KHOLA KATHA EP 849 APRIL 11 2024, Exclusive Interview with BJP Leader Arindam Roy

แชร์
ฝัง
  • เผยแพร่เมื่อ 10 เม.ย. 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #KHOLA KATHA EP 849 APRIL 11 2024#OdishaTV #OTV

ความคิดเห็น • 775

  • @cmchittaranjan1160
    @cmchittaranjan1160 หลายเดือนก่อน +30

    ବହୁତ୍ ବଢିଆ ଏହାକୁ କୁହାଯାଏ ଖୋଲା ଖୋଲି ଆଲୋଚନା 😅🎉🎉
    "ସତ କହିବାକୁ କିଆଁ ଡରିବି......
    ସତ କହି ପଛେ ମଲେ ମରିବି....."

  • @subhraodishavlogs
    @subhraodishavlogs หลายเดือนก่อน +42

    Right 👍
    ଓଡ଼ିଶାକୁ ରକ୍ଷା କର । ଜୟ ଜଗନ୍ନାଥ ମଙ୍ଗଳ କର ।
    କିଛି ଗୋଟାଏ ହବ ।।

  • @Sekhar_Dash
    @Sekhar_Dash หลายเดือนก่อน +122

    Actors ମାନଙ୍କ ଇତିହାସ ଦେଖ, ଇଲେକ୍ସନ ସମୟରେ ରେ କଥା ଜୋର କୁହନ୍ତି, ଜିତିଗଲା ପରେ.. ସୁଟଟିଙ୍ଗ ରେ ବସି ରହିବେ, ସେଥିପାଇଁ ତ ଦଳ ବଦଳାଉଛନ୍ତି l

    • @miku499
      @miku499 หลายเดือนก่อน +2

      Perfect katha bhai......

    • @shivom9286
      @shivom9286 หลายเดือนก่อน +2

      Ea bala ki akatar!!
      Ae mg ku odisha re kie dekhe film re.. Mane mane ladu khauchanti

    • @Free_opinionated
      @Free_opinionated หลายเดือนก่อน +1

      naveen babu itihaas? ghare ruha... netflix dekha .

  • @ChandanRoul-hl7sc
    @ChandanRoul-hl7sc หลายเดือนก่อน +27

    ସବୁ ଯାକ ଚୋର, ସବୁଠୁ ବଡ଼ ସ୍ବାର୍ଥ ବାଦି ମଣିଷ ହେଉଛି ଅରିନ୍ଦମ ରାୟ,

  • @prembhai2682
    @prembhai2682 หลายเดือนก่อน +20

    ଜୀବନ ସାରା ହାରିବା ଥୟ

    • @dipun84in
      @dipun84in หลายเดือนก่อน

      Thik kahila bhai

    • @badaldada7749
      @badaldada7749 29 วันที่ผ่านมา

      Ta kathare naa kn mg

    • @Viralshorts017
      @Viralshorts017 21 วันที่ผ่านมา

      Tu kn bala mundi

    • @user-ym3kl3gi1z
      @user-ym3kl3gi1z 11 วันที่ผ่านมา

      Bramha gyanita au

  • @dibyaranjan7480
    @dibyaranjan7480 หลายเดือนก่อน +64

    ଅରିନ୍ଦମ ଆର ୫ବର୍ଷ ପରେ ଆଉ ଗୋଟିଏ ଦଳରେ ଥିବେ

  • @Devil_Mind_099
    @Devil_Mind_099 หลายเดือนก่อน +44

    ଏଇ Interview ଦେଖିକି ଯାହା ଲାଗିଲା ଏଇ ମହାଶୟ ସମାଜର ଉନ୍ନତି ପାଇଁ ନୁହେଁ ବରଂ ଟିକେଟ ପାଇଁ ଦଳ ଛାଡିଛନ୍ତି ।

    • @bituladlylifestyle4926
      @bituladlylifestyle4926 หลายเดือนก่อน +3

      Ticket ta paile sina jane kama Kariba pain scop te paiba.... dekhania social work pain bahut loka achhanti. Jane 15 barsa rahila dala re se Kan kichhi Kalani ?

    • @shishrasrabani1783
      @shishrasrabani1783 หลายเดือนก่อน +2

      Correct

    • @pabitramohansahoo2145
      @pabitramohansahoo2145 หลายเดือนก่อน

      Are bhai sie questions ହିଁ seibhalia ପଚାରୁଛନ୍ତି

    • @user-bc1wr6qg5m
      @user-bc1wr6qg5m 23 วันที่ผ่านมา +1

      Right

  • @user-nv8ws2op8e
    @user-nv8ws2op8e หลายเดือนก่อน +5

    Very Frank and straight words which gives a clear view what going on in the leading party 🙏😊

  • @Studentsblog912
    @Studentsblog912 หลายเดือนก่อน +17

    Ticket pain party change kala ki na kala seita matter nuhe ..but jaha b kahila 100% sata katha kahila ..

