ବିଜେଡିର ନିର୍ବାଚନ ପତନର କାରଣ କେଳେଙ୍କାରିଆ ନେତା || BJD Corruption

แชร์
ฝัง
  • เผยแพร่เมื่อ 13 ต.ค. 2024
  • ବିଜେଡିର ନିର୍ବାଚନ ପତନର କାରଣ କେଳେଙ୍କାରିଆ ନେତା । 9ରୁ 10ଜଣ କେଳେଙ୍କାରିଆ ନେତାଙ୍କ ନାଁରେ ଖଣି ଚୋରିଠୁ ଆରମ୍ଭ କରି ହତ୍ୟା ପରି ସଙ୍ଗିନ ଅଭିଯୋଗ ରହିଛି । କେଳେଙ୍କାରିଆ ନେତାମାନଙ୍କୁ ଜନତା ଜନାର୍ଦ୍ଦନ ଦେଇଛନ୍ତି ଉଚିତ ଜବାବ । ନିର୍ବାଚନରେ ଶୋଚନୀୟ ପରାଜୟ ।
    #ArgusNews #BJD #Corruption #Election2024 #MurderCase #leaders #Crime #Odisha
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ବିଜେଡିର ନିର୍ବାଚନ ପତନର କାରଣ କେଳେଙ୍କାରିଆ ନେତା || BJD Corruption
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 212

  • @Shripatitapabana
    @Shripatitapabana 4 หลายเดือนก่อน +59

    ଏ ଗୋଡ଼ି ନେତାଙ୍କୁ ବାନ୍ଧି ଜେଲକୁ ଘୋଷାଡି ଘୋଷାଡି ନିଆଯାଉ 😡😡😡

  • @padmanava1000
    @padmanava1000 4 หลายเดือนก่อน +14

    ଏବେ ସମସ୍ତ ଙ୍କ ହିସାବ ହେବ କେହି ହେଲେ ବର୍ତ୍ତି ପାରିବେ ନାହିଁ ସମସ୍ତେ ବନ୍ଧା ହେବେ ଜୟ ଜଗନ୍ନାଥ

  • @soumyaranjan6709
    @soumyaranjan6709 4 หลายเดือนก่อน +121

    ଏମାନେ ଯେବେ ବନ୍ଧା ହେବେ ଓଡ଼ିଶା ବାସୀ ଖୁସି ହେବେ

    • @SKM12352
      @SKM12352 4 หลายเดือนก่อน +7

      Yes

    • @User-yhjjgzz
      @User-yhjjgzz 4 หลายเดือนก่อน +6

      Right

    • @bijaykhuntia868
      @bijaykhuntia868 4 หลายเดือนก่อน +5

      Yes

    • @Rudra-qo8dx
      @Rudra-qo8dx 4 หลายเดือนก่อน +3

      ଟାଣି ଟାଣି ଜେଲ୍ ନିଆ ଯାଉ।

    • @sanketsanky395
      @sanketsanky395 4 หลายเดือนก่อน +1

      Guarantee dauchi kichi habani. Olti BJP re misibe sabu

  • @manasbehera90
    @manasbehera90 4 หลายเดือนก่อน +13

    Argus ପାଇଁ ଓଡିଶାରେ ବିଜେପି ଆସିଲା 🙏

    • @cmeditz3320
      @cmeditz3320 3 หลายเดือนก่อน

      Hm ଗୋଧି ମିଡିଆ ପାଇଁ 😂😂

  • @rajeshkumarsahoo8842
    @rajeshkumarsahoo8842 4 หลายเดือนก่อน +18

    ଏ ସଳା ମାନଙ୍କୁ କଳାପାଣି ପଠେଇବେ ମୋଦି

  • @SunilMishra-rw1wi
    @SunilMishra-rw1wi 4 หลายเดือนก่อน +11

    ଯଦି ପରି କୁ ନ୍ୟାୟ ନ ମିଳିଲା ତା ହେଲେ ପାଞ୍ଚ ବର୍ଷ ପରେ ତୁମେ ବି ମୁଲ ପୋଛ ହୋଇ ଯିବ ସାଂସଦ ପଛେ ଦରକାର ନ ହେଉ କିନ୍ତୁ ପରି ପରିବାର କୁ ନ୍ୟାୟ ମିଳୁ ସାରା ଓଡିଶା ବାସି ଆଶୀର୍ବାଦ କରିବେ

