Tomato hurled at 5T Chairman VK Pandian in Ganjam, BJD workers thrash youth

แชร์
ฝัง
  • เผยแพร่เมื่อ 19 ธ.ค. 2024

ความคิดเห็น • 935

  • @Being-Odia-Being-Proud
    @Being-Odia-Being-Proud 10 หลายเดือนก่อน +241

    ଭାଇ, ଭଉଣୀମାନେ ଏକ ଯୁଟ୍ ହୁଅ ତାମିଲ ଲୁଟେରା ହଟାଇ ଦିଅ 🙏🙏🙏🙏

    • @ashisnayak5452
      @ashisnayak5452 10 หลายเดือนก่อน +1

      Kana luti nalani sa khaiba Bhai na khali athu tathu suniki kahucha

    • @bubusuppliers8770
      @bubusuppliers8770 10 หลายเดือนก่อน +1

      ନନ୍ଦିଘୋଷ ଟିଭି, Triveni earth and movers, BRPL.... Its not possible for an young IAS

    • @factsgalaxy6228
      @factsgalaxy6228 10 หลายเดือนก่อน +2

      କଣ ଲୁଟି ନେଲାଣି ଜାଣିନ କି ଭାଇ
      ଆଗରୁ କେତେ ଟଙ୍କା ଥିଲା ଆଉ ଏବେ କେତେ ଟଙ୍କା ର ମାଲିକ ଜାଣିନା କି ଭାଇ ଆୟ ବର୍ହିଭୁତ ଟଙ୍କା kouthu ଆଇଲା କେତେ ଖଣ୍ଡ truck ଚାଲିଛି ଜାଣିନା ଆଉ ଏତେ ଟଙ୍କା kouthu ଆସିଲା Company ଖୋଲିବାକୁ ଟଙ୍କା kouthu ଆସିଲା ସବୁ ଓଡ଼ିଶା ଲୋକ ଙ୍କ tax money ବୁଝିଲ

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน

      @@factsgalaxy6228 ଆଜି 90 ଲକ୍ଷ ଓଡିଆ ରାଜ୍ୟ ବାହାରେ ଦାଦନ ଶ୍ରମିକ | ଆମ ରାଜ୍ୟ ଆୟ ହେଉଛି 3 ଲକ୍ଷ କୋଟି | 30% ଗରିବ ଓଡିଆ ଓଡିଶାରେ ପଲିଥିନ ଭିତରେ ରହିଛନ୍ତି |
      ଆଜି ପାଣ୍ଡିଆନ୍ ତାମିଲନାଡୁର ଧନୀ ବ୍ୟକ୍ତି ଯିଏ ଆମ ଓଡିଶାର ଗରିବ ଲୋକଙ୍କୁ ଟଙ୍କା ଲୁଟ କରୁଛନ୍ତି |

    • @DesiSystumm0001
      @DesiSystumm0001 10 หลายเดือนก่อน +1

      ​@@ashisnayak5452 Tu BJD loka kire Jana padhuchi

  • @laxmipriyamallik6314
    @laxmipriyamallik6314 10 หลายเดือนก่อน +95

    Se mahan purusa ku dil se Salam but odisha ra super hero

  • @Taraneeeditz
    @Taraneeeditz 10 หลายเดือนก่อน +66

    ବହୁତ ଭଲ ହେଇଛି ପାରୁଛ ବେଳେ ଚପଳ ମାଡ଼ ଦିଅ😅😅😅

  • @sushantsamal8560
    @sushantsamal8560 10 หลายเดือนก่อน +84

    My respect for this guy 📈📈

  • @Being-Odia-Being-Proud
    @Being-Odia-Being-Proud 10 หลายเดือนก่อน +96

    ଉଠ ଉଠ ଆହେ ଉତ୍କଳ ସନ୍ତାନ ଉଠିବୁତୁ କେତେ ଦିନେ. ପୂରୁବ ଗୌରବ ପୂରୁବ ମହିଁମା ପଡୁନାହିଁ କି ତୋ ମନେ. ଜୟ ଜଗନ୍ନାଥ ପ୍ରଭୁ

    • @rajeshff1365
      @rajeshff1365 10 หลายเดือนก่อน

      Tame kia ete katha kahibaku

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน +2

      @@rajeshff1365 ଓଡିଆ ମା କାନ୍ଦୁଛି! ଜାଗ ଓଡିଆ ! ଜାଗ ! ଜୟ ଓଡିଶା! ଜୟ ଜଗନ୍ନାଥ!

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน +2

      @@rajeshff1365 ଓଡ଼ିଶା କୁ ତାମିଲ୍ ହେବାରୁ ବଞ୍ଚାଇବାକୁ ହେବ !ଓଡିଆ ନିଜେ ନ ଜାଗିଲେ, ଜଗା ଭି କିଛି କରି ବେନି....... ପଣ୍ଡିତ ଗୋଦ|ବରୀଶ ମିଶ୍ର ଙ୍କ ଉକ୍ତି ରେ.... ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି , ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน +1

      @@rajeshff1365 Hey Where you will live if Odisha will be under Tamil Rule...

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน

      @@rajeshff1365 Odisha is my motherland.. Who are you nonsense????