  • @Sipun_Kar
    @Sipun_Kar หลายเดือนก่อน +59

    ଲୋକଙ୍କ ସହ ବେଇମାନ କରନ୍ତୁ ନାହିଁ ସବୁ ଦଳଦିଆଁ କୁ ଉଚିତ୍ ଜବାବ ଜନତା ଦେବେ ଦଳଦିଆଁ କାହା ସ୍ୱାର୍ଥ ରେ ନିଜର ନାଁ ଲୋକ ମାନଙ୍କ ପାଇଁ ।

  • @Muna_Muduli
    @Muna_Muduli หลายเดือนก่อน +104

    ବିଜେଡି ରୁ ବିଜେପି କୁ ସ୍ୱାର୍ଥ ହାସଲ ପାଇଁ ଯାଇଥିବା ଜଣେ ବି ନେତା ଆଗାମୀ ନିର୍ବାଚନ ରେ ଜିତି ପାରିବେ ନାହିଁ!

  • @DEEPAK-763
    @DEEPAK-763 หลายเดือนก่อน +109

    ଅରିନ୍ଦମ ଭଳି ଅଭିନେତା କେବେବି ସାଧାରଣ ଜନତା ଙ୍କ ନେତା ହୋଇ ପାରିବେ ନାହିଁ ଏମାନେ ସ୍ୱାର୍ଥବାଦୀ ବ୍ୟକ୍ତି!

    • @sanjayapradhansanjaya7269
      @sanjayapradhansanjaya7269 หลายเดือนก่อน +3

      Right

    • @Free_opinionated
      @Free_opinionated หลายเดือนก่อน +7

      Naveen aja kintu janta kan ghare ruhanti 😂

    • @BuzzBabaBMW
      @BuzzBabaBMW หลายเดือนก่อน

      😂​@@Free_opinionated

    • @kapdekidukaanlawda
      @kapdekidukaanlawda หลายเดือนก่อน

      ହଁ ଏଇଟା ମାଗିଆ ଟା 😂😊

    • @manaspriyadarshannayak245
      @manaspriyadarshannayak245 หลายเดือนก่อน +3

      Brother...jadi se swarthabadi ...tahale Lekhasree kn ...emiti bahut name achi...so prakruta neta bachiba only sei area ra loka hin karibe ki kia ama pai kn karichi....nija area ra loka bujhile automatically sabu area loka bujhibe kia thik kia bhul.....so dala ra Katha daliya neta bujhibe...

  • @theodiadiaries
    @theodiadiaries หลายเดือนก่อน +2

    Truly ବହୁତ୍ ବଢିଆ Answer ସାରା । ସାଧାରଣ ଲୋକ ହେଇ ସାରା କଥା , ବହୁତ୍ ଭଲ ସେ feel କରି ହେଉଛି। Grt bhai.

    • @tofankumar
      @tofankumar หลายเดือนก่อน

      Sara na gill 😂😂😂

  • @Devdutt.Pattnaik
    @Devdutt.Pattnaik หลายเดือนก่อน +29

    BJD ଅରିନ୍ଦମ କୁ ଟିକେଟ ନ ଦେଇ ଠିକ୍ ନିଷ୍ପତ୍ତି ନେଇଛି, ଏମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମାଫିଆ ଥିଲେ ଏବଂ ଏବେ ରାଜନୀତିରେ ମଧ୍ୟ ସେମିତି ହେବାର ଆଶା ରଖି ରାଜନୀତିକୁ ଆସିଛନ୍ତି ।
    BJP ଏମିତି ଲୋକଙ୍କୁ ସବୁବେଳେ ସ୍ବାଗତ କରେ, ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ BJP ଏମିତି କରିଆସିଛି ।

  • @sanjayjena3758
    @sanjayjena3758 หลายเดือนก่อน +9

    Arindam bhai nka ra dam achi ekdam samnare au sata kahuchanti...god bless you bhai madichala

  • @bibhudatta9109
    @bibhudatta9109 หลายเดือนก่อน +3

    Nice to meet with arindom Roy
    In khola katha
    Another episode with him
    So nice interview OTV

  • @user-cc9th7pl2o
    @user-cc9th7pl2o หลายเดือนก่อน +13

    Sata kahila tenu thanks

  • @NewTon009
    @NewTon009 หลายเดือนก่อน +15

    Bjd rejects him bcz of sambalpur fight ollywood controversy 😮

    • @MORNAASWAGAT
      @MORNAASWAGAT 25 วันที่ผ่านมา

      What he have done?

