କେନ୍ତା କରି ଘୁଡକାକେ ଆଗକେ ନେଉଛନ୍ ସାନ, ବଡ ଆରୁ ଭାଉଜ
ฝัง
- เผยแพร่เมื่อ 22 พ.ย. 2020
- ‘ତାର୍ ଘୁବୁକୁଡୁ.. ଚାଙ୍ଗ୍.. ଚାଙ୍ଗ୍.. ’ ଗୀତର ପାରେ ଘୁଡକା ବଜା ଯେ ଶୁନିଛେ ସେ ଏକା ବୁଝିପାରବା ଯେ, ଇଟା ଲୋକକଲା ଆର ସାମାଜିକ୍-ସାଂସ୍କୃତିକ୍ ଜୀବନ୍କେ କେନ୍ ସ୍ତରକେ ନେଇପାରସି । ହେନ୍ତା ଆମର ପରମ୍ପରା ଆର ଲୋକଜୀବନ୍କେ ତାକଁର ଘୁଡକା ସାଙ୍ଗେ ଚାଙ୍ଗ୍ ଦେଇକରି ବଜେଇଦେଇଥିସନ୍ ବଡ,ସାନ ଆର ପାଲିଆ ଧରସନ୍ ଭାଉଜ । ଇ ଭିଡିଓନେ ଦେଖମା ସେମାନେ ତିନେହଁ ମିଶିକରି କେନ୍ତାକରି ଘୁଡକା ଜୀବନ୍ ମୁଲ କଲେ ଆର ଆଗକେ କେନ୍କେ ପୁହୁଞ୍ଚିବାରକେ ହେତୁ କରିଛନ୍ ଯେ ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍ର ପ୍ଲାଟଫର୍ମ
ଆଗକେ ବଢ୍ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on TH-cam, Like our page if you are on Facebook and Stay Connected with Awesome Videos In Sambalpuri!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
ବହୁତ ବଢିଆ ଓଡ଼ିଶା ର ସଂସ୍କୃତି ପରଂପରା ବଚାଂଇ ରଖିଥିବା ରୁ ଧନ୍ୟବାଦ
ବହୁତ ସୁନ୍ଦର କଳାକାର ଧନ୍ୟବାଦ, ଇଆମର ପଶ୍ଚିମଓଡ଼ିଶା କେବଞ୍ଚିଚ, ବହୁତ ସୁନ୍ଦର
ବହୁତ ବଢିଆ ଲାଗିଲା
ଜଏ ଗଁଡା ଜିନ୍ଦାବାଦ👍🏼👍🏼👍🏼
ପହେଲା ସାନ,ବଡ଼ ଆର କୁନି ବହୁଙ୍କୁ ସ୍ବାଗତ୍ ...
ବହୁତ ବଣିହାଁ ପାହାଟେ "ପହରା" (Tukel Power)
ଯେନ ଧାରା ନେଁ ଗୁର୍ଦୁଟେ ନିଁ ଜାନଲା କଥା ଯାନିଁ ହଉଛେ...ନୁକି ଯାଉଥିବାର କଲାକାର/କଲାକାରୀ କେ ଆମର ମୁହୁଁକେ ଆନୁଛେ...ଗୁର୍ଦୁ ଗୁର୍ଦୁ ଧନ୍ଯବାଦ "ପହରା" ପରିବାର କେ...! ଇ ପହରା କେତନି କେତେ ଆଗକେ ବଢ଼ୁ ଏତକି ମାଁ ସମଲେଈ ର ପାହାତଲେ ଗୁହାରୀ...।
...Jae ho Tukel Power...
ବହୁତ ଭଲଲାଗିଲା ତୁମମାନଙ୍କୁ ଦେଖି କରି ଆଉ ଶୁନିକରି।ମା ସମଲେଇ ତୁମରମାନଙ୍କର ମଙ୍ଗଲ କରୁନ୍
ଭାଉଜ ଅତି ସୁନ୍ଦର
, ବହୁତ ବହୁତ ସୁନ୍ଦର ଳାଗୁଛେ..ଲୋକ କଳା ଓ ସଂସ୍କୃତି କେ ବଞ୍ଚାଇ କରି ରଖି ଥିବାରୁ ଧନ୍ୟବାଦ
ବହୁତ ସୁନ୍ଦର।ସାନ ବଡ଼ ଓ ଭାଉଜଙ୍କୁ ବହୁତ ଧନ୍ୟବାଦ।ମାଁ ସମଲେଶ୍ବରୀ ର କରୁଣାରୁ ବହୁତ ଆଗକୁ ଯାଅ।👌❤️
Nice.....
