Naveen's Government Hid 5T Scandals, Now Mohan Government Doing The Same | Nirbhay Gumara Katha

แชร์
ฝัง
  • เผยแพร่เมื่อ 19 ต.ค. 2024

ความคิดเห็น • 378

  • @gyanabratamohanty4219
    @gyanabratamohanty4219 2 หลายเดือนก่อน +8

    ସରକାର ପରିବର୍ତ୍ତନରେ ଆପଣଙ୍କ ପରି କିଛି ଚ୍ୟାନେଲ ଓ ସାମାଜିକ ଗଣ ମାଧ୍ୟମ ମାନଙ୍କର ବହୁତ ବଡ଼ ଭୂମିକା ଥିଲା | ଓଡିଶା ଓ ଓଡ଼ିଆଙ୍କ ସ୍ୱାର୍ଥ ଦୃଷ୍ଟିରୁ - ଦୟାକରି ନୂଆ ସରକାରଙ୍କୁ ସଠିକ ମାର୍ଗ ଦର୍ଶନ କରିବାକୁ ଅନୁରୋଧ 🙏👍👍

  • @padmalayaprusty4526
    @padmalayaprusty4526 2 หลายเดือนก่อน +35

    କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାର ରାଜ୍ଯ ଶାସନ କୁ ଦୁର୍ବଳ କରିବା ପରି ଲାଗୁଛି

  • @kundansahu9310
    @kundansahu9310 2 หลายเดือนก่อน +8

    ଓଡିଶା କୁ ଦରକାର ଥିଲା ଉତ୍ତର ପ୍ରଦେଶ ର ଯୋଗୀ ଆଦିତ୍ୟନାଥଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ । ଯଦି ମୋହନ ଚରଣ ମାଝୀ ନିଜେ ଜାଣିଛନ୍ତି ଯେ ଦଳର କିଛି ଗୋଷ୍ଠି ତାଙ୍କ ଉପରେ Pressure ପକାଉଛନ୍ତି ମୁଖ୍ୟମନ୍ତ୍ରୀ ନିଜେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ତାହାଲେ ଦଳର ହାଇକମାଣ୍ଡଙ୍କ ପାଖକୁ ଯାଇ ଇସ୍ତଫା ପାଇିଁ ପ୍ରସ୍ତାବ ରଖନ୍ତୁ ।

  • @PrasantaKumarSahoo-65
    @PrasantaKumarSahoo-65 2 หลายเดือนก่อน +30

    ଆଜ୍ଞା ନମସ୍କାର, 5t ଅଧ୍ୟକ୍ଷ ଙ୍କ ଚାପରେ ଗତ ସରକାର ଓ ତାଙ୍କ ନେତାମାନେ ଚାଲିଥିଲେ । ଏ ସରକାର ରେ ମଧ୍ଯ କେନ୍ଦ୍ରରୁ ନିଶ୍ଚିତ ଚାପ ଅଛି, ନ ହେଲେ ଇଏ ଲୁଚାଉଛନ୍ତି କାହିଁକି। ଲୁଚେଇଲେ ସିନା ମାଲାମାଲ୍ ହେବେ....

  • @BabitaMishra-yx2hr
    @BabitaMishra-yx2hr 2 หลายเดือนก่อน +33

    ଜୟନାରାୟଣ ମିଶ୍ର ଙ୍କୁ କାହିଁକି ମନ୍ତ୍ରୀ ପଦ ଦିଆଯାଉନି ।

    • @sahebkumar5197
      @sahebkumar5197 2 หลายเดือนก่อน +1

      Mora bhi sei question....

    • @santoshprasadmishra4977
      @santoshprasadmishra4977 2 หลายเดือนก่อน

      Jayanarayan Mishra is the only fittest leader of BJP. All others are unfit & inactive. Modi has not given him ministerial post intentionally to hide the corruption of Pandian because Modi & Saha were always taking money from Pandian since last 5 years for not enquiring any CBI or ED against BJD scams.

    • @hardworkneverdies5679
      @hardworkneverdies5679 2 หลายเดือนก่อน

      କାରଣ ସେଇଟା ପାଗଳ ଟା 😅😅

    • @saratbiswal9258
      @saratbiswal9258 2 หลายเดือนก่อน +1

      Joy Narayan fire brand leader se BJP ku adua re pakeibe direct BJD ku question karibe,BJP Rajyasabha re support lagi BJD upare action chahuni,Mohan Majhi Nabin Nivas daudichhanti.

    • @bijaymohanty2248
      @bijaymohanty2248 2 หลายเดือนก่อน

      ସେ ହିଁ ଜଣେ ମାତ୍ର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସର୍ବଶ୍ରେଷ୍ଠ ଯୋଗ୍ୟବ୍ୟକ୍ତି ।
      ଭାଜପା ଓ ବିଜେଡ଼ି ଉଭୟ ସରକାରଙ୍କର ମୁହଁ ଦୁଇଟି ହୋଇଥିଲେ ବି ଶରୀର ଏବଂ ଆତ୍ମା ଗୋଟିଏ , ସେଥିପାଇଁ ଜଣେମାତ୍ର ଯୋଗସୂତ୍ର । କେନ୍ଦ୍ରରୁ ମୋଦୀ ସରକାର ହଟିଗଲେ ହିଁ ଓଡ଼ିଶା ଶାସନରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ।
      ଲୋକେ ଯାହା ଭାବୁଥିଲେ ପାଣ୍ଡିୟାନ୍ ବୋଲି ପ୍ରକୃତରେ ସେ ଦୋଷୀ ନୁହନ୍ତି ପ୍ରକୃତ ଦୋଷୀ ଏବଂ ନିର୍ଦ୍ଦେଶ ଥିଲା ନବୀନ ପଟ୍ଟନାୟକଙ୍କର ବନ୍ଧୁକ ଥିଲା ପାଣ୍ଡିୟାନଙ୍କର କାନ୍ଧରେ ।
      ରଜ୍ୟବର୍ଦ୍ଧନ ବାବୁ ବିଲକୁଲ ଠିକ୍ କଥା ଉପସ୍ଥାପନା କରିଛନ୍ତି ।।

  • @Jagannath-oc9ht
    @Jagannath-oc9ht 2 หลายเดือนก่อน +12

    କିଛି ଅସୁବିଧା ନାହିଁ କଠୋର ପଦକ୍ଷେପ ନେବା ଦରକାର । ସେଥିପାଇଁ ସରକାର ଭାଙ୍ଗି ଜିବା ଭୟ ଯଦି ରଖିଛନ୍ତି , ଯଦି ଭାଂଗିଜିବ ତେବେ ପୁଣି ବିଜେପି ଜିତିବ। ଅନ୍ୟଥା ବିଜେପି କୁ ବହୁତ ବହୁତ କ୍ଷତି ସହିବାକୁ ପଡିବ ।

