ସାରଙ୍ଗି ଘୁଡ଼କା ତାଳେ ସମ୍ବଲପୁରୀ ଗିତ@ Kendara Sarangi & Ghudka Music @ Ghupkudu Music / Samir Nag
ฝัง
- เผยแพร่เมื่อ 6 ต.ค. 2024
- "KIRTAN WORLD" Details :-
Gmail - kirtanworld83@gmail.com
Instagram - _alekhrout (KIRTAN WORLD)
Facebook - / alekhrout83
"Kirtan World" Biography -
• Biography of Kirtan W...
Plz "SUBSCRIBE" our Channel & click the "BELL" icon for the Latest Video
#kirtanworld
#SamirNag
#RanjitaNag
ବହୁତ୍ ସୁନ୍ଦର୍ ଜୁହାର ଭଗବାନ ଭଲେ ରଖିଥାଉଁନ୍ ଇ ଦୁଃଖୀ କଳାକାର ମାନକୁ
ଏମାନେ ହେଉଛନ୍ତି ପ୍ରକୃତ କଳାକାର ଯିଏକି ଲୋପ ହେବାକୁ ଯାଉଥିବା କଳାକୁ ବଞ୍ଚାଇ ରଖିଛନ୍ତି ।
ଭଗବାନ ତାଙ୍କରି ମଙ୍ଗଳ କରନ୍ତୁ ।
ଜୟ ରାଧେ ରାଧେଶ୍ୟାମ ।
Just
76
Very good
ପୂରାତନ ବାଦ୍ଯଜନ୍ତ୍ର କୁ ଏମାନେ ବଞ୍ଚାଇରଖି ଆମ ପାଖରେ ପହଞ୍ଚାଇ ପାରିଥିବାରୁ ବହୁତ ଧନ୍ଯବାଦ |
ଘଡ଼ୁକା ସାଙ୍ଗେ କେନ୍ଦରା ପରିବେଷଣ ଅତି ସୁନ୍ଦର ଲାଗୁଛେ ହୃଦୟରୁ ଧନ୍ୟବାଦ ଜୟ ଶ୍ରୀ ରାଧେ ରାଧେ
ରାଧେ ରାଧେ ସାର୍
ଏହି କଳାକାର ମାନଙ୍କୁ ଶହେ ଜୁହାର ପ୍ରକୃତ କଳାକାର କୁହା ଯିବା exelent
ସତରେ ଏମାନେ ସବୁ କଳାକାର ଠାରୁ ଭିନ୍ନକ୍ଷମ ବୃହତମ କଳାକାର
କଣ ଆଉ କମେଟ ମାରିବା ସେମାନେ ତ ହାତ ହଲେଇଲେ ବାଜୁଛି ସୁନ୍ଦର ଭାବେ ।ଭଗବାନ ଙ୍କ କୃପାରୁ ସବୁ କିଛି ସମ୍ଭବ ।ଏମିତି କେତେ କଳାକାର ଲୁଚି ରହିଛନ୍ତି ।
🌹
Actually real artist .ଏ ଭଳି ବହୁତ କଳାକାର ଲୋକ ଲୋଚନ କୁ ଆସି ପାରୁନାହାନ୍ତି।ଆପଣଙ୍କ ଚାନେଲ ଯୋଗୁଁ ଦେଖିପାରିଲୁ ସେଥିପାଇଁ ବହୁତ ଧନ୍ୟବାଦ
Thank You Sir
ବହୁତ ବତ଼ିଆ ଜୟକଳା🙏🙏
ଷ୍ଟାର୍ ମାନଙ୍କ ମଧ୍ୟରେ ଏହା ମହାନ୍ ର ପରିଚୟ ଦେଉଛି ।
ଏଇମାନେ ହିଁ ପ୍ରକୃତ କଳାର ଅଧିକାରୀ। ଏମାନଙ୍କ ବୃତ୍ତି ହିଁ କଳା ଏମାନଙ୍କ କଳା ବେପାର ପାଇଁ ନୁହେଁ,,,,
Bahut Dhanyabad ,,,kirtan world ,,,ku Samaj bhitare haji jai thiba,, A kalakar mananku,, loka nka samna ku Ani ba gotia MAHAN, karyakrama,,, god bless you sir,,, Kirtan bahak bulu,, Silati,,,,,
Thank You Bulu Sir
ବହୁତ ବଢିଆ
Heart touching music & Lukijauthibar kalakar manku khujikari anuthibar lagi Bahut dhanyabad, juhar.....