ବହୁତ୍ ବଢିଆ ଆଙ୍କରି ସୌତା sister
ଅତି ସୁନ୍ଦର
Bahuta. Sundara. Bhaina. 🙏♥️dhanyabada.
Jay maa samalei 🙏🙏🙏 bhaut bhal laguche enta sabu din lok manku khu karuthiba
Bahut sundar heichhe
ଆମର୍ ସମ୍ବଲପୁର ର୍ କଳା ସଂସ୍କୃତି ବହୁତ ଲୁଭନିଆ❤
କାଏଁ ବଲି ଧନ୍ୟବାଦ ଦେମି ତମକୁ ମାନଙ୍କୁ ଦଦା ଭାଉଜ ତମେ ମାନେ ଆମର୍ କଳା ସଂସ୍କୃତି କି ବଚେଇ କରି ବହୁତ ବଡ୍ କାମ୍ କରିଛ। ମାଁ ସମଲେଇ ଆଉ ମାଁ ପାଟଣେଶ୍ବରୀ ତମର୍ ଉପରେ ସବୁବେଳେ ଆଶିର୍ବାଦ୍ ଦଉଥାଉନ୍🙏
Bahut sundar bhagvan tumar mangal karut.
God bless you daa aau bhauja
ଖଡ଼ିଆଳ ମହୋତ୍ସବ ରେ ଧମାକା ହେଲା ଦାଦା ❤❤❤❤❤❤❤😂😂 ସାନ ବଡ best dance and son ghuduka bawa❤❤❤❤❤❤
Thank you God bless you very nice song.
e he bua........ ita hi sundar
Great family..great team....Jai maa samalei.....God bless you all....Superb🙏🙏🙏🙏🙏🙏Bahut bhal lagla ...Jai Paharaa...Jai hind
Bahut badhia lagla ghudka Kala is verry nice it is our western Kala ghudka.pahara chenalke dhanyabad nua nua kalakar dekhabe eta mor tarfu Anuradha ay.
ସାନ ବଡ ଭାଇ ଭାଉଜ super ବହୁତ ସୁନ୍ଦର ଜଗନ୍ନାଥ କରନ୍ତୁ ଆହୁରି ଆଗ କୁ ଯାଅ
Hemanta Bagarty Odisha Balangi black shainta tikrapara 18 bar shar dute garip pari bar rar chashi pila Tamar video 10 February re degh ni aru bahut bhal lagh la love video 👍👍👍👍👍👍👍👍👍👍👍👍👍👍
Bahut badhia lagla... 👍 👍 👍
Super hit da da bohu I liked
Good job bada sana. Amar sanskuruti enta raki thaya
Owo verry nice song ❤❤❤❤
Bahut sundar puruna badyaku banchai rakhithibaru tinijananku DHANYABAD
ଭାଉଜ ତ ଗୋଟେ ସିଙ୍ଗର ହେବାର୍ କଥା ❤❤❤
Jai tusra... 👍... Suppppp
Bahut Sundar dada
ପହଁରା କେ ମୋର୍ ଜୁହାର ।
ବହୁତ ଭଲ ଭଲ ପ୍ରୋଗ୍ରାମ୍ ମାନେ ଆପଣଙ୍କର ତରଫରୁ ଦେଖ୍'ବାର କେ ମିଳୁଛେ ।
ମୋର୍ ଗୁଟେ ଅନୁରୋଧ୍ ଜେ ପଶ୍ଚିମ ଓଡିଶାର କଳା ସଂସ୍କୃତି କେ ବଞ୍ଚେଇ କି ରଖିଥିବା ସୁନାମ ଧନ୍ୟ ଦଣ୍ଡ କଳାକାର ଶ୍ରୀ ଜଶୋବନ୍ତ କୁମ୍ଭାର (ରାଧା) ଆଜ୍ଞାଙ୍କୁ ଆପଣଙ୍କର ପ୍ରୋଗ୍ରାମ୍ ରେ ସ୍ଥାନ ଦେଲେ ଆହୁରି ଭଲ ହେତା ।👍👍🙏🙏🙏
bahut bhal lagla
Bahut badhia laagla
God bless you daa and bhauja
Bahut badhia ghudka baja...
