Beware BJP ! How Will Government Run In Hide And Seek Format ? | Nirbhay Gumara Katha

แชร์
ฝัง
  • เผยแพร่เมื่อ 3 ก.พ. 2025

ความคิดเห็น • 732

  • @jitendrabehera4249
    @jitendrabehera4249 หลายเดือนก่อน +53

    ବଜେପି ସରକାର ପାଇଁ ସତର୍କ ଘଣ୍ଟି ବାଜିଗଲାଣି ତାର ଜବାବ ପଂଚାୟତ ଇଲେକ୍ସନ ରେ ଦେବେ ଜନସାଧାରଣ ଅପେକ୍ଷାରେ ଅଛନ୍ତି

    • @VirjuKumar-xx5wo
      @VirjuKumar-xx5wo หลายเดือนก่อน +5

      ଆରେ ଭାଇ ଏତେ ବିଭ୍ରାଟ ହୁଅନି

    • @nirmalKumar-zd7qi
      @nirmalKumar-zd7qi หลายเดือนก่อน

      ଭଲ କହିଲେ,ଆଉ ଠିକ୍ କଥା

    • @sujitsamal694
      @sujitsamal694 หลายเดือนก่อน

      Dekha jau .Agaku Kan heuchi.

    • @pravashmishra1178
      @pravashmishra1178 หลายเดือนก่อน +2

      ଲୋକେ ପୁଣି ସେଇ ନବିନ କୁ ହିଁ ଚାହିଁବେ

  • @saratmishra7100
    @saratmishra7100 หลายเดือนก่อน +34

    ଆଜ୍ଞା ନମସ୍କାର, ବହୁତ ସୁନ୍ଦର ବିଶ୍ଳେଷଣ।
    ଆମକୁ ଭି ଲାଜ ଲାଗୁଛି, କାହିଁକି ନା, ଦଶ ବର୍ଷ ମଧ୍ୟରେ ସରକାର ବଦଲେଇ ଦବାର ପ୍ରଚେଷ୍ଟା ରେ ଥିବା ଲୋକଙ୍କ ମଧ୍ୟରୁ ଆମେ ଜଣେ। ସିବିଆଇ ଓଡ଼ିଆ ଫେରିଯିବା ପରେ ସମସ୍ତେ ଗୁଣୁ ଗୁଣ ହେଲେଣି।
    ସମସ୍ତେ ଏବେ BJP କୁ ସନ୍ଦେହ ଘେରରେ ନେଲେଣୀ।

  • @PrashantMangaraj-g4f
    @PrashantMangaraj-g4f หลายเดือนก่อน +93

    ଆପଣ ବିଜେପି ପଟକୁ ସଦାବେଳେ ନ ଢଳି ନିରପେକ୍ଷ ଟିକେ ହେଲେ ଭଲ ହୁଅନ୍ତା ଜୟ ଜଗନ୍ନାଥ 🙏

    • @bhabanisankar429
      @bhabanisankar429 หลายเดือนก่อน +1

      Right

    • @abhijit1455
      @abhijit1455 หลายเดือนก่อน +2

      Tu budha bohut gapuchu chhi chhi amo first pm nku emiti kahuchu to janma heinothiba

    • @SibaNaik-c9j
      @SibaNaik-c9j หลายเดือนก่อน +2

      Ye katha aau gote loka ku kaha samata channel wala se sabu bjd spot kare ye nuhe okk

    • @prafulasingh2267
      @prafulasingh2267 หลายเดือนก่อน +3

      ନିରପେକ୍ଷତା ଅର୍ଥ ବୁଝିବା ଆବଶ୍ୟକ
      ନବୀନ ଦାସ ନିର୍ଭୟ ଗୁମର କଥାରେ ଯାହା କୁହନ୍ତି ବା ଯାହା କହୁଛନ୍ତି , ତାଙ୍କର ସମସ୍ତ ଏପିସୋଡ଼ ଯଦି ଦେଖିବ ବୁଝିବ ତେବେ ଜାଣିବ ସମାଲୋଚନାର ନିରପେକ୍ଷତା କ'ଣ । ଯଦି ତେଲିଆ କଥା କୁହନ୍ତେ ତା'ହେଲେ ନବିନ ଦାସ ଭଲ ହୁଅନ୍ତେ ।

    • @nrusinghcharanpalei8938
      @nrusinghcharanpalei8938 หลายเดือนก่อน

      Bjp adaku dhalile lava achhi ..

  • @satishchandrabehera7291
    @satishchandrabehera7291 หลายเดือนก่อน +37

    ବିଜେପି ପାଇଁ ନିଶ୍ଚିତ ଭାବରେ ସତର୍କ ଘଣ୍ଟି।
    ସାବଧାନ, ମୋହନ ସରକାର ସମ୍ଭାଳ ଅଣ୍ଟି।।

  • @bijaymahanta802
    @bijaymahanta802 หลายเดือนก่อน +25

    ଦର ବୃଦ୍ଧି ଯୋଗୁଁ ଜନସାଧାରଣ ହନତସନ୍ତ ସେ ..

  • @rajamishra2312
    @rajamishra2312 หลายเดือนก่อน +44

    ଆପଣ ନିର୍ଭୟରେ ନିର୍ଭୀକତା ଅବଲମ୍ବନ ନକରି ଗୋଟେ ପାର୍ଟି କୁ କାହିଁକି ଟେକି ଟେକି କାହିଁକି କୁହନ୍ତି। ଏହା ଆପଣଙ୍କ ବୟସ କୁ ଶୋଭା ପାଉନି

    • @harischandrabehera9468
      @harischandrabehera9468 หลายเดือนก่อน +2

      Right

    • @balgopalmandal6096
      @balgopalmandal6096 หลายเดือนก่อน

      Budha pagela heigalani

    • @PurnachandraBehera-if5tu
      @PurnachandraBehera-if5tu หลายเดือนก่อน

      @@rajamishra2312 ଅପେକ୍ଷା କର।

    • @manojnayak610
      @manojnayak610 หลายเดือนก่อน +1

      Yes

    • @satyadev9930
      @satyadev9930 หลายเดือนก่อน +1

      ଆପଣଙ୍କୁ ବହୁତ ଆଗରୁ ଦେଖୁଥିଲି ଏବେ ଆପଣଙ୍କୁ ଦେଖିବା ପାଇଁ ଇଛା ହଉନି

  • @habibullakhan8645
    @habibullakhan8645 หลายเดือนก่อน +3

    ଆପଣଙ୍କ ଚିନ୍ତାଧାରା ସବୁଠାରୁ ନିମ୍ନ ସ୍ତର ଏବଂ ଆପଣଙ୍କର programme ଉଦେଶ୍ୟ ପ୍ରଣୋଦିତ, ଆପଣ ସାମ୍ବାଦିକ ନାମରେ ଜଣେ କଳଙ୍କ

