କୁନି ନମିତା ଏମିତି ଗାଇଲେ , ସମସ୍ତେ ଗୀତ ଶୁଣି କାନ୍ଦିଲେ !! Soumyashree | Mun Bi Namita Agrawal Hebi |

แชร์
ฝัง
  • เผยแพร่เมื่อ 4 ต.ค. 2024
  • Click the link below to watch the original song of Namita Agrawal
    • Pathara Tale Kanduchi ...
    Song: Pathara Tale Kanduchi - Album: Jay Maa Mangala - Music Label: Sidharth Music - Lyrics: Basantaraj Samal - Music Director: Prem Anand
    Singer: Namita Agrawal
    ------------------------------------------------------------------------------------------------------------------
    Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
    TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
    SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
    Sidharrth TV Network ର ୩ଟି ଚ୍ୟାନେଲ୍ “Sidharrth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    -----------------------------------------------------------------------------------------
    Subscribe us on TH-cam to watch clippings & promos of our All Television Channels :
    👉 SidharthTV: / sidharthtv
    👉 Sidharth Bhakti : / sidharthbhakti
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook : / sidharthtvofficial
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    -----------------------------------------------------------------
    #SidharthTV #MunBiNamitaAgrawalHebi#SidharthBhakti #SidharthGold #SidharrthTV#SidharthMusic #NamitaAgrawal #SitaramAgrawal

ความคิดเห็น • 2.6K

  • @sunilbarik3155
    @sunilbarik3155 3 ปีที่แล้ว +618

    ସତରେ ମା ସୋରସ୍ୱତୀ ବିଜେ କରି ଛନ୍ତି 🙏🙏🙏🙏
    ମୁଁ ବହୁତ ଗର୍ଭତ

  • @prakashsethi8383
    @prakashsethi8383 3 ปีที่แล้ว +171

    ହୃଦୟ ଛୁଇଁ ଗଲା ଅତି ସୁନ୍ଦର ଭଗବାନ ତମର ଚଲାପଥ କୁ ମଙ୍ଗଳମୟ କରନ୍ତୁ
    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🌹♥️♥️🌹♥️

  • @srikantvlogs9742
    @srikantvlogs9742 2 ปีที่แล้ว +49

    ଗୀତ ଶୁଣି କାନ୍ଦ ମାଡୁଛୁ ସତରେ 🙏👌👌👌ବହୁତ ସୁନ୍ଦର କଣ୍ଠ ଜୟ ସଦ୍ଗୁରୁ 🙏🙏🙏🙏

  • @sugyaniodialifestyle2444
    @sugyaniodialifestyle2444 2 ปีที่แล้ว +172

    ଯେତେ ଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି So sweet voice 👌ସତରେ ମୋତେ କନ୍ଦେଇ ଦେଲୁ God bless you mama🙏

  • @chakradharpatra3361
    @chakradharpatra3361 2 ปีที่แล้ว +39

    ବହୁତ ସୁନ୍ଦର କଣ୍ଠ ଯେତେ ଶୁଣିଲେବି ମନ କହୁଚି ବାର ବାର ଶୁଣିବାକୁ ।

  • @ghanasyamdas2810
    @ghanasyamdas2810 ปีที่แล้ว +32

    ଅତିସୁନ୍ଦର Voice,ଜେତେସୁଣିଲେବି ମନକହୁଛି ଆହୁରି ସୁଣିବାକୁ God bless you Mama

  • @amitbarik1456
    @amitbarik1456 3 ปีที่แล้ว +70

    ଅତି ସୁନ୍ଦର ଭାବରେ ଗାଇଲୁ.... 🙏 🙏 🙏 💐💐💐 ପ୍ରଭୁ ଜଗନ୍ନାଥ ତ ଉପରେ ଏପରି କୃପା ଦୃଷ୍ଟି ରଖିଥାନ୍ତୁ.... 🙏 🙏 ଜୟ ଜଗନ୍ନାଥ 🙏 🙌 🙌 🙌 🙌

