Grand Finale ରେ କମାଲ କଲେ Soumyashree & Sidhisna - Duet Performance - Mun Bi Namita AgrawalHebi
ฝัง
- เผยแพร่เมื่อ 4 ต.ค. 2024
- Click the link below to watch the original song of Namita Agrawal
• Aanichi Khira Bela Pat...
Song: Aanichi Khira Bela Patara - Album: Shiba Pradipa - Music Label: Sidharth Music - Lyrics: Alekh Biswal - Music Director: Prem Anand
Singer: Namita Agrawal
-----------------------------------------------------------------------------------------------------------
Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on TH-cam to watch clippings & promos of our All Television Channels :
👉 SidharthTV: / sidharthtv
👉 Sidharth Bhakti : / sidharthbhakti
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV
ଦୁଇ ଜଣ କୁନି ପରୀ
ଆଉ ଏ ଦୁଇଜଣଙ୍କ ସ୍ୱର କମାଲ 👍👍👍👍👍👍👍👍👍👍👍👍👍🥰👍👍👌👌👌👌👌👌👌👌👌👌👌👌👌👌
Satare bahut sundara gauchanti ...
God bless you ....
କୌଣସି ଶବ୍ଦ ରେ ବର୍ଣ୍ଣନା କରି ହେବ ନାହିଁ 👍👍👍ମୁଁ 100 ଥର ଶୁଣିଲାଣି ତଥାପି ଶୁଣିବାକୁ ମନ ହେଉଛି 💛💛
Kp
U
Oupph
Bom bim hor hir
Same
Sata re ei bainsi bajeiba vi nku maro hrudaya ru pranama kete sundara bajauchanti sate jemiti kadamba bana re shree krishna bajauchanti..... Lots love💟💟
ପଞ୍ଚାନନ ବାରେ କର କରୁଣା ।ସ୍ମରନ୍ତି ଯେ ପ୍ରଭୁ ଵେନି ଲଳନା । ସରଳ ନିଷ୍ପାପ ଟିକି ହୃଦୟ ।ଆଶ୍ରିତ ସୁତା ଙ୍କୁ ଦିଅ ଅଭୟ ।ଜୟ ଶିଵଶଙ୍କର
👌👌
@@rinaodiakitchen3789 thank u
@@likudash9762 ଭାଇ ଆମ ଚାଲେନ୍ କୁ ସଦସ୍ୟ ହୁଅ
@@rinaodiakitchen3789 ok
, .
ଓଡ଼ିଆ ଭଜନ ଗୀତ ପାଇଁ ସରକାର ସ୍ଵତନ୍ତ୍ର ଭାବରେ ଗାୟକ/ଗାୟିକା ମାନଙ୍କୁ ଉତ୍ସାହିତ କରିବା ଦରକାର । ଆଜିର ଆଧୁନିକ ସମାଜରେ ରୋମାଣ୍ଟିକ ଓ ଲଭଷ୍ଟୋରୀ ଗୀତ ଶୁଣି ମାନସିକତା ଓ ଭାଇଚାରା ହରାଇ ବସିଲେଣି !
