Former CM Naveen Patnaik meets President Droupadi Murmu and CM Majhi at Rath Yatra || Kalinga TV

แชร์
ฝัง
  • เผยแพร่เมื่อ 6 ก.ค. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 767

  • @chinmayadhal7082
    @chinmayadhal7082 8 วันที่ผ่านมา +713

    ନବୀନ ପଟ୍ଟନାୟକ ନାମ ହିଁ ଯଥେଷ୍ଟ ହାରିକ କି ସମସ୍ତ ଙ୍କ ❤💕💖 ରେ ବିରାଜମାନ

    • @sunilkumarpal9766
      @sunilkumarpal9766 8 วันที่ผ่านมา

      Nabin patnaik kebe Hari nahanti

    • @sankarsanbarik8501
      @sankarsanbarik8501 8 วันที่ผ่านมา +14

      Kya baat Bhai

    • @SoumyaRanjan250
      @SoumyaRanjan250 8 วันที่ผ่านมา +13

      Mu Jane bjp supporter but Navin sir nka big fan bcz se bahut kichi devlopment odisha pai karichanti.Navin sir Jane great leader,Bjp ra Navin sir nka prati e bhali respect dekhi bahut khusi lagila,aku hi kahanti good politics,kichi Jana chamcha manaka pai bjd budila

    • @deviballavmallick3014
      @deviballavmallick3014 8 วันที่ผ่านมา

      Bhai mu BJP supporter hele nabina nabina 🙏🙏🙏❤️❤️​@@SoumyaRanjan250

    • @SesadebDalai-nn9pw
      @SesadebDalai-nn9pw 8 วันที่ผ่านมา +8

      ତମେ ଜଣେ ଭଲ ମଣିଷ ନିଶ୍ଚିତ ହେଲେ ଏ ବର୍ଷ ନବୀନ ପଟ୍ଟନାୟକ କଂ ମୁହଁ କୁ ଦେଖୀ ଭୋଟ ଦେଈ ଦେଈଥୀଲେ ଭଲ ହେଈଥାଂତା କାରଣ ତାଂକ ହେଲ୍ପ କଂଡିସନ ଯେମିତି ପୁଣି ୫ ବରଷ ଯାଏ ତାଂକ ଦେହ ସୁସ୍ଥ ରହୁ ଏତିକି ଜଗନ୍ନାଥ କଂ ପାଖରେ ପାର୍ଥନା

  • @SKJ-vh8kv6rp9l
    @SKJ-vh8kv6rp9l 8 วันที่ผ่านมา +480

    ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹

    • @shobhankumarsahu5024
      @shobhankumarsahu5024 7 วันที่ผ่านมา +20

      ଆମ ନବୀନ ବାବୁ ପୁରା ଫିଟ୍ ଖାଲି ପାଣ୍ଡୁ ତାଙ୍କୁ ଦୁର୍ବଳ କରି ଦେଇ ଥିଲା

    • @SKJ-vh8kv6rp9l
      @SKJ-vh8kv6rp9l 7 วันที่ผ่านมา +5

      @@shobhankumarsahu5024 ଏବେବି ପାଣ୍ଡୁ ନବୀନ ନିବାସରେ ରହି ଗୋଟି ଚଲାଉଛି ସିଏମ୍ ହେବା ପାଇଁ ସେ ସଳାକୁ ନବୀନ ନିବାସରୁ ତଡାଯାଉ

    • @learnwithbini6060
      @learnwithbini6060 7 วันที่ผ่านมา

      ​@@SKJ-vh8kv6rp9lbekar katha chada....Abe b Naveen pattnaik 💚 samstnkr favourite cm

    • @SKJ-vh8kv6rp9l
      @SKJ-vh8kv6rp9l 7 วันที่ผ่านมา +1

      @@learnwithbini6060 ଏଇତ ସମୟ ହାତରେ ଡୋରି କାହାର କେତେବେଳେ ଚେର କଟିଯିବ କେହିପାରିବେନି ଜାଣି।ଅପ୍ରତିଦ୍ୱନ୍ଦି ନେତା ସିଏ ଆଜି ପରାଜିତ ସବୁ ସେଇ କାଳିଆର ନୀଳା କାହାକୁ ଗାଦିରେ ବସେଇବ ତାକୁ ହିଁ ଜଣା।ଜୟ ଜଗନ୍ନାଥ🙏🌷

    • @learnwithbini6060
      @learnwithbini6060 7 วันที่ผ่านมา

      @@SKJ-vh8kv6rp9l hammm seta bi....sabu kchi purba ru hi mention achi... jagannath nka echha...

