You are genius. Very nice. Feel proud being an Odia and you represent BHARAT(INDIA). There are rare youtubers who are so open in discussing politics, diplomacy, cultures, regionalities etc so openly . That is unique. First I watched you in Dubai and forgot. Today I watched you in Jordan and few days back in Maldives and subscribed you(Mu Traveller). Watched you in Radio Chocolates. Just a small advice . Always keep yourself HEALTHY. You are a happy person
ଭାରତ କହିଲେ ଆମ ଦେଶ ର ଲୋକ ବି ବୁଝି ପାରନ୍ତି ନାହିଁ ଜଣେ ବିଦେଶୀ ଇଣ୍ଡିଆ କୁ ଭାରତ ନାମରେ ଜାଣି ପାରିଲା l ବହୁତ ଖୁସି ଲାଗିଲା l
Bidesha re India ku Hind boli kuhanti, Hind kohile samaste India boli janati
Time bujhi parunathiba
ଭାଇ ଠିକ ରେ
ୟୁନାନି ମାନେ ଭାରତ ଆସିଲେ ଯେବେ ସିନ୍ଧୁ ନଦୀ ଦେଇକି ଆସିଲେ, "ସ" କୁ ୟୁନାନ ରେ "ହ" ଉଚ୍ଚାରଣ କରାଯାଏ - ଆଉ ସେବେ ସେମାନେ "ହିନ୍ଦୁ" କହି ସମ୍ବୋଧନ କଲେ
ପାର୍ସୀ ମାନେ ଯେବେ ଆସିଲେ , ସେମାନେ ଭି ସିନ୍ଧୁ ନଦୀ ଦେଇକି ଆସିଲେ । ପାର୍ସୀ ରେ "ସ" କୁ "ଇ" କହନ୍ତି । ସେଥି ପାଇଁ ସେମାନେ "ଇନ୍ଦ୍" କହି ସମ୍ବୋଧନ କଲେ ଆଉ କାଳ କ୍ରମେ ସେଟା "ଇଣ୍ଡିଆ" ହେଇଗଲା ।
କିନ୍ତୁ ଆମ ମୂଳ ଶବ୍ଦ "ଭାରତ" ହିଁ ଥିଲା ଆଦ୍ୟରୁ
Really vaye
ଲବ ଭାଇ Praise the lord ଜୟ ଯୀଶୁ, ଯୀଶୁ ଖ୍ରୀଷ୍ଟ ଙ୍କ ବିଷୟରେ କିଛି କୁହ । ଆପଣଙ୍କ ଯାତ୍ରା ପଥରେ ଈଶ୍ୱର ସହାୟ ହୁଅନ୍ତୁ ।
କଣ ତମ ମନୁକୁ ଖ୍ରୀଷ୍ଟିଆନ ନୁହଁ ତ ସେ ଯୀଶୁ ଙ୍କ ନା କାହିଁକି ଜପିବ 🙄
Kuhantu bhai
Bhai ame sanatan Gita bhagabat padha nija dhrama saskrutiku bhuloni Bhai kharap bhabibani I love birsamunda
Jay Jagannath
✝️✝️✝️🙌praise the Lord
Seriously ଲବ ଭାଇଙ୍କ ଭିଡ଼ିଓ ଏବେ ପୁରା ରେଗୁଲାର ଆସୁଛି🎉🎉🎉କୋଉ ମାନେ ଚାହୁଁଛ ଲବ ଭାଇଙ୍କ ଭିଡ଼ିଓ ଏମିତି ରେଗୁଲାର୍ ଆସୁ ବୋଲି🎊🥰like କର👍🏻👍🏻👍🏻
Huuuuuuuuuuuuuuuuuuuuuuuuuuu
କେତେ uuu ଲେଖୁଛ ସିସ୍🤩
@@Odia.Jhia_Puja emiti hiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiii😁😁😁😁😁😁😁😁😁😁😁😁😁😁
@OdiapuaJayjeet 🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔🤔
Mateta lababhai nka video bahut pasanda kahaku pasanda janaibe
ଏହି ଭଳି videos youtube ରେ upload କଲେ, କିଛି ଶିଖିବାକୁ ମିଳିଥାଏ, ଧନ୍ୟବାଦ୍ ଭାଇ ❤❤
ଏମିତି ସୁନ୍ଦର୍ ସୁନ୍ଦର୍ ଦେଶ ଦେଖି କାହାକୁ ଖୁସି ଲାଗୁଛି😊❤ଲାଇକ୍ କର👍🏻👍🏻
ସୁନ୍ଦର୍ ଦେଶ ଅପେକ୍ଷା ତୁମ ଫଟୋ ବହୁତ୍ ସୁନ୍ଦର ଦିଶୁଛି ।।। 😃😃😃 Don't mind 😃 Daily Daily laba bhai nka video re Comments ଦଉଚ ମୁଁ ଜାଣିଚି ।। ସୋ ସେଥିପାଇଁ ଗୋଟେ reply ବାଲା comments deideli..