  • @chandanmaharana3590
    @chandanmaharana3590 3 ปีที่แล้ว +151

    ଏତେ ଛୋଟ ବୟସରେ ଏତେ ସୁନ୍ଦର ଗିତ ଗାଇବା ଏହା ଏକ, ଔଲକିକ କଥା। ଅତ୍ଯନ୍ତ ସୁନ୍ଦର, ଭଗବାନ ତୁମକୁ ଆହୁରି ଆର୍ଶୀବାଦ କରନ୍ତୁ। ଜୟ ମା 🙏ତାରିଣୀ

  • @ghanasyamdas2810
    @ghanasyamdas2810 ปีที่แล้ว +10

    ଅତିସୁନ୍ଦର କଣ୍ଠସ୍ୱର ଯେତେ ସୁଣିଲେବି ମନ ବୁଝେନା God bless you kuni namita

  • @ashokkumarsahoo7707
    @ashokkumarsahoo7707 2 ปีที่แล้ว +61

    ସମସ୍ତଙ୍କ ଆଖିରୁ ଅଶ୍ରୁ ବୁହାଇଦେଲ ସୋମ୍ୟାଶ୍ରୀ ମା'। ମା' ଶାରଳାଙ୍କ କରୁଣା ସଦା ତୁମ ଉପରେ ରହୁ ।👌👍👍

  • @ghanasyamdas2810
    @ghanasyamdas2810 ปีที่แล้ว +6

    ସତରେ ତୁମ କଣ୍ଠ ସ୍ୱର ବହୁତ ସୁନ୍ଦର ଭଗବାନ ତୁମର ମଙ୍ଗଳ କରନ୍ତୁ ଏମିତି ଗାଇଚାଲGod bless you

  • @sushamafancystore1257
    @sushamafancystore1257 3 ปีที่แล้ว +22

    ଏମିତି ସୁନ୍ଦର ଗାଉଥା
    ଲୋ ମା' । ତାରିଣୀ ହୋଇ ବେସାହା ।👌❤️❤️

  • @dhaneswarmallik8150
    @dhaneswarmallik8150 2 ปีที่แล้ว +95

    ମା ସରସ୍ବତୀ ଅଛନ୍ତି ତୁମ‌ କଣ୍ଠରେ MAA Namita MAA 🙏🌺🙏

    • @subratmahanty1254
      @subratmahanty1254 11 หลายเดือนก่อน

      😂😂😂😂😂

    • @SrinuBehera-y1d
      @SrinuBehera-y1d หลายเดือนก่อน

      Nice song
      😊
      ​@@subratmahanty1254

  • @gitanjalitripathy5389
    @gitanjalitripathy5389 3 ปีที่แล้ว +65

    ଆଖି ରୁ ଲୁହ ଘରିଗଲାରେ ମା, ବହୁତ ସୁନ୍ଦର ଗୀତ ହୃଦୟ କୁ ଛୁଇଁଲା

  • @pitambargupta4711
    @pitambargupta4711 2 ปีที่แล้ว +15

    धन्यवाद! सिद्धार्थ टी वी, इस प्रकार का शो आयोजन के लिए, सौम्याश्री ने इस गीत से इस कार्यक्रम के उद्देश्य को पूरा कर दिया।

  • @rajanmunda526
    @rajanmunda526 2 ปีที่แล้ว +26

    ଯିଏ ଦିନେ ହାତରେ ଲେଖା ଦେଖି ଗାଉଥିଲା
    ଆଉ ଆଜି ତାକୁ ଦେଖି ସମସ୍ତେ ଗାଉଛନ୍ତି ,,,,,,ସତରେ ଚମତ୍କାର

  • @PKSMusicPrakashOdia
    @PKSMusicPrakashOdia 3 ปีที่แล้ว +13

    ଏ ଝିଅ କୁ ନମିତା ଅଗ୍ରୱାଲ କରାଯାଉ, ସୁନ୍ଦର କଣ୍ଠ, ବହୁତ ଆଗକୁ ଯିବ ଏ ♥️♥️♥️♥️♥️♥️♥️

  • @AjayDas-lh1cm
    @AjayDas-lh1cm 3 ปีที่แล้ว +19

    ମାମାରେ ତୁମେ ସୁନ୍ଦର ଭାବରେ ଗାଇଲ ଧନ୍ୟବାଦ ପ୍ରଭୁ ଜୟ ଶ୍ରୀଜଗନ୍ନାଥ ତୁମରି ସୋର
    ଗଙ୍ଗା ପରି ପବିତ୍ର।।... ପ୍ରଭୁ ଜଗତର ନାଥ
    ଜୟ ଶ୍ରୀଜଗନ୍ନାଥ ପ୍ରେମ ଥାଉ 🦚⭕‼⭕🙏