  • @CHIRAG-bjd
    @CHIRAG-bjd หลายเดือนก่อน +13

    କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l

    • @cmabijaykumarbarik7236
      @cmabijaykumarbarik7236 หลายเดือนก่อน +1

      Jay shree ram

    • @SamSinu_vlog
      @SamSinu_vlog หลายเดือนก่อน +1

      କିଏ ତତେ କହିଲା ନବୀନ No 1 ବୋଲି 😅

  • @truptimayeebarik3936
    @truptimayeebarik3936 หลายเดือนก่อน +10

    Arindam Bhai nka interview bahut vala thila

  • @sunilpatra3475
    @sunilpatra3475 หลายเดือนก่อน +6

    ଅତି ଲୋଭ ରେ ତନ୍ତୀ ମରେ I ନେତା ହେବା ପାଇଁ ନେତାର ଭଉଣୀ କୁ ବି ବାହା ହେଇଗଲେ I କିନ୍ତୁ ନେତା କାହାରି ନୁହେଁ ଏତିକିରୁ ବୁଝା ଗଲା I

    • @dipun84in
      @dipun84in หลายเดือนก่อน

      Abe taku baha hei safari gadiru ekathare trailblazer ku paleila na hele Yara aukad kan thila

  • @ganeshpanigrahi5258
    @ganeshpanigrahi5258 หลายเดือนก่อน +2

    🚩ଜୟ ଜୟ ଶ୍ରୀରାମ🙏...
    🇮🇳ବନ୍ଦେ ଉତ୍କଳ ଜନନୀ🚩...
    🇮🇳ଭାରତ ମାତା କି ଜୟ🚩...

    • @priyacharandas653
      @priyacharandas653 หลายเดือนก่อน +1

      ଜୟ ଶ୍ରୀ ଜଗନ୍ନାଥ

  • @sunilsahoo161
    @sunilsahoo161 หลายเดือนก่อน +22

    ଲୋକମାନଙ୍କୁ G_ ମାରିବା। ନେତା, ଅଭିନେତା, ମନ୍ତ୍ରୀ ମନକୁ ଭଲଭାବରେ ଜଣା।

  • @bipindas5298
    @bipindas5298 22 วันที่ผ่านมา +1

    ଧନ୍ୟବାଦ୍ ଅରିନ୍ଦମ ଭାଇ

  • @prakashm8398
    @prakashm8398 หลายเดือนก่อน +5

    Sata kahila bhai your are great. You're not film hero You're real hero. Jaha pakhare paisa achi bjd taku ticket deuchi.

  • @Aamarsambalpuri19
    @Aamarsambalpuri19 หลายเดือนก่อน +4

    ନିଜେ ଗୁଲାମ ଥିଲ ନିଜେ ମାନୁଛି 😂

  • @tmurmucreation3804
    @tmurmucreation3804 หลายเดือนก่อน +2

    କିଛି ଅଯୋଗ୍ୟ ନେତା ଜାଣି ପାରୁ ନାହାନ୍ତି ଆଗକୁ democracy ଉପରେ କେତେ କଣ ପ୍ରଭାବ ପଡିବ ବୋଲି, dictatorship କୁ ବନ୍ଦ କରିବାର ଅଛି ଏ କଥା କେହି ଭାବୁନାହାନ୍ତି, ଖାଲି ବହୁରୂପୀ ଏଣ୍ଡୁଅ ଭଳି ରଙ୍ଗ ବଦଳେଇ ଚାଲିଛନ୍ତି, power ଯଉ ଦଳରେ ଅଛି ଆମେ ସେ ଦଳକୁ ପଳେଇବା, ଭାରତ ଏକ democracy country ବୋଲି ଭୁଲି ଯାଉଛନ୍ତି, ଏମାନଙ୍କୁ ପାଦ ଚଟା ନେତା କୁହା ଯିବନି ତ କଣ ? ଗଣତନ୍ତ୍ର ଶାସନ କାହାକୁ କୁହାଯାଏ ଏଇ ଭ୍ରଷ୍ଟାଚାର ନେତା ମାନଙ୍କୁ ଜଣା ନାହିଁ ବୋଧେ, ଖାଲି ଏ ଦଳ ସେ ଦଳ ହେଉଛନ୍ତି ଆଉ କିଛି ଚିନ୍ତା ନାହିଁ ତାଙ୍କର actually ଏମାନେ ଦେଶ ଵିଷୟରେ କିଛି ଭାବୁନାହାନ୍ତି ନିଜ ସ୍ୱାର୍ଥ ହିଁ ଦେଖୁଛନ୍ତି....

  • @badrinarayanjenasilu9472
    @badrinarayanjenasilu9472 หลายเดือนก่อน +7

    Odisha re sarkar chench kara kn pain gote sankar ku 25 years daba thik nuhe ,bjp asu ki congress asu sarkar chench hele Odisha auri agaku jiba

  • @RajmohapatraRajjj-qb1ie
    @RajmohapatraRajjj-qb1ie หลายเดือนก่อน +2

    ସବୁ ମାୟା ରେ ବାୟା.. ସମସ୍ତ ଙ୍କୁ ଗାଦି ଦରକାର. ନମିଳିଲେ ଦଳ ଖରାପ..

