ବିଜେପିର ଆଉ ଏକ ଜୁମଲା, ମାଗଣା ବିଜୁଳି ସଂଯୋଗ ଦେବାକୁ ମୁହେଁ ମୁହେଁ ମନା କରିଦେଲେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ |

แชร์
ฝัง
  • เผยแพร่เมื่อ 24 ต.ค. 2024

ความคิดเห็น • 625

  • @susantamahanta8192
    @susantamahanta8192 หลายเดือนก่อน +174

    ଓଡ଼ିଶା ବାସୀ ମନେରଖିବେ

    • @kailashnayak7643
      @kailashnayak7643 หลายเดือนก่อน +3

      Right

    • @RanjanBehera-q4d
      @RanjanBehera-q4d หลายเดือนก่อน +5

      କାହାକୁ ମନେ ରଖିବେ bjd କୁ ବିଜେଡି ବାଳା ବିଜୁଳି କୁ ବିକି ଦେଲେ ଟାଟା ପାୱାର ନେଇଗଲା ଏବେ ଟାଟା ଶୋଷଣ କରୁଛି

    • @rohitmohanty5156
      @rohitmohanty5156 หลายเดือนก่อน +3

      ​@@RanjanBehera-q4dtu bhai puruna jugo re abe jaye achu abe kn karibu seta chinta kar jouta bhul Mane bhul abe kn khaibu chinta kar Kali Katha Kali bhabibu😅

    • @SMCREATIVEDUNIYA
      @SMCREATIVEDUNIYA หลายเดือนก่อน

      ତମ ଘରେ ପଶିକି ଗେଇବେ ରେ ମନେ ରଖିବେ କଣ ବାଣ୍ଡ bjd bi କିଛି କମ ନଥିଲା

  • @KunalBarik-uv7jh
    @KunalBarik-uv7jh หลายเดือนก่อน +287

    କାହିଁଗଲା ସେ ଧର୍ମେନ୍ଦ୍ର ମାଗିହା , ଯିଏ କହିଥିଲା 300ୟୁନିଟ ମାଗଣା ଦେବା ପାଇଁ

    • @antaryamimishra449
      @antaryamimishra449 หลายเดือนก่อน +40

      ମୋଦୀ ଆଉ ଅମିତ୍ ଶାହା ର ଚଡୀ ସଫା କରୁଛି

    • @tarunkumarbanchhor5878
      @tarunkumarbanchhor5878 หลายเดือนก่อน +8

      ଦିଲ୍ଲୀ ଗଲା ନୂଆଁ ଖାଇ କେ ଆସବା।

    • @Family...everything
      @Family...everything หลายเดือนก่อน +3

      Kama kari khai sikha vikari😂😂😂

    • @HimansuJena-qf2jh
      @HimansuJena-qf2jh หลายเดือนก่อน +7

      ​@@Family...everythingtu kia be kahite ame jao bhali khailo

    • @s.k.raider8647
      @s.k.raider8647 หลายเดือนก่อน +1

      Magiha BJP dalo choro sola 😠

  • @PrativaParamanik-mj4yz
    @PrativaParamanik-mj4yz หลายเดือนก่อน +102

    ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି

  • @lalitmohanpradhan3427
    @lalitmohanpradhan3427 หลายเดือนก่อน +167

    ଏଥର ନାମ ନିଅ ଅନ୍ଧ ଭକ୍ତ 😂😂😂😂

    • @Rolexbhaiya880
      @Rolexbhaiya880 หลายเดือนก่อน +2

      😂😂😂😂😂😂😂😂

    • @studymaker5049
      @studymaker5049 หลายเดือนก่อน +2

      Andhabhakta kahaku kahucha

    • @lalitmohanpradhan3427
      @lalitmohanpradhan3427 หลายเดือนก่อน +4

      @@studymaker5049 ସେ ନିଜେ ବୁଝି ଯାଇଥିବ 😂😂😂

    • @siu1986-yv5kp
      @siu1986-yv5kp หลายเดือนก่อน +1

      ଯେଉଁ ମାନେ କେବଳ ମାଗଣା ଖୋଜନ୍ତି ସେମାନେ ବଡ ଅନ୍ଧଭକ୍ତ 😂😂😂..ଯେଉଁ ମାନେ କାମ କରନ୍ତି ସେମାନେ ମାଗଣା ଖୋଜନ୍ତି ନାହିଁ..😂😂

    • @studymaker5049
      @studymaker5049 หลายเดือนก่อน

      @@siu1986-yv5kp tahele tama anusare sabu odisha jaka andhabhakta karana ଓଡିଶା loka maganare pm kisan tanka. Cm kisan tanka. Rasan card pauchanti

