Sachi Routray - Sahashra Sajyara Nayika - Kathakaar Audiobooks

แชร์
ฝัง
  • เผยแพร่เมื่อ 8 ม.ค. 2025

ความคิดเห็น • 25

  • @manojmanoj9952
    @manojmanoj9952 ปีที่แล้ว

    ❤❤❤ବହୁତ ସୁନ୍ଦର ଉପସ୍ଥାପନା

    • @kathakaaraudiobooks5313
      @kathakaaraudiobooks5313  ปีที่แล้ว +1

      ଅଶେଷ ଧନ୍ୟବାଦ। ଏହି ଚାନେଲ ରେ ଆପଣଙ୍କ ସ୍ଵାଦର ଅନେକ କାହାଣୀ ଅଛି । ନିଶ୍ଚୟ ଶୁଣନ୍ତୁ। ପୁଣି ଥରେ ଧନ୍ୟବାଦ ।

  • @arsubhadlf
    @arsubhadlf ปีที่แล้ว

    Bidaya hni milana ra sesha pranati..Ki sundar 👏🏻

    • @kathakaaraudiobooks5313
      @kathakaaraudiobooks5313  ปีที่แล้ว

      ଅଶେଷ ଧନ୍ୟବାଦ। ଏହି ଚାନେଲରେ ଥିବା ଅଧିକାଂଶ କାହାଣୀରେ ଏମିତି ଖୁବ ଚିନ୍ତାଶୀଳ ବକ୍ତବ୍ୟ ଶୁଣିବାକୁ ପାଇବେ। ପୁଣି ଥରେ ଧନ୍ୟବାଦ ।

  • @manojmanoj9952
    @manojmanoj9952 ปีที่แล้ว

    ଆପଣଙ୍କ ଚାଁନେଲ ରେ ଥିବା ଅମାବାସ୍ୟା ର ଚନ୍ଦ୍ର ରେ କରା ଯାଇଥିବା voice ବହୁତ ସୁନ୍ଦର ଲାଗେ ❤❤

    • @kathakaaraudiobooks5313
      @kathakaaraudiobooks5313  ปีที่แล้ว

      ଅଶେଷ ଧନ୍ୟବାଦ। ଅମବାସ୍ୟାର ଚନ୍ଦ୍ର ଉପନ୍ୟାସ ପ୍ରସ୍ତୁତ କରିଛନ୍ତି ଶ୍ରୀମତୀ ମୃଣାଳିନୀ ପାଢୀ । ସେ ଏହି ଉପନ୍ୟାସର ଲେଖକ ବାରିଷ୍ଟର ଗୋବିନ୍ଦ ଦାସଙ୍କ ସୁପୁତ୍ରୀ । ଧନ୍ୟବାଦ।

    • @manojmanoj9952
      @manojmanoj9952 ปีที่แล้ว

      @@kathakaaraudiobooks5313 ❤❤❤😊😊😊

  • @banashreemallick1282
    @banashreemallick1282 3 ปีที่แล้ว +2

    What a wonderful story

  • @shikhapatnaik7468
    @shikhapatnaik7468 3 ปีที่แล้ว +1

    Too good !

  • @sudhansukumarbal3419
    @sudhansukumarbal3419 3 ปีที่แล้ว +1

    Excellent presentation

  • @susmitapattnaik9069
    @susmitapattnaik9069 3 ปีที่แล้ว

    Very well articulated.

  • @banashreemallick1282
    @banashreemallick1282 3 ปีที่แล้ว +1

    Excellent presentation Apa

  • @EnglishMaid
    @EnglishMaid 3 ปีที่แล้ว +1

    ସହସ୍ର ଶଯ୍ୟାର ନାୟିକା" ସୁରେନ୍ଦ୍ର୍ ମହାନ୍ତି ଏକ ଉପନ୍ୟାସ ରଚନା କରିଛନ୍ତି।ତାହାକୁ ଉପସ୍ଥାପନା କରନ୍ତୁ

    • @kathakaaraudiobooks5313
      @kathakaaraudiobooks5313  3 ปีที่แล้ว +1

      ମତା ମତ ପାଇଁ ଅଶେଷ ଧନ୍ୟବାଦ । ମୋ ପାଖରେ ସୁରେନ୍ଦ୍ର ମହାନ୍ତିଙ୍କ 'ସହସ୍ର ଶଯ୍ୟାର ନାୟିକା' କାହାଣୀ ନହିଁ। ଆପଣଙ୍କ ପାଖରେ ଯଦି pdf copy ଥାଏ, ତା ହେଲେ, kathakaaraudiobooks@gmail.com କୁ ଦୟାକରି ପଠାନ୍ତୁ ।

  • @AdarshMagar-s6l
    @AdarshMagar-s6l 5 หลายเดือนก่อน

    ବିଦାୟ ହିଁ ମିଳନର _______ ପ୍ରଣତି ?

  • @jyotiranjan8642
    @jyotiranjan8642 ปีที่แล้ว

    Short story books kauthi miliba?

    • @kathakaaraudiobooks5313
      @kathakaaraudiobooks5313  ปีที่แล้ว

      ଓଡିଆ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା, ଆତ୍ମଜୀବନୀ ଓ ଅନ୍ୟାନ୍ୟ ବହୁ ଲେଖା pdf format ରେ ଆପଣ odiabibhaba.in ଠାରେ ପାଇ ପାରିବେ।

  • @chitrasen122
    @chitrasen122 ปีที่แล้ว

    Daya Kari 'hata' galpa bisayare kichi kuhantu

    • @kathakaaraudiobooks5313
      @kathakaaraudiobooks5313  ปีที่แล้ว

      ଆପଣଙ୍କ ମତାମତ ପାଇଁ ଧନ୍ୟବାଦ। ହାଟ ଗଳ୍ପ ପାଇଁ ଅନୁରୋଧ ରକ୍ଷା କରିବାକୁ ଚେଷ୍ଟା ରହିବ।

    • @chitrasen122
      @chitrasen122 ปีที่แล้ว

      @@kathakaaraudiobooks5313 shree yukta sachi rautaraya nk'hata'(hand) galpa.

    • @kathakaaraudiobooks5313
      @kathakaaraudiobooks5313  ปีที่แล้ว

      @@chitrasen122 ଶଚୀ ରାଉତରାୟଙ୍କ ଗଳ୍ପ 'ହାତ' ଆଗାମୀ ଦିନରେ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ରହିବ। ଏ କାହାଣୀ ତାଙ୍କର ଗଳ୍ପ ସଂକଳନ 'ମଶାଣିର ଫୁଲ ଓ ଅନ୍ୟାନ୍ୟ ଗଳ୍ପ' ରେ ଅଛି।