Sie Chali Jauchi Ta Jau ll ସିଏ ଚାଲି ଯାଇଚି ତ ଯାଉ II Sasmita Jena II Odia Viral Singer
ฝัง
- เผยแพร่เมื่อ 14 ต.ค. 2024
- (🎬J ⭐ Music Presents...)
/ @janustarmusic
👉If U Like This New Song Plz Like👍Share & Subscribe(🔔) This New TH-cam Channel Of Ollywood Industry 🎥🎬
||❤ Song Credits ❤||
-------------------------
👉Janu Star Music🎬 presents...Official Studio Version A Real Heart Touching❤💔😭 New Sad Song (2023) Relesed🎬
❤ Song Title :- Sie Chali Jauchi Ta Jau 🎶🎵😭
🙏 Producer :- Umarani Ratha & Janu Bhai
❤ Singer :- Sasmita Jena
❤ Music :- Santosh Kumar
❤ Lyrics :- Santosh Kumar
❤ Music Arrangement :- Subasish Kumar
❤ Song🎶 Arrangement By :- Subasish Kumar
❤ Camera :- PK Prashant
❤ Edit :- PK Prashant
❤ Poster :- Dubai
❤ Recording & Mixing🔊 :- Deep Studio
===============================================
#Sie Chali Jauchi Ta Jau 🎶🎵New_Sad_Song😭💔❤
#Sasmita Jena_NewOdiaSadSongAudio
#Sasmita Jena_2023_OdishaHit_Sad_Song_Audio
#JanuStarMusic_Sasmita Jena_Viral_Odia_Sad_Song
#Sasmita Jena_Odisha_Hit_Viral_Song
#All_Hit_New_Song_Of_Sasmita Jena............
#Sie Chali Jauchi Ta Jau.......#2023_New_Sad_Song
#Sie Chali Jauchi Ta Jau.......#2023 _New_Sad_Song
#Sie Chali Jauchi Ta Jau.......#2023 _New_Sad_Song
IF U LIKE THIS NEW SONG SO SUBSCRIBE OUR NEW CHANNEL FOR NEXT UPCOMING
.
Listen to the song: Sie Chali Jauchi Ta Jau
🔔Get Alerts When We Relese Any New Video. TURN ON THE BELL ICON On The Channel.
©All Copyright Reserved " JANU STAR MUSIC"
Music Label - J ⭐ Music🎬
Genre :- Odia Gita / Odia Song / Odia Viral Sad Song
©Janu Star Music (2023)
▶Odia Video
▶Odia Sad Song Video
▶Sasmita Jena New Sad Song ko
▶Janu ⭐ Music PRESENTS
ANTI- PIRACY WARNING
This Content Is Copyright To (Janu ⭐ Music) Any Re-Upload Or Redistribution (Audio Or Video) Is Strictly Prohibited Of This Content Legal Action Will Be Taken Against Those Who Violate The Copyright Of This Content Presented !!!