  • @RabadaSujitRao
    @RabadaSujitRao 4 หลายเดือนก่อน +6

    Argus News super

  • @BiswanathNag-sg3gx
    @BiswanathNag-sg3gx 4 หลายเดือนก่อน +22

    ନନ୍ଦିଘୋଷ ର ସମୟ ଗଲା
    ଏବେ ଅର୍ଗସ ସମୟ ଆସିଲା 😂😂😂
    ଅର୍ଗସ ଶୀଘ୍ର ଶୀଘ୍ର ଲାଗିପଡ଼ 😂😂😂

    • @nabinmeher1781
      @nabinmeher1781 4 หลายเดือนก่อน

      Bjd khabar miliba nandi re

  • @chaturamahanta013
    @chaturamahanta013 4 หลายเดือนก่อน +7

    ନବୀନ ପଟ୍ଟନାୟକ ହିଁ ମୂଳ। ଏହା ପାଇଁ ସେ ଏ କଳେକାଂ ରୀ ନେତାମାନଙ୍କୁ ରଖିଥିେଲ। ଯାହା ଫଳରେ ଆଜି ପରାଜିତ ହେଲେ।ମନତରି ବୈଠକ ରେ ତ ସେମାନଙ୍କ ନାମ ଆସିବା କଥା, ଏବଂ ସେମାନେ ମନତରି ପଦରୁ ତଥା ଦଳରୁ ବାହାର ହେବା କଥା।

  • @sanjayNaik-g3k
    @sanjayNaik-g3k 4 หลายเดือนก่อน +13

    ଏଇ ମାନଙ୍କ ଯଗୁ ନବୀନ ପଟ୍ଟନାୟକ ଙ୍କ ନା ଖରାପ ହୋଉଛି ଏଇ ମାନଙ୍କ ଯଗୁ ନବୀନ ପଟ୍ଟନାୟକ ଆଜି ହାରିଗଲେ😢

    • @sanghamitradas371
      @sanghamitradas371 4 หลายเดือนก่อน +1

      Nabin knpai emanaku fare ticket delaki se ta alochol pile soeile Orissa pachare bhasijau pura Orissa ku panduku deidele ja Orissa towra sethipai Orissa janata bhala pane dele

    • @sanjayNaik-g3k
      @sanjayNaik-g3k 4 หลายเดือนก่อน +1

      @@sanghamitradas371 tq broo right answer

  • @SatyamebaJayate-ml8qx
    @SatyamebaJayate-ml8qx 4 หลายเดือนก่อน +21

    ଆଉ ଯେଉଁ ମାନେ ପରାଜିତ ସେମାନେ ବି କମ ପିସି ଖିଆ କି କେଳେଙ୍କାରୀଆ ନୁହଁନ୍ତି... ତାଙ୍କ ପାଇଁ ଗୋଟେ ନିୟୁଜ ହେଉ...

  • @bindashmusic143
    @bindashmusic143 4 หลายเดือนก่อน +3

    Thank u so much Argus news👍👍👍👍🙏🙏👍👍👏👏👏

  • @raghunathchandan5840
    @raghunathchandan5840 4 หลายเดือนก่อน +53

    ଏବେ ଅର୍ଗସ ର ପାଳି ସମସ୍ତଙ୍କୁ ଧୋଇ ଧୋଇ ସଫା କରି ଦିଅ

    • @SibaReddy-t8f
      @SibaReddy-t8f 4 หลายเดือนก่อน

      ସିଏ ବାଣ୍ଡ ହଲେଇବ ଅରଗସ ଚାନେଲ

  • @AjayakumarMishra-m7d
    @AjayakumarMishra-m7d 4 หลายเดือนก่อน +3

    Very good

  • @prasantkudas3438
    @prasantkudas3438 4 หลายเดือนก่อน +35

    ଏ କିତ୍ରଦାସ ମାହାଗିହାମାନକୁ ଫାଶୀ ହେଲେ ଓଡ଼ିଶା ବାସୀ ଖୁସି ହେବେ,

    • @sanghamitradas371
      @sanghamitradas371 4 หลายเดือนก่อน +1

      A manaka saha anrun sahoo and dibyasankar ku bi

  • @sandhyagouda7619
    @sandhyagouda7619 4 หลายเดือนก่อน +12

    ଆପଣ ପରୀ ମାମଲା କେଶ ଏବଂ ମମିତା ମାମଲା କେଶ ବିଷୟରେ ସଂପୃକ୍ତ ଥିବା ନେତା ବିଷୟରେ କିଛି କହିଲେ ନାହିଁ😂

  • @santoshkumarmishra2620
    @santoshkumarmishra2620 4 หลายเดือนก่อน +3

    ଅର୍ଗସ ଚନେଲ୍ ୧ ନଂ ନିର୍ଭୀକ ଚାନେଲ୍. ସମସ୍ତ ଦୁ୍ର୍ନୀତିକୁ ଓଡିଶାବାସୀଙ୍କୁ ଜଣେଇଦଉଛି.

