ଧରାସାଇ ଠିକ୍ ହେଇଛି। କଥାରେ ଅଛି ଜେସା କର୍ନି ଓସା ଭର୍ନି। ଜୟ ଜଗତରନାଥ🙏🙏🙏🙏

  • @aisuryapanda8184
    @aisuryapanda8184 ปีที่แล้ว +87

    ମହାଗିଆ, ନବୀନ,କିଛି, କରିବନି

  • @fakirmohansahoo2079
    @fakirmohansahoo2079 ปีที่แล้ว +4

    ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @sanam151
    @sanam151 ปีที่แล้ว +6

    ମାଘିଆ ନବୀନ ତୋତେ ଭଗବାନ କେବେ ସହିବେନି ଜୟ ଜଗନ୍ନାଥ 🙏🙏

  • @manojjena2858
    @manojjena2858 2 หลายเดือนก่อน +2

    😢😢😢। ଜୟ ଜଗନ୍ନାଥ ଭରସା 🙏 🙏 ନବୀନ ପଟ୍ଟନାୟକଙ୍କ

  • @aisuryapanda8184
    @aisuryapanda8184 ปีที่แล้ว +17

    ମୋକିମ୍,sir, କିଛି,କରନ୍ତୁ,କଟକ,mla

  • @trilochansha9836
    @trilochansha9836 11 หลายเดือนก่อน +4

    ଛି ଛି ବୋହୁତ ବଡ଼ ନିନ୍ଦନିୟ 🙏🏿🙏🏿🙏🏿ଜୟ ଜଗନ୍ନାଥ 🙏🏿

  • @premchandmahanta9398
    @premchandmahanta9398 ปีที่แล้ว +17

    ଆରେ ନବିନ ଭାଇ ଭଉଣି ର ଆଖି ଲୋହରେ ଭାସି ଯିବ । କେବଳ ପାଣ୍ଢିଆନ୍ ମନେ ରଖିବ ,କାରଣ ଓଡିଶାର ଟଙ୍କା ରେ ପାଣ୍ଢିଆନ୍ ଆଜି ହଜାର ହଜାର କୋଟିର ମାଲିକ ,ଓଡିଶା କାନ୍ଦୁଛି ନବିନ ପାଇ ।

  • @AshutoshroutrayAr
    @AshutoshroutrayAr 11 หลายเดือนก่อน +2

    ଆପଣମାନଙ୍କ ହାତରେ ଓଡିଶା ଭବିଷ୍ୟତ 2024 ନିର୍ବାଚନ

  • @BhubaneswarBehera-nr8ir
    @BhubaneswarBehera-nr8ir ปีที่แล้ว +16

    ଯେଉଁ ମୁଖ୍ୟମନ୍ତ୍ରୀ ନିଜଭାଇ ଙ୍କ ଦୁଃଖରେ ସାଥି ହୁଇ ପାରୁନି ସେ ଓଡିଶାବାସୀଙ୍କ କଥା କଣ? ବୁଝିବ 😵

  • @salmontudu9152
    @salmontudu9152 ปีที่แล้ว +8

    God bless you

  • @bastabkumar05
    @bastabkumar05 2 หลายเดือนก่อน +2

    ସେ ନବୀନ ଙ୍କ ନିଜ ଭାଇ ନୁହନ୍ତି ତ ସେ personal step Kain nebe ପ୍ରଶାସନ ନବ
    ଆଞ୍ଚଳିକ ବିଧାୟକ ନବ
    ସବୁ ସ୍କିମ ତାଙ୍କୁ ଯୋଗାଇଦେବା ସ୍ଥିନୀୟ ନେତା

  • @Santoshkumarsuna92
    @Santoshkumarsuna92 ปีที่แล้ว +5

    ପ୍ରଭୁ ଏହି ଆଜ୍ଞା ଙ୍କୁ ଦୟା କରନ୍ତୁ

  • @amitnayak9963
    @amitnayak9963 ปีที่แล้ว +11

    ୪ କୋଟି ଭିତରେ ଦିଲୀପ ପଟ୍ଟନାୟକ ନାହାନ୍ତି ବୋଧେ...
    ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ତାଙ୍କ ସହଯୋଗୀ ମାନଙ୍କୁ...ସବୁ ଶୁଣିଲା ପରେ ବି କେମିତି କିଛି ସହାୟତା ମିଳିନାହିଁ. 😢😢😢