  • @Rajababu-xh6ek
    @Rajababu-xh6ek 10 หลายเดือนก่อน +202

    ବିଜେଡି କର୍ମୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

    • @moodisha7635
      @moodisha7635 10 หลายเดือนก่อน +10

      Kn pain re pua

    • @tusharpanda2650
      @tusharpanda2650 10 หลายเดือนก่อน +7

      Kana paine...sobu problem ta solve karuchanti gote letter re kainki tomato mariba

    • @Rajababu-xh6ek
      @Rajababu-xh6ek 10 หลายเดือนก่อน

      @@tusharpanda2650 ଟମାଟ କିଲୋ ୧୫ ଟଙ୍କା

    • @Tunasahu-fp9px
      @Tunasahu-fp9px 10 หลายเดือนก่อน

      ​@@moodisha7635000koookkokokokookkkkkkokkokoookokkkkjkjpjkjpjpjjjojjjjoo

    • @somnathnandaxxxs2854
      @somnathnandaxxxs2854 10 หลายเดือนก่อน

      @@tusharpanda2650 ତୁମ ଆପଣ ତୋର କିସ ପ୍ରୋବ୍ଲେମ solve କରିଛନ୍ତି... ଟିକେ କୁହ... Serialy.... ଅପେକ୍ଷା ରେ..... 😄😃

  • @dharmendrasahoo7440
    @dharmendrasahoo7440 10 หลายเดือนก่อน +167

    ଠୀକ କରିଛି tomato ମାଡ କରିକି ଓଡିଶାରୁ ଜଲ୍ଦି ବାହାର କର

    • @simranzz-09
      @simranzz-09 10 หลายเดือนก่อน +4

      Tama mananka pain odisha agaku jai paruni

    • @Stvr_0
      @Stvr_0 10 หลายเดือนก่อน +7

      ​@@simranzz-09tame kichi janina sia ama odisha ku khola kari saelani

    • @tirtharajgamingff9680
      @tirtharajgamingff9680 10 หลายเดือนก่อน +1

      Tor ma ke krabi tomato 🍅 na 😅

    • @mandalawithlisha25
      @mandalawithlisha25 10 หลายเดือนก่อน +2

      ​@@simranzz-09 odia pila milunahanti ki tuma mananku BJD ku aagaku neba pain..... baharu Kan pain import karucha taha puni TAMILNADU ru

    • @gautampradhan3182
      @gautampradhan3182 10 หลายเดือนก่อน +3

      ​@@simranzz-09ତୁମ ଅଞ୍ଚଳ ର କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଯୁବକ ଯୁବତୀ ପାଠ ପଢି କରୁଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ 25 ବର୍ଷ ରହିଲାନି କନ୍ ନା କନ୍ ହୋଇ ଯାଇଥାନ୍ତ। ଚିଟଫଣ୍ଡ ର ସବୁ ଟାଙ୍କ ଯୋଜନା ପର କରିଛନ୍ତି। ଚୋର ବିଜେଡ଼ି।

  • @srikantsahoo3504
    @srikantsahoo3504 6 หลายเดือนก่อน +1

    ଟମାଟ ମାଡ଼ ମାରିଥିବା ଭାଇଙ୍କୁ ହୃଦୟରୁ ଧନ୍ୟବାଦ🥰ଆଜି ଗଂଜାମ ବାସୀ BJD କୁ ନିଜ ଔକାତ ଦେଖାଇ ଦେଇଛନ୍ତି😂😂😂

  • @K_roster
    @K_roster 10 หลายเดือนก่อน +64

    ମୋ ଗାଁ ପିଲା କୁ ସାଲମ୍ ବେଲଗୁଣ୍ଠା

  • @sriramchandrabhaktiganga
    @sriramchandrabhaktiganga 10 หลายเดือนก่อน +17

    ମୁଁ କେବେ ସ୍ବପ୍ନରେ ଭାବିନଥିଲି ଆମ ଅଞ୍ଚଳ ରୁ ଏତେ ବଡ଼ ଶୁଭ କାମ ଆରମ୍ଭ ହେବ!
    Congretchulati to Ganjam boy👍👍👍 madi chala

  • @ODISHABHAI-eq8jq
    @ODISHABHAI-eq8jq 10 หลายเดือนก่อน +147

    ଏମିତି ବିରୋଧ କରି ଗାଣ୍ଡୀ କୁ କିଳା ନେବା କଥା 👍 ବଡ଼ ବଡ଼ ନେତା ମନ୍ତ୍ରୀ ସବୁ ଦଳ ର ସେମାନେ ଙ୍କ ସମ୍ପର୍କ ବହୁତ୍ ଭଲ ,ଏଇ ସାଧାରଣ ଜନତା, ନିଜ ଭିତରେ ମରୁଛନ୍ତି

    • @Watchhere_
      @Watchhere_ 10 หลายเดือนก่อน +1

      Ki budhi. 😂 Aita ghare sobha diye social media re nuha

    • @prasantasamal4606
      @prasantasamal4606 10 หลายเดือนก่อน +1

      Ri8

    • @RajaNayak-i3x
      @RajaNayak-i3x 10 หลายเดือนก่อน +2

      Kie na kie agaku asiba ku padiba
      Sabu laka darua nuanti

    • @prasantasamal4606
      @prasantasamal4606 10 หลายเดือนก่อน

      @@RajaNayak-i3x thik katha je eka asile Kichi heba nahi bhai

  • @Mrbinayak2155
    @Mrbinayak2155 10 หลายเดือนก่อน +2

    ଧନ୍ୟବାଦ ଭାଇ ଟମାଟୋ ସହିତ ଗୋବର ମାଡ଼ ହେବାର ଥିଲା

  • @Being-Odia-Being-Proud
    @Being-Odia-Being-Proud 10 หลายเดือนก่อน +54

    ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

    • @Devil_4k_anjan
      @Devil_4k_anjan 10 หลายเดือนก่อน +1

      We all support BJD party 😅

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน

      @@Devil_4k_anjan ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ !

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน

      @@Devil_4k_anjan 25 ବର୍ଷ ହେଲା ନବୀନ ଗରିବ ଓଡିଆ ଏମିତି ବୋକା କରି ଆସୁଛି !

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน

      @@Devil_4k_anjan ମଦୁଆ ନବୀନ ନିର୍ବାଚନ ସମୟରେ ଲଲିପପ୍ ଲାଞ୍ ଦେଇ ଭୋଟ୍ ପାଇଁ ! 25 ବର୍ଷ ହେଲା ନବୀନ ଗରିବ ଓଡିଆମାନକୁ ଏମିତି ବୋକା କରି ଆସୁଛି ! ନିର୍ବାଚନ ପରେ ଓଡ଼ିଶାର ଆଉ ପାଞ୍ଚ ବର୍ଷ କାନ୍ଦି କାନ୍ଦି ଦିନ ଜିବ !! ତାମିଲ ପାଣ୍ଡୁଙ୍ ସବୁ ଓଡ଼ିଶା ଲୁଟି ତାମିଲନାଡୁ ପଠାଇବ !

    • @Being-Odia-Being-Proud
      @Being-Odia-Being-Proud 10 หลายเดือนก่อน

      @@Devil_4k_anjan ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

  • @rajeshprasadbebarta8242
    @rajeshprasadbebarta8242 10 หลายเดือนก่อน +62

    Ganjam tiger

  • @prakashsamantaray2283
    @prakashsamantaray2283 10 หลายเดือนก่อน +19

    Bahut badhia hoichi

  • @Ttyilojg
    @Ttyilojg 10 หลายเดือนก่อน +9

    ଏମାନେ ମାରିଦେବେ ଲାଗୁଛି
    😢😢😢😢😢😢 ହେ ଭଗବାନ
    ରକ୍ଷା କର 🙏🙏🙏🙏🙏🙏
    ଜୟ ଜଗନ୍ନାଥ

  • @dharmapadajena696
    @dharmapadajena696 10 หลายเดือนก่อน +29

    Jay Congress

  • @nirmalsahoo5933
    @nirmalsahoo5933 10 หลายเดือนก่อน +79

    ବିଜେଡି କର୍ମୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

    • @HareshBehera
      @HareshBehera 10 หลายเดือนก่อน

      😂

    • @simranzz-09
      @simranzz-09 10 หลายเดือนก่อน +2

      😂kain to congress ra worker jau krichi Kanda?

    • @anjanadeo7899
      @anjanadeo7899 10 หลายเดือนก่อน

      Right 👍👍👍

    • @gautampradhan3182
      @gautampradhan3182 10 หลายเดือนก่อน

      ​ଚୋର ବିଜେଡ଼ି

  • @createboy12.0
    @createboy12.0 10 หลายเดือนก่อน +4

    ଗୁଳି ମାରିଲେ ବି vk pandian କୁ ଚଳିବ BJD ସରକାର ହଟିବା ଦରକାର

    • @somnathnandaxxxs2854
      @somnathnandaxxxs2854 10 หลายเดือนก่อน

      ଏମିତି ଲେଖନ୍ତୁ ନାହିଁ... ସେ ଆପଣ ଙ୍କ ଉପରେ କିଛି ଭି କରି ପାରେ

    • @Sachin15923
      @Sachin15923 10 หลายเดือนก่อน

      ​​@@somnathnandaxxxs2854Kana ta Kariba ?? TH-cam is free voice for all. Tu Tora bopa ku dharitha...

  • @drhvyhpg7fs
    @drhvyhpg7fs 10 หลายเดือนก่อน +19

    ଭଲ ହେଇଛି। ମାର ଟମାଟ....

  • @drhvyhpg7fs
    @drhvyhpg7fs 10 หลายเดือนก่อน +5

    ଗଞ୍ଜାମ ଟୋକା💐

  • @myyoutubechannel4762
    @myyoutubechannel4762 10 หลายเดือนก่อน +1

    ବିଜେଡ଼ି ହଟାଅ ଓଡ଼ିଶା ବଞ୍ଚାଅ ଜାଗୋ ଓଡ଼ିଶା ଯାଗୋ

  • @jayanandasahu5687
    @jayanandasahu5687 10 หลายเดือนก่อน +12

    Bahut dina pare bhala khabar asila

    • @ouatleaf
      @ouatleaf 10 หลายเดือนก่อน +1

      Right

  • @ranjitsabar6103
    @ranjitsabar6103 10 หลายเดือนก่อน +5

    Super hero ଏକ ଦମ୍ ସାହାସ ଅଛି

  • @sushantanaik5388
    @sushantanaik5388 10 หลายเดือนก่อน +22

    ତାକୁ ଚପଲ ମାଡ ଦରକାର

  • @manojkumarnaik5536
    @manojkumarnaik5536 10 หลายเดือนก่อน +2

    Congratulations bro .. 3:30 ବହୁତ ଭଲ ହେଇଛି ଏ ପରି କରିବା ଦ୍ୱାରା BjD ଆମ ରାଜ୍ୟ ରେ ହଟି ଯିବ। Jay BJP Jay Sree Ram🚩🚩🚩🚩😘😘

