To Prema Mo Bhagyare Nahin || ତୋ ପ୍ରେମ ମୋ ଭାଗ୍ୟରେ ନାହିଁ || Sasmita Jena Viral Song || Jaganath Jena

แชร์
ฝัง
  • เผยแพร่เมื่อ 16 ต.ค. 2024
  • ♪ - Song - To Prema Mo Bhagyare Nahin
    ♪ - Singer - Sasmita Jena & Sanjaya Mallik
    ♪ - Lyrics - Jaganath Jena ( Prince ) -9668353529
    ♪ - Music Director - Kumar Tapas
    ♪ - Key Arranger - Ramesh Remo, Rhythm - Suman
    ♪ - Voice Dob & Mixing - Sanjay Moharana (FTI STUDIO )
    ♪ - Producer -Ranjita Mallik
    ©SAI BHAVANI ENTERTAINMENT
    ANTI-PIRACY WARNING *
    This content is Copyright to Mo Sai Bhavani Entertainment . Any Unauthorized Reproduction, Redistribution Or Re-upload Is Strictly Prohibited Of This Material. Legal Action Will Be Taken Against Those Who Violate The Copyright Of The Following Material Presented.
    #topremamobhagyarenahin
    #sasmitajenasadsong
    #odiaromanticsong
    #newsongsasmitajena
    #viralgirl
    #lingarajtemple
    #odianewsong
    #newodiasong
    #odiasong
    #sasmitajenasong
    #subhashmusic
    #manadebakikuha

ความคิดเห็น • 623

  • @pratapmoharana7045
    @pratapmoharana7045 ปีที่แล้ว +47

    ଇଶ୍ଵରଙ୍କ ଆଶୀର୍ବାଦ ପାଇଯାଇଛ, ଆଗେଇ ଚାଲ ଆଗକୁ ଆଗକୁ, ଧନ୍ୟବାଦ

  • @RanjitSingh-uz8mx
    @RanjitSingh-uz8mx ปีที่แล้ว +100

    ଅତି ସୁନ୍ଦର ଗୀତ ଗାଇଲେ ଆମ ସସ୍ମିତା ଭଉଣୀ🌹 ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ, ଭଗବାନ ତାଙ୍କୁ ଗାଇବା ପାଇଁ ଅସୀମ ଶକ୍ତି ଦିଅନ୍ତୁ,ଜୟ ଜଗନ୍ନାଥ 🙏

  • @rsentertainment715
    @rsentertainment715 ปีที่แล้ว +23

    ଧନ୍ୟବାଦ ଭାଇ କି ସସ୍ମିତା ଭଉଣୀ କୁ ଗୀତ ଗାଇବାକୁ ସୁଯୋଗ ଦେଇଥିବାରୁ ❤
    ବହୁତ ସୁନ୍ଦର ଗାଇଛନ୍ତି ସସ୍ମିତା ଭଉଣୀ ଆଗକୁ ଏମିତି ଗୋଟେ ପରେ ଗୋଟେ ପାହାଚ ବଢି ଚାଲ ❤😊👍

  • @Bncreation429
    @Bncreation429 ปีที่แล้ว +95

    ଧନ୍ୟବାଦ ଆଜ୍ଞl ବିବାଦ ପରେ ବି ଗରିବ ଝିଅ କୁ ସୁଯୋଗ ଦେଇଥିବାରୁ 🙏🙏🙏👌👌👏👏👍best of luck sister we are support you.....

    • @ajeejkhan1510
      @ajeejkhan1510 ปีที่แล้ว

      👍👍👍🙏🙏🙏🙏🙏🙏🙏🙏

  • @garbanbhuyan1801
    @garbanbhuyan1801 ปีที่แล้ว +56

    ସସ୍ମିତା ଭଉଣୀ କୁ ଯେଉଁ ମାନେ ଅପମାନ କଲେ
    ଭୁଲ ରେ ସେମାନଙ୍କୁ ଅପମାନ କରନ୍ତୁ ନାହିଁ ଭଗବାନ ନିଜେ ସେ ମାନଙ୍କୁ ଅପମାନିତ କରିବେ ଧର୍ଯ୍ୟ ଧରନ୍ତୁ ଆଗେଇ ଚାଲ my god bless you, thank you

