ଜଟଣୀରେ ପଲିଥିନରୁ ତିଆରି ହେଉଛି ପେଟ୍ରୋଲ, ଲିଟର ୬୦ ଟଙ୍କା...

แชร์
ฝัง
  • เผยแพร่เมื่อ 12 พ.ย. 2024

ความคิดเห็น • 753

  • @krushnamohanprusty2728
    @krushnamohanprusty2728 2 ปีที่แล้ว +187

    ଏହି ଉଦ୍ଭାବନ ଫଳବତୀ ହେଲେ ଦେଶର ଅଗଣିତ ଜନତା ଉପକୃତ ହେବେ ! 👍🎉

  • @HAnii95
    @HAnii95 2 ปีที่แล้ว +342

    ହୃଦୟ କୁ ଖୁସି ଦେଲା ଭଳିଆ ଖବର, ଧନ୍ୟବାଦ୍ ଭାଇ।ଏ ଖବର କୁ ମିଡ଼ିଆ ବାଲା ଜେତେ ହାଇଲାଇଟ କରିବେ ନିହାତି ସରକାର୍ ନଜର କୁ ଯିବ ଆଉ ପରିଶ୍ରମ ର ମୂଲ୍ୟ ମିଳିବ 🙏🙏

    • @ghasiramsuna3484
      @ghasiramsuna3484 2 ปีที่แล้ว +2

      ବହୁତ ବଢିଆ ଲାଗୁଛି ତମର ଵିଜ୍ଞାନ କୁ

    • @kumarrakesh9912
      @kumarrakesh9912 2 ปีที่แล้ว +1

      Kichi bala parisrama ra mulya milibani sarakarnka kanare padile se chinta Kariba kemiti ya gandimari ya kama ku bandh karibe nahale loka ta ya pakharu petrol kinibe sarakar amaku gandi mari jau income karuchanti saeta bandh haejiba na

    • @ktapastapas9345
      @ktapastapas9345 2 ปีที่แล้ว

      Aaa

    • @sufferofeducation5225
      @sufferofeducation5225 2 ปีที่แล้ว

      Ekdam thik

    • @deepaknayakchoriographer5749
      @deepaknayakchoriographer5749 ปีที่แล้ว

      Right ame samaste tama saha achhu bhai

  • @acupressurepoints1
    @acupressurepoints1 2 ปีที่แล้ว +232

    👉 Great Innovation 📙📙
    ଏହି ଭାଇଙ୍କୁ ଭାରତରତ୍ନ ମିଳିବା ଉଚିତ...
    + ନୋବେଲ ପ୍ରାଇଜ ମିଳିବା କଥା || 📘📘

  • @mitunayak8751
    @mitunayak8751 2 ปีที่แล้ว +42

    ଆରେ ଭାଈ ଅତି ସୁନ୍ଦର କାର୍ଯ୍ୟ, କିନ୍ତୁ ନବୀନ ବାବୁ ଓଡ଼ିଆ ଭାଷାକୁ ବୁଝିପାରିବେନି, ଆଉ ରହିଲେ ମୋଦି ବାବୁ ସେତ ମୁକେଶ ଅମ୍ବାନୀକୁ ଧରମ ଭାଈ ପରି ଦେଖନ୍ତି, କିନ୍ତୁ ତୁମେ କାହାର ସହଯୋଗ ନ ଲୋଡି ଆଗକୁ ଯିବାକୁ ଚେଷ୍ଟା କର ଏବଂ ଏପରି ଉର୍ଣ୍ଣତି ମୂଳକ କାର୍ଯ୍ୟ କରିବା ପାଇଁ ପରିବାର ବନ୍ଧୁ ସାଙ୍ଗସାଥୀ ମାନଙ୍କ ସାହାଯ୍ୟ ସହଯୋଗନେଇ ନିଜର ଲକ୍ଷରେ ଏକାଗ୍ରତା ରଖନ୍ତୁ ଦେଖିବେ ନିଶ୍ଚିନ୍ତ ସଫଳ ପାଇବେ

  • @B56688
    @B56688 2 ปีที่แล้ว +242

    ଏଇ ପ୍ରକ୍ରିୟା କୁ ସରକାର ଧ୍ୟାନ ଦେବା ଦରକାର

    • @ojhaojhasarada5398
      @ojhaojhasarada5398 2 ปีที่แล้ว

      Sarkar ra jauthila dhyan deba...sarkar thika neichi...ea heuchi transgender Sarkar...anka upare asa Rakhiba bekar...kie kahila odissa re talent nahi. ..talent ku a bokachoda sarkar janiparunahanti...sala neta.. karmi..Sabu ta mada pile amane karibe kon

    • @himansusekhardas9749
      @himansusekhardas9749 2 ปีที่แล้ว

      Will you die if I no one will comment ? It's the eco-friendly news of this era.