    • @chandipadapanda4707
      @chandipadapanda4707 2 หลายเดือนก่อน

      ଏହି ମନ୍ତବ୍ଯକୁ ମୁଁ ଦୃଢ ସମର୍ଥନ କରୁଛି ,ଦୁର୍ନୀତି ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ନେଇ ଯଦି ସରକାର ଭାଙ୍ଗିଯାଏ ତାହେଲେ ପୁନରାୟ ଜନ ସମର୍ଥନ ବହୁମାତ୍ରା ରେ ବିଜେପି ପକ୍ଷରେ ଯିବ।

  • @maheshwardas310
    @maheshwardas310 2 หลายเดือนก่อน +21

    କିଛି ହେବନି ଭାଇ ସବୁ ଏକା ଗାଈ ର ଗୋବର କିଛି ହେବନି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @kailashchandrarath5601
    @kailashchandrarath5601 2 หลายเดือนก่อน +23

    ବିଜେଡି ସରକାର ଙ୍କ ଦୁର୍ନୀତି କୁ ଯଦି ମୋହନ ସରକାର ଲୋକ ଲୋଚନକୁ ନଆଣିବେ ସନ୍ୟାସ ଗ୍ରହଣ କରିଥିବା ଭିକେପାଣ୍ଡିଆନ ଙ୍କୁ ଶାସନ ଭାର ଦେଇ ନିଜେ ସନ୍ୟାସ ବ୍ରତ ଧାରଣ କରନ୍ତୁ କାରଣ ବିଜେପି ର ନେତା ଏବେ ଯଦି ପାଣ୍ଡିଆ ନର ଅନୁଗାମୀ ଅଛନ୍ତି ହୁଏତ ବିଜେପି ସରକାର ପାଇଁ ବହୁତ ମହଙ୍ଗା ପଡିବ। ଆଜ୍ଞା ମାନିବାକୁ ପଡ଼ିବ ପାଣ୍ଡିଆ ନ ଙ୍କୁ। ଅତି ତରେ ବିଜେଡି ର ନେତା ମାନେ ଦାସତ୍ୱକୁ ଆପଣେଇ ନେଇଥିଲେ ଏବେ ବିଜେପି ର ନେତା ଦାସତ୍ୱକୁ ଆପଣେଇ ବେ।

  • @newbestknow4141
    @newbestknow4141 2 หลายเดือนก่อน +51

    ବୋଧେ ଭାଗ ନେଇଛନ୍ତି. ମୋହନ ବାବୁ ଜଣେ ଭଲ ଲୋକ. କିନ୍ତୁ ତାକୁ କାମ କରେଇ ଦେବେ ନାହିଁ.

    • @Rjgrjg1234
      @Rjgrjg1234 2 หลายเดือนก่อน

      He is a Robert only

    • @brajakishorepadhi4022
      @brajakishorepadhi4022 2 หลายเดือนก่อน +1

      ସବୁ କ୍ଷମତା ର ଅଧିକାରୀ ମୁଖମନ୍ତ୍ରୀ କୁ କିଏ ବାଧା ଦେଉଚି। ଚାଲି ନ ପାରିଲେ ବାଟର ଦୋଷ।

    • @omsahoo4370
      @omsahoo4370 2 หลายเดือนก่อน +2

      @@Rjgrjg1234 Mohan majhi 6 month time darkar , powerfull habaku . Modi cm thila bele bhi Atal ji ka heavy pressure thila . Thik time re atal ji ku overtake kala modi , Gujurat ra GDP aji kete agere

    • @omsahoo4370
      @omsahoo4370 2 หลายเดือนก่อน

      @@Rjgrjg1234 Best paibar achi , mo hisab re 1 year system sajadiba ku time dia,na hele kama paper clearance karei debeni

    • @Rjgrjg1234
      @Rjgrjg1234 2 หลายเดือนก่อน

      @@omsahoo4370 KICHI NAHI EMANE GOTE UDYASYA NEIKI SICHANTY 5 YEAR RE SABU KHAIDEBU JAHA HEBA DEKHA JIBA THEN

  • @Katak_Dk
    @Katak_Dk 2 หลายเดือนก่อน +12

    ଧର୍ଯ୍ୟ ରଖିବା ନିହାତି ଦରକାର ..ରାତାରାତି ସବୁ ଖୋଲାଯିବ ଏଇଟା ଭାବିବା ଭୁଲ ମୋର ଦୃଢ଼ ବିଶ୍ୱାସ ଅଛି ସରକାର ସବୁ ଦୁର୍ନୀତି ଖୋଲିବେ ରାଜନୀତି ରେ ସବୁ ଦୁର୍ନୀତି ଏକା ସାଙ୍ଗେ ଖୋଲାଯାଏ ନାହି ସବୁ ଖୋଲି ଦେଲେ 5 ବର୍ଷ ଶେଷ ବେଳକୁ ଲୋକେ ଭୁଲି ଜଇଥିବେ ତେଣୁ ସମୟ ଅନୁସାରେ ଖୋଲି ଖୋଲି ଚାଲିବ 5 ବର୍ଷ ଯାଏ ଅପେକ୍ଷା କରନ୍ତୁ , ଅଧର୍ଯ୍ୟ ହୁଅନ୍ତୁ ନାହିଁ

  • @sudeepkumardian1548
    @sudeepkumardian1548 2 หลายเดือนก่อน +1

    ମୁଁ ଆଗରୁ କହିଥିଲି ଏବେବି କହୁଛି ଆପଣ ବ୍ୟସ୍ତ ହୁଅନ୍ତୁନାହିଁ. 5ତ ର ସବୁ କେଳେଙ୍କାରୀ ମୋହନ ସରକାର ବାହାରି କରିବେ. ଆପଣଙ୍କର ଅନୁମାନ ଭୁଲ ହେବ

  • @RanjanKumar-mx1ki
    @RanjanKumar-mx1ki 2 หลายเดือนก่อน +11

    ଆଜ୍ଞା ଅସଲ କଥା ହେଲା ଅମିତ ସାହା ଓ ପାଣ୍ଡିଆନ ଙ୍କ ଭିତରେ ବହୁତ ବଡ ଡ଼ିଲ ହୋଇଛି ଗତ ନିର୍ବାଚନ ପୂର୍ବରୁ ତାହା ହେଲା bjd କିପରି ତଳିତଳାନ୍ତ ହେବ ବୋଲି ତେଣୁ ରାଜ୍ୟ ବିଜେପି ସରକାର ଜାଣି ଶୁଣି ସାହସ କରିପାରୁ ନାହିଁ ପାଣ୍ଡିଆନ କୁ ତଦନ୍ତ ପରିସରକୁ ନେଇ କି ଜେଲ ରାସ୍ତା ଦେଖାଇ ବା ପାଇଁ