O1 no👌👌👌👌👌
Sana bada dada mor priyo
Bahut bahut bhal da
Super
Bahut hi bhal lagla
Very nice...bahut bhal lagla👌👌👌👌
Super excited cute video
Superb 👌👌 Video
ଶ୍ୱେତା ଭଉଣୀ ଅଶେଷ ଧନ୍ୟବାଦ ଆପଣ ପହରା କାର୍ଯ୍ୟକ୍ରମ ଦ୍ୱାରା ଏନ୍ତା କଳାକାରମାନଙ୍କୁ ଲେକଲୋଚନ କେ ଆନିକରି ଆମର କଳାସଂସ୍କୃତି ତଥା ବାଦ୍ୟଯନ୍ତ୍ର କେ ବଞ୍ଚିବାର ପ୍ରୟାସ କରିଛନ୍।।
Bahut bhal lagla
Thanks to this ghudka team.gote prachin instrument ke bachei rakhbalagi bahut dhanyawad ❤
Bahut badhiaa
Bahut sundar
Bahut badhia. Chhati phuli jayesi
ବହୁତ ବହୁତ ସୁନ୍ଦର ହୋଇ ଛି👌👌👯♀️
ବହୁତ ସୁନ୍ଦର ଲାଗିଲା
Super super
Jai maa samalei
Bahut badhia
Best kalakar
Ancient Rich Culture Folk Music Immortal ODISHA...
ବହୁତ୍ ଭଲ ଲାଗିଲା ଘୁଡୁକା
Jay lakhe ghar gana samaj...
Jai ho vai vauja sabe valse raha
Jaint femlly best didi 2bhina
Bahut bhala lag lag
Your r great media mam
Bahut bhal
Bahut badhia
Koti koti juhar
🙏🙏🙏🙏🙏🙏🙏🙏🙏🙏🙏
ବହୁତ ସୁନ୍ଦର ବଡ଼ ଭାଇ ଶାନ ଭାଈ ଆଉ ଭାଉଜ
Bahut sundar mam
Love' you kuni bahen (phulbani)ra hei Kari kete bhala gita gauthibaru
ବହୁତ ସୁନ୍ଦର କଳାକାର, ଭାଇ ମାନେ... ଇ କଳା କେ ବଚେଇଛନ । ପଶ୍ଚିମ ଓଡ଼ିଶାର ଗର୍ବ, ଗୌରବ ଆପଣ ମାନେ...!!!!
ବହୁତ ସୁନ୍ଦର ସାନ ବଡ଼ ଭାଇ ଓ ଭାଉଜ ଧନ୍ୟବାଦ ଜୁହାର
Excellent pahara
Veri nice
👌👌👌👌🌹🌹🌹🌹
ଜ ଏ ଘୁଡ଼କା ।
Really love you bada Sana bahu
Ganda.lok.jinda.bat
ବଜା ଆଉ ଗୀତ ବଉତ୍ ସୁନ୍ଦର ଲାଗୁଛେ ଦାଦା ଆଉ ଭାଉଜ 👌
Super.....,
Bhai.bhauja.🙏🙏🙏
Best of luck...
Very very thank you all amar kala sanskruti enta bachei rakhi thaun . , Jay kala, Jay ma samaleswari 🙏
1 no tukel pawar ra pahara
Nise bo da
Super 🙏🙏👍
super dada
Bhut best
Looks great and should be like this too because the Samalpuri culture should be good
😍😍😍
Very very very very nice
bahut bhal
Number one
Jai kala jai kalakar
ବହୁତ ସୁନ୍ଦର ସାନ ଦାଦା
Bahut sundar. Thank u Pahar team
Bahut badhia prastuti khabar deuchan
Bhasa ati sundar
Thanks PAHARAA nice collect this episode......
Congratulations 💐💐💐💐💐carry on
Bhutt sundarrr... Sundarr kathaa barta...
Very nice 👌.... keep it up
Great sana daa bada daa aau bhauja ❤️❤️❤️❤️