  • @ghasirammurmu6544
    @ghasirammurmu6544 ปีที่แล้ว +44

    ସସ୍ମିତା ଭଉଣୀ ର କଣ୍ଠ ସର ବହୁତ ବଢିଆ ହେଇଛି l ଗୀତ ଶୁଣି ବହୁତ୍ ସୁନ୍ଦର ଲାଗିଲା l ତେଣୁ next ଗୀତ ପାଇଁ ଅପେକ୍ଷା ରେ ରହିଲୁ l

  • @ompravabihari4450
    @ompravabihari4450 ปีที่แล้ว +26

    ଯେଉଁ ମାନେ ସସ୍ମିତା ଭଉଣୀକୁ ଆଗକୁ ଯିବାପାଇଁ ସୁଯୋଗ ଦେଇଛନ୍ତି, ସେମାନେ ମୋ ପାଇଁ ଭଗବାନ ।ଧନ୍ୟବାଦ

  • @sasmitamurmu1249
    @sasmitamurmu1249 ปีที่แล้ว +10

    ବାଃ ବାଃ ବାଃ ବହୁତ ସୁନ୍ଦର କଣ୍ଠ ସସ୍ମିତା ମାଡ଼ମ ଏବଂ ଭାଇ ଙ୍କର 🎊🎊🎊🎊🎊🎊💯💯💯👌👌👌💐💐💐💐💐💐💐💐💐💐💐💐💐💐💐💐 ଦିଦି ଆହୁରି ଗୀତ ଗାନ୍ତୁ ବୋଲି ଚାହୁଁଛୁ

  • @uddhabbehera-bx1oj
    @uddhabbehera-bx1oj ปีที่แล้ว +4

    ଗୀତ ଯେମିତି କୁ ସ୍ୱର ମଧ୍ୟ ସେମିତି ବହୁତ ସୁନ୍ଦର ହୋଇଛି ଏହି ଗୀତ ଟି ଶୁଣି ଖୁସି ଲାଗିଲା ଆଗକୁ ଚେଷ୍ଟା ଜାରି ରଖ କର୍ମ ରେ ନିହାତି ଆବଶ୍ୟକ ! ଆଉ ଭଗବାନଙ୍କ ଆଶୀର୍ବାଦ ସର୍ବଦା ଲାଗି ରହି ଥାଉ ଜୟ ଜଗନ୍ନାଥ ।

  • @arunbehura139
    @arunbehura139 ปีที่แล้ว +8

    Sasmita ଙ୍କ tone ବହୁତ ଭଲ ଲାଗୁଛି। ମୁଁ କମେଣ୍ଟ ପଢ଼ୁ ଥିଲ। ସମସ୍ତେ ଭଲ ଲାଗୁଛି ବୋଲି କହୁଥିଲେ।❤❤❤❤❤❤❤

  • @bharatbehera8671
    @bharatbehera8671 ปีที่แล้ว +147

    ଭଲ ଗୀତ ... ଆଉ ଭଲ ସ୍ୱର ବି ଦୁହିଁଙ୍କର। ବହୁତ ବହୁତ ଧନ୍ୟବାଦ ସହଯୋଗ କରିଥିବା ବ୍ୟକ୍ତିଙ୍କୁ, ଏତେ ବିବାଦ ପରେ ମଧ୍ୟ ସସ୍ମିତାକୁ ଗାଇବା ପାଇଁ ସୁଯୋଗ ଦେଇଥିବାରୁ...super.

  • @ajitasabat194
    @ajitasabat194 ปีที่แล้ว +31

    🙏ଜୟ ଜଗନ୍ନାଥ 🙏 ବହୁତ ଦିନ ପରେ ସଞ୍ଜୟ ଭାଇଙ୍କ କଣ୍ଠ ରୁ ସୁମଧୁର ଗୀତିଟିଏ ଶୁଣିବାକୁ ଟିକେ ମିଳିଲା । ତେଣୁ ସମସ୍ତଙ୍କୁ ଧନ୍ୟବାଦ। 💐