    • @lalmohansingh6788
      @lalmohansingh6788 2 ปีที่แล้ว

      Right 👍

    • @sabitakumaridebi4114
      @sabitakumaridebi4114 2 ปีที่แล้ว

      Dhanyabad bhai

    • @vikrampatra3282
      @vikrampatra3282 2 ปีที่แล้ว +1

      Sarkar dhyan dele tanka bepar budiba

  • @ajambarsabar6528
    @ajambarsabar6528 2 ปีที่แล้ว

    ଆପଣଙ୍କ ଞାନ ଈଶ୍ବରକଂ ଦାନ ନଭାବ ସାନ ତୁମେ ମହାନ ✌️✌️✌️✌️✌️ଧନ୍ୟବାଦ

  • @anilkumargouda9707
    @anilkumargouda9707 2 ปีที่แล้ว +55

    ପ୍ରଦୂଷଣ ମୁକ୍ତ ଭାରତ ଓ ଓଡିଶା ପାଇଁ ଏ ଏକ ନିଆରା ପ୍ରୟାସ ତେଣୁ ଓଡ଼ିଆଙ୍କ ପାଇଁ ଏ ଏକ ଗର୍ବ ଏବଂ ଗୌରବ ର କଥା ଭାଇ keep it up and do better | Please look into this Government of odisha and india it's Very Good idea and good work for our inverment.so request to all and medias please support him and share.

    • @pravashsahoo4129
      @pravashsahoo4129 2 ปีที่แล้ว

      ଭାଇ ଏହା ପ୍ଲାଷ୍ଟିକ ପରିବର୍ତେ ଏକ ସଲଫର ନାମକ ରାସାୟନିକ ଦ୍ରବ୍ୟ ଯାହା ଆହୁରି କ୍ଷତିକାରକ ।

  • @GotiMuktiAndolan_Odisha
    @GotiMuktiAndolan_Odisha 2 ปีที่แล้ว

    ଅଶେଷ ଅଶେଷ ଧନ୍ୟବାଦ ସୁନ୍ଦର ଉଦ୍ଭାବନ ପାଇଁ

  • @jayashree10000
    @jayashree10000 2 ปีที่แล้ว +38

    ମୁଁ ବହୁତ ଖୁସି ହେଲି ଏ ଖବର ଶୁଣି. ଯା ହେଉ ଏଇ ମହାନ ବ୍ୟକ୍ତି ଜଣଙ୍କ polithin ର final solution ବାହାର କରିଦେଲେ. ଏବେ ଏ ଦୁନିଆରେ polithin ର ପାହାଡ଼ ଆଉ ରହିବନି କି ଆଉ ପରିବେଶ ନଷ୍ଟ ହେବନି. ଦୁଇପଟେ କାମ ହେଇଯିବ.

  • @susantbehera2276
    @susantbehera2276 2 ปีที่แล้ว +21

    ଓଡ଼ିଶାରେ ହିଁ industry କରା ଯାଉ।ଆମ ଓଡ଼ିଶା ବାସି ଉପଭୋଗ କରିପାରିବେ ଆଉ ପେଟ୍ରୋଲ ଦର ବୃଦ୍ଧି ରୃ ବଞ୍ଚିତ ହେବେ ।

  • @manasranjanmohanty3270
    @manasranjanmohanty3270 2 ปีที่แล้ว +44

    ଓଡିଶାର ଗର୍ଵ ଓ ଗୌରବ ହେଲେ ଗୁଗୁରାଟ ବେପାରୀ ମୋଦି ଶାହା ଅମ୍ବାନୀ ମରିଯିବେ ଖାଇବାକୁ ପାଇବେନି 🙏👍👍👌

  • @birendramajhi6569
    @birendramajhi6569 2 ปีที่แล้ว

    BirendraMajhi
    ଏହି ପ୍ରକ୍ରିୟା କୁ ସରକାର ଧ୍ୟାନ ଦେବା ଦରକାର

  • @RDchannel-i7c
    @RDchannel-i7c 2 ปีที่แล้ว +61

    Insan ki talent ko respect dena chahiye or us insan ko sapoot karna chahiye 👍👍🔥🔥👌👌

  • @tripatimahantymahanty9670
    @tripatimahantymahanty9670 2 ปีที่แล้ว +41

    Salute to you, the great scientist.