  • @lalitendubehera1367
    @lalitendubehera1367 หลายเดือนก่อน +29

    ପୂର୍ବ ସରକାର୍ ରେ ଯେଉଁ ଭୁଲ୍ ହେଉଥିଲା ଆଜି ର ସରକାର ସେହି ଭୁଲ୍ କୁ ଦୋହରାଇଛନ୍ତି । ସରକାର ବଦଳି ଗଲେ ସ୍ୱଚ୍ଛତା ଆସେନି , ସରକାରୀ କଳ ର ପରିବର୍ତ୍ତନ ଦରକାର ।

  • @d.jayadevdora9063
    @d.jayadevdora9063 หลายเดือนก่อน +46

    ମୁଁ ଆଶା କରେ କି ଆପଣ ସବୁବେଳେ ନିରପେକ୍ଷ ସମ୍ବାଦ କୁ ଏବଂ ଓଡ଼ିଶାରେ ସମସ୍ୟା କୁ ଠିକ୍ ଭାବେ ଉପସ୍ଥାପନ କରିବେ , ଯଦି ଆପଣ କେବେ କେଉଁ ଦଳ ଆଡ଼କୁ ଢ଼ଳନ୍ତି ,ତାହେଲେ ଆପଣଙ୍କ ଛବିବି କଳୁଷିତ ହେବ, ଧନ୍ୟବାଦ୍

    • @chinmaya123
      @chinmaya123 หลายเดือนก่อน +1

      Nirbhaya channel name chadi BJP nare gote channel kholontu apna BJP prema chadile jaiki nirbhya channel na ta sobha paina

    • @sunitapradhan3852
      @sunitapradhan3852 หลายเดือนก่อน

      BJP dalal

  • @kambupanipradhan1473
    @kambupanipradhan1473 หลายเดือนก่อน +4

    ଯିଏ ବି ସରକାର ଗଠନ କରୁଛନ୍ତି ଜନସାଧାରଣ ଙ୍କ କଥା ଚିନ୍ତା ନ କରି ନିଜ ର ଦରମା ଏବଂ ଭତ୍ତା କିପରି ଅଧିକ ହେବ ସେ ଚିନ୍ତା ବେଶୀ

  • @sailendraswainpintu8138
    @sailendraswainpintu8138 หลายเดือนก่อน +36

    ଶଲା ବୁଢ଼ା ବିଜେପି ର ଆଉ କେତେ ଚାଟିବୁ ।କିଛି ମିଳିବନି । ଜନତା ପାଇଁ କିଛି କହ ।ଲୋକ ତତେ ଭଲ କହିବେ ।

    • @basantabiswal7303
      @basantabiswal7303 หลายเดือนก่อน +1

      Absolutely right 👍

    • @anandbal2213
      @anandbal2213 หลายเดือนก่อน

      କାଇଁ ଗାଣ୍ଡୀରେ ପଶିଗଲା କି ?

    • @PurnachandraBehera-if5tu
      @PurnachandraBehera-if5tu หลายเดือนก่อน

      @@sailendraswainpintu8138 ଅସମା ଜିକ ଙ୍କ ଦଳ ର ଜିନ୍ଦାବାଦ କରିବାକୁ ଠିକା ନେବା ଦୁଃଖ ର ବିଷୟ।

  • @PURNA7382
    @PURNA7382 หลายเดือนก่อน +4

    ମନ୍ତ୍ରିମଣ୍ଡଳରେ ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସାମିଲ ନକରିବା ବିଜେପି ପାଇଁ ଅଶୁଭ ହୋଇପାରେ।

  • @soumyajitpradhan8042
    @soumyajitpradhan8042 หลายเดือนก่อน +15

    ନମସ୍କାର. ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କ କ୍ଷତିପୂରଣ ଅର୍ଥ ପ୍ରଦାନ କରନ୍ତୁ ।ମୋହନ ମାଝି ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପାଳନ କରନ୍ତୁ ।

  • @vandematram-d9f
    @vandematram-d9f หลายเดือนก่อน +18

    ଫାଲତୁ analysis କରୁଛନ୍ତି ଆପଣ

  • @Bijayamusic80
    @Bijayamusic80 หลายเดือนก่อน +53

    ଯଦି ଦମ ଅଛି ତାହାଲେ ଅମିତ ଶାହାଙ୍କ ବିଷୟରେ କହନ୍ତୁ

    • @ashokswain2901
      @ashokswain2901 หลายเดือนก่อน +6

      ଏ ହେଉଛି bjp ର ପୋଷା କୁକୁର ତେଣୁ ସେ ବିଷୟ ତାଙ୍କୁ ଦେଖା ଜୀବନୀ

  • @rajkumarmohanty9330
    @rajkumarmohanty9330 หลายเดือนก่อน +29

    ପ୍ରଥମେ ପାର୍ଲିଆମେଣ୍ଟ ସି ସି ଟି ଭି ଦେଖନ୍ତୁ, ତା ପରେ ମତ ରଖନ୍ତୁ।

  • @BijayMishra-o8p
    @BijayMishra-o8p หลายเดือนก่อน +5

    ଆଜ୍ଞା ପ୍ରଣାମ
    ଆଜ୍ଞା ମୁଁ ଏକ ଭାଜପା ସମର୍ଥକ କହୁଛି ବହୁ କର୍ମୀ ଓ ଲୋକ ଖୁସି ନୁହଁନ୍ତି ବିଜେପି ସରକାର ଉପରେ,ଏକ ସରକାର ଅଛି ଏ ପର୍ଯ୍ୟନ୍ତ ଅନୁଭବ କରି ହେଉନି

  • @bidyaprasiddhisahoo1410
    @bidyaprasiddhisahoo1410 หลายเดือนก่อน +24

    ଆପଣ ସାମ୍ବାଦିକ ହୋଇ ନିରପେକ୍ଷ ଖବର ପରିବେଷଣ କରିବା କଥା but ଆପଣ ନିର୍ଦ୍ଦିଷ୍ଟ ଦଳକୁ ସୁହାଇଲା ଭଳି ନ୍ୟୁଜ ପରିବେଷଣ କରୁଛନ୍ତି