  • @prashantpalei361
    @prashantpalei361 2 หลายเดือนก่อน +1

    ନ ଲୁଚେଇବି କେମିତି,ଶାହା ବାବୁ ନହେଲେ ଧରା ପଡ଼ିଯିବେ ଯେ।

  • @balabhadramahanty5466
    @balabhadramahanty5466 2 หลายเดือนก่อน +40

    ଧର୍ମେନ୍ଦ୍ର ପ୍ରଧାନ ଙ୍କ ରିମୋଟ୍ ରେ ଚାଲିଛି ମୋହନ ସରକାର।

  • @surendrakumarsethy8816
    @surendrakumarsethy8816 2 หลายเดือนก่อน +19

    ଜଦି ମୋହନ ସରକାର ୫ଟି ପାପ ଲୁଚେଇ ବେ ସେ ପାପ ମୋହନ ସରକାର ଭୋଗିବ ।

  • @udayanarayanmaharana5481
    @udayanarayanmaharana5481 2 หลายเดือนก่อน +3

    ଧଣ୍ଡସାପ ଗାତକୁ ନାଗସାପ ଗଲେ ସେ ମଧ୍ୟ ଧଣ୍ଡସାପ ହୋଇଯାଏ।ସେ ଗାତର ଦୋଷ ।

  • @dinabandhubehera6051
    @dinabandhubehera6051 2 หลายเดือนก่อน

    Thank you

  • @pradeepkumarpanda732
    @pradeepkumarpanda732 2 หลายเดือนก่อน +1

    ସରକାର ଲୋକମାନଙ୍କୁ ବୋକା ଭାବନ୍ତୁ ନାହିଁ
    ପଦକ୍ଷେପ ଗ୍ରହଣ ନକଲେ ଇଏ ବି ଯିବେ

  • @kamalakantadas6050
    @kamalakantadas6050 2 หลายเดือนก่อน +9

    ନୂଆ ସରକାର୍ କାହିଁକି ଘଣ୍ଟ ଘୋଡାଉଛନ୍ତି,ପୁରୁଣା ସରକାର୍ ଙ୍କ ଦୁର୍ନୀତି ର ପାହାଡ କୁ ,ଆଶ୍ଚର୍ୟ୍ଯ,ରହସ୍ୟ ରୋମାଞ୍ଚକର କାହାଣୀ ର ଅନ୍ତ୍ କେବେ ହେବ ?

  • @UpendraBehera-o1z
    @UpendraBehera-o1z 2 หลายเดือนก่อน +7

    ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇଙ୍ଗିତରେ ଶାସନ ଚାଲିଲେ ,ଦଳ ବହୁତ ପଛକୁ ଚାଲିଯିବ ।
    ସାବଧାନ
    ସାବଧାନ

  • @manojkumarsaint7803
    @manojkumarsaint7803 2 หลายเดือนก่อน +1

    Jay Shree Ram ❤❤❤

  • @saratmishra7100
    @saratmishra7100 2 หลายเดือนก่อน +1

    ଏବେ ସମୟ ଆସିଛି, ଦୁର୍ନୀତି ର ପେଡ଼ି ଖୋଲିବା ସରକାର ଙ୍କ କାମ। ନହେଲେ ବଦନାମ ହେବେ।

  • @manojpanda2956
    @manojpanda2956 2 หลายเดือนก่อน +13

    ଆଜ୍ଞା ଧନ୍ୟବାଦ, ଆପଣଙ୍କ ଆଲୋଚନା ଶୁଣିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ,ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା

  • @arundhatibehera9197
    @arundhatibehera9197 2 หลายเดือนก่อน +5

    ସାପକୁ ପୋଷିଲେ ସେହି ସାପ ହିଁ ଦିନେ ଛୋଟ ମାରିବ । ସେତେବେଳେ ଆମେ ତାଳି ମାରିବୁ ।
    ପ୍ରକୃତରେ ରାଜା ବା ଶାସକ ଯଦି ଠିକ୍ ହୋଇଥାନ୍ତି, ତେବେ ପ୍ରଜା ମଧ୍ୟ ଠିକ୍ ମାର୍ଗରେ ଚାଲନ୍ତି । ରାଜା ଦୋଷରୁ ହିଁ ପ୍ରଜାଠାରେ ଦୋଷ ଆସେ | ଶାସକ ଉଚିତ ଢଙ୍ଗରେ ଶାସନ କରି ନ ପାରିଲେ ପ୍ରଜା ନଷ୍ଟଭ୍ରଷ୍ଟ ଓ ପତିତ ହୁଅନ୍ତି। ସେଥ‌ିପାଇଁ ଶାସ୍ତ୍ରରେ ପ୍ରଜାମାନଙ୍କର ଅଧା ଦୋଷ ରାଜାଙ୍କୁ ଲାଗେ ବୋଲି କୁହାଯାଇଛି ।

    • @bidyadharbiswal4431
      @bidyadharbiswal4431 2 หลายเดือนก่อน +1

      ନବିନ ଓ ପାଣ୍ଡୁର ଅଜସ୍ର ଦୁର୍ନୀତି ଓ କେଳେଙ୍କାରୀରେ ବିଜେପିର ଶୀର୍ଷ ନେତୃତ୍ୱ ସାମିଲ ଅଛନ୍ତି।ଏ କଥା ଆମକୁ ଆଗରୁ ଜଣାଥିଲେ ମଧ୍ୟ ନିର୍ବାଚନ ପୂର୍ବରୁ ଉଭୟ ରାଜ୍ୟ ବିଜେପି ଓ କେନ୍ଦ୍ର ବିଜେପି ଚୋର ତସ୍କର ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ହେବ ବୋଲି ସର୍ବସାଧାରଣରେ ବାରମ୍ବାର ଘୋଷଣା କରିଥିଲେ ।ଆମର ରାଜ୍ୟର ବିକାଶ ଉପରେ ଯେତିକି ନଜର,ତା ଠାରୁ ଅଧିକ ନଜର ପାଣ୍ଡିୟାନ ଭଳି ତାମିଲ ତସ୍କର କେବେ ବନ୍ଧା ହେବ ;ଆଉ ବନ୍ଧା ହେବ କି ନାହିଁ ।ଆଉ ଯଦି ପ୍ରତିଶ୍ରୁତି ଭୁଲି ଚତୁରେ ଚତୁରେ କୋଳା କୋଳି ହେଲେ, ତା'ହେଲେ ରାଜ୍ୟ ବିଜେପିର ଭବିଷ୍ୟତ ଅନ୍ଧାର ବୋଲି ଧରି ନିଅନ୍ତୁ । ଲୋକଙ୍କ ସହିତ ଧୋକା ବାଜି ଆଉ ଚଳିବନି । ଜୟ ଜଗନ୍ନାଥ 🙏🏼🙏🏼🙏🏼

  • @ramachandramohanty3128
    @ramachandramohanty3128 2 หลายเดือนก่อน +2

    ଏହାର ପରିଣାମ ମୋହନ ମାଝି ସରକାର ଭୋଗିବ। ଏଥିରେ ସନ୍ଦେହ ନାହିଁ। ଲୋକ ମାନେ କଣ ପାଇଁ ଏମାନଙ୍କୁ ଭୋଟ ଦେଇ ଥିଲେ?

