ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ସାରା ଓଡ଼ିଶା ଜାଣିଛି ରାଣୀ ପଣ୍ଡା ଦିଦି ଜଣେ ହୃଦୟ ଖୋଲା ମଣିଷ ଟେ, ଜିଏ କି ଅନ୍ୟର ଅସୁବିଧା ରେ ସାହାଯ୍ୟ ହାତ ବଢାନ୍ତି , ଆଇ ❤️ ରାଣୀ ଦିଦି 🙏
Ba,rani di dhanyawad
Good rani panda Amiti manisa te heba darkar
ଦୁଃଖୀ ମଣିଷର ଦୁଃଖ କେବଳରାଣୀ ଦିଦି ଜାଣିଛିଆଉ ସହାୟତା ମଧ୍ୟ କରନ୍ତିସେତି ପାଇଁ ତ ସମସ୍ତେ କହନ୍ତିରାଣୀ ଦିଦି ତମେ ମହାନ୍ ଓଡ଼ିଆ ଜାତି ପାଇଁ
ଧନ୍ୟବାଦ ରାଣୀ ପଣ୍ଡା ଭଗବାନ ଆପଣଂକୁ ମଙ୍ଗଳ କରନ୍ତୁ 🌹
ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମକୁ କୋଟି ପରମାୟୁ ଦିଅନ୍ତୁ। ମା ଲକ୍ଷ୍ମୀ ଙ୍କର ଅପାର କରୁଣା ମିଳୁ।ଆହୁରି ଅଧିକ ଅସହାୟ ଲୋକଙ୍କୁ ସାହାଯ୍ୟ କର।
ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମକୁ କୋଟି ପରମାୟୁ ଦିଅନ୍ତୁ. ମା ଲଷ୍ମୀ ଙ୍କ ର ଅପାର କରୁଣା ମିଳୁ. ଦୁନିଆ ରେ ଯେତେ ଅସହାୟ ଲୋକଙ୍କୁ ସାହାଯ୍ୟ କର.. ଭଗବାନ ତୁମର ମଙ୍ଗଳ କରନ୍ତୁ
ରାଣୀପଣ୍ଡାଙ୍କଠାରୁ କିଛି ଶିଖ, ଧର୍ମ କଣ? ପଇସାର ଉପଯୋଗ ମଠ ମନ୍ଦିରରେ ନୁହେଁ ବରଂ ଅସହାୟ ପାଖରେ ହେବା ହିଁ ପ୍ରକୃତ ଧର୍ମ
Right
right right
Correct 💯
Right 👍🏻👍🏻👍🏻
ସତ କଥା ଭାଇ ❤
ରାନୀ ପଣ୍ଡା ମ୍ୟାଡ଼ାମ , ଆପଣକୁ ମୋ ଖୋଲା ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ , ଆପଣଙ୍କ ମହତ ପଣିଆ , ପରୋପକାର ପାଇଁ ଭଗବାନ ତୁମର ଚଲାପଥକୁ କୁସୁମିତ କରନ୍ତୁ , ଜୟ ଶ୍ରୀରାମ 🙏🙏🙏
ଚମତ୍କାର ସହଯୋଗ, ଧନ୍ୟବାଦ ରାଣୀ ପଣ୍ଡା
ଧନ୍ୟବାଦ୍ ଏଭଳି ଜଣେ ନାରୀ ହୋଇ ଦୁଖରେ ପାଖରେ ପହଞ୍ଚି ପାରୁଛନ୍ତି
Rani Didi you are Great 👍👍👍
ରାଣୀ ଦିଦି ଆପଣଙ୍କୁ ଯେତେ ଧନ୍ୟବାଦ ଓ ଆଶ୍ରିବାଦ ଦେଲେ କମ ହେବ , ଶ୍ରୀ ଜଗନ୍ନାଥ ଅପାଙ୍କର ଚଲା ପଥକୁ ଶୁଭକାମନା କରନ୍ତୁ 🙏
କୌଣସି ଘଟଣା ଘଟେ ପ୍ରଥମେ ସରକାରୀ କର୍ମଚାରୀ ଆସନ୍ତି ନାହି କିନ୍ତୁ ରାଣୀ ପଣ୍ଡା ସର୍ବ ପ୍ରଥମେ ଆସନ୍ତି କୌଣସି ସୂତ୍ରରୁ ସୂଚନା ପାଇ , ସାହାଯ୍ୟ ବି କରନ୍ତି.. ଜଗନ୍ନାଥ ଆଶୀର୍ବାଦ କରନ୍ତୁ ସୁସ୍ଥ ଓ ଖୁସି ରେ ରୁହନ୍ତୁ .