  • @ସ୍ୱରଓଝଙ୍କାର
    @ସ୍ୱରଓଝଙ୍କାର ปีที่แล้ว +5

    ସତରେ ମୁଁ ଓଡ଼ିଶାର ମଣିଷ ଭାବେ ନିଜକୁ ଭାରି ଗର୍ବ କରୁଛି ଯେ ଏଠିକାର ମଣିଷ ମାନେ ମଣିଷର ହୃଦୟକୁ ବୁଝିପାରନ୍ତି । ଉଦାହରଣ ସ୍ୱରୂପ - ସସ୍ମିତା ଭଉଣୀ । ସସ୍ମିତା ଭଉଣୀର ଗୀତ ଓ ଓଡ଼ିଶାର ଲୋକମାନଙ୍କର ମତାମତକୁ ଦେଖି ବହୁତ ଆନନ୍ଦ ଲାଗୁଛି ।

    • @UllasParida-eu2km
      @UllasParida-eu2km ปีที่แล้ว

      ଆଛା ଭାଇ ମଣିଷ ମାନେ ଭୁଝ ନ୍ତି ଯେ ହେଲେ ସି ଏ କଣ ଭୁଝିଲା ରାହୁଲ ଭାଇ କୁ ଧକା ଦେଲା ବେଶୀ ଗ୍ରବ କଲା ପଇସା ଦେଖିକି

  • @rishikesh4340
    @rishikesh4340 ปีที่แล้ว +4

    ବହୁତ୍ ସୁନ୍ଦର୍ ଗାଉଛ ସସ୍ମିତା ଭଉଣି ।
    ତେଣୁ ଓଡିଆ ସଙ୍ଗୀତ ଜଗତରେ ସ୍ଥାନ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ଭଲ ସଙ୍ଗୀତ ଗୁରୁ ଦେଖି ସଙ୍ଗୀତ ଶିକ୍ଷା କ୍ଲାସ୍ କର।
    ପ୍ରଭୂ ଜଗନ୍ନାଥ ସହାୟ ହୁଅନ୍ତୁ 🙏

  • @spiritualpeace1234
    @spiritualpeace1234 ปีที่แล้ว +17

    ଅତି ସୁନ୍ଦର.. ଭଲ ଲାଗୁଛି..ସଞ୍ଜୟ ମଲ୍ଲିକ ଙ୍କୁ ଅନେକ ଅନେକ ଶୁଭେଚ୍ଛା.. ହୃଦୟ ର ସହ ଗାଉଛନ୍ତି.. ଆଗେଇ ଚାଲନ୍ତୁ.. ସାରା ଓଡ଼ିଶା ଆପଣମାନଙ୍କ ସହ ଅଛନ୍ତି..💐💐👍👍

  • @prakash.donk.p7215
    @prakash.donk.p7215 ปีที่แล้ว +12

    ପ୍ରଡ୍ୟୁସର୍ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ସସ୍ମିତା କୁ ସୁଯୋଗ ଦେଇଥିବାରୁ ❤❤❤❤❤❤

  • @saratchandramaharana3178
    @saratchandramaharana3178 ปีที่แล้ว +7

    ❤ ଅଭିନନ୍ଦନ। ଆହୁରି ଅନେକ କିଛି ଦେଖିବାକୁ ଓ ଶୁଣିବାକୁ ଇଛା ଅଛି।
    ଆଶା, ସେ ସୌଭାଗ୍ୟ ନିଶ୍ଚିତ ପାଇବି।
    ❤❤❤❤❤❤❤❤
    ... ସମସ୍ତ ଶୁଭେଚ୍ଛା ଓ ଆଶୀର୍ବାଦ ସହ:
    ... ମହାରଣା ଵାଵୁ,
    ବିଶାଖାପାଟଣା।
    ❤❤❤❤❤

  • @biramsorenvlogdhenkanal8889
    @biramsorenvlogdhenkanal8889 ปีที่แล้ว +11

    ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଓଡ଼ିଆ ବସି ମାନେ ଆଗରେ ରହନ୍ତି,like this

  • @garbanbhuyan1801
    @garbanbhuyan1801 ปีที่แล้ว +125

    ମଣିଷ କୁ ନ ଡରି ଭଗବାନଙ୍କୁ ଲକ୍ଷ କରି ଗରିବ ଝିଅକୁ ସୁଯୋଗ ଦେଇ ଥିବାର ଭଗବାନ ଆପଣ ମାନଙ୍କୁ ବହୁତ ବହୁତ ଆଶୀର୍ବାଦ କରିବେ ❤❤❤❤❤