  • @sibarambehera4157
    @sibarambehera4157 หลายเดือนก่อน +2

    ଅରିନ୍ଦମ୍ ଭାଇ ତମେ କେବେ ବାହାର ଦେଶ ବୁଲିକି ଆଶ ପରେ ଜାଣିବ BJP ର ଅସଲ ରୂପ କଣ ମୁଁ bangalore ruhe bangalore karnataka state govt କୋଉ ଦଳ ଜାଣି ଛନ୍ତି ଆଉ ବାକି ରହିଲା ଓଡିଶା govt se ଅଛନ୍ତି ରହିବେ ନବୀନ sir ama maa au jou dala re join heicha se ହେଉଛନ୍ତି ସାବତ ମାଆ ଗୋଟେ ସାବତ ମା ଯେମିତି ନୂଆ ନୂଆ ରେ ପିଲା ଙ୍କୁ ଆଦର କରନ୍ତି ଠିକ୍ ସେଇ ପରି ଭାଇ please try to understand bro please

  • @prasadbiswal8941
    @prasadbiswal8941 หลายเดือนก่อน +2

    ପ୍ରଥମ କଥା ଦଳରେ ରହିକି କେତେ ଲୋକ ଙ୍କୁ ପାଖକୁ ଯାଇଛନ୍ତି ଆଉ ଲୋକ କେତେ ଆପଣକୁ ଲୋକ କେତେ ଗ୍ରହଣ କରନ୍ତି

  • @dayaanddaya1920
    @dayaanddaya1920 หลายเดือนก่อน +6

    ଏଇ ମହାଶୟ ଦଲପାଇଁ କିଛି କରିପାରିବେନି ,tkt ପାଇଁ ଦଲ ଛାଡୁଛନ୍ତି !

  • @rakeshsahooofficial2402
    @rakeshsahooofficial2402 หลายเดือนก่อน +26

    ୟାଙ୍କ କଥା ସୁଣିକି.... ମତେ ଲାଗୁଚି... ନା ଏ ନେତା ନ ଅଭିନେତା... କୋଉଥିରେ ଯୋଗ୍ୟ ନୁହ । ଭାଇ ଗୋଟେ popular tv channel interview ରେ 10 yr ପଲିଟିକାଲ experience ଥାଇ..ଏଇ level ର କଥାବାର୍ତ୍ତା... not accepted.

    • @rajeshputy369
      @rajeshputy369 หลายเดือนก่อน +1

      Tome genda balaki 15:26

  • @prasadbiswal8941
    @prasadbiswal8941 หลายเดือนก่อน +2

    ଦଳରେ ମିଳୁଥିଲା ଦଳ ଭଳ ଥିଲା ଏବେ ମିଳିଲାନି ଏବେ ଖରାପେ ହେଇଗଲା କାହାକୁ ଭକୁଆ ବନୁଛନ୍ତି ଆରିଦମ୍ ବାବୁ ବଢିଆ ଅଭିନ୍ୟ କରୁଛନ୍ତି ବସେ ବଢିଆ

  • @socialvlogs-23
    @socialvlogs-23 หลายเดือนก่อน +1

    Thanks dada❤❤

  • @susantarout9157
    @susantarout9157 หลายเดือนก่อน +2

    Manoj sir u r like foreign diplomats wow❤❤❤

  • @rathasubrat10
    @rathasubrat10 หลายเดือนก่อน +1

    ଏତିକି କହିବା ପାଇଁ courage ଦରକାର | କେହି କହି ପାରୁ ନଥିଲେ ଯାହା ହଉ ଭାଇ ତ କହିଲେ ପୁଣି ବବି ଦାସ ପରିବାର ଲୋକ ହେଲା ପରେ ବି |

  • @maatorkaruna
    @maatorkaruna หลายเดือนก่อน +2

    ହେଇ କଥା ଟା ଆମେ ଆଗ ନୁ କହୁଥିଲୁ କିନ୍ତୁ ରଙ୍ଗ ବଦଲା ଟେଣ୍ଟା ମାନେ ନାଇଁ ବୁଝୁ ଥିଲେ କିନ୍ତୁ ଏଛି ନି ବୁଝିଲ କାଏଁ

  • @taraprasadmohaptra8809
    @taraprasadmohaptra8809 หลายเดือนก่อน +5

    ଗୋଟେ ପ୍ରଶ୍ନ 2019 ରେ pandian babu ta IAS officer ଥିଲେ

  • @santoshdas_07
    @santoshdas_07 หลายเดือนก่อน +5

    Ethi jou mane besi chhodi chhadi hauchhanti semane sabu bjd supporter 😊

  • @munathewriter1234
    @munathewriter1234 หลายเดือนก่อน +3

    ବାପ ନାଁ ପଚାରିଲେ ଅଜା ନାଁ କହିବ କଣ ନାଁ ଅରିନ୍ଦମ 😂😂 ସରକାର ର ଭୁଲ୍ ଚିନ୍ତା ଧାରା ପାଇଁ ଆଜି ସରକାର ନିଜେ ଫସି 😂😂 ଗଲା ଲଙ୍ଗଳା ନାଚ ନାଚି ନିଜେ ନଷ୍ଟ 😂😂 ସମାଜ କୁ କରନ୍ତି ନଷ୍ଟ 😂😂 ଏଇ ମାଗିହା କୁ ଅନମୂର୍ଖ 😂😂 କୁ ନିର୍ବାଚନ ଲଢ଼ିବ