  • @swapnamsourav5394
    @swapnamsourav5394 10 หลายเดือนก่อน +10

    Jay congress ❤.. congress alway stands for truth. Proud of you brother ❤❤

    • @surmaking
      @surmaking 10 หลายเดือนก่อน

      Yes👍🏻

  • @jubedalabehera.
    @jubedalabehera. 10 หลายเดือนก่อน +13

    ଗଞ୍ଜାମ 🐅 Tiger se🎉😢😢😮

  • @d.fashion2500
    @d.fashion2500 10 หลายเดือนก่อน +5

    ଆମ ଗାଁ କୁ ଆସିଲେ ପଚା ଆଳୁ ମାଡ଼ ହେବ ।।।

  • @ambarishswain3233
    @ambarishswain3233 10 หลายเดือนก่อน +27

    Odisha Hero

  • @prabirkumardas2743
    @prabirkumardas2743 10 หลายเดือนก่อน +143

    ଶାସକ ବିଜେଡି ଦଳ ଭଳି ଭଦ୍ର ହେବା ସହନଶୀଳତା ଓ ସଂଯମତା ବିରୋଧୀ ଙ୍କୁ ଶିଖିବା ବହୁତ ଜରୁରୀ!

    • @Sibaram143multi
      @Sibaram143multi 10 หลายเดือนก่อน +8

      Badrdhaka Bharta aau naveen bag milila bhaina😂

    • @debasishbarad-0537
      @debasishbarad-0537 10 หลายเดือนก่อน +11

      😂🤣 nice joke

    • @Umadbehera
      @Umadbehera 10 หลายเดือนก่อน +10

      ବାଳ ନା 😂😂😂

    • @truelines8228
      @truelines8228 10 หลายเดือนก่อน +8

      Bala ta bhadra he

    • @truelines8228
      @truelines8228 10 หลายเดือนก่อน

      Chora gudaka

  • @usharanipaikaray737
    @usharanipaikaray737 10 หลายเดือนก่อน +4

    ବିକାଶ ଉପରେ ଏତେ ଅସହ୍ୟ ହୋଇ ଏମିତି କୁ କର୍ମ କରୁଛନ୍ତି କଂଗ୍ରେସ କର୍ମୀ

  • @nabinraj7474
    @nabinraj7474 10 หลายเดือนก่อน +1

    ଗୋଟେ ମରଦପୁଅରେ 🎉🎉🎉🎉 ଓଡିଶା ର ବିର ସନ୍ତାନ

  • @chokramsahu7461
    @chokramsahu7461 10 หลายเดือนก่อน +47

    E to hona hi tha, magar bahut din baat koi to sahi kam kya 😂😅

  • @prabirkumardas2743
    @prabirkumardas2743 10 หลายเดือนก่อน +1

    ଉଭୟ କଂଗ୍ରେସ ଓ ବିଜେପି ଆଗାମୀ ନିର୍ବାଚନ ରେ ତାଙ୍କ ଦଳ ର ସଚନୀୟ ପରାଜୟ କଥା ଭାବି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି!

  • @TanmayBiswas-f3j
    @TanmayBiswas-f3j 10 หลายเดือนก่อน +2

    ତୁମକୁ ହୃଦୟରୁ ଧନ୍ୟବାଦ୍ ଭାଇ

  • @ajayakumarb957
    @ajayakumarb957 10 หลายเดือนก่อน +8

    ଧନ୍ୟବାଦ ଭାଇ

  • @Reelsduniya143
    @Reelsduniya143 10 หลายเดือนก่อน +36

    Super hero

  • @odiaaiR
    @odiaaiR 10 หลายเดือนก่อน +9

    ଏମିତି କରିଛନ୍ତି ଭଲ ହେଇଛି

  • @rajendrapatra2891
    @rajendrapatra2891 10 หลายเดือนก่อน +28

    Very good

  • @himanshudehury4309
    @himanshudehury4309 10 หลายเดือนก่อน +1

    ବଢ଼ିଆ କଲା

  • @prabirkumardas2743
    @prabirkumardas2743 10 หลายเดือนก่อน +1

    ବିଜେପି ଓ କଂଗ୍ରେସ ର କର୍ମୀ ମାନେ ଆଗକୁ ଏହିଭଳି କେତେ କାର୍ଯ୍ୟ କରିବେ ଓ ଜନତା ଙ୍କ ଦ୍ୱାରା ଧୂଲେଇ ଖାଇ ଘରକୁ ଯିବେ!