Right bro
ସିଧିଷ୍ଣା ର ଚୁଟି ବହୁତ୍ ସୁନ୍ଦର ଆଉ କଣ୍ଠ ଆହୁରି ସୁନ୍ଦର 😘🥰😘❤️
ଝାମ୍ପୁରି ମୁଣ୍ଡି ଭଲ ଗାଏ।
Somya is best
ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ 🙏❤️❤️
Soumya, tu maa bagawan nka baradan, ye age re emiti talent ,,,,,, just wow my cuty, btw both are just awesome 😍😍😍
କୁନି ପିଲା ଦୁଇଜଣ ଙ୍କର ଏହି ଗୀତ ଆଉ କଣ୍ଠ ମୋର ମନ କିଣିନେଲା।ଭବିଷ୍ୟତରେ ଭଲ କଣ୍ଠଶିଳ୍ପୀ ହୋଇ ନାଁ ଅର୍ଜନ କର।ଏତିକି ପ୍ରାର୍ଥନା କରୁଛି।
ଦୁଇ ଝିଅ ବହୁତ ସୁନ୍ଦର ଗୀତ ଗାଉ ଛନ୍ତି godblessyou
ଦୁଇ ଜଣଙ୍କ ମଧ୍ୟରେ କିଏ କାହାକୁ କମ୍ ନୁହେଁ। ବହୁତ ସୁନ୍ଦର ଗୀତ କୁ ଆହୁରି ଅତି ସୁନ୍ଦର ଦୁହିଁଙ୍କର କଣ୍ଠ ସ୍ବର।
ଧନ୍ୟବାଦ , 🙏 ଆପଣ ମାନଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ..!! 🙏 🙏
@@OfficialSidharthTV please Restart ପଦ୍ୟାନ୍ତରୀ
Right bhai
ବହୁତ ଭଳ ଗାଇଲ ଭଉଣୀ
God bless you 👍👍👍👍
Bohut cute and voice bohut sundar emane agoku bohut jibe 👍💖👍💞💞💕👌👌💕👌💕👌💕❤️
My fev jodi & so sweet voice soumya sidhishna god bless you beta 😘😘😘
Best is sidhishna cuteness voice best singer batter to soumyashree
*_ଅତି ସୁନ୍ଦର ଗାଇଲେ ଦୁଇ ଝିଅ ଜୟ ମାଁ ସମଲେଶ୍ୱରୀ 🙏🌳_*
ଅତି ସୁନ୍ଦର ଭାବରେ ଗାଇଛନ୍ତି କଣ୍ଠ ଟି ଅତି ସୁନ୍ଦର
ସତରେ ଏମାନେ ନିଜକୁ ଏତେ ଭଲ ଭାବରେ present କରିଛନ୍ତି ଯେ ଭୁଲ ବି ଟିକେ ଜଣା ପଡୁନି। ଦୁହିଁଙ୍କର ଭଲ ସମନ୍ୱୟ।
Sidhisna tuma ra mu gote bada fan tume winner heba katha agaku badhichala
2ଭଉଣୀ ମୋ ହାତରେ ରାଖୀ ବାନ୍ଧିବେ ମୋର ଅନୁରୋଧ
ନମିତା ଅଗ୍ରୱାଲ ଙ୍କ ପରେ ହୁଏତ ତାଙ୍କ ଜାଗା ଟି ଖାଲି ପଡ଼ିବନି,ଓଡ଼ିଶା ବାସୀ ନୂଆ ନମିତା ଅଗରୱାଲ ଙ୍କୁ ପାଇ ସାରିଛନ୍ତି
ଦୁଇ ଜଣଙ୍କ ଯୋଡ଼ି ସୁର ବହୁତ ବଢିଆ 💯%%
Sidhisna au soumya ra duet song au karantu bahut badhia laguchi ei due janankara dute
Bainsi bajauthiba bhai nku mora pranam🙏 ...bahut bhal laguchi tanka bajaiba saili ...god bless u bhai..🙏🙏
Somyashree is outstanding 👍👍👍👍👍
ଗୀତରେ କଣ ଗାଉଛି ମୁଁ କିଛି ଜାଣି ପାରୁନି,ସ୍ବରରେ ଟିମ୍ବର ଏତେ ପରିପୂର୍ଣ୍ଣ ଯେ ଦୁଇ ଜଣଙ୍କର ଭଲ ଭାବରେ ମେଳ ଖାଉଛି ।very good ,I love you so much
Sir pls sunantu gito janiparibe...kan kahuchanti...don't comment like this...
ବହୁତ ସୁନ୍ଦର।କୁନି ନମିତା ଅଗ୍ରୱାଲ।
❤️
ଦୁଇ ଜଣ ଭଲ ଗାଇଲ❤️ ମୋତେ ସବୁଠୁ ସିଧିଷ୍ଣା ସ୍ୱର ବହୁତ ଭଲ ଲାଗିଲା ❤️🙏
Anchoring mind blowing up 😍🥰🥰 fantastic .🥰🥰 outstanding lazabab😍🥰🥰flowera mem 😘😍🥰🥰
Sidhisna ra voice bahut badhia heichi
Very nice Duet concept performance ❤️All the very best wishes both of you👍My Cute 2 sisters.Love you Soumyashree & Siddhisna❤️
⁷
Super performance both of you.MAY GOD BLESS YOU......