  • @ramkisnakaliyug748
    @ramkisnakaliyug748 2 ปีที่แล้ว

    Ap jio hazaron saal... Govt tharu mote sahajya magantu nahi.. jay hind. Jay Odisha

  • @Mrgandu-4
    @Mrgandu-4 2 ปีที่แล้ว

    Bahut bhala lagila Jay jaganath Madichala

  • @srittamraut9999
    @srittamraut9999 2 ปีที่แล้ว

    ଧନ୍ୟବାଦ ଭାଇ ।ଆଗକୁ ଏମିତି ମାଡିଚାଲ ।ପରିଶ୍ରମ ର ଫଲ ନିଶ୍ଚୟ ମିଲିବ ।ଜୟ ମାଆ ମାଣିକେଶ୍ବରି ।

  • @blbapi2025
    @blbapi2025 2 ปีที่แล้ว +2

    ଭାଇ ଏହୀ ପ୍ରକ୍ରିୟା ବୋହୁତ ଭଲ,,,,, ପରିବେଶ ମଧ୍ୟ ସଫା ରହିବ ଏବଂ ଆମେ ଲାଭବାନ ବି ହେବା,,, ଏମିତିରେବି କିଛି ଭାଇ ଗାଡ଼ିରେ ପାଣି ପୁରେଇ ବି ଗାଡି ଚଲେଇବା ଦେଖିଛନ୍ତି କିନ୍ତୁ,,, ଏସବୁ ସରକାର୍ ଧ୍ୟାନ ଦେବେନାହିଁ କାରଣ ସରକାର ଙ୍କ tax ମିଳିବା ବନ୍ଦ ହେଇଯିବ,,, ଯାହାକି ଦେଶର ଅର୍ଥ ନୀତି ଉପରେ ପ୍ରଭାବ ପଡ଼ିବ 👍👍👍

  • @enkamadhi9801
    @enkamadhi9801 2 ปีที่แล้ว +2

    ବହୁତ ବହୁତ ଧନ୍ୟବାଦ ସାର। ଏହା କୁ ଅଧିକ ମାତ୍ରାରେ ବିକାଶ କରି ଡିଜେଲ ଦର କୁ ହ୍ରାସ କରାଯାଉ।

  • @niranjanbehera7975
    @niranjanbehera7975 2 ปีที่แล้ว +68

    The highly qualified Chemical Engineers should come up to sponsor this boy for more research on this field. *ପଲିଥିନ ଆବର୍ଜନା ଓ ପର୍ଯ୍ୟାବରଣ ପ୍ରଦୂଷଣ* ରୁ ମୁକ୍ତି ମିଳିବ ।

    • @sachikantasahoo6981
      @sachikantasahoo6981 2 ปีที่แล้ว

      No
      Danger
      Many times this has happened and later those inventor disappeared

    • @thecollection2902
      @thecollection2902 2 ปีที่แล้ว

      .......hele Air pollution b badhuchi

  • @bnirupama-592
    @bnirupama-592 2 ปีที่แล้ว +3

    ଖୁବ ସୁନ୍ଦର, ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ ।ଏଥିପ୍ରତି ସରକାର କିମ୍ବା ତୈଳ ଉଦ୍ୟୋଗୀ କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା ।

  • @kbchannel9436
    @kbchannel9436 2 ปีที่แล้ว +26

    ସରକାର ଯଦି ଧ୍ୟାନ ଦେବେ ସବୁ ହେଇପାରିବ ଜୟ ଜଗନ୍ନାଥ

    • @ramkisnakaliyug748
      @ramkisnakaliyug748 2 ปีที่แล้ว

      Sarkar nele 200 tanka heijiba petrol . All are corrupted...in govt..