  • @ShivShankar-zd5qx
    @ShivShankar-zd5qx 10 หลายเดือนก่อน +2

    ପାଣ୍ଡୁ ଉପରକୁ 🍅 ଫୋପାଡି କିଛି ଲାଭ ନାହିଁ ସେ ସଳା ଉପରକୁ ଗୁହ ଗୋବର ଫୋପାଡିବା କଥା ଆଉ ପୋଲିସ ଉପସ୍ଥିତିରେ ମାଡ ମାରିଥିବା ବିଜେଡି ର ଚାଟୁକାର, କାଠିଆ ଗୁଣ୍ଡା ମାନଙ୍କ ଉପରେ ପରିଶ୍ରା କରିବା ଦରକାର 🤣🤣🤣🤣

  • @usharanipaikaray737
    @usharanipaikaray737 10 หลายเดือนก่อน +1

    Bjd ଭଳି ସୁଶାସକ ଦଳ ku କଂଗ୍ରେସ ଏମିତି ବିରୋଧ କରିବା ଉଚିତ ନୁହେଁ

  • @Kattar_HinduSanatani108
    @Kattar_HinduSanatani108 10 หลายเดือนก่อน +1

    ଏହି ଥର ନିହାତି କଂଗ୍ରେସ୍ ଆସିବ
    .
    .
    .
    .
    .
    ରୋଡ ଉପରେ 😂

  • @prabirkumardas2743
    @prabirkumardas2743 10 หลายเดือนก่อน +1

    ବିଜେପି ର ଅଶାନ୍ତି ପଥ ଦ୍ୱାରା ଅନୁପ୍ରାଣିତ ହୋଇ ଓଡିଶା କଂଗ୍ରେସ ନେତା ମାନେ ସେହି ରାସ୍ତା ରେ ଆଗେଇବାର ସଂକଳ୍ପ ନେଇଛନ୍ତି!

  • @SleepyCrab-gb6es
    @SleepyCrab-gb6es 10 หลายเดือนก่อน +3

    ଭଲ ହୋଇଛି

  • @namitagochhayat5059
    @namitagochhayat5059 10 หลายเดือนก่อน

    ଲୋକଙ୍କ ଅସୁବିଧା ସମୟରେ ଯେଉଁ ସରକାର ଜନତାଙ୍କ ସାଙ୍ଗରେ ଛିଡା ହୁଅନ୍ତି ସେ ହେଉଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ 5t ସଚିବ ,ଏଥିରେ ଯେଉଁ ଦଳ ବାଧା ଆଣିବେ ତାଙ୍କର ବିଚାର ଜନତା ଜନାରଦନ କରିବେ ଆଗାମୀ 2024 ନିର୍ବାଚନରେ।

  • @Being-Odia-Being-Proud
    @Being-Odia-Being-Proud 10 หลายเดือนก่อน +1

    ବିଜେଡି ବାଲା ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!!

  • @sameerlakra1325
    @sameerlakra1325 10 หลายเดือนก่อน +1

    Jai Congress party

  • @susiljena0707
    @susiljena0707 10 หลายเดือนก่อน

    ଓଡିଶାରେ ନବୀନ ପଟ୍ଟନାୟକ ସରକାର 2024ରେ ପୁଣିଥରେ ଶାସନ କ୍ଷମତା କୁ ଆସୁଛି ଏକଥା ବିରୋଧୀ ସ୍ପଷ୍ଟ ପ୍ରମାଣିତ କରିଦେଉଛନ୍ତି

  • @toofansahu2761
    @toofansahu2761 10 หลายเดือนก่อน +1

    Thik karichanti bhai....I respect u...samaste eee kama kariparibeni....u r a great person

  • @bikashpatra-ix2iz
    @bikashpatra-ix2iz 10 หลายเดือนก่อน

    ଟମାଟୋ ମାଡ଼ ହେବା ପରେ ମଧ୍ୟ ପାଣ୍ଡିଆନ ତାଙ୍କର ସଭାକୁ ସୁସ୍ଥଭାବରେ ପରିଚାଳନା କରିଛନ୍ତି।

  • @namitagochhayat5059
    @namitagochhayat5059 10 หลายเดือนก่อน

    ଓଡ଼ିଶାର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି ବିରୋଧୀ ଦଳମାନ ଙ୍କର 5Tସଚିବଙ୍କ ପ୍ରତି ଦ୍ଵ୍ଵର ବ୍ୟବହାରର ଜବାବ ନିଶ୍ଚୟ ଦେବେ

  • @bhagyabhusanmahapatra2457
    @bhagyabhusanmahapatra2457 10 หลายเดือนก่อน +44

    Ebe TAMATO.
    Agaku KAKHARU.
    TARABHUJA mara jiba.

    • @rrvision6630
      @rrvision6630 10 หลายเดือนก่อน +2

      Right

    • @simranzz-09
      @simranzz-09 10 หลายเดือนก่อน +2

      Paribani😂

    • @studentslife1370
      @studentslife1370 10 หลายเดือนก่อน +3

      ଭାଇ ଯେବେ ଏ ସବୁ ମରାଯିବ ମତେ ଜଣେଇବେ ସାଙ୍ଗରେ bag ଟା ନେଇକି ଯିବି 😂😂😂

    • @gautampradhan3182
      @gautampradhan3182 10 หลายเดือนก่อน

      ​@@simranzz-09ଏବେ ବି ଗୋଟିଏ ଗାଁ ଯିବା ଭଲ ରାସ୍ତା ନାହିଁ।25 ରହିଲାନି କନ୍ ନା କନ୍ ଓଡ଼ିଶା ହୋଇସାରିଥି।

    • @simranzz-09
      @simranzz-09 10 หลายเดือนก่อน +1

      @@gautampradhan3182 Tama modi sarkar pa samastanku dekhuchi? Siye kanta karuchi kahila

  • @KamuluChallan
    @KamuluChallan 10 หลายเดือนก่อน +5

    Thank you very good👍👍👍

  • @namitagochhayat5059
    @namitagochhayat5059 10 หลายเดือนก่อน

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଜିଲ୍ଲା ଜିଲ୍ଲା ଗ୍ରସ୍ତ କରି ଜନତାଙ୍କର ସୁଖ ଦୁଃଖ ବୁଝୁଛନ୍ତି। ବିରୋଧୀ ମାନଙ୍କର ଏଭଳି ହୀନ ଚକ୍ରାନ୍ତର ଜବାବ ସେ ନିଶ୍ଚୟ ଦେବେ।

  • @prabirkumardas2743
    @prabirkumardas2743 10 หลายเดือนก่อน

    ଯେଉଁ ମାନେ ସମ୍ପୂର୍ଣ ଭାବରେ ନିଜ ଉପରୁ ଭରସା ହରାଇ ବସିଥାନ୍ତି ସେମାନେ ଏହିଭଳି ହୀନ କାର୍ଯ୍ୟ କରି ଥାନ୍ତି!

