Army Major, fiancée case Assult Case: Crime Branch likely to arrest suspended IIC || Kalinga TV

แชร์
ฝัง
  • เผยแพร่เมื่อ 21 ก.ย. 2024

ความคิดเห็น • 101

  • @AntaryamiSamal-nc6uo
    @AntaryamiSamal-nc6uo 2 ชั่วโมงที่ผ่านมา +22

    ଏଗୁଡାଙ୍କୁ ବାଘ ମୁହଁରେ ପକେଇ ଦିଅ ଏମାନଙ୍କ ନେଇ ଓଡ଼ିଶାର ଇଜ୍ଜତ ମହତ ଗଲା

  • @JagannathSahoo-vb4rj
    @JagannathSahoo-vb4rj 2 ชั่วโมงที่ผ่านมา +38

    ଜଳ ଜଳ କି ଦେଖା ଯାଉଛି ଆଇ ଆଇ ସି ଜେଲ୍ ଯିବ କିଛି ଭାବିବାର ନାହିଁ

    • @smitaranipanda-x6z
      @smitaranipanda-x6z 2 ชั่วโมงที่ผ่านมา +2

      bhai tame jaiki tike evidence deunaa..mun dekhichhi sabu ghatanara boli..immediately arrest heba..

  • @skjena5530
    @skjena5530 2 ชั่วโมงที่ผ่านมา +17

    ଦିନ କୃଷ୍ଣ ମିଶ୍ର ଙ୍କୁ ଚାକିରୀ ରୁ ସବୁ ଦିନ ପାଇଁ ନୀଳବିନ୍ତ କରନ୍ତୁ

  • @srikanta671
    @srikanta671 2 ชั่วโมงที่ผ่านมา +10

    ଖାଲି ମାଗିଆ ହେଲମେଟ ଚେକ୍ କରିବେ
    ଲାଞ ଖାଇବେ,,ଆଉ ବାଳ କିଛି ଜଣା ନାହିଁ

  • @sunilkumarpatnaik6953
    @sunilkumarpatnaik6953 2 ชั่วโมงที่ผ่านมา +11

    CBI ENQUIRY OR JUDICIARY ENQUIRY KARAJAU. .....

  • @ramakantaanimation
    @ramakantaanimation 2 ชั่วโมงที่ผ่านมา +5

    ନିଜ ଘର ପୋଡ଼ିଗଲେ କେତେ କଷ୍ଟ ହୁଏ ଏବେ ପୋଲିସ ବାଲା ବୋଧ୍ ହୁଏ ଜାଣି ପାରିଲେ କାରଣ ସେମାନେ ସବୁବେଳେ ପର ଘର ପୋଡ଼ିଵାର ଦେଖୁଥିଲେ। ହାରାମି ଲଜ୍ଜ୍ୟା ନାହିଁ ତମମାନଙ୍କୁ।

  • @salbegpradhan4118
    @salbegpradhan4118 2 ชั่วโมงที่ผ่านมา +32

    ଲାଞ୍ଚୁଆ ଆଉ ଚୋର ହଉଛେ ପୋଲିସ ଶସ୍ତା

    • @biruamamalaxmi541
      @biruamamalaxmi541 2 ชั่วโมงที่ผ่านมา

      ତମଠୁ ବଡ଼ ମୂର୍ଖ ବ୍ୟକ୍ତି ବୋଧେ କେହି ନ ଥିବେ. ଜଣେ high rank ର ଅଫିସର ଗୋଟେ ଛଟ matter କୁ solve କରି ପାରୁନି ସେ କଣ ଦେଶ ସେବା କରିବ. ଖାଲି କଣ salary ନବାକୁ officer ହେଇଛିକି. ସବୁ ନାଟ ର ମୁଖ୍ୟ ହେଉଚି କ୍ୟାପଟେନ ତାକୁ ଗିରଫ କରା ଯାଉ. ସେ କଣ ପାଇଁ ତା gf କୁ control କରି ନାହାନ୍ତି. ଦେଶ କଣ save କରିବେ