    • @garbanbhuyan1801
      @garbanbhuyan1801 ปีที่แล้ว

      ସମସ୍ତଙ୍କୁ ମୋର ନମସ୍କାର ସସ୍ମିତା ଭଉଣୀକୁ ଶପଟ ଦେଇଥିବାରୁ ହୃଦୟର ସହିତ ଧନ୍ୟବାଦ

    • @hrishikeshbehera7727
      @hrishikeshbehera7727 ปีที่แล้ว

      ​@@garbanbhuyan1801😢

    • @sukantimohanta4346
      @sukantimohanta4346 ปีที่แล้ว

      God bless you sasmita sister

    • @sukantimohanta4346
      @sukantimohanta4346 ปีที่แล้ว

      ❤🙏

  • @SulochanaPradhan-ww2nt
    @SulochanaPradhan-ww2nt ปีที่แล้ว +7

    Thank you Studio ku Sasmita bhauni ku gita gaibapain sujaga deithibaru

  • @PayalTarini-q7l
    @PayalTarini-q7l ปีที่แล้ว +1

    Good song sasmita ku sujaga daithibaru dhayanabad

  • @kariahembram3216
    @kariahembram3216 ปีที่แล้ว +9

    ମଧୁର କଣ୍ଠରେ ମଧୁର ଗୀତ ବହୁତ ଖୁସି ହୋଇଗଲି

  • @salkhuhembram5816
    @salkhuhembram5816 2 หลายเดือนก่อน +1

    Atisundar heichi

  • @siddharthsingh7126
    @siddharthsingh7126 ปีที่แล้ว +4

    ଅତିସୁନ୍ଦର ଗୀତ 🥰❤️

  • @Dubai-vq1ss
    @Dubai-vq1ss ปีที่แล้ว +2

    ଗୋରା ହେଲାଣି

  • @UllasParida-eu2km
    @UllasParida-eu2km ปีที่แล้ว +1

    ଭାଇ ଖରାପ ଭାବିବନି ଦୀପକ ଷ୍ଟୁଡିଓ ତମ ଠୁ ବହୁତ ଭଲ ଲାଗୁଚି

  • @baikunthamalik1392
    @baikunthamalik1392 ปีที่แล้ว +3

    ଅତିସୁନ୍ଦର ଭୟଶ

  • @SibaramBehera-l1l
    @SibaramBehera-l1l ปีที่แล้ว +2

    ବହୁତ ସୁନ୍ଦର ଭ଼ୂଉଣୀ ତମକୁ ଧନ୍ୟବାଦ

  • @hemanshuroutray918
    @hemanshuroutray918 ปีที่แล้ว +1

    Bhauth badia heichhi Gita ✨✨

  • @OMEGLE.724
    @OMEGLE.724 ปีที่แล้ว +2

    Congratulations Nana, Dai🎉🎉 5k coming soon

  • @AshokKumar-rk6oc
    @AshokKumar-rk6oc ปีที่แล้ว +3

    ଅତି ସୁନ୍ଦର ❤❤❤

  • @bhupeshkarmi513
    @bhupeshkarmi513 ปีที่แล้ว

    ଉଭୟଙ୍କ। ଗୀତ। ଗାଇବା ଶୈଳୀ। ଖୁବ୍ ସୁନ୍ଦର ହୋଇଛି। ।।

  • @Dangerous_Man-p2x
    @Dangerous_Man-p2x ปีที่แล้ว +1

    ସସ୍ମିତା ଭଉଣୀ ଙ୍କ ଆବାଜ ଏକ ଦମ ଝାକାଶ ଅଛି .....ଫୁଳ୍ ବୋବାଲ

  • @Anjali-k2x4n
    @Anjali-k2x4n ปีที่แล้ว +8

    ବହୁତ ସୁନ୍ଦର ଗୀତ 💞💞💞💐💞💞💞👌👌👌👍

  • @Mohan-um2mz
    @Mohan-um2mz ปีที่แล้ว +35

    ଭହୁତ ଭଲ ସସ୍ମିତା ଯେନା ଗାଉଛନ୍ତି 👌

  • @technicaldjlucky4897
    @technicaldjlucky4897 ปีที่แล้ว +1

    Bahut sundara laguchhi.