  • @pradeepkumarpanda732
    @pradeepkumarpanda732 2 หลายเดือนก่อน +1

    କେନ୍ଦ୍ର ସରକାର ଓଡ଼ିଆଙ୍କୁ ଅସ୍ମିତା ଧରାଇଦେଇ ଦିଲ୍ଲୀ ପଳାଇଗଲେ

  • @kailashpradhan5593
    @kailashpradhan5593 2 หลายเดือนก่อน

    ବହୁତ ଭଲଲାଗୁଛି, ଆପଣ ଏମିତି ନିର୍ଭୟ ମାଧ୍ୟମରେ ଜନସାଧାରଣ ମାନଙ୍କୁ ସଚେତନ କଲେ ନଶ୍ଚିତ ଲୋକମାନେ ନିଶ୍ଚିତ ସବୁକଥା ବୁଝିପାରିବେ!

  • @manaswinisahoo6357
    @manaswinisahoo6357 2 หลายเดือนก่อน +1

    ଆଦୈ। ବରଦାସ୍ତ ନକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉଚିତ୍।
    ଏବଂ ଜାଣିବାର ଅଧିକାର ଜନସାଧାରଣଙ୍କର ନିଶ୍ଚୟ ଅଜି

  • @ravipatnaik79
    @ravipatnaik79 2 หลายเดือนก่อน +8

    ଓଡ଼ିଆଙ୍କୁ ଭୂତେଇବା ସହଜ ...

    • @Jagannath-oc9ht
      @Jagannath-oc9ht 2 หลายเดือนก่อน

      ପଖାଳ ମାଡ୍ ( ଡ ତଳେ ଡ ମାଡ୍)।

  • @BabitaMishra-yx2hr
    @BabitaMishra-yx2hr 2 หลายเดือนก่อน +12

    ଏମାନେ ଭାବିଛନ୍ତି ରାଜ୍ୟସଭାରେ ବିଜେଡି ସମର୍ଥନ କରିବ ।

  • @manojdikshit1308
    @manojdikshit1308 2 หลายเดือนก่อน +1

    ମୋହନ ମାଝି ଶୁଣି ପାରୁଛନ୍ତି ତ ? ତୁରନ୍ତ ନିଷ୍ପତି ନିଅନ୍ତୁ ନଚେତ୍ 🎉🎉🎉🎉

  • @santoshdakua6698
    @santoshdakua6698 2 หลายเดือนก่อน

    5ଟାଉଟର ଉପରେ ଦୃଢ଼ କାଜ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @basantakumarnayak7432
    @basantakumarnayak7432 2 หลายเดือนก่อน +2

    ବିନା ଦ୍ବିଧାରେ ଏତିକି କୁହାଯାଇପାରେ ମୋହନ ମାଝୀ ନିଶ୍ଚିତ ଭାବେ ଭଦ୍ର ବ୍ୟକ୍ତି । ସରକାର ପରିଚାଳନା କରିବାର ଦକ୍ଷତା ମଧ୍ୟ ରହିଛି ନିଃସନ୍ଦେହ କୁହାଯାଇପାରେ ।ଏହା ନିଶ୍ଚିତ ସତ୍ୟ କଥା ପରିଚାଳନା କ୍ଷମତା କିନ୍ତୁ ତାଙ୍କ ନିକଟରେ ନାହିଁ। କ୍ଷମତା ଶାଳୀ ଦଳୀୟ ନେତୃତ୍ୱ ଯେମିତି ଚାହୁଁଛନ୍ତି
    ସେମିତି ମୁଖ୍ୟ ମନ୍ତ୍ରୀ କରୁଛନ୍ତି। ଯଦି ଏହା ସତ୍ୟ ପ୍ରମାଣିତ ହୁଏ ତେବେ ଲୋକଙ୍କ ସହିତ ଧୋକା ବୋଲି କୁହାଯିବ।

  • @PratapKishoreDash-ej7cw
    @PratapKishoreDash-ej7cw 2 หลายเดือนก่อน

    Blatant truth.

  • @niharranjandas1353
    @niharranjandas1353 2 หลายเดือนก่อน +2

    ପଣ୍ଡିଆନ ପାଇଁ e ସରକାର ମଧ୍ୟ ବୁଡ଼ିଯିବ, ଓଡିଆ କାହାକୁ ଛା ଡି ବେନି

  • @kundansahu9310
    @kundansahu9310 2 หลายเดือนก่อน +3

    ବର୍ତ୍ତମାନ ୨ ମାସର ବିଜେପିର କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ଲାଗୁଛି ଯେମିତି ୨୪ ବର୍ଷ ବିଜେଡିର ର ଦୁର୍ନୀତି କୁ ଧରିବାରେ ମୋହନ ଚରଣ ମାଝୀ ଅକ୍ଷମ । ଏଥିରୁ ଜଣାପଡିଲା ଯେ ମୋହନ ଚରଣ ମାଝୀ ଓଡିଶା ର ମୁଖ୍ୟମନ୍ତ୍ରୀ ହେବାପାଇିଁ ଯୋଗ୍ୟ ନୁହଁନ୍ତି ।

  • @ashokkumarraul3504
    @ashokkumarraul3504 2 หลายเดือนก่อน

    ଏଥିପାଇଁ କେନ୍ଦ୍ରର ପ୍ରଭାବ ରହିଛି ।ଏଥିପାଇଁ ଭାଜପା ବୁଡ଼ିବ ।

  • @Aditya.aditya.
    @Aditya.aditya. 2 หลายเดือนก่อน +3

    ଓଡ଼ିଶା ଲୋକ 5ବର୍ଷ ଅପେକ୍ଷା କରିବାକୁ ପଡ଼ିବ

    • @gyandrapatra7719
      @gyandrapatra7719 2 หลายเดือนก่อน +1

      B J P. 5 Barsha budai rakha tapare nije budiba Odisha bashi khub swavimani.