Thank you Dilesh bhai
ବହୁତ ଶୁଦର ବଜା ଉଛ ନ୍ତି ଧନ୍ୟବାଦ ତୁମ ସମସ୍ତେ ଙ୍କ କୁ
I am speechless. Salute them. Proud of odisha
ବହୁତ ବହୁତ ବଢିଆଁ, ସୁପର 👌👌👌ଜୟ କୋଶଲ 🙏🙏🙏
କଳାକାର ଭାଇ ଓ ଭଉଣୀ ମାନଙ୍କର ମହାନ ଗୁଣଗୁଡିକୁ ପରିପ୍ରକାଶ ନିମିତ୍ତ ସମସ୍ତ ପ୍ରକାର ସୁ ସୁଯୋଗ ଦିଆଯାଉ ଓ ସେମାନଙ୍କୁ ଊସ୍ଛାହିତ କରାଗଲେ କଳାକାର ଜଗତ ଆଲୋକିତ ହୋଇପାରନ୍ତା ଆହୁରି ମନୋମୁଗ୍ଧକର ହୋଇପାରନ୍ତା ଜଗତର ବହୁତ କଲ୍ୟାଣ ହୁଅନ୍ତା . ସାବାସ ଓଡିଶା ଓ ସବାସ ଭାରତ . ଅନେକ ଅନେକ ଶୁଭେଚ୍ଛା ସହ ଅଭିନନ୍ଦନ ଧନ୍ୟବାଦ
We proud of with that artist I proud of my Odissa..... great Odissa
100 juhar. Asali kalakar🙏🙏🙏🙏🙏...
ଜୟ କଳା କାର ଜୟ ମା ସମଲେଇ ଓଡିଶା ଆଉ ଓଡ଼ିଆ ସଂସ୍କୃତି ଆଉ ଆମ ବାଦ୍ୟ ଯନ୍ତ୍ର ର ଅପୂର୍ବ ଉପହାର ବାଦକ ଭାବରେ ମୋ ଚିର ନମସ୍ୟ ।
E kalakar manku mor koti koti juhaar.Mind blowing.👍👍👍👍👍👏👏👏👏👏👏👍👍👍
Odisha govt should recognise these talents.Culutural Deptt should take necessary initiative to help these talents.
ହିନ୍ଦୁ ସଂସ୍କୃତି ର ଗର୍ବ ଏବଂ ଗୌରବ ଯାହା ଶୁଣିଲେ ଦୁଃଖ କଷ୍ଟ ଭୁଲି ଯିବ।
Right sir
Jaha heu ebebi banchi rai6i aama kala sanskruti... Thank you sir
ବହୁତ ଖୁସି ଲାଗିଲା ଧନ୍ୟବାଦ୍
🙏🙏🙏🙏🙏🙏
Jay maa Koshl 🙂
Atisundar bajana👌
🤘Excellent sung🏅
Jay jagannath 🙏🙏🙏🙏🙏.. apana mananka pain aji jae odiashare kala sankruti achhi apan mananku 🙏🙏🙏🙏🙏🙏
କଲା ଏକ ଚାରି ଦିଗର ମହକ ଧାରା !
ସେହି ନିଶାରେ ସ୍ୱୟଂ ଦେବାଦେବୀ ଅଧୁରା !!
ସବୁ କଲାରେ ଥାଏ ବୃହତ୍ତମ ରହସ୍ୟ !
ମିନତୀ କରୁଛି ଆଗକୁ ଯିବ ଆବଶ୍ୟ !!🙏🙏🙏
Thank you for kirtan world youtube channel ଆମ୍ଭ ମାନଙ୍କ ପାଇଁ ଏମିତି ସବୁବେଳେ ନୂଆ ନୂଆ ପ୍ରତିଭା ଦେଖାଉ ଥିବାରୁ..
