KHOLA KATHA EP 848 APRIL 04 2024, Exclusive Interview with BJP leader SIDHANT MOHAPATRA
ฝัง
- เผยแพร่เมื่อ 3 เม.ย. 2024
- A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims to clarify the stands of the celebs and see their reactions to the questions, gossip and rumours. This show seems to be edgy due to the controversial nature it holds and as it makes sure to push the envelope with the kind of topics it tends to discuss with your favorite celebs.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#KHOLA KATHA EP 848 APRIL 04 2024#OdishaTV #OTV
ସିଦ୍ଧାନ୍ତ ଭାଇ ଜିତିବେ ଆମେ ଦିଗପହଣ୍ଡି ବାସୀ ବହୁତ୍ ଖୁସି
ଆମ ଦିଗପହଣ୍ଡି ରେ ସିଦ୍ଧାନ୍ତ ହିରୋ ଜିତିବ JAY BJP 🎉
ଆମେ ନୁହେଁ ସମସ୍ତେ ଗଞ୍ଜାମ ବାସି ❤
ଜିତି ସାରିଲାଣି ଦେଖ
Request to all people of digapahandi.. Please change the bjd government ... And give them 5 years
😂😂
ସରପଂଚ ବାବୁ ର Film ଏବେ real ହେବ
ମୁନା ଭାଇ jindabad 👍
Jay Jagannath 🙏
ଆମ ଦିଗପହଣ୍ଡି କୁ ସିଦ୍ଧାନ୍ତ ଭାଇ ସ୍ଵାଗତମ୍
ଯାଏ ଶ୍ରୀ ରାମ ଯାଏ ଜଗନ୍ନାଥ୍ ଯାଏ ଶ୍ରୀ କ୍ରିଷ୍ଣା ଯାଏ ମା ସମଲେଇ ଜୟ ହିନ୍ଦୁ ରାଷ୍ଟ୍ର ଜୟ ମୋଦି ଗ୍ୟାରେଣ୍ଟି ଜୟ ଜନତା ଜୟ ଓଡ଼ିଶା ଜୟ ଭାରତ ଜୟ ବିଜେପି
ଓଡ଼ିଶା କୁ ଦରକାର୍ ଭାଇ ବିଜେପି ସରକାର ଏଥର ବିଜେପି ସରକାର ଓଡ଼ିଶା କୁ ଦରକାର୍ ଭାଇ
BJP ki Bjd kehi na asiba darkar
Gote thara bjp ku Chan's dia jau❤
🎉bjp ku vote diyantu🙏🙏🙏🙏 please brother
Kn ta karichi bjp sarkar
India re bi bjp ku hateiba darkar, Parivartan hi bikash
ପ୍ରତ୍ଯେକ ଆଦର୍ଶ ବ୍ଯକ୍ତି ଙ୍କୁ ପ୍ରଭୁ ଜଗନ୍ନାଥ ଜିତାନ୍ତୁ ।
ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...
ବାଃ ବାଃ ଭଲ କଥା ପଦେ କହିଲେ 👌👍
ସିଦ୍ଧାନ୍ତ ଭାଇ ପୁରା ନେତା ହୋଇଗଲେଣି
Bala na
ଜୟ ମୋଦି ଜୟ ବିଜେପି ସରକାର ଓଡ଼ିଶା
ଜୟ ଗୁଜୁରାତି ଚୋର ଲୁଟେରା 😂
Modi destroyer of india gunda danga kari thuu ra. ...rocket lagei akash ku pathei dia...thuuuuu...ODISHADROHI MODIBHAKT TAM 7 PURUS JO ODISHA RE AJI JAE ENJOY KARICHA ROAD ,ELECTRICITY, SCHOOL,HOSPITALS ,OFFICES ,JOBS,UNIVERSITY, RAILWAYS, AIRPORTS BJD CM BIJU N NABIN PATNAIK BANEI THIBA ODISHA