  • @rishabhbhoi3402
    @rishabhbhoi3402 4 หลายเดือนก่อน +5

    ସମସ୍ତଙ୍କୁ ଜେଲ ଦଣ୍ଡ ହଉ

  • @crimebranch7318
    @crimebranch7318 4 หลายเดือนก่อน +3

    ଏ ଭଳି ନେତା କୁ ମୁଁ ଘୋର ନିନ୍ଦା କରୁଛି, ଏମାନେ ବହୁତ୍ ଅପରାଧୀ ମାନଙ୍କୁ ଆଶ୍ରୟ ଦେଇଥିଲେ

  • @nimaincharandas3773
    @nimaincharandas3773 4 หลายเดือนก่อน +1

    ଏହି ନେତା ମାନଂକୁ ଆଗ ଜେଲ ପଠାଇବା ଦରକାର.

  • @luckydesign6935
    @luckydesign6935 4 หลายเดือนก่อน +3

    ସବୁ ସବୁ ହାରାମି

  • @srustidhardey5817
    @srustidhardey5817 4 หลายเดือนก่อน +9

    ଗ୍ରାମ ସାଥୀ ଲୁହ ରେ ପତନ ❤❤❤❤🎉🎉🎉🎉🎉jhadpada ଜେଲ

  • @kiranraj5684
    @kiranraj5684 4 หลายเดือนก่อน +2

    ଏବେ ବନ୍ଧା ହେବ

  • @diptiranjanbala9992
    @diptiranjanbala9992 4 หลายเดือนก่อน +1

    ବାବୁ ଆମର ନିମାପଡ଼ା ଆସିଥିଲେ, ନିମାପଡ଼ା ପ୍ରଥୀ ଙ୍କୁ ଜିତେଇବାକୁ

  • @bipinbarik8389
    @bipinbarik8389 4 หลายเดือนก่อน +2

    Jai Sri ram

  • @sibapati8437
    @sibapati8437 4 หลายเดือนก่อน +4

    Badhia heichhi

  • @just4funindia869
    @just4funindia869 3 หลายเดือนก่อน

    ଶ୍ରୀକାନ୍ତ ସାହୁ ହାରି ଲା ଜନତା ଙ୍କୁ ଧନ୍ୟବାଦ

  • @pranaya3971
    @pranaya3971 4 หลายเดือนก่อน +2

    ଏବେ ଗୋଟି ଗୋଟି କରି ସବୁ ବିଜେଡି ର ଚୋର ମାନଙ୍କୁ ଜେଲ ରେ ଭର୍ତି କରାଯାଉ ।

  • @jayjagannath2569
    @jayjagannath2569 4 หลายเดือนก่อน +1

    ଏଇ ଗୁଡା ସବୁ ଆରେଷ୍ଟ ହେଇକି ଚୌଦ୍ଵାର ଯିବା ଦରକାର

  • @just4funindia869
    @just4funindia869 3 หลายเดือนก่อน

    ଏ ଶ୍ରୀକାନ୍ତ ସାହୁ ପରି ନେତା କୁ ଜନତା ଜବାବ ଦେଇ ବହୁତ ଭଲ କଲେ

  • @santoshkumarmishra2620
    @santoshkumarmishra2620 4 หลายเดือนก่อน +3

    କିନ୍ତୁ ଦୁଖର କଥା କେତେଟା କେଳଙ୍କାରୀ ନେତା ଜିତିଗଲେ.