  • @sasmitamuduli5348
    @sasmitamuduli5348 ปีที่แล้ว +11

    ନବୀନ ପଟ୍ଟନାୟକଙ୍କ ର କିଛି ଉପାୟ ନାହିଁ, ସବୁ ପାଣ୍ଡିଆ ଖେଳ

  • @lingarajdalua524
    @lingarajdalua524 ปีที่แล้ว +6

    ତମଭାଇ ତ ଅନ୍ୟ ରାଜ୍ୟ ଭଳିଆ ୨୦୦୦ ୩୦୦୦ କରି ପକେଇ ଚି ତେଣୁ ତମର ପୁରା ବଳିବ ଏକା ବେଳକେ ୫୦୦ ଛିଣ୍ଡେଇ କି ଦ ଉଚି ଆରେ ଅଲାଯୁଗ ଦିଲୀପ ବାବୁ ଟିକେ ବୁଝି ବାକୁ ଚେଷ୍ଟା କର ତମ ନବୀନା ଭାଇ କେତେ ଜେ ପରିବାର କୁ ରାଣ୍ଡ କରିଚି ଗଣିତରେ ତାର ସଂଖ୍ୟା ନାହିଁ କେତେ ବେକାରୀ କେତେ ମଦୁଆ କେତେ ଗୁଣ୍ଡା ବଦମାସ୍ କେତେ ବେଶ୍ୟା ସେ ସ୍ରୁଷ୍ଟି କରିଚି ଆରେ ତାକୁ ମଦ ମାଉଁସ କରିବାକୁ ବେଳ ନାହିଁ ସେଦୁନିଆର ଖବର କଣ ଦେଖୀବ ଆରେ ଫରେନର୍ ଟା ପରା ଜାହାର ଓଡ଼ିଆ ନିଜ ମାତ୍ରୁଭାଷା ପ୍ରତି ମମତା ନାହିଁ ସେଲୋକ ମଣିଷ ନୁହେଁ ଅସୁର ବର୍ଣ୍ଣ ସଙ୍କର ଜାରଜ ଆଉ ସବୁଠୁ ଭୁଲ୍ ହେଲା ଦୁଃଖ ର ବିଷୟ ଏପ୍ରଲୋଭିତ ମୁର୍ଖ କୁକୁର ରୂପି ଓଡ଼ିଆ ସଳା ୟାଙ୍କ ପାଇଁ ଓଡ଼ିଶା ଟା ପୁରା ଛାରଖାର ହେଇଗଲା ରାଣ୍ଡିଆନ ତ ଗଣତନ୍ତ୍ର କୁ ଗୋଇଠା ମାରି ଭାଙ୍ଗି ଦେଲା ଜଗନ୍ନାଥ ଭରସା ତାଙ୍କ ସମ୍ପତ୍ତି ତ ବିକିଦେଇଚି ମୁଁ ତାଙ୍କ କଥା କଣ କହିବି ଧନ୍ୟ ତମ ଭାଇ

  • @rtiger189
    @rtiger189 2 หลายเดือนก่อน

    ଆରେ ଭାଇ ...ଜନତା ଙ୍କ ପାଇଁ ,ନିଜ ଭାଇ କୁ ବି ଭୁଲିଗଲେ କି। କାରଣ..ଆଗ ଜନତା ପରେ ଘର କଥା । Thanks Nabin sir.