ୱା !!! ସସ୍ମିତା ଜୀବନର କଥା #ବ୍ୟଥା କୁ ନେଇ ସୁନ୍ଦର ଗୀତର ପରିକଳ୍ପନା ସତରେ ହୃଦୟସ୍ପର୍ଶୀ 👌ଚମତ୍କାର କଣ୍ଠ ଓ ପୁରା ଟିମ୍ ର ନିଷ୍ଠା ,ଚେଷ୍ଟା 👏 ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଅପ୍ରତିମ💐💐💐💐💐
ବହୁତ ସୁନ୍ଦର ହେଇଛି
ହେଇ ଗୀତଟା । ହେ ଭଉଣୀଙ୍କୁର କଣ୍ଠ ସ୍ୱର ବହୁତ ଭଲ ।
ହେ ଭଉଣୀଙ୍କୁ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଦନ୍ୟବାଦ 👍👍 ଜୟ ଜଗନ୍ନାଥ thank you so much 🥰
ଏ ଗୀତଟିଏ ଭଉଣୀଙ୍କ ଜୀବନ କାହାଣୀ ଉପରେ ଲେଖା ହେଇଥିବାରୁ ଭଲ ଲାଗିଲା।ସେଥିପାଇଁ gitalekhithiba ସାରଙ୍କୁ ମୋର ଧନ୍ୟବାଦ୍
Nice bro
❤❤❤
@@rajkumardasraj900l
ପଥବଣା ପଥିକକୁ ଉତ୍ତମ ପଥ ଦେଖାଇଥିବା ଭାଇ ମାନଙ୍କୁ କୋଟି କୋଟି ଧନ୍ୟବାଦ ,ଆପଣମାନଙ୍କ ପଥମଧ୍ୟ ସବୁବେଳେ ପରିସ୍କାର ରହୁ ,ଏହା ମୋର ଜଗତରନାଥ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା
ହୃଦୟ କୁ ଗୀତ ଛୁଇଁଛି ❤ ସସ୍ମିତା ଭଉଣୀ ଅତି ସୁନ୍ଦର ଗୀତ ଗାଇଛନ୍ତି❤❤
ସସ୍ମିତା ଭଉଣୀ ଙ୍କ ଜୀବନ କାହାଣୀ କୁ ଗୀତ ମାଧ୍ୟମରେ ଲେଖି ପ୍ରକାଶ କରି ଥିବାରୁ ଅଶେଷ ଅଶେଷ ଭାଇଙ୍କୁ ମୋର ଧନ୍ୟବାଦ 🙏ବହୁତ ବଢିଆ 👌👌God bless you ସସ୍ମିତା ଭଉଣୀ 👍🎧
ମାଆ ସରସ୍ଵତୀ ସସମିତା କନଠ ରେ ବିରାଜ ମାନ କରି
ତାହାର କଣ୍ଠକୁ ଆହୁରି ଶାଣିତ କରନ୍ତୁ ତାହାର ଭବିଷ୍ୟତ
ମଙ୍ଗଲ ମୟ ହେଉ।
ବହୁତ ସୁନ୍ଦର ଗୀତ ଦିଦି
Tame mane jrj
ହୃଦୟ କୁ ଛୁଇଁଲା ଏହି ଗୀତ ❤ ସସ୍ମିତା ଭଉଣୀ ଆଗକୁ ବି ଏମିତି ଗାଈ ଚାଲ ଜୟ ଜଗନ୍ନାଥ 🙏🙏🙏 Best Of Luck Sister 👍
ସୋସ୍ମିତା ଦିଦୀ ଙ୍କ ଗାଇବା କଣ୍ଟ ସ୍ୱରୋ ବୋହୁତ ଭଲ ଅଛି ଏବଂ ଆଗକୁ ଆହୁରି ଭଲ ହେବ ବୋଲି ଆଶା କୋରୁଛୁ ଜୟ ହିନ୍ଦ୍ ।
I like u...
Parthem se midia Bala ku dhanya bad kuha ta jogu ea ehi terg
Lekha aau music & singing uchha kotira heichi... samstnku dhanyabad.... Jay jagannath...
