ବିଜେପି ସରକାର ଙ୍କର ୧୦୦ ଦିନ୍ ପୁରୁତୁନ ହେଲା ବୋଲି ପ୍ରୋଗ୍ରାମ କଲେ,ଦେଖୁନ ଜିରୋ ଗ୍ରାଉଣ୍ଡ ର ସତ୍ୟତା ।

แชร์
ฝัง
  • เผยแพร่เมื่อ 21 ก.ย. 2024

ความคิดเห็น • 332

  • @SarbeswarChhatria
    @SarbeswarChhatria 3 ชั่วโมงที่ผ่านมา +39

    ପଶ୍ଚିମ ଓଡ଼ିଶା ର ଗରବ ମୋର ସମିୟ ନ୍ୟୁ କେ
    ପାଣିଗ୍ରାହୀ ଦାଦା ଜୁହାର ବିଶେଷ ବିଶେଷ ଧନ୍ୟବାଦ୍ ଦା

  • @tapaswinikhutuli5227
    @tapaswinikhutuli5227 4 ชั่วโมงที่ผ่านมา +63

    ମୋର ସମୀୟା news କେ ସ୍ୱାଗତ ବିଜେପି ସବୁ ଠାକୁଛେ

  • @Rx100m
    @Rx100m 2 ชั่วโมงที่ผ่านมา +26

    (ବିଜେପି ସରକାର) କହେସି ଅଲଗା କରସି ଅଲଗା... ଇ ସବୁ ଦେଖୋ ଥିବାରୁ (ମୋର ସମୀୟ NEWS) କେ ଧନ୍ୟବାଦ୍ 🙏

  • @sanjayabhoi247
    @sanjayabhoi247 3 ชั่วโมงที่ผ่านมา +14

    ସତ୍ୟ ମେଵ ଜୟତେ ମୋର୍ ସମିୟା ନିବେଶ ଦାଦା ilove repoter ଆମ ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବର ପ୍ରତୀକ ସ୍ୱାଭିମାନ ସଚ୍ଚୋଟ ମଣିଷ ଧର୍ମ ଦେବତା ନ୍ୟାୟ ଦାତା 🙏🙏

  • @BuluSagar-sv7dl
    @BuluSagar-sv7dl 3 ชั่วโมงที่ผ่านมา +11

    ଇ ମା ମାନଂକର ଗ୍ରୁପ ପୈଶା ଛାଡ଼ କଲେ ଯାଇ ବିଜେପି ସରକାର କେ ଭଲ ବଲବେ...

  • @Bhujbal-sv4en
    @Bhujbal-sv4en 3 ชั่วโมงที่ผ่านมา +16

    ସରକାର କେ ମୋର୍ ଏତିକି ଅନୁରୋଧ କି ଯୋଜନା ଫୋଜନା ଛାଣୁନ୍ ରୋଜଗାର ଦିଅନ

    • @qxztr
      @qxztr ชั่วโมงที่ผ่านมา +1

      ସରକାର ତ ନିଜେ ଚୋର ଅନୁରୋଧ କରିବ କାହିଁକି,?

  • @PadhanB
    @PadhanB ชั่วโมงที่ผ่านมา +8

    ଜନତା କୁ କେବଳ ସ୍ୱାସ୍ଥ୍ୟ, ସଡ଼କ ଆଉ ଶିକ୍ଷା 3ଟା ଜିନିଷ ମାହାଳିଆ ମିଳବା କଥା

  • @dambarudharsahu7109
    @dambarudharsahu7109 2 ชั่วโมงที่ผ่านมา +8

    ମୋର ସମିୟାnews. କେ ଧନ୍ୟବାଦ 🙏

  • @jayachandramajhi8245
    @jayachandramajhi8245 2 ชั่วโมงที่ผ่านมา +4

    ଜୟ ଜଗନ୍ନାଥ ମୋର ସମୀୟା କେ ବହୁତ. ବହୁତ ଧନ୍ୟ ବାଦ. ଗରିବ. ଲୋକଙ୍କୁ. ରାସନ କାର୍ଡ. ରେ ମାସକୁ ମାସ 15000ଦେଲେ ବହୁତ ସରକାରଙ୍କୁ ଧନ୍ୟବାଦ ଦିଅନ୍ତି ଗରିବ. ଲୋକଙ୍କ ପ୍ରାଥନା 🙏🙏🙏🙏🙏🙏🙏🙏🙏🙏