  • @Binodkumarpanigrahi2187
    @Binodkumarpanigrahi2187 8 วันที่ผ่านมา +427

    ନବୀନ ବାବୁ ଦି ଗ୍ରେଟ ,ପୁଣିଥରେ ପ୍ରମାଣିତ

    • @durgabehera474
      @durgabehera474 8 วันที่ผ่านมา +6

      Mana re garbaa nanhi ki ahankara Sethi pain anyatama Jay Jagannath

    • @YouthTalkSibaram
      @YouthTalkSibaram 8 วันที่ผ่านมา +4

      ​@@durgabehera474Jaganath Navin Pattnaik nka kuta niti Jani dele sethi pain Navin Pattnaik nku election re bida kale

    • @swarnapravagiri6953
      @swarnapravagiri6953 7 วันที่ผ่านมา

      Nabinaakusama

    • @swarnapravagiri6953
      @swarnapravagiri6953 7 วันที่ผ่านมา

      No

    • @sagarpandit7029
      @sagarpandit7029 7 วันที่ผ่านมา

      ଆରେ ପାଗଳ ନବିନ ମଉସା କୋଉ ଟାଇପ୍ ରେ great ହେଲେ ତାଙ୍କୁ respect ଦେଉଥିବା ଲୋକ ବହୁତ ବଡ଼ ବଡ଼ ପୋଷ୍ଟ ରେ ଅଛନ୍ତି କିନ୍ତୁ ତାଙ୍କ ମାନକର ମନ ବହୁତ ଭଲ ଯାହା ଯୋଗୁ ନବିନ ମଉସା କୁ ଡାକି ପାଖରେ ବସାଇଲେ କିନ୍ତୁ BJD party' ର ସରକାର ଯଦି ଓଡିଶା ରେ ଥାଆନ୍ତା ଆଜି BJP ର ଯଦି କୋଉ ନେତା ଏମିତି ଯାଇଥାନ୍ତା ତାକୁ ନ ଜାଣିଲା ପରି ବ୍ୟବହାର କରିଥାନ୍ତେ

  • @rituraj8535
    @rituraj8535 8 วันที่ผ่านมา +373

    ପୁଣି ଥରେ ମାନବିକତାର ପରିଚୟ ଦେଇ ଧର୍ମେନ୍ଦ୍ର ପ୍ରଧାନ sir ନବୀନ sir ଙ୍କୁ ମଞ୍ଚକୁ ନେଲେ

    • @sanghamitradas371
      @sanghamitradas371 8 วันที่ผ่านมา +13

      Bjd heithile pacharinathanta

    • @badalkumarrout8520
      @badalkumarrout8520 8 วันที่ผ่านมา +3

      Bro 😅😅Neet paper lik b karithile Dharmendra pradhan

    • @user-ce8cc9ve9b
      @user-ce8cc9ve9b 8 วันที่ผ่านมา +3

      Cm mohan Majhi ta respect v dei janinahanti

    • @dailylife1956
      @dailylife1956 8 วันที่ผ่านมา +3

      Manabikata kana.. Naveen patnayak ra right achi seithi basibara.. Bcz se jane ex CM and Opposition party leader... So se juade jibe respect paibe

    • @PrakashkumarPradhan-eb4fl
      @PrakashkumarPradhan-eb4fl 8 วันที่ผ่านมา +1

      D pradhan kukura janichi nabin kei❤❤❤

  • @brajeswarisingh909
    @brajeswarisingh909 8 วันที่ผ่านมา +248

    ଏହା ହେଉଛି ମାନବିକତା, ଏଇଠୁ କିଛି ଶିଖିବା 🙏

    • @sanghamitradas371
      @sanghamitradas371 8 วันที่ผ่านมา +6

      Thik kahila bjd neta heithile kahaku pacharinathante

    • @Nilu_10
      @Nilu_10 8 วันที่ผ่านมา

      Right bro

    • @RasmiJena-zb1yq
      @RasmiJena-zb1yq 7 วันที่ผ่านมา

      Thik

    • @sanatansahu-zn9wx
      @sanatansahu-zn9wx 7 วันที่ผ่านมา

      T̤h̤a̤n̤k̤s̤ b̤h̤a̤i̤

  • @SUBASHLOHAR-jd3xf
    @SUBASHLOHAR-jd3xf 8 วันที่ผ่านมา +141

    ଆଜିର ଏଇ ଦୃଶ୍ୟ ମନରୁ ଲିଭୁନି ବହୁତ୍ ଆନନ୍ଦ ଲାଗିଲା ସବୁ ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଜୟ ଜଗନ୍ନାଥ