  • @nabakishoresamal7085
    @nabakishoresamal7085 หลายเดือนก่อน +7

    Excellent question & marvellous reply by Arindam

  • @TruptiBehera-wx6px
    @TruptiBehera-wx6px หลายเดือนก่อน +1

    ମିଡ଼ିଆ ବନ୍ଧୁ ମାନଙ୍କୁ ନିବେଦନ ଅମାନଙ୍କୁ କାହିଁକି ଆଣିକି ଆଲୋଚନା କରୁଛନ୍ତି ସାମ୍ବାଦିକ ବନ୍ଧୁ ଆପଣ ଠିକ କରି ପ୍ରଶ୍ନ କରନ୍ତୁ କାରଣ ଏମାନଙ୍କର ଦମ ଅଛିତ ସ୍ୱାଧୀନରେ ଲଢ଼ୁନାହାନ୍ତି ତାହାଲେ ଆମେ ଜାଣିବୁ ଅମାନଙ୍କର ଦମ ଅଛି

  • @krushnachandrakanhar3993
    @krushnachandrakanhar3993 หลายเดือนก่อน

    ଆପଣଙ୍କ interview ଅତି ସୁନ୍ଦର Manoranjan sir 👍!

  • @rakeshsahooofficial2402
    @rakeshsahooofficial2402 หลายเดือนก่อน +51

    ତମେ ସ୍ବାର୍ଥ ଲୋଭି ମଣିଷ... କାଲି tkt ନ ମିଳିଲେ.. ଆଉ କୋଉ ଦଳ କୁ ଯିବା ଥୟ 😂😂

    • @tophanjena1293
      @tophanjena1293 หลายเดือนก่อน +1

      Ja hou bhai Tama bhali gote niswarthapara loka te dekhili . Jama Tamar lobha nathiba kouthire

    • @SatyaPrakash-vw9yu
      @SatyaPrakash-vw9yu หลายเดือนก่อน

      5t sachiba daethiba 9000 naeki bhot dia bjd ku 😅

    • @rakeshsahooofficial2402
      @rakeshsahooofficial2402 หลายเดือนก่อน

      ​@@tophanjena1293ଅଛି ଲୋଭ... ବିନା ସ୍ବାର୍ଥ ରେ କେହି କିଛି କରନ୍ତି ନାହିଁ... କିନ୍ତୁ ନିଜର ଅସ୍ଥିତ୍ଵ, ସ୍ୱାଭିମାନ... ନୀତି ଆଦର୍ଶ କୁ ବିକ୍ରୀ କରି ନୁହ

  • @miku499
    @miku499 หลายเดือนก่อน +2

    ଓଡିଶା ରେ କେବେଳ ଗୋଟେ ଲୋକ ସିଦ୍ଧାର୍ଥ ରାଉତରାଏ ବାକି ସବୁ ପଇସା ପାଇଁ ରାଜନୀତି କରୁଛନ୍ତି

  • @skyblog1210
    @skyblog1210 หลายเดือนก่อน +2

    Bjd ର କିଛି ଭିତର କଥା ଆଉ ସତ କଥା

  • @sadasivasahoo4572
    @sadasivasahoo4572 หลายเดือนก่อน +2

    Well said bhai 💐🌹🌷.. Jai Shri Ram... Jai BJP🙏🙏🙏🙏💐💐💐💐👍🚩🚩🚩🚩🙋

  • @tutujena2730
    @tutujena2730 หลายเดือนก่อน +2

    Bhai right Katha kahichanti ❤

  • @badboymuna143
    @badboymuna143 หลายเดือนก่อน +3

    Right bhai ❤❤

  • @santoshmohapatra900
    @santoshmohapatra900 หลายเดือนก่อน +1

    Bahut khusi lagila , sata katha suniki, bhai mane sabadhan hoi jantu a chora BJD ku odishar hatantu, , bahut dhanyabad arnidam bhai,,,

    • @Kanhar297
      @Kanhar297 หลายเดือนก่อน

      Arindam tiket pagal aau

  • @SujataRam565
    @SujataRam565 หลายเดือนก่อน +22

    ଓଡ଼ିଶାରେ ବିଜେଡି ସରକାର ଚାଲିଛି । ଲୋକଙ୍କ ଆର୍ଶୀବାଦ ଏବଂ ଲୋକଙ୍କ ସହଯୋଗରେ ଆଗକୁ ମଧ୍ୟ ବିଜେଡି ଦଳ ସରକାର ଗଢିବ । ବିଜେପି ଦଳର ସରକାର ଗଢିବା ଦିବା ସ୍ୱପ୍ନ ଭଳି ଉଭେଇ ଯିବ ।