PREM...TO RAJYADROHI BESYA RANDI MAA KU NEI GUJRAT CHALIJA SETHI MOSI DANGA KARUCGI MARIBU HARMI RAJYADROHI DESDROHI BASTRD KUKUR
ସିଦ୍ଧାନ୍ତ ଭାଇ ବିଜେପିରେ ଜିତିବେ
ହାରିବ ସିଦ୍ଧାନ୍ତ ମହାପାତ୍ର
ଫୁଟିବ ଭାଇ ଫୁଟିବ ଏଥର ପଦ୍ମ ଫୁଲ ଫୁଟିବ ଓଡ଼ିଶା ରେ ବିଜେପି ସରକାର ଗଠନ ହେବ କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଓଡ଼ିଶା ରେ ଲଗୁହେବ
Central re keu keu yazona successful lagu hei chhi sir please give me 5 example 🥱
Actor କୁ ଦିଅନ୍ତୁ ନାହିଁ
ପରେ ପଶ୍ଚାତତାପ କରିବେ
ସର୍ବୋତ୍ତମ ନେତା ରୂପେ ସିଦ୍ଧାନ୍ତ ସାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କୁ ମିଳିବେ
BJP ଜିତିବ 🎉🎉
କିଏ ତୋମେ କହିଲ ବୋଲି
😂😂😂😂@@beautypanda5623
A terito
@@beautypanda5623 yess mu kaha ebe
@@beautypanda5623 yess mu kaha ebe
ଓଡ଼ିଆ ଭାଷା ପ୍ରତି public ଆଉ private school ରେ 1 ଠାରୁ 5 class ପର୍ଯ୍ୟନ୍ତ mandatory କରିବା କଥା। କର୍ଣାଟକ ରେ ଏହା କରାଯାଇଅଛି।
ସିଦ୍ଧାନ୍ତ ଓଡ଼ିଶା ବିଜେପି ର ମୁଖ୍ୟମନ୍ତ୍ରୀ ପଦ ପାଇବେ
😂
❤❤❤
Sabu khai deba
Dharmendra Pradhan naam toh suna hi hoga
😂
ଓଡିଆ ସ୍ଵାଭିମାନ ଅସ୍ମିତା ନିହାତି ଜରୁରୀ କାରଣ ଓଡ଼ିଶାରେ ତାମିଲ ଶାସନ ଚାଲିଛି
ନାହିଁ ଗୁଜରାଟୀ ଆଉ ବିହାରୀ ଶାସନ ଭଲ ଲାଗିବ। Abdul kalam and Sarba pali radha krishnan b tamil thile। Tamil loka au bihari loka nka ଭିତରୁ କିଏ ଭଲ ଭାବି ନିଅ। ତଥାପି ମଙ୍ଗ Naveen babu nka hatare acchi. Bujhi jao bhai Bihari au gujurati asile odisha ku sosi nebe
Jay shree ram Abdul Kalam is not tamiliomn he india son who wrote Gita bhagbat
Vote ଚାଲି ଗଲେ ଭୁବନେଶ୍ୱର ଗାଣ୍ଡି ମରେଇ ହେବେ... election ଆସିଲେ ଆମକୁ ticket ଦିଅ ଗରିବ ଲୋକ କଥା ବୁଝ ତାପରେ ticket କହିବ ଆଉ ଗୋଟେ ଆକାଶ ଦାସ 5 ବର୍ଷ ଦେଖ ଦର୍ଶନ ନାହିଁ କହୁଛି ମୋତେ ticket ଦେଲାନି ଏଗୁଡ଼ାକୁ ଧକ୍କା ମାରି ବାହାର କରିବାର ଥିଲା ପୁଣି 5 ବର୍ଷ ପରେ BJP ଛାଡ଼ିବେ ଏଇ ସବୁ ଗୁଡ଼ା.. ମୁଁ 100% କହିବି ଅଧା vote ବି ମିଳିବେ ନାହିଁ
ତାମିଲ ପାଣ୍ଡୁ କୁ ହଟେଇବା ନିହାତି ଜରୁରୀ, ଓଡ଼ିଆ ସ୍ଵାଭିମାନି ଭାଇ ଭଉଣୀ ମାନେ ଏବେଠୁ ଅଣ୍ଟା ଭିଡ଼ି ନିଅ, ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@@SujitBarik-uf4ku Au Abdul born in Rameswaram, Tamil nadu. Atleast VK pandian odia ଜ୍ବାଇଁ।
Aparajita Bihari janina bodhe.