Beautiful performance by the Two little star of our melody industries .. God bless u beta...
ଦୁଇଟି କୁନୀ ଝିଅ ଓଡିଆକୁ ଚହେଲେଇ ଦେଉଚ କଣ୍ଠ ସ୍ୱର ଯାହା ହେଉ ନମିତା ମାଆଙ୍କୁ ଅନ୍ୟକ ଧନ୍ୟବାଦ
Very nice singer
@@raghunathmahanty388 qqqqqqqqqqqqqqqqqqq
I am from India Karnataka state ♥️ what language
@@mutturajuyj5487 ODIA
Odia
Sitaram namita mam Babul Supriyonku Bahut miss karuchu
Wowa wowa Kiabtahen🌺 exllent singer each other so beautifull out stand mind blowing,,,,,, Sarabamngala Jagannath God bless each other ,,,,,,,, , ,,,,,,,,,,, nama shivaay🌺 🌺🕉🌺🌺🖤🌺🙏🙏
ଅତି ସୁନ୍ଦର voice
My favourite singer soumyashree 🎉🌹🌷🍭❣️❤️❣️
Really so best performance both ... thanks...
Sidhisna ra voice mate bahut bhala laguchi juggles 🙏🙏🙏
Somya she & Sidhisna. super timber . Jhankas
ସୋମ୍ୟା ସିଧିସ଼ୈ ଯତେ ସୁନିଲେ ତମ କଣ୍ଠ ସ୍ୱର୍ ସବୁ ବେଳେ ଶୁଣି ବାକୁ ମନ ହୁନି ମା ସରସ୍ବତୀ ତମ କଣ୍ଟ ରେ ଏମିତି ରହିଥାନ଼ୃ
Sidhisna is a best singer 👍👍
ଦିଜଣଙ୍କ ବହୁତ ସୁନ୍ଦର କଣ୍ଠସ୍ୱର
Jayguru
Gita release hela para tharu Mu pratidina sune bhala lage..... gote din miss karini...
Nice song mam Main bhakti aa gyi
Shrikant sir apanakara Babul Supriyonkara jodi no 1 please🙏🙏🙏🙏 return Kara Babul Supriyonku
ବମ ବମ ହର ହର.... ସୁନ୍ଦର ସଙ୍ଗୀତ.... ସୁନ୍ଦର ଭାବ ଆଦାନ ପ୍ରଦାନ
Nua nua kanthare sunibaku bohut
Bhala laguchhi very nice 🙏🙏🙏
Sidhisna your voice nice ♥️♥️♥️♥️
Marijibi mun so cute girl and your voice
Music the best 👍 bansi jo bhai bajau chanti sabuthu best 👍
Excellent duet profomance
Sidharth tv ra cute baby kandhei Sidhisna
Program ku success karichanti ae die Jana singer. Bhagaban emanaka hrudayare prabesh karichanti
🔥🔥🔥cute little voice ,odisha's gold ,pravu nka ashirbad sabubele tuma upare thau, jay Shiva shankar🕉🚩🙏
❤❤❤❤❤❤❤Nice concept nice song choose the stage ❤❤❤❤two little sister
So sweet voice 😍💕❤️❤️❤️❤️😍❤️😍❤️😍 God bless you 🙏🙏🙏🙏❤️😍❤️😍❤️🙏🙏🙏🙏
What a voice....!!! Speechless😊😊😊😊 god bless you both...💐💐💐🙏🙏🙏
Thanks
Soumyashree is my favourite 😍
Outstanding song...both are beautiful voice sisters...love you sisters
Soumyashree is the best singer.god bless you beta....