ପୃଥିବିରେ ରାଣୀ ଦିଦି ପରୀ ଆଉ କେହି ହଇପାରିବ ନାହିଁ ଧନ୍ୟ ବାଦ ଦିଦି
ରାଣୀ ଦିଦି ହୃଦୟରୁ ପ୍ରଣାମ 🙏
ରାଣୀ ଦିଦି ଆପଣକୁ ହୃଦୟଭରା ନମସ୍କାର ଓ ମୋ ଖୋଲା ହୃଦୟରୁ ଧନ୍ୟବାଦ ,ତୁମର ଏହି ମହତ କାମ ପାଇଁ ମୋର ୧୦୦ ସଲାମ ରାଣୀ ଦିଦି ❤❤❤❤
ବହୁତ ବହୁତ ଧନ୍ୟବାଦ ମୋ ତରଫରୁ ରାଣୀପଣ୍ଡା ଦିଦିଙ୍କୁ ମହାନ୍ ହୃଦୟ ତାଙ୍କର 🙏
ରାଣୀଦିଦି ହେଉଛନ୍ତି ଓଡ଼ିଶାର ମହାରାଣୀ ଧନ୍ୟବାଦ
ହାଁ ହାଁ ସେ ସବୁଦିନ ପାଇଁ ମହାରାଣୀ ହିଁ ଅଛନ୍ତି
ଧନ୍ୟବାଦ ରାନୀ ପଣ୍ଡା
ରାଣୀପଣ୍ଡା ଓଡ଼ିଆ ଜାତିର ଗୌରବ। ତୁମକୁ ଆଶୀର୍ବାଦ କରନ୍ତୁ ଜଗନ୍ନାଥ ❤❤
ରାଣୀପଣ୍ଡା ଙ୍କୁ ଥରେ ରାଜନୀତି ରେ ଜନସେବା କରିବାର ସୁଯୋଗ ମିଳିଲେ ଭଲ ହୁଅନ୍ତା
Good,,, ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ,,, ଜୟ ଜଗନ୍ନାଥ
ଭଗବାନ ତୁମକୁ ଖୁସିରେ ରଖିଥାନ୍ତୁ ରାନୀ ଅପା 🙏🙏💐💐
ନିନ୍ଦୁକମାନଙ୍କ ଜାଣିବାର ଅଛି ରାଣୀ ପଣ୍ଡାଙ୍କ ଭିତରେ କେଡେବଡ଼ ସୁନ୍ଦର ହୃଦୟ ଅଛି l
ଧନ୍ୟ ତୁମେ ରlନି ଦିଦି ତୁମେ ଅସହାୟ ଙ୍କ ପାଇଁ ଦେବଦୂତ ତୁମକୁ ମୋର କୋଟି କୋଟି ପ୍ରଣାମ
ଅତି ସୁନ୍ଦର କଥା ମାନବିକତା କୁ ମାନିଗଲି ମାଁ ଏମିତି ସତ ବୁଧି ଠାକୁର ଆପଣଙ୍କୁ ଦିଅନ୍ତୁ ଆପଣଙ୍କ ର ସପରିବାର କୁ ଠାକୁର ଘଣ୍ଟ ଘୋଡାଇ ରଖିଥାଆନ୍ତୁ ମୁଁ ଟିକିଏ କଥା ହେବାପାଇଁ ଚାହେଁ କିନ୍ତୁ ନମ୍ବର ନାହିଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Right didi😢😢😢😢
ରାନୀ ନାନୀ ତୁମକୁ ପରେମଶ୍ବର ତୁମ୍ଭକୁ ଆଊ ଧନବାନ୍ ଶାନ୍ତି ରେ ତୁମକୁ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ଏହା ପରେମଶ୍ବର ଠାରେ ପାର୍ଥନା
ନବୀନ ହେଉ କିମ୍ବା ମୋହନ ହେଉ ପୋଲିସ ସବୁଠାରେ ଅପାରଗ!
Right Bhai
Don't compare criminal nabina with mohan
@@shreekumar5079 compare karibara kharap kan hela
ରାଣୀ ଅପା 🙏🙏🙏🙏🙏
ରାଣୀ ଦିଦି ଭଗବାନ ଆପଣକୁ ଲମ୍ବା ଆୟୁଷ ଦିଅନ୍ତୁ. You are great 🙏🏽 jai ଜଗନ୍ନାଥ 🙏🏽.