କେବଳ ହିରୋ ମାନେ ନେତା ହେଲେ ଦେଶ ଚାଲିବ ନାହିଁ, ଦେଶଚଳିବାକୁ ହେଲେ ଜଣେ ଭଲ ପ୍ରଜା ପ୍ରେମୀ , ପରିଶ୍ରମୀ ସେବକ ଦରକାର l
ଠିକ୍ କଥା ଭାଇ
ଦିଗପହଣ୍ଡି ରେ ବି ଜୀତିବେ
ବହୁତ୍ ବହୁତ୍ ଧନ୍ୟବାଦ ସିଦ୍ଧାନ୍ତ ଭାଇ ଆପଣ ବିଜେପି ପାର୍ଟିର ପ୍ରାର୍ଥୀ ହଇଥିବାରୁ 🙏🇮🇳
ଜୟ ଶ୍ରୀ ରାମ 🙏🕉️🏹🚩
Congratulations 👏🎉🎉🎉🎉 OTV 10 million
Jay bjp
ବିଜେଡି ଅଣ ଓଡ଼ିଆ ତାମିଲ୍ ଶାସନ ଚଳିବ ନାହିଁ
E katha kuha nai 😅😅 nabin nka voat e kou Tamil loka nuhne
10 yrs mp hela pare dine hele odisha pain parliament re muhan kholinahanti, au ebe adhika kn karibe , jiti gala pare sie tanka batare.loka nka pakhare sabubele thile, loka nka subidha asubidha bujhithile,loka nka pain kama karithile ticket ape ape miluthanta, ticket pachhare godeiki dala badaleibaku padi nathanta
Ticket pachhare godeiba loka 5 yrs side line heiki nathante bhai
Au rahila odisha katha Parliament ee utheiba
Mu janiba re BJD ra Sabu MP semiti
BJD ra Agenda seia
State re birodh dekhei haba au Center re Kola koli haba
ଠିକ୍ କଥା ଭାଇ
5 year
Bhai mora brahmapur sidhanta mahapatra bhala neta nuhanti tanka dei kichhi habani
He is a bloody joker of politics whichever party he joins that's a loss of Odohsa's people .
ସିଦ୍ଧାନ୍ତ ଭାଇ କି ଯାଏ ହୋ
Jay bjp
One only Siddhant Mohapatra ❤
God bless you sir❤ bhala kama karibe 🙏ବିଶ୍ବାସ rakhibe janata nkara🙏
Congratulations Sidharth v🎉💐
ଅଭିନେତା ମାନଙ୍କୁ ବିଶ୍ୱାସ ନାହିଁ.....
ସିଦ୍ଧାନ୍ତ sir ଙ୍କ ଭାଗ୍ୟ ବହୁତ ଭଲ, sir ରଚନା ମାମ ଙ୍କୁ marriage କରି ଛାଡିଦେଲେ, no objection, ଓଡିଶା ର ଯିଏ ନମ୍ବର 1 ହେରୋଇନ ଥିଲେ, ଆମ ବ୍ରହ୍ମପୁର ପାଇଁ କଣ କରିଛନ୍ତି କହି ପାରିବ sir ଉତ୍ତର ନାହିଁ, ହାଁ ଅଭିନେତା ନା ବହୁତ ଭଲ ହସି ହସି ମିଠା କଥା କହିବା ଜାଣିଛ, ସିଦ୍ଧାନ୍ତ sir ଆଜି ଯଦି ଓଡ଼ିଆ ଚଳଚ୍ଚିତ୍ର ବୁଡିବାକୁ ବସିଛି, ସେଥିପାଇଁ ଦାୟୀ କେବଳ ଆପଣ
Bhala hoichhi,rachana ebe mumtaz begum party re samil hoichhi😂😢😊😅
😂😂😂😂😂😂😂😂😂😂😂😂😂😂😂😂😂😂😂😂 ବୁଝିଲା ବାଲା ବୁଝିବ 🙏🙏🙏🙏🙏🙏🙏🙏