  • @SuratPanika-h8b
    @SuratPanika-h8b 4 ชั่วโมงที่ผ่านมา +42

    🙏ମୋ ସମୀୟା ଯାହା ଦେଖା ସି ପୁରା ସତ 🙏
    🙏🙏🙏🙏🙏🙏🙏🙏🙏🙏🙏🙏

    • @LadliGuddu
      @LadliGuddu 4 ชั่วโมงที่ผ่านมา +1

      Right

  • @Sudhansu2863
    @Sudhansu2863 2 ชั่วโมงที่ผ่านมา +10

    ଧନ୍ୟବାଦ ଭାଇ ମୋର ସମୀୟା ତମେ Real ରେ ଲୋକଙ୍କର ଲାଗି କାମ କରୁଛ ।

  • @allhindisongsahs580
    @allhindisongsahs580 3 ชั่วโมงที่ผ่านมา +11

    5000 ପାଇଲେ ଗୁରୁପ୍ ବାନ୍ଧି ହେବା ବୋ ଭାଇ ଅରୁ 50.000 ପାଇଥିଲେ loan closed କରି ହେଇଥିତା

    • @MKC..
      @MKC.. 3 ชั่วโมงที่ผ่านมา

      😂😂

    • @MBGMUSIC-ov4bu
      @MBGMUSIC-ov4bu 2 ชั่วโมงที่ผ่านมา

      😂😂

    • @titilagadientukel7256
      @titilagadientukel7256 ชั่วโมงที่ผ่านมา

      😂😂

  • @bhaktachhatria
    @bhaktachhatria 4 ชั่วโมงที่ผ่านมา +9

    ମାଗିହେ କିଛି ନେଇ କରି ପାରନ

  • @KOSHALTAK
    @KOSHALTAK 4 ชั่วโมงที่ผ่านมา +16

    ପାରେ କେ 50,000 ଦେଇଥିଲେ କିଏ କାନା କରି ପାରିଥିତେ ! ସୁଭଦ୍ରା ଯୋଜନା ହେଉଛେ ଗୁଟେ ରାଜିନୀତି...

  • @SupremePower-wu7lz
    @SupremePower-wu7lz 3 ชั่วโมงที่ผ่านมา +9

    ମା ମାନେ ନବୀନ ପଟ୍ଟନାୟକ ୨୫ ବର୍ଷ କେ କେତେ ହଜାର ଦେଲା ମହିଲା ନୁହେଁ ଏମାନେ ମଇଲା😅😅

    • @asmanoranjanyoutubechannel3564
      @asmanoranjanyoutubechannel3564 ชั่วโมงที่ผ่านมา +1

      Are bhai BJP SARKAR KAHIKARI GANDI MARUCHHE,,,,,NABIN SARKAR KAHITHILA KE MAA MANKU DEMIBALI

  • @iproudtobeindian3022
    @iproudtobeindian3022 2 ชั่วโมงที่ผ่านมา +4

    ଯଦି ଇ ୫ ହଜାର କିଛି କାମ କେ ନାଇ ଆସେ ବୋଲି ଜେନ ଲୋକ ମାନେ ଭାବୁଛ ସେହି ଲୋକ ମାନକୁ ଅନୁରୋଧ ଯେ ଦୟା କରି ସେହି 5 ହଜାର ଟଙ୍କା ଫେରେଇ ଦିଅ 😂

  • @hpcreaction2347
    @hpcreaction2347 ชั่วโมงที่ผ่านมา +2

    ବଲାଙ୍ଗୀର ବାସି କୁ ଗୁଟେ ପ୍ରଶ୍ନ ଯେ କେତେ ଲୋକ bjp ke vote deichhan.... ଆରେ ଭାଇ ତମେ କିଛି ନାଇଁ କରି କରି ଯଦି 5000 ପାଉଛ ବେଳେ ତମକୁ ତ ମୁଖ୍ୟମନ୍ତ୍ରୀ କରି ଦେଲେ କେନ୍ତା କର୍ତ