    • @kramsankarachary5718
      @kramsankarachary5718 4 วันที่ผ่านมา

      𝓻𝓲𝓰𝓱𝓽 𝓽𝓱𝓪𝓷𝓴 𝔂𝓸𝓾 𝓳𝓪𝔂 𝓳𝓪𝓰𝓪𝓷𝓷𝓪𝓽𝓱❤🙏

  • @bapubarik959
    @bapubarik959 8 วันที่ผ่านมา +170

    ପୁଣି ଥରେ ମନକିଣିଲେ b j p ନେତୃବୃନ୍ଦ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦେଇ, ଜୟ ଜଗନ୍ନାଥ

  • @sanjaysahoo9885
    @sanjaysahoo9885 8 วันที่ผ่านมา +125

    ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଇଛା,,,l Jay Jagannath, Miss you sir my best cm ❤️🙏

  • @mmnewsodia
    @mmnewsodia 8 วันที่ผ่านมา +161

    ନବୀନ ପଟ୍ଟନାୟକ BEST CM🙏🏻 ଜୟ ଜଗନ୍ନାଥ 🙏🏻

  • @dcsupport129
    @dcsupport129 8 วันที่ผ่านมา +179

    ନବୀନ ପଟ୍ଟନାୟକ ଏବେବି ଲୋକଙ୍କର ହୃଦୟରେ ଅଛନ୍ତି, ରହିବେ ଓ ରହିଥିବେ।।। ଜୟ ଜଗନ୍ନାଥ

  • @santoshkumarmukhi1056
    @santoshkumarmukhi1056 8 วันที่ผ่านมา +122

    ବିଜେପି ସପୋର୍ଟର ହେଲେ ମଧ୍ୟ୍ୟ ନବୀନ ବାବୁ ଙ୍କ ପାଇଁ ସବୁ ବେଳେ ସନ୍ନମାନ ଅଛି ଜୟ ଜଗନ୍ନାଥ ❤️💙🙏

    • @mukeshnaik2073
      @mukeshnaik2073 7 วันที่ผ่านมา

      Dharmendra Pradhan katha kahucha na nija katha

    • @BKGajendra
      @BKGajendra 7 วันที่ผ่านมา

      ଆମେ ବି ❤

    • @santoshkumarmukhi1056
      @santoshkumarmukhi1056 6 วันที่ผ่านมา

      @@mukeshnaik2073 na bhai mo nija katha b kahuchi nabin babu ama savinkara cm thile

  • @adikandapradhan2299
    @adikandapradhan2299 8 วันที่ผ่านมา +68

    ମହାବାହୁ ବଡ଼ଠାକୁରଙ୍କ କୃପାରୁ
    ମଞ୍ଚାସିନ ନେତୃବୃନ୍ଦଙ୍କ ଅତିଥି ସତ୍କାର ଖୁବ ଆନନ୍ଦ ଓ ଭାବବିହ୍ଵଳିତ ମୁହୁର୍ତ୍ତ ।
    ଜୟ ଜଗନ୍ନାଥ ସ୍ୱାମୀ❤❤❤❤❤❤

  • @basicenglishgrammarwithpra128
    @basicenglishgrammarwithpra128 8 วันที่ผ่านมา +33

    ସତରେ ଓଡ଼ିଆ, ଓଡ଼ିଶା, ଉତ୍କଳ,କଳିଙ୍ଗ , ଉଡ୍ର ଆଜି ଆମେ ଓଡ଼ିଆ ଗର୍ବିତ ❤❤❤❤ନବୀନ ବାବୁ, ଧର୍ମେନ୍ଦ୍ର ପ୍ରଧାନ

  • @user-uf3so2jf7r
    @user-uf3so2jf7r 8 วันที่ผ่านมา +39

    ଧନ୍ୟବାଦ ଧର୍ମେନ୍ଦ୍ର ଭାଇ 🙏🙏🙏

  • @chaitanyabariki810
    @chaitanyabariki810 8 วันที่ผ่านมา +63

    ଏହା ହେଉଛି ମାନବିକତାର ବଳିଷ୍ଠ ପ୍ରମାଣ

  • @user-oq3iz5yg4c
    @user-oq3iz5yg4c 8 วันที่ผ่านมา +65

    B j p ସନତନ ଧର୍ମର ପରମ୍ପରକୁ ମାନିଆସୁଛି ❤❤❤

    • @mdmubarakkhan8649
      @mdmubarakkhan8649 8 วันที่ผ่านมา +3

      Naveen babu bajaya Rakhi asichhanti

    • @sandeeprout3324
      @sandeeprout3324 7 วันที่ผ่านมา

      ​Jaha hau apne jane muslim hei Madhya sanatan dharm ku sanman dele khusi lagila beauty of odia muslim jay jagannath 🙏​@@mdmubarakkhan8649