  • @niranjandey8666
    @niranjandey8666 10 หลายเดือนก่อน

    ଯେତେଦିନରୁ ପାଣ୍ଡିଆନ ନବୀନବାବୁଙ୍କର 5T ର ସଚିବ ହୋଇଥିଲେ ସେତେଦିନରୁ ଓଡ଼ିଶାର ବିରୋଧୀ ବିବ୍ରତ ଅବସ୍ଥାରେ ଅଛନ୍ତି।

  • @tukalapada9009
    @tukalapada9009 10 หลายเดือนก่อน +1

    BJD ଆଉ congress ଗୁଣ୍ଡା ଦଳ JAY BJP

  • @namitagochhayat5059
    @namitagochhayat5059 10 หลายเดือนก่อน

    ଜଣେ ସରକାରୀ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଏବଂ ରାଜ୍ୟ ସରକାରଙ୍କର ଥିବା ସଚିବଙ୍କ ପ୍ରତି ହୋଇ ଥିବା ଅନ୍ୟାୟ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ l

  • @Cheecy_chic
    @Cheecy_chic 10 หลายเดือนก่อน +1

    😂😂😂 bahut badhia...ମାଡି ଚାଲ😅

  • @HemantaBehera-z2d
    @HemantaBehera-z2d 10 หลายเดือนก่อน +1

    Pandit is best 1000000000000000000000000000000000000000000000000000 best

  • @susiljena0707
    @susiljena0707 10 หลายเดือนก่อน

    ନିର୍ବାଚନ ଆସିଲେ ଉଭୟ କଂଗ୍ରେସ ଆଉ ଭାରତୀୟ ଜନତା ପାର୍ଟି ମିଳିତ ଉଦ୍ୟମରେ ରାଜ୍ୟରେ ହିଂସାକାଣ୍ଡ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ରୁହନ୍ତି ଜନତା ଏହାର ଜବାବ ଦେବେ

  • @niranjandey8666
    @niranjandey8666 10 หลายเดือนก่อน

    ଯେତେବେଳେ ପରିସ୍ଥିତି ଅଣାୟତ୍ତ ହୁଏ ସେତେବେଳେ ସବୁ ଜାଗାରେ ଉତ୍ତେଜନା ସୃଷ୍ଟି ହୋଇଥାଏ। ବେଲଗୁଣ୍ଠାରେ ପରିସ୍ଥିତିକୁ ପୋଲିସ ଆୟତ୍ତ କରିନେଇଛି।

  • @SubhaGyan3367
    @SubhaGyan3367 10 หลายเดือนก่อน

    ଉଠ ଚଞ୍ଚଳ ହୁଏ ଜାଗ୍ରତ ତାମିଲ pandian ଙ୍କୁ ହଟାଇଦିଅ 🙏🏻👍🏻

  • @pradipgiri7841
    @pradipgiri7841 10 หลายเดือนก่อน

    ଏହି ଟମାଟ ମାଡ଼ର ପ୍ରତିବାଦ କରି ପାଣ୍ଡିଆନ ବାବୁ କହିଛନ୍ତି ସେ ଟମାଟ ମାଡକୁ ଖାତିରି କରନ୍ତି ନାହିଁ ରାଜ୍ୟର ବିକାଶ ପାଇଁ କାମ କରୁଛନ୍ତି ଆଗକୁ ମଧ୍ୟ ରାଜ୍ୟର ବିକାଶ ପାଇଁ କାମ କରିବେ l

  • @usharanipaikaray737
    @usharanipaikaray737 10 หลายเดือนก่อน +1

    ବିଜେଡି ରେ ଏମିତି ଅରାଜକତା କେହି କରିବେନି.... ଯେଉଁ ଦଳ ଯେମିତି ତାଙ୍କର ନେତା କର୍ମୀ ମାନେ ସେମିତି

  • @namitagochhayat5059
    @namitagochhayat5059 10 หลายเดือนก่อน

    ଶେଷରେ ବିରୋଧୀ ଦଳ ଆଉ କୌଣସି ରାସ୍ତା ନ ପାଇ ଏହି ଭଳି ଭାବରେ ଟମାଟୋ କରି ଅତି ନିମ୍ନ ମାନର କାର୍ଯ୍ୟ କରି ଚାଲିଛନ୍ତି ଏହାର ପରିଣାମ ଜନ ସାଧାରଣ ଭୋଟ ମାଧ୍ୟମରେ ଦେବେ l

  • @SubodhPradhan-te3zw
    @SubodhPradhan-te3zw 10 หลายเดือนก่อน +18

    Odisa re fast mahaan purusa jane bahaarila 🙏 - odisa re taamil saason chaliba naahi