ଭାଇ ଆହୁରି ବହୁତ୍ ଭାଇମାନେ ଆଉ ଭଉଣୀ ଅଛନ୍ତି ତାଙ୍କୁ ବି କୁହ,😆😆😆😆😆😆😆😆😆😆😆😆😆😆😡😡😡😡😡
@@Old-Clture hm hm ଚଳିବ 👍👍
Like tu backside ne puja
@@subham1954 ଭାଇ ବୁଝି ପାରିଲିନି 🙏
ବହୁତ ସୁନ୍ଦର ଦେଶ ଯାଇଚ ଲଵ ଭାଇ ପ୍ରଭୁ ଯୀଶୁ ସେଇଠି Naptismo ନେଇଛନ୍ତି Jordan ନଦୀରେ। God bless you
Jordan ନଦୀ ବିଷୟରେ ଜାଣିଛ ଟିକେ କୁହ,, ଯୀଶୁ ଖ୍ରୀଷ୍ଟ ଯେଉଁଠାରେ ବାପ୍ତିଷ୍ମ ନେଇଥିଲେ,, wonderful place କୁ ଯାଇଛ,, jesus bless u...
ହଁ ସତରେ ମୁ ବି ସେହି ନଦୀ କୁ ଦେଖିବା ପାଇଁ ବହୁତ ଇଛୁକ ଅଟେ ।
ଯେଉଁଠି ବାପ୍ତିଜକ ଯୋହନ baptism ଦେଉଥିଲେ ।
Yes
Praise the Lord❤❤❤
ଭାଇ pls ସେହି jardhan ନଦୀକୁ ଯାଆନ୍ତୁ ଆଉ ଟିକେ ସେହି ନଦୀକୁ ଭିଡିଓ ବନେଇଦେବେ। Pls ଭାଇ
Jesus God mo bandoro balo 😂😂😂
ଲୋବ ଭାଇ ଯୀଶୁ ଯେଉଁଠି ଜନ୍ମ ହୋଇଥିଲେ । ଆଉ ଯେଉଁଠି ମରିଥିଲେ । ଯୀଶୁଙ୍କ ବିଷୟରେ ଟିକେ ଭିଡିଓ କରନ୍ତୁ 🙏🙏🙏 plz ଆଉ କେବେ ତମେ ସେଇ ଦେଶକୁ ଯିବ କି ନାଇଁ ଏବେ ହିଁ ଚାନ୍ସ ଭିଡିଓ ଟିକେ ଦେଖନ୍ତୁ
ଭାଇ ଭଗବାନ କରନ୍ତୁ ତମର ସବୁ ଯାତ୍ରା ସଫଳ ହେଉ. ଜୟ ଶ୍ରୀରାମ ଜୟ ମା ତାରିଣୀ
ବହୁତ ସୁନ୍ଦର
ତୁମ ପାଇଁ ଆମେ ନୂଆ ନୂଆ ଜାଗା ଦେଖି ପାରୁଛୁ ଧନ୍ୟବାଦ
ଲଭ ଭାଇଙ୍କ ବ୍ଲଗ୍ ଫ୍ଲିମ୍ ଟୁ ଅଧିକ୍ ଭଲ ଲାଗେ ନା❤❤❤
Bhai jea laba Bhai vlog dekhuthiba odia film au se dekhibani kabe
Hmm re bhai
Sour
Yes
Yes
ଶୁଭ ସକାଳ ଭାଇ🙏