Sidhant suparstar no 1 and olliwood King
Sidhant sir sure win karibe
Bhai thik katha kahila
ଦଳ ପରିବର୍ତ୍ତନ କରିବା ପରେ ମଧ୍ୟ ଆପଣ ଭୁଲି ନାହାନ୍ତି କାହା ସହ କେମିତି କୋଉ ସମୟ କଟିଚି ଏବଂ ଭଲ ଟା ଭଲ ଖରାପ ଟା ଖରାପ୍ ବୋଲି ଆପଣ କହିବାକୁ ଭୁଲି ନାହାନ୍ତି ସେଥି ପାଇଁ ଧନ୍ୟବାଦ।
Ama digapahandi re sidhant Bhai win karibe
ବହୁତ ସୁନ୍ଦର ଆଲୋଚନା ହୃଦୟ ରୁ ଧନ୍ୟବାଦ ଜୟ ଶ୍ରୀ ରାମ
Sidhant Odisha BJP CM hebe
ଏବେ ରାଜା ର ପୁଅ ରାଜା ନୁହଁ ସେ ରାଜା ଯିଏ ପ୍ରକୃତରେ ସକ୍ଷମ ।
ଯାଏ ଶ୍ରୀ ରାମ
❤ BJP ❤ Modi ❤ Sarkar ❤ jitiba ❤
Vote ଚାଲି ଗଲେ ଭୁବନେଶ୍ୱର ଗାଣ୍ଡି ମରେଇ ହେବେ... election ଆସିଲେ ଆମକୁ ticket ଦିଅ ଗରିବ ଲୋକ କଥା ବୁଝ ତାପରେ ticket କହିବ ଆଉ ଗୋଟେ ଆକାଶ ଦାସ 5 ବର୍ଷ ଦେଖ ଦର୍ଶନ ନାହିଁ କହୁଛି ମୋତେ ticket ଦେଲାନି ଏଗୁଡ଼ାକୁ ଧକ୍କା ମାରି ବାହାର କରିବାର ଥିଲା ପୁଣି 5 ବର୍ଷ ପରେ BJP ଛାଡ଼ିବେ ଏଇ ସବୁ ଗୁଡ଼ା.. ମୁଁ 100% କହିବି ଅଧା vote ବି ମିଳିବେ ନାହିଁ
@@Pabitra_kumar_Jenajaane but bjp ku mo vote jiba aau bjd ku nuha bjp ko gote chance dia jau
Congratulations sir
Digaphandi ra next MLA Megastar Siddhant Mohapatra
ମୁଖ୍ୟ ମନ୍ତିରୀ move sata heba sumiti karantu i support sidanta sir ku
ହଁ ଆଜ୍ଞା ଜାଣିଛୁ ବ୍ରହ୍ମପୁର ର MP ହୋଇଥିଲେ କେତେ ଥର development କଲ ଜାଣିଛୁ ଆମେ
Ebe jie mp achi kn karichanti
❤ sidhanta ❤ mahapatra ❤ jitibe ❤
Sidhanta mahapatra babu❤ kalahandi Jilla ❤ jaiptna ❤tike pachar pain asiba❤ame bhut khusi hebu
ବିଜେପି ସରକାର ଓଡ଼ିଶା କୁ ଦରକାର୍
ସିଦ୍ଧାନ୍ତ ହିରୋ BJP ଜିତିବା ଦରକାର
କାହିଁକି ନା ତାଙ୍କ କଥାରେ ସତ୍ୟତା ରହିଛି ଯାହା କରିଛନ୍ତି ଭଲ କରିଛନ୍ତି ଜୟ ବିଜେପି
ଜିତିଲେ CM ହେବା ଦରକାର 🎉 ହାର୍ଟ ରୁ ❤ ଗୋଟେ ଭୋଟ ଦେବି ଆଉ ମୋ କଲେଜ ଫ୍ରେଣ୍ଡ୍ କୁ ଭୋଟ ଦେବି ❤
Next CM sidhant sir
Pagla haigalani
Bilkul kotha koilo😊
ଯଦି ସିଦ୍ଧାର୍ଥ ସାର୍ ଙ୍କୁ ବିଜେପି ୱଲା CM ନକରିବେ ତାହାହେଲେ ଆମେ ଆଉ ଭୋଟ ଓରିଶା ବାସି ଦେବୁନାହିଁ। 😊
😂😂😂
Ok 😂
Odisha ପାଇଁ ବିଜେପି ପକ୍ଷରୁ menufesto କେବେ asiba
What a speech "once upon a time there was a king"...
Hats off to you sir,wishing you all the very best ....