  • @sisirBuda-id4dp
    @sisirBuda-id4dp ชั่วโมงที่ผ่านมา

    ପାୱାର କେ ଆସିଲେ ପ୍ରତିଶୃତି ପୂରଣ କରିବା ପାଇଁ ନିବେଦନ, ମୋର ସମୀୟା ଧନ୍ୟବାଦ

  • @basantasahu1031
    @basantasahu1031 34 นาทีที่ผ่านมา

    ନିରପେକ୍ଷ ବିଚାର, ମୋରସମୀୟା କେ ଧନ୍ୟବାଦ

  • @RohitBariha-cm8df
    @RohitBariha-cm8df 51 นาทีที่ผ่านมา +1

    ଏଇ ସରକାର ଟା କହୁଛେ ଗୋଟେ ଆର୍ କରୁଛେ ଗୋଟେ ଯାହା ଜଣା ପଡିଲାନ ଯେ ମିଛୁଆ ସରକାର ଗୋଟେ ଆଏ

  • @adityamahapatra5974
    @adityamahapatra5974 2 ชั่วโมงที่ผ่านมา +4

    ମୋହନ ବଂଶୀ ଫୁକି କି ସବୁ ଲୀଳା କରୁଛନ 😂 ଥରେ କେ ଲୀଳା କଲେ ମଜା ନାଇ ଆସେ ବଳି ଇ ଟା 5 ବର୍ଷ ଲୀଳା କର୍ବେ ସୁଭଦ୍ରା 😂 ନାରେ 😅
    ଭାଇ ମୋର ହିସାବ ରେ ତ ମୋହନ ଆଜ୍ଞା cm ନି ହୋଇ କି ସୁରଜ୍ ସୁର୍ଜ ବଂଶୀ ହେବାର କଥା 😊 କହାକେ ଖରାପ ଲଗଲେ ମାଫ୍ କର୍ବେ🙏

  • @payalhigh
    @payalhigh ชั่วโมงที่ผ่านมา +3

    *ନୂଆ ଖାଇ ସରଲା ୫୦୦୦ ବି ପାଇଲ ଝି ଘର୍ ମା ଘର୍ ବୁଲି ବୁଲି ସାର*

  • @Rudransh4949
    @Rudransh4949 2 ชั่วโมงที่ผ่านมา +6

    ଯାହାର ଯେମିତି ସ୍ଵଭାଵ ଗୁରୁ କହିଲେ କିଷ ହେବ
    ଯିଏ ଉନ୍ନତି କରବା 5000 ଟଙ୍କା ରେ ଉନ୍ନତି କରିବା
    ଯିଏ ଠକୁଆ ପଚାଶ ହଜାର କାଣା 5 ଲକ୍ଷ ଦେଲେ ବି ଗୁଟେ ବର୍ଷେ ଖାଈ ଦେବା
    ଯାର 5000 ଦରକାର ନିନ ଦୟାକରି ସୁଭଦ୍ରା apply ନାଇଁ କର

    • @creatorbiswanath
      @creatorbiswanath 2 ชั่วโมงที่ผ่านมา +1

      Tamku ta bahut badhuche ho tume daucha k

    • @creatorbiswanath
      @creatorbiswanath 2 ชั่วโมงที่ผ่านมา

      Jadi 50000dei ne paran kahuchan k kari chor bjp

    • @Rudransh4949
      @Rudransh4949 2 ชั่วโมงที่ผ่านมา +3

      @@creatorbiswanath ମୁଇଁ ତ comment ଦେଲି ତୁମେ ମୋତେ କାହିଁ ଲାଗି ବାଧୁଛେ ବୋଲି reply ଦେଲ
      ମୋର comment ତୁମକୁ ବାଧିଲା ଙ୍କା

    • @creatorbiswanath
      @creatorbiswanath 2 ชั่วโมงที่ผ่านมา

      @@Rudransh4949 mui nai kahebar ho jadi dei nepare kahuchan k kari ihade 5000 re kana heba kahata

    • @bibekanandaseth4778
      @bibekanandaseth4778 37 นาทีที่ผ่านมา

      @Rudransh4949 100%👌🙏🚩

  • @tapasmajhi9037
    @tapasmajhi9037 2 ชั่วโมงที่ผ่านมา +2

    ସରକାର ଅଯଥା ଫ୍ରୀ ଫ୍ରି ହେଲେ ବି ଭଲ ନେଇସେ ସେ ପଇସା ଦେଶର ରାଜ୍ୟ ର ଉନ୍ନତି ରେ ଲଗାଲେ ଭଲ ହେତା

  • @funny25677
    @funny25677 45 นาทีที่ผ่านมา +1

    ଚୋର ସରକାର ର ପର୍ଦାଫାଶ କରବାର ଲାଗି ଧନ୍ୟବାଦ

  • @SunilNag-jz2zn
    @SunilNag-jz2zn 4 ชั่วโมงที่ผ่านมา +1

    ମୋର ସମିଆ କେ ଧନ୍ୟବାଦ 🙏🙏🙏

  • @sushant4390
    @sushant4390 4 ชั่วโมงที่ผ่านมา +2

    Your reporting has made a significant impact on our society.... Really🙏🙏.. I appreciate your dedication to truth seeking❤