  • @KALYANKUMARPRADHAN-zi7wx
    @KALYANKUMARPRADHAN-zi7wx หลายเดือนก่อน +160

    ଭତା 3500 କହିନଥିଲ, ବିଜୁଳି ବିଲ୍ 300 ୟୁନିଟ୍ free କହିନଥିଲ୍। ଭାଷା ନାହିଁ ତୁମ ପାଇଁ।

    • @Patel6969-h2r
      @Patel6969-h2r หลายเดือนก่อน +7

      Thaka sarkar

    • @SMCREATIVEDUNIYA
      @SMCREATIVEDUNIYA หลายเดือนก่อน

      ତୁ ଶଳା ପାଇଁ ବହୁତ ଭାଷା

    • @diptiranjanpal6056
      @diptiranjanpal6056 29 วันที่ผ่านมา

      Pandu and Naveen pochara Kali yojana 10 k deba khota dele 4k

  • @subashbarik377
    @subashbarik377 หลายเดือนก่อน +100

    ମନେରଖ ଓଡିଶା ବାଶି ୨୦୨୯ ରେ ଓଡିଶାରୁ ବିଜେପି ମୁକ୍ତ କରେଇବା

    • @irevieweveryfthing363
      @irevieweveryfthing363 หลายเดือนก่อน +3

      2034 ପର୍ୟ୍ଯନ୍ତ bjp

    • @cppradhan3070
      @cppradhan3070 หลายเดือนก่อน

      Aajiki jiba na kali ki nahi kahila kn na 2034 BJP Tama ghara thiba hele gachha nathiba aama BJD thiba hele BJP AAU kouthi thiba thiba​@@irevieweveryfthing363

    • @jitendranaik9979
      @jitendranaik9979 หลายเดือนก่อน

      Chhado ho

    • @saktikantasethy5671
      @saktikantasethy5671 หลายเดือนก่อน +4

      ଭାଇ କେବଳ ଏରାଣ୍ଡପଲଙ୍କୁ କୁହ ୫୦୦୦୦ ପାଇଁ ଓଡ଼଼ିଶାକୁ ମାଘିଆମାନଙ୍କୁ ଦେଇଦେଲେ

    • @irevieweveryfthing363
      @irevieweveryfthing363 หลายเดือนก่อน

      @@saktikantasethy5671 toh bapa ,jejebapa jau 5000 tanka kalia re bikri hei jauthile

  • @newfunnycomedyvideos2448
    @newfunnycomedyvideos2448 หลายเดือนก่อน +79

    😢😢ମାଗିହା ଶୌର ଶକ୍ତି ବିଜୁଳି ମାଗଣା ମିଳିବ କହିଲନି 300 unit

  • @sanjeebkarmi4764
    @sanjeebkarmi4764 หลายเดือนก่อน +60

    ମୁଖ୍ୟମନ୍ତ୍ରୀ ଲାଲଟିନ ମାଝୀ

  • @RanjitKumar-rl5vz
    @RanjitKumar-rl5vz หลายเดือนก่อน +50

    ଏ ଶଳା ସବୁ ଟାଉଟର

  • @susantamahanta8192
    @susantamahanta8192 หลายเดือนก่อน +41

    ଚପଲ୍ ମାଳ ପିନ୍ଧନ୍ତି ୱେଟ୍

  • @KalpanaOjha-ug6mm
    @KalpanaOjha-ug6mm หลายเดือนก่อน +25

    Jay Nabin sir 🙏🏻

  • @MonajPradhan-yb3qc
    @MonajPradhan-yb3qc หลายเดือนก่อน +19

    ସବୁଠୁ ହାରାମୀ ହେଉଛନ୍ତି ଆମ ଓଡିଶା ରେ କେତେ ଟି ମିଡ଼ିଆ ଚେନେଲେ ଅଛି. ବିଜେପି ସରକାର ଠୁ ପଇସା ଖାଇକି ଚୂପୁ ରେ ରହୁଛନ୍ତି.