  • @tapannayak4187
    @tapannayak4187 2 ปีที่แล้ว

    ପଲିଥିନ୍ ପେଟ୍ରୋଲିୟମ ପ୍ରଡକ୍ଟ ଜଟଣୀ ର ଗର୍ବ

  • @tapankumardas8427
    @tapankumardas8427 2 ปีที่แล้ว +1

    ଛୋଟ ବୁଦ୍ଧିରେ ବଡ଼ ଉଦ୍ଭାବନ!!! ସରକାର ଶୀଘ୍ର ଏଥି ପ୍ରତି ଧ୍ଯାନ କେନ୍ଦ୍ରୀତ କରିବା ଆବଶ୍ଯକ। ଏହା ବହୁତ ବଡ଼ ସଫଳତା ଓ ଉପକାରୀତା। ଉଦ୍ଭାବନ କରିଥିବା ଭାଇଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଛୁ। 🙏🙏

  • @SaiOfficialVlogs
    @SaiOfficialVlogs 2 ปีที่แล้ว +2

    🙏ଅଳ୍ପ ବିଦ୍ୟା ବଡ଼ ଭୟଙ୍କର 🙏

  • @abhay-sg7xn
    @abhay-sg7xn 2 ปีที่แล้ว +39

    In Science Prectrol formula is - CnH2n+2 & Polyethylene is - (C2H4)n It is possible in laboratory but....... this boy is 👌👌👌👌👌👌

    • @my_ENGLISH_SCHOOL
      @my_ENGLISH_SCHOOL 2 ปีที่แล้ว

      Real inventer he is

    • @sanjayakumar3695
      @sanjayakumar3695 2 ปีที่แล้ว

      Not inventor, this work is already done by some NGO

    • @dksgkcet
      @dksgkcet 2 ปีที่แล้ว

      Write down the spelling of petrol correctly

  • @sanjeebkumarhembram8046
    @sanjeebkumarhembram8046 2 ปีที่แล้ว

    Bahut badhiya Katha......

  • @upendrabeja7145
    @upendrabeja7145 2 ปีที่แล้ว +4

    ଓଡିଶା ସରକାରଙ୍କୁ ମୋର ଅନୁରୋଧ ୟାଙ୍କୁ ଭାରତ ରତ୍ନ ପୁରସ୍କୃତ କରନ୍ତୁ

    • @mohansundarnaik117
      @mohansundarnaik117 2 ปีที่แล้ว

      Atesighra Bharat Ratna,ago adisharatna,bjp rajya tela Ret kameileni ,odisharajyare bijuli baharuchhi hele dilhire free hauchhi,sala odishare palthinru petral baharakaribapai karakhhana basaile dilhire petral free hoijiba,balaheba

  • @lipudas252
    @lipudas252 2 ปีที่แล้ว +30

    ବହୁତ ଭଲ କାମ

  • @Jaybajarangbali1
    @Jaybajarangbali1 2 ปีที่แล้ว

    ବହୁତ ଭଲ ଓଡ଼ିଶା ର ଗର୍ବ ମାଡି ଚାଳ

  • @nepalpatra6297
    @nepalpatra6297 2 ปีที่แล้ว +1

    Heartly,, thanks bhaena...... Bahut bhala.......

  • @EExpertise077
    @EExpertise077 2 ปีที่แล้ว +4

    All is well with all the best, ଧନ୍ୟ ତମ ଜୀବନ , ଜୀବନରେ ବହୁତ ଉନ୍ନତି କରିବ

  • @manojagrawal4471
    @manojagrawal4471 2 ปีที่แล้ว +23

    Eita real petrol baharuchhi.Rs..70 price rakhichhanti.Trial run sarichhi, bikere 30 km chaleichhanti.Ye odisha ra scientist, Sakala pahile Odisha government/Central government recognition debapain badhya hebe.
    Congratulation bhaina.,for your new invention.

  • @Bandeutkaljanani
    @Bandeutkaljanani 2 ปีที่แล้ว +9

    ଜୟ ଜଗନ୍ନାଥ ⚫‼️⚫
    ବହୁତ ବଢିଆ ଆବିଷ୍କାର 👌👍👏👏👏
    Govt କିଛି ପଦକ୍ଷେପ ନେବା ଦରକାର୍ 🙏
    Big media should cover this news🇮🇳