    • @pratapsm6909
      @pratapsm6909 หลายเดือนก่อน +3

      ଦାଦନ ଶ୍ରମିକ ହିଁ ଠିକ୍ ବୁଝିଛି ଯେ BJD kete ହାରାମି

    • @cmabijaykumarbarik7236
      @cmabijaykumarbarik7236 หลายเดือนก่อน

      ​@@pratapsm6909correct bro

    • @debasishmohanty2637
      @debasishmohanty2637 หลายเดือนก่อน +2

      Odisha bjd dala gala pare Odisha change heba

  • @sohelpradhan3138
    @sohelpradhan3138 หลายเดือนก่อน

    Congratulations otv for 1 Cr subscribers

  • @Mr-ishan123
    @Mr-ishan123 หลายเดือนก่อน +5

    Bahut vala kala bhai ae magiha pandia ku odisha ru tadiba ethara

  • @nikunjanathbehera1782
    @nikunjanathbehera1782 หลายเดือนก่อน +3

    Bhai maja asigala dekhiki

  • @PJagannath
    @PJagannath หลายเดือนก่อน

    ଓଡ଼ିଆ ସିନେମା ଜଗତରେ ହର୍ ଆଉ ରାଜନୀତି କଥା କଣ କହିବ !

  • @chandanodia6815
    @chandanodia6815 หลายเดือนก่อน +1

    ଦୟାକରି କହିବେ କି ?
    ମୋଦି e shram କାର୍ଡ କରି କଣ ଦେଇଛନ୍ତି ?

    • @RasmitaMurudi
      @RasmitaMurudi หลายเดือนก่อน +1

      Tahale kan tama e srama cad karicha Paisa pain .magana khiata😅😅😅😅😅😅

  • @munathewriter1234
    @munathewriter1234 หลายเดือนก่อน +2

    ସେ ଗୋଟେ ବାଳ ଥିଲା ଓ ବାଳ ଅଛି

  • @sarbeswarbehera5379
    @sarbeswarbehera5379 หลายเดือนก่อน +2

    Thanks arindam

    • @soudagarseth3768
      @soudagarseth3768 8 วันที่ผ่านมา

      Sathik rasta re samaste asha

  • @musicvlogswithjmguddu2946
    @musicvlogswithjmguddu2946 หลายเดือนก่อน +3

    Jay Shree Ram 🚩

  • @BapinaBehera-wd2xp
    @BapinaBehera-wd2xp หลายเดือนก่อน +6

    Why to Bjp
    Not to congress ??

  • @tusharkantisahu5649
    @tusharkantisahu5649 หลายเดือนก่อน +1

    It’s good to know that finally you got the truth 😊 keep on doing🎉 Jai modi

  • @anathbehera8146
    @anathbehera8146 หลายเดือนก่อน +1

    କଳାକାର କଳା ର ପୂଜାରୀ ସେ ଯଦି ରାଜନୀତି କରିବେ ତାଙ୍କ କଳା ସେ ରାଜ୍ୟ ର ରାଜନୀତି ଅନୁଯାଇ ଦର୍ଶକ ଭାଗ ହେବେ ଅର୍ଥାତ ଓଡ଼ିଆ ଫିଲ୍ମ ର ଅବଗତି ପାଇଁ ଦାୟୀ ହେବେ ଓଡିଶା ରେ କଳାକାର ମାନେ ରାଜନୀତିରେ ତିଷ୍ଠି ବାର ନଜ଼ୀର ନାହିଁ ତମେ ବିଧାନ ସଭା କୁ ଥରେ ଯାଇକି ଦେଖାଅ

  • @akshayakumarbehera4781
    @akshayakumarbehera4781 หลายเดือนก่อน +1

    ଏ ଭଳି ମଣିଷ କେବଳ ପଇସା ଲୋଭି

  • @hiteshkumarpradhan254
    @hiteshkumarpradhan254 หลายเดือนก่อน

    Interesting

  • @bhabanishankarrout6548
    @bhabanishankarrout6548 หลายเดือนก่อน

    ବହୁତ୍ ବଢିଆ ଲାଗିଲା interview

  • @ashishpani9
    @ashishpani9 หลายเดือนก่อน +2

    Bhai tame ate Swarthapara...

  • @user-dx8uh1bk2l
    @user-dx8uh1bk2l 20 วันที่ผ่านมา

    You are right

  • @nrusinghabehera4020
    @nrusinghabehera4020 หลายเดือนก่อน

    🙏🏻🙏🏻🙏🏻 ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🚩🚩🚩
    🙏🏻🙏🏻🙏🏻 ଜୟ ଶ୍ରୀ ରାମ 🇮🇳🇮🇳🇮🇳🚩🚩
    ଅରିନ୍ଦମଭାଈ ବିଜେପି ଜୟ ହେଊ ♥️♥️♥️👏🏻👏🏻👏🏻👍🏻👍🏻👍🏻🔊🔊🔊🔊🔊🔊🔊🔊🔊

  • @sinanirekhasuperfast
    @sinanirekhasuperfast หลายเดือนก่อน

    ମନୋରଞ୍ଜନ ବାବୁ ଆପଣଙ୍କ ବ୍ୟକ୍ତିତ୍ୱ ମୋତେ ବହୁତ ପସନ୍ଦ ଆସିଲା, ମୁଁ ଚାହୁଁଛି ମୋ ଚ୍ୟାନେଲ୍ ରେ ଆପଣଙ୍କ ଭଳି କିଛି କରିବା ପାଇଁ

  • @Blogg143
    @Blogg143 21 วันที่ผ่านมา

    Ek dam right

  • @KailaahDas-ox1vc
    @KailaahDas-ox1vc หลายเดือนก่อน +1

    Anjar atee dam ta indipendece chhida hau kete dam jana pariba. Anka film sabu flup. Babuushan super start ayar akha nanhi biri achhi. Party psinnbojha

  • @biplabamallick533
    @biplabamallick533 หลายเดือนก่อน

    ଖୋଲା କଥା କୁ ଅମରେନ୍ଦ୍ର ଦାସ ଙ୍କୁ ଡକାଯାଉ, ଜଗତସିଂହପୁର

  • @santoshsenapati1447
    @santoshsenapati1447 หลายเดือนก่อน +4

    Ticket?