    • @salbegpradhan4118
      @salbegpradhan4118 2 ชั่วโมงที่ผ่านมา +4

      @@biruamamalaxmi541 ତୁ କଣ ଜ୍ଞାନ ପେଲୁଛୁ ତୋର ସ୍ତ୍ରି , ଭଉଣୀ ସାଙ୍ଗେ ଏମିତି ହେଲେ ତୋର ଜ୍ଞାନ ଭି କାମ କରି ବୋନି ବୁଝିଲୁ

    • @salbegpradhan4118
      @salbegpradhan4118 ชั่วโมงที่ผ่านมา +3

      @@biruamamalaxmi541 ମେକସି ପିନ୍ଧି କରି ଡିଉଟି କରୁଥିବା ପୋଲିସ; ସେ right ଥିଲା କି
      Army ଵାଲା କୁ ଲୋକଉପ୍ ରେ ରଖିବା ସେଟା right ଥିଲା କି

    • @biruamamalaxmi541
      @biruamamalaxmi541 ชั่วโมงที่ผ่านมา +1

      @@salbegpradhan4118 #ମଦୁଆ ଭୁଲ୍ କରିଛି ଦଣ୍ଡ ପାହିବ ଏଥି ରେ army public police କଣ ମୁଁ ଜ୍ଞାନ ପେଲିନି ତମେ ଭୁଲ୍ କୁ ଆଶ୍ରୟ ଦଉଚ

    • @biruamamalaxmi541
      @biruamamalaxmi541 ชั่วโมงที่ผ่านมา

      @@salbegpradhan4118 #proof ଅଛି କି କିଏ କଣ ପିନ୍ଧିଥିଲା

  • @debasisnayakodiavlogs8223
    @debasisnayakodiavlogs8223 2 ชั่วโมงที่ผ่านมา +10

    ମାଆ ଗିଆ ସଳା ପୋଲିସ ଚୋର। ପୋଲିସ ବାଲା କାହିଁକି ବାହାରୁଛନ୍ତି।

    • @satyajitsahu749
      @satyajitsahu749 2 ชั่วโมงที่ผ่านมา +2

      Kebe ବାମ୍ଫ khaichu ବୋଧେ ପୋଲିସ ଠୁ

  • @lalitmohanta8432
    @lalitmohanta8432 2 ชั่วโมงที่ผ่านมา +4

    କାହିଁକି ଆରେଷ୍ଟ କରାଯାଉ ନାହିଁ, immediately ଆରେଷ୍ଟ କରାଯାଉ

  • @rabindrarathor1013
    @rabindrarathor1013 2 ชั่วโมงที่ผ่านมา +4

    ଆଇଆଇସି ଦୀନକୃଷ୍ଣ ବାବୁ ଜାଣିବେ କେମିତି ଲାଗେ ଆରେଷ୍ଟ ହେଲେ । ବହୁତ୍ ଟଙ୍କା ଲାଞ୍ଚ ନେଉଥିଲା । ତାକୁ ଭିଜିଲାନ୍ସ ଚଢ଼ାଉ କରି ସବୁ ତାଙ୍କ ସିଜ୍ କରାଯାଉ ।