  • @bijayprakashpanda6583
    @bijayprakashpanda6583 8 วันที่ผ่านมา +32

    ସବୁ ଦଳର କର୍ମୀମାନଙ୍କୁ ଏହି ଘଟଣାରୁ ବହୁତ୍ କିଛି ଶିଖିବାର ଅଛି। ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି। ରାଜନୀତି ଠାରୁ ବହୁ ଉଚ୍ଚରେ ମଣିଷ ପଣିଆର ନୀତି। ଯାହା ଆଜି ଏଠାରେ ପ୍ରଭୁଙ୍କ କୃପାରୁ ଦେଖିବାକୁ ମିଳିଲା। ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏

    • @anandaelectrical973
      @anandaelectrical973 7 วันที่ผ่านมา

      Nirata satya katha kahile bhai....ଏହା ଜଗନ୍ନାଥ ମହାପ୍ରଭୁଙ୍କ ଲିଲା ଜୟ ଜଗନ୍ନାଥ

    • @bijayprakashpanda6583
      @bijayprakashpanda6583 6 วันที่ผ่านมา

      ​@@anandaelectrical973ଜୟ ଜଗନ୍ନାଥ 🙏

  • @ashiskumarbhanja2032
    @ashiskumarbhanja2032 8 วันที่ผ่านมา +17

    ସମ୍ମାନ ପାଉଥିବା ବ୍ୟକ୍ତି ଯେତେ ସମ୍ମାନିତ ହେଲେ ମଧ୍ୟ । ବେଳେ ବେଳେ ତାଙ୍କୁ ସମ୍ମାନ ଦେଉଥିବା ଲୋକମାନେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି। ଧନ୍ୟବାଦ୍ ଧର୍ମେନ୍ଦ୍ର ପ୍ରଧାନ ଆପଣ ଦେଉଥିବା ସମ୍ମାନ ଆପଣ ଙ୍କ ବ୍ୟକ୍ତିତ୍ୟ କୁ ଆହୁରି ମହାନ୍ କରିଦେଲା।

  • @dushadusha2402
    @dushadusha2402 8 วันที่ผ่านมา +88

    ନବୀନ ବାବୁ ନା ନୁହେଁ it is a brand ❤❤

    • @durgasorenentertainment2303
      @durgasorenentertainment2303 8 วันที่ผ่านมา +2

      Brand nuhe bhai manabikata thila jagu

    • @dailylife1956
      @dailylife1956 8 วันที่ผ่านมา +8

      ​@@durgasorenentertainment2303ki manabikata.. Tankara kana adhikar nahi ki seithi basibara... Se EX CM and Opposition party leader, setiki respect se deserve karanti... Dharmendra pradhan b tanku namaskar karuthile jete bele se CM thile, ebe b tankara craze rahuchi.. Se juade jibe respect paibe like a king👑

  • @nigamroutray7306
    @nigamroutray7306 8 วันที่ผ่านมา +47

    Tears in my eyes seeing Naveen Babu. His contribution towards our state unforgettable.

  • @SahoojambeswarJambeswarsahoo
    @SahoojambeswarJambeswarsahoo 8 วันที่ผ่านมา +41

    ନବୀନ ନବୀନ

  • @LochanMajhi-c9x
    @LochanMajhi-c9x 8 วันที่ผ่านมา +23

    Very good Dharmendra sir

  • @ranjannath5200
    @ranjannath5200 8 วันที่ผ่านมา +8

    ଏଇତ ହେଲା ସଂସ୍କାର ବହୁତ୍ ସୁନ୍ଦର୍ ଲାଗିଲା ❤❤❤

  • @ManojKumar-vj6mr
    @ManojKumar-vj6mr 8 วันที่ผ่านมา +26

    ଏ ଅପରାଜୟ ନବୀନ କିଏ ମାନକି ନ ମନ ଏ ହେଉଛି ନବୀନ ଯେଉଁଠି କିଛି ନୂଆ କରି ଗଢି ତୋଳିଥିବା ଓଡିଶା ସେଥିପାଇଁ ଏ ନବୀନ ଓଡିଶା

    • @anantakumardey8868
      @anantakumardey8868 7 วันที่ผ่านมา +1

      Thank you naveen sir ,india re aditya chief minister jai naveen,jai naveen orissa

  • @mukeshbahidar3841
    @mukeshbahidar3841 8 วันที่ผ่านมา +36

    The most beautiful picture of healthy democracy.