    • @netajidash9367
      @netajidash9367 หลายเดือนก่อน +1

      @@bidyaprasiddhisahoo1410 ଭ୍ରମାତ୍ମକ ଦୃଷ୍ଟିକୋଣ। ଯେତେବେଳେ ଯେଉଁ ବିଷୟ ଗୁରୁତ୍ୱପୂର୍ଣ୍ଣ ଥାଏ ସେ ବିଷୟରେ ସେ କହନ୍ତି। କଂଗ୍ରେସ ବିଜେପି କାହାରିକୁ ଛାଡ଼ନ୍ତି ନାହିଁ। ଖବରର ଗୁରୁତ୍ଵ ହିଁ ଚୟନର ଆଧାର।

    • @brpalai9015
      @brpalai9015 หลายเดือนก่อน

      ​@@netajidash9367bala na

    • @allABCDanimals3296
      @allABCDanimals3296 หลายเดือนก่อน

      ​@@netajidash9367ମିଛ କଥା ସେ ଜଣେ ବିଜେପି ସପକ୍ଷବାଦୀ ସାମ୍ବାଦିକ (ବିଜେପି ର ଚାମଚା)। ରାଜ୍ୟପାଳଙ୍କ ପୁଅଙ୍କ ର ଉଗ୍ର ଆଚରଣ କୁ ନେଇ କାହିଁ କଉଣସି ଭିଡିଓ ବନେଇଲେ ନାହିଁ ତ।

  • @PradeepkumarSahu-xu4ty
    @PradeepkumarSahu-xu4ty หลายเดือนก่อน +16

    ବିଜେଡି ଓ ବିଜେପି ଗୋଟିଏ ଗଛର ମଞ୍ଜି, ସମୟ ଆସୁଛି ଓଡ଼ିଶା ରେ ଯୁବ ଓ ଛାତ୍ର ଙ୍କ ଦ୍ୱାରା ନୂତନ ଆଞ୍ଚଳିକ ଦଳ ଗଠନ ହୋଇପାରେ.

  • @rashmiranjan1325
    @rashmiranjan1325 หลายเดือนก่อน +1

    ମୋହନ ମାଝି ଯେମିତି ଓଡ଼ିଶା କୁ ବୋକା ବାନଛନ୍ତି ଆସନ୍ତା ସରପଞ୍ଚ ଇଲେକ୍ସନ ରେ BJP ତିନି ପାଞ୍ଜି ରୁ ଯିବା

  • @mr.pradeepofficial5816
    @mr.pradeepofficial5816 หลายเดือนก่อน +49

    ରାହୁଲ ଠେଲି ଲେ ବୋଲି ପ୍ରମାଣ କଣ ଆପଣ ଙ୍କ ପାଖରେ ଅଛିକି ସିସିଟିଭି ଫୁଟେଜ ଦେଖାନ୍ତୁ. ଖାଲିରେ ଭକନ୍ତୁ ନି

  • @PurnachandraBehera-if5tu
    @PurnachandraBehera-if5tu หลายเดือนก่อน +17

    ନବୀନ ବାବୁ ଙ୍କ ସରକାର ରେ ଯେଉଁ ସବୁ ହେଇଥିଲା ତାହା ଏକା ଥରେ ଏକ ଦିନରେ ବଦଳିବା ସମ୍ଭବ ନୁହେଁ। ଧୀର ପାଣି ପଥର କଟେ।

  • @saratdas2089
    @saratdas2089 หลายเดือนก่อน +23

    ଏ ସରକାର ଛ ମାସରେ ଯେତିକି ଦୁର୍ନୀତି କଲେଣି. ପାଞ୍ଚ ବର୍ଷରେ ରାଜ୍ୟକୁ ପୁରା ଖାଇଯିବେ, sabu

  • @sanjayapanda8176
    @sanjayapanda8176 หลายเดือนก่อน +23

    ଏବେ ତୁମ ଚାନେଲ ଆଉ ତୁମଭଳି ବହୁତ ମିଡ଼ିଆ ଏବେ ବିଜେପି ର ପୋଷା ଚାନେଲ

  • @laxmidharsatapathy1167
    @laxmidharsatapathy1167 หลายเดือนก่อน +9

    ଭା.ଜ.ପା ସରକାର ର ଏଇ ଫାଷ୍ଟ ଆଣ୍ଡ୍ ଲାଷ୍ଟ ବୋଲି ଧରି ନିଆଯିବ। ଏତେ ବାଜେ ଶାସନ..... ଭାବିଲେ ଭାରି ବିରକ୍ତ ଲାଗୁଛି।

  • @dutyisgod6019
    @dutyisgod6019 หลายเดือนก่อน +16

    ଆପଣଙ୍କର ଉପସ୍ଥାପନାରେ ନିରପେକ୍ଷତା ନାହିଁ ଯାହା ସ୍ପଷ୍ଟ ବାରି ହେଇ ପଡୁଛି.. ନିରପେକ୍ଷତା ଅବଲମ୍ବନ କରନ୍ତୁ ଏହା ଅଧିକ ଆଦୃତ ହୋଇ ପାରିବ

  • @LadiMandangi-wr1zk
    @LadiMandangi-wr1zk หลายเดือนก่อน +1

    ଆପଣ ଜଣେ ମାତ୍ର ବ୍ୟକ୍ତି BJP ସପକ୍ଷରେ କୁହନ୍ତି ଆଉ ଆପଣଙ୍କୁ ଛାଡି ଦେଲେ ସମସ୍ତେ ଏହି BJP ର କଳୁଷିତ, ଦୁର୍ନୀତି, ଭ୍ରଷ୍ଟାଚାର, ଅପରିପକ୍ବ ରାଜନୀତି ବିରୋଧରେ ସ୍ଵର ଉତ୍ତୋଳନ କରନ୍ତି।