  • @dasarathirout7817
    @dasarathirout7817 ปีที่แล้ว +8

    ମା ସରସ୍ବତୀ କଣ୍ଠରେ ସମସ୍ତ ସ୍ୱର ଢ଼ାଳି ଦେଇଛନ୍ତି। କି ମଧୁରସୁର ବା ଖୁବ୍ ସୁନ୍ଦର ଗୀତ ମା ପରିବେଷଣ କରିଛ। ଜୟ ଜଗନ୍ନାଥ ସବୁ ଅନୁଦାନ।

  • @bikashcreation6574
    @bikashcreation6574 ปีที่แล้ว +8

    କି କଣ୍ଠ ହେ ଜଗନ୍ନାଥ କୁନି ଝିଅର ଡାକ ଥରେ ସୁଣ
    ସତରେ ମୋ ଆଖିରେ ଲୁହ ଆସିଗଲା ଏ ଗୀତ ଟି ସୁଣିବା ପରେ
    ବହୁତ ସୁନ୍ଦର କଣ୍ଠ
    🙏🙏ଜୟ ଜଗନ୍ନାଥ 🙏🙏

  • @waytodevotion4801
    @waytodevotion4801 2 ปีที่แล้ว +9

    ବାରମ୍ବାର ପ୍ରଣାମ ଏମିତି ସଙ୍ଗୀତ କଳା କୁ ସେବି ଏତେ ଛୋଟ ବୟସ ରୁ 🙏🙏🙏❤️❤️

  • @susamapadhi4446
    @susamapadhi4446 3 ปีที่แล้ว +198

    ସୌମ୍ୟା ଶ୍ରୀ ତୁମ୍ଭର କଣ୍ଠ ସୂର ବହୁତ ସୁନ୍ଦର ବହୁତ ବଢିଆ ମୁ କାନ୍ଦି କାନ୍ଦି ତୁମ୍ଭର ଗୀତ ଶୁଣିଲି ଭଗବାନ ତୁମ୍ଭର ମଙ୍ଗଳ କରନ୍ତୁ 💖 💕 💖

    • @sridharpradhan4983
      @sridharpradhan4983 2 ปีที่แล้ว +3

      ବହୁତ ସୁନ୍ଦର ମା

    • @subhammallick9116
      @subhammallick9116 2 ปีที่แล้ว

      v4 b2352b2242bŕ

    • @sumantpanda4085
      @sumantpanda4085 2 ปีที่แล้ว +2

      Mora b same condition

    • @PrakashKumar-ml2px
      @PrakashKumar-ml2px ปีที่แล้ว +1

      ସତରେ ଭଉଣୀ ଯେବେ ଠୁ ଏ ଗୀତ ଶୁଣୁ ଛି ସବୁ ବେଳେ କାନ୍ଦୁ ଛି 🙏🏻🙏🏻🙏🏻 ଜୟ ଜଗନ୍ନାଥ

    • @rameshmohalik4002
      @rameshmohalik4002 ปีที่แล้ว

      @@sridharpradhan4983 7

  • @srinibasmohanty8358
    @srinibasmohanty8358 2 ปีที่แล้ว +91

    ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି।।👌👌

  • @amiyakumarparida4272
    @amiyakumarparida4272 3 ปีที่แล้ว +31

    ବହୁତ ସୁନ୍ଦର ଗାଇଛନ୍ତି ଆମର କୁନି ଝିଅ । ଭଗବାନ ଝିଅ ର ମଗଂଳ କରନ୍ତୁ

  • @collagelifestyleofficial8763
    @collagelifestyleofficial8763 ปีที่แล้ว +6

    ସୋମ୍ୟାଶ୍ରୀ ର ସୁନ୍ଦର ଗୀତ ରେ ଆମେ ଓଡିଶା ବାସୀ ହଜିଯାଇଛୁ.. ଏପରି ଜଣେ କଣ୍ଠଶିଳ୍ପୀ କୁ ଆମେ ଦେଖି ଆମ ଆଖିରୁ ନିଦ ହଜିଯାଇଛି 👍👍