Odishara adarsa rani raniponda madam
ରାଣୀ ଦିଦି ତୁମକୁ ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ ❤
Baba Aji Mu janili Rani panda ro dukhi pani bada hrudaya Thanks 🙏🙏🙏🙏🙏🙏🙏🙏🙏 bhuni Rani
ରାଣୀ ପଣ୍ଡା ଦିଦି ତୁମକୁ ବହୁତ ବହୁତ ଧନ୍ୟବାଦ You are great
Rani didi..apana cm huontu..ame vote debu ❤❤ 🙏🏼🙏🏼
ସେ cm ହୋଇଗଲେଣି
@@Abhi-panda thanks didii
@@debabrata3389 welcome ନାନୁ
ସମସ୍ତେ କଥା ରେ କୁହନ୍ତି କିନ୍ତୁ ରାଣୀ ଦିଦି କାମ ରେ କରିକି ଦେଖାନ୍ତି ସମସ୍ତେ ଜାଣିଛନ୍ତି ❤ love you didi ❤️
Rani panda jindabad
ରାଣୀ ଦିଦି ଆପଣ ଗୋଟେ "ଅସହାୟ ସହାୟତା ପାଣ୍ଠି" ତିଆରି କରନ୍ତୁ ଆମେ ବି ଆପଣଙ୍କ ଜରିଆରେ ଯାହା କିଛି ପାରିବା ସହାୟତା ପ୍ରଦାନ କରିବା। ❤❤❤
Rani didi great ❤❤❤
ସତରେ ଦିଦି ତୁମେ ହୃଦୟ ବାନ ନାରୀ ଟେ.ତୁମ ସହଯୋଗ କୁ କୋଟି କୋଟି ପ୍ରଣାମ 🙏
ରାଣୀ ଦିଦି ଦୁଖିଙ୍କ ପାଇଁ ସାହା ପାଲଟିଛି
ହୃଦୟ ବାନ୍ ମଣିଷ ଟିଏ ରାଣୀ ଦିଦି ଖୋଲା ମଣିଷ ଟିଏ ❤
ରାଣୀ ପଣ୍ଡା ଦୁଃଖ ସମୟରେ ବ୍ୟଙ୍ଗ କରିଦେଲେ ,ମୋ ଦେଢଶୂର ମୋଦି ପାଇଁ ବ୍ୟବହାର କଲେ
ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କ ର ମଙ୍ଗଳ କରନ୍ତୁ ରାନୀ ଦିଦି
ଧନ୍ଯବାଦ ରାନି ଦିଦି ଜୟ ଜଗନ୍ନାଥ🙏🙏🙏
Rani didi apanaku god bless you
Ranee didi gote bhagaban❤❤❤❤❤❤❤nice
Right sister ❤❤❤❤
Rani dii nka katha sata Katha 🙏🙏
ରାଣୀ ଅପା ର ହୃଦୟ ବହୁତ୍ ବଡ
ତୁମେ ବି ତୁମ ହୃଦୟ ବଡ କରିବାକୁ ଚେଷ୍ଟା କର
ହୃଦୟ ର ମଣିଷ ଟିଏ
🌹🌹Thank you Rani Madm🌹
rani panda is great
ତୁମେ ମହାନ, ଭଗବାନ ତୁମର ମଙ୍ଗଳ କରନ୍ତୁ
Rani didi great...❤❤❤
ଅଶେଷ ଧନ୍ୟବାଦ ତୁମର ମଣିଷ ପଣିଆକୁ
ରାନୀ ଦିଦି ଧନ୍ୟବାଦ ତୁମକୁ
ସରକାର ଏଭଳି ପରିସ୍ଥିତିରୁ ମୁକ୍ତି ପାଇବା ଏବଂ ସୁରକ୍ଷା ସମ୍ପର୍କରେ ଉପଯୁକ୍ତ ସମୟ ପୂର୍ବରୁ ହଠାତ୍ କିଛି ସୁବିଧା ବସ୍ତି ଲୋକଙ୍କ ପାଇଁ ଏଭଳି ଭଲକାମ କଲେ ଠିକ୍ ହେବ
ଦିଦି 🙏🙏🙏🙏🙏🙏ଆପଣ ମହାନ୍
Thank you rani apa
Rani didi you great❤
Jaha hau Rani sabu bele Rani❤️
Ranipanda ma'am really great leader...so we proud of you ma'am 🙏👏
ରାଣୀପଣ୍ଡାଙ୍କୁ ଭଗବାନ ଆଶୀର୍ବାଦ କରୁନ୍ତୁ
Ek dam thk katha kahucha 👍👍👍
ରାଣୀ ନୁହେଁ ସମସ୍ତଙ୍କ ହୃଦୟରେ ରାଣୀ।