ଜୟ ଜଗନ୍ନାଥ 🙏🙏❤ଆପନୋଙ୍କୁ ଜୋରଦାନ ରେ ଦେଖି ବହୁତ ଖୁସି ଲାଗୁଛି ଭାଇ ଭଗବାନ ଆପଣଙ୍କୁ ସବୁ ବେଳେ ଖୁସି ରେ ରଖିଥାନ୍ତୁ
ନୂଆ ଏକ ଦେଶ ସମ୍ପର୍କରେ ଅନେକ ଦୂର୍ଶ୍ୟ ଦେଖାଇଲେ। ଅନେକ ଅନୁଭୁତି ଜାଣିଲୁ। ବହୁତ ଆନନ୍ଦ ଦାୟକ ଅଟେ। ଧନ୍ୟବାଦ।
ଲବ ଭାଇ ଯୀଶୁ ଖ୍ରୀଷ୍ଟ ଯେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ, ସେହି ଦେଶକୁ ଥରେ ଯାଆନ୍ତୁ,ଆଉ ବ୍ଲଗ୍ ବନାନ୍ତୁ..plz..🙏
Thik katha
🍚🍚
Yes
@@prabhanarenga7644 hmm bhai pls
Yes
ସତରେ ଲବ ଭାଇ ତୁମ ସାହସ କୁ ମାନିବାକୁ ପଡ଼ିବ ବାହାର country ରେ ଯାଇ ଦିଲ୍ ସେ ବ୍ଲଗ୍ ବନେଇ ପାରୁଛ ତୁମକୁ ଜେତେ ବି ତାରିଫ କଲେ କମ୍ ପଡ଼ିବ realy you very talented,, ମୁଁ ବି Bangalore ରେ ବ୍ଲଗ ବନାଉଛି କିନ୍ତୁ ତୁମ ଭଳି କହି ପାରୁନି,, ଭାଇ ଭଉଣୀ ମାନେ ମୋ channal କୁ ବି ଦେଖନ୍ତୁ,,, ଜୟ ଜଗନ୍ନାଥ all of you 💚,,
Ok
Ok
ଜୟ ଶ୍ରୀ ରାମ ଭାଇ
ଓଡ଼ିଶା ପାଇଁ ଗୋୖରବ ଲବ ଭାଇ । ଜୟ ଜଗନ୍ନାଥ । ବିଦେଶୀ ମାନେ india କୁ ଭାରତ ବୋଲି ଜାଣି ସାରିଲେଣି । ବହୁତ ବଢିଆ । ମୋଦୀଙ୍କ ମହାନତା । ମୋଦୀଙ୍କ ଶକ୍ତି ।
Bhai sabure modi,jyada heuni
ଏମିତି ନୂଆ ନୂଆ jaga ଦେଖିବାକୁ କାହାକୁ ଭଲ ଲାଗେ thanks you laba ଭାଇ 😊😊😊😊😊😊😊😊
amazing city life and amazing landscape .. best wishes for your tour LABA , stay safe and enjoy the fullest
I've seen your vlogs 😀
Subham bhai... ❤❤❤apnka next trip ✈️ puni kebe hau
