Old is gold.such a heart touching song.Refresh childhood memory.Growing old is mandatory; growing up is optional”. ... “Happiness was different in childhood. ...
Outstanding 😊😊... Heart touching.. Its lyric, rythmn, tune and tone matches excellently... Remembering the glorious moment of the past childhood taking back somewhat 50 years back and above..👌👌
ସୁନ୍ଦର, ସାବଲୀଳ ଓ ଲେଖାଟି ଅତି ହୃଦୟସ୍ପର୍ଶୀ ହୋଇଛି l ଉପସ୍ଥାପନା ଶୈଳୀ ଓ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠ ଶିଳ୍ପୀଙ୍କ ସୁମଧୁର ଗାନ ମନକୁ
କିଣିନେଉଛି l 🙏🙏
ସ୍ବର,ଚିତ୍ର, ସଙ୍ଗୀତ ଓ ଭାଵ ଅତିଵ ଚମତ୍କାର ।ଗୀତଟି ପିଲାଦିନର ସ୍ମୃତିକୁ ଜାଗ୍ରତ କରୁଛି।
ଗୀତଟି ଅଲିଭା କଣ୍ଠସ୍ୱରେ ବହୁତ ସୁନ୍ଦର ହୋଇଛି । ଗୀତର ଲେଖା, ସଙ୍ଗୀତ, ଏଡିଟିଙ୍ଗ ସର୍ବପରି ଭଲ ହୋଇଛି । ସମସ୍ତଙ୍କୁ ଧନ୍ୟବାଦ ।
Bahut sundar lyrics 👍
ସାର ବହୁତ ସୁନ୍ଦର ହୋଇଛି ଉଭୟ କବି ଓ ଗାୟିକା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ
ଅତି ସୁନ୍ଦର ବଢିଆ ସୁପର 👌
ସୁନ୍ଦର,ସରଳ ଗ୍ରାମ୍ୟ ଜୀବନ, ତତ୍କାଳୀନ ଶିକ୍ଷା ପ୍ରଦାନ ଶୈଳୀ, ଜନସମ୍ପର୍କର ନିଚ୍ଛକ ଚିତ୍ରଣ ପାଇଁ ରଚୟିତାଙ୍କ ପ୍ରୟାସ ପ୍ରଶଂସନୀୟ ।
ଚମତ୍କାର ସାଙ୍ଗୀତିକ ଉପସ୍ଥାପନା ।
ବିରହ ସ୍ଵର ଅତ୍ୟନ୍ତ ମାର୍ମିକ ।
ଖୁବ ସୁନ୍ଦର ଆଖି ରେ ପାଣି ଆସିଗଲା ସେ ଦିନ ଆଉ କେବେବି ଫେରିବ ନାହିଁ ଧନ୍ୟବାଦ 🙏🙏🙏🙏🙏🙏
ସୁନ୍ଦର ରଚନା ଓ ସୁମଧୁର ସ୍ଵର । ଉଭୟ ଲେଖକ ଓ ଗାୟିକାଙ୍କୁ ଅଭିନନ୍ଦନ।
Bahut sundar gita composition and
Singing .
ଅତି ସୁନ୍ଦରଚନା ସୁଣିଲେ ବହୁତ ଦୁଖଲାଗୁଛି
Super se vi upare ❤️👌
ସୁନ୍ଦର ରଚନା ସହ ଗାୟକୀ ଓ ଏଡିଟିଂ ର ସମିଶ୍ରଣ ରେ ଆକର୍ଷଣୀୟ ହୋଇଛି..ପୁରୁଣା ଦିନର ସ୍ମୃତି ଜୀବନ୍ତ..🎉
ଅତି ଉଚ୍ଚକୋଟୀର କଣ୍ଠସ୍ୱର । ଗୀତର ଲେଖା ଏବଂ ପ୍ରତିପଦର ମିଳନ ପ୍ରଶଂସନୀୟ । ସଂଗୀତ ପରିବେଷଣ ଦଳକୁ ଅଶେଷ ଧନ୍ୟବାଦ୍ ।🎉🎉🎉
ଜୟ ଜୟ ଶ୍ରୀ ରାମ ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ 🙏🙏🙏
ବହୁତ ସୁଦର ପୁରୁଣାକାଳିଆ କଥା କୁ ଗୀତରେ ବହୁତ ସୁଦର ଧନ୍ଯବାଦ
ମୋର ପୁରୁଣା କଥାକୁ ମନେ ପଡେ
Ati sundar prastuti memory
Bahut bhala
Bah bahut sundar Gita
Excellent.Really heart touching.
Ati sundar
Bahuta sundara bhabare past ku describe karithibaru, bahut bahut dhanyabad.
Old is gold.such a heart touching song.Refresh childhood memory.Growing old is mandatory; growing up is optional”. ...
“Happiness was different in childhood. ...