Next star of odia music industry
Beutiful song 💔💔💔🙏🙏👍👍 tanks you so much 👍👍
ଦୁଇ ମାମାଙ୍କ କଣ୍ଠସ୍ୱର ଅତି ସୁନ୍ଦର ଏବଂ ଶ୍ରୁତି ମଧୁର ❤️🌹
Gbsyehst
ମୋ ମା ଦୁଈକୁନି ଭଉଣୀ ଜଗନ୍ନାଥ ତମରମଙ୍ଗଳକରନ୍ତୁ
Very Nice Voice 2 Kuni Sisters
Super singer ❤️❤️❤️❤️ love you kuni bhuni.
Looking very cute both of them and beautiful voice both of them GOD BLESS YOU.
ସୋମ୍ୟାଶ୍ରୀ ଭଉଣୀ ସତରେ ତୁମ ଗୀତ ମୋ ମନ କିଣି ନେଇଛି ।
Sidhisna really you are magical voice
Keep it up
God bless you
Nice👍
Myfev.jodi,verynice,soumyasidhisna❤❤❤😊🎉
Excellent voice both 👌👌👌 sidhisna 👌👌👌
So beautiful✨✨ and very nice 🎵
Outstanding voice soumyashree
2janaku support karantu
Omm namaha shivaya 🙏❤️🙏❤️💕💕
I think being a devotee of lord shiva this song from these children is the greatest tribute to the almighty
Mind blowing voice two little
@_Soumyashree & @_Siddhisna name are also very pretty.Lovable name both of you ❤️❤️👍
୨ଜଣଙ୍କ ସ୍ବର ବହୁତ୍ ସୁନ୍ଦର👌👌👌
Soumesree your voice is so sweet and sidhishna you are a good singer both are mind blowing performance
ତମେ ଦି ଜଣ ମୋ ଝିଅ ହୋଇ ମୋ କୋଳରେ ଜନ୍ମ ହେଇଥାନ୍ତ କି କଣ ଗାଉଚ କି କଣ୍ଠ ସତରେ ମୋ ମନ କିଣି ନେଇଚ 👍👍👍❤️
CtlkymryUr
Nija chua sahita khusi rha...
Samasta nka ra voice achi bas taku bahar karibar achi au pila mana nku sujog dabar achi.... Amiti bahut pila achanti jia song boli paru nahanti...
@@parthabiswal-hx9bk 66ll
@@parthabiswal-hx9bklllp
Nice song i love this
ସେମାନଙ୍କ ଆଗରେ ସମସ୍ତେ ତୁଛ 💃💃🙏
Mind-blowing voice of soumyashree
Tume 2jana pura Kamala gauchha pura voice 👍👍👍👍ok
Mind blowing 💗 💗💗💗💗💗
Soumyashree pari jhia bhagyare thile mile. I'm watched same many times.
Wah solid combination
dui jana bahut bhala gaicha sidhisna ra bahut sweet voice
🙏ବହୁତ ଭଲ 👍👍👍 good bless you .
Both of singer is best but I like sidhishna cute singing
କେବଳ ପୁଅ ପିଲାଙ୍କ ପାଇଁ ଗୋଟେ ଗୀତ reality show ହେଉ
Outstanding voice, God gifted
Absolutely Sidhishna,s voice is mineblowing 👌👌👌👌👌
Out stAnding performance both little girls.
Music is super.
I m very proud of the bhajan.
I m very proud of the two little girls.
Both re looking very cute.
Conclusion....
Voice of saumashree and sudhansa re mind blowing.
Musician are playing vital role in this platform..🙏
Happy
@@kunijoshi1871 kk
@@kunijoshi1871 sawjdlsjgjdklship-hopgkflugaafraidagodGDP sheggsgds4thshad fallagdgsGascheetahayouaFFSfsaka"dsd
@@dipukumra153 T
ଏମିତି ଆଗକୁ ବଢ଼ି ଚାଲ
Voice fantastic 😍😍 superb
Soumyashree the Best voice love you to Aapki so cute voice