ମୁଁ ଆପଣଙ୍କ ସହିତ ଏମିତି ଜୋଡିତ ହୋଇ ରହିଥିବି ସବୁବେଳେ ଆଉ ମୋର ବିଶ୍ୱାସକି ଆପଣ ଆମ୍ଭ ମାନଙ୍କ ପାଇଁ ସବୁବେଳେ ନୂଆ ନୂଆ ଏକ ପ୍ରତିଭା ଦେଖାଇବେ... 🙏🙏🙏🙏🙏🙏
ହୃଦୟରୁ ଧନ୍ୟବାଦ୍ ସାର୍
ବହୁତ ବହୁତ ବହୁତ ସୁନ୍ଦର ଲାଗୁଛି,ଧନ୍ୟବାଦ
କି ସୁନ୍ଦର ପ୍ରତିଭା. ଏମାନଙ୍କୁ ଅତିଶୀଘ୍ର ସ୍ଟୁଡ଼ିଓ ରେ ଗାଇବାବୁ ସୁଯୋଗ ଦିଆଯାଉ
Thanks
Bahut sundar.....superb performance.....inborn quality
Great combination thanks for collecting this type of local folk song keep it top sir
ଓଲ୍ଡ ସମ୍ବଲପୁରୀ ଗୀତ ସାଙ୍ଗେ rimix
ବହୁତ୍ ବଢିଆ ଲାଗିଲା ଦାଦା
Special vala porformence
Radhe radhe 🙏 dada
ବହୁତ ସୁନ୍ଦର ଲାଗିଲା ଭାଇ
Video dekhi kari khus lagla dada.pura 1no.dada
ଦିପ ତଳ ଅନ୍ଧାର, ଏମାନଙ୍କୁ ସୁଯୋଗ ମିଳିଲେ ନିଶ୍ଚୟ କଳାର ଉନ୍ନତି ହେବ
Bahut sundar laguchhe❤❤❤❤ dil se love you😘😘😘😘
ଶହେ ରେ ଏକ୍ ଏନ୍ତା ଦେଖବାକେ ମଳଷି
ମାଗୋ ସମଲେଇ ଏମାନଙ୍କୁ ଶାହା ହ
ତାଙ୍କ ଭିତରେ ବହୁତ ଭଲ କଳା ଅଛି ଦୟା କରି ତାଙ୍କୁ ସାହାଯ୍ୟ କରନ୍ତୁ 🙏🙏🙏🙏🙏
So Nice
ହଁ... ଏହା ପୁରା ସତ
Ati Sundar 👌👌👌👍👍👍
ଲୋପ ପାଇ ଯାଉଥିବା ଲୋକ କଳାକୁ ଏଇପରି କିଛି ପରିବାର ବଞ୍ଚାଇ ରଖିଛନ୍ତି। ଏମାନଙ୍କ କଳା ଇଶ୍ଵର ପ୍ରଦତ୍ତ। ଅତି ସୁନ୍ଦର୍ ପରିବେଷଣ। ଲୋକଲୋଚନକୁ ଆଣି ଥିବାରୁ ଅଲେଖ ବାବୁ ଅଶେଷ ଧନ୍ୟବାଦ୍।
ଆପଣଙ୍କ ଆଶୀର୍ବାଦ ସାର୍
Salute to the family 🙏. Lack financial situation some artists can't come to open competition.
گ
Real artist.🙏🙏🙏
Bahut sundar... Brilliant..👌👌
So sweet. Bhagwan ehi mananku aasirbad Karun.
Old is gold, keep it for future generations,
Magnificent friends for doing famous hidden art of western odisa
ଏମାନେ ହିଁ ଆମ ସମ୍ବଳପୁରୀ ସଂସ୍କୃତିର ର ବାର୍ତାବହ
Nice, very wonderful. Speach less
ବହୁତ୍ ଭଲ ଲାଗୁ ଛେ👍👍👍👍🙄🙄
Great artist
🙏🙏👌👌👌👌 ବହୁତ୍ ସୁନ୍ଦର୍
Bahut Badia Kalakar amane Thank you vae..