  • @worldisenough
    @worldisenough 2 ชั่วโมงที่ผ่านมา +4

    ଏଠି ପୋଲିସ ଡିପାର୍ଟମେଣ୍ଟ, ଗୋଟେ ପୋଲିସ ପଦରେ ବସି କରୁଥିବା ଅପରାଧୀ କୁ ବଞ୍ଚାଇବାକୁ ଯାଇ ନିଜେ ଅପରାଧ ପରେ ଅପରାଧ କରି ଚାଲିଛି ଅର୍ଥାତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ପୋଲିସର ସର୍ବୋଚ୍ଚ ପଦାଧିକାରୀ ନ୍ୟାୟର ରକ୍ଷକ ନୁହେଁ ଅପରାଧର ରକ୍ଷକ; ୟେ କ୍ରିମିନାଲ ଗୁଡ଼ାଙ୍କୁ ଜନଆନ୍ଦୋଳନ କରି ତାଙ୍କ ଅସଲି ସ୍ଥାନ ଜେଲ ଦେଖେଇବା ଦରକାର. ଯେଉଁ ପୋଲିସ କର୍ମୀ ମାନେ ସେ ଅପରାଧରେ ସେଦିନ ସାମିଲ ଥିଲେ ସମସ୍ତଙ୍କୁ ରିମୁଭ ଫ୍ରମ ସର୍ଭିସ ଯଦି ସରକାର ଏବଂ ନ୍ୟାୟାଳୟ ନକରୁଛି ତେବେ ନିଜେ ଜନତା କାନୁନ କୁ ନିଜ ହାଥରେ ନେଇ ସେହି ଅପରାଧୀ ପୋଲିସ ଅଫିସର ମାନଙ୍କ ଆଖିରେ ଗରମ ତେଲ ପକାଇ ଅନ୍ଧକରିଦେବା କଥା; ଆଖିଥିଲେ ସିନା ଆଉ ଅପରାଧ କରିବ? ଅନ୍ଧ ହୋଇଗଲେ ଆପେ ଆପେ ଚାକିରୀରୁ ବାହାର କରିଦିଆ ଯିବ ଆଉ ବାକିତକ ଜୀବନ ଅନ୍ଧାରରେ କଟିବ. ନ୍ୟାୟର ରକ୍ଷକ ପଦରେ ଥାଇ ଯଦି ଯେକୌଣସି ପଦାଧିକାରୀ ଜଘନ୍ୟ ଅପରାଧରେ ଲିପ୍ତ ଥିବ ସେହିପରି ଅପରାଧୀକୁ କେବଳ ଏହି ଶାସ୍ତି ଦେଇ ସମାଜକୁ ସୁଧାରି ହେବ. ଶଳା ଆମ ପଇସାରେ ତମ ଘର ଚଳିବ; ଆମ ପଇସା ଖାଇ ଆମ ଉପରେ ଶୋଷଣ, ଉତ୍ପୀଡ଼ନ ଆଉ ଅତ୍ୟାଚାର କରିବ? ଏହିପରି ଅପରାଧର ଜବାବ ଅପରାଧରେ ଦେଇ ଜେଲ ଯିବା ଶ୍ରେୟସ୍କର ପଛେ ଆଉ ଅପରାଧ ସହି ବସି ରହିବା ଉଚିତ ନୁହେଁ. ସାଶନ କଳରେ ଅନେକ ଅପରାଧୀ ପଦ ମାନଙ୍କୁ କବ୍ଜା କରି କାନୂନୀ ମାନେ କାନୂନର ଅପବ୍ୟବହାର କରି ସେମାନଙ୍କ ଅପରାଧ ସାମ୍ରାଜ୍ୟ ବଢ଼େଇ ଚାଲିଛନ୍ତି ଯାହାକୁ ରୋକିବା ସମାଜର ପ୍ରତି ନାଗରିକର କର୍ତ୍ତବ୍ୟ.

  • @siddhidaatriodisha8690
    @siddhidaatriodisha8690 2 ชั่วโมงที่ผ่านมา +4

    ଦାରିକାମ କରୁଥିବା ଝିଅ ମରିଯିବା ଦରକାର ମୁହଁ ଦେଖାଇ ଡାହାମିଛ କହୁଛି, ଓକିଲାତି କରିଛି ତ ଓକିଲାତି ବୁଧି କାମ ଦେଲାନି

  • @bhubanajena2782
    @bhubanajena2782 ชั่วโมงที่ผ่านมา +2

    ଆରେଷ୍ଟହୋଇପାରନ୍ତି , କଣ ପୋଲିସ ଲୋକମାନଙ୍କ ଉପରେ ଦୟା କରୁଛି ? ଭାରତବାସୀ ଗୋଲାମୀ ଛାଡିଦେଲେଣି ୭୭ବର୍ଷ ପୂର୍ବରୁ , ଏହା ଭିତରେ ପାୟ ଦୁଇଟି ଜେନେରେସନ ବିତିଗଲାଣି | କିନ୍ତୁ ପୋଲିସ ଏବେ ବି ଇଂରେଜ ମାନବୃତିରୁ ବାହାରି ପାରିନି l ଶଳା ସମସ୍ତେ ମିସି ଖୋଲାଖୋଲି ତଦନ୍ତ ନାଁରେ ଭୁଆଁ କୁଲାଉଛନ୍ତି ।