  • @gobindachandranayak9576
    @gobindachandranayak9576 8 วันที่ผ่านมา +8

    ପ୍ରକୃତ ଓଡିଆର ପରିଚୟ ଦେଲେ , ଧର୍ମେନ୍ଦ୍ର ବାବୁ,ବିରାଟ ହୃଦୟର ପରିଚୟ

  • @rashmiranjanmohanty8526
    @rashmiranjanmohanty8526 8 วันที่ผ่านมา +25

    This is what our culture says...Again @dppradhan Sir shows an example by receiving Naveen Patnaik Sir 🙏🏻

  • @biswanathtripathyofficial8705
    @biswanathtripathyofficial8705 8 วันที่ผ่านมา +13

    Lord Jagannath is above all politics. Such harmony between all political parties should be there in the land of Lord Jagannath 🙏
    Proud to be an Odia
    Jay Jagannath 🙏

  • @krishnakhandagiri9887
    @krishnakhandagiri9887 7 วันที่ผ่านมา +6

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ହାରିଲା ପରେ ଵି ସମସ୍ତ ଙ୍କ ହୃଦୟ ରେ ରହି ଯାଇଛନ୍ତି ତାଙ୍କ ପରି ସରଳ ନିଷ୍କପଟ ବ୍ୟକ୍ତି ଆଉ ମୁଖ୍ୟମନ୍ତ୍ରୀ ନେତା ନାହାଁନ୍ତି କେହି ଆଉ ଭଗବାନ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ସବୁବେଳେ ଭଲରେ ଆଉ ସୁସ୍ଥ ସବଳ ରଖନ୍ତୁ ❤❤❤❤

  • @TelltalePD
    @TelltalePD 8 วันที่ผ่านมา +4

    Such a noble gesture, especially of Dharmendra Pradhan. That's the beauty of democracy and all political leaders should follow

  • @aurobindadas8776
    @aurobindadas8776 8 วันที่ผ่านมา +5

    ଆଜି ହିଁ ଗୋଟେ ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି ଦୁନିଆରେ କୌଣସି ଚିରସ୍ଥାୟୀ ନୁହେଁ, ଆମେ ଯେଉଁ ପଦବୀରେ ଥାଉନା କାହିଁକି କେବେ ନିଜକୁ ଗର୍ବ କରିବା ନାହିଁ. ଏହା କ୍ଷଣସ୍ଥାୟୀ ନିମିଷକେ.....
    ସେଥିପାଇଁ କଥାରେ ଅଛି -"କେହି ରହି ନାହିଁ ରହିବେ ନାହିଁ ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ କର୍ମ ସାରି ବାହୁଡ଼ିବେ କାଳ ବେଳେ "
    ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻 ସବୁ ହିଁ ତୁମେ

  • @sudhanshusekharrath7878
    @sudhanshusekharrath7878 8 วันที่ผ่านมา +7

    Very nice. The team BJP always pays the proper respect to our honorable Ex CM Sj. Nabeen Pattanayak. So happy to see this culture.🎉

