Mo gaan re 24 ta shg achanti bt gotie group ra nijwasha business nahin. Jinisha patra kn miliba o produce kale jinisha miliba? Loka Runa grasta heleni.
Well catched. MS approval of 750 crs for dress in last cabinet. Morning decided, evening approved in the evening. Astonishing, after that, election Declared restriction. How come those amount where it has gone?
SHG are mostly not doing any business but they are involved with money lending activity to their members.There is no entrepreneurship development through SHG in odisha
I agree with you.But in the same time I would like to inform you that in every sector, in every department BJD has made irregularities.Can the corruption made during last 15years years can be rectified within a short period? In last session of Assembly Mr Suresh pujari confessed, BJD has given a mountain of problems in ancestorship.They will solve the irregularities and it needs a lot of time and cooperation of peoples.
Alaga katha kohiba agare what happened to your investigative journalism? U don't have any team ..Mission Shakthi SHG is a myth? Tell that , mu jaha bujili ..As a Journo ur supposed to give a full report. .
ଆଜ୍ଞା, ନମସ୍କାର
ସବୁଠୁ ମଜାଦାର କଥା ବହୁତ ଗୁଡିଏ ବ୍ଲକ ସ୍ତରୀୟ ସଂଘ (Block Level Federation)ର ସଭାନେତ୍ରୀ ଓ ସମ୍ପାଦିକା ଉକ୍ତ ବ୍ଲକ ର ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଅଛନ୍ତି. ନୂଆ ସରକାର ଆସିଲା ପରେ ସେମାନେ ଆଉ ଅଛନ୍ତି କି ନାହିଁ ଜଣା ନାହିଁ.
ମିଶନ ଶକ୍ତି ମୂଳରୁ ଦୁର୍ବଳ।
ମହିଳାଙ୍କ ସହିତ ଏକ ଖେଳ।
ଆପଣ ପୂରା ଠିକ୍ କହୁଛନ୍ତି।
ମହିଳାଙ୍କୁ ନବୀନ ଠକିଛନ୍ତି।।
ବାସ୍ତବରେ SHG ଦ୍ୱାରା ମହିଳା ବହୁତ ଉପକୃତ ହେଉଛନ୍ତି। ଆପଣ ଗାଁ କୁ ଆସନ୍ତୁ ।
Gaan maipe prathame nija shg ra naama b janinahanti, urnati kn karibe? Kebala Runa naba I madua Swami nku taash khela re basaiba.
ଋଣ ଦ୍ୱାରା ଉପକୃତ ହେଉଛନ୍ତି।
Runa dwara hin khamyatifrasta heuchanti
Right Sir👍
ମିଶନ ଶକ୍ତି ବିଜେଡି ଦଳର ବୋଟ ସଂଗ୍ରହ କରନ୍ତି ।
So many thanks to ruben banerjee
Go ahead Ruben Da
100 percent right.
Absolutely Right
ସାର୍, ଭାରତରେ କେଉଁ ସରକାରୀ ସଂସ୍ଥା ଠିକ୍ ଭାବେ ଚାଲିଛି ବୋଲି କହି ପାରିବେକି। ଅତି କମ୍ ରେ ଦୁଇଟି ନାଁ କହିଲେ ଖୁସି ହେବୁ। ମୂଳ କଥା ହେଲା, ସବୁ ସଂସ୍ଥାରେ ଜଣେ ଦୁଇଜଣ ବା 10- 20% କାମିକା ଲୋକ ଅଛନ୍ତି, ଅଧିକାଂଶ ଲୋକ କାମ ନ କରିବା ଲୋକ। ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ସବୁ ସରକାରୀ ସମ୍ବଧିତ ସଂସ୍ଥା ଲାଭ ବଦଳରେ କ୍ଷତି । କାରଣ, ସରକାରୀ ଅଧିକାରୀ ଏବଂ ରାଜନୈତିକ ବ୍ୟକ୍ତିଙ୍କର ଅଯଥା ପଦକ୍ଷେପ । ଯେଉଁଠି ଠିକ୍ ଭାବେ ଚାଲିଛି ସେଠି ଲାଭରେ ଚାଲିଛି। ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳ ଏବଂ ଅଶିକ୍ଷିତ ଅଞ୍ଚଳରେ ଠିକ୍ ଭାବେ ଚାଲିଛି।
ଏଥିପାଇଁ ରାଜନୈତିକ ହସ୍ତକ୍ଷେପ ସମ୍ପୂର୍ଣ୍ଣ ରୂପେ ଦାୟୀ।
☀️ ଏବେ BJP ର କାର୍ଯ୍ୟଧାରା ଭଲ ଲାଗୁଛି.. ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଅର୍ଥ ପୁଣି Marchମାସ ମହିଳାଦିବସରେ ପାଇବେ,କିଷାନଯୋଜନାରେ ପାଉଛନ୍ତି, ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲପିଛା ୩୧୦୦ ହେଲା ଆହୁରି ଅନ୍ୟାନ୍ୟ କାମ ଚାଲୁରହିଛି... ଦୁର୍ନୀତି ବିରୁଦ୍ଧରେ ଆକ୍ସନ୍ ହେଲାଣି.. ଲାଗୁଛି Double Engine ଟିକେଟିକେ ହିଟ୍ ହେଲାଣି....