  • @dineshkumarbarik4269
    @dineshkumarbarik4269 หลายเดือนก่อน +4

    BJP re almost sabu ex bjd neta
    BJP 2024 re sarkar kale b kichi change habani
    Kou b party asu
    Sabu ae vote pai ebe emiti hauchanti
    Jitigala pare sabu tanka batare

  • @amiyapriyabhoi7651
    @amiyapriyabhoi7651 หลายเดือนก่อน +1

    Arindam bhai ku jouti ticket bjb wala deba.plz arindam bhai ki odisha bhai bhauni Mane jitio🙏.karana a toka kichi karipariba.jay Shree Ram ❤

  • @amitbehera3346
    @amitbehera3346 หลายเดือนก่อน +1

    ଆରିନ୍ଦମ୍ ଭାଇ କୁ ତାଙ୍କ 😂ଶାଳକ ବୋବୀ ଭାଇ ଠକେଇ ଦେଲେ 😅

  • @sujitkumarpradhan6002
    @sujitkumarpradhan6002 หลายเดือนก่อน

    ସେ ବିଜେପି ହେଉ ଅବା ବିଜେଡ଼ି କୌଣସି ଅଭିନେତା ଙ୍କୁ ଭୋଟ ଦିଅନ୍ତୁ ନାହିଁ... କାରଣ ଏମାନେ ଜଣେ ଜଣେ ଅଭିନେତା ରାଜନୀତି ରେ ବି ଅଭିନୟ କରି ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଅଭିନୟ କରିପାରନ୍ତି... ଆମ ଓଡ଼ିଶା ଲୋକ ବହୁତ୍ ଭାବି ଚିନ୍ତି ଭୋଟ ଦିଅନ୍ତୁ... କାହାର ଅଭିନୟ ରେ ଫସି ଯାଆନ୍ତୁ ନାହିଁ... ଏମାନେ ଟଙ୍କା ପାଇଁ କିଛି ବି କରି ପାରନ୍ତି... ଜୟ ଜଗନ୍ନାଥ🙏🙏🙏

  • @psahu9670
    @psahu9670 หลายเดือนก่อน +2

    Khola bahi Arindam

  • @BenuMDl
    @BenuMDl หลายเดือนก่อน +1

    Right word sir

  • @priyabratbarik848
    @priyabratbarik848 หลายเดือนก่อน +1

    Bhala heichi bahari jaicha

  • @user-yd8ss8sp5l
    @user-yd8ss8sp5l หลายเดือนก่อน +3

    Hero hero ପରି ରୁହ କାହିଁକି ନେତା ହୁଈ villain ହେଉଛ

    • @soudagarseth3768
      @soudagarseth3768 8 วันที่ผ่านมา

      Ekdam thik sabu ta Aisha n lobha

  • @signage373
    @signage373 หลายเดือนก่อน

    🙏ଜୟ ଶ୍ରୀ ରାମ

  • @rupalrani4101
    @rupalrani4101 หลายเดือนก่อน +6

    Aji jaha b kohuchonti arindam pura thik

  • @bhagabatasahoo5103
    @bhagabatasahoo5103 หลายเดือนก่อน +1

  • @riteshnanda5984
    @riteshnanda5984 27 วันที่ผ่านมา

    2:56 Best part of the this interview.

  • @user-iw3ps4ws2u
    @user-iw3ps4ws2u หลายเดือนก่อน

    Interview bhaut bhala thila

  • @Katak_Dk
    @Katak_Dk หลายเดือนก่อน +1

    କଟକ ଚୌଦ୍ଵାର ପାଇଁ ବଢ଼ିଆ ପାର୍ଟି ଥିଲେ ଅରିନ୍ଦମ ଭାଇ କିନ୍ତୁ ଦଳ ଜଣେ ଅପାରଗ 6ଥର ହାରୁଥିବା ପାର୍ଟି ଠିଆ କଲା