  • @narasinghdas3623
    @narasinghdas3623 หลายเดือนก่อน +2

    ହିଟଲର ଶାସନରୁ ରାଜ୍ୟ ବଂଚି ଯାଇଛି

  • @atalpradhan2956
    @atalpradhan2956 หลายเดือนก่อน

    ବିଜେପି କେମିତି ସରକାର କରିଛି ସମସ୍ତେ ଜାଣିଛନ୍ତି ସାମ୍ବାଦିକ ମହାଶୟ l

  • @gyanabratamohanty4219
    @gyanabratamohanty4219 หลายเดือนก่อน +6

    ସେ ମୂର୍ଖ ବିଷୟରେ ଆଲୋଚନା - ନିରର୍ଥକ | ରାଜ ବଂଶ ପରମ୍ପରା ଓ ମାନସିକତାରେ ବଢିଥିବା ଶିକ୍ଷା, ସଂସ୍କୃତି ବିହୀନ ଉତଶୃଙ୍ଖଳ, ଉଦ୍ଧତ ଅଧା ବୁଢ଼ା | ଏ ଦଳ ଧ୍ବଂସ ହେବା ନିଶ୍ଚିତ
    ଠିକ କହିଛନ୍ତି ଆପଣ ଓଡିଶା ପରିପ୍ରେକ୍ଷୀରେ | ଶୀଘ୍ର ଆଖି ଦୃଶିଆ କାମ ଓ ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ, ନ ହେଲେ ଲୋକଙ୍କ ମନ ପରିବର୍ତ୍ତନ ଅସମ୍ଭବ ନୁହେଁ 🙏🙏🙏

  • @sidharthasutar5272
    @sidharthasutar5272 หลายเดือนก่อน +18

    People of Odisha didn't vote for BJP instead they voted against Bureaucractic Govt of BJD.

  • @babulidada32
    @babulidada32 หลายเดือนก่อน

    ତମେ କେବଳ ବିଜେପି ସରକାର ପାଇଁ,
    ପ୍ରଚାର କର । ବଢିଆ ହବ ।
    ତମ ପାଟିରେ ଆଉ କୋଉ ଦଳର,
    ପ୍ରଶଂସା ନାହିଁ।

  • @khirodhota1440
    @khirodhota1440 หลายเดือนก่อน +3

    ନଷ୍ଟ ଚରିତ୍ର ଲୋକ ବର୍ତ୍ତମାନ ରାଜ ନୀତିରେ ଅଛନ୍ତି ସେମାନଙ୍କ ଠାରୁ ଭଲ କିଛି ଆଶା କରିବା ବୃଥା l

  • @NiranjanBehera-q8f
    @NiranjanBehera-q8f หลายเดือนก่อน +29

    ଟିକେ bjp ପ୍ରେମ ଅଧିକ ହୋଇଯାଉଛି ଭିଡ଼ିଓ ଦେଖିଲେ ଜଣା ପଡିବ ରାହୁଲ ଗାନ୍ଧୀ କେତେ ଠିକ କି ଆପଣ କେତେ ଭୁଲ

  • @parthsamal3903
    @parthsamal3903 หลายเดือนก่อน +31

    ବିନା ପ୍ରମାଣରେ କେମିତି ରାହୁଲ ଗାନ୍ଧୀଙ୍କୁ ଦୋଷୀ ବୋଲି କହି ପାରୁଛନ୍ତି? ସାହସ କୁ ବି ମାନିବାକୁ ପଡ଼ିବ ନେହେରୁ ଙ୍କୁ ବି ଅଟ୍ଟହାସ୍ୟ କରି ପାରୁଛନ୍ତି!

    • @nabakishorelenka1915
      @nabakishorelenka1915 หลายเดือนก่อน +4

      ନେହେରୁ କଣ ବ୍ରହ୍ମା ନା ବିଷ୍ଣୁ ନା ମହେଶ୍ୱର ?

  • @childcare6895
    @childcare6895 หลายเดือนก่อน +2

    ଏବେ ବିରୋଧୀ ଙ୍କ କଥାକୁ କେହି ଗୁରୁତ୍ତ୍ୱ ଦଉନଥିଲେ, ଆଗାମୀ ଦିନରେ ବିରୋଧୀ କଥାକୁ ଲୋକ ଗୁରତ ଦେବେ

  • @SukmarMishra
    @SukmarMishra หลายเดือนก่อน +3

    ନିରପେକ୍ଷ ଭାବରେ ଉପସ୍ଥାପନା କରିବେ. ଆପଣ ନିଶ୍ଚୟ ସମ୍ମାନ ପାଇବେ ❤

  • @prafullagouda787
    @prafullagouda787 หลายเดือนก่อน +13

    ସବୁ ନାଟର ଗୋବର୍ଦ୍ଧନ ମିଛୁଆ..... ଧର୍ମେନ୍ଦ୍ର ପ୍ରଧାନ

  • @niranjannaik6376
    @niranjannaik6376 หลายเดือนก่อน

    କରି ପାରିବ ନାହିଁ,ଜନତା ନବୀନବାବୁଙ୍କୁ ଯେମିତି ଚାଁଛିଲେ ବିଜେପିକୁ ସେମିତିଚାଁଛିବେ,ପାଞ୍ଚ ବର୍ଷ ଯିବ କି ନା ଜାଣିହ ଉନି
    ..

  • @kumarmitanofficial9631
    @kumarmitanofficial9631 หลายเดือนก่อน

    ନବୀନ୍ ଦାସ ବାବୁ ଆପଣ ବିଜେପି ର କୂଳ ପୁତ୍ର 😂😂😂😂

  • @sanojkrdalai1046
    @sanojkrdalai1046 หลายเดือนก่อน +19

    ବାସ୍ତବିକ୍ ସତ୍ୟ ପ୍ରକାଶ ଆପଣ କହୁନାନ୍ତି, ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରୟାଷ କରୁଛନ୍ତିି କାହିଁକି

  • @maheshprasadmahanta9614
    @maheshprasadmahanta9614 หลายเดือนก่อน +17

    ଟିକେ କମ ଚାଟିଲେ ଭଲ ହୁଅନ୍ତା

  • @kalucharanpaikray7238
    @kalucharanpaikray7238 หลายเดือนก่อน +23

    ଭ୍ରମିତ କରିବାରେ ଆପଣ ଦକ୍ଷ..
    ଚାଲୁ.......