  • @bandanasubrat9402
    @bandanasubrat9402 หลายเดือนก่อน +46

    Coming bjd😊😊😊😊

    • @khusi-s8e
      @khusi-s8e หลายเดือนก่อน +6

      Bjd asuchhe Time k wait kar

    • @khusi-s8e
      @khusi-s8e หลายเดือนก่อน +5

      Jay bjd nabin sir

    • @reetap4008
      @reetap4008 หลายเดือนก่อน +5

      ନବୀନ ବାବୁ ଜିନ୍ଦାବାଦ 💚❤️💚❤️

    • @pabitrabehera1074
      @pabitrabehera1074 หลายเดือนก่อน

      Bhai bjd 25 barshare kete unit free deichhi tate. Hooking Kari jalu thila ki . Abe magana khojuchha. Puni

  • @priyankabiswal8116
    @priyankabiswal8116 หลายเดือนก่อน +60

    ଭତ୍ତା କେବେ 3000 ମିଳିବ l ମୋ ଜେଜେମାଆ ଭତ୍ତା ପାଇଁ ବିଜେପି କୁ ଗାଳି କରୁଛି 😄😄😄

    • @dineshsahoo9181
      @dineshsahoo9181 หลายเดือนก่อน

      😀😀😀😀

    • @sibarampradhan1884
      @sibarampradhan1884 หลายเดือนก่อน

      80 year hele miliba😂😂😂

    • @PurandharSagria-wy1dt
      @PurandharSagria-wy1dt หลายเดือนก่อน +1

      ୮୦ ବର୍ଷ ର ଲୋକ୍ ଭୋଟ୍ ଦେବେ ନା ୨୦୨୯ ରେ

  • @reetap4008
    @reetap4008 หลายเดือนก่อน +16

    ପ୍ରତାରଣା ର ଅନ୍ୟ ନାମ BJP 😠👠

  • @PadamalochanGahir
    @PadamalochanGahir หลายเดือนก่อน +1

    ମିଛକହିଲେ ବିଜେପି 🤣🥰😂

  • @tarakantapatra4575
    @tarakantapatra4575 หลายเดือนก่อน +69

    Bjd jindabad

  • @JainoNaika
    @JainoNaika หลายเดือนก่อน +6

    Thank you nandigosha

  • @subhransudalai8360
    @subhransudalai8360 หลายเดือนก่อน +54

    ୧୫ଲକ୍ଷ ବ୍ୟାଙ୍କ୍ ଆକାଉଣ୍ଟ କୁ ଆସିବ ପରେ ବିଜେପି ର କଥା କୁ ବିଶ୍ୱାସ କରିବା ଭୁଲ୍

  • @SportsHighlights-om7zt
    @SportsHighlights-om7zt หลายเดือนก่อน +12

    BJP❌

  • @lipsadash9116
    @lipsadash9116 หลายเดือนก่อน +14

    Agaru mana kali BJP ku vote diani

  • @BishwanathSethiBishwa
    @BishwanathSethiBishwa หลายเดือนก่อน +26

    ଦିନରେ ଲଣ୍ଠନ ଦେଖେଇଦେଲେ ଆଉ ।ଚକମାଚୋର ।

  • @bandanasubrat9402
    @bandanasubrat9402 หลายเดือนก่อน +16

    Go back bjp😅😅

  • @Umeshsahu-hj5bj
    @Umeshsahu-hj5bj หลายเดือนก่อน +5

    ଠିକ୍ ସେହିପରି ବାର୍ଧକ୍ୟ ଭତ୍ତା ୩୦୦୦ ଟଙ୍କା କେବେ ଦେବେ ଓଡ଼ିଶା ର ବିଜେପି ସରକାର।

  • @SekharsambhitDhal
    @SekharsambhitDhal หลายเดือนก่อน +4

    ବିଜେପି ଓଡିଶା ବାଶିଙ୍କୁ ଠକିବା ଆଉ ମିଛ କହିବା ବିଜେପି ସବୁବେଳେ ବ୍ୟସ୍ତ 👌

  • @mrdavid-xd4ou
    @mrdavid-xd4ou หลายเดือนก่อน +23

    ଓଡ଼ିଶାର ଅନ୍ଧ ଭକ୍ତ ଲୋକ ପୁଲ ନାମ ନେବା ଦରକାର 🤣🤣😂😂😂କାହିଁକି ନା ଏମାନଙ୍କୁ ଏଇଟା ହିଁ ଦରକାର

    • @dhadanarendra
      @dhadanarendra หลายเดือนก่อน

      Tame dinakana ki

  • @prashantakp5675
    @prashantakp5675 หลายเดือนก่อน +20

    Bjp thaka

  • @monojghose4823
    @monojghose4823 หลายเดือนก่อน +12

    ବିଜେପିରେ ଅଧାରୁ ଅଧିକ ଗାଲୁଆ ଆଉ ଗାଲେଇ

  • @rabinarayan2414
    @rabinarayan2414 หลายเดือนก่อน +23

    BJP ତା ଜୀବନରେ ବୋଧେ ସତ କହିନି...
    କଥା ପ୍ରବଳ କାମ ଦୁର୍ବଳ..... ହେଉଛି BJP ର ମନ୍ତ୍ର। BJP ର ମୁଖିଆ ଯେମିତି... କୁଜି ନେତା ମଧ୍ୟ ସେମିତି 😅😅😅