    • @SubhadraPattanayak-cx6il
      @SubhadraPattanayak-cx6il 2 หลายเดือนก่อน +1

      ଆଉ ସ୍ଵାଭିମାନ କୁ ବଳୀ ଦିଅନ୍ତୁ ନାହିଁ କାରଣ ଓଡ଼ିଶା ନଷ୍ଟ ହେଉଛି। ବିଜେପି କୁ ନାମ ଦିଅ।

  • @MANOJKUMARPRADHAN-q4u
    @MANOJKUMARPRADHAN-q4u 2 หลายเดือนก่อน

    Right

  • @debabratapanigrahi1873
    @debabratapanigrahi1873 2 หลายเดือนก่อน +1

    Nabin bhai Namaskar , you have made us addicted to watch your channel , pls continue doing this , bringing truth to the public

  • @GolakaBiswal
    @GolakaBiswal 2 หลายเดือนก่อน

    Right. Sir

  • @manash99rout
    @manash99rout 2 หลายเดือนก่อน

    Nice topic sir

  • @prananathpati9976
    @prananathpati9976 2 หลายเดือนก่อน +1

    ବିଜେଡି ଡକାୟତଙ୍କ ପରେ ଏବେ ବିଜେପି ଡକାୟତି କରିବାକୁ ଚିନ୍ତା କଲାଣି କି? ହୁସିଆର୍। ବିଜେପି କେଳେଙ୍କାରି କଲେ ପରିଣାମ ଖରାପ ହେବ।

  • @rajjena4219
    @rajjena4219 2 หลายเดือนก่อน

    E ସବୁ ଦେଖିବାପରେ ଲାଗୁଛି କଂଗ୍ରେସ କୁ ଭୋଟ ଦେବା ଉଚିତ୍ ଥିଲା।

  • @mayadharmahanta7126
    @mayadharmahanta7126 2 หลายเดือนก่อน

    ନବିନ ବାବା ହରି ଓଁ | ନବୀନ ସରକାର ଙ୍କର ଦୁନିତୀ କହିଲେ ଆପଣ ସାରିପାରିବେ ନାହିଁ l କିନ୍ତୁ ଜଗନ୍ନାଥ ଙ୍କର ଅମୃତ ମଣୋହି ଜମି ଦୁନିତୀ ଦୁଇ ମାସ ତଳେ ଗୁମର ଖୋଲି ଥିଲେ | ତାହା ଆଉ ଥରେ ମୋହନ ସରକାରଙ୍କୁ ଆଲୋଚନା ମାଧ୍ୟମ ଜଣାଇଦିଅନୁ । ଜଗନ୍ନାଥ ତାଙ୍କ ଜମି ଯେପରି ଜମି ଫେରି ପାଆନ୍ତୁ ଏବଂ ଦୋଷି ଯେପରି ଦଣ୍ଡ ପାଉ।

  • @BirendraPardia-xe5cz
    @BirendraPardia-xe5cz 2 หลายเดือนก่อน +1

    କିଏ ସେହି ଗୋଷ୍ଠୀ ଦୟାକରି ଖୁଲାସା କରିବେକୀ

  • @bijayanandadas8289
    @bijayanandadas8289 2 หลายเดือนก่อน +2

    5T ରାଜ ର ଗୁମର କାଳେ ଖୋଲିଯିବ ସେଥିପାଇଁ ହୁଏତ ଜୟନାରଣ ମିଶ୍ର ଏବଂ ଅପରାଜିତା ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ କରା ଗଲା ନାହିଁ। ଭଗବାନ ଜାଣନ୍ତି କି ରାଜନୈତିକ ବାଧ୍ୟବାଧକତା ମୋହନ ସରକାରଙ୍କ ଗୋଡ଼ରେ ବେଡି ପକାଇଛି ଯେଉଁଥିପାଇଁ ନବୀନ ସରକାର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି।

    • @santoshprasadmishra4977
      @santoshprasadmishra4977 2 หลายเดือนก่อน

      Pandian mota paisa Modi ku deichhi boli asha karajae.

  • @raghunathpanda5000
    @raghunathpanda5000 2 หลายเดือนก่อน

    ନୁଆ ସରକାର ପୁରୁଣା ଥିଲା ବେଳେ ତା ନିଜ ଭାଗ ପାଇଥିବ ନିଶ୍ଚୟ, ନହେଲେ ତଥ୍ୟ ଲୁଚାଇବା ର ପ୍ରୟାସ କାହିଁକି କରନ୍ତା !!!!

  • @lalatendusahoo3981
    @lalatendusahoo3981 2 หลายเดือนก่อน

    Very nice

  • @jayalaxmi5517
    @jayalaxmi5517 2 หลายเดือนก่อน +1

    ଯିଏ ଯାହା କିଛି ଲୁଚେଇ ଚାଲିଛନ୍ତି କିନ୍ତୁ ଆପଣ ମୁଖ୍ୟ ବିଷୟ ବସ୍ତୁ କୁ ଦୁଇ ଧାଡ଼ି ପୁରୁଣା ଗୀତ ସହ ଖୋଜିବା ଏବଂ ତାହାକୁ ଗାଇବା ସହ ସଠିକ୍ ଭାବେ ସମାଲୋଚନା କରିପାରୁଛନ୍ତି ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ 🙏

  • @santoshbiswal6256
    @santoshbiswal6256 2 หลายเดือนก่อน +1

    Sir namaskar..you are corrrct.mohan sarkar kichhi kariparibeni.jeparjant modi nakahichhanti

  • @BulakiSwain-n4c
    @BulakiSwain-n4c 2 หลายเดือนก่อน

    ସାର୍,ଆପଣ ବହୁତ ମଞ୍ଜିକଥା କହିଦେଉଛନ୍ତି। ବିଜେଡି କୁ ଖୁବ୍ ବାଧୁଥିବ।

  • @SudekarDaa
    @SudekarDaa 16 วันที่ผ่านมา

    Good discussion

  • @shankardmishra121
    @shankardmishra121 2 หลายเดือนก่อน +2

    Moha flute is being played by someone hidden hands sitting in Delhi.

  • @dhamirona8662
    @dhamirona8662 2 หลายเดือนก่อน +1

    Very true Sir

  • @Ffffffeecvbutreerfhyhuj
    @Ffffffeecvbutreerfhyhuj 2 หลายเดือนก่อน +7

    ମୋହନ ସରକାର ଯଦି ନିଆଁ କୁ ଅଣ୍ଟିରେ ପୁରେଇ ରଖିବେ ତାହେଲେ ଭବିଷ୍ୟତ କହିବ କଣ ହେବ.
    ଆଗକୁ ପଞ୍ଚଯାତ ନିର୍ବାଚନ, ଯଦି ପୂର୍ଵ ସରକାର ର ଦୁର୍ନୀତି କୁ ଲୁଚେଇବେ ଆସନ୍ତା ନିର୍ବାଚନ ରେ ଓଡିଶା ର ଲୋକେ ତାଙ୍କୁ ଲୁଚେଇ ଦେବେ
    ଜୟ ଜଗନ୍ନାଥ...