  • @babubehera325
    @babubehera325 11 หลายเดือนก่อน +4

    😭😭😭😭ସୁନ୍ଦର ସୁନ୍ଦର ସୁନ୍ଦର ଅତି ସୁନ୍ଦର 😭😭ଆଖିରୁ ଆପେ ଆପେ ଲୁହ ପଳେଇ ଆସୁଚି ଏ ଗୀତ ଶୁଣିଲା ବେଳେ 🙏🙏ଜୟ ମା ମଙ୍ଗଳା 🚩🚩

  • @saroj4u2
    @saroj4u2 3 ปีที่แล้ว +28

    Really She is the champion ! God bless you beta 👏👏👏🙌🙌🙌✌🏽🥇

    • @chitaranjanpradhan4359
      @chitaranjanpradhan4359 3 ปีที่แล้ว

      kiya batte wanderfullsinger

    • @BS0824
      @BS0824 3 ปีที่แล้ว

      th-cam.com/video/4tUmvnAf4wE/w-d-xo.html

  • @bijaypanda
    @bijaypanda 3 ปีที่แล้ว +5

    Really ହାର୍ଟ touch my ହାର୍ଟ ଏମିତି ସୁନ୍ଦର ଗୀତ ଗାଅ ଶହେ ସଲାମ sister

  • @chitaranjanjena9401
    @chitaranjanjena9401 3 ปีที่แล้ว +10

    ସୁନ୍ଦର ଶୃର ର ଝଲକ୍
    ବାପା ମାଆ କ଼଼ଂ ଗେହ୍ଲାକ୍

  • @rajkumarguin5561
    @rajkumarguin5561 ปีที่แล้ว +6

    ସତ କହୁଛି ବହୁତ ସୁନ୍ଦର ଗାଉଛନ୍ତି କୁନି ନମିତା ମାଆ ସାରଳା ଦୟା କରନ୍ତୁ ତାଙ୍କର ଚଲା ପଥ କୁସୁମିତ ହେଉ

  • @kulamanimaharana8810
    @kulamanimaharana8810 2 ปีที่แล้ว +8

    ଜୟ ଜଗନ୍ନାଥ
    ଏତେ ଛୋଟ ପିଲାର ବହୁତ ସୁନ୍ଦର କଣ୍ଠ ।

  • @ranjankabi3456
    @ranjankabi3456 3 ปีที่แล้ว +37

    ଏତେ ସୁନ୍ଦର ସ୍ୱର ହୃଦୟ କୁ ପୁରା ଛୁଇଁଗଲା😢😢 ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ

  • @pinkuchinara9886
    @pinkuchinara9886 2 ปีที่แล้ว +4

    🌷🌾🌿🌸💐🍂🍀🌹କୋକିଳ କଣ୍ଠରେ ଗୀତର ମଲ୍ଲlର ସଫଳତା ଉଦେଶ୍ୟ ରେ ଶୁଭେଚ୍ଛା ରେ କରୁଛି ମଙ୍ଗଳ କାମନା ମା ଙ୍କ ମନ୍ଦିର ରେ 🌷🌾🌸🌿💐🍂🌹🌻

  • @jenajena9164
    @jenajena9164 2 ปีที่แล้ว +31

    vote for her pls, very nice singing. I am listening more than 10 times.excellent tune

  • @abhayamuduli354
    @abhayamuduli354 2 ปีที่แล้ว +32

    Soumyashree possesses extraordinary talent. God bless u beta.

  • @subhasmitakanhar9569
    @subhasmitakanhar9569 2 ปีที่แล้ว +4

    Jete sunile b mana bharuni... Age ku dekhile ohh... I am speechless wow ...excellent singing. A pilanku a opportunity deithibaru Namita mam au Sitaram sir nku hrudayaru dhanyavad