Subham bhai Apana bi Jantu Jordan video Karibe Apana nkara ta you tube channel achhi
ଲବ ଭାଇ ଜରଦାନ ନଦୀରେ ଯୀଶୁଙ୍କର ବାପ୍ତିଜମ ହେଇଛି, ସେହି ଜାଗାକୁ ଯାଅ
Plz, i am from odisha ASHOK Bhai
Ashok bhai jay Jagannath
ବହୁତ ସୁନ୍ଦର ଲାଗୁଚି ସେଠାକାର ପରିବେଶ | Nice travelling video
Odisha ପାଇଁ ପ୍ରେରଣା ଆମ ଲୋବ ଭାଈ ।
ବିଦେଶ ରାଷ୍ଟ୍ର ବିଷୟରେ ବହୁତ୍ ତଥ୍ୟ ଆମେ ଜାଣି ପାରୁଚୁ ଆପଣଙ୍କ ଭିଡିଓ ମାଧ୍ୟମରେ । ଧନ୍ୟ ବାଦ lov ଭାଈ। Carry on 🙏🙏🙏🙏
God bless you Sir every day every time God save you
ମୁଁ କେବେ ଭାବିନଥିଲି ଯାହାକି ୟୁ ଟ୍ୟୁବ୍ ରେ ମୋର intrest ରହିବ ମୋ ଜୀବନରେ ୟୁ ଟ୍ୟୁବ୍ ବ୍ଲଗ୍ ଦେଖିଲେ ମୋତେ ବହୁତ୍ ରାଗ ଲାଗେ but ଲବ ଭାଇ ଭିଡିଓ ଦେଖିଲା ପରେ ଜାଣିଲି ଲବ ଭାଇ ଭିଡିଓ ରୁ ବହୁତ୍ କିଛି ଶିଖିବା ପାଇଁ ମିଳିବ love you ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ God bless you
ଲବ ଭାଇ ଆମ ଖ୍ରୀଷ୍ଟି ଆନ ସମାଜରେ ଯୀଶୁ ଖ୍ରୀଷ୍ଟ ବାପ୍ତିସ୍ମ ନେଇ ଥିବା ଯର୍ଦ୍ଦନ ନଦୀ କୁ ଯାଇ vedio କର ଆମେ ଖ୍ରୀଷ୍ଟିଆନ୍ ସମାଜ ତରଫରୁ ଆପଣଙ୍କୁ ଅନୁରୋଧ ରହିଲା ଅପେକ୍ଷାରେ ଅଛୁ |⛪⛪⛪🙏🙏🙏
Jay Shree Ram 🙏
Banda na
Jay shree ram 🙏
@@Papubehera-v3l Tama ku badhuchhi ki christian kahile ki .
Hn ଭାଇ ବହୁତ୍ ଭଲ comment
ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖେଇଥିବାରୁ ଅସେସ୍ ଅସେସ୍ ଧନ୍ୟବାଦ ଲବ ଭାଇ....!! ଜୟ ଜଗନ୍ନାଥ 🙏...!!