  • @roulvillagfarm
    @roulvillagfarm หลายเดือนก่อน

    BJP ଆସିବା ପରେ ରାଜ୍ୟପାଳଙ୍କ ମାଡମାରିବା ଘଟଣା ବିଷୟରେ ଥରୁଟେ ବି ମୁଁହ ଖୋଲି ନାହାନ୍ତି ,,,

  • @sailendranathkar3515
    @sailendranathkar3515 หลายเดือนก่อน +18

    ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରିବା ଉଚିତ ।

  • @MuralidharMulia
    @MuralidharMulia หลายเดือนก่อน +5

    ନିଜକୁ ବଡ଼ ପଣ୍ଡିତ ଭାବ ନାହିଁ।ଆଜି ଭାରତରେ ଗଣତନ୍ତ୍ର ଯଦି ସଜୀବ ଅଛି କେବଳ ନେହେରୁ ପାଇଁ।

  • @subhransumaharana3691
    @subhransumaharana3691 หลายเดือนก่อน +5

    ଯିଏ ୪ ଟା ରାଜ୍ୟରେ ଏକାଥରେ ଇଲେକ୍ସନ କରି ପାରିଲେ ନାହିଁ
    ସେ କହିଛନ୍ତି
    One Nation one Election ।
    ଦିଲ୍ଲୀ ଇଲେକ୍ସନ ରେ କହିପାରିବ କି ଯଦି ଦିଲ୍ଲୀ ରେ ବିଜେପି ସରକାର ଆସିବ ତାହାର ବିଜୁଳି କୁ ଆଦାନୀ କୁ ଦେବେ ନାହିଁ ?

  • @romeochandan7355
    @romeochandan7355 หลายเดือนก่อน +2

    ଗୋଟେ episode କରନ୍ତୁ ଆସିଶି ସିଂ, କୁଟେ ବାବୁ ଙ୍କୁ ଦିଲ୍ଲୀ କିଏ ପଠେଇଲେ, certificate ଦେଇ

  • @ashoksahoo5442
    @ashoksahoo5442 หลายเดือนก่อน +9

    ଟିକେ ଲୋକଙ୍କର ଜୀବନ ଜୀବିକା ସମସ୍ୟା କୁ ଆଲୋଚନା କରନ୍ତୁ

  • @VirjuKumar-xx5wo
    @VirjuKumar-xx5wo หลายเดือนก่อน

    ସେ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଅନୁଗତ

  • @saratsahu4354
    @saratsahu4354 หลายเดือนก่อน +2

    ନାଁ ମୋହନ ସରକାର କାମ କରିପାରୁନାହାନ୍ତି, କାରଣ ସେ ଜାଣି କରି ଚୁପ
    ରହୁଛନ୍ତି, ନେଷ୍ଟ ପାଞ୍ଚ ବର୍ଷ ପରେ ବିଜେପି ସରକାର ଓଡିଶା ରେ କରିପାରିବ ନାହିଁ, 6ମାସ ସରିଲା କିନ୍ତୁ କିଛି ବି ଜାଣି ହେଲାନାହିଁ ମୋହନ ସରକାର ଙ୍କ କାମ, ମୁଁ ଅନୁରୋଧ କରୁଛି ମୋହନ ସରକାର ଙ୍କୁ କାମ ଭଲ କରନ୍ତୁ, ଓଡିଶା ଲୋକ ଯାହା ଚାହିଁଥିଲେ ତାହା କାମ ହେଉନାହିଁ,

  • @prasannakumar3065
    @prasannakumar3065 หลายเดือนก่อน +1

    କାହିଁକି ବିଜେପି govt. ଚୁପ ବସିଛି ଜଣା ପଡ଼ୁ ନାହିଁ. ଏମାନେ କଣ କିଛି କରି ପାରବେ ନାହିଁ.

  • @roulvillagfarm
    @roulvillagfarm หลายเดือนก่อน

    BJP ଜନତାଙ୍କୁ ଦେଇଥିବା କଥା ରଖୁ ନାହିଁ,,
    ବଜାରର ଦରଦାମ ନିୟନ୍ତ୍ରଣ କରିପାରୁ ନାହିଁ,,,
    ଆପଣ ସେ ବିଷୟରେ କିଛି ବି ସରକାରଙ୍କ ବିରୁଦ୍ଧରେ କହୁ ନାହାନ୍ତି ତେଣୁ ଆପଣ BJP ପାଇଁ ସାମ୍ବାଦିକତା କରୁଛନ୍ତି ,,,

  • @SidharthPrasadDas
    @SidharthPrasadDas หลายเดือนก่อน

    ବିଜେପି ର ହିତ ଚିନ୍ତକ ଯା ହେଉ ସତର୍କ କରାଉଛନ୍ତି ବିଜେପି କୁ, ହେଲେ କଣ ହେବ ବିଜେପି ଶୁଣୁଛି ତ ଆପଣଙ୍କ ଭାଷଣ କୁ, ଓଡିଶା ନୁହେଁ ଭାରତ ରୁ ଯିବ ବିଜେପି ଅପେକ୍ଷା ସମୟ କୁ, ଯଦୁ ବଂଶ ଭଳି ଶେଷ ହେବ ବିଜେପି,

  • @pravashmishra1178
    @pravashmishra1178 หลายเดือนก่อน

    ବିଜେପି ଜାଗି ଜଗି ଯେତେ କଲେ କଣ ହେବ @ କେନ୍ଦ୍ରର ସ୍ଥିତି ପ୍ରଭାବ ଓଡ଼ିଶା ରେ ପଡ଼ିବା ଥୟ

  • @nabakishoresubudhi2647
    @nabakishoresubudhi2647 หลายเดือนก่อน +2

    ଦଳ ଦୁର୍ବଳ ହେବାରେ ଲାଗିଛି ନା ଶାସକ ଦୁର୍ବଳ ? ଏଇ ପ୍ରଶ୍ନ ଭୋଟରଙ୍କ ମନରେ ଉଙ୍କିମାରିଲାଣି , ଆଉ ଅଧିକ ବିଳମ୍ବ କରିବେ ସରକାର ଦଶା ପୁଷ ମାସ ହେବା ଥୟ.....

  • @debabratadas4978
    @debabratadas4978 หลายเดือนก่อน

    ଆପଣ ଜାଣନ୍ତି ନାହିଁ କି ? ଆପଣ ଜଦି ଗୋଦି ମିଡିଆ ହେବେ ତାହାଲେ ଆପଣ ବି ତିନି ପାଞିରୁ ଜିବେ। କେହି ଆପଣଙ୍କୁ ଦେଖିବେ ନାହିଁ।

  • @ashiskumarbehera6185
    @ashiskumarbehera6185 หลายเดือนก่อน +8

    Amit saha bisayare kuha jadi dam achita

  • @AjayakumarDas-ro9bp
    @AjayakumarDas-ro9bp หลายเดือนก่อน +13

    ତୁମେ ଦେଖିଥିଲେ।ରାହୁଳ ଗାନ୍ଧୀ ପେଲି ଥିଲେ
    ସାମ୍ବାଦିକ ନିରପେକ୍ଷ କର ଚାଟୁକିର ହୁଅନହ

  • @madhusudanbehera2129
    @madhusudanbehera2129 หลายเดือนก่อน +8

    ଆପଣ ସଂସଦ ପରିସରରେ ଥିବା ଭିଡ଼ିଓ ଦେଖି ମନ୍ତବ୍ୟ ଦେବା ଠିକ୍ ହେବ
    ନଚେତ୍ ଜଣାଯିବ ଆପଣ ବିଜେପି ର ମୁଖ ପାତ୍ର ବୋଲି ଜଣାଯିବ