  • @jyotsnaraun1760
    @jyotsnaraun1760 3 ปีที่แล้ว +13

    ହ୍ରଦୟସ୍ପର୍ଶୀ। ଗୀତରେ ଭରି ରହିଛି ବାସ୍ତବତା

  • @gitanjalitripathy5389
    @gitanjalitripathy5389 2 ปีที่แล้ว +8

    ବହୁତ ସୁନ୍ଦର ଗାଇକି, ଭଗବାନ ମଙ୍ଗଳ କରନ୍ତୁ

  • @nirodpradhan5386
    @nirodpradhan5386 3 ปีที่แล้ว +47

    ଏ ଗୀତ ଶୁଣି ମୁଁ ମୋ ଆଖିର ଲୁହ କୁ ରୋକି ପାରିଲିନି। ସତରେ ମୁଁ ସ୍ପେଶାଲ୍ଲୀ ନମିତା ମାଡ଼ମଙ୍କୁ ଏବଂ ଗୀତିକାରଙ୍କୁ ବହୁତ ଧନ୍ୟବାଦ।
    ଏବଂ ଷୋମୟଶ୍ରୀ ବହୁତ ସୁନ୍ଦର ଗାଇଲେ.....

  • @kundanpatra5496
    @kundanpatra5496 2 ปีที่แล้ว +6

    Wah ସୌମ୍ୟାଶ୍ରୀ ବହୁତ ହିଁ ସୁନ୍ଦର ଗାଇଲେ

  • @prasantanayak1867
    @prasantanayak1867 ปีที่แล้ว +5

    beautiful voice beta🥰🥰🥰🥰❤️❤️❤️❤️❤️💕💕💕💕👍👍👍👍👍👍

  • @swarnalatamishra1749
    @swarnalatamishra1749 2 ปีที่แล้ว +48

    I am highly impressed ...In fact ,she is the next namita agrawal, I burst into tears as I listened to it

  • @chandandas3469
    @chandandas3469 3 ปีที่แล้ว +18

    Maa saraswati bijay man heichanti tuma kanthare no wards excellent supeeeeerb fantastic singing 👌👌👌👌❤️ so sweet beta 💐

  • @chaguljena2914
    @chaguljena2914 3 ปีที่แล้ว +19

    ଅତ୍ୟନ୍ତ ମଧୁର ସ୍ଵର । ଭବିଷ୍ୟତରେ ଜଣେ ଉଚ୍ଚ କୋଟୀର କଣ୍ଠଶିଳ୍ପୀ ହେବ 👍👍👍

  • @amarsamal4871
    @amarsamal4871 2 ปีที่แล้ว +7

    What a voice.. can't believe.. I am your biggest fan for this song...God bless you beta

  • @sureshkar7036
    @sureshkar7036 2 ปีที่แล้ว +4

    Soumyashree tuma gita suniba pare akhiru luha asijauchhi Dhanya sei maa jiye tote janma deichhi. God bless you mama.

  • @basantasahoo425
    @basantasahoo425 3 ปีที่แล้ว +42

    ଧନ୍ୟବାଦ ସିର୍ଦ୍ଧାର୍ଥ ଟିଭି

  • @barsabarik9117
    @barsabarik9117 2 ปีที่แล้ว +7

    Satare e gita ku jte thara sunile b mana varuni kete sundr gauchha mama ... God always bless u mama ❤️👍

  • @ranjitpatra5969
    @ranjitpatra5969 3 ปีที่แล้ว +50

    ସତରେ ଏ ଗୀତ ଶୁଣି ମୁଁ ବି କାନ୍ଦି ପକାଇଲି, Really outstanding singing.. 👍👍

    • @sureshkumarmeher9833
      @sureshkumarmeher9833 3 ปีที่แล้ว

      Satare mo aakhi re bi luha aasigala bhai ,ehi gita gaibata singer upare bahaduri , ehi gita somyashree chhada aau jie gaithile madhya seti ki bhala lagi na thanta.

    • @pramilakar4983
      @pramilakar4983 2 ปีที่แล้ว

      @@sureshkumarmeher9833 ବାସ୍ତବିକ ଅତ୍ୟନ୍ତ ମର୍ମସ୍ପର୍ଶୀ।

  • @bijaykumarsamal6712
    @bijaykumarsamal6712 2 ปีที่แล้ว +5

    Really Superb...
    God bless you mama...
    Love you always....