  • @FNMMusic
    @FNMMusic 4 ชั่วโมงที่ผ่านมา +1

    Reality of Subhadra Yojana. Thanks Mor Samia News

    • @nileshkumarbhoi
      @nileshkumarbhoi 3 ชั่วโมงที่ผ่านมา +1

      ଭଣଜା,,,

  • @santoshsuna7580
    @santoshsuna7580 2 ชั่วโมงที่ผ่านมา +1

    5000ହଜାର କେ ବଜାର ଯାଇ ଯାଇ ସରିଯିବା ବାକି କିଛି ନାଇଁ ହୁଏ

  • @prasantasahu4959
    @prasantasahu4959 ชั่วโมงที่ผ่านมา

    ମହାଲିଆ ପଇସା ରେ କେବେବି ଉନ୍ନତି ନାଇ ନାଇ ହୁଏ... ରୋଜଗାର ଦିଆ...

  • @PapunMishra-jw5ts
    @PapunMishra-jw5ts 4 ชั่วโมงที่ผ่านมา +2

    ମୋର୍ ସମିୟା ଚେନେଲ୍ କେ ମୋର୍ ହାତ ଯୁଡ଼ି 🙏 କରି ନିବେଦନ ଭତା ଟଙ୍କା ଉପରେ ଭିଡିଓ କରୁନ

  • @rajeshdharua5439
    @rajeshdharua5439 2 ชั่วโมงที่ผ่านมา +1

    ପଞ୍ଚିମ ଓଡ଼ିଶାଚାଷୀ ମା ମାନଙ୍କୁବହୁତ ଉପକାର ରେ ଆସବା ଯେ ହେତୁ ରାକ୍ଷୀ ବନ୍ଧନରେଦେଉଛନ ଆଗକୁ ନୂଆଁ ଖାଇ ପାଳନ କରନ୍ତି ସେମାନେ ଏହି ପଇସାକୁ ତାଙ୍କ ପିଲା ମାନଙ୍କୁ ଓ ତାଙ୍କର ଡ୍ରେସ୍ କିଣି ନୂଆଁ ଖାଇ ଧୁମ୍ ଧାମରେ ପାଳନ କରିବେ ଛୋଟିଆ ଚାଷୀ ମାନେ ତା ଙ୍କହାତରେପଇସା ନ ଥାଏ ତେଣୁ କରି ସାହୁକାର ଧାନ ଦେବାପାଇଁ କ୍ଵିଣ୍ଟାଲ ପିଛା 900/1000ଟଙ୍କା ରେ ପଇସା ଆଣି ନୂଆଁଖାଇଥାନ୍ତି ଏଥିପାଇଁ ଚାଷୀ 5000 ଜାଗାରେ 10, 000କ୍ଷତି ସହି ବାକୁ ପଡ଼େ BJP ଛୋଟିଆ ଚାଷୀ , ଭୂତିଆର ମାନଙ୍କ ସରକାର thanks

  • @manoranjanbehera6657
    @manoranjanbehera6657 2 ชั่วโมงที่ผ่านมา +2

    ବିଜେପି ସରକାର ତ ବିଜେଡି ଠାନୁ ବି ବଡ ଚୋର ବାହାରିଲା

  • @prasantasahusahu919
    @prasantasahusahu919 3 ชั่วโมงที่ผ่านมา

    ମୋର ସମିଆ ,ନିବେଶ ଦାଦା ସବୁ ସତ କଥା ହିଁ ଦେଖାସନ thank u dada

  • @Maamohini2563
    @Maamohini2563 2 ชั่วโมงที่ผ่านมา +1

    ଇ ଗ୍ରୁପ କରି କରି ଆମକୁ ମୁନୁଷ୍ ମାଙ୍କୁ କାମ କରେଇ କରି ମାରି ଦେଉଛନ ହେତିର ଲାଗି 5 ବର୍ଷେ 50000 ବଢିଆ ଆମକୁ ଚାଷୀ ମାନଙ୍କୁ କାମ ଦେବା