  • @mahendrathakur3902
    @mahendrathakur3902 หลายเดือนก่อน +2

    Next time congress CM 🇮🇳 Jai hind

  • @Siba-dk1bw
    @Siba-dk1bw หลายเดือนก่อน +9

    ଛାଡ ହୋ କୁଆଡେ଼ ଗଲେ ଧର୍ମେନ୍ଦ୍ର ପ୍ରଧାନ

  • @siu1986-yv5kp
    @siu1986-yv5kp หลายเดือนก่อน +1

    #ଲୋକେ ନା ସୁଭଦ୍ରା ପାଇଁ ନା ଫ୍ରୀ ଇଲେକ୍ଟ୍ରିସିଟି ପାଇଁ ଭୋଟ ଦେଇ ଥିଲେ..Vote ଦେଇଥିଲେ ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରି ପାଇଁ ଭୋଟ ଦେଇ ଛନ୍ତି..ଯେଉଁ ମାନେ ଫ୍ରୀ ଚାହାଁନ୍ତି ସେମାନେ କେବେବି ଉନ୍ନତି କରି ପାରନ୍ତିନି..ଏହା ହିଁ ଚିରନ୍ତନ ସତ୍ୟ...😂😂

  • @satyajitsamantray2266
    @satyajitsamantray2266 หลายเดือนก่อน +24

    ପ୍ରକୃତରେ ବିଜେପି ପ୍ରଥମରୁ ୩୦୦ୟୁନିଟ୍ ବିଜୁଳି ମାଗଣା ଯୋଜନା ସୂର୍ଯ୍ୟ ଘର ଯୋଜନାରେ ଘରେ ସୋଲାର ପ୍ୟାନେଲ୍ ଲଗେଇଲେ ୭୫,୦୦୦ଟଙ୍କା ସବସିଡି ହିଁ ଘୋଷଣା କରିଛି ମାଗଣା ବିଜୁଳି ପ୍ରସଙ୍ଗକୁ ଅନ୍ୟ ଅର୍ଥ କରାଯାଉଛି ,ନବୀନ ବାବୁ କହିଥିଲେ ୧୦୦ୟୁନିଟ୍ ବିଜୁଳି ମାଗଣା ଯୋଜନା ଯାହା ପ୍ରକୃତ ଅର୍ଥକୁ ଜନତା ବୁଝିବାରେ ଭୂଲ୍ କରିଦେଲେ କେବଳ ୧୦୦ୟୁନିଟ୍ ଠାରୁ ୩୦୦ୟୁନିଟ୍ ବଡ ବୋଲି ଲୋଭରେ ପଡିଗଲେ

    • @superfastlg8271
      @superfastlg8271 หลายเดือนก่อน +1

      Tu bala ta janichhu

    • @GunasagarMeher-vy5ey
      @GunasagarMeher-vy5ey หลายเดือนก่อน +3

      Ga ga kantha re lekha heichi 300 unit free boli. Surya Ghar taha alaga

    • @GopinnathSahoo
      @GopinnathSahoo หลายเดือนก่อน

      Aebe janapadila srujyata bjp lidara

    • @sarojpadhy216
      @sarojpadhy216 หลายเดือนก่อน +1

      Right bro. Lok bhabile. 100unti. Thu bada 300unti. Hele. Abe. 300unti magana paiba ku hele 75000fast West karib ku. Padi. Pre sub sit. Madhym re asib. Ta bi garenty nahi. Current. Katha. Janichha nti. Odisha lok mane. Jha hou. Chang. Chahuthile. Val. Chge. Hela

    • @bscreation3444
      @bscreation3444 หลายเดือนก่อน +1

      75 ହଜାର ନୁହେଁ 60 ହଜାର ସବ୍ସିଡି

  • @bhibutipanda3442
    @bhibutipanda3442 หลายเดือนก่อน +3

    Darmendra pradhan is no 1 toutor

  • @hareshsahoo.1236
    @hareshsahoo.1236 หลายเดือนก่อน +1

    Thank you so much.

