Argus Special Live || ପାଣ୍ଡିଆନଙ୍କ ଅହଙ୍କାର ବିଜେଡିର ପତନ || 05 Jun 2024 | Argus News Live

แชร์
ฝัง
  • เผยแพร่เมื่อ 13 ต.ค. 2024
  • Argus Special Live || ପାଣ୍ଡିଆନଙ୍କ ଅହଙ୍କାର ବିଜେଡିର ପତନ || 05 Jun 2024 | Argus News Live
    #ArgusNews #Srimandir #RatnabhandarIssue #lordjagannath #VKPandian #NaveenPatnaik #OdishaNews #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 209

  • @BailochnNayak
    @BailochnNayak 4 หลายเดือนก่อน +66

    ଦୁର୍ଗା ବାବୁ ଆପଣଙ୍କ ଭଳିଆ ସାହସୀ ଯୁବକ ଏ ସମାଜକୁ ଦରକାର ନେତା ମାନେ ଆପଣଙ୍କୁ ଡରି ଲେଣି no1 ❤️ଜୟ ଶ୍ରୀରାମ ❤️

  • @himansupatra9717
    @himansupatra9717 4 หลายเดือนก่อน +79

    ଏବେ ଆର ମୁହଁ ଖୋଲିଲା. ବରମ୍ ପିକୁ ପଟ୍ଟନାୟକ ଙ୍କ ସାହସ କୁ ହୃଦୟ ରୁ ଧନ୍ୟବାଦ. ସେ ହିଁ ପ୍ରକୃତରେ ଜଗନ୍ନାଥ ଙ୍କ ଯୋଦ୍ଧା ବାକି ଏ ପଣ୍ଡା ଦଇତା ହେଲେ ଦଲାଲ୍

    • @pradoshnayak999
      @pradoshnayak999 4 หลายเดือนก่อน +4

      Emti kahantini janiparuchata sie kie🙏

    • @ODISHABHAI-eq8jq
      @ODISHABHAI-eq8jq 4 หลายเดือนก่อน

      ପଣ୍ଡା ଦଇତା, ହେଉଛନ୍ତି ଗୋଟେ ଗୋଟେ ଡକାୟତ, ସକାଳୁ ଉଠିଲେ ଡା କିବେ, ହେ କାଳିଆ ଶାନ୍ତ, ଆଜି ର ଦିନ ରେ କୋଟି ପତି ଭକ୍ତ ଆସନ୍ତୁ, ଆମ ର ମୁଣା ଫୁଲ ହେବ 👍

    • @Hemantpradhan88
      @Hemantpradhan88 4 หลายเดือนก่อน +2

      Exactly ଭାଇ.. ଯାହାକୁ ଯାହା ଲାଗୁ ପଛେ

    • @rajibalochanpanigrahi2064
      @rajibalochanpanigrahi2064 4 หลายเดือนก่อน

      Tanku re ra kala bhai dekha tamar kn houchi

    • @krusanmaharana4529
      @krusanmaharana4529 4 หลายเดือนก่อน

      ​@@pradoshnayak999ସେ ଯିଏ ହଉ ଆଗରୁ କେବେ ତ ତା ମୁହଁରୁ ରତ୍ନ ଭଣ୍ଡାର ଆଉ ଚାରି ଦୁଆର ଖୋଲିବାକୁ କେବେ ବି କହିବାର ଦେଖିଛୁ

  • @ODISHABHAI-eq8jq
    @ODISHABHAI-eq8jq 4 หลายเดือนก่อน +27

    ପୁରୀ ର ପଣ୍ଡା ଓ ସେବାୟତ, କେବେ, କୋଉ ଭୋକିଲା ବ୍ୟକ୍ତି କୁ , ଅନ୍ଦନ, ବଜାର ରେ ମୁଠେ, ଖାଇ ବାକୁ ଦେଇ ଛନ୍ତି, ଏ ବିଶ୍ୱ ଦେଖିନି 🥰🙏🏻👍 ଜୟ ଜଗନ୍ନାଥ ଙ୍କ 🙏🏻 ରାଣ ଖାଇ କହୁଛି 🙏🏻

    • @dhrubaraja6413
      @dhrubaraja6413 4 หลายเดือนก่อน

      Bramhan heuchhi bhikhari. Bhikhari kebe kahaku khaibaku deichhi na deba je hetu se para bhikhari.Jay Jagannath Swami

  • @arjunpradhan5615
    @arjunpradhan5615 4 หลายเดือนก่อน +7

    ଦୁର୍ଗା ବାବୁ ଆପଣ ଜଣେ ମ ହାନ ଜନନାୟକ। ଆପଣଙ୍କ ଯୋଗୁ ଧୁଁସାଭିମୁଁଖି ଓଡ଼ିଶା କୁ ରକ୍ଷା ପାଇ ଗଲା । ବହୁତ ବହୁତ୍ ଧନ୍ୟ ବାଦ ।ଜୟ ଜଗନ୍ନାଥ।