    • @gajaboy3498
      @gajaboy3498 4 หลายเดือนก่อน

      Dara padibe

  • @pabitranayak4405
    @pabitranayak4405 4 หลายเดือนก่อน +4

    Right 👍

  • @abhisekmishra8732
    @abhisekmishra8732 4 หลายเดือนก่อน +5

    100% thik news

  • @stuluachary
    @stuluachary 3 หลายเดือนก่อน

    ଜୟ ଶ୍ରୀ ରାମ

  • @chakradhardas6461
    @chakradhardas6461 4 หลายเดือนก่อน +1

    ସିବିଆଇ ହେଉ

  • @AffectionateAstroStation-ep3yr
    @AffectionateAstroStation-ep3yr 4 หลายเดือนก่อน +2

    Au gote ମୁଖ୍ୟ ଆସାମୀ କୁ chadi dela agurs new se ହଉଛନ୍ତି କ୍ୟାପେଟେନ୍ ଦିବ୍ୟ ଶଙ୍କର ମିଶ୍ର jia mamita case re thile

  • @ksbm2682
    @ksbm2682 4 หลายเดือนก่อน +5

    Thank god🙏

  • @MishraMehendi
    @MishraMehendi 3 หลายเดือนก่อน

    Satare କେତେ ଦୁଃଖ ଦାୟୀ । କେତେ ନିରୀହ ଲୋକ ବଳି ପଡିଯାଇଛି । ଆମ ପାଇଁ ଏମାନେ ବଳି ପଡିଗଲେ । ନହେଲେ ନିଜ ବଂଚିଲେ ବାପା ଙ୍କ ନା ପରି ଚୁପ ରହିପାରିଥାନ୍ତେ । 😢

  • @santoshkumarmishra2620
    @santoshkumarmishra2620 4 หลายเดือนก่อน +4

    ଭାଇ ଆଉ କିଛି ନେତା ଙ୍କୁ ଛାଡିଦେଲ . ସେମାନଙ୍କ ନାମ କୁହ.

    • @cmeditz3320
      @cmeditz3320 3 หลายเดือนก่อน

      ପ୍ରଦୀପ ପାଣିଗ୍ରାହୀ
      ବୈଜୟନ୍ତ ପଣ୍ଡା
      ପ୍ରଶାନ୍ତ ଜଗଦେବ୍
      ଏସବୁ ନାଁ ଛାଡିଦେଲେ ବି 😂😂😂

  • @fatefaith5147
    @fatefaith5147 4 หลายเดือนก่อน

    ଅର୍ଚ୍ଚନା ନାଗ ମାମଲା ରେ ବି କିଛି ଥିଲେ, ସେମାନଙ୍କୁ expose କର

  • @gitanjaliswain-vw6qm
    @gitanjaliswain-vw6qm 4 หลายเดือนก่อน +17

    ମୁଁ ଅର୍ଗୁସ ସହ ଏକମତ, ଆଉରି ଅନେକ ବିଜେପି ରେ ଅଛନ୍ତି 🤔🤔🤔

  • @krushnamohanprusty2728
    @krushnamohanprusty2728 3 หลายเดือนก่อน

    ବହୁତ ଡେରିରେ ବିଜେଡି ଦଳ ସଦସ୍ୟମାନେ ବୁଝିପାରିଲେ !🎉
    କିନ୍ତୁ ଘରୋଇ ବିଭାଗ ଦାୟିତ୍ୱରେ ଥିବା ନବୀନ ବାବୁ ଦୁର୍ନୀତି ଗ୍ରସ୍ତ,ଜନାକାରୀ,ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ବିଜେଡି ଦଳର ମନ୍ତ୍ରୀ ବିଧାୟକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ କାହିଁକି ନେଇ ନ ଥିଲେ ? ସେଥିପାଇଁ ବୋଧହୁଏ ନବୀନ ବାବୁଙ୍କୁ ଚାଟୁକାର ବିଜେଡି ଦଳର ମନ୍ତ୍ରୀ ବିଧାୟକ ମାନେ ତାଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରିବାକୁ ପଶ୍ଚାତପଦ ହୋଇ ନ ଥିଲେ ? 🎉