  • @debakibhoi4688
    @debakibhoi4688 ปีที่แล้ว +1

    Thank you Bhai sasmita ku sugoga dei thibaru thakur mangalkariba❤❤❤❤❤❤❤

  • @rasmitatanti7931
    @rasmitatanti7931 ปีที่แล้ว +4

    ବହୁତ ଭଲ ଲାଗିଲା ଗୀତ......ଅତି ସୁନ୍ଦର 👌👌👌

  • @hrudanandasahuofficial
    @hrudanandasahuofficial ปีที่แล้ว +1

    ଭଲ ❤

  • @grismoproduction7106
    @grismoproduction7106 ปีที่แล้ว +4

    ଗୀତ ବହୁତ ଭଲ ହେଇଛି ଏମିତି ଆମେ ଆପଣଙ୍କର ଗୀତ ଶୁଣୁଥିବୁ ଜୟ ଜଗନ୍ନାଥ

  • @sarjunayak7541
    @sarjunayak7541 ปีที่แล้ว +1

    Super song & music v nice..... singing v mast....sasmita.. didi nku sujoga deithibaru.. aapanama ku dhanyabad. .

  • @MagunichandraBehera
    @MagunichandraBehera ปีที่แล้ว +64

    Beautiful voice sasmita jena

  • @jbjmotivetion123
    @jbjmotivetion123 ปีที่แล้ว +3

    ନିଜର imotional ମନଭାବ ଅନ୍ୟକୁ imotional କରାଏ,ଇଏତ ସବୁ ଗୀତରେ ଦାନ୍ତ ଦେଖାଉଛି

  • @dinabandhusethy4980
    @dinabandhusethy4980 ปีที่แล้ว +3

    ବହୁତ୍ ସୁନ୍ଦର୍ ହୋଇଛି ଗୀତ ଟି ❤❤❤

  • @gosingh976
    @gosingh976 ปีที่แล้ว

    Ate bht bad popular song aji suni kari bht bhl lagla mte super duper Hit 🎶🎶 song

  • @durgarao1137
    @durgarao1137 ปีที่แล้ว +18

    Both of you very beautiful voices and keep it up continuously ur voices in future odia film industry 🎉❤

  • @ganeshprasadrana1102
    @ganeshprasadrana1102 ปีที่แล้ว +4

    Talentକୁ ଅଧିକ ସୁଯୋଗ ଦିଆଯାଉ । ଏହା ଫଳରେ ସମସ୍ତଙ୍କୁ ଏହାର ଲାଭ ମିଳିବ।

  • @AmithDangri
    @AmithDangri ปีที่แล้ว +2

    ବହୁତ ସୁନ୍ଦର କଣ୍ଠ

  • @SBhusanVlog
    @SBhusanVlog ปีที่แล้ว

    Bahut sundar bhai mu sasmitanku bheti thili cuttack re se sabubele khusire rahantu bhagban agaku aga badhei niantu

  • @gajendraruguli
    @gajendraruguli ปีที่แล้ว +5

    Thank you 'producer bhai and music director next emotional song I am wait

  • @ds3editting
    @ds3editting ปีที่แล้ว +1

    Thank you Bhouni ku ସୁଯୋଗ ଦେଇଥିବାରୁ

  • @patorajasobora5975
    @patorajasobora5975 ปีที่แล้ว

    ଅତି ସୁନ୍ଦର ଗୀତ ସ ସ୍ମିତା ଭଉଣୀ‌।

  • @pinkysamal4947
    @pinkysamal4947 ปีที่แล้ว +7

    ବହୁତ ଭଲ ହେଇଛି

  • @arunbehura139
    @arunbehura139 ปีที่แล้ว +1

    Song very interesting. This song organiser groups very thanks. Kindly this types song s release every week's give Orissa. ❤❤❤❤❤❤❤. Sasmita voice very clearly.

  • @ratikantjena5517
    @ratikantjena5517 ปีที่แล้ว +1

    Producer sir nku mo tarafaru dhanyabad sasmita ku chance deithibaru❤

  • @sumitrabadra5652
    @sumitrabadra5652 ปีที่แล้ว +3

    Nice nice song❤❤❤odisha basinku etiki request karuchhi bhaunira sabu bhul ku khyama Kari support karantu......,Chhota jhia to Kam patha padhichhi duniya bisayare taku kichhi Jana nahi...,

  • @LDPanika
    @LDPanika ปีที่แล้ว +2

    Sasmita bhauni ku sujag dei thibaru bahut bahut dhanyavad..