  • @prafullagouda83
    @prafullagouda83 4 หลายเดือนก่อน +7

    ଦୁର୍ଗା ଆଶିଷ ଭାଇଙ୍କୁ ସାଧୁବାଦ କାରଣ ଏତେ ଦିନର ଧର୍ଯ୍ୟ ସହିତ ଲଢ଼ିଲେ ସତ୍ୟକୁ ସାମନ୍ନା କରିବା। ସେ ବଳ ଶାହାସ ନିଜେ ଜଗନ୍ନାଥ ଦେଇଛନ୍ତି ତୁମକୁ...... 🙏🙏🙏🙏

  • @nirmalkumarbehuria6411
    @nirmalkumarbehuria6411 4 หลายเดือนก่อน +11

    ଭାଇ ଆପଣଙ୍କୁ ସତ ନମନ 🙏🏽 ଓଡିଶା ରେ
    BJP ର win ରେ ଆପଣଙ୍କ ଅବଦାନ ଅତୁଳନୀୟ

  • @purnachandragouda5282
    @purnachandragouda5282 4 หลายเดือนก่อน

    ମୋଦୀ ଜୟ ଶ୍ରୀରାମ ଭୁଲିଗଲେ

  • @basantabhaibms3913
    @basantabhaibms3913 4 หลายเดือนก่อน +4

    ସମର୍ପିତ ଜେବେ ଜିବନେ ହୋଇବ
    ଜଗତ କଲ୍ୟାଣ ପାଇଁ ।
    ମହାପ୍ରଭୂ ସଦା ସହାୟ ହୋଇବେ
    ଏଥିରେ ସନ୍ଦେହ ନାଇଁ
    ବସନ୍ତ ଭାଇ
    ୮୮୯୫୦୬୧୦୦୫

  • @gokulanandapradhan7408
    @gokulanandapradhan7408 4 หลายเดือนก่อน

    Jay jagannath 🙏🙏🙏🙏

  • @surenkumarmohanty1895
    @surenkumarmohanty1895 4 หลายเดือนก่อน

    JAYA Jagannath Swami 🙏😢

  • @abhiabhi2511
    @abhiabhi2511 4 หลายเดือนก่อน +23

    ଏମାନେ ସବୁ କୋଉଠି ଥିଲେ.. ଏଇମାନେ ତ ପାଣ୍ଡୁ ର ପାଦ ଚାଟୁଥିଲେ... ଏମାନେ ଗୋମାଂସ କାରୀକୁ ମନ୍ଦିରରେ ପୂରେଇଥିଲେ....

  • @Kulamani-nr5oq
    @Kulamani-nr5oq 4 หลายเดือนก่อน

    Jay Sri jagannath namaste

  • @HareKrushna-f3d
    @HareKrushna-f3d 4 หลายเดือนก่อน +3

    ଯାହା ହେଉ ଭାଈ ଆପଣଙ୍କ ଆଦର୍ଶ ସାମ୍ବାଦିକ ପଣିଆକୁ ମୁ କୋଟୀ କୋଟୀ ପ୍ରଣାମ ଜଣାଉଛି ।ଏହିପରି ସଚୋଟ ସାମ୍ବାଦିକ ମାନଙ୍କ ଲାଗି ଆମେ ଓଡିଶା ବାସୀଏ ନୁଆ ଜୀବନ ଓ ନୁଆ ଯୁଗ ର ଆଭାସ ପାଇଲୁ ।ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।

  • @santoshkumarpattnayk1832
    @santoshkumarpattnayk1832 4 หลายเดือนก่อน

    Durga babu apannku hrudaya ru dhanyavaad. Jagannath mahaprabhu apan nku sada sahayak huantu. Jay jagannath.

  • @susantasenapatisen4524
    @susantasenapatisen4524 4 หลายเดือนก่อน

    ଜୟ ଜଗନ୍ନାଥ ❤️ ❤❤ ଏ ସବୁ ସତ୍ୟ

  • @jogindradas5765
    @jogindradas5765 4 หลายเดือนก่อน +6

    ଜୟ ଜଗନ୍ନାଥ 🌷🌷🌷🙏🙏🙏🚩🚩🚩

  • @gudultukul5066
    @gudultukul5066 4 หลายเดือนก่อน

    ଜୟ ଜଗନ୍ନାଥ 🙏🙏🙏

  • @Dharanidharajena012
    @Dharanidharajena012 4 หลายเดือนก่อน +3

    ଜଗନ୍ନାଥ ସବୁ ସହିବେ, ହେଲେ କାହାର ଗର୍ବ ସହିନଥାନ୍ତି । ଜୟ ଜୟ ଜଗନ୍ନାଥ

  • @bikashroul217
    @bikashroul217 4 หลายเดือนก่อน +7

    ସବୁ ସେଇ ଓଡ଼ିଶା ର ପରିଚୟ ଓଡ଼ିଶା ଲୋକଙ୍କର ପ୍ରାଣ 🙏ଜୟ ଜଗନ୍ନାଥ 🙏⭕‼️⭕🙏 ସବୁ ସେଇ ମୋହାପ୍ରଭୁ ଲିଳା। ଜୟ ଜଗନ୍ନାଥ 🙏