  • @sangrambiswal6375
    @sangrambiswal6375 2 ปีที่แล้ว +4

    ବହୁତ ବହୁତ ଧନ୍ୟବାଦ୍ ଅଜୟ ବାବୁ ଆପଣଙ୍କ ପ୍ରଚେଷ୍ଟା ଯୋଗୁଁ ଆଜି ଆମ ଦେଶ ସୁଧୁରିଯିବ । ଆହୁରି ଚେଷ୍ଟା କରନ୍ତୁ ଆମେ government କୁ ଏ ବିଷୟରେ ଜନେଇବୁ ନ ହେଲେ ନିଜେ investment କରିବୁ 🙏

  • @akashmurmu_official
    @akashmurmu_official 2 ปีที่แล้ว +9

    ପ୍ରଥମେ ଏଇ ଆଇଡ଼ିଆ ଟାକୁ ପେଟେଣ୍ଟ କରିନିଅ ନହେଲେ ପରେ ବାଳ ଥିବ ନା ସଂପାପୁଡି ଖାଇବ. ଆଉ ଶାର୍କ ଟେଂକ କୁ ଯାଅ ଇନଭେଷ୍ଟ ପାଇବ

    • @himansusekhardas9749
      @himansusekhardas9749 2 ปีที่แล้ว

      Odia shabdajaka bhul lekhichha.By the way Shark tank kouthi achhi ?

    • @akashmurmu_official
      @akashmurmu_official 2 ปีที่แล้ว

      @@himansusekhardas9749 ଏଇଥିପାଇଁ ତ ଓଡିଶା ପଛରେ th-cam.com/video/Lte9jBIOkeE/w-d-xo.html

  • @sushant8902
    @sushant8902 2 ปีที่แล้ว +1

    Bahot Dina pare gote good news sunibaku milila..jaha hau bhai..Bhai tame bahot agaku jiba..🙏🙏🙏

  • @goutamgoutam1499
    @goutamgoutam1499 2 ปีที่แล้ว

    Bahuta bhal bhai Mahan kama super bhai mindgloing news

  • @madhabnayak8361
    @madhabnayak8361 2 ปีที่แล้ว +1

    Great, patent କରାଜାଉ ନହେଲେ ବିଦେଶୀ ମାନେ ଚୋରି କରି ନେବେ

  • @umakantarohidas8554
    @umakantarohidas8554 2 ปีที่แล้ว +2

    Thanks brother intelligence boy support karantu odisha sarakar bhai ra parisram ra phala milu

  • @subashchandrakar3170
    @subashchandrakar3170 2 ปีที่แล้ว

    Salute bhai loka jemiti tamaku sara jibana jhuribe

  • @mithunartsline7207
    @mithunartsline7207 2 ปีที่แล้ว +6

    ଏହି process ପାଇଁ ବଡ Company ଓଡ଼ିଶା ରେ
    ବନାଯିବା ଉଚିତ୍/

  • @balungatoka6002
    @balungatoka6002 2 ปีที่แล้ว +4

    Very very appreciation and rewardable

  • @rohitbhoi8893
    @rohitbhoi8893 2 ปีที่แล้ว

    Bahut bahut dhanyawad Bhai

  • @RDtvProduction2024
    @RDtvProduction2024 2 ปีที่แล้ว +1

    ଭାଇ ତୁମକୁ ୧୦୦ ଜୁହାର 🙏🙏🙏

  • @harpalmusic
    @harpalmusic 2 ปีที่แล้ว +2

    Thank you.🙏🙏🙏.you are great son of Odisha India world.salute your braveness,intelligence.

  • @jaybajrangwali758
    @jaybajrangwali758 2 ปีที่แล้ว +14

    Plastic is a petroleum product , when it is melted at a high temperature it's being gas, petrol & other product , it's depend upon in processing cost . It's a good idea for environmental clean

  • @girishchandramishra3966
    @girishchandramishra3966 2 ปีที่แล้ว +6

    Very well coming innovation government should must look after this seriously.