  • @THEMOVIEUPLOADER-qj6sk
    @THEMOVIEUPLOADER-qj6sk 3 ชั่วโมงที่ผ่านมา +12

    କାମ ଧାମ ନାଇ ଯାହଁ ନା ଖାଲି ମାଗଣା କେ ଆଶା କରିଥିଅ। କର୍ମ ହିଁ ଭଗଵାନ

    • @prasanna6478
      @prasanna6478 ชั่วโมงที่ผ่านมา

      ଆମର ଓଡ଼ିଆ ଲୋକଙ୍କ ବିବେକ ହିଁ ନାହିଁ କାରଣ ଲୋକଙ୍କୁ ମା‌ହାଲିଆ ଆସା ବହୁତ

  • @susantaseth3031
    @susantaseth3031 3 ชั่วโมงที่ผ่านมา +4

    ରାହୁଲ ଗାନ୍ଧି ଟା ସୋର୍ ଅଛେ ଖଟ୍ଟା ଖଟ୍ଟ ଖଟ୍ଟା ଖଟ୍ଟ

    • @ajitsahu7423
      @ajitsahu7423 ชั่วโมงที่ผ่านมา

      ରାହୁଲ ଗାନ୍ଧି କହିଥିଲେ କଂଗ୍ରେସ ପାର୍ଟି ସରକାର କେ ଆସିଲେ ଖଟାଖଟ୍ ଦେମି ବୋଲି ଇହାଦେ କାହାର୍ ସରକାର୍ ଅଛେ ଭାଇ

  • @SIBAPRASADDAS-do5si
    @SIBAPRASADDAS-do5si 59 นาทีที่ผ่านมา

    ସୁପ୍ରିମକୋର୍ଟ ମାଗଣା ବଣ୍ଟନ ବନ୍ଦ କରିବାକୁ ମାନସ ମନ୍ଥନ ଚଳେଇଛନ୍ତି।

  • @sharmasahu6565
    @sharmasahu6565 3 ชั่วโมงที่ผ่านมา +1

    Bjp ବର୍ତମାନ ଠିକ

  • @AnantaSahu-y9c
    @AnantaSahu-y9c 2 ชั่วโมงที่ผ่านมา +2

    କାଣା ହେବା ଈଟା 5000 ଆଜିକାଲି ତ ଭିକାରି ମାନେ ବେସି ଈନ୍ କମ୍ କରୁଛନ୍ ହେ

    • @SI-69
      @SI-69 ชั่วโมงที่ผ่านมา

      Firei dia paicha bele

  • @gulapsahu9204
    @gulapsahu9204 3 ชั่วโมงที่ผ่านมา +3

    Aaji tak jetki bi jojana mane heichhi sabu tharu bekar hauchhe Subhadra jojana, adha lok ta jane parle naa pare sabu lok janbe

  • @KalkiAvatar-z2e
    @KalkiAvatar-z2e 2 ชั่วโมงที่ผ่านมา +2

    ହରେ କୁକ୍ରେନ୍ ମାନେ..କାଲିଆ ପଏସା ୨୦୦୦ ଦେଉଥିବା ଯେ ସୁକ୍ ଲାଗୁଥିଲା.....

  • @sambalpuritv2445
    @sambalpuritv2445 2 ชั่วโมงที่ผ่านมา +2

    Good job nibesh panigrahy sir

  • @binayakmahana3047
    @binayakmahana3047 ชั่วโมงที่ผ่านมา +1

    ଲୋକ କେ ତ ମାହାଲିଆ ଯେତେ ଦେଲେ ମହରା ଭି ଖାଇ ଦେବେ ....