  • @gokulanandamishra3673
    @gokulanandamishra3673 2 ปีที่แล้ว +4

    ଅତି ସୁନ୍ଦର ଖାଇଛି ଭଗବାନ ତାର ଉତ୍ତରୋତ୍ତର ଉନ୍ନତି କରାନ୍ତୁ

  • @sureshkumarsuresh5732
    @sureshkumarsuresh5732 3 ปีที่แล้ว +17

    ଏତେ ସୁନ୍ଦର କଣ୍ଠ ଟି ଏ ଦେଇଛନ୍ତି ମା ତୁମକୁ ଭଗବାନ ମଙ୍ଗଳ କରନ୍ତୁ ତୁମକୁ

  • @niranjanpanda8574
    @niranjanpanda8574 3 ปีที่แล้ว +28

    God bless you Soumyashree. Keep it up. You will be great singer. Thanks to Namita madam for this type of programme.

  • @akshay_73
    @akshay_73 3 ปีที่แล้ว +41

    One of the best and wining performance by cutie Soumyashree...I pray success in her life.

  • @faujipapajivolgs821
    @faujipapajivolgs821 ปีที่แล้ว +4

    Nice voice jai hind Jai bharat vandey Mataram

  • @rashmiranjandas.6305
    @rashmiranjandas.6305 2 ปีที่แล้ว +11

    ଜେତେ ଶୁଣିଲେ ବି ନୂଆ ଲାଗୁଛି।

  • @amarendrabehera1302
    @amarendrabehera1302 3 ปีที่แล้ว +12

    ବହୁତସୁନ୍ଦର ବହୁତସୁନ୍ଦର ବହୁତସୁନ୍ଦର ଗାଇଲ କୁନି ନମିତା

  • @narendrasahoo4622
    @narendrasahoo4622 3 ปีที่แล้ว +12

    ଚମତ୍କାର ବହୁତ ସୁନ୍ଦର କଣ୍ଠଶିଳ୍ପୀ

  • @JayHanuman143.
    @JayHanuman143. 3 ปีที่แล้ว +46

    ଭାଗବାନ ଙ୍କ ଆଶୀର୍ବାଦ ଏହି ସ୍ଵର
    ବହୁତ ଭଲ ଗାଇଲ ଭଉଣୀ

  • @sanjitanayak445
    @sanjitanayak445 2 ปีที่แล้ว +4

    Satare mu bahut khusi tuma kantharu ai gita suni bahut sundar kuni jhia🙏👌

  • @padmanabhapanigrahi3559
    @padmanabhapanigrahi3559 2 ปีที่แล้ว +15

    Saumya beta! the whole odisha loves you for your sweet voice. God bless you.

  • @shaktiprasadsarangi6516
    @shaktiprasadsarangi6516 3 ปีที่แล้ว +44

    What a performance!!!.... God bless you Soumyashree ❤❤❤

  • @ashokparida9152
    @ashokparida9152 3 ปีที่แล้ว +85

    Really heart touching song and singing..... God bless to her....jay Jagannath..

    • @soumyranjansahoo4894
      @soumyranjansahoo4894 3 ปีที่แล้ว +2

      Love u beta gd bless u soumyasree tame hi namita mam haba🙏🙏🙏🙏🙏

    • @SB-zu1nl
      @SB-zu1nl 3 ปีที่แล้ว +1

      @@soumyranjansahoo4894 o09ppppp00

    • @karunakarpahadasingh1106
      @karunakarpahadasingh1106 3 ปีที่แล้ว

      Actually it is heart tuching song sang by kuni namita.

    • @bichitranandapradhan416
      @bichitranandapradhan416 3 ปีที่แล้ว +1

      @@SB-zu1nl ..............

    • @BS0824
      @BS0824 3 ปีที่แล้ว

      th-cam.com/video/4tUmvnAf4wE/w-d-xo.html

  • @hrudanandsharma757
    @hrudanandsharma757 3 ปีที่แล้ว +12

    God bless you
    God gifted voice
    Wish for a bright future
    Really ହୃଦୟ କୁ ଛୁଇଁଗଲା

  • @astrologerchandanpanda3607
    @astrologerchandanpanda3607 ปีที่แล้ว +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏।
    ଶୁଭ ସକାଳ ଓଡ଼ିଶା।

  • @sureshsahoo6812
    @sureshsahoo6812 2 ปีที่แล้ว +4

    Excellent performance , God bless you 👍👍👍❤️❤️❤️❤️

  • @satyabratasahoo-3487
    @satyabratasahoo-3487 3 ปีที่แล้ว +28

    So sweet voice....
    Thank you so much Sita sir and Namita mam and very thankful to Sidharth tv for uploading this video.....
    Again thank you so much..

