Agyan namaskar, you are very lucky because you have got opportunity on that time from your family. Intrestingly my grandmother also very talented like you but she not got opportunity on that time to learn the music. But this time she sang that time bhajan very beautifuly
Mu Jane pala gayaka vabe apananku hrudayaru gavira krutangyata janauchhi .pala gayaka Mane apanka pari byaktinka hrudayre thibaru mu nijaku mandhya dhanya Mane karuchhi
ଶତ ପ୍ରଣାମ ଆପଣଙ୍କୁ । ଆଜିବି ଆପଣଙ୍କ କଣ୍ଠ କେଡ଼େ ସୁନ୍ଦର ଅଛି । ଆପଣ ଓଡ଼ିଶା ର ଗର୍ବ ଓ ଗୌରବ ।
ଆପଣଙ୍କ ପାଦତଳେ କୋଟି କୋଟି ପ୍ରଣାମ।🙏🏻
You are great
Jayjagnnatha
My fev singer
ସଙ୍ଗୀତ ସାଧିକା ଭାବେ ଆପଣଙ୍କ ପାଦ ପଦ୍ମର କୋଟି କୋଟି ପ୍ରଣାମ। ଦୀର୍ଘ ଜୀବନ କାମନା କରି ରହୁଛି।
❤🌹🙏Shata Shata Pranama
🙏🙏🙏ମଥାଲୋଟା ପ୍ରଣାମ
Very good mama
ଆପଣଙ୍କୁ ଶତ ଶତ ନମସ୍କାର
ସାରସ୍ବତ ସାଧିକାଙ୍କୁ ଭୂମିଷ୍ଠ ପ୍ରଣାମ 🙏
ଆପଣ ଓଡ଼ିଆ ସଙ୍ଗୀତ ଜଗତର ମାଇଲ ଖୁଣ୍ଟ❤❤❤🙏🙏
Palla, palagayak pratee thiba valla payiba panyi dhanyabad sata koti namaskar
ସତରେ ପାଲା କଳାକାର ମାନଙ୍କର ଓଡ଼ିଶା ସଙ୍ଗୀତ ପ୍ରତି ଅବଦାନ ଅତୁଳନୀୟ
ଆପଣଙ୍କୁ କୋଟି ଜୁହାର।ଜୟ ଜଗନ୍ନାଥ।🙏
🙏🙏🌹ପ୍ରଣାମ ମା. ଜୟଜଗନ୍ନାଥ
Apana ama jubak nkar pathapadarska
Apannku charanare koti koti pranam
Great wards by a great singer.
ପ୍ରଣାମ ମାଆ।
ସେ ଗୀତ (ସତେ କି ଏ ଜୀବ ଯିବ ବୈକୁଣ୍ଠେ ଯାଇ ସ୍ଥାନପାଇବ,ରାଧା ଗୋବିନ୍ଦ) ଠିକ୍ କହିଛନ୍ତି ମାଆ ପାଲିଖଳାକାର ସଠିକ୍ ସ୍ବରରେ ଗାଇଥା'ନ୍ତି।
ଜୟ ଜଗନ୍ନାଥ।
ମାଆ ପ୍ରଣାମ ❤
ମହାଶୟl ଙ୍କୁ ହୃଦୟ ରୁ ପ୍ରଣାମ 🙏🌹
ମା ଆପଣଙ୍କ ପାଦତଳେ କୋଟି କୋଟି ପ୍ରଣାମ 🙏
Agyan namaskar, you are very lucky because you have got opportunity on that time from your family. Intrestingly my grandmother also very talented like you but she not got opportunity on that time to learn the music. But this time she sang that time bhajan very beautifuly
ସର୍ବ ଗୋପବାଳୀ ନେତ୍ର ସମ୍ପତ୍ତି ରାଧା ଗୋବିନ୍ଦ
Jay jagannaath maa
Pranam MAA
Maanku more pranama
Bholo
Dhanya tume maa
Ati Sundar maa👌🙏👏👏👏
ଜୟ ଜଗନ୍ନାଥ ।
ଆପଣ ନିଛକ ସତ କଥା କହିଛନ୍ତି ।
🙏🙏🙏🙏🙏
Apankanku koti koti pranam
Mu Jane pala gayaka vabe apananku hrudayaru gavira krutangyata janauchhi .pala gayaka Mane apanka pari byaktinka hrudayre thibaru mu nijaku mandhya dhanya Mane karuchhi
🙏
Maa, morapranama grahanakaribe,apanaka upadesa ruriate, apanaka champu kyasete keuinthu miliba 18:56
❤❤❤❤
😢🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Odia sahitya ra garba Namaskar madam
ମା ସରସ୍ଵତୀ ଙ୍କ ବରପୁତ୍ରୀ ଆପଣ ଆମ ଓଡ଼ିଶା ର ସ୍ୱର ରାଇଜ ର ସରସ୍ୱତୀ। ଆପଣଙ୍କ କଣ୍ଠ ମିଠାପଣ ପାଇଁ ଭାଷା ନାହିଁ
ଆପଣଙ୍କ ଚରଣ ରେ କୋଓ
ଆପଣଙ୍କ ଚରଣ ରେ କୋଟି କୋଟି ପ୍ରଣାମ
ଏମିତି ମଧୁର ସ୍ଵର ଶୁଣି ବା ପାଇଁ ବହୁତ କଷ୍ଟ ରେ ସିଡି ସଂଗ୍ରହ କରିବା ପାଇଁ ବର୍ତ୍ତମାନ ଇଉ ଟ୍ୟୁବ ଚେନାଲ କୁ ଧନ୍ୟବାଦ
apananku sata koti pranam