ଧନ୍ୟବାଦ୍ ଲବ ଭାଇ ତମ ପାଇଁ ଆମେ ଦେଶବିଦେଶ ଦେଖିପରୁଛୁ ।
Jardhana Nadi bisayare bible re padhichhi aji dekhili ❤ dhanyabada bhai ❤ ✝️✝️✝️god bless u brother ❤ jisu tamaku asribada karantu jardhana Nadi nku jantu au video kori dekhantu
@@JesusKing919 Badeibi
@@biswajitbesra508jagannath mo balore😂😂😂😂
@@sikharsingh5824 kn kohuchu maghia
BedhaChhua @@sikharsingh5824
ଲାଷ୍ଟ୍ ରେ ଭାଇ ସବୁଠାରୁ ଭଲଲାଗିଲା ଆମର ଦେଶକୁ ଭାରତର ନାମରେ ଜାଣିଛନ୍ତି 🤗👍❤️💜 india ନୁହେଁ ❌ ଭାରତ ମାତା 🚩✅
ଭହୁତ ଭଲ ଲାଗିଲା l ତୁମକୁ ଅଶେଷ ଅଶେଷ ଧନ୍ୟବାଦ, ବିଦେଶ ବିଷୟରେ କିଛି ନୂଆ ନୂଆ ଜିନିଷ ଜଣାଉ ଥିବାରୁ l
ଭାଇ jodan nodi ଟିକେ jao plz amoku ଦେଖେଇ ଆଶିଷ ପାଆନ୍ତୁ। ଅମିନ
ଜର୍ଡାନ୍ ସହର ଦେଖି ବାକୁ ଯେତିକି ସୁନ୍ଦର ସେହିପରି ଲୋକ ମଧ୍ଯ ସୁନ୍ଦର❤❤❤
ଆମ ଜଗତସିଂପୁର ରୁ କିଏ କିଏ ଭାଇ ଭଉଣୀ ଦେଖୁଚ ଗୋଟେ like ହଉ
ଧନ୍ୟବାଦ ଲବବାବୁ ଏମିତି ନୁଆ ଜାଗା ଗାଁରୁହିଁ ଞ୍ଜୟ କରୁଥିବୁ ❤️❤️❤️❤️❤️❤️❤️❤️❤️❤️❤️🙏
ଭାଇ jordan ବହୁତ ଭଲ ଦେଶ ମୁଁ jordan ଅଛି ଭାଇ ମୋର 10 ବର୍ଷ ହେଲା ଅଛି. ମୁଁ
Nice looking 🎉
ଭିଡିଓ ଟି ବହୁତ ବହୁତ ସୁନ୍ଦର ଲାଗିଲା, ଅନେକ ଦିନ ପରେ ଭିଡିଓ ଟି ଆସି ଥିବାରୁ ବହୁତ ଖୁସି ଲାଗିଲା, ଜଗନ୍ନାଥ ଙ୍କ ଆଶୀର୍ବାଦ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,
Jagannath Tama ku sabu bele bhala re rakhantu ଲବ ଭାଇ ⭕❗⭕ ଜୟ ଜଗନ୍ନାଥ
ଲବ ଭାଇ ଯୀଶୁଙ୍କ ଜନ୍ମ ସ୍ଥାନ ଯାଇଛ ଯୀଶୁଙ୍କ ବିଷୟରେ video କର କେଉଁ ସ୍ଥାନରେ ଯୀଶୁଙ୍କୁ କୃଶାର୍ପିତ କଲେ କେଉଁ ସ୍ଥାନରେ ଯୀଶୁ ସ୍ଵର୍ଗକୁ ଉତ୍ତିର୍ଣ ହେଲେ
ବହୁତୁ ଭଲ ଲାଗିଲା ଭାଇ
ଜୟ ଜଗନ୍ନାଥ,ଜୟ ଲବ ହାଁସଦା ❤, ତୁମେ ଆଗକୁ ବଢ଼ିବାରେ ଅଛି ଆମ ଓଡ଼ିଶା ପାଇଁ ❤❤❤❤❤
❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉ଲବ ଭାଇ କଂ ସାହସ କୁ ମାନିବାକୁ ପଡିବ ବାହାର ଦେଶକୁ ଜାଇକି ଏମିତି ସୁନ୍ଦର ଭିଡିଓ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉
ବହୁତ୍ ସୁନ୍ଦର ଭିଡିଓ ❤❤❤ ଲବ ଭାଇ ❤❤ ବହୁତ୍ ସୁନ୍ଦର ❤❤❤❤
ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ ❤❤❤😮😊
ଆଜି ଠୁ ଅଲଗା ପ୍ରକାର ମଜା ଲାଗିବ❤❤🎉😊😊 ଜୟ ଜଗନ୍ନାଥ 🎉🎉🙏🙏🙏
You're the blessed man to visit birth place of Jesus Christ, Thank you brother .