  • @bhagabatsahoo3066
    @bhagabatsahoo3066 ปีที่แล้ว +14

    ନବୀନ କାଦର୍ଜ୍ରୟ ଚରିତ୍ର ଆମେ ଜାଣି ନୁ ଓଡିଶା ଲୋକ ବି ଜଣୀ ନାହାଁନ୍ତି। ଛି ଛି ଛି।

  • @Manojsahukrishna
    @Manojsahukrishna ปีที่แล้ว +10

    ନବୀନ ବାବୁ ଙ୍କର ଅହଙ୍କାର ମୁଣ୍ଡ କୁ ଚଢ଼ିଗଲାଣି ଜୟ ଜଗନ୍ନାଥ 🙏

  • @biswakalyandash1672
    @biswakalyandash1672 ปีที่แล้ว +1

    2024 election ପାଇଁ ନବୀନଙ୍କ ଚାଲ।

  • @GitanjaliPagad-xg3zw
    @GitanjaliPagad-xg3zw 2 หลายเดือนก่อน

    ସମୟ ଆସିଯାଇଛି ଦୁଇ ଭାଇଙ୍କୁ ଗୋଟିଏ ଡ଼ଙ୍ଗାରେ ବସେଇ ଦିଅ

  • @rameshchandradash4605
    @rameshchandradash4605 ปีที่แล้ว +33

    Very sad to say as aCM brother how can he live in our society,

  • @dibyadattarout6824
    @dibyadattarout6824 2 หลายเดือนก่อน +1

    ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଙ୍କ ଭଉଣୀ ଖବର ମଧ୍ଯ ନିଅନ୍ତୁ ସେ ବି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି

  • @raaz6447
    @raaz6447 2 หลายเดือนก่อน +1

    ହେ ନବୀନ ବାବୁ ଓଡ଼ିଶା ବାସୀ ସେବା କରି କରି,, ଭାଈ କଥା ମାନେ ପଡିଲାନି,,, କିନ୍ତୁ ଓଡ଼ିଶା ବାସୀ ଆପଣ ଙ୍କୁ ଏବେ କେତେ କଥା କହିବେ

  • @satpathysusama9316
    @satpathysusama9316 ปีที่แล้ว +4

    ନବୀନ patnayk ବହୁତ nistur

  • @Dilu589
    @Dilu589 ปีที่แล้ว +2

    ଖାଲି ରାଜନୀତି କଲ ନବୀନ ବାକୁ
    ନା ଓଡ଼ିଶା ଲୋକଙ୍କ ଦୁଃଖ ବୁଝିଲ
    ନା ଗରିବ ଦୁଃଖ ବୁଝିଲ
    ନା ନିଜ ଭାଇ ର ଦୁଃଖ ବୁଝିଲ
    ଖାଲି ଏଇଆ ଦେଖିବାକୁ ବାକି ଥିଲା !

  • @tapasranjanmohanty568
    @tapasranjanmohanty568 11 หลายเดือนก่อน +1

    ନବୀନ ବାବୁ ତମେ କେମିତି ଲୋକ ଭାଇ tiku ଟିକେ ଧ୍ୟାନ ଦିଅନ୍ତୁ 🙏🏼🙏🏼🙏🏼🙏🏼

  • @prasantkudas3438
    @prasantkudas3438 2 หลายเดือนก่อน +1

    ନବୀନ କୁ love କରୁଥିବା ମାଇକିନାମାନେ ଦେଖରେ

  • @pravatimedia2909
    @pravatimedia2909 ปีที่แล้ว +6

    କାନ୍ଦ କାନ୍ଦ ଆହୁରି କାନ୍ଦ, ତୁମେ ଯେତେ କାନ୍ଦିବ ସେ ଆହୁରି ସେତେ ହସିବେ।

  • @Hi-techCityDiaries
    @Hi-techCityDiaries 11 หลายเดือนก่อน +7

    There is no great life at odisha in India because of poor politics .I am from odisha but I love Telangana .Jay Jagannath 🙏🙏🌹🌹

  • @gaganbiharinayak8713
    @gaganbiharinayak8713 10 หลายเดือนก่อน +2

    ମହମ୍ମଦ ମୋକିମ୍ ଭଳି ଲୋକ ଜନ୍ମ ନିଅନ୍ତୁ । ସେମାନେ ଦାରିଦ୍ର୍ୟ ପରିବର୍ତ୍ତନ ର ମସିହା ହୁଅନ୍ତୁ । ଯେଉଁମାନେ ମାତ୍ରାଧିକ ସଂଖ୍ୟାରେ ବିଦେଶୀ ସହିତ ଲଢି ସହିଦ ହୋଇଥିଲେ ।