  • @satyabratamohanty7750
    @satyabratamohanty7750 2 ปีที่แล้ว +1

    ଧନ୍ୟବାଦ ।

  • @SaeedKhan-ni1jl
    @SaeedKhan-ni1jl 2 ปีที่แล้ว

    Very good vhai Odisha ra gurab

  • @ramraibandia1070
    @ramraibandia1070 2 ปีที่แล้ว

    You are right 👍👍👍

  • @kartikabariha6881
    @kartikabariha6881 2 ปีที่แล้ว +1

    ବହୁତ୍ ଭଲ

  • @LamaCreations
    @LamaCreations 2 ปีที่แล้ว

    Outstanding bhai👍👍👌👌👌💕🌹💖💖💖❤❤great👍👍👌👌👌

  • @mpbmusicentertainment8667
    @mpbmusicentertainment8667 2 ปีที่แล้ว +1

    ଆମ ଓଡ଼ିଆ, ଭାରି ବଢିଆ l

  • @kishanraika7462
    @kishanraika7462 2 ปีที่แล้ว

    Wawo bhaut badia karucha thank you

  • @manarakathamokabita176
    @manarakathamokabita176 2 ปีที่แล้ว +1

    Khub sundar swagatajogya prayas antararu dhanyabad💕

  • @sachikantasahoo6981
    @sachikantasahoo6981 2 ปีที่แล้ว +1

    TH-cam ରେ ମୁଁ ଏହା ଦେଖିଚି ଆଗରୁ
    ବହୁତ ଭଲ ଲାଗିଲା ଏହା ଦେଖିକି
    ଆମ ଓଡ଼ିଆ ପିଲା ଏହା କଲା ବୋଲି

  • @susantsusant1041
    @susantsusant1041 2 ปีที่แล้ว +11

    bhai tamara a budhi aau kausal ku mo taraf ru bahut bahut dhanyavaad baad aau mora asha bharasa ki a agami dinare sara odisha bi tamara a kama ku grahana karibe aau tame bi agaku development kariba. thanks bhai

  • @action3730
    @action3730 2 ปีที่แล้ว

    Salute bhai l proud of you exlent God bless you bhai

  • @durgaprasadpattnaik4002
    @durgaprasadpattnaik4002 2 ปีที่แล้ว +1

    Bahut badhia

  • @dipi867
    @dipi867 2 ปีที่แล้ว

    Very very very good job

  • @abinashsamantaray2847
    @abinashsamantaray2847 2 ปีที่แล้ว

    ଦୟାକରି ସରକାର ୟା ପ୍ରତି ଧ୍ୟାନ ଦିଅନ୍ତୁ ....ପେଟ୍ରୋଲ ଦାମ୍ କମିବ ...... ପରିବେଶ ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ହବ ...... Great Job bhai.........🙏

  • @jayantasena1087
    @jayantasena1087 2 ปีที่แล้ว

    Thank u bhai odisha government help karantu

  • @subransir1825
    @subransir1825 2 ปีที่แล้ว +2

    U r a jinious bro tq very much

  • @lokanathmaharana8842
    @lokanathmaharana8842 2 ปีที่แล้ว

    Super duper bhai👍👍👍 thanks khusi lagila

  • @childofgod279
    @childofgod279 2 ปีที่แล้ว +1

    ଭାଈ ତୁମେ ଓଡ଼ିଶାର ଗୌରବ 🙏😊😊
    God bless you 🙌🙌🙌

  • @nibaranlenka3900
    @nibaranlenka3900 2 ปีที่แล้ว

    Bhai ambman bahut khushi🙏🙏🙏🙏🙏🙏🙏🙏

  • @my_ENGLISH_SCHOOL
    @my_ENGLISH_SCHOOL 2 ปีที่แล้ว +1

    You are genious

  • @khansalir1231
    @khansalir1231 2 ปีที่แล้ว

    Jay jagannath vai ra pryas safal heo pora des pai prerna deichnti 👍👍👍👍🙏🙏🙏🙏

  • @daringboy5609
    @daringboy5609 2 ปีที่แล้ว +1

    Very good👌

  • @jharanabehera3974
    @jharanabehera3974 2 ปีที่แล้ว +8

    So nice sir...👍👍

  • @pravasswain2490
    @pravasswain2490 2 ปีที่แล้ว

    Outstanding Brother

  • @aloknayak7512
    @aloknayak7512 2 ปีที่แล้ว

    Best of the lock very good👍 tq odisha

  • @Allodiavideo123
    @Allodiavideo123 2 ปีที่แล้ว

    You are great brother. So happy. ଆଗକୁ ମାଡି ଚାଲ.