  • @deepakmohapatra1716
    @deepakmohapatra1716 4 หลายเดือนก่อน +5

    Sarkar badalibar Karan orgus news ❤❤❤

  • @HareKrushna-f3d
    @HareKrushna-f3d 4 หลายเดือนก่อน +1

    ପୁଣି ବି ଜଗତ୍ ଗୁରୁ ପୁରୀ ସଙ୍କରାଚାର୍ଜ ଭଗବାନଙ୍କ,ଅଭିଶାପ ।

  • @prashantaparida-n4z
    @prashantaparida-n4z 4 หลายเดือนก่อน

    Jay jagannath swami nayan path gami bhabatu me🙏🙏🙏🙏🙏🙏🙏🙏🙏

  • @Saikrishna-pb3ei
    @Saikrishna-pb3ei 4 หลายเดือนก่อน

    U r really great repoter sir at Odisha... God bless you always keep it up ❤🎉

  • @lifeismiracle9678
    @lifeismiracle9678 4 หลายเดือนก่อน

    Only our lord jagannath....nka pai...hi... victory....

  • @sunilsamal9338
    @sunilsamal9338 4 หลายเดือนก่อน

    Durgashis bhai Pura straight forward loka...
    Kahaku nadariki sata ku samna ku ananti. Prabhu Jagannath mangala karantu

  • @cultureofodisha2238
    @cultureofodisha2238 4 หลายเดือนก่อน

    Jadi aji odisha re sarkar badalachi sethi sabuthu bada jogaddana hauchi argus chanel ra 🙏🙏🙏🙏❤

  • @sairajsatapathy3199
    @sairajsatapathy3199 4 หลายเดือนก่อน

    Jay jagannath

  • @drsuchitrapanigrahi3375
    @drsuchitrapanigrahi3375 4 หลายเดือนก่อน

    Bahut bahut dhanyabad.
    Jai Jaganath.

  • @kamalakantapanda8822
    @kamalakantapanda8822 4 หลายเดือนก่อน +2

    ଆଗରୁ କୋଉଠି ସୋଇଥିଲା.

    • @akashmeher2674
      @akashmeher2674 4 หลายเดือนก่อน +1

      ତୋ ଘରେ

  • @HareKrushna-f3d
    @HareKrushna-f3d 4 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।

  • @PrasantaPattanayak-d8s
    @PrasantaPattanayak-d8s 4 หลายเดือนก่อน

    Dirgasis babu nku dhanyabad govt change karibare mukshya bhumika neithibaru

  • @nareshchhachhan3867
    @nareshchhachhan3867 4 หลายเดือนก่อน

    Jay jagnath

  • @lifeismiracle9678
    @lifeismiracle9678 4 หลายเดือนก่อน

    This victory for only jagannath.......

  • @BailochnNayak
    @BailochnNayak 4 หลายเดือนก่อน +14

    ଦୟା କରି ବିଜେଡି ନେତା ଗଣେଶ ସହୁକୁ ମିଡ଼ିଆ ସାମ୍ନା କୁ ଆଣନ୍ତୁ

    • @pramodpradhan8792
      @pramodpradhan8792 4 หลายเดือนก่อน +1

      Right sir

    • @Manoranjansahoo34680
      @Manoranjansahoo34680 4 หลายเดือนก่อน

      ଭାଈ ଠିକ କହିଛ, ସେ ପାଣ୍ଡୁ ଚଟାକୁ ଡକାଯାଉ 👌👌👌

  • @bijaykumarmahapatra889
    @bijaykumarmahapatra889 4 หลายเดือนก่อน

    ଜଗନ୍ନାଥକାହାର ଗରବ ସହନ୍ତିନି

  • @kamallochannayak9660
    @kamallochannayak9660 4 หลายเดือนก่อน +2

    Jey Jagannath Swami

  • @pramilabarik3626
    @pramilabarik3626 4 หลายเดือนก่อน +2

    Jay shree Jagannath baba🙏🙏🙏🙏🙏

  • @sujitpatra4909
    @sujitpatra4909 4 หลายเดือนก่อน

    ଦୁର୍ଗାଶିଷ ବାବୁ You are very very fearless,,, Thank you. Argus Channel is my all time favourite.