  • @Jay_Shri-Ram091
    @Jay_Shri-Ram091 8 วันที่ผ่านมา +15

    Jay Jagarnath DP ମକୁ ଭାଇ ଓ np ନବୀନ ପଟ୍ଟନାୟକ କି ଜୟ ହୋ 😅

  • @ajayajena319
    @ajayajena319 8 วันที่ผ่านมา +9

    ନବୀନ ବାବୁ 🙏

  • @biwajitviswajeet
    @biwajitviswajeet 8 วันที่ผ่านมา +4

    ନବୀନ ❤❤ ହିଁ ପ୍ରକୃତ ଓଡ଼ିଆ ଅସ୍ମିତା

  • @SrikantaBehura
    @SrikantaBehura 8 วันที่ผ่านมา +9

    ନବିନୀ ସାରେ the gret hero 🙏🙏🙏

  • @RameshYadav-ur6ws
    @RameshYadav-ur6ws 8 วันที่ผ่านมา +7

    ଜୟ ନବୀନ sir 🎉

  • @dhaneswardas7823
    @dhaneswardas7823 8 วันที่ผ่านมา +11

    ବନ୍ଦେ ଉତ୍କଳ ଜନନୀ ବନ୍ଦେ

  • @satyanarayanajena3939
    @satyanarayanajena3939 8 วันที่ผ่านมา +5

    This is our odisha

  • @PritamPriyanshu-eu6fd
    @PritamPriyanshu-eu6fd 8 วันที่ผ่านมา +9

    Aha ama odisha.. Andhra Pradesh nunhe

  • @Nayak4930
    @Nayak4930 8 วันที่ผ่านมา +5

    ଧନ୍ୟବାଦ ଧର୍ମେନ୍ଦ୍ର ସାରେ, ଆପଣ ମଞ୍ଚତଳକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ପଛୁଡ଼ି ନେଲ...

  • @uhujhfhhgh8
    @uhujhfhhgh8 8 วันที่ผ่านมา +4

    ଧନ୍ୟବାଦ ମୋହନ ବାବୁ ଆଉ ଧର୍ମେନ୍ଦ୍ର ବାବୁ ଙ୍କୁ.... ଉଭୟ ମହାନତା ର ପରିଚୟ ଦେଇଛନ୍ତି

  • @lksarap8779
    @lksarap8779 7 วันที่ผ่านมา +3

    ଏହାହିଁ ହିନ୍ଦୁଧର୍ମ ର ମାନବିକତା ବହୁତ ବହୁତ ଧନ୍ୟବାଦ ଧର୍ମେନ୍ଦ୍ର ସାର ଆପଣ ନବୀନ ବାବୁଙ୍କୁ ମଞ୍ଚକୁ ପାଛୋଟି ନେବାରୁ
    ଜୟ ଶ୍ରୀ ଜଗନ୍ନାଥ 🙏

  • @PratapBaral-o5i
    @PratapBaral-o5i 8 วันที่ผ่านมา +7

    Jay jagannath jay Navin 🙏

  • @sukruamanatya5607
    @sukruamanatya5607 8 วันที่ผ่านมา +5

    Love you Naveen sir
    Jay Jagannath

  • @sagarsingh7523
    @sagarsingh7523 8 วันที่ผ่านมา +2

    This mesmerizing scene shows the culture in people of MO Odisha ....UNITY & UNIQUE

  • @rajendrarajput8469
    @rajendrarajput8469 8 วันที่ผ่านมา +7

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ

  • @sushantadevta9225
    @sushantadevta9225 8 วันที่ผ่านมา +12

    ଏହା ହେଉଛି ଓଡ଼ିଶାର ସଂସ୍କୃତି ।

  • @banitasahoo3466
    @banitasahoo3466 8 วันที่ผ่านมา +4

    Naveen.sir.jay.jagannath❤❤❤❤❤❤

  • @Ananyaavlogs
    @Ananyaavlogs 8 วันที่ผ่านมา +6

    Dharmendra sir good person

  • @chittaranjansahu8113
    @chittaranjansahu8113 8 วันที่ผ่านมา +3

    ନବିନ ବାବୁ ବାବୁଙ୍କୁ ସାମ୍ମାନ ଦେଲେ...ଏହା ଦେଖି ବହୁତ୍ ଆନନ୍ଦ ଲାଗିଲା ମୋତେ l ସମସ୍ତଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ନବୀନ ବାବୁ l ପ୍ରଭୁ ଜଗନ୍ନାଥ ତାଂକୁ ଭଲରେ ରଖନ୍ତୁ l

  • @kpradeepkumar4462
    @kpradeepkumar4462 7 วันที่ผ่านมา +2

    Mohan majhi great...
    U showed the real leadership quality..
    Naveen got respect because of you & he deserves to be respected.

  • @sahoo6113
    @sahoo6113 8 วันที่ผ่านมา +3

    This is odisha ....🎉 glad to see this healthy democracy

  • @Jaysrikrishna00
    @Jaysrikrishna00 7 วันที่ผ่านมา +1

    Very good Dharmendra sir really your thinking very good & Navin sir also good people

  • @tapasentertainment9135
    @tapasentertainment9135 7 วันที่ผ่านมา +2

    It's no doubt Mr. Dharmendra Pradhan, done excellent job. If CM Mr. Mohan Majhi, came down to the stage and receive to Mr. Naveen Pattnaik, it will much more better respect to a former CM. In age and experience he is very Senior. Pray for good health Sir. Jay Jagannath