  • @DevDash-em2bf
    @DevDash-em2bf 4 หลายเดือนก่อน

    Thankyou

  • @OtjgbpjSntbdg
    @OtjgbpjSntbdg 4 หลายเดือนก่อน

    ଆଉ ଦିବ୍ୟ ଶଙ୍କର ମିଶ୍ର ଙ୍କୁ

  • @luckydesign6935
    @luckydesign6935 4 หลายเดือนก่อน

    Ty ty argush 🙏🙏🙏🙏🙏

  • @rajatkumarpradhan5245
    @rajatkumarpradhan5245 4 หลายเดือนก่อน

    Auu Arun sahu

  • @durgaprasadsamantaray7084
    @durgaprasadsamantaray7084 4 หลายเดือนก่อน

    ବହୁ ସ୍ତ୍ରୀ ପିପାସୁ ବହୁ ଶଯ୍ୟା ର ନାୟକ ହିସାବରେ ପୁରସ୍କାର ମିଳିବା ଦରକାର।

  • @SankirupDwigir
    @SankirupDwigir 4 หลายเดือนก่อน

    ଆଉ ସେଇ କେଳେଙ୍କାରୀ ନେତା ମାନଂକୁ ତୁମେ ପାଛୋଡି ନେଇ ଯାଉଚ 😢😢😢

  • @kalyanpanda5885
    @kalyanpanda5885 4 หลายเดือนก่อน +5

    ଶଳା ର ଲୁଂଗୁଡା ଦୋଷ

  • @BiswanathNag-sg3gx
    @BiswanathNag-sg3gx 4 หลายเดือนก่อน

    ଏମାନଙ୍କ ପାଇଁ bjd ହାରିଲେ 😂😂😂

  • @bijayakumardehury7182
    @bijayakumardehury7182 4 หลายเดือนก่อน +2

    Public are most powerfull.

  • @ashokbadajena8568
    @ashokbadajena8568 4 หลายเดือนก่อน

    ତଦନ୍ତ ପରେ ଶୀଘ୍ର ଜେଲ୍ ୩୦ ବର୍ଷ ଆଉ ଜୋରିମାନା ହେଉ ପୁରା,,, BJP ଅମଳ ରେ,ମଦୁଆ ନବୀନ ମଦ ପିଇ ରହି କିଛି ବୁଝୁ ନ ଥିଲା,,, ଏ ସରକାର୍ ଏମିତି କରିବେନି ତ? ଆଉ ଦୋଷୀଙ୍କୁ ଦଣ୍ଡ ମିଳିବ ତ ପୂର୍ବ ମନ୍ତି ମାନଙ୍କୁ ? ଏମାନେ ଭାବୁଥିଲେ ମଦୁଆ ନବୀନ କୁ ମୁର୍ଖ ଓଡ଼ିଆ ଭୋଟର୍ ଏମିତି ଭୋଟ ଦଉଥିବେ ଆଉ ଆମେ ଗୋଟେପରେ ଗୋଟେ ଅପରାଧ କରି ଚୋରି କାରୁଥିବୁ କୋଟି କୋଟି ,,ଆମ ଵୋପା ସମ୍ପତି ତ ଓଡ଼ିଶା ଆମେ ଯାହାର ରାଜା ??କଡା ଦଣ୍ଡ ମିଳୁ ପୁରା ,,,,,ମୋଦୀ ରାଇଜରେ ,,,,

  • @sanketkumarbhoi3469
    @sanketkumarbhoi3469 4 หลายเดือนก่อน

    ଜୁନାଗଡ଼ mla କୁଆଡେ ଗଲା

  • @soubhagyasahoo3218
    @soubhagyasahoo3218 4 หลายเดือนก่อน +5

    Janata thick nispati nyechanti

  • @asifsinghpradhan3704
    @asifsinghpradhan3704 4 หลายเดือนก่อน

    Right

  • @just4funindia869
    @just4funindia869 3 หลายเดือนก่อน

    ପ୍ରତାପ ଜେନା ବହୁତ ଜଲଦି ଆରେଷ୍ଟ

  • @sanghamitradas371
    @sanghamitradas371 4 หลายเดือนก่อน

    Arun sahoo au dibyasankar ku kemiti janata vote dele semane bi hariba katha

  • @SuchiJina
    @SuchiJina 4 หลายเดือนก่อน

    Case reopen hau sabu jail re ruhantu bjp sarkar case ku au thare reopen krantu

  • @maninaction365
    @maninaction365 4 หลายเดือนก่อน

    ମୁ ବିଜେପି ର ସମସ୍ତ ନେତୃବର୍ଗଙ୍କୁ ଅନୁରୋଧ କରୁଚି, ଯେ ପ୍ରେତ୍ୟକ ଅଫିସ ମହଲାରେ ମଧ୍ଯ ବହୁତ ପିସିଖୋର କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ମଧ୍ଯ ଖୋଜି ବାହାର କରାଯଉ।