  • @bhasiapradhan2110
    @bhasiapradhan2110 2 ชั่วโมงที่ผ่านมา +11

    Police ku Jaldi arrest

  • @bibhuyoutube9102
    @bibhuyoutube9102 2 ชั่วโมงที่ผ่านมา +4

    Law equal for all not only for army it's injustice

    • @avenger9871
      @avenger9871 2 ชั่วโมงที่ผ่านมา

      Emiti hele kichi sudhar aasiba
      Dara rahiba darkar

  • @fagulakra520
    @fagulakra520 2 ชั่วโมงที่ผ่านมา +3

    Justice⚖ for ankita police bala gundagardi cramps atte we want justice for ankita

  • @padmalochanapanigrahi2948
    @padmalochanapanigrahi2948 2 ชั่วโมงที่ผ่านมา +7

    Khali girouf nahin sabu policenka sampati talika zanch kara zau aya bahirbhuta sampati red karazau

  • @manasdas5715
    @manasdas5715 ชั่วโมงที่ผ่านมา +1

    ଦିନକୃଷ୍ଣ ଜଣାପଡ଼ିଲା ଭାରି କ୍ଷମତାଶାଳୀ, ଦୋହଲେଇଦେଲା ଓଡ଼ିଶା କୁ, ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଡେରି ନକରି

  • @satyabratasatapathy8984
    @satyabratasatapathy8984 2 ชั่วโมงที่ผ่านมา +3

    Kindly request you cBI for enquiry the past records of llc,

  • @indiaruralvillegeandtheirt6252
    @indiaruralvillegeandtheirt6252 2 ชั่วโมงที่ผ่านมา +5

    POLICE KU RASTA RE GODAI GODAI MARA

  • @srinathmaikap1321
    @srinathmaikap1321 2 ชั่วโมงที่ผ่านมา +1

    ଓଡ଼ିଶା ପୋଲିସ୍ ଜାଣିଲଣି ପାଞ୍ଚ ଜଣ ପୋଲିସ ଅଫିସର ଆରେଷ୍ଟ ହେବେ ତେଣୁ ପୋଲିସ ଡିପାଟମେଣ୍ଟର ମାନସମ୍ମାନ ଯିବ। ଏଥିପାଇଁ ପୋଲିସଷ୍ଟାପ ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତି ହେଇ ଏକେସ ଡିସମିସ ହେବାକୁଥୟ ।

  • @deepakpatra117
    @deepakpatra117 2 ชั่วโมงที่ผ่านมา +3

    A iic ra upare label ra hata thinba nahele kaihiki jungle raj karante

  • @ManasPatel-sf7nc
    @ManasPatel-sf7nc 2 ชั่วโมงที่ผ่านมา +2

    E a Dina Krushna Nuhan Dinabandhu Villian Of Old Tulasi Serial 😂😂😂😂

  • @smallvison
    @smallvison 2 ชั่วโมงที่ผ่านมา +2

    Terrorists not only come outside, some social terrorists available.

  • @manoranjanmullick3487
    @manoranjanmullick3487 2 ชั่วโมงที่ผ่านมา +3

    ଓଡିଶା ପୋଲିସ ଙ୍କୁ ଓଡିଶା ବାହାରେ ପୋଷ୍ଟିଙ୍ଗ କର, ଆଉ ଅଲଗା ରାଜ୍ୟ ପୋଲିସ ଙ୍କୁ ଓଡିଶା ରେ ପୋଷ୍ଟିଙ୍ଗ କର 🙏ଓଡିଶା ଶାସନ ଭଲ ଚାଲିବ

    • @satyajitsahu749
      @satyajitsahu749 2 ชั่วโมงที่ผ่านมา

      Tama bhali loka thile kichhi bhala chalibani

    • @RajibkumarBehera-cc4jq
      @RajibkumarBehera-cc4jq 2 ชั่วโมงที่ผ่านมา +1

      Bass ki gyan be .