ସସ୍ମିତା ଭଉଣୀଙ୍କ ମନଭାବକୁ ନେଇ ଗୀତ ଲେଖି ଦେଇ ଥିବାରୁ ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🏼🙏🏼🙏🏼
God bless you Sasmita
Right
Super very very nice to
@@keshabnayak997 oh NJjuu7in
@@RASEPRASKA-b7b❤❤❤❤❤
ଅତି ସୁନ୍ଦର ଗୀତ ବାନେଇଥିବା ର ସମସ୍ତ କର୍ମ କର୍ତା ମାନ ଙ୍କୁ ମୋ ହୂର୍ଦୟ ରୁ ଧନ୍ୟବାଦ ଏବଂ ଏହି ଗୀତ ସସ୍ମିତା ଭଉଣୀ ଙ୍କୁ ସୁଯୋଗ ଦେଇଥିବା ରୁ ଅନେକ ଅନେକ ଶୁଭେଚ୍ଛା ❤️
ସତ ରେ ମତେ ବହୁତ ଭଲ ଲାଗିଲା
ଏହି ଗୀତ ଟା ବହୁତ ସୁନ୍ଦର ଗାଇଛନ୍ତି ସସ୍ମିତା ଭଉଣୀ ❤👍🙏
Beutifulu song didi ❤❤❤👍
Jay jagannath 🙏🙏🙏
Didinku ahuri a miti valavala gitamilu bahut dhanyabad didi
@@gopalswain8847❤ BBY mo
Bahut sundar ❤❤❤
Wah wah kya baat hai fantastic performance
Aaste aaste sasmita di Ra confidence badhuchhi geeta Ku enjoy Kari gauthibara dekhi mona bhari khushi hela 🙏🙏👌👌👌👌
Right 👍
Right
Very nice sis god bless you
Nice voice
ବହୁତ ଭଲ ଦିଦି, ତମକୁ ଯିଏ ଭାଇରାଲ୍ କରିଛନ୍ତି ତାଙ୍କ ଭୁଲିବନି, ଖୁସି ରେ ରୁହ
ଆଗ ଦୁଇଟା ଗୀତ ଗାଇଥିବା ସମୟ ଅପେକ୍ଷା ଆଜିର ଗୀତରେ confidence ଅଧିକ ଲାଗୁଛି. I ଗୀତ ବଢିଆ ଲାଗୁଛି
Yes
Bahut sundar voice and song
❤❤❤❤❤❤bohuta bhala laguchhi
ପୁରୀର ଜଣେ ଭାଇ ଅନେକ ଚେଷ୍ଟା କଲାପରେ ମଧ୍ୟ ତାଙ୍କୁ ସୁଯଗ ମିଳୁନାହିଁ ତମେ ଭାଗ୍ୟବାନ ଭଉଣୀ 🙏🙏🙏🙏କାଳିଆ ତୁମକୁ ସାହା
ଭାଇ ଏ ଯୁଗରେ ପୁଣି ସୁଯୋଗ ଭାଇ ମୋବାଇଲ plane voce record kara shut video bano nachet auduio record Kari shut banao
କିଏ ଭାଇ
ଭାଇ ତାଙ୍କୁ କୁହ ସେ ଗୋଟେ unique ମାହୋଲ
ବନାଇ viral ହେବେ... Like susmita bhauni nka pari
@@papubhai4924nice song
Se kie tk number dela
ସସ୍ମିତା ଭୋଉଣୀଙ୍କ କଣ୍ଟରେ ଗୀତଟି ପୁରା ହୃଦୟସ୍ପର୍ଶୀ ଲାଗୁଛି 👍👍
Sundar voice
ପୂର୍ବ ସମସ୍ତ ଗୀତ ଠାରୁ ଏ ଗୀତରେ ସସ୍ମିତା ଭଉଣୀ ଙ୍କର confidence level ବାରି ହୋଇ ଯାଉଛି। ଗୀତ ଭିତରେ ପୁରା ମଜ୍ଜି ଯାଇକି ଗାଉଛନ୍ତି।
ବହୁତ ବଢିଆ ହୋଇଛି।
Sata katha bhai
nija life saha kichhi reality achhi sethi pain bodhe