  • @emmi-ni7sr
    @emmi-ni7sr หลายเดือนก่อน +10

    My vote BJP ❤
    ଦାଦନ ଓଡ଼ିଶା ରୁ ମୁକ୍ତି ଦରକାର

    • @slsnews-oc7ez
      @slsnews-oc7ez หลายเดือนก่อน

      Bhai dadan chhada kn au kichhi kama nahin

    • @emmi-ni7sr
      @emmi-ni7sr หลายเดือนก่อน

      @@slsnews-oc7ez ତମେ ଯୋଉ ନବୀନ କଥା କହୁଛ ସିଏ କିଛି କରୁନି UR SEBC ପିଲାଙ୍କ ପାଇଁ ଯୋଉ high school teacher ନିଯୁକ୍ତି ବାହାରୁଛି 80% ଆରକ୍ଷଣ । 60% ପୋଷ୍ଟ back lock ରହି ଯାଉଛି
      ସେହି ସରକାର ଆମର ଦର କାରନାହିଁ ଯିଏ only ନିର୍ବାଚନ game ଖେଳେ
      ଆମର କଥା ଯିଏ ବୁଝୁନି ଆମେ ତାକୁ vote ଦବୁନି
      50%UR ପୋଷ୍ଟ ନାହିଁ। ୟେ କି ବାଳ ସରକାର

    • @slsnews-oc7ez
      @slsnews-oc7ez หลายเดือนก่อน

      Apana dadana katha kahile ta sethi pain kahuchi mo nija katha katha kahuchi ama ghare 2 ta auto achhi bhadare lagichi but mo bhaiku chaleiba ku ichha nahin se kahuchanti Surat jibe ta amiti jadi samaste chinta karibe nabin kn kariba odishare kn kama nahin sabu kichhi achhi sarkar ku sabu dosa dele habani bhai

    • @emmi-ni7sr
      @emmi-ni7sr หลายเดือนก่อน

      @@slsnews-oc7ez real କଥା କୁହ ବ୍ରୋ ମୁଁ ଯଦି auto ଚାଲେଇବାର ଥିଲା ମୁଁ ଏତେ ପାଠ କାହିଁ ପଢିଲି। ପିଲା 0.5ରଖି ଶିକ୍ଷକ ହେବେ 115ରଖି ଚାକିରି ନାହିଁ । ଏହି ଟା ସରକାର ର ଦୋଷ ନା ମୋ ଦୋଷ।
      ଗୋଟେ ସରକାର 25ବର୍ଷ ଶାସନ କଲାଣି କଣ କରିଛି ତମେ କୁହ ସେ ଯଦି ପୋଷ୍ଟ ବାହାର କରିବ 12000 ପୂରଣ କରିବ 6000 ଏବଂ 80%ପୋଷ୍ଟ stsc ରେ ଦବ ଆମେ ଜେନେରାଲ ପିଲା କଣ କରିବୁ। ଏହି ସରକାର change ହେବା ନିହାତି ଦରକାର?

  • @tirupatiparichha9845
    @tirupatiparichha9845 หลายเดือนก่อน +1

    Arindam bhai a sobu suni 👂👂👂dekhi👀👀👀 besi dukho laguchi amiti use and thrown ki... Bt public's au leaders kemiti poti jau chonti...??????

  • @Debu_pradhan
    @Debu_pradhan หลายเดือนก่อน +17

    ଏହିଭଳି ଅଭିନେତା ମାନେ ନିଜ ସ୍ୱାର୍ଥ ହାସଲ ପାଇଁ ରାଜନୀତି କୁ ଆସନ୍ତି ପଇସା କମେଇବାର ଗ୍ୟାରେଣ୍ଟି ଭାବନ୍ତି ରାଜନୀତି କୁ!

  • @AmritDas_bjd
    @AmritDas_bjd หลายเดือนก่อน +32

    ଟିକେଟ ମିଳିଲାନି ବୋଲି ବିଜେପି ଧାଇଁଛୁ ଦେଖିବା ତତେ କିଏ ଜିତେଇବ

  • @user-dr1ic6bi3c
    @user-dr1ic6bi3c หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ

  • @DebendrakumarPatra-dq5gl
    @DebendrakumarPatra-dq5gl หลายเดือนก่อน

    ଅରିନ୍ଦମ ଯାହା କଲେ ପୁରା ଠିକ ଜୟ ବିଜେପି ❤️❤️❤️

  • @apmusictone6203
    @apmusictone6203 หลายเดือนก่อน +2

    My Favourite Otv And Argus Very good Channel Jay BJP❤

  • @ashokpradhan5497
    @ashokpradhan5497 หลายเดือนก่อน

    👍

  • @user-dr1ic6bi3c
    @user-dr1ic6bi3c หลายเดือนก่อน

    ଜୟ ଶ୍ରୀ ରାମ

  • @SBADITZ
    @SBADITZ หลายเดือนก่อน +1

    Sabu bada bada actors Raja neta hei madhya odia film industry ra pragati upare kebhe kichhi kahi nahanti..se puni samaj seva Kariba paie asuchhanti👏👏👏👏👏

  • @chandankumarmatia4761
    @chandankumarmatia4761 หลายเดือนก่อน +1

    Jai shree ram BJP

  • @atalpradhan2956
    @atalpradhan2956 หลายเดือนก่อน +2

    ନାଟୁଆ ଭାଈ ଆଉ କିଛି ଦିନ ପରେ ନାଟ ଦେଖେଇବ l