Bahut badhia geet
Outstanding 😊😊... Heart touching.. Its lyric, rythmn, tune and tone matches excellently... Remembering the glorious moment of the past childhood taking back somewhat 50 years back and above..👌👌
ହଜି ଯାଇଥିବା ପୁରୁଣା ସ୍ମୃତିକୁ ନେଇ ସୁନ୍ଦର ରଚନା କରିଛନ୍ତି ।ଚମତ୍କାର ଗାୟନ ଶୈଳୀ ।ଶିଶୁ ମନଲାଖି କବିତା । ଅଶେଷ ଅଶେଷ ଧନ୍ୟବାଦ କବି ଏବଂ ଗାୟିକା ମହାଶୟାଙ୍କୁ।
Good one
ଅତି ସୁନ୍ଦର ଓ ଭାବଗର୍ଭକ ରଚନା। 👌👌👌
ଶବ୍ଦ ସଂଯୋଜନା ଅତ୍ୟନ୍ତ ସାବଲୀଳ, କଣ୍ଠ ସ୍ୱର ଲଳିତ୍ୟ ପୂର୍ଣ୍ଣ, ସଂଗୀତ ଭାବଗର୍ଭକ, ସର୍ବୋପରି ଗୀତଟି ଆମକୁ 40 ବର୍ଷ ତଳକୁ ନେଇଯାଉଛି, ସତରେ କି ସୁନ୍ଦର ଥିଲା ସେହି ତଳ ଦିନର ଚାଲି ଚଳଣି, ପରମ୍ପରା, ସ୍ନେହ-ସମ୍ପର୍କ ❤
Soudamini pradhan❤
Ati sundara
Hmm,sata angyana
Hare maghia kian Bala ku michha comment deuchhu... Ati bhadragehi dekhein hani... Bedhachhua
8@@SoudaminiPradhan-qx6hg
Ati nichaka gan ra chitra khub sundar heichi ajikali e drusya dekhibaku miluni dhanyabad lekhaka o gayika nku
Congrats to both the writer and to the singer❤
What a beautiful song ?
ବାଃ ବହୁତ ସୁନ୍ଦର ଭାବ ଭାଷା ବର୍ଣ୍ଣନା ସ୍ୱର ଅତି ଚମତ୍କାର
Ati sundar kabita
Excellent and simple lirics with a sweet tone .
🎉🎉🎉
Supre
Excellent script and tone 🎉
Badhia gita 0:24
ବହୁତ ସୁନ୍ଦର ପୁରୁଣା ଗୀତ ❤❤❤❤❤
Ati sundar gita
Bahut sundar kabita
Bahut sundar
Best concept and song
Sundar song
ବହୁତ ସୁନ୍ଦର..ପିଲାବେଳ କଥା ମନେ ପଡୁଛି..ଧନ୍ୟବାଦ
Very nice lyrics and reciting this poem . Really heart touching .
Ati sundar song
ଖୁବ ସୁନ୍ଦର ଉପସ୍ଥାପନା 🙏
Superb
Puratan katha ati sundar.
Ati sundar piladina katha.
Badhiya
Supar
ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଅନେକ ଧନ୍ୟବାଦ ।
Super song
Very beautiful song 🎉🎉🎉
Fantastic .
Lekhak or gayak ubhay mast Jay sri ram
Excellent song
Excellent
ପୁରୁଣା ସ୍ମୃତି କୁ ଅତି ସୁନ୍ଦର ଭାବେ କବିତା ମାଧ୍ୟମ ରେ ଉପସ୍ଥାପନା କରିଛନ୍ତି। ବାସ୍ତବ ରେ ହୃଦୟସ୍ପର୍ଶୀ 👌👌
Sundar bhabana o kantha
Super
So quite the lyrics and nice song congratulations Niladri bhai
Super concept
sata katha nice vedio❤❤❤
Good song
Bahut bala
Thanks
🎉🎉🎉
nice song
Bahut sundar Aliva❤
Thanks to Aliva Madam for the presentation of the real image of the past 50 years.
Top song
So very nice didi ❤❤
verynice@sweetvoice
Best of song
Wao ! Super song . 1:03
Super duper
Very.beutyful.and.madhhurkanthha
Se dina sabu hajigalani.aati sundar sabda sajojana.
Best song
ଜୟ ଗୁରୁ 🙏🏻ଧନ୍ଯବାଦ💗
ସୁନ୍ଦର ଗୀତ
Very nice song thank u mam
❤❤❤
Good
Very interesting ❤
Excellent and superb
ଭଲ ଗିତଟିଏ।
Bast
Very nice 🎉🎉🎉
❤❤ miss you.piladinmaa
Badhia Gita
Nice one.very good
Manepade 🙏 purunadina 💞🙏🌼
Bahut sundar ❤
ସୁନ୍ଦର
ସୁପେର song
Excellent script .
Beautiful song
Khuna hrudaya sparsi gita❤❤❤
🎉🎉🎉
Very good song
Sundar
Old memories seems again
ବହୁତ ସୁନ୍ଦର ।