  • @BidyadharKanhar-l8i
    @BidyadharKanhar-l8i หลายเดือนก่อน +4

    ଇଆକୁ କିଏ କଲା ଶକ୍ତି ମନ୍ତ୍ରୀ....
    ଦେଖିବାକୁ ସେମିତି ଲାଗୁନି...ପ୍ରତିଶୃତି ଦେଇଥିଲା କୁଆଡେ଼ ଗଲା...

  • @Opretorlifestyle
    @Opretorlifestyle หลายเดือนก่อน +3

    ଛାଡ଼ ହୋ ମୋଦି ଦବ 300ୟୁନିଟ ଫ୍ରୀ 😂
    Mr ଧରମା 😂😂

  • @DeepakKumar-lv4li
    @DeepakKumar-lv4li หลายเดือนก่อน +16

    ଧର୍ମେନ୍ଦ୍ର ପ୍ରଧାନ ନିଜ ତୁଣ୍ଡରେ କହିଥିଲେ ଛାଡ ହୋ ନରେନ୍ଦ୍ର ମୋଦି ୩୦୦ ୟୁନିଟ ମାଗଣା ବିଜୁଳି ଦେବ ସେ କଥା କୁଆଡେ଼ ଗଲାରେ ଦରମା ଯାହା କହୁଛ ଟିକେ ଭାବିଚିନ୍ତି କୁହ ଓଡ଼ିଶାର ଭାଇଭଉଣୀ ମାନଙ୍କୁ କାହିଁକି ଏମିତି ଭକୁଆ ବନେଇ ଦେଲ ଏକା ତାଙ୍କେ ଶୀତ ଯାଏନି

    • @rakeshkumarsahoo7841
      @rakeshkumarsahoo7841 หลายเดือนก่อน +2

      ଓଡ଼ିଶା ବାସୀ ଏବେ ଚିହ୍ନ ବିଜେପି ସରକାରଙ୍କୁ ଆଉ ସେ ମୋଦି କୁ😢😢😢

    • @sibarampradhan1884
      @sibarampradhan1884 หลายเดือนก่อน

      Lokamane hin murkha BjP kahithila solar panel lageile ajibana 300 unit /month electeicity free re chaleiba😂😂😂PMSuryaGhar Yojna re😂😂😂

    • @rakeshkumarsahoo7841
      @rakeshkumarsahoo7841 หลายเดือนก่อน

      @@sibarampradhan1884 ଭାଈ ତମେ କଣ ଲୋକ ନୁହଁ କି ? ସୋଲାର ପ୍ୟାନେଲ କଣ ଗରିବ ବା ମଧ୍ୟବିତ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ମୋଦୀ ସରକାର ମାଗଣା ଦେବ କି ? ମୋ ପ୍ରଶ୍ନର ଉତ୍ତର ରଖିବେ ଭାଈ ମୋର ।

  • @ManamohanPattanayak-n7f
    @ManamohanPattanayak-n7f หลายเดือนก่อน +4

    Please. Dear. Deputy. C M. Recap. The. Speech. Of. Dharmandra. Pradhan. .

  • @rajendrarana2516
    @rajendrarana2516 หลายเดือนก่อน +4

    ସ୍ୱର ଶକ୍ତି ନା ଆଉ 4 ବର୍ଷ ପରେ ଇଲେକ୍ସନ ଆସିଲେ କଣ କରିବ

  • @susantabehera2109
    @susantabehera2109 หลายเดือนก่อน +1

    ରୁହରେ ମିଛୁଆ ଟାଉଟର ଧୋକାବାଜ ଦଳ ପୁଣି ସମୟ ଆସିବ ଏକା ମାଘକେ ଶୀତ ଯାଉନି

  • @akhilsingh8765
    @akhilsingh8765 หลายเดือนก่อน +2

    ଆସିବ ରୁହ ଆଉ ଥରେ ଯୁତା ରୁ ସେକିଦେବି ରୁହ ଆସ ଚର ବିଜେପି

  • @SUSHILARJUNNDAS
    @SUSHILARJUNNDAS หลายเดือนก่อน +1

    🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞

  • @basantakumarsethi5254
    @basantakumarsethi5254 15 วันที่ผ่านมา

    ଜୟ ବିଜେଡି ଜୟ ନବିନ

  • @rakeshkumarsahoo7841
    @rakeshkumarsahoo7841 หลายเดือนก่อน +27

    ଏବେଠୁ ଓଡିଶା ବାସୀ ସଚେତନ ହେଇଯାଓ, ଏବେଠୁ ଓଡିଶାରୁ ବିଜେପି ସରକାରକୁ ତଡ଼ି ପୁଣି ନବୀନ ସରକାରଙ୍କୁ ଗାଦିରେ ବସେଇବା ❤❤❤

    • @pabitrabehera1074
      @pabitrabehera1074 หลายเดือนก่อน

      Kana Bhai Naveen Pattnaik 25 barshare kete unit free deithila . Naveen Pattnaik chhada aau kehi tete dekhagaleni.