  • @mrsatyabratanayak1433
    @mrsatyabratanayak1433 4 หลายเดือนก่อน

    ଜେଲ୍ ଘର ଖୋଲା

  • @rajarammahanti366
    @rajarammahanti366 4 หลายเดือนก่อน +1

    Bjdre nabakalebara karajau

  • @ghanashyamjena2732
    @ghanashyamjena2732 4 หลายเดือนก่อน

    PRAtap Jena Ku public re Faso deba. Darkar

  • @satyajitmohanta4256
    @satyajitmohanta4256 4 หลายเดือนก่อน

    Immediately action

  • @SankaraTez
    @SankaraTez 4 หลายเดือนก่อน

    🕉️

  • @kalingaveera3424
    @kalingaveera3424 4 หลายเดือนก่อน

    Bhagawan karantu bjp government aasilaa ..ACF saumya ku justice milu

  • @SimanchalChaudhuri
    @SimanchalChaudhuri 3 หลายเดือนก่อน

    ଆଉ ତମର ପ୍ରଦୀପ ପାଣିଗ୍ରାହି ଟା କେମିତିକା ଆଉ ପ୍ରଶାନ୍ତ ଜଗଦେବ ଟା l ଛି ତମ ଚେଲେନ୍ କୁ ଲାଜ ନାହି ଆଗ ନିଜ କଥାଟା କୁହ ତାପରେ ଅନ୍ୟକୁ କହିବ ଚାଲୁଣି କହୁଛି ଛୁଞ୍ଚିକି ମାଗିଆ ତମେ କାକୁ କହୁଚରେ ଏମାନଙ୍କୁ bjd ହିଁ ବାହାର କରିଥିଲା ପରା ଜଣା ପଡୁନି କେମିତିକା ଲୋକଙ୍କୁ bjp ଆଶ୍ରୟ ଦେଇଛି

  • @debasishmohanty2735
    @debasishmohanty2735 4 หลายเดือนก่อน

    Very good news ❤

  • @savanabhabani1885
    @savanabhabani1885 4 หลายเดือนก่อน

    Subha, bahut subha srikant harichi.

  • @hrushikeshmahanta6590
    @hrushikeshmahanta6590 4 หลายเดือนก่อน

    ଦିବ୍ୟସଙ୍କରମିଶ୍ର

  • @Rockstarpapun143
    @Rockstarpapun143 4 หลายเดือนก่อน

    E neta Mane sabu Padma dharibe au next time election jitibe .....

    • @MohitMishra-qq4gm
      @MohitMishra-qq4gm 4 หลายเดือนก่อน

      BJP washing machine 🤣🤣

  • @bijaypradhan7051
    @bijaypradhan7051 4 หลายเดือนก่อน

    Kichhi kahile hebani arrest kebe Hebe Odisha re CBI tadanta Hebe darkar

  • @suneelpolai6652
    @suneelpolai6652 3 หลายเดือนก่อน

    Jay shree Ram

  • @bijayakumardehury7182
    @bijayakumardehury7182 4 หลายเดือนก่อน +1

    Red heu red heu.

  • @bhimasenparida-qd3vq
    @bhimasenparida-qd3vq 3 หลายเดือนก่อน

    1:30

  • @SibaReddy-t8f
    @SibaReddy-t8f 4 หลายเดือนก่อน

    ତୁମର ଅଛି ପ୍ରଦୀପ,କୁଷ୍ଣ, ଜଗଦେବ କ'ଣ ଭଲ କି ମା'ର ବିଆ ରିପୋର୍ଟର

  • @anandamohakuda4943
    @anandamohakuda4943 3 หลายเดือนก่อน

    Samir Das nka katha kahibani

  • @bimalaprasadbhanjasamanta9954
    @bimalaprasadbhanjasamanta9954 4 หลายเดือนก่อน

    Bikram dakayt pari dekha jauchi

  • @savanabhabani1885
    @savanabhabani1885 4 หลายเดือนก่อน

    Subha

  • @radhakrushnasahu4914
    @radhakrushnasahu4914 4 หลายเดือนก่อน

    Jaha heichi bhala heichi

  • @pramejapani8333
    @pramejapani8333 4 หลายเดือนก่อน +1

    Ohh ki santi laguchi 😂😂

  • @rameshwarbehera681
    @rameshwarbehera681 4 หลายเดือนก่อน

    Argus news team junagadh katha bhuli gala😂😂😂😂

  • @jrclasses6070
    @jrclasses6070 4 หลายเดือนก่อน +1

    Susant Singh from Western Odisha
    The Biggest Criminal

  • @PrasantaPattanayak-d8s
    @PrasantaPattanayak-d8s 3 หลายเดือนก่อน

    A ghatana dekhila pare nabin babu nka prati ghruna laguchi kemitica CM thile ama rajya re