  • @ashoknanda1170
    @ashoknanda1170 4 หลายเดือนก่อน +5

    JAI Jagannath 🚩🙏
    Kalia Balia Kanchi Bijay kale 🙏

  • @AshokPande-ik5eh
    @AshokPande-ik5eh 4 หลายเดือนก่อน

    Jai Ho

  • @minipattnaik9746
    @minipattnaik9746 4 หลายเดือนก่อน

    U r really great reporter sir God bless u always keep it up 👍❤

  • @rupalisamantray4552
    @rupalisamantray4552 4 หลายเดือนก่อน +2

    Jai Jagannath 🙏🙏🙏🙏🙏👌👌👌👌👌

  • @prafullagouda83
    @prafullagouda83 4 หลายเดือนก่อน

    🙏 ଜବାବ ଦେଲେ ଜଗତର ନାଥ ଜଗନ୍ନାଥ 🙏

  • @prakashviewsupdatesanalysi9759
    @prakashviewsupdatesanalysi9759 4 หลายเดือนก่อน

    ଦୁର୍ଗାଶିଷ ବାବୁ ପୁରୀ ସହର ଉପକଣ୍ଠସ୍ଥ ଜମି ମାଫିଆ ଙ୍କ ର ପର୍ଦ୍ଦାଫାସ କରନ୍ତୁ। ଚାଲାକ ଲୋକ ସେଗୁଡାକ, ସୁଧ କାରବାର ସହ ପ୍ରତୀପତ୍ତି ଦର୍ପ ରଖି ଶାସନ କଳ କୁ ହାତରେ ରଖି ଏକାଧିକ ଜଙ୍ଗଲ ଜମି ନିଜ ନାରେ କରିଛନ୍ତି।

  • @deepakkumarmishra5267
    @deepakkumarmishra5267 4 หลายเดือนก่อน

    ଦୁର୍ଗା ଭାଇ ଙ୍କୁ ଗୋଟେ ପ୍ରଶ୍ନ...... ଅସ୍ମିତା ର ପ୍ରକୃତ ଓଡ଼ିଆ ଅର୍ଥ କଣ ମର୍ଯ୍ୟାଦା ନା ଆଉ କଣ ସେଣ୍ଟର୍ ରୁ ଯିଏ ଯାହା କହିଲେ ଓଡ଼ିଶା ରେ ତାକୁ ଘୋରୁଛନ୍ତି ସେମ୍ ଦିଲୋଗ

  • @HareKrushna-f3d
    @HareKrushna-f3d 4 หลายเดือนก่อน

    ସଦା ଚାର ରେ ଚାଲିଲେ ସମସ୍ତେ ଭଲରେ ରହିବେ
    ଏ ବେ ବି ସମୟ ଅଛି,ଯଦି B J P ଦଳ ଓଡିଶାର ପ୍ରତି ପଞ୍ଚାୟତରେ ଗୋଟେ ଗୋଟେ ଅଭିଯୋଗ ପ୍ରକୋଷ୍ଠ ଖୋଲି ସବୁ ଲୋକଙ୍କର ଆପତି ଗ୍ରହଣ କରି କ୍ଷମତା ଶିନ ସରକାରଙ୍କ
    ଦ୍ରୁଷ୍ଟି ଗୋଚର କରାଇ କାର୍ଯ୍ୟ ରେ ପରିଣତ କରିବେ ତେବେ B j P ସରକାର ଠିକ୍ ସାସନ କରିବା ସଙ୍ଗେ ଲୋକ ପ୍ରତିନିଧି ମାନେ ଲୋକ ପ୍ରିୟ ହୋଇ ପାରିବେ ,ନ ହେଲେ ଚାହିଁ କି ବସିଛି କଂଗ୍ରେସ ,ସାବଧାନ କଲି ବିଚାର ଆପଣମାନଙ୍କ ବିଚାର ଉପରେ ଆପଣ ମାନଙ୍କ ଗାଦି ।

  • @jashobantabiswal78
    @jashobantabiswal78 4 หลายเดือนก่อน

    Mu 4years jagannath nku darsan kariparini Ebe Mu mana khusi re darsan kariparibi. Jay jagannath 🙏

  • @HareKrushna-f3d
    @HareKrushna-f3d 4 หลายเดือนก่อน

    ନବିନ ବାବୁ ହୁଏତ ଭଲ ଲୋକ ହୋଇ ଥାଇପାରନ୍ତି କିନ୍ତୁ,ସାରା ଓଡିଶା ବାସୀଙ୍କୁ ବିଜୁମୟ କରିବାର ମାନେ କଣ ?

  • @minipattnaik9746
    @minipattnaik9746 4 หลายเดือนก่อน

    You are a role model for all social media reporter❤❤🎉🎉❤

  • @subratsahoo6419
    @subratsahoo6419 4 หลายเดือนก่อน

    Jay Shree Jagannath🙏🙏🙏🙏🙏 🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴

  • @roshnimohapatra2797
    @roshnimohapatra2797 4 หลายเดือนก่อน

    Jay. Sri jagannath.....❤

  • @gopabandhumashra8949
    @gopabandhumashra8949 4 หลายเดือนก่อน +1

    V k.pandian ରାଖୟାସ ତେଣୁ ମହାପ୍ରଭୁଙ୍କ ଆଲତୀ ବନ୍ଦ କରାଯାଉ ଥିଲା

  • @ArunDas-hc5zz
    @ArunDas-hc5zz 4 หลายเดือนก่อน

    ନବୀନ ବାବୁ, ପନ୍ଦିଆନ ବାବୁ ଙ୍କ ଅହଂକାର ପାଇଁ ଓଡ଼ିଶା ରେ BJD ର, ଆଉ ଅମିତ୍ ସହା ଙ୍କ ଅହଂକାର ପାଇଁ ଉତ୍ତରପ୍ରଦେଶ ରେ BJP ର ସମଦଶା,ସୁତରାଂ ଗଣତାନ୍ତ୍ରିକ ରାଜନୀତି ରେ ଅହଂକାର ପତନ ର କାରଣ