  • @Sabara458
    @Sabara458 2 หลายเดือนก่อน +1

    ନବିନ ମାଗିହା ଏତେକଷ୍ଟ ଦେଉଛି, ଛି

  • @sabatstore3295
    @sabatstore3295 ปีที่แล้ว +12

    Banjha ki Jane Prasaba Bedana ,,Nabeen hinjida Ra Nijara ta Paribar Nahin,, :

  • @mrarakhita
    @mrarakhita ปีที่แล้ว +3

    ସେ ନିଜ ଭାଇର ନୁହଁ ତ ସେ Mg Naveen କାହାର ନୁହଁ....😢 ଆଶା କାହା ଠାରୁ କରିବା ନୁହଁ....

  • @mrgkff7676
    @mrgkff7676 11 หลายเดือนก่อน +2

    ରାମ କଂ ଶରଣ ଜା ବିଭୀଷଣ ଭାଇ

  • @s....p7120
    @s....p7120 2 หลายเดือนก่อน

    Nabin sir best CM odisha

  • @panky5150
    @panky5150 ปีที่แล้ว +9

    extreme painful and emotional situation... brother should help him immediately bec GOD is there and he is seeing all .....

  • @baliasahu759
    @baliasahu759 ปีที่แล้ว +3

    ଭାଇ ମୁ first time ଦେଖିଲି ଆମର ମୁଖ୍ୟମନ୍ତ୍ରୀ ଙ୍କ ଭାଈ ଙ୍କ ଏପରି ପରିସ୍ଥିତି .......
    ହେଲେ dilip pattanayak sir nka kehi pua jhia achantii na nahii ..... ମୁଁ ଟିକେ ଜାଣିବାକୁ ଚାହୁଁଛି 😢😢😢😢

    • @asishrout7911
      @asishrout7911 ปีที่แล้ว

      se marg କରିନାହାନ୍ତି

  • @jagannathrout3866
    @jagannathrout3866 ปีที่แล้ว +1

    JAY Jagannath

  • @KishoriJani-sx6cp
    @KishoriJani-sx6cp 2 หลายเดือนก่อน

    Jay Naveen Jay bharat❤❤❤

  • @narendrahembram4495
    @narendrahembram4495 ปีที่แล้ว +6

    Asusth Bhaiku Bipada Bele Sahaja Nakariba Ata Odisa Ra Mukhya Saskruti A Ghatana Samajra jubapidhinku Kharap Barta Jauchhi......

  • @sujataray3525
    @sujataray3525 ปีที่แล้ว +5

    Nabin pattanaik bahut bada papa karuchanti god kebebi tankuKhyama.karibeni.

  • @sapankumarsundaray3045
    @sapankumarsundaray3045 2 หลายเดือนก่อน +1

    ଦେଖରେ ବି. ଜେ. ଡି. ଦଳ. ଟିକିଏ ଲଜ୍ୟା ସରମ ଲାଗୁନି

  • @samratkishorbhoi7040
    @samratkishorbhoi7040 ปีที่แล้ว +1

    ଜୟ ଭାରତ ମାତା, ଜୟ ଆପ

  • @sanjeetp77
    @sanjeetp77 ปีที่แล้ว +5

    I don't think it is good to drag Naveen Patnaik..he is not his own brother..it is good to help him..but not as Naveen brother..anyway Naveen hardly care about anybody..but don't speculate about cm brother...

  • @taranisensutar8065
    @taranisensutar8065 ปีที่แล้ว +12

    There are so many people in the world having own kindreds in the status of millionery but they are living under very critical proverty line,never approaching to their kindreds for any help from the self prestige conscious point of view.