  • @BighneswarMohanty-s8l
    @BighneswarMohanty-s8l 2 หลายเดือนก่อน

    Nice sir🙏

  • @subashmishra5616
    @subashmishra5616 2 หลายเดือนก่อน +8

    ପଞ୍ଚ ତନ୍ତ୍ର ପାଣ୍ଡୁ କେଲେଙ୍କରୀ ବିରୁଦ୍ଧରେ ଜନତା ଭୋଟ ଦେଇଛନ୍ତି ଶୀଘ୍ର ମୋହନ ସରକାର ସି ବି ଆଇ ତଦନ୍ତ ଆଦେଶ ଦେଇ ଅପରାଧୀଙ୍କୁ କଠୋର ଦଣ୍ଡ ଦିଅନ୍ତୁ ନଚେତ ପରିଣତି ବି ଜେ ପି ପାଇଁ ଆତ୍ମଘାତୀ ହେବ ଜୟ ଜଗନ୍ନାଥ

  • @brajakisoremohanty3723
    @brajakisoremohanty3723 2 หลายเดือนก่อน

  • @prananathpati9976
    @prananathpati9976 2 หลายเดือนก่อน +1

    ଆରେ ହେ ଏ ବିଜେପି କଣ ବିଜେଡି ଦୁର୍ନୀତି ଘୋଡେଇବାକୁ ଚେଷ୍ଟା କଲେଣି। କଥା କଣ? ମୋହନ ମାଝି ସନ୍ଦେହ ଘେରକୁ ପଶିବାକୁ ଲାଗିଲେଣି। ବିଜେପି ଦଳ ଏହାର ବିଚାର ନକଲେ ଓଡ଼ିଶାରେ ବୁଡ଼ିଯିବ। କଂଗ୍ରେସର ଉଦୟ ହେବ।

  • @prananathpati9976
    @prananathpati9976 2 หลายเดือนก่อน +1

    ନରେନ୍ଦ୍ର ଦାମୋଦର ମୋଦୀ ଓଡ଼ିଶାକୁ ନଷ୍ଟ କରି ଦେଲା। ଓଡ଼ିଶା ବାସୀଙ୍କ ପିଠିରେ ଛୁରୀ ମାରିଲା। ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେଇ ଜିତିଗଲା। ଜିତିବା ପରେ ଗୋଟେ ଅପାରଗ ମୁର୍ଖ ଲୋକଟା କୁ ମୁଖ୍ୟମନ୍ତ୍ରୀ କରିଦେଲା। ତାପରେ ଦୁର୍ନୀତି ବିରୁଦ୍ଧରେ ତଦନ୍ତ ଠପ୍। ଏହାର ପରିଣାମ ବିଜେପି ଦଳ ଭୋଗିବ।

  • @TirtharajPanda
    @TirtharajPanda 2 หลายเดือนก่อน

    Jai Jagannath

  • @ranjitpadhan9820
    @ranjitpadhan9820 2 หลายเดือนก่อน +1

    5T Bibhaga ra tathya diantu ÇM sir .

  • @rajanikantachoudhury2343
    @rajanikantachoudhury2343 2 หลายเดือนก่อน +1

    ସାର ନମସ୍କାର. ଚୋରି କରିବା ଏ ବଂ ଚୋର କୁ ଘଣ୍ଟ ଘୋଡେଇ ଵା ଏକା କଥା.

  • @krushnakuna1341
    @krushnakuna1341 2 หลายเดือนก่อน

    କେନ୍ଦ୍ର ବିଜେପି ସରକାର ର ସ୍ଥାୟୀତ୍ୱ ପାଇଁ
    ଓଡ଼ିଶାର ଶାସନ ଦୁର୍ବଳ କରାଯାଉଅଛି ,

  • @SitaramPattanayak
    @SitaramPattanayak 2 หลายเดือนก่อน +1

    Ĥèmohannsarkartumanķuodjisarlokebhotàdeichjanntybhallkamkaleoðisarlokemanerakhibeooßanmanpaibeattaebadußtamankusabadkaribakianurodĥakare 13:48 13:50

  • @jyotiranjansamal2634
    @jyotiranjansamal2634 2 หลายเดือนก่อน +1

    ଲଙ୍କାକୁ ଯିଏ ଗଲା ସିଏ ରାବଣ ହେଲା

  • @arthasachibapatro5415
    @arthasachibapatro5415 2 หลายเดือนก่อน +1

    Nabin Das Sir u know everything of Naveen & Mohan govt . U should meet Ho’ble Chief Minister to apprise him internal game going on

  • @netajidash9367
    @netajidash9367 2 หลายเดือนก่อน +7

    ସାମ୍ବାଦିକ ସଙ୍ଗୀତ ରେ ବି ପୋଖତ ହବା ବିରଳ। ବିଭିନ୍ନ ସମୟରେ ବିଭିନ୍ନ ପୁରୁଣା ହିନ୍ଦୀ ସିନେମା ଗୀତକୁ ଆପଣ ପ୍ରସଙ୍ଗ ସାଙ୍ଗରେ ଯୋଡ଼ି ଦେବାର ଉତ୍କୃଷ୍ଟ କଳାକୁ ନମସ୍କାର। ଭିଡିଓ ଦେଖିବା ଏବେ ଆରମ୍ଭ କରୁଚି ଏତକ ଲେଖିସାରିବା ପରେ।

  • @santoshnarayanbhagat2437
    @santoshnarayanbhagat2437 2 หลายเดือนก่อน +1

    Best analices sir ji

  • @pramodajena1514
    @pramodajena1514 2 หลายเดือนก่อน

    ପ୍ରଥମେ ପ୍ରମିଳା ମଲିକ ଦ୍ଵିତୀୟରେ ସମବାୟ ମନ୍ତ୍ରୀ ପୁରୁଣା ବବିଦାସ ବିବ୍ୟଶଙ୍କର ପ୍ରତାପ ଯେନା ଏପାଞ୍ଚଜଣଙ୍କୁ ଜେରା କରାଯାଇ ନବୀନ ବାବୁଙ୍କୁ ଆରେଷ୍ଟ କରାଯାଉ ପାଣ୍ଡକୁ ଆରେଷ୍ଟ କରାଯାଇ ପରିକ୍ରମା ପ୍ରକଳ୍ପ 5tସ୍କୁଲର ତଥାରଖ କରାଯାଉ