    • @santosh34556
      @santosh34556 9 หลายเดือนก่อน

      Odia Mane Andhra , Tamil Nadu, Karnataka, Kerala gale chaliba na.😂

  • @susiljena0707
    @susiljena0707 10 หลายเดือนก่อน

    ନୂଆ ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ ମନ୍ଦିର ମସଜିଦ ଏବଂ ଅନେକ ପୀଠ ସ୍ଥଳୀର ରୂପାନ୍ତରିକରଣ କରାଯାଉଛି

  • @prabirkumardas2743
    @prabirkumardas2743 10 หลายเดือนก่อน

    ଓଡିଶା ରେ ଏହିଭଳି ଘଟଣା ର ଫଳ କଣ ହେବ ତାହା ଆଗରୁ ଓଡିଶା ବାସୀ ବିରୋଧୀ ଙ୍କୁ ଜବାବ ଦେଇଛନ୍ତି!

  • @kumarmuduli4635
    @kumarmuduli4635 10 หลายเดือนก่อน +1

    ବହୁତ ଭଲ ହୋଇଛି

  • @rabindrapradhan7646
    @rabindrapradhan7646 10 หลายเดือนก่อน

    ପାଣ୍ଡିଆନ୍ ର ଏ ସୁପର ପ୍ଲାନ। ସେ ବ୍ୟକ୍ତି କଗ୍ରେସ ର ତ? ନା ସଭାରେ ଉଦାହରଣ ଦେବାପାଇଁ ଆଗୁଆ ସେଟ୍। ଯେମିତି ନବ ଦାସ ହତ୍ୟା।

  • @NilaNiladas-lu4sq
    @NilaNiladas-lu4sq 7 หลายเดือนก่อน +1

    ସେହି ତାମିଲ୍ ପାଣ୍ଡିଆନ୍ କୁ ଟମାଟୋ ନାହିଁ ଗୁହ ମୁହଁରେ ମାରିବାକଥା କେଣା ପୁଣ୍ଡା ମାହିରି ଲୁସୁ

  • @IpsitaMohantyIpsita
    @IpsitaMohantyIpsita 10 หลายเดือนก่อน

    ଏ ଭଳି ହୀନ ମାନର କାର୍ଯ୍ୟ କରିଥିବା ବିରୋଧୀ ଙ୍କୁ ନିହାତି ଭାବରେ ଉଚିତ୍ ଶାସ୍ତି ଦେବା ଦରକାର |

  • @namitagochhayat5059
    @namitagochhayat5059 10 หลายเดือนก่อน

    ପାଣ୍ଡିଆନଙ୍କ ଦ୍ୱାରା ହେଉଥିବା ଉନ୍ନତି ମୂଳକ କାର୍ଯ୍ୟକୁ ଦେଖି BJP ସହି ନ ପାରି ଏଭଳି ଗୋଟିଏ ବିଦ୍ଧିବଦ୍ଧ ଭାବେ ପ୍ଲାନ କରିଛନ୍ତି l

  • @bikashpatra-ix2iz
    @bikashpatra-ix2iz 10 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଙ୍କ ସମାଲୋଚନା କି ଦଳ ର ସ୍ୱାର୍ଥ କୁ ନୁହେଁ ରାଜ୍ୟ ର ସ୍ୱାର୍ଥ କୁ ଅଧିକ ଗୁରୁତ୍ୱ ଦେଇଛନ୍ତି!

  • @pradipgiri7841
    @pradipgiri7841 10 หลายเดือนก่อน

    କିଛି ନ କରି ଏମିତି ହୀନ ରାଜନୀତି କରୁଥିବା କଂଗ୍ରେସ ଦଳର ରାଜନୀତିକୁ ଲୋକେ ଠିକ ଭାବରେ ବୁଝିସାରିଛନ୍ତି!

  • @hiranyanayak6734
    @hiranyanayak6734 10 หลายเดือนก่อน

    Virodhi rajyara development ku birodh karuchhanti, Mr.Pandian is a best administrator of Odisha.

  • @ଓଡ଼ିଶାରେଚାକିରିନାହିଁ
    @ଓଡ଼ିଶାରେଚାକିରିନାହିଁ 10 หลายเดือนก่อน

    ଓଡ଼ିଶା ପୋଲିସ ମାନେ ନବୀନ ର ଦୂତିୟ ପୁତ୍ର

  • @bikashpatra-ix2iz
    @bikashpatra-ix2iz 10 หลายเดือนก่อน

    କଂଗ୍ରେସ ର କର୍ମୀ ମାନେ ଆଗକୁ ଏହିଭଳି କେତେ କାର୍ଯ୍ୟ କରିବେ ଓ ଜନତା ଙ୍କ ଦ୍ୱାରା ମାଡ଼ ଖାଇ ଯିବେ l

  • @pradipgiri7841
    @pradipgiri7841 10 หลายเดือนก่อน

    ବିକାଶ ବିରୋଧୀ କଂଗ୍ରେସ ରାଜ୍ୟର ବିକାଶ ଦେଖି ସାହିପାରୁନି ସେଥିପାଇଁ ଏମିତି ହୀନ ରାଜନୀତି ଆରମ୍ଭ କରିଛି!