Comment ନ କରି ରହି ପାରିଲି ନାହିଁରାନୀ ମାଡାମ you are the great👍👍👏😊🎉❤
ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରକୃତ ଧର୍ମ ଏହା। ଅନ୍ୟ କୋଉଠି ଦାନ ବାସ୍ତବ ଠିକ୍ ନୁହଁ
Rani Panda ji Best
ଧନ୍ୟବାଦ ରାନୀ ମାଡାମ 🙏🏼
ରାନୀ ଦିଦି ବହୁତ୍ ଭଲ 🎉🎉🎉🎉🎉🎉🎉🎉
ଧନ୍ୟବାଦ , ଆପଣଙ୍କ ମହତ୍ କାର୍ଯ୍ୟ ପାଇଁ
ଜୟ ରାଣୀ madam
ଭାଗ୍ୟ ରେ ଥିଲେ ରାଣୀ ଅପା ଭଳିଆ ଝିଅ ଟେ ଆମେ ପାଇବା
ଏଭଳି ମଣିଷଟାକୁ ମୋ ହୃଦୟରୁ ନମସ୍କାର ସତରେ ଦରଦୀ ମଣିଷ ଟିଏ ❤❤
ରାଣୀ ଦିଦି 🙏
ତୁମର ଏହି ବିଶାଳ ହୃଦୟ ପାଇଁ ମୁଁ ସାଧୁବାଦ ଜଣାଉଛି ଜୟ ଜଗନ୍ନାଥ!!
ସମାଜ ପାଇଁ ଭଉଣୀ ରାନୀ ପଣ୍ଡା କଣ ହୋଇପାରେ। କିନ୍ତୁ ଏ ମାନଙ୍କୁ ସାହାଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପ୍ରୁଭୁ ଜଗନ୍ନାଥ ତୁମାପଛାରେ ରୁହନ୍ତୁ
ଧନ୍ୟବାଦ, 🙏
God bless you ranididi 🙏🙏🙏 Jay jagannath Swami ⭕‼️⭕🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଧନ୍ୟବାଦ ରାନି ଦିଦି
ରାଣୀ ପଣ୍ଡା ଜଣେ ହୃଦୟବାନ୍ ଲୋକ। ଈଶ୍ୱର ତାଙ୍କର ମଙ୍ଗଳ କରନ୍ତୁ
ଧନ୍ୟବାଦ ରାଣୀ ପଣ୍ଡା ଦିଦି ସହାୟତା ରେ ହାତ ବଢ଼େଇ ଛନ୍ତି ବହୁତ ବହୁତ ଧନ୍ୟବାଦ ❤❤❤❤❤❤
Rani didi Jay jagannath
Rani didi ur gret କିଏ କିଏ ଚାହୁଛନ୍ତି ରାଣୀ ପଣ୍ଡା କୌଣସି ଏକ ରାଜନୀତି ପଦବୀକୁ ଆସି ସମାଜ୍ ସେବା କରିବା ଦରକାର୍
Your are great rani madam.apana gariba dukhi loka manakar maa.❤❤❤❤❤❤
ଧନ୍ୟବାଦ୍ ରାଣୀ ଦିଦି❤😢😢
Aji kintu Dil se rani didi nka painLove u Rani didi ❤....apananka vali manisa mu kebe b dekhini....thank u so much🎉
ବହୁତ ବହୁତ ଧନ୍ୟବାଦ ରାଣୀ ମାମ୍ । ମଥା ନଇଁ ଯାଉଛି କଥା ଶୁଣି ।
Rani panda always great ❤❤❤
ରାଣୀ panda ଦିଦି ବହୁତ୍ ଭଲ ।ସବୁବେଳେ ଦୁଃଖରେ ସାହାଯ୍ୟ କରନ୍ତି❤❤❤❤
ଦିଦି ତମେ ଓଡିଶା ପାଇଁ କିଛି କର 🙏🙏🙏
ହାଁ ହାଁ ସେ କରିବେ ହେଲା
Thank you Rani didi ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଧନ୍ୟବାଦ୍ ଦିଦି ଯାହା ବଡ ବଡ ଷ୍ଟାର୍ ମାନେ କରିପାରିଲେ ନାହିଁ ତାହା ତାହା ତୁମେ କରୁଅଛ ❤
Very good, Rani madam thought and help
ସାହାଯ୍ୟ କରିବାର ଅଛି ତ ଏପରି କର ,ରାଣି ପଣ୍ଡା ଜିନ୍ଦାବାଦ🙏🙏🙏
Rani didi best' 👌👌👌♥️♥️♥️
ରାନୀ ଦି ur great
Rani mam super bahut bhala manish .. bhagaban sabubele khusi re rakhantu ..