  • @ashokpattanik6945
    @ashokpattanik6945 2 หลายเดือนก่อน

    ନମସ୍କାର ସାର୍।ବିଜେପି ଓ ବିଜେଡି ବହୁ ଦିନ ମିଶିକି ସରକାର କରିଥିଲେ।ସମ୍ପର୍କ ଉଭୟ ଦଳ ମଧ୍ୟ ରେ ଭଲ ଅଛି।ନିର୍ବାଚନ ମିଶିକି ଲଢି ବାର ମଧ୍ୟ ଯୋଜନା ଥିଲା।କୌଣସି କାରଣ ରୁ ହୋଇପାରିଲା ନାହିଁ। ନବୀନ ପଟ୍ଟନାୟକ ଙ୍କ ର ପ୍ରଧାନ ମନ୍ତ୍ରୀ ତଥା ସମସ୍ତ କେନ୍ଦ୍ରୀୟ ନେତାଙ୍କ ସହ ଭଲ ସମ୍ପର୍କ ଏବେବି ଅଛି।ରହିବା ମଧ୍ୟ ସ୍ଵାଭାବିକ।ଦୁର୍ନୀତି ହୋଇଛି ନ ହୋଇଛି ତାର କୌଣସି ପ୍ରମାଣ ନାହିଁ।ବିଜେଡି ଦଳ ନିର୍ବାଚନ ରେ ହାରି ଗଲେ ମଧ୍ୟ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ଏବେ ମଧ୍ୟ ଅଛି।

  • @arucharanpradhan5502
    @arucharanpradhan5502 2 หลายเดือนก่อน

    ୫ଟି ସେକ୍ସନ ଯଦି ଗଠନ ହେବ,ତାହା ହେଲେ ବିଭାଗୀୟ ସଚିବ ମାନଙ୍କର ଆବଶ୍ୟକ କଣ? ଆଗାମୀ ନିର୍ବାଚନ କଂଗ୍ରେସର ରାସ୍ତା ସୁଗମ ହେବ।

  • @SantoshKumarBhoi-w7h
    @SantoshKumarBhoi-w7h 2 หลายเดือนก่อน +2

    ମରିବେ ବିଜେପି ସରକାର ବି ମରିବ।

  • @rohitapradhan4543
    @rohitapradhan4543 2 หลายเดือนก่อน

    Good afternoon sir, we are just wait and watch to Mohan Sarkar

  • @maninimanaswini1667
    @maninimanaswini1667 2 หลายเดือนก่อน +1

    ଏତେ ବଡ ବଡ ଘୁଟାଲା ରେ b.j.p.ସରକାର ଚୁପ୍ ରହିଲା କାହିଁକି?

  • @brajakishorepadhi4022
    @brajakishorepadhi4022 2 หลายเดือนก่อน +1

    ଆମେ ବିଜେପି କୁ ଭୋଟ ଦେଇ ନାହୁଁ। ସବୁ ନାଟର ଖଳ ନାୟକ ନବୀନ ପଟ୍ଟନାୟକ କୁ ତେଲ ମାରିବା ପାଇଁ। ଯଦି ବିଜେପି ସରକାର ଆକ୍ସନ ନ ନିଏ। ତେବେ ପ୍ରତେକ ବିଜେପି ବିଧାୟକ କ କୁଂ ସାଧାରଣ ଜନତା ପ୍ରଶ୍ନ କରିବାକୁ ବାଧ୍ଯ ହେବେ। ତା ବାଦେ ବିଜେପି ସବୁଦିନ ପାଇଁ କାଳ ର କରାଳ ଗର୍ଭରେ ଲୀନ ହୋଇଯିବ।

  • @tsggurukul2197
    @tsggurukul2197 2 หลายเดือนก่อน

    Best views

  • @shreekiduniya9144
    @shreekiduniya9144 2 หลายเดือนก่อน

    ଏମିତି ହେଲେ ସରକାର ନ ଥିବ ୫ ବର୍ଷ ପରେ

  • @rabinarayanmohapatra-j8x
    @rabinarayanmohapatra-j8x 2 หลายเดือนก่อน

    ବିଜେପିର କାର୍ଯ୍ୟ କଳାପ ପରବର୍ତୀ ସମୟରେ କଂଗ୍ରେସ କୁ ଆଣିପାରେ

  • @Jagannath-oc9ht
    @Jagannath-oc9ht 2 หลายเดือนก่อน

    JAI JAI SHREE JAGANNATH.

  • @narendrapradhan3511
    @narendrapradhan3511 2 หลายเดือนก่อน

    Very good sir

  • @dagreswargoud
    @dagreswargoud 2 หลายเดือนก่อน +15

    ନୈରାଶ୍ୟଜନକ ରାଜ୍ୟର‌ ସ୍ଵାର୍ଥ ଅପେକ୍ଷା ଦଳ ସ୍ଵାର୍ଥ ପାଇଁ ନିୟୋଜିତ ହେଉଛନ୍ତି

  • @susantasahoo9544
    @susantasahoo9544 2 หลายเดือนก่อน

    ଏ ମୋହନ ସରକାରଙ୍କ ଦଳ ଯେଉଁ ଆନୁମାନିକ ଆକଳନ କରି ଯେଉଁ ଅଙ୍କରେ ପହଞ୍ଚୀ ସାର୍ବଜନୀନ କରି ଦଳୀୟ ପାଣ୍ଠି ଭିତରେ ସଂଗ୍ରହ କରିନାହାନ୍ତି ତ?

  • @sarojinibagh1990
    @sarojinibagh1990 2 หลายเดือนก่อน

    Sir namaskar gumara uktiti rochakara hoithibaaru bahut bahut dhanyabad

  • @manojgumansingh7140
    @manojgumansingh7140 2 หลายเดือนก่อน

    ଅଣ୍ଟିରେ ଯଦି ନିଆଁ ଗୁଲ ଟିକେ ରହିଯାଏ ତାହା କୁହୁଳି କୁହୁଳି ସମଗ୍ର ଶରୀର ପୋଡିବା ନିଶ୍ଚିତ।

  • @GeetajiBehera
    @GeetajiBehera 2 หลายเดือนก่อน +1

    BJP BJD Bhai Bhai

  • @gajendranathjena356
    @gajendranathjena356 หลายเดือนก่อน

    ଜୟଜଗନ୍ନାଥ

  • @surendranathdutta8988
    @surendranathdutta8988 2 หลายเดือนก่อน +6

    ଦୟାକରି "ମୁଁ ନବୀନ ଦାସ, ନିର୍ଭୟରେ "କହିଲା ବେଳେ ମୁଣ୍ଡ ତଳକୁ କରନ୍ତୁ ନାହିଁ ।ନିର୍ଭୀକ ମଣିଷର ମୁଣ୍ଡ ସବୁବେଳେ ଉପରକୁ ରହେ ।

  • @snbarik4710
    @snbarik4710 2 หลายเดือนก่อน

    You are absolutely correct sir. It is not clear what is the working style and intention of Mohan babu Govt.