Sidhant best CM
You are Great ସିଦ୍ଧାନ୍ତ ମହାପାତ୍ର
Sidhant Bhai ki Jai Ho
ଯେତେବେଳ mp ଥିଲେ Bjd ରେ ବ୍ରହ୍ମପୁର ଲୋକଙ୍କ ପାଇଁ କିଛି ଖାସ୍ କରିନାହାନ୍ତି, ସାଂସଦ ରେ ଉପସ୍ଥାପନ କମ୍
ସିଦ୍ଧାନ୍ତ ମହାପାତ୍ର is 🎬 best in ଓଲିଉଡ 🪥📽️🎥🎥
Not eligible for politics 🙏
ଜୟ ଜଗନ୍ନାଥ
ଜୟ ମା ବୁଢୀ ଠାକୁରାଣୀ ❤
ଠିକ୍ କଥା ଭାଇ
ସବୁ ଓଡିଆ ଭାଇ ଭଉଣୀମାନଙ୍କୁ
ଅନୁରୋଧ ଆସ ସମସ୍ତେ ଏକ ହେବା
ତାମିଲ୍ ଶାସନ କୁ ହଟାଇବା
ଭାଇ ଏ ଭଳିଆ ଅଭିନେତା କୁ ଆଣି ନିର୍ବାଚନ ମଣ୍ଡଳୀରେ ଟିକେଟ ଦେଲେ ତାମିଲ ବାବୁ ହଟିବେ ନାହିଁ
ଓଡିଶାର କେତେଜଣ ରାଜନେତାଙ୍କୁ ଛାଡିଦେଲେ ଆଉସବୁ ନିଜ ସ୍ବାର୍ଥ [ବା] ନିଜ ପକେଟ ପାଇଁ ରାଜନିତି କରୁଛନ୍ତୀ
ଏମାନେ ରାଜନିତି କରୁନାହାନ୍ତୀ ନିଜ ପାଁଇ
ଭଲ କାମ କଲେ ଭଲ ସମ୍ନାନ ମିଳେ
ଆସନ୍ତା ବର୍ଷ କୁ ନୂଆ ସିନେମା ଆସିବ
ବିକ୍ରି ହେଇଗଲେ ସିଦ୍ଧାନ୍ତ ମହାପାତ୍ର 😂
ଆସନ୍ତା ବର୍ଷ କୁ ନୂଆଁ ସିନେମା ଆସିବ ଗେଣ୍ଡା ଦଳ ତମ ଘରେ ପଶି ଗେହିଲେ
Haba jadi Pandian ku bi bikidia
Nahele BJD Bala khaijiba😅
ବାହା ସିଦ୍ଧାନ୍ତ ମହାପାତ୍ର ବାବୁ ସୁନ୍ଦର ମତାମତ ଲାଗି ଆପଣଙ୍କୁ ସାଧୁବାଦ୍। ଜୟ ଜଗନ୍ନାଥ। ଜୟ ଶ୍ରୀ ରାମ।
Congratulations to Sidharth bhai❤.... Vagaban apana nku Digapahandhi ru nischita rupe Bijaya karanti ...
Wellcome siddhant mohapatra.
ଏ ମାନେ actor ନିଜ ନିଜର ଲାଭ ପାଇଁ ଦଳ change କରିଥାନ୍ତି ଆମ development ପାଇଁ ନୁହଁ ସବୁ ନେତା BJD କୁ ଛାଡି କେବଳ BJP କୁ କଣ ପାଇଁ join କରୁଛନ୍ତି ଆମକୁ ଭଲ ଭାବେର ଜଣା
ଠିକ୍ କଥା ଭାଇ
Odisha no 1 DADANARE
I am from balasore....mu jane bjd loka...but sidhant sir jadi bjp re CM pai chhida hebe taa hele bhola huanta....sie bahut bhola loka.... samastanku respect karanti....jay jagannath....❤❤❤❤❤
ଓଡ଼ିଆ ଭାଷା ଓ ତାହାର ସମସ୍ତ େଲାକ ପଠାଇ ତାଙ୍କୁ ପ୍ରଶଂସା କରିବା ଉଚିତ୍ ❤❤❤❤❤❤
Berhampur ରେ BJD ଦଳ, mp ସିଟ୍ ଜିତି ପାରୁ ନ ଥିଲା, siddhant mohapatra ଆସିଲା ପରେ ସେ ସିଟ୍ ଜିତିଥିଲେ😂😂
କାହାର କେତେ ଦମ୍ ଜଣା ପଡୁଛି, jay BJP, only BJP..
Sab ka saath, sab ka bikash🎉🎉
Right
2009 re sidhant Mohapatra nku bjd use karila .2019 re fopadi dela.
Har har modi ghar ghar modi
Bala na
Chhamu chhodibe
Uttar Pradesh (UP) contributes to over 64 percent to the overall meat export revenue and is the major exporter of buffalo meat followed by Punjab and Maharashtra, with export to almost 70 countries.
ପରିପକ୍ୱ ନେତା ଅଭିନେତା ମାନଙ୍କ ମଧ୍ୟରେ
Sidhant Bhai your best song
Puchuki Galli song
Digapahandi one sided election. Sidhhant already won 😂😂😂. Pilamane baya heijibe to see sidhanta.