  • @geetaranisamal6638
    @geetaranisamal6638 หลายเดือนก่อน +14

    ଏବେ ଆଜ୍ଞା କୌଣସି ଦଳକୁ ଆଉ ଭୋଟ ଦେବାର ଇଛା ନାହିଁ କି ଦେବା ନାହିଁ।

  • @RanjanJena-g5t
    @RanjanJena-g5t หลายเดือนก่อน +2

    It is very true.public not feeling a change in the government.

  • @manoranjangoswami5299
    @manoranjangoswami5299 หลายเดือนก่อน +1

    ବହୁତ ସୁନ୍ଦର ଉପସ୍ଥାପନା , ସମୟବଡ଼ ବଳବାନ , ଜନତା ଜନାର୍ଦ୍ଦନ, ସବୁ ସମୟ କହିବ😊

  • @biswajeetnayak5019
    @biswajeetnayak5019 หลายเดือนก่อน

    ଆପଣ ସଠିକ୍ ବିଶ୍ଳେଷଣ କରିଛନ୍ତି ନବୀନ ସାର ଏ ବିଜେପି ସରକାର ଏପର୍ଯ୍ୟନ୍ତ ସେଲିବ୍ରେସନ ମୁଡ୍ ରୁ ବାହାରି ନାହାନ୍ତି। ବିଜେପି ଯେଉଁ ଉଦ୍ଦେଶ୍ୟ ପାଇଁ ସରକାର କୁ ଆସିଲା ସେଥିପାଇଁ କୌଣସି କାର୍ଯ୍ୟ ଆରମ୍ଭ ହେଉନାହିଁ ଏହା ଅତ୍ୟନ୍ତ ଦୁଃଖର କଥା ଯଦି ଏପରି ଲାଗି ରୁହେ ତାହେଲେ ମୋହନ ସରକାର ଙ୍କ ପାଇଁ ଏହା ନିଶ୍ଚିତ ରୂପେ ବିପଦର ଘଣ୍ଟି😢। ମୁଁ ଆଶା କରୁଛି ଏହା ପୂର୍ବରୁ ମୋହନ ସରକାର ଜାଗି ଉଠନ୍ତୁ।

  • @Kancha_Lanka
    @Kancha_Lanka หลายเดือนก่อน +1

    ଆଜ୍ଞା ନମସ୍କାର.... ମୁଁ ଆପଣଙ୍କ ଭିଡିଓ ଦୀର୍ଘ ଏକ ବର୍ଷ ହେଲା ଦେଖି ଆସୁଚି, ବହୁତ୍ ସୁନ୍ଦର୍ ଭାବରେ ଆପଣ ପ୍ରତ୍ୟେକ ବିଷୟକୁ ନିରପେକ୍ଷ ହୋଇ ଉପସ୍ଥାପନ କରୁଥିଲେ ହେଲେ ଏଇ କିଛିଦିନ ହେବ ଆପଣଙ୍କ ଭିଡିଓ ଦେଖିଲେ ଲାଗୁଚି ଆପଣ ଆଉ ନିରପେକ୍ଷ ହେଇ ନାହାନ୍ତି , ଆପଣଙ୍କ ଭିଡିଓ ଦେଖିଲା ପରେ ଲାଗୁଚି ଆପଣ ଜଣେ ବିଜେପି advising committee ର ବରିଷ୍ଠ ସଦସ୍ୟ।
    ତେଣୁ ଆପଣଙ୍କୁ ବିନମ୍ର ଅନୁରୋଧ ଦୟାକରି ତଥ୍ୟ ସମ୍ବଳିତ ବିଷୟ ଉପସ୍ଥାପନ କରନ୍ତୁ ଏବଂ ସରକାରଙ୍କୁ ପଶ୍ନ ପଚାରନ୍ତୁ । ଲୋକମାନଙ୍କ ସମସ୍ୟାକୁ ନେଇ ଭିଡିଓ କରନ୍ତୁ,
    ଆପଣ ଟିକେ ସତ୍ୟପାଠ ନ୍ୟୁଜ, ସତିଶ ମିଶ୍ର ୟୁଟ୍ୟୁବ ଚ୍ୟାନେଲ ଦେଖନ୍ତୁ କେତେ ସୁନ୍ଦର ଲୋକଙ୍କ ସମସ୍ୟା ଦେଖାଉଛନ୍ତି ।।

  • @subhransudalai8360
    @subhransudalai8360 หลายเดือนก่อน

    ବିଜେପି ମୁକ୍ତ ଭାରତ ଆବଶ୍ୟକ, ବିଜେପି ପ୍ରଶଂସା ପାଇଁ ବିଜେପି ଚାରିପାଖରେ ବୁଲୁଥାଅ 😂

  • @rohitnayak3788
    @rohitnayak3788 หลายเดือนก่อน

    ଘାଣ୍ଟି ବାଜିଲାଣି ଏମାନେ କେବଳ କଥା କହିବା ପାଇଁ ଆସିଛନ୍ତି। ଯେତିକି ମିଛ କଥା କହି ପାୱାର କୁ ଆସିଗଲେ

  • @saraswatimathseducation
    @saraswatimathseducation หลายเดือนก่อน +1

    ଆପଣ ନିରପେକ୍ଷ ଆଲୋଚନା କରନ୍ତୁ ନାଁ ଟା ନିର୍ଭୟ କିନ୍ତୁ.....