  • @diptiranjannayak4913
    @diptiranjannayak4913 8 วันที่ผ่านมา +2

    ଏ ହେଉଛି ଓଡ଼ିଶାର ଅସ୍କିତା କଥା। ଆମେ ଓଡ଼ିଆ ଭାରି ବଢିଆ। ଜୟ ଜଗନ୍ନାଥ

  • @ktccreation9722
    @ktccreation9722 7 วันที่ผ่านมา +1

    ଭଗବାନ ଆପଣ ପକ୍ଷରେ ଥିବାବେଳେ କିଛି ଅସମ୍ଭବ ନୁହେଁ | ❤❤

  • @Sudhakarmudhuli
    @Sudhakarmudhuli 6 วันที่ผ่านมา +1

    A Never Before Scene.This is the Beauty of Odia and Jagannath Culture....💯💯💯👌👌👌JAI JAGANNATH....👍👍👍❤️❤️❤️❤️❤️🕉️🕉️🕉️🇮🇳🇮🇳🇮🇳🙏🙏🙏

  • @MamataMishra-rz1ez
    @MamataMishra-rz1ez 8 วันที่ผ่านมา +4

    Hey Naveenbabu ame tama fan....

    • @santilatapanda1386
      @santilatapanda1386 7 วันที่ผ่านมา

      Bahut bahut Kanda laguchi Mane podigale

  • @soumyaranjan_samal
    @soumyaranjan_samal 7 วันที่ผ่านมา +1

    Dharmendra is a good person
    He respects & loves his opposition leader
    He had did the same thing on june 12

  • @anitamohanty6940
    @anitamohanty6940 7 วันที่ผ่านมา

    Proud Moment 🙏🏻Jay Jagannath Mahapravu 🙏🏻 🙏🏻🙏🏻

  • @swarnapravasahoo1940
    @swarnapravasahoo1940 8 วันที่ผ่านมา +3

    Jai Jagannath 🙏
    He is the Great Man
    Mr.Naveen Patnaik

  • @RAKESH20249
    @RAKESH20249 8 วันที่ผ่านมา +3

    The great person Navven Patnaik ❤️ Love' you sir INDIA No-1 CM Navven Patnaik 🙏

  • @amiyapriyabhoi7651
    @amiyapriyabhoi7651 8 วันที่ผ่านมา +6

    Great x cm I love you sir

  • @ChandraShekhar-ne5fx
    @ChandraShekhar-ne5fx 8 วันที่ผ่านมา +2

    Jai Jagganath Mahaprabhu 🇮🇳🚩🙏🙏🙏

  • @samarendrarout4341
    @samarendrarout4341 7 วันที่ผ่านมา +1

    Jay Jagannath 🙏❤️

  • @bishalbishal.rocky.1214
    @bishalbishal.rocky.1214 8 วันที่ผ่านมา +3

    Naveen patnaik sir No1 cm odisha 😢❤

  • @aloksamal6107
    @aloksamal6107 8 วันที่ผ่านมา +2

    Dharmendra Pradhan good human being ❤❤❤

  • @soubhagyaranjanmohanty3667
    @soubhagyaranjanmohanty3667 7 วันที่ผ่านมา

    ଯେତେ ହେଲେ ଵି.... ନବୀନ ନବୀନ... ହୃଦୟର ବ୍ୟକ୍ତିତ୍ୱ... 👍

  • @tapankumarpradhan-yr8uk
    @tapankumarpradhan-yr8uk 7 วันที่ผ่านมา

    ଜୟ ଜଗନ୍ନାଥ 🙏🙏🙏
    ସର୍ବେ ଭବନ୍ତୁ ସୁଖିନଃ.... 🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ସମସ୍ତଙ୍କୁ ହୃଦୟରୁ ମୋର ନମସ୍କାର ❤️🙏🙏🙏🙏🙏🙏🙏🙏🙏🙏🙏🙏🙏

  • @lopintirani1259
    @lopintirani1259 8 วันที่ผ่านมา

    So nice jai jagannath

  • @RanajitKumar-p1b
    @RanajitKumar-p1b 8 วันที่ผ่านมา +9

    Nobin sir is great ❤❤❤❤❤❤❤❤❤❤for

  • @dkraut9901
    @dkraut9901 8 วันที่ผ่านมา +1

    Thanks to Mr Dharmendra Pradhan

  • @sibavlogs5029
    @sibavlogs5029 8 วันที่ผ่านมา +3

    I love Dharmendra Pradhan but my heart ❤ nabin patnaik

  • @birakishorenayak1690
    @birakishorenayak1690 7 วันที่ผ่านมา

    ଏଇତ ଜଗନ୍ନାଥ ସଂସ୍କୃତିର ମହାନତା ।
    ଜୟ ଶ୍ରୀଜଗନ୍ନାଥ🙏

  • @Foodrecipes054
    @Foodrecipes054 8 วันที่ผ่านมา +1

    Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @suranjankindo3670
    @suranjankindo3670 7 วันที่ผ่านมา +1