Tanku emiti kariba pai kuha jaichi
Right 👍
ପ୍ରଣାମ ମହାଶୟ
ଭଉଣୀଙ୍କ ପାଇଁ ହୃଦୟରୁ ସମ୍ମାନ ରହିଛି ମୁଁ ଚାହେଁ ଭଉଣୀ ବହୁତ୍ ଖୁସିରେ ରୁହନ୍ତୁ କିନ୍ତୁ ସତ କହିବାକୁ ପସନ୍ଦ କରିବି କି ଭଉଣୀଙ୍କ କଣ୍ଠସ୍ବର ମତେ ଭଲ ଲାଗିଲା ନାହିଁ
Satare bhaut.bahut badia heichi composition and voice ❤
Didinku ଏମିତି ଆହୁରି ସୁନ୍ଦର ସୁନ୍ଦର ଗୀତ ଗାଇବାକୁ ସୁଯୋଗ ଦେଲେ ସେ ଦିନେ ନିହାତି ଭାବରେ legendary singer ହେଇଯିବେ ❤God bless you didi ❤️🥰🤗🙏
Bala singer heba
@@kaberibadajena2175kn tumar irsha heuchhi.....S...didi z great❤❤❤
@@kaberibadajena2175tame singer habaki
Right👍
❤❤❤❤❤❤
Congratulations brother
ସୁନ୍ଦର୍ କଣ୍ଠ ସସ୍ମିତା ଭଉଣୀ ର ଭଗବାନ୍ ତାକୁ ବହୁତ୍ ଆଗକୁ ନିଅନ୍ତୁ 🙏🙏🙏
Geeta kie lekhichhanti ,pura mast, direct hrudayaku chhuinjauchi,mu pray 100thara sunisarilini. Thank you ete Sundar Geeta pi
ଏଇଟା Sad ନା Romantic ନା Dance Mu bujhi paruni 😊😊😊😊❤❤
👏👏👏👏👏👏👏👏ତୋମେ ବହୁତ୍ ଆଗକୁ ଯାହ ଜୟ ଜଗନ୍ନାଥ 🙏
Dhere dhere voice change hela and confidence badhuchi sasmitara, god bless you sister
ବହୁତ ସୁନ୍ଦର 🙏❤️👌💕💞🌹👌👌
Sunder Songs 👏👌❤️💯 tia au aama ଭଉଣୀ ସସ୍ମିତା
ଠାକୁରଙ୍କୁ ପୂଜା ଅପେକ୍ଷା ଗରୀଵଙ୍କୁ ଶାହା ହେଵା ଵହୁତ ଵହୁତ ଗୁଣେ ଭଲ ;,ଯେଉ ଭାଇମାନେ ସାହା ହୋଇଛନ୍ତି ସେମାନଙ୍କୁ ଵହୁତ ଵହୁତ ଧନ୍ୟବାଦ
Beautiful song sasmita dii❤ beautiful voice
Jaha ta laguchi song 🤣😁🤣🤣🤣
ବହୁତ ସୁନ୍ଦର ❤❤❤❤❤ଏମିତି ଆମ ଭଉଣୀ ପାଦେ ପାଦେ ଆଗକୁ ଯାଉ। ଭଉଣୀକୁ ସମସ୍ତେ ଆଶୀର୍ବାଦ କରିଥାନ୍ତୁ । ସମସ୍ତଙ୍କୁ ମୋର ଧନ୍ୟବାଦ ❤❤❤❤Jay Jagannath 🙏 ♥️
👌God bless you didi❤🥰😘
Bhauni tume e gitare Pura galeidela 👌👌👌👌 emiti gaile aau sikhile tume nischaya aagaku jiba keep it up mind blowing 👍
ବହୁତ ସୁନ୍ଦର କଣ୍ଠ ଶିଳ୍ପୀ ସସ୍ମିତା ଦିଦି good bless you🥰🥰
ସସ୍ମିତା ତୁମେ ଜଣେ ମହାନ ଗାୟିକା, କଣ କହି ତୁମକୁ ତାରିଫ କରିବି ମୋ ପାଖରେ ଭାଷା ନାହିଁ!ଭଗବାନ ତୁମକୁ ସାଥ ଦିଅନ୍ତୁ ଆଗକୁ ଆଗକୁ ମାଡିଚାଲ