Very good madam ଆପଣ ଜଣେ ହୃଦୟ ସ୍ଵାଶ୍ରୀ ମଣିଷ ପର ଦୁଃଖରେ ଦୁଖୀ ପର ସୁଖରେ ସୁଖୀ ଜୟ ଜଗନ୍ନାଥ
Jay Rani didi, God bless you
ରାଣୀ ପଣ୍ଡା ଜଣେ ମହାନ୍🎉🎉🎉
ସାରା ଓଡ଼ିଶା ଜାଣିଛି ରାଣୀ ପଣ୍ଡା ଦିଦି ଜଣେ ହୃଦୟ ଖୋଲା ମଣିଷ ଟେ, ଜିଏ କି ଅନ୍ୟର ଅସୁବିଧା ରେ ସାହାଯ୍ୟ ହାତ ବଢାନ୍ତି , ଆଇ ❤️ ରାଣୀ ଦିଦି 🙏
Ba,rani di dhanyawad
Good rani panda Amiti manisa te heba darkar
ଦୁଃଖୀ ମଣିଷର ଦୁଃଖ କେବଳ
ରାଣୀ ଦିଦି ଜାଣିଛି
ଆଉ ସହାୟତା ମଧ୍ୟ କରନ୍ତି
ସେତି ପାଇଁ ତ ସମସ୍ତେ କହନ୍ତି
ରାଣୀ ଦିଦି ତମେ ମହାନ୍ ଓଡ଼ିଆ ଜାତି ପାଇଁ
ଧନ୍ୟବାଦ ରାଣୀ ପଣ୍ଡା ଭଗବାନ ଆପଣଂକୁ ମଙ୍ଗଳ କରନ୍ତୁ 🌹
ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମକୁ କୋଟି ପରମାୟୁ ଦିଅନ୍ତୁ। ମା ଲକ୍ଷ୍ମୀ ଙ୍କର ଅପାର କରୁଣା ମିଳୁ।ଆହୁରି ଅଧିକ ଅସହାୟ ଲୋକଙ୍କୁ ସାହାଯ୍ୟ କର।
ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମକୁ କୋଟି ପରମାୟୁ ଦିଅନ୍ତୁ. ମା ଲଷ୍ମୀ ଙ୍କ ର ଅପାର କରୁଣା ମିଳୁ. ଦୁନିଆ ରେ ଯେତେ ଅସହାୟ ଲୋକଙ୍କୁ ସାହାଯ୍ୟ କର.. ଭଗବାନ ତୁମର ମଙ୍ଗଳ କରନ୍ତୁ
ରାଣୀପଣ୍ଡାଙ୍କଠାରୁ କିଛି ଶିଖ, ଧର୍ମ କଣ? ପଇସାର ଉପଯୋଗ ମଠ ମନ୍ଦିରରେ ନୁହେଁ ବରଂ ଅସହାୟ ପାଖରେ ହେବା ହିଁ ପ୍ରକୃତ ଧର୍ମ
Right
right right
Correct 💯
Right 👍🏻👍🏻👍🏻
ସତ କଥା ଭାଇ ❤
ରାନୀ ପଣ୍ଡା ମ୍ୟାଡ଼ାମ , ଆପଣକୁ ମୋ ଖୋଲା ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ , ଆପଣଙ୍କ ମହତ ପଣିଆ , ପରୋପକାର ପାଇଁ ଭଗବାନ ତୁମର ଚଲାପଥକୁ କୁସୁମିତ କରନ୍ତୁ , ଜୟ ଶ୍ରୀରାମ 🙏🙏🙏
ଚମତ୍କାର ସହଯୋଗ, ଧନ୍ୟବାଦ ରାଣୀ ପଣ୍ଡା
ଧନ୍ୟବାଦ୍ ଏଭଳି ଜଣେ ନାରୀ ହୋଇ ଦୁଖରେ ପାଖରେ ପହଞ୍ଚି ପାରୁଛନ୍ତି
Rani Didi you are Great 👍👍👍
ରାଣୀ ଦିଦି ଆପଣଙ୍କୁ ଯେତେ ଧନ୍ୟବାଦ ଓ ଆଶ୍ରିବାଦ ଦେଲେ କମ ହେବ , ଶ୍ରୀ ଜଗନ୍ନାଥ ଅପାଙ୍କର ଚଲା ପଥକୁ ଶୁଭକାମନା କରନ୍ତୁ 🙏
କୌଣସି ଘଟଣା ଘଟେ ପ୍ରଥମେ ସରକାରୀ କର୍ମଚାରୀ ଆସନ୍ତି ନାହି କିନ୍ତୁ ରାଣୀ ପଣ୍ଡା ସର୍ବ ପ୍ରଥମେ ଆସନ୍ତି କୌଣସି ସୂତ୍ରରୁ ସୂଚନା ପାଇ , ସାହାଯ୍ୟ ବି କରନ୍ତି.. ଜଗନ୍ନାଥ ଆଶୀର୍ବାଦ କରନ୍ତୁ ସୁସ୍ଥ ଓ ଖୁସି ରେ ରୁହନ୍ତୁ .