  • @SSin1234
    @SSin1234 11 หลายเดือนก่อน +2

    ଅଜବ ଏ ମଣିଷ ସମାଜ ରକ୍ତ କୁ ରକ୍ତ ନ ଚିଂହୁ ନି ମାନେ ଆଉ କିଏ କାହାର ନୁହ ଏଠି

  • @SubashchandraDas-vu3zr
    @SubashchandraDas-vu3zr 11 หลายเดือนก่อน +2

    ଧିକ୍ ତୋ ଜୀବନ। ନିଜ ଭାଗର ହେଲୂନି ତ ଏ ଓଡ଼ିଆ ମାନଙ୍କ ପାଇଁ କଣ କରିବୁ। ଛି ଲଜ୍ଜା ଲାଗୁଛି ।

  • @bijayarout6485
    @bijayarout6485 ปีที่แล้ว +5

    Nabin naka bibeka Pandian nka pakhare bandha padichhi

  • @MrSakti85
    @MrSakti85 ปีที่แล้ว +3

    କୋଡିଏ ବର୍ଷ ତଳେ କୋଉଠି ଥିଲ, କକା ପୁଅ ଭାଇ ବୁଢା ବେଳେ ଖୋଜା ପଡିଲା, ବିଜୁ ବାବୁ ଙ୍କ ଖରାପ ସମୟ ରେ କୋଉଠି ଥିଲ

    • @Abhijit29
      @Abhijit29 2 หลายเดือนก่อน

      Biju babu 50 barsha talu bhi rich thile.

  • @saradakar7010
    @saradakar7010 2 หลายเดือนก่อน +1

    ରାଜ୍ୟକୁ ସବୁ ଅଜାଡି ଦେଲେ, ପଇସା ସରିଗଲା

  • @ChiranjibiSethi-yf5hw
    @ChiranjibiSethi-yf5hw 2 หลายเดือนก่อน

    Jay jagannath

  • @bijayanandadash5344
    @bijayanandadash5344 ปีที่แล้ว +4

    Kindly open an bank account and display account details.

  • @skmstorywriter6400
    @skmstorywriter6400 ปีที่แล้ว +3

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହ ସେ କେବଳ ଚେୟାର ଜଗା 🐏 ମେଣ୍ଢା, ଖାଇବ ପିଇବ ଶୋଇବ,

  • @narayanbarik6392
    @narayanbarik6392 2 หลายเดือนก่อน

    ରାଜା ରାମ ଙ୍କ ନୀତୀ ରେ ନବିନ ❤🙏

  • @khageswarnaik7540
    @khageswarnaik7540 ปีที่แล้ว +3

    Nabin budha kahi gala bo odsha r sadhe chari koti lok mor kahuchhi dekhila belku ta bhaiku dekhi paru nahi

  • @TRINATHA7074
    @TRINATHA7074 ปีที่แล้ว +5

    ବାହା କାହିଁକି ହେଲନାହିଁ
    ଜାଣି ନ ଥିଲ କି ଆପଣ ଦିନେ ବୁଢ଼ା ହେବି ବୋଲି
    ବୁଢ଼ା ସମୟରେ ସାହାରା ଲଡା ହେବ ବୋଲି।
    ବାହା ହେଇଥିଲେ ଏତେ ଅସୁବିଧା ପାଇନଥାଆନ୍ତ
    ନିଜର ଝିଅ କି ପୁଅ ଯିଏ ହେଲେ ଜଣେ ଖାଇବାକୁ ଦାନା ଦେଇଥାନ୍ତା।

    • @Abhijit29
      @Abhijit29 2 หลายเดือนก่อน

      Tora chhua pacharibe guarantee kana

  • @sarojkumarnayak1166
    @sarojkumarnayak1166 2 หลายเดือนก่อน

    He jaganath

  • @sabanaparween7352
    @sabanaparween7352 2 หลายเดือนก่อน

    ❤❤❤❤❤❤ love you brother

  • @PrafullakumarNayak-dk9ef
    @PrafullakumarNayak-dk9ef 2 หลายเดือนก่อน

    Yes right

  • @narayanbarik6392
    @narayanbarik6392 2 หลายเดือนก่อน

    କିଛି କହିବା ପୂର୍ବରୁ ଥରେ ଭାବନ୍ତୁ କାହିଁକି ନା ଆପଣ ମାନଙ୍କର ସମସ୍ତଙ୍କର ସମୟ୍ ଥରେ ଏମିତି ନିଶ୍ଚୟ ଆସିବ
    ଜୟ ଜଗନ୍ନାଥ ❤🙏