ଜୟ ହିନ୍ଦ ସାର 🙏
Crocet sir
Right sir I have seen many women from our village have loan burden
Thanks sir for your real description🙏
ରାଜ୍ୟରେ ମହିଳା ମାନେ ଋଣ ଗ୍ରସ୍ତ ହୋଇପଡ଼ିଛନ୍ତ । ସଶକ୍ତ କେବେ ହେଲେ ?😂
😂😂😂 ✅👍
Ruben babu is an excellent bengali reportet
ସାର ନମସ୍କାର
Well Said.....
Eagerly waiting to listen you
କେବଳ ମିଶନ ଶକ୍ତି ପଛରେ ରାଜନୈତିକ ଦଳମାନେ ରହି ରାଜନୀତି ର ରୁଟି ସେକୁଛନ୍ତି. ମହିଳା ମାନେ ବୁଝୁନାହାନ୍ତି ସେମାନଙ୍କୁ ବ୍ୟବହାର କରାଯାଉଛି. ଦେଶ ପଛରେ ସମ୍ଭାଳିବେ ପ୍ରଥମେ ପରିବାର ସମ୍ଭାଳନ୍ତୁ ନହେଲେ କେତେ ପରିବାର ର ସୁଖଶାନ୍ତି ମାଟିରେ ମିଶିଯିବ.
The Best REPORTER ❤
Right
ଭୁଲ କଥା ଆପଣ କହୁଛନ୍ତି ଆପଣ, ଏହି loan ପାଇଁ village ରେ sudhia 5paise/month ବନ୍ଦ ହେଇଯାଇଚି,
Right sir, namaskar, thanks
Good analysis sir
ଆପଣ ବାସ୍ତବ କଥା ଜାଣିନାହାନ୍ତି। ଭୁବନେଶ୍ୱର ରେ ବସି କଥା କହୁଛନ୍ତି।
Thanks sir. Very beautiful presentation. BJP govt should focus on SHG . ବର୍ତମାନ ସେମାନଙ୍କର ଦକ୍ଷତା ବୃଦ୍ଧିପାଇଁ ସରକାର ପଦକ୍ଷେପ ନ ନେଲେ ଋଣର ବୋଝ ବଢ଼ି ବିରାଟ ସମସ୍ୟା ସୃଷ୍ଟି କରିବ । Thanks for awareness Jay Jagannath ❤
Debt trap of SHG members is shocking. It should be investigated. We have been working with SHGs but they need a lot of handholding
Sir great tha information .tha real story sir
Aapko Mera bahut bahut swagat Radhe Krishna Radhe Krishna Jay Jagannath
Sunder barta deithibaru dhanybad
100%👍
ରୁବେନ ବାବୁ, ଲିଡର ସିପ ନେବାକୁ ଚାହୁନାନ୍ତି, କାରଣ ରିସ୍କ ଅଛି।
ନୂତନ ବହି ପ୍ରକାଶନ ହେଲା ତାହାକୁ ଅନଲାଇନ ଉପଲବ୍ଧ କରି ତା ଲିଂକ ଦିଅନ୍ତୁ ।
You are really True Sir it's an unique analysis of Mishan Shakti which is going through unexpected situations
SHG ମହିଳାମାନେ ପଇସା ନେଇ କିଛି କରୁ ନାହାନ୍ତି l ସେମାନେ ସୁଧ କାରବାର କରୁଛନ୍ତି l BLF, GLF କିମ୍ବା DLF କଣ କରୁଛନ୍ତି ତାହା ତଦନ୍ତ ହେବା ଦରକାର l ନିୟମ ଅନୁସାରେ ପ୍ରତି ଦୁଇ ବର୍ଷରେ ସଭାପତି, ସମ୍ପାଦକା ବଦଳିବା କଥା କିନ୍ତୁ ବଦଳି ନାହାନ୍ତି l ତୁରନ୍ତ ସରକାର ପଦକ୍ଷେପ ନିଅନ୍ତୁ l
Correct analysis.Nabinbu,chittor action to mahilas of Our Odisa.