  • @bidyadharchhotaray4
    @bidyadharchhotaray4 4 หลายเดือนก่อน

    ଜୟ ଜଗନ୍ନାଥ ❤❤❤ ଶାର ଠି କହୀଲ

  • @kashinathnayak5902
    @kashinathnayak5902 4 หลายเดือนก่อน

    ବିଜେପି ଉତ୍ତରପ୍ରଦେଶ ହାରିଲା ପରେ ଜୟ ଜଗନ୍ନାଥ କହିଲା କାରଣ ଓଡିଶାରୁ ବିଜୟ ପରେ ତାଆଗରୁ ଜୟଶ୍ରୀରାମ କହୁଥିଲା

  • @Amrit-ux4hs
    @Amrit-ux4hs 4 หลายเดือนก่อน +6

    Durgasish babu Piku Pattanayak nku salute tanka 9th class ra pua ku b tourcher kale still se dari nahanti

  • @dalumahakud2723
    @dalumahakud2723 4 หลายเดือนก่อน

    ଓଡ଼ିଶା ର ଏକ ନମ୍ବର ନିଉଜ

  • @narayanhotelandfastfood7840
    @narayanhotelandfastfood7840 4 หลายเดือนก่อน

    ଆଜ୍ଞା ଶୁଣନ୍ତୁ ନିଜେ ନବୀନ ବାବୁ ଆଉ ପାଣ୍ଡିଆ ମିଶି BJD ଦଳକୁ ଗୋଟେ ଯାତ୍ରା ପାର୍ଟି ରେ ପରିଣତ କରିଥିଲେ। ଏଥିରେ ନବୀନ ବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନବୀନ ପଟ୍ଟନାୟକ ଜଣେ ଅହଙ୍କାରୀ ବ୍ୟକ୍ତି ଓଡ଼ିଆଙ୍କୁ ଘୃଣା ଚକ୍ଷୁରେ ଦେଖୁଥିବା ବ୍ୟକ୍ତି। ଓଡ଼ିଶାର ଜଣେ ବିଶିଷ୍ଟ କଳାକାର ହଳଧର ବାଗ ଙ୍କୁ ଭରା ସଭାରେ ଅସମ୍ମାନ କରିଥିଲେ ନବୀନ। ଅନେକ ଉଦାହରଣ ଅଛି। ଲେଖିଲେ ରାତି ପାହିଯିବ। ନବୀନ ପଟ୍ଟନାୟକଙ୍କ ଆଚରଣ ଉଚ୍ଚାରଣ ରେ ଅନେକ ପାର୍ଥକ୍ୟ ଅଛି। ନବୀନ କିଛି ଜାଣିନାହାନ୍ତି କହିବା ଭୁଲ। ସିଏ ସବୁ ଜାଣିଚନ୍ତି। ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମୟରେ ଠାକୁରଙ୍କ ଉତ୍ତରୀୟ ବାହାର କରିବା ଗୋଟେ ଅକ୍ଷମଣୀୟ ଅପରାଧ।

  • @AbhaykumarBhol-qx7im
    @AbhaykumarBhol-qx7im 4 หลายเดือนก่อน

    Bhaina bahut achha lagta hai.jai jagannath

  • @barsabehera2369
    @barsabehera2369 4 หลายเดือนก่อน

    Durga bhai you are great excutive editor.. I love you brother

  • @PkSamantaray-o2y
    @PkSamantaray-o2y 4 หลายเดือนก่อน

    Jai jagannath 🙏🙏🙏

  • @chandrikasahoo3179
    @chandrikasahoo3179 4 หลายเดือนก่อน

    Jay jaggnath ❤

  • @ascreations54
    @ascreations54 4 หลายเดือนก่อน

    Argus news ebe paribartan anichi apan mane khusi ta
    Jemti bajucha semti rady thao aau ୫yrs semti bajaiba satya ra samna sarbada argus news 🙏

  • @arabindabehura4181
    @arabindabehura4181 4 หลายเดือนก่อน +8

    Only Piku Pattnaik hero of puri.

  • @rajibde973
    @rajibde973 4 หลายเดือนก่อน +4

    Jai Jagannath jai Jagannath jai Jagannath
    He Mahapravu 🙏🏻🙏🏻🙏🏻🙏🏻🙏🏻

  • @motilalpradhan2288
    @motilalpradhan2288 4 หลายเดือนก่อน +1

    ସବୁ ପାଣ୍ଡୁର ଦୋଷ କିପରି ?
    ବିଜେଡିର ନେତା ଓ ଆମେମାନେ କ'ଣ ସମପରିମାଣରେ ଦାୟି ନୁହନ୍ତି କି ?
    ପାଣ୍ଡୁ ତଥା ନେତା ମାନେ କୁକର୍ମ କରୁଥିବା ବେଳେ ନବିନ ବାବୁ ତଥା ଆମେ ସେ ସବୁକୁ ନିରବ ସମର୍ଥନ କରିବା ଆମର ଦୋଷ ନୁହେଁ କି ?