  • @raghunathpanda5000
    @raghunathpanda5000 หลายเดือนก่อน

    ମୋହନ ମାଝି କୋଟା ରେ ମୁଖ୍ୟମନ୍ତ୍ରୀ ଆସନ ପାଇଛନ୍ତି। ଯୋଗ୍ୟତା ନଥାଇ ଆସନ ରେ ବସିଥିବା ବ୍ୟକ୍ତି କିଭଳି କାର୍ଯ୍ୟ କରିବ ତାହା ସମସ୍ତେ ଜାଣନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ରେ ପାନେ ପାଇବ ରବର୍ ଷ୍ଟାମ୍ପ୍ ମୋହନ ମାଝି।

  • @damodardash1273
    @damodardash1273 หลายเดือนก่อน +2

    Recruitment, ie employment ଉପରେ ଗୋଟିଏ session ଆଲୋଚନା କରନ୍ତୁ Sir

  • @santoshpattnayak2589
    @santoshpattnayak2589 หลายเดือนก่อน

    ଯେତେ ଯାହା କୁହ ବିଜେପି /ବିଜେଡି ଦୁହେଁ ଦୁର୍ନୀତିରେ ଉବୁଟୁବୁ। କୌଣସି ଆଞ୍ଚଳିକ ଦଳ ଗୋଟେ ଦରକାର।

  • @selapatharparishad7723
    @selapatharparishad7723 หลายเดือนก่อน +1

    ଆପଣ ଭୁଲ ତର୍ଜମା କରୁଛନ୍ତି ଆଗରୁ ଆପଣଙ୍କୁ ବହୁତ ଭଦ୍ର ସମ୍ପାଦକ ଭାବରେ ମୁଁ ଆପଣ ଙ୍କୁ ଭାବୁ ଥିଲି କିନ୍ତୁ ଆପଣ ଗୋଟିଏ ଦଳର ଅନ୍ଧ ଭକ୍ତ ଆଜି ଜାଣିଲି

  • @BrundabanSahoo-ty6vq
    @BrundabanSahoo-ty6vq หลายเดือนก่อน +1

    ଆପଣ ଟିକେ ମଣିପୁର ଘଟଣା କୁହନ୍ତୁ ଓଡିଶାରେ ରାଜ୍ୟପାଳ ପୁଅ ମାଡମାରିଵା ଘଟଣା ଟିକେ କୁହନ୍ତୁ ଜଣାପଡୁଛି ଵିଜେପି ତମକୁ ମାଲଦେଇଛି

  • @kalpatarubiswal2714
    @kalpatarubiswal2714 หลายเดือนก่อน +1

    Sir aapanankra analysis perfect

  • @JayakrushnaDehury-es4hb
    @JayakrushnaDehury-es4hb หลายเดือนก่อน +3

    ଆସନ୍ତା ବିଧାନସଭା ନିର୍ବାଚନରେ ବି ଜେ ପି ସରକାର ମୂଳାପୋଛ ହେବ.

  • @Mayansh-u3w
    @Mayansh-u3w หลายเดือนก่อน +3

    Sir apanka prati mora jathesta samann👏👏 rahichi kintu apana nija saman nije rakhi paru nahanti BJP saman pache kahin padichanti

  • @chandramaninaik8505
    @chandramaninaik8505 หลายเดือนก่อน +1

    ଆପଣ ଆରମ୍ଭରୁ ରାହୁଲ ଗାନ୍ଧୀଙ୍କ ବିଷୟରେ ଯାହା କହିଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ହେଲେ ଅମିତ୍ ସାହା ଆମ୍ବେଦକର ନାଆଁ କୁ ନେଇ ଯେମିତି ବିଦ୍ରୁପ କଲେ ସେ କଥା କାହିଁକି କହିଲେ ନାହିଁ।

  • @parthsamal3903
    @parthsamal3903 หลายเดือนก่อน +4

    ସର୍ଭେ ରିପୋର୍ଟ ବିଜେପି ଅପେକ୍ଷା ଆପଣଙ୍କୁ ଅଧିକ ବିଚଳିତ କରିଛି ଅନେକ ଆଶଙ୍କା ବି ମନକୁ ଆସିଛି। ବିଜେପି ର ପରାମର୍ଶଦାତା ହେବାକୁ ଅନେକ ଇଚ୍ଛା କିନ୍ତୁ ବିଜେପି ଆପଣଙ୍କୁ ଗ୍ରହଣ କରି ପାରୁନି।

  • @ashokswain2901
    @ashokswain2901 หลายเดือนก่อน

    ନବୀନ ବାବୁ bjp ର ପୋଷା କୁକୁର ହୋଇ bjp ଘର ମିଡ଼ିଆ ମାଧ୍ୟମ ରେ ଜଗିଥିବାରୁ ଧନ୍ୟବାଦ୍

  • @Rajanibiswal2024
    @Rajanibiswal2024 หลายเดือนก่อน +3

    ସାର୍ ନମସ୍କାର ଚାଲାଖିଆ ମୂଷା ମାନେ ଧାନ ବସ୍ତା କାଟିବା ଆରମ୍ଭ କଲେଣି ଜଗନ୍ନାଥ ଭରଷା

  • @alokranjandhal4140
    @alokranjandhal4140 หลายเดือนก่อน

    ବିଜେପି ନେତାଙ୍କ କଥା କହୁଛ
    କିନ୍ତୁ ନିଜକୁ ନିରପେକ୍ଷ କହୁଛ
    ରାହୁଲ ଗାନ୍ଧୀ ଙ୍କ ଆଚରଣ କଣ ଠିକ କଣ ଭୁଲ ତା ଭିଡିଓ ଅଛି କି ଆପଣ ଙ୍କ ପାଖ ରେ ନା ଆପଣ ଥିଲେ ସେଠୀ

  • @BikramO-d2h
    @BikramO-d2h หลายเดือนก่อน

    ଅତି ସୁନ୍ଦର ଉପସ୍ଥାପନା ❤

  • @rabindranayak1205
    @rabindranayak1205 หลายเดือนก่อน +1

    ଅପରାଜିତା ଯଦି CM ହୋଇ ଥାନ୍ତେ ଏପରି ହୋଇ ନଥାନ୍ତା

    • @maheshpattanayak1798
      @maheshpattanayak1798 หลายเดือนก่อน

      Se ta kadhua ta sala tu ta dekha painathantu ebe aparajita kuade gala kain disuni ta

  • @manjupravamishra8000
    @manjupravamishra8000 หลายเดือนก่อน +5

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @tejarajdharua7848
    @tejarajdharua7848 หลายเดือนก่อน

    ଶିଶିଟିଭି ଦେଖି କହୁଛନ୍ତି ରାହୁଲ ପେଲିଦେବାଟା।ଅମିତସାହା ବିଷୟରେ ଟିକେ କହୁନ୍ ସାର୍।

  • @sangramkumarmohanty6899
    @sangramkumarmohanty6899 หลายเดือนก่อน

    ଭାଇନା ପୁରା ବିଜେପି ର ପାଦ ଚଟା ହେଇଗଲଣି,, ଅପେକ୍ଷା କର ତୁମେ ସେଇ ରାହୁଲ ଗାନ୍ଧୀଙ୍କ ର ବି ଚାଟିବ ଯେବେ କଂଗ୍ରେସ୍ ଶାସନ କୁ ଆସିବ