  • @laxmidharmohanty1251
    @laxmidharmohanty1251 3 หลายเดือนก่อน

    Babaiy ku jeel 4:03

  • @rabindraprusty692
    @rabindraprusty692 4 หลายเดือนก่อน

    bhai pramod mallick ????

  • @sarojkumarmahalik8601
    @sarojkumarmahalik8601 4 หลายเดือนก่อน

    Cbi jancha hau Sabu ku jail re purao

  • @trilochanbehera478
    @trilochanbehera478 4 หลายเดือนก่อน

    ସମସ୍ତେ ଗୋଟେ ଗୋଟେ ଚୋର

  • @babyvlogs4128
    @babyvlogs4128 4 หลายเดือนก่อน

    Srikant sahoo sanjukta Mahal ku 10 barasa nei pregnt 5 thara kala tar kan heigala

  • @gourikantashissamantaray3595
    @gourikantashissamantaray3595 4 หลายเดือนก่อน

    wow Argus news....manibaku padiba...Acha jou sabu X-BJD neta BJP re misigale semane aji bhala heigale au bas jou mane BJD re rahigale semane kelenkeri???

  • @prakashchandrapattnaik9214
    @prakashchandrapattnaik9214 4 หลายเดือนก่อน +1

    Rahi gale. Au. 3. Ta.

  • @PrasantParida-el2wg
    @PrasantParida-el2wg 4 หลายเดือนก่อน

    Kale kari neta nku yogiji style heba darkar

  • @aswinburma2857
    @aswinburma2857 4 หลายเดือนก่อน

    Emana nka upare karjyabusthan hau ...Ae related news please report karantu .....Jouthi jaha kelenkari heichi.....Please , right time

  • @OMMMishra-e9l
    @OMMMishra-e9l 3 หลายเดือนก่อน

    Case file regarding murder involving those BJD leaders reopened and enquiry should be conducted regarding mining corruption.

  • @laxmidharmohanty1251
    @laxmidharmohanty1251 3 หลายเดือนก่อน

    Chat ku masa 1:13

  • @PadmalabhaBaral
    @PadmalabhaBaral 4 หลายเดือนก่อน

    5 6 7 nka.nare EDJanch karajau

  • @RenubalaBehera-e8i
    @RenubalaBehera-e8i 3 หลายเดือนก่อน

    Neta BJD ra sabu murder jail pathao CBI enquiry karajau jail vejo fassi lagao

  • @SurprisedBubbles-uy3iw
    @SurprisedBubbles-uy3iw 4 หลายเดือนก่อน +2

    Polasara.basi.pur.khusita

  • @nirmalajena9308
    @nirmalajena9308 4 หลายเดือนก่อน

    Au 2 jana baki rakhigale captain dibya Sankar mamita meher case au Samir dash ra gote murder case re bi involve thila

  • @satya2456
    @satya2456 4 หลายเดือนก่อน

    ତମେ ବାଳ ବିଜେପି କେମିତି ଜିତିଲା ତାର କର୍ମୀ ମାନେ ଯୋଉ ପରିଶ୍ରମ ଉପରେ news କରୁନା ବାଳ କୁ ସେଦିନ ଠୁ bjd କଇଁ ହାରିଲା କଇଁ ହାରିଲା ତାର ବିଶ୍ଳେଷଣ କରିବା ବନ୍ଦ କର ବେ...ଭଲ ହେଲା ମାଘେ ହାରିଲେ ନବୀନ ବୁଢ଼ା ହାରିଲା...ବହୁ ଗର୍ବ ହେଇଯାଇଥିଲା 25 ବର୍ଷ ରହିଗଲା ତ ଭାବିଲେ bjd ଟିକେଟ ରେ କୁକୁର ଠିଆ କଲେ ବି ଜିତିବେ!!!

  • @jeetendradalabehera3699
    @jeetendradalabehera3699 4 หลายเดือนก่อน

    Sabu file kholibo wait n watch