  • @straylife19
    @straylife19 2 ปีที่แล้ว +1

    Bhai bahut badhia initiative..kicchi dina tale gote video dekhithili Maharashtra re swami stree duijana waste ru energy conversion karuchanti..ebe ama odisha re dekhiki bahut khusi laguchi..loka mane kain believe karunahanti je polythene ru petrol diesel bahariba.. plastic ta petroleum product..so reverse plastic ru petroleum hin bahariba..apana agaku madichalantu..good work 🙏🙏

  • @riteshkumardakua3641
    @riteshkumardakua3641 2 ปีที่แล้ว

    Bahut badhiya bhai sarkar shaport darkar

  • @ravanamulymohanty5859
    @ravanamulymohanty5859 2 ปีที่แล้ว

    Bhala lagila
    Odisha re new talent 👃👃👃👍👍👍

  • @harpalmusic
    @harpalmusic 2 ปีที่แล้ว

    Succes Paila pare neta mananka dhadi lagijiba.apana nijara Nija paribara ra Nija gaon Ra nijya rajya Ra Naa Ku uparaku karithibaru dhnyabad.Real hero real man of Odisha.

  • @Sminu109
    @Sminu109 2 ปีที่แล้ว

    Heba darakara bhai thanks and great created

  • @hrusikeshjena5377
    @hrusikeshjena5377 2 ปีที่แล้ว +11

    It's basically a recycling process because polythene in turn a petroleum product. Good job bhai.

  • @gajarajbabu6771
    @gajarajbabu6771 2 ปีที่แล้ว +12

    Aita purification and tax misile 200 ru adhikaa heba.

  • @my_ENGLISH_SCHOOL
    @my_ENGLISH_SCHOOL 2 ปีที่แล้ว +10

    Scientists are like this...he needs more and more scope for experimentation ..finance support is essential for him

  • @sambhunathbehera
    @sambhunathbehera 2 ปีที่แล้ว

    Thank you Bhai God bless you bhai

  • @nilubrother4587
    @nilubrother4587 2 ปีที่แล้ว

    Bahut badhia tecnology
    hele shince aku acsept kareba darkar

  • @sugyanpanigrahi435
    @sugyanpanigrahi435 2 ปีที่แล้ว +1

    Bahut Bhadiya

  • @nityananda8558
    @nityananda8558 2 ปีที่แล้ว

    ବହୁତ୍ ବଢ଼ିଆ ଅଜୟ ବାବୁ

  • @gopinathsingh8217
    @gopinathsingh8217 2 ปีที่แล้ว

    ସୁଦର କାମ

  • @IMeanSujit
    @IMeanSujit 2 ปีที่แล้ว

    You are great Bhai

  • @manasdas9925
    @manasdas9925 2 ปีที่แล้ว +2

    Jay jagannath 🙏

  • @skspri
    @skspri 2 ปีที่แล้ว

    Great.. Nice invention.. Salute Ajaya Bhai

  • @lokanathbehera8577
    @lokanathbehera8577 2 ปีที่แล้ว +3

    Great job 🙏 JAY JAGANNATH 🙏

  • @sanjaykumarjena4321
    @sanjaykumarjena4321 2 ปีที่แล้ว

    Good job bhai

  • @sashibhusanapalai9013
    @sashibhusanapalai9013 2 ปีที่แล้ว +8

    This idea should be promoted by govt. Of odisa and bring this to its great level . Research level should be high .

  • @Creativeschoollife
    @Creativeschoollife 2 ปีที่แล้ว

    ଦିନେ ଖୋର୍ଦ୍ଧା ହେବ ପଲିଥିନ୍ ମୁକ୍ତ ଅଞ୍ଚଳ great
    Bhaina tomo Idea

  • @munathewriter1234
    @munathewriter1234 2 ปีที่แล้ว +1

    Great boy really we are science student but we don't do it but he is real hero

  • @pitamrandhari7997
    @pitamrandhari7997 2 ปีที่แล้ว

    👍👍👍great job

  • @luchanjhankar9687
    @luchanjhankar9687 2 ปีที่แล้ว

    Aje Bhai jay jaganath bahutt aagakujaa

  • @officialmamuli2232
    @officialmamuli2232 2 ปีที่แล้ว

    jay jagannath tam. ku ....❤❤bhala re rakhantu.....telanted boy....jay hind

  • @TUKUOFFICIAL3205
    @TUKUOFFICIAL3205 2 ปีที่แล้ว +1

    Congratulations bro👏🎉 bahut khusi khabar odisa & All India paei

  • @balakrushnahotta5091
    @balakrushnahotta5091 2 ปีที่แล้ว +9

    Petrol polythene both are hydrocarbons so it is absolutely true