  • @jayachandramajhi8245
    @jayachandramajhi8245 3 ชั่วโมงที่ผ่านมา

    ଗରିବ ଲୋକଙ୍କୁ ମାସିକ 6000ଟଙ୍କପାଣି. ଦେଲେ ଉପକୃତ ହେବେ

  • @MahendraMajhi-f9r
    @MahendraMajhi-f9r 4 ชั่วโมงที่ผ่านมา +5

    Jadi tharke 50000 deithile bi khaideithite

  • @tarinisambalpuritv
    @tarinisambalpuritv ชั่วโมงที่ผ่านมา

    Right ae dada mor samiya is best news 👍👍

  • @sambitkumarbag7427
    @sambitkumarbag7427 3 ชั่วโมงที่ผ่านมา +1

    800 ଟଙ୍କା ମାସିକ ଭତ୍ତା 6 ମାସରେ 500 ମଜା କର

  • @mrramaofficial
    @mrramaofficial 2 ชั่วโมงที่ผ่านมา +2

    ୫୦୦୦ ମିଲୁଛେ ଯେ ବଡ କର ଚାହା ବୁଝା ଖାଉଛେ 😅

  • @chaturbhujabag5095
    @chaturbhujabag5095 2 ชั่วโมงที่ผ่านมา +1

    ଆଗରୁ କିଏ ଦେଉଥିଲା କେଁ ଦଉଛେ ଜେ ବଡ଼ ଏ

  • @mrdoleswarsahu1415
    @mrdoleswarsahu1415 ชั่วโมงที่ผ่านมา

    ସତ କଥା sir.. ଆମର ଆକାଉଣ୍ଟ କେ କେଭେ ଆସବା 🙏🙏🙏🙏ମିଛୁଆ ସରକାର ରେଜିଷ୍ଟ୍ରସନ ୧୧ ରେ ହେଲା ଆଉ ପଛ ର ଲୋକ ପଇସା ପାଇଲେ ନ.... ଧନ୍ୟବାଦ ରେ ମୋହନ ବାବୁ ଅଗର ଲୋକ କେ ପଛେ ଆଉ ପଛର ଲୋକ କେ ଆଗେ 😢😢😢😢😭😭🙏

  • @Birabhue-t7s
    @Birabhue-t7s 9 นาทีที่ผ่านมา

    ଆଲୋ ମାଁ ମୋହନ ସରକାର ତ ଠକଲା ଫେର୍ କାଏଁ ହେଲାଯେ ତୁଇ ନେତା ମନ୍ତ୍ରୀ ମାନେ ଆଏଲେ ସବୁ ମାଁ ମାନେ ଯାଇକରି ଉବଡି ହଉଛ ଆର୍ ଜିନ୍ଦାବାଦ ଜିନ୍ଦାବାଦ କରୁଛ

  • @ArunDas-hc5zz
    @ArunDas-hc5zz ชั่วโมงที่ผ่านมา

    ମିଛ ପ୍ରଚାର ବନ୍ଦ କର ।ଅଯଥା ଲୋକଙ୍କ ଭିତରେ ଉଦବେଗ ସୃଷ୍ଟି କରୁଛ ଓ ଯୋଜନା ବିରୋଧୀ ପ୍ରଚାର କରୁଛ

  • @PrashantaMajhi-f3m
    @PrashantaMajhi-f3m 3 ชั่วโมงที่ผ่านมา

    ଧନ୍ୟବାଦ ମୋର ସମୀୟା

  • @pabitrameher1083
    @pabitrameher1083 3 ชั่วโมงที่ผ่านมา +3

    ଭାଜି ସାଗ ଖୁଟି ଖୁଟି ଖ ରେ ପାଗଲ ନି ହ

  • @ajitpadhan368
    @ajitpadhan368 ชั่วโมงที่ผ่านมา

    କିଛି ନାଇଁ କରବାର ବିଜେପି ବିନାଶ କରୁଛେ

  • @anadivlog
    @anadivlog 2 ชั่วโมงที่ผ่านมา +20

    5000 ଟଙ୍କା ଜେନ୍ ମାଁ ମାନେ ପାଇ କରି ଖୁସ୍ ନି ନି ସବୁ ପଇସା ଫିରୋଇ ଦଉନ୍

    • @user-te8sz9yu4m
      @user-te8sz9yu4m 2 ชั่วโมงที่ผ่านมา +4

      Thik kahu6a dada

    • @sanjibpadhan1993
      @sanjibpadhan1993 34 นาทีที่ผ่านมา +2

      ଠିକ କହୁଛନ

  • @sujitbag7326
    @sujitbag7326 2 ชั่วโมงที่ผ่านมา +1

    Mor samiya jay hind 🎉🎉🎉🎉🎉❤❤❤❤❤

  • @kaibarttaghivela6361
    @kaibarttaghivela6361 ชั่วโมงที่ผ่านมา

    ଧନ୍ୟବାଦ୍ ମୋର ସମୀୟା ❤

  • @rajutirkey6832
    @rajutirkey6832 2 ชั่วโมงที่ผ่านมา +1

    Mor samiya ....jindabaad...keep it brooo

  • @jubisasagar1514
    @jubisasagar1514 51 นาทีที่ผ่านมา

    Sir real news by you. Here is no partiality. Thank you .