  • @dhirendrapanigrahi7303
    @dhirendrapanigrahi7303 4 หลายเดือนก่อน +1

    All credit goes to Argus.

  • @nityanandadutta5385
    @nityanandadutta5385 4 หลายเดือนก่อน +1

    ଜଗନ୍ନାଥ ସାର ଅପ୍ରିୟ ସତ କଥା କହିଲେ.ଅର୍ଗସ ନିୟୁଜ କୁ ଧନ୍ୟବାଦ.ଜଗନ୍ନାଥ ଓଡିଶା କୁ ରକ୍ଷା କରନ୍ତୁ

  • @HareKrushna-f3d
    @HareKrushna-f3d 4 หลายเดือนก่อน

    କିନ୍ତୁ ମଲା ବେଳେ କେହି ବି ଜଗନ୍ନାଥ ସତ୍ୟ ବୋଲି କହିବେ ନାହିଁ ,କେବଳ ରାମ ରାମ ସତ୍ୟର ସ୍ବୋଗାନ୍ ରେ ହିଁ ଯିବେ ।

    • @Supriya002
      @Supriya002 3 หลายเดือนก่อน

      Siye ta nije Rama .Apana kn Ghusuri🐷 ki!?

  • @sushiladash8751
    @sushiladash8751 4 หลายเดือนก่อน

    ବିଜେପି ଜଦି ଏତେ ଭଲ ତାହଲେ ସେନଟର ରୁ ଏତେ ନେତା ପଚାର ପାଈ ଆସୁଥିଲେ

  • @sudhansusekharmaharana3566
    @sudhansusekharmaharana3566 4 หลายเดือนก่อน +1

    Jay sree jagannath

  • @bhagabansahu3420
    @bhagabansahu3420 4 หลายเดือนก่อน

    ସାଧାରଣ ପ୍ରଜା ପାଣ୍ଡୁ କୁ କାହିଁକି ଚିହିବେ, ଠିକ୍ କହିଛ , ଅହଙ୍କାର ର ଏ ଦଳ ନେତାଙ୍କ ଅସିତ ଯେଉଁ ଟା ଲୋକମାନେ କହିପାରିଲେ ନାହିଁ

  • @jayantadas3428
    @jayantadas3428 4 หลายเดือนก่อน

    ଖାଲି ପାଣ୍ଡିଆ ନୁହେଁ ବିଜେଡ଼ି ବିଧାୟକ ଓ ମନ୍ତ୍ରୀ ମାନେ ମଧ୍ୟ

  • @arjunpradhan5615
    @arjunpradhan5615 4 หลายเดือนก่อน

    ଆଜ୍ଞା ଆପଣଙ୍କୁ ଅନୁରୋଧ କରୁଛି କି ହରିଶଙ୍କର ମିଶ୍ର ଙ୍କ ସହିତ କଥା ହେବାକୁ ଚାହୁଁଛି ସେ ମୋ ପରିଚିତ ଅତି ଆପଣାର । ତାଙ୍କର ଫୋନ୍ ନମ୍ୱର୍ ରେ ଯୋଗା ଯୋଗ କାଲି ଲାଗେନାହିଁ। ମୁଁ ପାଲ୍ଲହାଡା ର ପ୍ରଧାନ । ଦୟାକରି ଯୋଗାଯୋଗ କରି ଦିଅନ୍ତୁ ।

  • @Pinkyswain9862
    @Pinkyswain9862 4 หลายเดือนก่อน

    Argus channel you are like angel 😇

  • @SatrughanNayak-qf1rt
    @SatrughanNayak-qf1rt 4 หลายเดือนก่อน +1

    ଯେ ପର୍ୟ୍ୟନ୍ତ ପାଣ୍ଡୁ, ଓଡ଼ିଆ ମାଇପେ ଙ୍କୁ ସଭାରେ ଥେଈ ଥେଇ ନଚଉ ଥିଲା, କେଲେଜ୍ ଝିଅ ଙ୍କୁ ଅର୍ଦ୍ଧ ନଗ୍ନ ନାଚ କରାଉ ଥିଲା ସେ ପର୍ଯ୍ୟନ୍ତ ଆମ ମୂଖ୍ୟ ମନ୍ତ୍ରୀ ନୀରବ ସମର୍ଥନ କରୁଥିଲେ, ଏବେ ପାଣ୍ଡୁ କୁ ସବୁ ଦୋଷ ଦେଉଛ