Great artist really so impressive...
👍👍👍vry nice god bless you 🙏🏼🙏🏼🙏🏼
ଉଚ୍ଚ କୋଟିର କଳାକାର ।👌
ଧନ୍ୟବାଦ ଏନ୍ତା vdo ଲାଗି
Thank You Sir
They are the children of mother saraswati, beyond praise
ବହୁତ ଭଲ ଧନ୍ୟବାଦ
Thank you and love you kirtan world for this beautiful video.
Thank You Sir
@@CAPTAINWORLD most welcome 😘
ଖୁବ୍ ସୁନ୍ଦର ଧନ୍ୟବାଦ
Thanks to these artists.They are proud of Odisha.Government should help them.
Mor man khush hei gala taar saange aankhiru aansu tike bi baharilaa emaanku famous karbaar kaam bi aamku hi karbaar padbaa
Dhanyabad se 3 takalakarke👌👌👌
Bahut Sundar Kala dee chhan bhagaban 🌷🌷🌷
ବହୁତ ଭଲ ଲାଗିଲା
Very nice. So super....many many thanks with heartly.
ବହୁତ ଭଲଲାଗୁଛେ
ଏମାନେ ହେଉଛନ୍ତି ମହାନ କଳାକାର ତାଙ୍କୁ ଲୋକଙ୍କ ପାଖକୁ ପହଞ୍ଚାଇଛନ୍ତି ସେଥିପାଇଁ କିର୍ତ୍ତନ ଉଆଲ୍ଡ୍ ଆଜ୍ଞାଙ୍କୁ ବହୁତ ବହୁତ ଧନ୍ୟବାଦ🙏🙏🙏🙏
Thank You Sir
Supar se upar Jai Jagannath 🙏🙏🙏🙏🙏
ଲୁପ୍ତ ପ୍ରାୟ ଲୋକ୍ କଳା କୁ ସଂଗ୍ର ହ କରି ଲୋକ ଲୋଚନକୁ ଆଣିବା ପ୍ରୟା ସ୍ ପାଇଁ ଧନ୍ୟାବାଦ୍❤️
Thank You Sir
@@CAPTAINWORLD qaaqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqq
@@CAPTAINWORLD qqqqq
@@CAPTAINWORLD qq
Super 🙏🙏🙏🙏👍👍
No Words for Comments...Mind Blowing
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
Bahut bhal laguchhe👌👌👌
Thank u Mem
ବହୁତ ସୁନ୍ଦର
WHAT A MUSIC COMBINATION, REALY STRANGE, THANKS TO EVERYONE AND SPECIAL THANKS BROTHER FOR YOUR COLLECTION. 👌
Thank You dada
Bahut sundar 🙏
🙏🙏🙏🙏🙏🙏🙏🙏🙏
Attractive pure soul artist God bless you all of you
ବହୁତ ଭଲ ଲାଗୁଛି
Great..... great.... great....
Awesome mind-blowing
Real Artists.... But salute is not sufficient.. They need help.... Local administration should take care of them...
Bahut sundar kalara mahan sammisrana bahut sundar
Bahut val God gift paichha God bless u
Odisha ra garba emame jay jagannath
Super collection dada
Ah ah odisha matira puruna sankruti Ra Raksha karta .nice
Salute this artist
Real artist.good performance.
ଧନ୍ୟବାଦ ଭାଇ ଆମର ଇ ମହାନ କଳାକାର ମାନ୍ କୁ
Old is gold 🏆 music 🎶 forever dada
Bahut bhal lagla ..
#hareramcreation
Wow tume mane sathe Saraswati MAA Ra baradan tumku sahe juhara
Nice Maa samlei bhale rakhun sabkun
Bahut badhia 👌
Bahut sundar
Radheshyam
ବ ହୁ ତ୍ ଶୁ ନ୍ଦର୍ ଲାଗୁ ଛି
Bahut sundar 🙏🙏🙏🙏🙏