ความคิดเห็น •

  • @arjunamajhi8693
    @arjunamajhi8693 9 หลายเดือนก่อน +2

    ମନକୁ ଛୁଇଁଲା ଏ ଭଜନ🎉🎉🎉🎉

  • @pothalpothal9632
    @pothalpothal9632 10 หลายเดือนก่อน +1

    Satya bhai

  • @pothalpothal9632
    @pothalpothal9632 ปีที่แล้ว +1

    Sata Katha bhai

  • @rcoriginal6283
    @rcoriginal6283 ปีที่แล้ว +3

    ଜୟ ଜଗନ୍ନାଥ ସ୍ଵାମୀ।

  • @JitujituNayak-n7h
    @JitujituNayak-n7h ปีที่แล้ว +2

    Jay jagannath jay pancha sakha

  • @achyutanandamallick576
    @achyutanandamallick576 ปีที่แล้ว +1

    ଅତି ସୁନ୍ଦର ଭାବେ ଗାଇଛନ୍ତି କେଦାର ବାବୁ l ଗୋଟେ ପରେ ଗୋଟେ ଧମାକା l କରି ଚାଲନ୍ତୁ l ଭାରତୀ ମାଡାମଙ୍କ ଗୀତ ରଚନା ଯେତେ ଭି ପ୍ରଶଂସା କଲେ ଭି କମ ହେବ l ବାସ୍ତବରେ ଆଜି କଳିଯୁଗରେ ଘଟୁଥିବା ଦିନ ପ୍ରତିଦିନର ସମସ୍ୟା ଏବଂ ସଂସ୍କୃତି, ପରମ୍ପରା ଏବଂ ଆଜିର ସଭ୍ୟ ସମାଜରେ ପିତାମାଙ୍କୁ ଯେଉଁଭଳି ହତାଦର ସନ୍ତାନ ମlନେ କରୁଛନ୍ତି ତାହା ଏକ ଚିନ୍ତନ ର ବିଷୟ l ଯାହାକୁ ଆପଣ ଏହି ଗୀତ ମାଧ୍ୟମ ରେ ସମାଜକୁ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି l ବିଦେଶୀ ଚଳଣି ଏବଂ କକୁର ଜନ୍ମ ଦିନ ପାଳନ କଥା ଏମିତି ଛଳ ରେ କହିଦେଲେ ବହୁତ ଭଲ ଲାଗିଲା l ମା ବିରଜା ଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କ ଯୋଡି ସାରା ଓଡ଼ିଶାରେ ଏହିଭଳି ସୁପର ହିଟ ହୋଇ ଚଞ୍ଚଲ୍ୟ ସୃଷ୍ଟି କରୁଥାଉ l

  • @gourisankarsahu8124
    @gourisankarsahu8124 ปีที่แล้ว +3

    ଭାରତୀ ତୁମ ଦ୍ଵାରା ଲିଖିତ ଏହି ଗୀତଟି ବହୁତ୍ ଭଲ ଓ ଯୁଗୋପଗୋଗି ଅଟେ।

    • @Bharati1974
      @Bharati1974 ปีที่แล้ว

      ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଗୌରୀ ଶଙ୍କର

    • @SadhanaPradhan-pj8ik
      @SadhanaPradhan-pj8ik 8 หลายเดือนก่อน

      V😮🎉

  • @DebrajMeher-su1hi
    @DebrajMeher-su1hi ปีที่แล้ว +4

    Jay Jagannath 🙏

  • @pramodrout7102
    @pramodrout7102 ปีที่แล้ว +3

    Jay Jagannath 🙏🙏🙏

  • @dayasagarbhoi1301
    @dayasagarbhoi1301 ปีที่แล้ว +3

    ❤❤❤

  • @dipakkumarbal8318
    @dipakkumarbal8318 ปีที่แล้ว +2

    ଜୟ ଶ୍ରୀଜଗନ୍ନାଥ 🙏

  • @dipukhuntia8967
    @dipukhuntia8967 ปีที่แล้ว +2

    Jay sai ram bhai super bahjana

  • @khageswarjena152
    @khageswarjena152 ปีที่แล้ว +2

    Bhai tumo kantha re maa sarswati bije karichanti

    • @Bharati1974
      @Bharati1974 ปีที่แล้ว +1

      ପ୍ରଣାମ ଭାଇ 🙏🙏🙏🙏

  • @LaxmidharSahoo-ei1tq
    @LaxmidharSahoo-ei1tq ปีที่แล้ว +1

    Welcome hi congratulation excellent ji

  • @dipakkumarbal8318
    @dipakkumarbal8318 ปีที่แล้ว +6

    ସଙ୍ଗୀତ ମାଧ୍ୟମରେ ଆପଣ ସମାଜକୁ ଯେଉଁ ସୁନ୍ଦର ବାର୍ତ୍ତା ଦେଉଛନ୍ତି ଭଉଣୀ ତେଣୁ ଆପଣଙ୍କୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି l ବହୁତ ସୁନ୍ଦର ଲେଖା l ଶୁଭେଚ୍ଛା ଓ ଅଭିନନ୍ଦନ l କେଦାର ଭାଇଙ୍କ କଣ୍ଠର ଯାଦୁ କୁ ଯେତେ ପ୍ରଶଂସା କଲେ ବି କମ ହେବ l ଭାଇଙ୍କୁ ବି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି l music କମ୍ପୋଜିସନ ଖୁବ ସୁନ୍ଦର l ପୁରା team କୁ ଧନ୍ୟବାଦ ଜଣାଉଛି l ଜୟ ଜଗନ୍ନାଥ 🙏