    • @sudhansusekharjena806
      @sudhansusekharjena806 4 หลายเดือนก่อน

      Pandu ku vul dele Khali habani nabeen ra100 parsent vul achi

  • @pramilabarik3626
    @pramilabarik3626 4 หลายเดือนก่อน +1

    🙏🙏🌹🙏🙏

  • @Pinkyswain9862
    @Pinkyswain9862 4 หลายเดือนก่อน

    Proud of you argus

  • @ajitdash7699
    @ajitdash7699 4 หลายเดือนก่อน +11

    ଜୟ ଜଗନ୍ନାଥ 🙏ଦୁର୍ଗା ବାବୁ ବାଣ୍ଡିଆ ମାଗିହା ଗଲା କୁଆଡେ ସେ ବେଧ ପିଲା ଝାରପଡା ଗଲେ ଓଡିଶା ବାସୀ ଖୁସି ହେବେ

  • @sitakantakhatua7110
    @sitakantakhatua7110 4 หลายเดือนก่อน

    Abe Muha Baharila jay Jagannath Swami 🙏

  • @khirodkumarota2997
    @khirodkumarota2997 4 หลายเดือนก่อน

    ଅପଙ୍କ ଜରିଆରେ ଜଣାଉଛି ଓଡିଶା ରେ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଖୋଲନ୍ତୁ , ଇତିହାସ ରେ ଲିପିବଦ୍ଧ ହୋଇ ଏ ସରକାର ପାଇଁ ମାନବ ସମାଜ ତିଷ୍ଠିଯିବା

  • @bramhanandadas4802
    @bramhanandadas4802 4 หลายเดือนก่อน

    JayJaganth.

  • @NarendraNayak-lc1mw
    @NarendraNayak-lc1mw 4 หลายเดือนก่อน +1

    Jay shree Krishna

  • @debasisacharya3604
    @debasisacharya3604 4 หลายเดือนก่อน

    Durgesh Babu Saluto for you. Kalia aamo odiyanko Aarodhyo. Kalia ku jiye obomanona kore taro durdosha ai bholiya huey. Aaji Aamo odia swadhin hele. Jay Jagannath. He Mohaprabhu tumo pakhore koti koti Pranam. Prabhu aamo niriho odiya nku ai Tamil Choro thaaru Swadhin koraile. Jay Jagnnath.

  • @timepasswithguruji3636
    @timepasswithguruji3636 4 หลายเดือนก่อน +1

    ସତରେ bhgban ଜଗନ୍ନାଥ ଙ୍କ କୂପରୁ ଏସବୁ ହେଲା କେହି ଭାବିନଥିଲେ bjd ହାରିବ ବୋଲି

  • @MegaBhabanisankar
    @MegaBhabanisankar 4 หลายเดือนก่อน +1

    ଆପଣଙ୍କୁ ବି ଟିକେ ଲାଜ ଲାଗିବା କଥା, ଯୁଆଡେ ସୁଅ ସିଆଡେ ପାଣି, ସେତେବେଳେ କଣ ପାଇଁ ମୁହଁ ଖୋଲୁନଥିଲେ, ବରଂ ପିକୁ ପଟ୍ଟନାୟକ ହଉଛନ୍ତି ଜଣେ ସ୍ପଷ୍ଟବାଦୀ ଲୋକ ଯାହା କୁହନ୍ତି ରୋକଠୋକ

  • @BijoyKumarDas-rc1ss
    @BijoyKumarDas-rc1ss 4 หลายเดือนก่อน

    ଦୁର୍ଗା ବାବୁ ଆପଣ real Hero ଏହି ନିର୍ବାଚନ ରେ . ସତ୍ୟ ନାୟକ ଙ୍କ ପରେ ଆପଣ ଦ୍ଵିତୀୟ ବ୍ୟକ୍ତି ଯିଏ ଏ ନବୀନ କୁ ଗଡ଼େଇ ଦେଲୁ. ଜଗନ୍ନାଥ ପ୍ରଥମ ଯିଏ କି ସବୁ ଅହଙ୍କାର ଭାଙ୍ଗିଦେଲା. ଆଉ pandian ଏହାର ମାଧ୍ୟମ ହେଲା. ଓଡ଼ିଶା ନୁହଁ ବିଶ୍ଵର ର ପରିଚୟ ମୋ ପ୍ରଭୁ ଜଗନ୍ନାଥ ଏ ଶାଲେ ନବୀନ ଙ୍କୁ ଜଗନ୍ନାଥ ଙ୍କ ଠାରୁ ଉପରେ ବୋଲି ଭାବୁଥିଲେ. ଯିଏ ବ୍ରହ୍ମାଣ୍ଡ ଚଳାଇଛି ସେ ଏହାଙ୍କୁ ଧୂଳିସାତ କରିଦେଲେ. ଅବିଶ୍ବାସ ହେଲେ ବି ମୋଦୀ ଙ୍କୁ ଜଗନ୍ନାଥ ଆଗରୁ ନିଶ୍ଚିନ୍ତ ଜଗନ୍ନାଥ ଜଣାଇଛନ୍ତି କାରଣ ମୋଦୀ ଜଗନ୍ନାଥ ଙ୍କ ଠାରେ ସମର୍ପିତ ହେଇ ସାରିଥିଲେ. ସେ ଯୋଗ ସାଧକ ଯୋଗୁଁ ତାଙ୍କୁ ନିର୍ବାଚନ କଥା ଆଗରୁ ଜଣା ପଡ଼ିବାରୁ ସେ ଦୃଢ଼ତା ର ସହିତ ଘୋଷଣା କରିଥିଲେ