    Lord Jesus bless them and guide them to experience your love and care❤❤

  • @alinone4576
    @alinone4576 7 วันที่ผ่านมา +1

    ନବୀନ ବାବୁ କଣ ପାଇଛନ୍ତି ଏଇଠୁ ଜଣା ପଡ଼ୁଛି
    Great

  • @santoshmahapatra4713
    @santoshmahapatra4713 8 วันที่ผ่านมา +1

    Jay shree jagannath

  • @sangitamaharathi2876
    @sangitamaharathi2876 8 วันที่ผ่านมา +2

    Best cm Naveen sir. Jay jagannath ❤❤

  • @user-yi8zw5uk2p
    @user-yi8zw5uk2p 8 วันที่ผ่านมา +2

    Odisha ra legend bhai Naveen Patnaik

  • @sashikantpallai8071
    @sashikantpallai8071 8 วันที่ผ่านมา +1

    Jay jagannath 🙏

  • @ajaysamal1195
    @ajaysamal1195 8 วันที่ผ่านมา +1

    Jay jagannath🙏🙏🙏🙏🙏🙏

  • @rashmisahoo-qp8px
    @rashmisahoo-qp8px 8 วันที่ผ่านมา +1

    Jay jagannath

  • @bipinbiharinayak5973
    @bipinbiharinayak5973 6 วันที่ผ่านมา +1

    Odia parmpara jay Jagannath jay

  • @prameyaparida3929
    @prameyaparida3929 8 วันที่ผ่านมา +1

    Love to see the respect of team bjp towards Naveen Sir.....BJP knows Naveen Sir has a CLEAN heart...,

  • @BikramKumar-dh4zu
    @BikramKumar-dh4zu 7 วันที่ผ่านมา +1

    This is pure politics of odisha.

  • @shaswatsahu
    @shaswatsahu 7 วันที่ผ่านมา

    Thank you .

  • @subratkumarpadhi8885
    @subratkumarpadhi8885 8 วันที่ผ่านมา +13

    So Great Sir.

  • @umakantadas729
    @umakantadas729 6 วันที่ผ่านมา

    This is the culture & pride of Odisha....Jay Jagannath

  • @dibakarsethi4802
    @dibakarsethi4802 8 วันที่ผ่านมา +2

    Jay jagannath jay naveen sir jay Odisha

  • @ramakantasahoo7755
    @ramakantasahoo7755 6 วันที่ผ่านมา

    Dil khus ho gya, Yes I am big big fan of Shri Nabin Patnaik.....

  • @jitenkumaar4786
    @jitenkumaar4786 7 วันที่ผ่านมา

    Bahut khusi laguchi dekhiki....prabhu emit ama odisha basi nku shanti re rakha bass etiki manokamana🙏🐚 ଜୟ ଜଗନ୍ନାଥ 🙏🙏🙏

  • @kunmunmallick-oi4jx
    @kunmunmallick-oi4jx 8 วันที่ผ่านมา +1

    Jay jaganatha

  • @Sandipsandip9413
    @Sandipsandip9413 7 วันที่ผ่านมา

    ନବୀନ ପଟ୍ଟନାୟକ sir love you dharmendra pradhan love you ❤

  • @sibaprasadbehera4052
    @sibaprasadbehera4052 8 วันที่ผ่านมา +1

    Jay Jagannath

  • @bishnuprasaddash1106
    @bishnuprasaddash1106 7 วันที่ผ่านมา

    Wow Dharmendra Pradhan sir wow, great. Respect to elders is our culture you have proved it.

  • @ShivaBhai-gm9pz
    @ShivaBhai-gm9pz 8 วันที่ผ่านมา +1

    Jay jagannath BABA 🙏🙏🙏🙏🙏💗💗💗

  • @snehalataparida5659
    @snehalataparida5659 8 วันที่ผ่านมา +6

    ଜୟ ନବୀନ 🎉

  • @hrudayaragita7961
    @hrudayaragita7961 7 วันที่ผ่านมา

    ସୁନ୍ଦର କଥା, ଦୃଶ୍ୟ