  • @santoshprasadmishra4977
    @santoshprasadmishra4977 2 หลายเดือนก่อน

    Jayanarayan Mishra should form a new regional political party in Odisha to save Odisha from all the existing corrupted political parties.

  • @ranjitpurungarh
    @ranjitpurungarh 2 หลายเดือนก่อน

    ବୁଝି ଯାଓ ମୋହନ ସରକାର,,, ଯଦି ଲମ୍ବା ସମୟ ରହିବାର ଆଛି ତ ସୁଧିରି ଯାଅ,,😅 ନହେଲେ ଜନ ତା ଦେଖେଇ ଦେବେ ଆର ଥରକୁ, ,,🙏🙏🙏😡😡

  • @jayaramasahoo7106
    @jayaramasahoo7106 2 หลายเดือนก่อน +1

    ବର୍ତ୍ତମାନ ମୋହନ ସରକାର ଙ୍କର ମୁଖ୍ୟ ନିର୍ଦେଶକ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଯେକି ମେଣ୍ଟ 😏ଚାଁହୁଥିଲେ ତାଙ୍କର ବିଜେଡି ଶହ ସାଲିସ ରହିଛି ସହଜେ ମୋହନ ନିଜେ ଧର୍ମେନ୍ଦ୍ର ଙ୍କ ଶିଷ୍ୟ ତେଣୁ ଏସବୁ ହେଉଛି l ଧର୍ମେନ୍ଦ୍ର ଏକ ଗୋଡ଼ ଟଣା ଲୋକ

  • @sandhyaranimahanta8018
    @sandhyaranimahanta8018 2 หลายเดือนก่อน +12

    ନବୀନ ଦାସ ବାବୁ ଆପଣ ଗୋଟେ ଦଳ ଗଠନ କରନ୍ତୁ ନହେଲେ ଓଡ଼ିଶାରେ କିଛି ହେବ ନାହିଁ

    • @Jagannath-oc9ht
      @Jagannath-oc9ht 2 หลายเดือนก่อน +1

      ନବିନ ଭାଇ ଏହାଙ୍କ କଥାରେ ଦଳ ଯଦି ଗଠନ କରୀବେ ଆଉ ଏବର ଦମ୍ ରହିବ ନାହିଁ । ବୁଡିବେ।

  • @prafullaparida8638
    @prafullaparida8638 2 หลายเดือนก่อน

    Good question raise by hr MLA
    Govt should ans.

  • @ramachandrapanipani7424
    @ramachandrapanipani7424 2 หลายเดือนก่อน +1

    ଜୟ ଶ୍ରୀ ଜଗନ୍ନାଥ !

  • @nikunjabiharisahani2070
    @nikunjabiharisahani2070 2 หลายเดือนก่อน +1

    ଫାଇଭ ଟି ର ଯଦି ମୋହନ ସରକାର ଗୁମର ଖୋଲିବେ,ତେବେ ପାଣ୍ଡିଆନ ଯେଉଁ ବିଜେପି ନେତାଙ୍କୁ ପଇସା ଦେଉଥିଲା ତାଙ୍କ ନାମ ଲୋକ ଜାଣିବେ,ପାଣ୍ଡିଆନ ଜେଲ୍ ଭିତରେ ତାର ଆଉ ଧର୍ମରାଜ ଭିତିରି ଦିଆନିଆ କଥା ସବୁ କହିଦେବ।ପୁରା ଅସୁବିଧା।ଆଗେ ମୋହନ ସରକାରଙ୍କୁ କାମ କରିବାକୁ କହିବା - ସବୁ ଜିଲ୍ଲା ରେ ମେଡିକାଲ କଲେଜ, ଜଳସେଚନର ଉନ୍ନତି, ଧାନ ମଣ୍ଡି ଠିକ୍ ଚାଲିବା,ଭଲ ରାସ୍ତା, ଲୋକଙ୍କର ଭତ୍ତା ବଢିବା, ଲାଖପତି ଦିଦି ସୃଷ୍ଟି ହେବା, ଗ୍ରାମର ଉନ୍ନତି, ଶିକ୍ଷାର ଉନ୍ନତି ଇତ୍ୟାଦି କରି ଚାଲନ୍ତୁ।
    ଚୋର ଧରିବା କଥା,କିନ୍ତୁ ଧର୍ମରାଜ ତ ପାଣ୍ଡିଆନ ପାଖରୁ ପଇସା ପକାଇଦେଇଛି,ଯାହା ଜଣା ପଡ଼ୁଛି।ତେଣୁ ସେକଥା ରେ ଟିକେ ଟିକେ ମୁଣ୍ଡ ପୁରାଇ କାମ କରି ଚାଲ। ଓଡ଼ିଶାର ଉନ୍ନତି ଦରକାର।ଦଲାଲ ସରକାର ଗତ ୨୫ ବର୍ଷ ଖାଇ ପିଇ ଚାଲିଗଲା।ସେ ଶଳା ଙ୍କ କଥା ଛାଡ଼।ଢୋଲ ଭିତରେ ମୂଷା।
    ଜଗନ୍ନାଥଙ୍କୁ ଜଣାଓ,କାମରେ ମନଦିଅ। ରାଜ୍ୟ ଆଗକୁ ଯାଉ।

  • @acharyauniversaltube7757
    @acharyauniversaltube7757 2 หลายเดือนก่อน

    🎉

  • @manasdas5715
    @manasdas5715 2 หลายเดือนก่อน

    ରିମୋଟ ଧରି ଓଡ଼ିଶା ଶାସନ ଚଳେଇବାକୁ ବସିଥିବା କିଛି ଆଲିବାବା ସେହି ରିମୋଟ ବିସ୍ପୋରଣ ରେ ଦିନେ ଶେଷ ହୋଇଯିବେ ସମସ୍ତେ 👌🙏, ଅନେକ ଘାତ ପ୍ରତିଘାତ ସହି ଆପଣ ଆଞ୍ଜା ଓଡ଼ିଶା ର ଜଣେ ସଚେତନ ଗୁଣ୍ଡୁଚିମୂଷା ଏବଂ ଅଛୁ ଆପଣ ଙ୍କ ସାଥିରେ 👍

  • @skaifoundation8120
    @skaifoundation8120 2 หลายเดือนก่อน

    By covering dirt and trash, we cannot clean house. It will be hard and sickening and stressful at first but slowly it will happen. Strong conviction and determination is required. My 2cents. 🙏👍❤