  • @gangadharpadhi9763
    @gangadharpadhi9763 4 หลายเดือนก่อน

    Right 👍

  • @mitunahakdas1423
    @mitunahakdas1423 4 หลายเดือนก่อน +5

    Sir ଗଣେଶ ସାହୁ କୁ ମିଡ଼ିଆ ସାମ୍ନାକୁ ଆଣ

    • @sudhakarsahu3252
      @sudhakarsahu3252 4 หลายเดือนก่อน +1

      ସେ ହାରାମି ପାଣ୍ଡୁ ଚାଟୁକାର ଜଗନ୍ନାଥଙ୍କୁ କ'ଣ ବୁଝିବ ତାକୁ ଲଜ୍ଜା ସରମ ଅଛି କି ?

    • @Manoranjansahoo34680
      @Manoranjansahoo34680 4 หลายเดือนก่อน

      ସେ ଚଟାକୁ ଡକାଯାଉ 👌👌👌

  • @PAPULIFESTYLE
    @PAPULIFESTYLE 4 หลายเดือนก่อน +2

    ଜୟ ଜଗନ୍ନାଥ

  • @RakshyakaraMahantaMahanta
    @RakshyakaraMahantaMahanta 4 หลายเดือนก่อน

    Ok

  • @jogendraMajhi-td6rb
    @jogendraMajhi-td6rb 4 หลายเดือนก่อน

    Jay kalki❤❤❤❤❤ Jay kalki❤❤❤❤ Jay kalki❤❤❤ Jay kalki❤❤ Jay kalki❤

  • @prahalladBarik-t4k
    @prahalladBarik-t4k 4 หลายเดือนก่อน +1

    ଅତି ସବିତ୍ର ବର୍ଜିତ , ଏହା ଓଡିଶା ର ଲୋକେ ପ୍ରମାଣିତ କରିଦେଲେ

  • @ODISHABHAI-eq8jq
    @ODISHABHAI-eq8jq 4 หลายเดือนก่อน

    ଓଡ଼ିଶା ରେ ଏଥର ବିଜେପି,👍 ବିଜେଡି କଥା କାହିଁ,ଆଲୋଚନା କରୁଛ,👍 ଆଉ କିଛି ଖବର ନାହିଁ, ଅର୍ଗସ, ପାଇଁ ଓଡ଼ିଶା ରେ ବିଜେପି ଆସିଲା 👍, ଏଥି ରେ ଖୁସି ହୋଇ, ବିଜେପି କେମିତି ଆଗକୁ ଯିବ,ସେ ଭିଡ଼ିଓ ନ କରି 👍 ପାଣ୍ଡୁ କାହାକୁ ଗେହିଁଲା,, ଅର୍ଘସ, ଚାନେଲେ କୁ ପେଟ କଲା, ଏଇ mg ଭିଡିଓ ଦେଖଟୁଛୁ

  • @LimaRani-ih3yk
    @LimaRani-ih3yk 4 หลายเดือนก่อน

    Durga sir apana bhola katha padarsana karuchhanti hele jemiti se boristo loka kahuchhanti semiti hin hoba

  • @sorensipahiofficial1432
    @sorensipahiofficial1432 4 หลายเดือนก่อน

    ଯାହା ହେଉ ସାମ୍ବାଦିକ ଭାଇ ଏହି ପରି ଜୋତିଶ, ପଣ୍ଡିତ ମାନଙ୍କୁ କେବେ ଆଣିବେନି camera ସାମ୍ନାକୁ because ଏମାନେ super ମିଛୁଆ 4 ତାରିକ ପୂର୍ବ ଦିନ ହିଁ କହିଥିଲେ BJD ସରକାର କରିବା ନିଶ୍ଚିତ ହେଲେ କଣ ହେଲା
    2: ରେ example world cup cricket ରେବି ସେପରି କହିଥିଲେ india ନିହାତି ଜିତିବ but ଯାହା ହେଲା ଆପଣ ତ ନିଜେ ଦେଖିଲେ.

  • @shubhasmitapanda4779
    @shubhasmitapanda4779 4 หลายเดือนก่อน

    Long live Durgashis babu!

  • @ashokbehera4874
    @ashokbehera4874 4 หลายเดือนก่อน

    Jaguni sir write kahuchanti

  • @barsabehera2369
    @barsabehera2369 4 หลายเดือนก่อน +1

    Sujata pandiyan pakhare chabi achi

  • @dhirendrapanigrahi7303
    @dhirendrapanigrahi7303 4 หลายเดือนก่อน

    Exactly. 💯 correct. Garba kha e gala.lession pa e le abe badalibe Asa karuchu.