Hn ba lata mangeswar
ହେଆର୍ଟ❤ hert touch song... ଘଟିଥିବା ଘଟଣା song ଗାଇବାକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ😢
Bahut bahut sundar kanthati.jaggannatha tanku amiti sahaya hei thantu, ashirbada karithantu ❤
ସୁନ୍ଦର ରଚନା, ଅତି ସୁମଧୁର କଣ୍ଠ ❤️❤️🌹🌹
🎉🎉🎉🎉🎉🎉 ସବୁ ଗୀତ ଠାରୁ ଅଧିକ ଭଲ ଏ ଗୀତଟା
ବହୁତ ସୁନ୍ଦର ଲାଗିଲା ❤❤❤ Another master piece for Sashmita Jena 👍👍👍 Best of luck 👍👍👍
Fantastic ❤❤❤, proceed on sister
ଆରେ ବାଃ great compose
ବହୁତ୍ ସୁନ୍ଦର ସ୍ଵର ❤❤❤❤❤❤❤❤
Mai firt bro😊
ବହୁତ୍ ସୁନ୍ଦର୍ କଣ୍ଠ ଭଗବାନ୍ ଆପଣ ମାନେ ଯାହା ଚାହିବେ ତା ହା ହେବ ।ଧନ୍ୟବାଦ ଆପଣ ମାନଙ୍କୁ
ପୂର୍ବସମସ୍ତ ଗୀତଠାରୁ ଏ ଗୀତରେ ସସ୍ମିତା ଭଉଣୀଙ୍କର Confidence lovely ବାରିହୋଇ ଜାଉଛି ଗୀତ ବଢି ହୋଇଛି
nice ❤❤❤
Face re Khushi dekhi😊 bahut Khushi lagila ...agei chala
ବହୁତ ସୁନ୍ଦର ଗୀତ ଭଉଣୀ ❤❤❤❤❤
Fantastic❤❤performance 👌God bless you di❤
Really appreciate
@@musicloversranjit685 yes brother😊
ସବୁ ଗୀତ ରୁ ଏ ଗୀତ ଟା ଭଲ ହେଇଚି।❤
Soto kothao
ବହୁତ ବହୁତ ଧନ୍ୟବାଦ ଆମ ତରଫରୁ
ପ୍ରଥମେ ଜଉମିଡ଼ିଆ ସେଠାକୁଯାଇ news viral କରିଥିଲେ,ତ ଆଜି ଗୋଟେ ସୁନ୍ଦର
ପ୍ରତିଭାଟିଏ ସମୁଦ୍ର ମଝିରେ ଭାସିଯାଉଥିଲା ତ ସମସ୍ତେ କହୁହଲେ 4:24 ସେଚାଲିଗଲାଣିତଯାଉ,ହଟାତ ଆପଣ ଆସି
ରକ୍ଷ୍ୟା କଲ, ଅତିସୁନ୍ଦର ସ୍ୱର ଗୀତମାଝିରେ
ଅନ୍ତରାରେ miusicdirecter ଙ୍କର misic super
Au gotia Gita aji release karantu❤❤❤
No.1 Singing, Sasmita Bhauni Superb 🎉❤❤😊❤❤❤❤
Both music and lyrics are beautiful.
Didi କୁ ସବୁ ଦିନ ପାଇଁ ଖୁସି ରେ ରହୁ ଜଗନ୍ନାଥ ବାପା ❤❤❤❤❤❤❤❤❤❤❤
ହୃଦୟକୁ ଛୁଇଁଲା ନୂଆ ଗୀତଟି ମୁଁ ଯେତେ ଦେଖୁଛି ମାନଭାରୁନାହି 10ଥରଦେଖି ସାରିଲିଣି super
Mind-blowing voice👏💐
1st Dina ru। Hin janapduthila ki se bhala Gita gaiparibe boli...
What a amazing voice she has ! Really fantastic....sweet mixture of tune n lyrics... God bless her ...Keep it up...