  • @motilalmahanand1995
    @motilalmahanand1995 50 นาทีที่ผ่านมา +1

    Bjd hau ki Bjp hau, Sabkar Dhaga khuli dauchha

  • @Yadavbhai-b5e
    @Yadavbhai-b5e ชั่วโมงที่ผ่านมา

    ମୋର୍ ସମିୟା ଜିନ୍ଦାବାଦ

  • @ManojSavra-yw8cf
    @ManojSavra-yw8cf 7 นาทีที่ผ่านมา

    Right news 👌❤

  • @manojnaik89
    @manojnaik89 3 ชั่วโมงที่ผ่านมา +2

    5000 re mudhi badam bepar maa mane karbe 😂

  • @NarsingBishi-j1o
    @NarsingBishi-j1o 3 ชั่วโมงที่ผ่านมา

    ବହୁତ ବଢିଆ କବରେଜ ଦାଦା

  • @rakeshpattnaik4516
    @rakeshpattnaik4516 31 นาทีที่ผ่านมา

    Odisha ra Arnab Goswami Nibesh dada , go ahead ❤❤❤

  • @ChaitanBudek
    @ChaitanBudek 4 ชั่วโมงที่ผ่านมา +1

    ଆପଣଙ୍କ ଶୋବୁ ଭିଡିଓ ମୁଁ ଇ ଦେଖିସି

  • @RanBansita7235
    @RanBansita7235 ชั่วโมงที่ผ่านมา

    ଏଇ ମା ମାନେ ଗ୍ରୁପ କରି ନାଗରିକ ମାନ ଙ୍କୁ କୀରିଆ କରି BJD କେ ଭୋଟ ଦେବା ପାଇଁ ବାଧ୍ୟ କରିଥିଲେ BJD କୁ ,ଯେଉ ମା ମୋ ଇଚ୍ଛାରେ ଭୋଟ ଦେବୀ କହୁ ଥିଲା ତାକୁ ଗୁରୁପ୍ ରୁ ବାହାର କରି ଦେଇଛନ୍ତି,ଆଜି ସରକାର ବଦଳିଛି ଖାଲି ଏଇ ଗୁରୁପା ପାଇ,ଆଉ କେଉ ଲାଜରେ ସୁଭଦ୍ରା ହେଉଛ

  • @dharmenroji4919
    @dharmenroji4919 6 นาทีที่ผ่านมา

    Mor samaya great news

  • @majhicreationdgp7482
    @majhicreationdgp7482 ชั่วโมงที่ผ่านมา

    Nice reporting.....janata nka sapakya re bodiaa

  • @sachinkumarmeher5868
    @sachinkumarmeher5868 3 ชั่วโมงที่ผ่านมา +1

    Sabu bele enta news karutha dada ...
    Nice dada bhal lagsi tumar news

  • @pinku881
    @pinku881 2 ชั่วโมงที่ผ่านมา +1

    କଳାହାଣ୍ଡି tk jaha ଆଉ ruksona family tk support kara aau justice deba lagi try karun tmku kete lok kahuchhan daa phir b nai jibar
    Ignore karuchha

  • @Bharatbarsham
    @Bharatbarsham 3 ชั่วโมงที่ผ่านมา

    ନବୀନ ବବା ଟା କିଛି ଏନ୍ତା problem ନାଇ ହଉଥାଇ ତ

  • @dolarambag8085
    @dolarambag8085 3 ชั่วโมงที่ผ่านมา +1

    ନାଇଁ ପାଇଲା ଲୋକ k କେନ୍ତା lagba

  • @PurandharSagria-wy1dt
    @PurandharSagria-wy1dt ชั่วโมงที่ผ่านมา

    ଜେନ୍ ସରକାର ହେଲେ ବି ଭଲକାମ ନାଇକରେ ନା ଆମେ ଜନତା ଭୋଟ୍ ଦେଲେ ବଡ ଲୋକ୍ ହଉଛତ ଚୋର୍ ସଲେ ମନେ ଜିତି ସାରଲେ ଆମର୍ କଥାବାର୍ତ୍ତା କେ ନାଇ ସୁନତ ଭୋଟ୍ ବେଲେ ଝାଡା ବସିଥିଲେ ଛୁଚେଦେବେ ନେତା ମନେ କେ ଲାଚନେନା ଲେଟ୍ରିଙ୍ଗ୍ ବି ସଫା କରିଦେବେ କହେଲେ

  • @ATs9324
    @ATs9324 10 นาทีที่ผ่านมา

    Good job Nibesh sir

  • @debasishboudha5951
    @debasishboudha5951 34 นาทีที่ผ่านมา

    Dil khush ❤ Reporting

  • @jyotsnaranitripathy4427
    @jyotsnaranitripathy4427 2 ชั่วโมงที่ผ่านมา

    Sabu jojana band hebar katha ..sbk kam dei rajogar khyam krbar katha...yojana lagi sbe basi rahuchhn..Khali shikhya swasta upre jojana rahu