  • @chhayakanta7328
    @chhayakanta7328 2 ชั่วโมงที่ผ่านมา +2

    Arrest kara jaldi

  • @jitenkumarbarik1005
    @jitenkumarbarik1005 2 ชั่วโมงที่ผ่านมา +4

    Kebe haba

  • @biswabhusankaju4656
    @biswabhusankaju4656 2 ชั่วโมงที่ผ่านมา +1

    Dismiss karajau au arrest karajau.

  • @gayatrimuduli5352
    @gayatrimuduli5352 50 นาทีที่ผ่านมา

    Your reporter Hemant Kumar is rightly said

  • @dr.rangadharkar5314
    @dr.rangadharkar5314 2 ชั่วโมงที่ผ่านมา +1

    Ei IIC ra arrest heba darakar jehetu ei byakti sadharan lokanku F.I.R.nebare hairan karanti,lancha khor police officer !

  • @sukantakumarsahoo9340
    @sukantakumarsahoo9340 ชั่วโมงที่ผ่านมา +1

    Arrest him immediately

  • @PuspaJena-j7f
    @PuspaJena-j7f 13 นาทีที่ผ่านมา

    ସମସ୍ତେ ଗିରଫ ହେବେ ଅପେକ୍ଷା କର ଆଉ ୨। ୪ ଦିନ

  • @gobindachandrajena4560
    @gobindachandrajena4560 ชั่วโมงที่ผ่านมา +1

    Swagata jogya

  • @rakeshkumarrout5234
    @rakeshkumarrout5234 ชั่วโมงที่ผ่านมา

    କି ଅଭିନୟ ରେ ଭାଇ । ପୁରା ପୋଲିସ କୁ ବର୍ବାଦ କରିଦେଲା ।

  • @srushtikanta2969
    @srushtikanta2969 2 ชั่วโมงที่ผ่านมา +2

    see 7 tokamanku chadantu nahi sir bhuut hairan karnati rasta gala lokanku.

  • @biruamamalaxmi541
    @biruamamalaxmi541 2 ชั่วโมงที่ผ่านมา

    ଓଡିଶା ବାସି ଏତେ ମୂର୍ଖ ବୋଲି ଆଜି ମନେ ହେଉଚି ଜଣେ ସେନା high rank officer. ଗୋଟେ ଛୋଟ matter କୁ solve କରି ପାରୁନି ଦେଶ କଣ ସେବା କରିବ. ସେ କଣ ପାଇଁ ପବ୍ଲିକ ସହ ଝଗଡା କରିବ.ସେ ଗୋଟେ ଝିଅ କୁ ଆକଟ କରି ପାରୁନି ଦେଶ ସେବା କେମିତି କରିବ ତାକୁ ଆଗେ ଗିରୋଫ କରା ଯାଉ. ଜଣେ A class officer ନିଜେ ଏମିତି କଣ ପାଇଁ ଭୁଲ୍ କରିବ . ଖାଲି କଣ salary ନବାକୁ officer ହେଇଚିକି. ଜଣେ କ୍ୟାପଟେନ ର well behaviour maintain କରିବା କଥା କରିନି ସେଥି ପାଇଁ ଆଜି ସେ punishment ହେବା ଦରକାର

  • @deepakpatra117
    @deepakpatra117 2 ชั่วโมงที่ผ่านมา +1

    Prati thana ra iic manaku CBI inquiry karu and thanare kahiniki rule regulation criteria follow karunahanti thana babu mane tar uttar police department dou

  • @prasantkudas3438
    @prasantkudas3438 27 นาทีที่ผ่านมา

    ଓଡ଼ିଶା ପୋଲିସ ଦୁର୍ନୀତିରେ No,1

  • @srikantnath6695
    @srikantnath6695 2 ชั่วโมงที่ผ่านมา +1

    Jhia ta drink kare natako karebo aau police ra chakire jibo

  • @sop828
    @sop828 41 นาทีที่ผ่านมา

    Krushna Babu's Krushna Leela Underway At Bharatpur Crime / Police Station.

  • @sujitbadhai7458
    @sujitbadhai7458 2 ชั่วโมงที่ผ่านมา

    Odisha police re reform darkar corrupt police re world record

  • @radhamadhav230
    @radhamadhav230 ชั่วโมงที่ผ่านมา

    Shame on odisha police department for such disgusting police employees

  • @ssamar2077
    @ssamar2077 2 ชั่วโมงที่ผ่านมา

    Police and Burocrates in Odisha are out of control.

