Mun gitikar Alok Ranjan Nayak odisha ra srotamandali mananku pranama janau achhi, aka sundar bhajan tia aasi sarichhi omm kedar official you tube channel re, aapana mananku a bhajanati bhala lagiba, prabhu sri ramanka upare hoichhi a gita ti, abekara sunamadhanya gayaka omm kedar, tanka gaiba saili satare niara, amiti aasa o bhala paiba aapana mananka ra rahile amiti sundar sundar gita aapana mane suni paribe
I love you bhaina sweet voice and very nice tone well Don good voice beautiful song
ଅତ୍ୟନ୍ତ ସୁନ୍ଦର ଓ ଭାବପୂର୍ଣ୍ଣ ସଙ୍ଗୀତ ରଚନା କରିଛନ୍ତି, ଯାହା ସ୍ବାଗତଯୋଗ୍ୟ ଅଟେ, ଧନ୍ୟବାଦ ଅର୍ପଣ କରୁଛି 🙏🏻🙏🏻🙏🏻
ବହୁତ ସୁନ୍ଦର ହେଇଛି କେଦାର ଭାଇ ଗୀତଟି l ପବିତ୍ର ଶ୍ରୀରାମ ନବମୀ ର ଶୁଭେଚ୍ଛା ଓ ଅଭିନନ୍ଦନ l ଜୟ ଶ୍ରୀରାମ 🙏
Supor dada omm kedar
ଅତି ସୁନ୍ଦର ଭାବରେ ଲେଖା ଗୀତିକାର ସୁବାସ ଏବଂ କେଦାର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ୍ ଗୀତିକାର ସୁବାସ ବାବୁ ଏବଂ କେଦାର ଭାଇଙ୍କୁ
ଜୟ ଜଗନ୍ନାଥ ❤❤❤❤❤
ଅତି ସୁନ୍ଦର ଭାବେ ପ୍ରଭୁଙ୍କର ଗୁଣ ବର୍ନନା ଏ ଜଗତକୁ ଦେଇଛ ।ଏହା ହି ବିଭୁ କ୍ରିପା ।ବିଭୁ କ୍ରିପା ନହେଲେ ଏ ସବୁ ହେଇ ପାରେନା।ତେ ଣୁ ଅପଣଙ୍କ ଉପରେ ବିଭୁ କ୍ରିପା ଅନେକ ଅଛି ।ପ୍ରଭୁ ତୁମ ଜିବନ ପଥ କୁ ମମ୍ଗଳମୟ କରନ୍ତୁ।❤❤
Babhut sundar bhajanti
Jay jagannath
ଅତି ଭାବ ମୟ ସଙ୍ଗୀତ, ଗୀତିକାର ସୁବାଷ ବାବୁ, କଣ୍ଠଶିଳ୍ପୀ ଓମ୍ କେଦାର ଭାଇ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି, ରାମ ନବମୀରେ ସମସ୍ତ ଦର୍ଶକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରଣାମ ଜଣାଉଛି ଗୀତିକାର ଭାରତୀ ସାହୁ l ❤❤❤
ଜୟ ଜଗନ୍ନାଥ ❤❤ଜୟ ଶ୍ରୀ କୃଷ୍ଣ ❤❤❤ଜୟ ଶ୍ରୀ ରାମ ❤❤❤
ସଂସାରରେ ସାର ରାମ ନାମ 🙏🙏🙏
ଜୟଜୟ ଶ୍ରୀରାମ
ହୃଦୟ ଭରା ଶୁଭେଚ୍ଛା ଜଣାଉଛି 🙏👍
ଜୟ ଶ୍ରୀରାମ 🙏ଜୟ ଶ୍ରୀରାମ 🙏ଜୟ ଶ୍ରୀରାମ 🙏
Super song 👌👌👌👌👌👌👌jay jagannath 🙏🏼🙏🏼🙏🏼🙏🏼
Nici dada
ଆଗକୁ ଆଗକୁ ଢେର୍ ଆଗକୁ ଯାଆ ନ୍ତୁ l ସବୁବେଳେ ଶୁଭକାମନା ରହିଛି l❤
ବହୁତ ବହୁତ ବହୁତ ଭାବ ମୟ ଲେଖା ଓ ସ୍ଵର❤
ଗୀତଟି ବହୁତ ବହୁତ ଭଲ ଲାଗୁଛି ଏମିତିକା ଗୀତ ଗାଇ ଆଗକୁ ଆଗକୁ ମାଡ଼ ଚାଲ
ବହୁତ୍ ଭଲ ଲାଗିଲା
Super song dada
Jay jagannath ❤❤❤
Super omm kedar sare
Super ❤sir
Supor dada
Jay shree Ram ji jay shree Ram ♈ jay beer Hanuman ji
❤❤❤❤❤Jay shree Ram ❤❤❤❤❤
Jay sir ram
Jay Sri Ram
Good voice
Ok❤
Mun gitikar Alok Ranjan Nayak odisha ra srotamandali mananku pranama janau achhi, aka sundar bhajan tia aasi sarichhi omm kedar official you tube channel re, aapana mananku a bhajanati bhala lagiba, prabhu sri ramanka upare hoichhi a gita ti, abekara sunamadhanya gayaka omm kedar, tanka gaiba saili satare niara, amiti aasa o bhala paiba aapana mananka ra rahile amiti sundar sundar gita aapana mane suni paribe
Thank you all of you
b 📺
ଜୟ ଶ୍ରୀରାମ
Jay jagannath ❤❤
Jay Sri Ram