Right sir ama odisa sambadika jadi apnka type ra huanti bahut bhla huanta
Ruben da dhanyavaad
Dhanyawad ji 🙏. Lawful analysis.people must realise it.
Sir excellent analysis🎉
So they are fallen into debt trapp.....
Ruben Dada it seems u are man of Pandian.
ସୁଭଦ୍ରା ଯୋଜନା ରେ କେତେ ମହିଳା ଲକ୍ଷ୍ୟପତି / କୋଟିପତି ହେଇଗଲେ ❓
ମିଶନ ଶକ୍ତି ରେ ଯାହା ଵି ହେଉ କିଛି ନା କିଛି ବିଜିନେସ ଚାଲିଥିଲା ✅ ଲୋକାଲ product ସାରକୁଲେଟ ହେଉଥିଲା ଏବେ ତାହା ସବୁ ବନ୍ଧ ଏବେ ଆଗକୁ ରେଟ ସବୁ ବଢ଼ିବ ✅
Mo gaan re 24 ta shg achanti bt gotie group ra nijwasha business nahin. Jinisha patra kn miliba o produce kale jinisha miliba? Loka Runa grasta heleni.
Naveen Pattnaiknku loka Puni Vote Dei Next Electionre Jiteibe
Sir , Namaskar sir
Well catched.
MS approval of 750 crs for dress in last cabinet. Morning decided, evening approved in the evening. Astonishing, after that, election Declared restriction. How come those amount where it has gone?
Where can I buy the new book
SHG are mostly not doing any business but they are involved with money lending activity to their members.There is no entrepreneurship development through SHG in odisha
ତୁମେ ଜଣେ ବରିଷ୍ଠ ସାମ୍ବାଦିକ ହୋଇ କିଛି ଜାଣିନାହିଁ।ତୁମେ ରୁବେନ ଦା ବେଙ୍ଗଲ ତୁମ ରାଜ୍ୟ କଥା ବୁଝ।ତୁମେ ଓଡ଼ିଆ ଙ୍କୁ ବିଭ୍ରାଟ ସୃଷ୍ଟି କରୁଛ।ଆଉ ତୁମେ ଅସଲ ମଞ୍ଜି କଥା ଜାଣି ନାହାନ୍ତି ଯେ ବିଜେପି ମିଶନ ଶକ୍ତି କୁ total ବନ୍ଦ କରିବା ପାଇଁ ପ୍ରୟାସ କରୁଛି
Sir Pandian Sir Aaaau Naveen Pattnaiknk kan Karichhanti
Pls Field Sourceku Jai Anudhyana Karantu Sir
Is centre involved and believes in Equitable distribution...
how to buy sir in your new book
I agree with you.But in the same time I would like to inform you that in every sector, in every department BJD has made irregularities.Can the corruption made during last 15years years can be rectified within a short period? In last session of Assembly Mr Suresh pujari confessed, BJD has given a mountain of problems in ancestorship.They will solve the irregularities and it needs a lot of time and cooperation of peoples.
Pandora box rubenbabu opened
shg group pond renovation, driver in municipality swach bharat abhiyjan,no productivity in shg,money laundering etc
U r now in salebhata sir
Flying to Dubai for export & import, means what you are understand......
So they are trapped in debt.....
Sathiye lakhya mahila nku Rasta ku nei aasile.
Ghara sasakti karana na kari Rasta ku nei asichanti.
Baap re baap Rueben accept koruchonti Keteta entrepreneurship develop heichi?
Jeun bisayare....
Not charchara bastu.
Bjp godi
Alaga katha kohiba agare what happened to your investigative journalism? U don't have any team ..Mission Shakthi SHG is a myth? Tell that , mu jaha bujili ..As a Journo ur supposed to give a full report. .
100%Right
Right
So they are trapped in debt.....