  • @netajidash9367
    @netajidash9367 หลายเดือนก่อน

    ବିଜେପି ନବୀନ ସରକାରର ଅଳିଆ ସଫା କରିବା ପୂର୍ବରୁ ନିଜ ଦଳର ଅଳିଆ ସଫା କରୁ। ନହେଲେ ଆପଣଙ୍କ ଆଶଙ୍କା ସତରେ ଫରିଣତ ହବ

  • @VirjuKumar-xx5wo
    @VirjuKumar-xx5wo หลายเดือนก่อน

    ନିର୍ଭୟ ବାବୁ ଆପଣ କିଛି ସସେସନ ଦିଅନ୍ତୁ

  • @nirmalKumar-zd7qi
    @nirmalKumar-zd7qi หลายเดือนก่อน

    ଭଲ ଲାଗିଲା

  • @pkp4793
    @pkp4793 หลายเดือนก่อน +9

    କଥା କୁହା ସରକାର ।କାମ କିଛି ନାହିଁ। ଆଉ ନାହିଁ ରେ ବାବା ଏ ବେକାର ସରକାର।

  • @manojkumarsaint7803
    @manojkumarsaint7803 หลายเดือนก่อน +2

    Jay Shree Ram

  • @purnachandrasahoo9161
    @purnachandrasahoo9161 หลายเดือนก่อน

    2029 ରେ କଂଗ୍ରେସ ଆସିବା ବାଲିଆ ଲାଗୁଚି

  • @TikinanayakTikinanayak-q5i
    @TikinanayakTikinanayak-q5i หลายเดือนก่อน +4

    Mohan sir, don't worry god bless you Jay Jagannath,puri

  • @pabitrachampati5239
    @pabitrachampati5239 หลายเดือนก่อน +5

    ସମୟ ଅଛି ସୁଧୁରି ଯାଅ ମୋହନ ସରକାର । ଜୟ ଜଗନ୍ନାଥ ସଦ୍ବୁଧି ଦିଅନ୍ତୁ।

  • @manasdas5715
    @manasdas5715 หลายเดือนก่อน +2

    ରାଧେରାଧେ ଅଧେଅଧେ ହୋଇଥିଲେ ନିଆଁ 🔥 ଗିଳିଥିଲେ ଅଙ୍ଗାର ବା‌ହାରିବା ଥୟ ଘଣ୍ଟି 🔔 ବାଜିବା ପୂର୍ବରୁ ସତର୍କତା ଜରୁରୀ ହୋଇପଡିଛି ଆପଣଙ୍କ ଉବାଚରେ ଯଥାର୍ଥତା ନିଶ୍ଚିତ ଅଛି 👌🙏

  • @Nityananda122
    @Nityananda122 หลายเดือนก่อน +1

    ନିର୍ଭୟ ସାର୍, ସବୁ ଚୁଲି ମୁହଁ ପଶ୍ଚିମ କୁ ,ଆଉ ଯେଉଁ ଚୁଲି ମୁହଁ ଉତ୍ତରକୁ ହୁଏ,ସେଇ ଚୁଲିର ଅଗ୍ନିରେ ପୃଥିବୀରୁ ବିଦାୟ ନେବାକୁ ହୁଏ।

    • @Nityananda122
      @Nityananda122 หลายเดือนก่อน +1

      ବିଜେପି ପାଇଁ ସତରେ ତାହା ହେବାକୁ ଯାଉଚି।

  • @BharatBhua
    @BharatBhua หลายเดือนก่อน

    ଦର ଦାମ ବଢୀବାରୁ ଜନ ଅସନ୍ତୋଷ ଦେଖାଦେଲାଣୀ ପୁଅ ଝୀଅ ମାନଙ୍କ ପାଇଁ ଚାକିରୀ ନାହିଁ ଏହି ସରକାର ଜାଣିବ ପଞ୍ଚାୟତ ଇଲେକ୍ଶନ୍ ରେ କଣ ହଉଛି

  • @ashokswain2901
    @ashokswain2901 หลายเดือนก่อน +9

    Sir ଆପଣ bjp ର ପୋଷା କୁକୁର, କହିବାକୁ କଷ୍ଟ ହେଲେ ବି ସତ

    • @gyanabratamohanty4219
      @gyanabratamohanty4219 หลายเดือนก่อน

      ନିଜ ଦଳର ଅନେକ ଚ୍ୟାନେଲରେ ଯାହା ଇଚ୍ଛା ପୋଷ୍ଟିଙ୍ଗ କରନ୍ତୁ | ନିର୍ଭୟ ଚ୍ୟାନେଲରେ ତାଙ୍କୁ ଏପରି କହିବା ଠିକ ହେଉନି |

    • @brpalai9015
      @brpalai9015 หลายเดือนก่อน

      ​@@gyanabratamohanty4219thik hauni ... #nirbhaya ra ye budha 😂😂 kouthi dekhila #rahul gandhi taku pelidela #biased news by this #old man 😂😂😂

  • @banamalimallick4014
    @banamalimallick4014 หลายเดือนก่อน +1

    Right

  • @sanjayparida2861
    @sanjayparida2861 หลายเดือนก่อน

    ଏହା ନିଶ୍ଚିତ ଯେ, ବିଜେପି ସରକାର ପାଇଁ ସତର୍କ ଘଣ୍ଟି ।କାରଣ ,୧. ନିର୍ବାଚନ ପୁର୍ବରୁ ଏବଂ ପରେ ବିଜେଡ଼ି ବିରୋଧରେ ଅନେକ ଅଭିଯୋଗ ଆଣିଲେ,କିନ୍ତୁ ଏ ପର୍ଯନ୍ତ୍ ଗୋଟିଏ ପ୍ରମାଣିତ କିମ୍ବା କେହି ଜେରା ହେଲେନାହିଁ। ୨. ଯଦି ମୋହନ ସରକାର ସବୁ କାମ ପାଇଁ କେନ୍ଦ୍ରର ଇସରାକୁ ଅପେକ୍ଷା କରିବେ, ତେବେ ଆମ୍ବ ଗଛରେ ନିଶ୍ଚୟ ଆମ୍ବଡା ଫଳିବ।