  • @simanchalnag5211
    @simanchalnag5211 ชั่วโมงที่ผ่านมา

    Love you ମୋର ସମିଆ ❤❤❤❤❤❤

  • @madanmajhiofficial4170
    @madanmajhiofficial4170 25 นาทีที่ผ่านมา

    Jhankar ru 3 guna GST nauche bjp sarkar Aau 1 guna dauche 2 guna Sarkar nauche loka bujhi nai parbar aamar ta aamarti game kheluche

  • @pitambarmajhi7748
    @pitambarmajhi7748 3 ชั่วโมงที่ผ่านมา

    ଡେଢ ମାସେ ୧୨୫୦ ଦେଲେ କେନ୍ତା ହେବା ସୁଭଦ୍ରା ଯୋଜନା 😂😂😂😂😂😂

  • @bachanbhoi54
    @bachanbhoi54 4 ชั่วโมงที่ผ่านมา

    Nice coverage

  • @JadavBhoi-x9o
    @JadavBhoi-x9o 26 นาทีที่ผ่านมา

    ମିଛୁଆ ଡବଲ ଇଞ୍ଜିନ ସରକାର ଏଟା

  • @sumantabiswal8282
    @sumantabiswal8282 2 ชั่วโมงที่ผ่านมา

    ମୋର ସମିୟା ଭଲ news ଦେଖଉଛେ ଏବେ

  • @abhimanyupatta5390
    @abhimanyupatta5390 50 นาทีที่ผ่านมา

    Amar Samia news good news

  • @SANTOSHKUMARNAG-u9e
    @SANTOSHKUMARNAG-u9e 3 ชั่วโมงที่ผ่านมา

    Sat katha bhai

  • @alekhaprasadbag5865
    @alekhaprasadbag5865 ชั่วโมงที่ผ่านมา

    ଥରେ କେ ଦେଲେ ଖର୍ଚ ହେଇଜିବା

  • @JaykishanSa
    @JaykishanSa 4 ชั่วโมงที่ผ่านมา

    Mor samiya jindabad

  • @SabyasachiMishra-t8c
    @SabyasachiMishra-t8c ชั่วโมงที่ผ่านมา

    Sacrifice makes a nation strong, freebies don't.

  • @ChitaPattnaik
    @ChitaPattnaik 2 ชั่วโมงที่ผ่านมา

    ଯୁମୁଲl ବାଜି ସରକାର

  • @TrinathHial-w9d
    @TrinathHial-w9d 3 ชั่วโมงที่ผ่านมา +1

    B j p thha kna sarkar

  • @satkatharatkarsi1936
    @satkatharatkarsi1936 4 ชั่วโมงที่ผ่านมา +2

    Love u daaa

  • @jaiminikumar2849
    @jaiminikumar2849 15 นาทีที่ผ่านมา

    Maa mankar opinion bhal lagla

  • @Jadab-g7o
    @Jadab-g7o 3 ชั่วโมงที่ผ่านมา

    Shabash morsamya jadab

  • @movie-mania5663
    @movie-mania5663 2 ชั่วโมงที่ผ่านมา +4

    ସରକାର କେ ଆଉ କାଣା କହି ପାର୍ ମା 😂😂😂 This line is the best line of the video..😂😂😂

  • @BinaMajhi-cl5sd
    @BinaMajhi-cl5sd 4 นาทีที่ผ่านมา

    Jay maa gayatri Jay gurudev 🙏🙏🙏🙏🙏🙏

  • @sarojbagarty1786
    @sarojbagarty1786 ชั่วโมงที่ผ่านมา

    ସୁଭଦ୍ରା ଜୋଜନାର ପଇସା ଆସଲେ ମୁଇ ଘର ଗୋଟେ ଘିନମି ବଲୁଛେ ଡବଲ Engeen ସରକାର କେ ଜୁହାର😅😅😅👏👏👏👏

    • @RiteshSahu-w7t
      @RiteshSahu-w7t 28 นาทีที่ผ่านมา

      ଘର୍ ଗୁଟେ ଘିନି କରି ଗାଡ଼ି ଗୋଟେ ବି ଅନିବ,,😊😊

  • @nksodiatutorial2880
    @nksodiatutorial2880 2 ชั่วโมงที่ผ่านมา

    ମୋର ସମିୟା ❤❤❤❤❤

  • @AksMusicAkashSahu
    @AksMusicAkashSahu 2 ชั่วโมงที่ผ่านมา

    ଆମେ BJP wala କିଛି nai kahu Love U BJP 😭😭😭