  • @jrpafamily9186
    @jrpafamily9186 ปีที่แล้ว +21

    Super Singer Sasmita

  • @manasswain8806
    @manasswain8806 ปีที่แล้ว +2

    Bhagaban Apankank chanel ku prasiddh karantu. Gariba jiaku sahajya karantu. God bless you.

  • @ranjitatandy6659
    @ranjitatandy6659 ปีที่แล้ว +1

    Thank you sir sasmita didi ku sujog deithibaru❤❤❤❤❤

  • @hansini3892
    @hansini3892 ปีที่แล้ว +1

    Supar voice ♥️sasmita bhauni and tq all Tim sansmitaa ku sujago devaru🙏

  • @madanbehera1248
    @madanbehera1248 ปีที่แล้ว +1

    Very nice singar sasmita bhauni love you

  • @sulekhanaik8961
    @sulekhanaik8961 ปีที่แล้ว +5

    Wa wa supper Tiger is come back ❤❤❤❤

  • @anupahembram1019
    @anupahembram1019 ปีที่แล้ว +1

    Bahut volo songs Didi

  • @sushantajena2082
    @sushantajena2082 ปีที่แล้ว +1

    ଖୁବ୍ ସୁନ୍ଦର । ଖୁବ୍ ସୁନ୍ଦର।

  • @swayam1908
    @swayam1908 ปีที่แล้ว +3

    Apana mana nku Anurodha 🙏 rahila gariba bhauni sasmita ku agaku niantu. Kebela Tara Chhota pilara muha ku chahin ki Gaibara sojaga diantu.🙏🙏🙏🙏

  • @jayantsahu320
    @jayantsahu320 ปีที่แล้ว +4

    Nice singing wishing her for bright future ahead

  • @kabindrakumarpatra2913
    @kabindrakumarpatra2913 ปีที่แล้ว +19

    So beautiful voice my sister ❤❤❤❤❤

  • @HiradharMajhi-f6d
    @HiradharMajhi-f6d 9 หลายเดือนก่อน +1

    Nice nani

  • @krishnakumari7785
    @krishnakumari7785 ปีที่แล้ว

    Wao sasmita nice, voice devlop kalani.super sis❤❤❤❤❤

  • @Dev22848
    @Dev22848 ปีที่แล้ว +12

    Very nice sasmita sister ❤❤❤

  • @garbanbhuyan1801
    @garbanbhuyan1801 ปีที่แล้ว +41

    ସସ୍ମିତା ଭଉଣୀଙ୍କ ର ଗୀତ ଶୁଣିବା ନିମନ୍ତେ ଓଡ଼ିଶା ବାସୀ ଅପେକ୍ଷା ରେ ଅଛନ୍ତି ଆଗେଇ ଚାଲ ଭଗବାନଙ୍କୁ ଲକ୍ଷ କରି ଚାଲ

  • @surendrakumarroutray608
    @surendrakumarroutray608 ปีที่แล้ว +21

    Beautiful voice and song

  • @sankarbarik9775
    @sankarbarik9775 ปีที่แล้ว +19

    Super song ❤

  • @krishnakumari7785
    @krishnakumari7785 ปีที่แล้ว +2

    Sasmita bysta huani joumane dislike karichanti tamaku gata dine seimane hin likes debe tame khali voice vala dia.❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @BinodChandi
    @BinodChandi ปีที่แล้ว +36

    Beautiful voice sasmita jena❤

  • @Manashcreativevidio
    @Manashcreativevidio ปีที่แล้ว +3

    Kya song heeee.... super.........

  • @deeparupa3119
    @deeparupa3119 ปีที่แล้ว +1

    Bahut bhala lagila... Voice b bahut sunder laguchi ... Please sasmita didi nku samaste support kara..

  • @pharitanag2320
    @pharitanag2320 ปีที่แล้ว +3

    Really heart touching song🙏 keep it continues sasmita didi.