    • @rakeshkumarsahoo7841
      @rakeshkumarsahoo7841 หลายเดือนก่อน

      @@pabitrabehera1074 କାଇଁ ଭାଈ ତମର ଫାଟୁଛି କି ନବୀନ ପଟ୍ଟନାୟକଙ୍କ ନାଁ ଶୁଣି,କାଇଁ କୋଉ ବିଜେପି ସରକାର୍ କହିଥିଲା ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବ ବୋଲି କାଇଁ ତମେ ଶୁଣି ନାହଁ କି ,କୁଆଡେ଼ ଗଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ଯୋଉ କହିଥିଲେ ।

    • @rakeshkumarsahoo7841
      @rakeshkumarsahoo7841 หลายเดือนก่อน

      @@pabitrabehera1074 ପରିବର୍ତ୍ତନ କରିଛନ୍ତି ପରା ଅମୃତ ଫଳ ଖାଅ ।

  • @nibasdora6819
    @nibasdora6819 หลายเดือนก่อน

    ବିଜେପି ର ସ୍ୱର୍ଗ ରଥ ଚାଲିଛି

  • @RajeshThapa-zr9gy
    @RajeshThapa-zr9gy หลายเดือนก่อน +2

    ଏହା OTV News ରେ ଦେଖାଇବେ ନାହି

  • @KutanSabar-v7r
    @KutanSabar-v7r หลายเดือนก่อน

    ଭଲ, ବହୁତ୍ ଭଲ ହେଇଛି ବିଜେପି କୁ ବାରମ୍ବାର ଭୋଟ୍ ଦିଅ

  • @DeepakMadhei-ec3js
    @DeepakMadhei-ec3js หลายเดือนก่อน +6

    Double engine ro double jhotka

  • @satyabhamagiri7982
    @satyabhamagiri7982 หลายเดือนก่อน +1

    ବିଜେପି ଚୋର 😂

  • @Shivansh-2021
    @Shivansh-2021 หลายเดือนก่อน +2

    Nandi Ghosh Office ku 300 unit free diyaa jau

  • @tatahunngama7828
    @tatahunngama7828 หลายเดือนก่อน +1

    Jai Naveen Patnaik sir 🙏♥️

  • @spsvedios176
    @spsvedios176 หลายเดือนก่อน +2

    Wooow.beauitful wards😮

  • @ManojDas-cm5do
    @ManojDas-cm5do หลายเดือนก่อน +4

    ❤ BJD jindabad

  • @PrashantDas-gs6eq
    @PrashantDas-gs6eq หลายเดือนก่อน

    V.very good

  • @pradeepbhattamisra7501
    @pradeepbhattamisra7501 หลายเดือนก่อน +1

    Alajuk

  • @BobbyVisionPuri
    @BobbyVisionPuri หลายเดือนก่อน

    ରାଜ୍ୟରୁ କିପରି ଭାବେ ବିଦାୟ ନବ ।

  • @sangramkumar6802
    @sangramkumar6802 หลายเดือนก่อน +2

    Electric bill jama diyanahi

  • @nabaghananaik7953
    @nabaghananaik7953 หลายเดือนก่อน +6

    Odisha basi ku BJP sarkar charo baneiba

  • @SmilingCityMap-ny5hf
    @SmilingCityMap-ny5hf หลายเดือนก่อน

    Good

  • @sarojpadhy216
    @sarojpadhy216 หลายเดือนก่อน +3

    Au. Vote dia. Odisha basi.

  • @AnilMallik-fz4zn
    @AnilMallik-fz4zn หลายเดือนก่อน

    Jay jaganatha jay naveen patanayk sir best👑👑👑👑👑👑👍👍👍💚💚💚💚

  • @shashikantabehera6903
    @shashikantabehera6903 หลายเดือนก่อน +1

    ମାନସ sir ଠିକ୍ କଥା କହିଛନ୍ତି

  • @lipsadash9116
    @lipsadash9116 หลายเดือนก่อน +4

    Naveen sir best ❤

    • @Pareshcrazy2580
      @Pareshcrazy2580 หลายเดือนก่อน +1

      Bjp ku vote dela bale chinta karibar thila

  • @shreyansh.663
    @shreyansh.663 หลายเดือนก่อน

    5 ବର୍ଷ ପରେ ତମ ସରକାର ଥିଲେ ତ ଦେବ ମାଗଣା ସୌର ଶକ୍ତି

  • @SmartsShorts123
    @SmartsShorts123 หลายเดือนก่อน +1

    Free connection ଆଉ free electricity ଭିତରେ ଫରକ ଜାଣି ପାରୁନାହିଁ ନନ୍ଦିଘୋଷ tv, common sense କି ବାତ ହେ