  • @brundabanajena5094
    @brundabanajena5094 3 ปีที่แล้ว +33

    ସତରେ ଗୀତ ଶୁଣିଲେ ମନ ଭରି ହେଉନି ବହୁତ ଭଲ ଲାଗୁଚି ମୁଁ ତ କାନ୍ଦି ପକାଇଲି ମୁଁ କହିଭି ଯଦି ନମିତା ଅର୍ଗବଳ କରିବା ପାଇଁ ଯୁଗ୍ୟ ଏହି ଛୋଟ ଝିଅ ଟା ମୋ କୁନି ଭଉଣୀ ନମିତା ଅଗ୍ର ବଲ

  • @gayatreedash1316
    @gayatreedash1316 3 ปีที่แล้ว +20

    Mesmerizing voice.... excellent performance ❤️god bless you ❤️ little princess soumyashree...

  • @dillipkumarpatra8471
    @dillipkumarpatra8471 2 ปีที่แล้ว +5

    Really fantastic God bless you I like it 💖

  • @debarajmohapatra781
    @debarajmohapatra781 2 ปีที่แล้ว +6

    really Souma beti your voice is tremendous. I don't have words to praise. your voice gives immense pleasure to me.

  • @manojgumansingh7140
    @manojgumansingh7140 3 ปีที่แล้ว +8

    ଦରଦ ଭରା କଣ୍ଠ। ମା' ସୌମ୍ଯାଶ୍ରୀ ତୁମର ଭବିଷ୍ୟତ ଉଜ୍ଜ୍ଵଳମୟ । ସାଧନା ଜାରି ରଖ।

  • @thirdeye9492
    @thirdeye9492 3 ปีที่แล้ว +21

    Simply Created a Cyclone.Dumbfounded.
    Be Blessed Beta ❤❤

  • @saroj4u2
    @saroj4u2 3 ปีที่แล้ว +25

    Thanks to Sidharth Tv & all the judges for this beautiful programme ✌🏽👏👏👏

  • @Dipeshmajhi9338
    @Dipeshmajhi9338 2 ปีที่แล้ว +4

    Soumyashree ra. Kantha bahut bhala lagila

  • @sadhusethi4045
    @sadhusethi4045 ปีที่แล้ว +5

    You have a magical tone

  • @rabinayak440
    @rabinayak440 3 ปีที่แล้ว +43

    I have listened this song many time today itself. I listened this song sung by Mam Namita Agrawal also today itself. I think Soumyashree sung better than Mam Agrawal. Of course Mam is great in this line. But Singing by Soumyashree is very much praiseworthy. She will do her more in her life. Maa Saraswati blessing is there with her and as per Manmath sir she is God gifted.

    • @BS0824
      @BS0824 3 ปีที่แล้ว

      th-cam.com/video/4tUmvnAf4wE/w-d-xo.html

  • @pabitraentertainment1982
    @pabitraentertainment1982 2 ปีที่แล้ว +6

    ଏ ଗୀତ ହୃଦୟ କୁ ଛୁଇଁଗଲା।

  • @niranjanjena9723
    @niranjanjena9723 3 ปีที่แล้ว +8

    Such a difficult song Sang very beautiful.what a talented singer Soumyashree.God bless you beta.keep continue.

  • @bijaymishra6797
    @bijaymishra6797 ปีที่แล้ว +1

    Beautiful voice very Very nice thanks from RUKMINI PRODUCTION jai jagannath jai 🙏 ma 🙏

  • @saratkumarsahoo7740
    @saratkumarsahoo7740 2 ปีที่แล้ว +1

    Mo kuni ra kantha swar bahut. Maa saraswatee blessed her all success peace and happiness

  • @amitbehera3045
    @amitbehera3045 3 ปีที่แล้ว +22

    Fantastic
    Mind blowing performance
    And beautiful voice

  • @madhab0506
    @madhab0506 3 ปีที่แล้ว +8

    Love u our dear little sister..
    So sweet voice
    Stay blessed
    All the best👍💯...