    • @sanubhai4354
      @sanubhai4354 8 หลายเดือนก่อน

      😊😊

  • @narasinghajenabaudha9298
    @narasinghajenabaudha9298 11 หลายเดือนก่อน +2

    आपकी गीत बहोत सुंदर

    • @Bharati1974
      @Bharati1974 11 หลายเดือนก่อน

      ଆପଣ share କରନ୍ତୁ please

  • @sukumarbarik1019
    @sukumarbarik1019 3 หลายเดือนก่อน +1

    Jay Jagannath

  • @sagramgochhayat2906
    @sagramgochhayat2906 ปีที่แล้ว +2

  • @Harihara838
    @Harihara838 11 หลายเดือนก่อน +1

    Jay shree ram 🚩❤

  • @MitaliSahoo-v2z
    @MitaliSahoo-v2z ปีที่แล้ว +2

    Wow

  • @shnehalatasahoo9531
    @shnehalatasahoo9531 ปีที่แล้ว +1

    Very nice song🎉❤

  • @diptikantasahoo4891
    @diptikantasahoo4891 ปีที่แล้ว +2

    ଓଡ଼ିଶାର ଅଗଣିତ ସଙ୍ଗୀତ ପ୍ରେମୀ ଦର୍ଶକ ମାନଙ୍କୁ ଗୀତିକାର ଭାରତୀ ସାହୁ ପ୍ରଣାମ ଜଣାଉଛି l ଆପଣ ମାନଙ୍କ ଭବିଷ୍ୟତ ସୁଖମୟ ହେଉ ଏହାହିଁ ମୋର ଇଚ୍ଛା ଏବଂ ଈଶ୍ବରଙ୍କ ପାଖେ ଗୁହାରୀ l ଆପଣ ମାନଙ୍କୁ କେବଳ ସଙ୍ଗୀତ ମାଧ୍ୟମରେ ସଚେତନ ବାର୍ତ୍ତା ଟିଏ ଦେବାକୁ ଜଣେ ସାଧାରଣ ଗୃହିଣୀ ର ଛୋଟ ପ୍ରୟାସ ମାତ୍ର l ଯଦି ଆପଣ ମାନଙ୍କ ମନରେ କିଛି ଦୁଃଖ ଦେଇଥାଏ ମୋତେ ନିଶ୍ଚୟ କ୍ଷମା କରିବେ l ଆଗକୁ ଏମିତି ଅପଣ ମାନଙ୍କର ଭଲ ପାଇବା ସ୍ନେହ ଖାଲି ଆଶା କରୁଛି l ରହୁଛି , ପ୍ରଣାମ l

  • @BhagabanMachha-c7d
    @BhagabanMachha-c7d ปีที่แล้ว +2

    Nice video and song 💯💯💯

  • @santosh.....703
    @santosh.....703 ปีที่แล้ว +1

    Jay Jagannath🙏🏻🙏🏻🙏🏻😊

  • @jkschannel9122
    @jkschannel9122 ปีที่แล้ว +1

    କାର୍ତ୍ତିକ ମାସ ପାଇଁ କିଛି ଭାଗବତକୁ ନେଇ ଗୋଟିଏ ଗାଁର ଲୋକମାନେ ଜେମିତୀ ବଦଲିଯାଇ ଗୋଟିଏ ମାସ କେମିତି ମାନିବେ ସେମାନଙ୍କର ପାଇଁ ଗୋଟିଏ ଭଜନ ଗୀତ ଲେଖନ୍ତୁ ଆପଣଙ୍କୁ ଅନୁରୋଧ (ପ୍ରଦୀପ କୁମାର ସାହୁ ଗ୍ରାମ ବମକ)🙏 ଜୟ ମାଁ ମହାଲକ୍ଷ୍ମୀ 🙏 ଭୂଲଥିଲେ କ୍ଷମା କରି ଦେବ ।

    • @Bharati1974
      @Bharati1974 ปีที่แล้ว

      ନିଶ୍ଚୟ ଆପଣଙ୍କ କଥା ରଖିବୁ,ଆପଣ ଆଶୀର୍ବାଦ କରନ୍ତୁ

  • @manjushreemaharana8139
    @manjushreemaharana8139 ปีที่แล้ว +5

    Kedar Bhai ur voice is god gifted very nice song ❤

  • @santosh.....703
    @santosh.....703 ปีที่แล้ว +2

    ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻...Nice voice @lyric nd really story for society nw..Thanks U sir🙏🏻

    • @diptikantasahoo4891
      @diptikantasahoo4891 ปีที่แล้ว +1

      Thank you brother for your opnions ,namaskar,bharati sahoo

    • @diptikantasahoo4891
      @diptikantasahoo4891 ปีที่แล้ว +1

      All teams ଙ୍କୁ ହୃଦୟ ଭରା ଶୁଭେଚ୍ଛା ଜଣାଉଛି ,❤❤❤❤

  • @Sanjay67780
    @Sanjay67780 10 หลายเดือนก่อน +1

    Kall Bikal Ki Suru Bat He ...Jis Neya Duniaki Tum Pratikhya Kar Tea 🍵 Ho Bo Kiss 💋 Ne Banayega Tum Hi 👋 To Banaoge ...Param Dham Mukti Dham Eae Sweet 😋 Sai Leens Home 🏡 Mera Aap Sabhika Ghar He ...

    • @Bharati1974
      @Bharati1974 8 หลายเดือนก่อน

      🙏🙏👍ଶୁଭେଚ୍ଛା ଓ ପ୍ରଣାମ

  • @pabitrasmita9907
    @pabitrasmita9907 9 หลายเดือนก่อน +1

    Jay Jagannath 🙏🙏🙏