😮
Very nice voice and song..❤👌 great team..🙏🏻
ବହୁତ ସୁନ୍ଦର ହୋଇଛି। ଆଗକୁ ଆହୁରି ବହୁତ ବଢିଆ ହେବ🎉🎉🎉
ସତରେ ଭ ଉଣି❤❤❤ ଏଗିତ ସୁଣିଲେ ମନକୁ ପୁରା ଛୁଇଁ ଜାଉଚୀ
Vala swara Sasmitankara aau badhiya gaichhanti. Not a Salute for only Sasmita, but a salute for the writer of this song also"SE CHALIJAICHHI TA JAU,SE VULIJAICHHI TA JAU;JE KALANI TO CHINTA,KAIN VABUCHU TA KATHA ?TA KATHA VABI KAIN LUHA JHARAU!!! "sukhasantire se rahu,jouthi thile bi thau:::ILU sabad ta, dharibani kebe,jaha ba hauchi hau".sei lyrics re(just an add)and last me:GOD BLESS YOUR TEAM AND YOU 🙏 Jai Srikrishna 🙏 Thanks writer of this song for an unique lyric
So super performance.Thanks to team participants.
Nice voice sister ☺🕉God bless you....
ସତ ଘଟଣା ନେଇ ଆଗାରି ତ song very nice
ଭାଇ ଲେଖା ଭୁଲ ଅଛି
Kana bhul achhe
ବହୁତ୍ ସୁନ୍ଦର କଣ୍ଠ ସ୍ୱର ଗୀତ ବି ବହୁତ ଭଲ ଲାଗୁଛି
🙏❤️👌
ଶୁଭେଚ୍ଛା ଓ ଅଭିନନ୍ଦନ କୁନି ଭଉଣୀ😊💐💐💐💐
ବହୁତ ସୁନ୍ଦର ଗୀତ। ବହୁତ ବଢିଆ ଲାଗୁଛି। ଜଗନ୍ନାଥ ମହାପ୍ରଭୁ ତୁମ ଭଵିଷତ୍ ଉଜ୍ଜଳ ମୟକରନ୍ତୁ ମୋର ଏତିକି ପାର୍ଥନା।। 🌹🌹🌹🌹🌹🙏🏻🙏🏻🙏🏻🙏🏻🙌🙌🚩🚩🚩🚩
Very nice voice sister❤❤❤❤❤ God bless you
Beautiful song ❤❤❤ wow super 🙋💕💕💕💕my favourite 👌👌👌😢😢😢 heart touching song
Song bahoot bhala heichhi, aagaku amiti sujoga milu.
❤❤❤❤ ବହୁତ୍ ବଢିଆ ଗୀତ ❤❤❤❤
ଏମିତି ଭାବରେ ସସ୍ମିତା ଦିଦୀଙ୍କୁ ସୁଜଗ ଦେବ ବୋଲି ମୁଁ ଆପଣଙ୍କ ଠାରେ ମୋର ପ୍ରାର୍ଥନା କରିଅଛି👏👏👏👏👏
ସସ୍ମିତା ଏମିତି ହସୁଥା ❤ ତୁ ସାରା ଓରିଶାବାସୀଙ୍କ ହୃଦୟରେ ଜାଗା ନେଇ ଗଲୁ ଡ୍ରେ ଝିଅ❤ କେତେ ଦୁଃଖରେ ଥାଇ ବି ଲୋକଙ୍କ ପାଖରେ ହସିପରୁଛୁ ରେ ଧନ ❤ ସବୁ ଭାଇ ଭଉଣୀ ମାନଙ୍କ ଭଲପାଇବା ଗୁରୁଜନ ମାନଙ୍କ ଆର୍ଶ୍ରିବାଦ ତୋ ପାଇଁ ଅଛି
Bahut bahut Sundar song very nice voice susmita didi best'of luck bhagawan tumku bhalare rakhi thantu aau tumaku emiti agaku niantu ❤❤❤❤
ହୃଦୟ କୁ ଛୁଇଁଲା ଏହି ଗୀତ ❤ ସସ୍ମିତା ଦିଦି ଆଗକୁ ବି ଏମିତି ଗାଇ ଚାଲ ଜୟ ଜଗନ୍ନାଥ 🌺🌺🌼🌼🙏🙏🙏 Best Of Luck didi👍👍
ରାନୁ ମଣ୍ଡଳଙ୍କ ପରି ଏଇ ଭଉଣୀ ଜଣକ ପରବର୍ତ୍ତୀ ସମୟରେ ଯେପରି ନ ହୁଅନ୍ତୁ ,ସେଥିପାଇଁ ଓଡ଼ିଆ music industry କୁ ମୋର୍ ବିଶେଷ ଅନୁରୋଧ 🙏 🙏
Hello bro
Mu b same vabuthili
Ranu mondal valia na heu
Au gote katha...