  • @namitagochhayat5059
    @namitagochhayat5059 10 หลายเดือนก่อน

    ବିଭିନ୍ନ ବିକାଶ କାର୍ଯ୍ୟ ହେଉଛି ବୋଲି ସହି ପାରୁନାହାନ୍ତି ଏହି ବିରୋଧୀ ଦଳ ତେଣୁ ଏହି ଭଳି ହୀନ ମାନସିକତା କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି।

  • @bikashpatra-ix2iz
    @bikashpatra-ix2iz 10 หลายเดือนก่อน

    ଜନତାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ ଯାଉଥିବା ଭି କେ ପାଣ୍ଡିଆନ ବିରୋଧୀ ଦେଖି ସହି ପାରୁନାହାନ୍ତି l

  • @bapikumar6925
    @bapikumar6925 9 หลายเดือนก่อน +1

    Thik heiichi

  • @radheshyamkechhu5134
    @radheshyamkechhu5134 10 หลายเดือนก่อน +2

    Wahhhh... Bht badhuaa

  • @MrunmayeeDas-s4u
    @MrunmayeeDas-s4u 10 หลายเดือนก่อน

    ଗଞ୍ଜାମ ର ବେଳାଖୁଁଠା ଠାରେ କଂଗ୍ରେସ ର ଏଭଳି କାର୍ଯ୍ୟ ରୁ ଜଣାପଡୁଛି ବିରୋଧୀ କେତେ ନିରାଶ |

  • @susiljena0707
    @susiljena0707 10 หลายเดือนก่อน

    ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ ଯାଉଥିବା ଭି କେ ପାଣ୍ଡିଆନ ବିରୋଧୀ ଦେଖି ସହି ପାରୁନାହାନ୍ତି

  • @satyashreemishra8823
    @satyashreemishra8823 10 หลายเดือนก่อน

    ବିରୋଧୀ ଦଳ ନିଜର ରାଜନୈତିକ ଫାଇଦା ପାଇଁ ଏତେ ହୀନ ମାନସିକତାର କାର୍ଯ୍ୟ କରୁଛି ଏହା ବାସ୍ତବରେ ଅତ୍ୟନ୍ତ ନିନ୍ଦନୀୟ।

  • @anilkumarjena7590
    @anilkumarjena7590 10 หลายเดือนก่อน +1

    ଆରେ ଇଏ ଟମାଟୋ ମାରିଲେ କଣ ହବକିରେ, ଦମ ଅଛି ଯଦି ଗୋପାଳ ଦାସ ପରି ଗୁଳି ମାର......

  • @bansidharanayak2973
    @bansidharanayak2973 10 หลายเดือนก่อน

    ଭଲହେଇଛି,ଏଇମାନେହୋଉଛତିବିଜେଡିରପୋଶାକୁକୁର,ଏ ତାମିଲିକିଏ ଏ ଭାଇବହୁତଶାହାଷି ଜେ ଶିରିରାମ

  • @usharanipaikaray737
    @usharanipaikaray737 10 หลายเดือนก่อน +3

    କଂଗ୍ରେସ କର୍ମୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ଯାଉ

  • @namitagochhayat5059
    @namitagochhayat5059 10 หลายเดือนก่อน

    5t ର ସଚିବଙ୍କ ଦ୍ୱାରା କାର୍ଯ୍ୟର ସଫଳତା କୁ BJP ଦେଖି ଆକ୍ରୋଶ ଭାବ ଆଣି ସଚିବଙ୍କ ଉପରେ ରାଗ ସୁଝାଉଛନ୍ତି l

  • @Parthasarathi-Prachi
    @Parthasarathi-Prachi 10 หลายเดือนก่อน

    ପାଣ୍ଡିଏନଙ୍କୁ ମାଡ଼ ଦରକାର, ଯାହା ହେଇଛି ଭଲ ହେଇଛି

  • @Being-Odia-Being-Proud
    @Being-Odia-Being-Proud 10 หลายเดือนก่อน +136

    ବିଜେଡି ବାଲା ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!!

  • @DDas-hp8ii
    @DDas-hp8ii 10 หลายเดือนก่อน

    ଏ ପ୍ରକାର ଆଚରଣ କରି ବିରୋଧୀ ଦଳ ନିଜର ହିନମନ୍ୟତା ର ପରିଚୟ ଦେଇଛନ୍ତି।

  • @pravasiniseth9594
    @pravasiniseth9594 10 หลายเดือนก่อน +1

    Jay Congress ❤

  • @IpsitaMohantyIpsita
    @IpsitaMohantyIpsita 10 หลายเดือนก่อน

    ଲୋକଙ୍କ ସେବା ରେ ସଦା ନିୟୋଜିତ 5t ଅଧ୍ୟକ୍ଷ ପାଣ୍ଡିଆନ ସାର, ତାଙ୍କ ଉପରକୁ ଯେତେ ବିପଦ ଆସୁ ପଛେ ସେ ଲୋକଙ୍କ ପାଇଁ କାମ କରିବେ, ଏହା ତାଙ୍କ ମହାନତାର ପରିଚୟ ।

  • @pradipgiri7841
    @pradipgiri7841 10 หลายเดือนก่อน

    ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝି ଲୋକଙ୍କ ପାଇଁ ପାଣ୍ଡିଆନ ବାବୁ କାମ କରୁଛନ୍ତି କିନ୍ତୁ ରାଜ୍ୟ କଂଗ୍ରେସ ଲୋକଙ୍କ ପାଇଁ କିଛି ନ କରି ସବୁବେଳେ ବିରୋଧ କରୁଛି!