ପୃଥିବିରେ ରାଣୀ ଦିଦି ପରୀ ଆଉ କେହି ହଇପାରିବ ନାହିଁ ଧନ୍ୟ ବାଦ ଦିଦି
ରାଣୀ ଦିଦି ହୃଦୟରୁ ପ୍ରଣାମ 🙏
ରାଣୀ ଦିଦି ଆପଣକୁ ହୃଦୟଭରା ନମସ୍କାର ଓ ମୋ ଖୋଲା ହୃଦୟରୁ ଧନ୍ୟବାଦ ,ତୁମର ଏହି ମହତ କାମ ପାଇଁ ମୋର ୧୦୦ ସଲାମ ରାଣୀ ଦିଦି ❤❤❤❤
ବହୁତ ବହୁତ ଧନ୍ୟବାଦ ମୋ ତରଫରୁ
ରାଣୀପଣ୍ଡା ଦିଦିଙ୍କୁ ମହାନ୍ ହୃଦୟ ତାଙ୍କର 🙏
ରାଣୀଦିଦି ହେଉଛନ୍ତି ଓଡ଼ିଶାର ମହାରାଣୀ ଧନ୍ୟବାଦ
ହାଁ ହାଁ ସେ ସବୁଦିନ ପାଇଁ ମହାରାଣୀ ହିଁ ଅଛନ୍ତି
ଧନ୍ୟବାଦ ରାନୀ ପଣ୍ଡା
ରାଣୀପଣ୍ଡା ଓଡ଼ିଆ ଜାତିର ଗୌରବ। ତୁମକୁ ଆଶୀର୍ବାଦ କରନ୍ତୁ ଜଗନ୍ନାଥ ❤❤
ରାଣୀପଣ୍ଡା ଙ୍କୁ ଥରେ ରାଜନୀତି ରେ ଜନସେବା କରିବାର ସୁଯୋଗ ମିଳିଲେ ଭଲ ହୁଅନ୍ତା
Good,,, ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ,,, ଜୟ ଜଗନ୍ନାଥ
ଭଗବାନ ତୁମକୁ ଖୁସିରେ ରଖିଥାନ୍ତୁ ରାନୀ ଅପା 🙏🙏💐💐
ନିନ୍ଦୁକମାନଙ୍କ ଜାଣିବାର ଅଛି ରାଣୀ ପଣ୍ଡାଙ୍କ ଭିତରେ କେଡେବଡ଼ ସୁନ୍ଦର ହୃଦୟ ଅଛି l
ଧନ୍ୟ ତୁମେ ରlନି ଦିଦି ତୁମେ ଅସହାୟ ଙ୍କ ପାଇଁ ଦେବଦୂତ ତୁମକୁ ମୋର କୋଟି କୋଟି ପ୍ରଣାମ
ଅତି ସୁନ୍ଦର କଥା ମାନବିକତା କୁ ମାନିଗଲି ମାଁ ଏମିତି ସତ ବୁଧି ଠାକୁର ଆପଣଙ୍କୁ ଦିଅନ୍ତୁ ଆପଣଙ୍କ ର ସପରିବାର କୁ ଠାକୁର ଘଣ୍ଟ ଘୋଡାଇ ରଖିଥାଆନ୍ତୁ ମୁଁ ଟିକିଏ କଥା ହେବାପାଇଁ ଚାହେଁ କିନ୍ତୁ ନମ୍ବର ନାହିଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Right didi😢😢😢😢
ରାନୀ ନାନୀ ତୁମକୁ ପରେମଶ୍ବର ତୁମ୍ଭକୁ ଆଊ ଧନବାନ୍ ଶାନ୍ତି ରେ ତୁମକୁ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ଏହା ପରେମଶ୍ବର ଠାରେ ପାର୍ଥନା
ନବୀନ ହେଉ କିମ୍ବା ମୋହନ ହେଉ ପୋଲିସ ସବୁଠାରେ ଅପାରଗ!