  • @kanwalsing2758
    @kanwalsing2758 ปีที่แล้ว +8

    Very nice song sasmita 👍👍

  • @snehasishchyaupattanayak6719
    @snehasishchyaupattanayak6719 ปีที่แล้ว

    Very nice super, God bless you bhouni

  • @subashmudulisubashmuduli
    @subashmudulisubashmuduli ปีที่แล้ว +1

    Bhai ki bhai namaskar sasmita didinku bhai namaskar thanks a lovely song

  • @priyankagouda6484
    @priyankagouda6484 ปีที่แล้ว

    Bhai thank u so much intir team sasmita di nku puni chance daithibari

  • @Sanamsona389
    @Sanamsona389 ปีที่แล้ว

    Ati sundar lagila bhauni tam voice o song ta..

  • @smilingqueenrinky5057
    @smilingqueenrinky5057 ปีที่แล้ว +1

    Sasmita bhauni jane sarala niriha gariba jhia industries bishayare kichhi janini nijara faida pain kichhi chitakata bhadra mukha tale abhadra loka mane sasmita jenaku michhatare badnam karichhanti , samasta odisha bashinku mu hata jodi anurodha karuchhi gariba jhiaku support karantu. Iswara apana paribaraku saha hebe. Mo tarafaru sai bhavani entertainment channel ku ashesh ashesh dhanyabad dauchhi

  • @pratimanaik3201
    @pratimanaik3201 ปีที่แล้ว

    Bhut badhia song

  • @bhabesh5977
    @bhabesh5977 ปีที่แล้ว

    Ei gita ti bahuta bhala heichi

  • @satyamalikmalik688
    @satyamalikmalik688 ปีที่แล้ว

    Best of luck sasmita Airte Sundar Geeta gai thi Baru dhanyvad

  • @studytechodia3723
    @studytechodia3723 ปีที่แล้ว

    God bless dear, and all music team

  • @barihababuofficial7356
    @barihababuofficial7356 ปีที่แล้ว

    Sasmita didi ke support karuthantu sabu bele...Jay Jagannath 🙏🙏

  • @BikramBehera-v3d
    @BikramBehera-v3d ปีที่แล้ว +1

    ସସମିତାକୁ ଆଗକୁ ନିଅନ୍ତୁ

  • @subasjena9746
    @subasjena9746 ปีที่แล้ว +2

    ❤❤❤❤super🎉🎉🎉🎉

  • @bishnuprasadsingh9502
    @bishnuprasadsingh9502 ปีที่แล้ว +1

    Dhanyabad.bhauni

  • @nobitagaming8876
    @nobitagaming8876 ปีที่แล้ว +5

    Very nice composition ❤

  • @ManasDas-rv4mc
    @ManasDas-rv4mc ปีที่แล้ว +2

    Jay jagannath 🙏

  • @kannusahu3379
    @kannusahu3379 ปีที่แล้ว

    Sasmita bhauni pakhare sundar voice achhi

  • @BasantaBasanta-b8x
    @BasantaBasanta-b8x ปีที่แล้ว +2

    ସୁପର୍ ❤❤❤❤❤❤

  • @basantipanda7986
    @basantipanda7986 ปีที่แล้ว +10

    ସଞ୍ଜ ବାବୁ ସାଥ ଦେଇ ଥିବାରୁ ଧନ୍ୟବାଦ ଏ, ଗେଇ ଚାଲନ୍ତୁ, ହାତୀ ଭଳି!
    ହାତୀକୁ ଦେଖି କିଏ ସ୍ୱର ଉ ଠା ଏ ?
    ମୁଁ କାହାକୁ ଆକ୍ଷେପ କରୁଛି ଜାଣି ପାରୁଛନ୍ତି ତ!
    ଯେଉଁ ମାନେ ସସ୍ମିତା ତୁ ଆଉଥରେ
    ------ ଭଗବାନ ତାକୁ ସହ ହୁଅନ୍ତୁ 👍

  • @LinuDhurua-fs2tf
    @LinuDhurua-fs2tf ปีที่แล้ว +8

    Very nice voice di ❤❤❤❤

  • @ArjunMahanta-p7n
    @ArjunMahanta-p7n ปีที่แล้ว +10

    Beautiful voice sasmita ❤❤❤beautiful song