  • @digambarsahu5133
    @digambarsahu5133 หลายเดือนก่อน

    ହେବା ବି କଥା କି କଳେସନ ଠିକ ଆଉ ମେନଟେ ଠିକ୍ ହେଉ

  • @mynews11
    @mynews11 หลายเดือนก่อน

    ଏଇ ଚାନେଲ ଉପରେ ନଜର ରଖିବା ଦରକାର

  • @DrDhirendraMohanty
    @DrDhirendraMohanty หลายเดือนก่อน

    ପୁର୍ଣ ସେଠି ଙ୍କ ବିଧାୟକ ଭତ୍ତା ବଢିବା ଆଗ ହେଉ, ବିଜୁଳି ସାମାଜିକ ଭତ୍ତା ବୃଦ୍ଧି ଓ ଅନାନ୍ୟା କିଛି ଆବଶ୍ୟକ ନୁହେଁ,ଜନସେବକ ନା ଜନବିରୋଧୀ ସେବକ, ଲୋକମାନେ ଭୋଟ ଦେଇ ବିଧାୟକ କରିଛନ୍ତି ସେସବୁକୁ ଭୁଲି ଯାଉଛନ୍ତି ବଧେ, ଅଲାଯୁକ ବିଧାୟକ ଅଲାଯୁକ ସରକାର ଗଠନ ହେଇଚି ଓଡ଼ିଶାରେ.😊

  • @brajakishorepadhi4022
    @brajakishorepadhi4022 หลายเดือนก่อน

    ମା ଗିହା ନନ୍ଦୀଘୋଷ ନବୀନ ପଟ୍ଟନାୟକ ଚିଟଫଣ୍ଡ ଟଂକା କଥା ପ୍ରଚାର କର।

  • @birendrasahu8282
    @birendrasahu8282 หลายเดือนก่อน

    ଆପ ସରକାର ଦଉଛି.

  • @pabitrabehera1074
    @pabitrabehera1074 หลายเดือนก่อน +1

    Magana lagei dechi . Au kana jaliba ta bhi magana. Naveen Pattnaik pain loka khali magana khojuchanti.karana Naveen Pattnaik magana mukhya mantri thila. Biju Patnaik pua boli hela.

  • @SubasiniShrambuka-ff1eo
    @SubasiniShrambuka-ff1eo หลายเดือนก่อน

    🙏🙏🙏Rakhya kara prabhu..5 barsha begi sarijau.