Right Bhai
Don't compare criminal nabina with mohan
@@shreekumar5079 compare karibara kharap kan hela
ରାଣୀ ଅପା 🙏🙏🙏🙏🙏
ରାଣୀ ଦିଦି ଭଗବାନ ଆପଣକୁ ଲମ୍ବା ଆୟୁଷ ଦିଅନ୍ତୁ. You are great 🙏🏽 jai ଜଗନ୍ନାଥ 🙏🏽.
Odishara adarsa rani raniponda madam
ରାଣୀ ଦିଦି ତୁମକୁ ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ ❤
Baba Aji Mu janili Rani panda ro dukhi pani bada hrudaya Thanks 🙏🙏🙏🙏🙏🙏🙏🙏🙏 bhuni Rani
ରାଣୀ ପଣ୍ଡା ଦିଦି
ତୁମକୁ ବହୁତ ବହୁତ ଧନ୍ୟବାଦ
You are great
Rani didi..apana cm huontu..ame vote debu ❤❤ 🙏🏼🙏🏼
ସେ cm ହୋଇଗଲେଣି
@@Abhi-panda thanks didii
@@debabrata3389 welcome ନାନୁ
ସମସ୍ତେ କଥା ରେ କୁହନ୍ତି କିନ୍ତୁ ରାଣୀ ଦିଦି କାମ ରେ କରିକି ଦେଖାନ୍ତି ସମସ୍ତେ ଜାଣିଛନ୍ତି ❤ love you didi ❤️
Rani panda jindabad
ରାଣୀ ଦିଦି ଆପଣ ଗୋଟେ "ଅସହାୟ ସହାୟତା ପାଣ୍ଠି" ତିଆରି କରନ୍ତୁ ଆମେ ବି ଆପଣଙ୍କ ଜରିଆରେ ଯାହା କିଛି ପାରିବା ସହାୟତା ପ୍ରଦାନ କରିବା। ❤❤❤
Rani didi great ❤❤❤
ସତରେ ଦିଦି ତୁମେ ହୃଦୟ ବାନ ନାରୀ ଟେ.
ତୁମ ସହଯୋଗ କୁ କୋଟି କୋଟି ପ୍ରଣାମ 🙏
ରାଣୀ ଦିଦି ଦୁଖିଙ୍କ ପାଇଁ ସାହା ପାଲଟିଛି
ହୃଦୟ ବାନ୍ ମଣିଷ ଟିଏ ରାଣୀ ଦିଦି
ଖୋଲା ମଣିଷ ଟିଏ ❤
ରାଣୀ ପଣ୍ଡା ଦୁଃଖ ସମୟରେ ବ୍ୟଙ୍ଗ କରିଦେଲେ ,ମୋ ଦେଢଶୂର ମୋଦି ପାଇଁ ବ୍ୟବହାର କଲେ
ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କ ର ମଙ୍ଗଳ କରନ୍ତୁ ରାନୀ ଦିଦି
ଧନ୍ଯବାଦ ରାନି ଦିଦି ଜୟ ଜଗନ୍ନାଥ🙏🙏🙏
Rani didi apanaku god bless you
Ranee didi gote bhagaban❤❤❤❤❤❤❤nice
Right sister ❤❤❤❤
Rani dii nka katha sata Katha 🙏🙏
ରାଣୀ ଅପା ର ହୃଦୟ ବହୁତ୍ ବଡ
ତୁମେ ବି ତୁମ ହୃଦୟ ବଡ କରିବାକୁ ଚେଷ୍ଟା କର
ହୃଦୟ ର ମଣିଷ ଟିଏ
🌹🌹Thank you Rani Madm🌹
rani panda is great
ତୁମେ ମହାନ, ଭଗବାନ ତୁମର ମଙ୍ଗଳ କରନ୍ତୁ
Rani didi great...❤❤❤
ଅଶେଷ ଧନ୍ୟବାଦ ତୁମର ମଣିଷ ପଣିଆକୁ
ରାନୀ ଦିଦି ଧନ୍ୟବାଦ ତୁମକୁ