Jemiti santanu chhota chhua ta gita gauthila..
Taku lagaatar gotr Dina re 5 ta 6 ta gita deiki bahaut gita gaibaaku dele au taa pare se kuade udigalaa
Yanku b semiti gote dina 2 ta 3 ta lekhae gita dauchhanti
Akdam right katha
Thik kahi chanti
ବହୁତସୁନ୍ଦର,ତମେକିନ୍ତୁ,ରାନୁମଣ୍ଡଳପରୀହେବନାହୀ
Right ରାନୁ ମଣ୍ଡଳ ଭଳି ଯେମିତି ନ ହୁଏ ଉପରକୁ ଯେମିତି ଉଠିବ ସେମିତି ଖସିବ ତେଣୁ ଅତି ଚିପୁଡ଼ିଲେ ଲେମ୍ବୁ ପିତା
Good talent bhauni❤❤👌👌👍👍
Wow👌👌nice voice and nice song thanks for all members of this song.
Tq so much bro you are great person ❤❤❤❤❤❤❤❤❤
ସସ୍ମିତା ଭଉଣୀଙ୍କ କଣ୍ଠସ୍ୱର ଭଲ ଲାଗୁଛି ତାଙ୍କୁ ଆହୁରି ସୁଯୋଗ ଦିଆଯାଉ
MIND-BLOWING song composed n an unique lyric by the team 🙏 Jai Srikrishna 🙏 Gita ra uchharan ku aau tike sathik vabare karile aau na hasi bolile aahuri vala suna jaithanta.Hau practice jarirakha.God will help you
Beautiful voice.god bless you Sasmita and thanks to the entire team.
ବହୁତ ସୁଦଂର music song
Congratulations
ଅତି ସୁନ୍ଦର୍ ଦିଦି ତୁମ voice 👌👌👌👌👌👌
God bless you❤ super voice👌
What a melody voice...
Great great....
I am from AP state.
GOD BLESS her.
We pray for her good future chances
In TV shows /moves .
Tks
Wow nice song nd nice voice didi 😊 😊
ଖୁବ ସୁନ୍ଦର ଗୀତ ଓ ସ୍ୱର
ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ସବୁ ପ୍ରଭୁ ଲିଙ୍ଗରାଜ ଙ୍କ ମହିମା ।ଜୟ ପ୍ରଭୁ ଲିଙ୍ଗରାଜ ।
ପଙ୍କ ରେ ପଦ୍ମ ଫୁଟେ ଭଗବାନ ଙ୍କ ଆଶ୍ରିବାଦ ହୋଇ ଲୋକ ଲୋଚନ କୁ ଆନୀ ଥିବା ସମସ୍ତେ ଙ୍କୁ କୋଟି ନମସ୍କାର 🙏
ମୁଁ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କରୁଛି କି ଏ ଗରିବ ଭଉଣୀ ର ଗୀତ କୁ ବହୁତ ମାତ୍ରା ରେ share କରି ଭଉଣୀ କୁ ଆଗକୁ ବଢେଇ ବାକୁ ଚେଷ୍ଟା କରନ୍ତୁ 🙏 ଜୟ ଜଗନ୍ନାଥ🌺🙏
Okk bhai
ମୋତେ ବି ଟିକେ ସୁଯୋଗ ଦିଅନ୍ତୁ sir 🙏🙏
Ame bi anek chesta karuchhu amaku kehi sujog debeni karana ame nijaku gariba ki asahaya dekhei paribuni..social media platforms re kandiki nija dukha kahiparibuni na
@@sasmitameher2702 ok didi🙏
Faltu stree loko support karanatuni news dekhile ta ya na re