ଜୟ ଜଗନ୍ନାଥ ଲଭ ଭାଇ ସେ ଦେଶର ଲୋକ ମଧ୍ୟ ଭାରତ କହୁଛନ୍ତି ଏବଂ ଜାଣନ୍ତି ମଧ୍ୟ ଆମ ଭାରତ ଲୋକଙ୍କୁ ଜଣାନାହିଁ ଠିକ୍ ନା ଭାଇ
Jordanian peope are very good and their hospitality is excellent.
They will offer you food even if you are a stranger.
Jay maurbhanj kora
Bhai Jordan to jaicha ,tk Jordan river and Galille, Jerusalem madya jaiki vdo dekho pls 🙏
Keonjhar Ru Kete Jana Dekhuchhanti ❤❤
You are genius. Very nice. Feel proud being an Odia and you represent BHARAT(INDIA). There are rare youtubers who are so open in discussing politics, diplomacy, cultures, regionalities etc so openly . That is unique. First I watched you in Dubai and forgot. Today I watched you in Jordan and few days back in Maldives and subscribed you(Mu Traveller). Watched you in Radio Chocolates. Just a small advice . Always keep yourself HEALTHY. You are a happy person
Bhai Jordan ନଦୀ କୁ ଯାଇ କି ଦେଖାନ୍ତୁ
India ra no 1international traveler love you bhai ❤️❤️👍👍👍🎉
Nice country... thank you for sharing 😊
Hello
ସୁନ୍ଦର ଭିଡ଼ିଓ ❤❤❤❤❤❤👍👍👍👍👍
Ame to wait karu thilu bro
Bahut bahut dhanybad bhai.ehi country bahut sudara laguchi.video kara ehipari chhada ame sabu dekhiparibu.very very thanks.
କିଏ ଚାହୁଁଛ laba ଭାଇ misar piramid jaantu like kara 👍👍👍👍👍👍👍👍👍👍
ୱାଓ ଅତି ସୁନ୍ଦର ଦିଲ୍ ଖୁସ୍ ହେଇଗଲା ଭାଇ ତମ ଭିଡିଓ ଦେଖିକି
Me delhi se app ka video dekh ta huu jay jagannath ❤❤
Laba brother you are the brave one and real Hero. May God bless you.
Brother can u explain about jordan river where JESUS was Baptist
We proud for u from koraput semiliguda. GOD BLESS U BROTHER
Same to you bro❤❤❤ SMG Bilaiguda
laba bhai is the real hero of odisha
Jay Jagannath bhai
Lab bhaiGid bless u..... Bahoot sundar documentary film. Bhali video banauchanti...... Very natural.... Jay Jagannath❤
Very very nice bhai
ଏମିତି ସୁନ୍ଦର ଦେଶ ଦେଖାଇ ଥିବାରୁ 🎉❤❤❤ଉହୁତ ଭଲ ଲାଗୁଛି ଚ଼ା ହଳଦି ପାଣି😢 ❤❤❤😂ଚାଇନା ଭଲ ଲାଗିଲା ତୁମେ ଭାଇ ଭଲ ଅଛ ପଢ଼ିଲେ କହିବ କେବେ ଭୁବେନେ ଶ୍ବର ଆସିବା ଲିଙ୍ଗରାଜ୍ ମନ୍ଦିର ଠୁ ହହି ବରା ଖାଇବ କଣଣ କହୁଛି🙏🙏🙏🙏🌷🌷❤️❤️❤️
Amazing ଆଉ unique views 👌
ଲବଭାଇ ଜଡେନ୍ ବହୁତ୍ ସୁନ୍ଦର ❤❤
Very nice 👍👍👍👍
ହର ହର ମହାଦେବ ଜୟ ଶ୍ରୀ ରାମ
*BIG FAN SIR LOVE YOU ❤❤*
Ye bhai ❤❤
Yes bro ❤❤
Jay hind bhai ❤❤
The World Health Organization (WHO) has officially verified Jordan as the first country to eliminate leprosy. THANK YOU SO MUCH BHAI 🙏🙏❤
Jordan nadire jesunka paptisma heithila bhai aamaku Jordan nadi dekheidia loba bhai....