ସରକାର ଏଭଳି ପରିସ୍ଥିତିରୁ ମୁକ୍ତି ପାଇବା ଏବଂ ସୁରକ୍ଷା ସମ୍ପର୍କରେ ଉପଯୁକ୍ତ ସମୟ ପୂର୍ବରୁ ହଠାତ୍ କିଛି ସୁବିଧା ବସ୍ତି ଲୋକଙ୍କ ପାଇଁ ଏଭଳି ଭଲକାମ କଲେ ଠିକ୍ ହେବ
ଦିଦି 🙏🙏🙏🙏🙏🙏ଆପଣ ମହାନ୍
Thank you rani apa
Rani didi you great❤
Jaha hau Rani sabu bele Rani❤️
Ranipanda ma'am really great leader...so we proud of you ma'am 🙏👏
ରାଣୀପଣ୍ଡାଙ୍କୁ ଭଗବାନ ଆଶୀର୍ବାଦ କରୁନ୍ତୁ
Ek dam thk katha kahucha 👍👍👍
ରାଣୀ ନୁହେଁ ସମସ୍ତଙ୍କ ହୃଦୟରେ ରାଣୀ।
Comment ନ କରି ରହି ପାରିଲି ନାହିଁ
ରାନୀ ମାଡାମ you are the great👍👍👏😊🎉❤
ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରକୃତ ଧର୍ମ ଏହା। ଅନ୍ୟ କୋଉଠି ଦାନ ବାସ୍ତବ ଠିକ୍ ନୁହଁ
Rani Panda ji Best
ଧନ୍ୟବାଦ ରାନୀ ମାଡାମ 🙏🏼
ରାନୀ ଦିଦି ବହୁତ୍ ଭଲ 🎉🎉🎉🎉🎉🎉🎉🎉
ଧନ୍ୟବାଦ , ଆପଣଙ୍କ ମହତ୍ କାର୍ଯ୍ୟ ପାଇଁ
Right
ଜୟ ରାଣୀ madam
ଭାଗ୍ୟ ରେ ଥିଲେ ରାଣୀ ଅପା ଭଳିଆ ଝିଅ ଟେ ଆମେ ପାଇବା
ଏଭଳି ମଣିଷଟାକୁ ମୋ ହୃଦୟରୁ ନମସ୍କାର ସତରେ ଦରଦୀ ମଣିଷ ଟିଏ ❤❤
ରାଣୀ ଦିଦି 🙏
ତୁମର ଏହି ବିଶାଳ ହୃଦୟ ପାଇଁ ମୁଁ ସାଧୁବାଦ ଜଣାଉଛି ଜୟ ଜଗନ୍ନାଥ!!
ସମାଜ ପାଇଁ ଭଉଣୀ ରାନୀ ପଣ୍ଡା କଣ ହୋଇପାରେ। କିନ୍ତୁ ଏ ମାନଙ୍କୁ ସାହାଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପ୍ରୁଭୁ ଜଗନ୍ନାଥ ତୁମାପଛାରେ ରୁହନ୍ତୁ
ଧନ୍ୟବାଦ, 🙏
God bless you ranididi 🙏🙏🙏 Jay jagannath Swami ⭕‼️⭕🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଧନ୍ୟବାଦ ରାନି ଦିଦି
ରାଣୀ ପଣ୍ଡା ଜଣେ ହୃଦୟବାନ୍ ଲୋକ। ଈଶ୍ୱର ତାଙ୍କର ମଙ୍ଗଳ କରନ୍ତୁ
ଧନ୍ୟବାଦ ରାଣୀ ପଣ୍ଡା ଦିଦି ସହାୟତା ରେ ହାତ ବଢ଼େଇ ଛନ୍ତି ବହୁତ ବହୁତ ଧନ୍ୟବାଦ ❤❤❤❤❤❤
Rani didi Jay jagannath
Rani didi ur gret କିଏ କିଏ ଚାହୁଛନ୍ତି ରାଣୀ ପଣ୍ଡା କୌଣସି ଏକ ରାଜନୀତି ପଦବୀକୁ ଆସି ସମାଜ୍ ସେବା କରିବା ଦରକାର୍
Your are great rani madam.apana gariba dukhi loka manakar maa.❤❤❤❤❤❤
ଧନ୍ୟବାଦ୍ ରାଣୀ ଦିଦି❤😢😢
Aji kintu Dil se rani didi nka pain
Love u Rani didi ❤....apananka vali manisa mu kebe b dekhini....thank u so much🎉