  • @amarsharma7354
    @amarsharma7354 38 นาทีที่ผ่านมา

    Why police union is supporting this unforgivable action by a corrupt police officer

  • @basantbiswal1619
    @basantbiswal1619 ชั่วโมงที่ผ่านมา

    Jay jawan

  • @sarojsahoo1643
    @sarojsahoo1643 2 ชั่วโมงที่ผ่านมา +1

    Low sarakari heu na besarakari samaste arrest hebe

  • @Sunsine5098
    @Sunsine5098 ชั่วโมงที่ผ่านมา

    ❤❤❤How the crime branch is independent and free from the influence of baise, when the police Sangh has come in forward with support of suspended police?
    Are the personnel of the Crime branch or any other police personnel involved not members of police sangh. Then how can police do free and fair investigation?
    If such the situation, for parity the high court should intervene and transfer the case to army for investigation. Otherwise police investigation is a eye wash and will be biased and goes in support of the police.
    Like in Tamilnadu and other states Police are bared to form Union then why should it not be in Odisha? Their union should be banned and legislative way police should be prevented from making a union like army .

  • @gobindachandrajena4560
    @gobindachandrajena4560 ชั่วโมงที่ผ่านมา

    Bartaman iic nk RTI act maga jau thank r bi swochh vabana jana padiba

  • @ratnakarbehera9193
    @ratnakarbehera9193 2 ชั่วโมงที่ผ่านมา

    Emanku soute kara
    Police bala rastaku asijiber

  • @srushtikanta2969
    @srushtikanta2969 2 ชั่วโมงที่ผ่านมา

    RSS au BJARNGIA e toka mane !

  • @hareshchandranaik8065
    @hareshchandranaik8065 2 ชั่วโมงที่ผ่านมา

    Police why didn't help to victims at that time?

  • @bhagabanabadhai227
    @bhagabanabadhai227 2 ชั่วโมงที่ผ่านมา

    Amar faisla sangesag karsa police mane. Tumar ta 4din re b faisla nai haepare

  • @ratnakarmalik108
    @ratnakarmalik108 ชั่วโมงที่ผ่านมา

    ଏସବ ପୁଲିସିକୁ ବିଦାକର
    ନୁଆ ପିଲା ଜଏନ କର

  • @gayatrimuduli5352
    @gayatrimuduli5352 31 นาทีที่ผ่านมา

    Public is eagerly waiting for the action taken by bjp double engine government in this issue against the police.All the issues were unnecessarily raised due to harassment of police in filing one fir by the lady which was her fundamental rights.If she was so drunken police would have initiated action after lodging the fir

  • @salbegpradhan4118
    @salbegpradhan4118 48 นาทีที่ผ่านมา

    Odissa Police uniform nighty shoot pindhi baku dia jau

  • @bhagabanabadhai227
    @bhagabanabadhai227 2 ชั่วโมงที่ผ่านมา

    Local case re keche nai bujhi kare faisala kari jail k patha sa na bo police mane aaye. Tumar bela keche nai

  • @sunilkumarpatnaik6953
    @sunilkumarpatnaik6953 3 ชั่วโมงที่ผ่านมา

    Ethara Tanka nei Opposition Neta & Social Service people chup rahibey. ...Dhirey dhirey MEDIA BHI
    TRP paain CASE KU SURPRESS ķariba steps start karibey....

  • @prafulladash6726
    @prafulladash6726 9 นาทีที่ผ่านมา

    Kou Barsa?

  • @satyabratdash2
    @satyabratdash2 ชั่วโมงที่ผ่านมา

    Ebe jayen haee nahanti. I thought already arrested.

