ସଜନା ଗଛ ରେ ଅଧିକ ଫୁଲ ଫଳ ପାଇଁ କେଉଁ Hormone How to induce flower in Moringa
ฝัง
- เผยแพร่เมื่อ 10 ก.พ. 2025
- How to induce flower in Moringa
How to grow moringa
Best Fertilizer for moringa
Best Hormone for Moringa
ସଜନା ଗଛ ରେ ଅଧିକ ଫୁଲ ଫଳ ପାଇଁ Best ସାର
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Sir ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ମୋ କଥା ରଖିଥିବାରୁ 👏👏।
Welcome
Video bahut badhia heichhi sir
Thank you
Good Morning....simba(semi) dalare kou medicine sprey kale phula jhadiba nahi o phala adhika asiba...please comment🙏🙏🙏
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@krushisampada Tq sir
ସାର ଏଲ ଫୋଟି ଭେରାଇଟି ପିଜୁଳି ରେ ଭଲ ଫଳ ଆସିବା ପାଇଁ କିଛି ଟପ୍ସ ଦିଅନ୍ତୁ
Sar nimbo pidiya ghara kipari tiyari kariba plic kuhantu
Thanks sir
Sir 23 tarikh laghuchpa bisayare kuhantu
Sir kobi chasa bisayare kuhantu
Sir supari tree bisayare gt vdo karantu
ନିଶ୍ଚିନ୍ତ
Sir namaskar 🙏, Dhana day time re sukheila pare night re taku cover kariba na khola rakhiba ? Sir please reply
କେବଳ ଦିନ ସମୟ ରେ ସୁଖାନ୍ତୁ
Sir 🙏🏼 ପୋଟଳ ଲତା ଚାଲିବା ପାଇଁ କିଛି କୁହନ୍ତୁ
ସାର୍ ଗାଈ ବିଷୟରେ କରନ୍ତୁ
Sir namaskar tamatar re size badhaiba pai kon spray Kariba?
🙏🙏🙏🙏
NPK 0:52:34 lit ପ୍ରତି 5gm ସହିତ Agromin Max lit ପ୍ରତି 3gm ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus drum ପ୍ରତି 12ml ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
Sir alika କିଟନାଶକ ଫୁଲ କୋବି ରେ ବ୍ୟବହାର କରି ହେବନା
ହଁ ବ୍ୟବହାର କରି ପାରିବେ
Ethrel କୁ ପ୍ରୟୋଗ କଲା ବେଲେ ଗଛ ରେ ପାଣି ଦେବା କୁ ପଡ଼ିବ କି? କଳାହାଣ୍ଡି ଜିଲ୍ଲା ରେ ବର୍ଷା ନାହିଁ sir. 0.52.34.ଏବଂ hormone କୁ ପ୍ରୟୋଗ କରିବା ପାଇଁ ଗଛ ଉପରେ ପାଣି ପ୍ରୟୋଗ କରିବା କୁ ପଡ଼ିବ କି sir
ନା
ଭେଣ୍ଡି ଗଛ ବଢ଼ୁ ନି କେଉଁ ସାର ପ୍ରୟୋଗ କରିଲେ ଗଛ ବଡ଼ି ବ please କୁହ ତୁ
Biozyme ବା Biovita ଗୁଣ୍ଠ ପ୍ରତି 300-400gm ପ୍ରୟୋଗ କରନ୍ତୁ। ତା ସହିତ Urea 1kg ମିଶାଇ ପ୍ରୟୋଗ କରନ୍ତୁ।
Jivras lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