Bjp jindabad bjp win Megha Star sm sir digpahandi assembly seat ❤
Bjd ki jaumane support karuchanti kanta karichi BJD odisha pai 20yr helani. Gariba ru au gariba hai galani
Kete ta achievements kahibi???List baneiba??
@@jayprakashsahoo1592 Han kuha alaga state ku dekha kete development haichi au ama state kete development haichi
@@gamingwithkiran7262nije ଓଡିଶା ra list dekhe janiparibu
ଅଭିନେତା କେବେ ବି ନେତା ହୋଇପାରିବେ ନାହିଁ,
ନିର୍ବାଚନ ପରେ ଆଉ ଦେଖା ଦେବେ ନାହିଁ,
କେବଳ ଦଳର କର୍ମୀ ମାନେ ମରିବେ ।
Jay shree Jagannath or MAA laxmi mata ki jay or jay shree dhakina Kali Mata ki Jay or Hara Mahadeva
Siddhant babu will win
Dhanyawad mo FV party re join karibare.Aamo.odisha.bi.paribartan.habaa darkar politic.🎉🎉🎉🎉🎉
Jay Hind Jay shree Ram 🙏🇮🇳🚩
Face of odisha tourism and odisha biker club ।
Jay Kalinga।
Balo Modi, Faltu Modi but We need a good and kind hearted person like Siddhant Sir.. We need a person who leads all Odisha, not BJP not BJD,..
Ollywood king Megastar siddhant Mohapatra
Odisha next cm sidhant sir 👍🙌
Be ready to an event with manoranjan Mishra sir.
the way he says...respected Cm....this shows his character.....❤
ଗଞ୍ଜାମ ଘାଇଲା 🐅 ପୁଣି 0 ଟୁ Hero ହେଉଥିଲେ Hero ଟୁ ସୁପର ଡୁପର ଓଡ଼ିଶା ସେବା କରିବାର ନିଷ୍ପତି ନେଇଛନ୍ତି ମାନେ ବିଜେଡି ଡରିଗଲେ
Splendid replies
ସିଦ୍ଧାନ୍ତ ଭାଇଙ୍କ ଜୟ ହେଉ ଜୟଜଗନ୍ନାଥ❤❤❤
ଓଡ଼ିଶା ର କୌଣସି ସେଲିବ୍ରେଟି ଏଥର ଜିତି ପାରିବେନି ପୋଲିଟିକ୍ସ ରେ ....just Prediction ❤
ସରକାର ତୁରନ୍ତ ପରିବର୍ତ୍ତନ କରିବା ଦରକାର,ଆଊ ଭଲ ଉନ୍ନତି ହେବା ଦରକାର ❤❤❤❤
ଜୟ ମୋଦି ଗ୍ୟାରେଣ୍ଟି
Kana modi guarantee purana karu chhi ki ....
Tamil guarantee
My choice song
There was a king n still he is a King. . it's not acceptable for you Sidhharth Sir Don't for forget
I'm Digapahandi my Vote for Sidhant Mahapatra
ଭାଇ ଖଣ୍ଡେ କଲେ ହବନି ତାକୁ ୧୦୦କଲେ ସିଦ୍ଧାନ୍ତ ମହାପାତ୍ର ଜୀତିବେ।
Siddhant sir always good 👍❤❤❤🎉
ମହର ବିଶ୍ୱାସ ସିଦ୍ଧାନ୍ତ ଭାଇ ନିଶ୍ଚୟ ଜିତିବେ 🎉
ଡବଲ ଇଞ୍ଜିନ ସରକାର ଓଡ଼ିଶା କୁ ଦରକାର୍
Welcome BJP
Jay sriram
Great person
Sir if you worked hard when you got opportunities from BJD, then this situation never comes. A Party never neglect a leader who work for people and for party apart from election time. Hopefully this time you may come from comfort zone work hard and more focus on poor people rather than rich super biker Gangs else BJP also treat you same. All the best
Shellfish , ethara big000000000000000 ,wait ,,,,
100% Sure Siddhanta sir jitibe. Aau mun kahibini ki BJP govt heba odisha re ethara, BJD funi sure jitiba eithara.
Bhai mu Berhampur ru belongs karuchi so Mora question apana Berhampur 2 thara MP bhabare kn karichanti,kebala 10 ta devlopment kama karichanti taha answer diantu.
Sir always champion ❤