  • @basudev999t
    @basudev999t หลายเดือนก่อน

    କୋଉ ସରକାର ଭଲ ନୁହେଁ ଖାଲି ଖାଇବା ପାଇଁ ଆସୁଛନ୍ତି

  • @akshayabhoi2977
    @akshayabhoi2977 หลายเดือนก่อน

    Thik katha

  • @anilpradhan4463
    @anilpradhan4463 หลายเดือนก่อน +1

    2029 odishabasi dekheidebe

  • @surajjhodia8247
    @surajjhodia8247 หลายเดือนก่อน

    ଏ ଶଳା ଧର୍ମେନ୍ଦ୍ର କୁ ପଚାର ବିଜେପି ନେତାମାନେ।

  • @abhijitpradhan16
    @abhijitpradhan16 หลายเดือนก่อน +1

    Haire kebe asiba GM kouthi kara

  • @hearthackerarin
    @hearthackerarin หลายเดือนก่อน +1

    ଛାଡ଼ ହୋ

  • @DeepakkumarMohantyDipu
    @DeepakkumarMohantyDipu หลายเดือนก่อน +2

    Jay bjd

  • @Eagleeye774
    @Eagleeye774 หลายเดือนก่อน

    ଦେଶ, ରାଜ୍ୟ ତଥା ସାମୂହିକ ସ୍ୱାର୍ଥକୁ ଦୂରରେ ରଖି ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ସ୍ୱାର୍ଥପର, ସମାଜ ପାଇଁ କଳଙ୍କ.. ଭୋଟ ହାତେଇବାକୁ ଲୋଭନୀୟ ଯୋଜନା କରିବା ଲୋକଙ୍କୁ ଭକୁଆ ବନେଇବା ପ୍ରଥମେ ବିଜେଡି ଶିଖେଇଛି ଯାହାକୁ ପ୍ରୟୋଗ କରି ଏଥର ବିଜେପି କ୍ଷମତାକୁ ଆସିଛି.. କିଛି ମାଗଣା ପାଇବା ଲୋଭରେ ବା ମୁଣ୍ଡବିକି ଭୋଟଦେଉଥିବା ବ୍ୟକ୍ତି ସବୁବେଳେ ଭକୁଆ.. ଏମାନଙ୍କୁ ରାଜନୈତିକ ଦଳମାନେ ଏମିତି ସବୁବେଳେ ବ୍ୟବହାର କରି କ୍ଷମତାକୁ ଆସୁଥିବେ.. ବିଜେଡିର କାଳିଆ, ବିଜେପିର ସୁଭଦ୍ରା ପରେ କଂଗ୍ରେସର ବଳିଆ ଯୋଜନା ଦେଖିବାକୁ ବାକି ରହିଲା..😂

  • @purnasahoo7859
    @purnasahoo7859 หลายเดือนก่อน +5

    Chora bjp

  • @unkumar7627
    @unkumar7627 หลายเดือนก่อน +1

    ଏଇ ଥରକ। ଆଉ ତମ ଜୀବନରେ କେବେ ଓଡ଼ିଶାର ଶାସନ ପରିସରକୁ ଆସିବ? ଏତିକି ହେଲା ଆଉ।

  • @AmrutaHati-u5u
    @AmrutaHati-u5u 18 วันที่ผ่านมา

    Saraswati Keshav

  • @DipTushsr
    @DipTushsr หลายเดือนก่อน

    ସୁଯୋଗ ଥରେ ୟେ ହୋ ବବା

  • @dhirendrapatel9347
    @dhirendrapatel9347 21 วันที่ผ่านมา

    ଇସ୍ତାହାର ରେ ଯାହା ଲେଖିଥିଲେ ତାହା ଭୁଲିଗଲେ

  • @blueskybabu
    @blueskybabu หลายเดือนก่อน

    ଭୁଲ ଲୋକ ମାନଙ୍କ ଖାଲି ମାଗଣା ଦରକାର

  • @debasisacharya8954
    @debasisacharya8954 หลายเดือนก่อน

    ହ ଉଲ ରୁହ ଠକିଛ ବିଜେପି ସରକାର, ମନେରଖ,,

  • @NarendraNial92
    @NarendraNial92 หลายเดือนก่อน

    ମିଛୁଆ ବିଜେପି ନବିନ ଭଲ ଥିଲା

  • @Vijaya070
    @Vijaya070 หลายเดือนก่อน

    ଧନ୍ୟବାଦ mla

  • @maheshpadhan4462
    @maheshpadhan4462 หลายเดือนก่อน +1

    ବିଜେପି ତାର ପରିଣାମ ଭୋଗିବ

  • @santoshswain-jt5to
    @santoshswain-jt5to หลายเดือนก่อน

    Jay Jagannath ❤

  • @udayamotivation7780
    @udayamotivation7780 หลายเดือนก่อน +2

    Au Bala ta paribartan haba

  • @KalaKhan-ch2xl
    @KalaKhan-ch2xl หลายเดือนก่อน

    ସବୁ ମିଳିବ wait and see ଅପେକ୍ଷା କର ମିଳିବ 👏

  • @MISSIONS9
    @MISSIONS9 หลายเดือนก่อน +1

    Unplanned Government

  • @amargaonamardesh8015
    @amargaonamardesh8015 หลายเดือนก่อน

    Nice coverage

  • @pratapkumarjena1310
    @pratapkumarjena1310 หลายเดือนก่อน +2

    ମିଛୁଆ bjp ସରକାର

  • @Nevermind690
    @Nevermind690 หลายเดือนก่อน +1

    Bjp କୁ ଭୋଟ ଦେଇ ଆମେ ଭୁଲ କରିଲୁ ...............ଏବେ ନବୀନ ପଟ୍ଟନାୟକ ଙ୍କୁ ଝୂରୁଛୁ 😭😭

  • @swapnilraja1409
    @swapnilraja1409 หลายเดือนก่อน

    ମାନିଲେ କଣ ହେବ ,ଦେବାକୁ ପଡ଼ିବ , ନହେଲେ ତାଙ୍କୁ ଏଇଠୁ ଯିବାକୁ ପଡିବ😡🙏😡🙏😡

  • @niranjanmajhi7013
    @niranjanmajhi7013 หลายเดือนก่อน +1

    Jumula ସରକାର