  • @govindakusulia7741
    @govindakusulia7741 11 หลายเดือนก่อน

    ନବୀନ ପଟ୍ଟନାୟକ ବେକାର ମୁଖ୍ୟ ମନ୍ତ୍ରୀ ନିଜ ଭାଇଙ୍କୁ ପଚାରୁ ନାହାଁନ୍ତି ଲୋକଙ୍କ କଥା କିଏ ପଚାରେ

  • @prashantabeheraprashantabe6751
    @prashantabeheraprashantabe6751 ปีที่แล้ว +1

    ନବୀନ ବାବୁ ଆପଣ କି ପ୍ରକାର ଭାଈ ଯିଏ ନିଜ ଭାଇଙ୍କୁ ଦେଖିନାହାନ୍ତି ସିଏ ଦେଶ ବାସୀଙ୍କୁ କଣ ଦେଖିବେ ଛି ନବୀନ ବାବୁ ଆପଣଙ୍କ ସାସନକୁ

  • @prasantakumar6857
    @prasantakumar6857 ปีที่แล้ว +2

    ନବୀନ ବାବୁ ତମ ଦରମାରୁ 1%ଦେଲେ ସେ ଚଳି ଯିବେ l ଭାଇ କୁ ଟିକେ ଅନା ହେ l ନହେଲେ ଭାଇ ସମ୍ପର୍କ ରେ ଫାଟ ତମେ ସିଖେଇବ ସାରା ଓଡ଼ିଶାକୁ l ତାଙ୍କ ପାଇଁ କିଛି ସରକାରୀ ସୁବିଧା କରିଦିଅ l

  • @ninaranibehera2806
    @ninaranibehera2806 2 หลายเดือนก่อน

    ସେଇଥି ପାଇଁ କୁହାଯାଇଛି ଭାଇ ହେଉଛି ଭଗାରି

  • @prajeenapati495
    @prajeenapati495 2 หลายเดือนก่อน

    ଇଂରାଜୀ ପାଠ ପଢିଲେ ନିଜ କଣ ସେ କେବଳ ନିଜ ସ୍ୱାର୍ଥ ଓ ଅହଙ୍କାର କୁ ବଜାୟ ରଖିବା ପାଇଁ ସବୁ କିଛି କରି ପାରେ । ଏଇଟା ବହୁତ ଭଲ ଉଦାହରଣ ଆମେ ଦେଖି ପାରୁଛୁ ।

  • @sankarsandas19790
    @sankarsandas19790 ปีที่แล้ว +1

    ଓଡ଼ିଶାର ଅବସ୍ଥା ଏହି ଭଳି ବି ହୋ ଇ ଯା ଇ ଛି । ନବୀନ ହଟାଅ ଓଡ଼ିଶାକୁ ବଞ୍ଚିତ କର ।

  • @PADHAN__
    @PADHAN__ 11 หลายเดือนก่อน +1

    Govt facility immediately issue

  • @mangrajgamango1057
    @mangrajgamango1057 2 หลายเดือนก่อน

    ସବୁ ଠାରୁ ବଡ ମିଛୁଆ କଥା ବିଜୁ ପଟନାୟକ ତାଙ୍କର ପିତା ସେ କଣ ଭିକାରି ଥିଲା ସେ ପରା ଆମ ଓଡ଼ିଆର ସିଂଘ ପୁତ୍ର

  • @user-ox9vz2tj4m
    @user-ox9vz2tj4m 5 หลายเดือนก่อน

    ସେ ମୁଖ୍ୟ ମନ୍ତ୍ରୀ ଅଛନ୍ତି। ତାଙ୍କ ଭାଇ ଗରିବ କାରଣ ଗରିବଙ୍କୁ ପଚାରିଲେ ସମ୍ମାନ ହାନି ଘଟିବ । ଗୋଟିଏ ଭାଇ ବଡ଼ ଲୋକ ହେଲେ ଅନ୍ୟ ଭାଇକୁ ପଚାରେନି।