  • @debarajprusty3507
    @debarajprusty3507 38 นาทีที่ผ่านมา

    Lokanka tanka re darama nebe

  • @santoshkumarjena4060
    @santoshkumarjena4060 23 นาทีที่ผ่านมา

    Mota petua IIC ku jaldi giraf kara jau

  • @bipinbiharibarik4066
    @bipinbiharibarik4066 2 ชั่วโมงที่ผ่านมา

    Jaldi giraf karajau

  • @subratpadhan9290
    @subratpadhan9290 2 ชั่วโมงที่ผ่านมา

    Police mane sabu gote gote chora

  • @gayatrimuduli5352
    @gayatrimuduli5352 39 นาทีที่ผ่านมา

    Why varatpur police didn't keep fir of the lady complainant for which a Messy situation was raised later part.Why Varatpur ps didn't intend to keep a cc tv following to guide lines of honble Supreme court.
    In social media several video clips against the inspector is available that speaks lawlessness of varatpur ps staffs was a regular practice.
    Why commissionarate police top officials allowed them to continue there

  • @Prafullamishra-z3y
    @Prafullamishra-z3y 40 นาทีที่ผ่านมา

    Iea houchhi bjpra ashmita

  • @shishirranjanlenka.399
    @shishirranjanlenka.399 2 ชั่วโมงที่ผ่านมา

    Finally decision neba purbaru thare nija bichar dharaku nispaksya Bicharpati banai deeply chinta kari Decision niantu, karan GOTE HATARE KEBE TAALI BAJENAHI.

  • @Prafullamishra-z3y
    @Prafullamishra-z3y 44 นาทีที่ผ่านมา

    Jadua bikri karuchi jadu malam

  • @chandrakantabehera7524
    @chandrakantabehera7524 ชั่วโมงที่ผ่านมา

    Dina kurshna kuu chakiriru bahara Kara jaldi naa hele public uthibee

  • @balaramdash-vl8co
    @balaramdash-vl8co ชั่วโมงที่ผ่านมา

    Setaku sigra arrest kar

  • @bhagabanabadhai227
    @bhagabanabadhai227 2 ชั่วโมงที่ผ่านมา

    Amar sindurpank sambalpur polic b 1no fasla karsan.. Amar nu hospital pudutela j mui dekhi gali j mate jail k dhukaedela re bua. Mui j ke aa pudala j jani ne dekhi gali jalutela j mate dhukala bua go

  • @saswatsamabeshrout1325
    @saswatsamabeshrout1325 2 ชั่วโมงที่ผ่านมา

    Pura chora lokata

  • @rameshr.s418
    @rameshr.s418 ชั่วโมงที่ผ่านมา

    Magia iic ku jell bhitarepueiki ta wifeku ta bhauniku ta aagare ref karajau

  • @gobindachandrajena4560
    @gobindachandrajena4560 ชั่วโมงที่ผ่านมา

    A photo re bilkul madacpitar vdo nahi odisha loka kn Andhaki police vabuchi Power achhi boli kn jor jabardasta fasaibaki?

  • @manoranjanlenka5546
    @manoranjanlenka5546 2 ชั่วโมงที่ผ่านมา

    kiit au kims eta govt jaga madi basichi se bisaya re kichi news kara tum repoter boli janapadiba

  • @bibhuyoutube9102
    @bibhuyoutube9102 2 ชั่วโมงที่ผ่านมา +2

    Don't judge one sided

    • @Krishna77787
      @Krishna77787 2 ชั่วโมงที่ผ่านมา +1

      Ek no chora ei IIC
      One sided kana

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 2 ชั่วโมงที่ผ่านมา

    ଜଦି ପୋଲିସ ବାଲା ଦୋଶି ତା ଠାରୁ ବେଶି ଦୋଶି ଆର୍ମୀ ବାଲାର ଝିଅ, ତାକୁ ବି ଆରେଷ୍ଟ କରି ଜେଲ ପଠାଯାଉ, ସିଏ ବି ଜେମିତି ମଦ ପିଇ ଥାନାକୁ ଆସି ଡିଉଟି ଅଫିସର କୁ ବ୍ୟବହାର ଖରାପ ,ଥାନାରେ ଭଙ୍ଗାରୁଜା ,ଡିଉଟିରେ ଥିବା ଷ୍ଟାପ ଙ୍କୁ ଧମକେଇବା, ମିଛ ହାତ ଭଙ୍ଗା ଦେଖେଇ ବା କେସ ରେ ଆରେଷଟ ହେଉ