Tame Jordan jao jouthi tama jeja janma heithile
Pua god bless u ,tama video dekhi ki mate bahuta khusi lage bahuta kichhi ghare basi dekhiparuchhi
Bhai. Jay. Jagannath
ପ୍ରଭୁ ଯୀଶୁ ତୁମକୁ ଆଶ୍ରିବାଦ କରନ୍ତୁ 🌹❤️👍
Jay jagannath ❤❤❤
Loba bhai congratulations for you entered in Jordan country...❤❤❤
Jay jagannath ⭕‼️⭕🪔🙏❤🎉🎉
Saw roman theatre live-the concept of modern stadium is derived from that.That speaks the then cultural hight of Rome.
Thank you so nice Friend
Go ahead..... World re popular hoijao..... All the best.... Lab Hansda...mostly well known name than any film hero...
ଯାଜପୁର ରୁ ଯିଏ ସବୁ ଦେଖୁଛ ଲାଇକ୍ କର👍🏻👍🏻
Nadiabhanga,
Jamupasi.
@@Odia.Jhia_Puja no like
@@Basu-Gaming-g yes like 👍
@@Odia.Jhia_Puja no like
@@Basu-Gaming-g ହେ କହିଲି ପା ହଁ ଲାଇକ୍ ବୋଲି👍🤣
Bahut badhia bhai apono Kamo karuchanti .ame bahut kichi janibaku pauchu different deso bisayare au dekhi bi paruchu .ame kebe sabu jaga buli to paribani .so aponko through re bahut kichi deso buli douchu .well done bhai
Laba bhai mic🎙️ ra voice bhala aasuni 😢
Better heba camera mic 🎙️re he vlog kara ❤
Bai sabu most achhi ❤
Labha bhi ତମର video ଦେଖିବା ନିହାତି ଜରୁରୀ ❤❤🎉so nice vlog 🎉🎉🎉❤❤
କୋଉ ମାନେ ଲବ ଭାଇଙ୍କ ଭିଡ଼ିଓ ଦେଖିବାକୁ ଭଲ ପାଅ🎉❤ ଲାଇକ୍ କର👍👍
ଲବ ଭାଇ ଧନ୍ୟବାଦ ଯୀଶୁଙ୍କ ବିସୟରେ କିଛି କୁହ।
Labo bhai respect button ✅✅👉👉
🎉🎉🎉 thank you ଲବ ଭାଇ ଆମ ଯୀଶୁ ଖ୍ରୀଷ୍ଟ jardan ନଦୀ ରେ ବାପ୍ତିଷ୍ମ ନେଇଥିଲେ ସେ ଯାଗାରେ ଯାଇଥିବାରୁ ❤ilove you ଲବ ଭାଇ
ଗଜପତି ରୁ କିଏ କିଏ ଦେକୁଚ ଲାଇକ୍ କର
Khub sunder video bhai....
Jay Jagannath ❤
ଏଇ country ର ଲୋକ ମାନେ ବି ବହୁତ୍ ଭଲ କଥା ବାର୍ତ୍ତା କରୁଛନ୍ତି ❤
ବହୁତ ଗୁରୁତ୍ବପୁର୍ଣ ବିଷୟ ଦେଖାଇ ପାରୁଥିବାରୁ ଧନ୍ୟବାଦ ଲବ ଭାଇ।
ଯଦି ହୋଇ ପରେ ଟିକେ Jordon ନଦୀ ଦେଖାଇବା ପାଇଁ ଚେଷ୍ଟା କରିବେ ।
ଧନ୍ୟବାଦ୍
Laba bhai bahut bahut dhanyabad . god bless you
Har har Mahadev
ଲବ ଭାଇ ଙ୍କ vdo ବହୁତ ଭଲ ଲାଗୁଛି 👌🏻👌🏻👍🏻