  • @adityamoharana869
    @adityamoharana869 3 ปีที่แล้ว +24

    Best singing 👌... Special thanks to her Guru ji for selecting such a song... Appropriate voice to appropriate song

  • @cookwithsmruti2377
    @cookwithsmruti2377 2 ปีที่แล้ว +20

    Fan..of her voice... She sang with .Full.of emotion ..❤

  • @chandanswain9440
    @chandanswain9440 2 ปีที่แล้ว +2

    ଏହି ସୁନ୍ଦର ମା ଙ୍କ ଗୀତ ତୁମ କଣ୍ଟ ରେ ଯେତେ ଶୁଣିଲେ ବି ଆଉ ଥରେ ଶୁଣିବା ପାଇଁ ଇଚ୍ଛା ହଉଚି

  • @sunil_edits6092
    @sunil_edits6092 3 ปีที่แล้ว +8

    Sumyashree hauchanti mo village ru❤️

  • @RKROUT-fj6pr
    @RKROUT-fj6pr 3 ปีที่แล้ว +19

    ସୋମ୍ୟାଶ୍ରୀ ଆମର ବହୁତ୍ ଭଲ ଗୀତ ଗାଏ, 🙂
    ମୁଁ ଭାବୁଚି କଳାର ଦେବୀ ମାଁ ଶାରଳା ବୋଧେ ତା କଣ୍ଠରେ ବସି ପଡ଼ିଛନ୍ତି...🙏

  • @barshapradhan8572
    @barshapradhan8572 3 ปีที่แล้ว +24

    Fantastic, mind-blowing God bless you sister...

  • @hemanta8749
    @hemanta8749 ปีที่แล้ว +2

    Hartly song God bless you soumyashree (kuni namita)

  • @manasmartha5191
    @manasmartha5191 2 ปีที่แล้ว +1

    Really Mu jete bele Gita Tiku sunili Somya shree nka kantha ru mo akhiru luha jhari jaee thila 😭😭😭❤️❤️❤️❤️❤️❤️❤️

  • @subhalaxmilenka4702
    @subhalaxmilenka4702 3 ปีที่แล้ว +12

    ବହୁତ ସୁନ୍ଦର ଗୀତ ମୋ ପାଁଇ 🙏🏻🙏🏻😭😭

  • @DeepakKumar-wv9kv
    @DeepakKumar-wv9kv 3 ปีที่แล้ว +4

    So cute so sweet very beautiful really 👍 most pura stage re chand chand lagei dela Wah wah 👏👏👏👏👏

  • @PKSMusicPrakashOdia
    @PKSMusicPrakashOdia 3 ปีที่แล้ว +13

    ସୁନ୍ଦର କଣ୍ଠ, best singer♥️♥️♥️♥️♥️♥️♥️♥️♥️♥️

  • @hemantasandihibigraha3807
    @hemantasandihibigraha3807 2 ปีที่แล้ว +1

    Babut sundar amo balasore pai bahut garbito somyshree song really good bless you somyshree

  • @ritusahoo9454
    @ritusahoo9454 2 ปีที่แล้ว +8

    ବହୁତ ସୁନ୍ଦର ଯେତେ ଶୁଣିଲେ ସେତେ ଇଛା ହୋଉଛି ଶୁଣିବାକୁ 👍

  • @chitrasenpangi8421
    @chitrasenpangi8421 3 ปีที่แล้ว +5

    Bahut badiya singing kalu mama 😍😍😍😍😘😘😘❤❤❤❤

  • @narennaik7838
    @narennaik7838 3 ปีที่แล้ว +19

    Absolutely you are the kuni Namita. So control over the voice. It is only possible, if one can mastered over sur,loy,tal,and theorab. You are blessed by Goddess Saraswati. Keep it up and continue ur riyaj. Your future is bright beta.

  • @pappyscookingentertainment7917
    @pappyscookingentertainment7917 3 ปีที่แล้ว +4

    Jay Jagannatha 🙏,, bahut bholo gaaucho soumyashree ,, sabutharu best gaaucho,, bhagaban tumoku bahut aagoku niontu,, future re bada singer huo,, God bless you.

    • @BS0824
      @BS0824 3 ปีที่แล้ว

      th-cam.com/video/4tUmvnAf4wE/w-d-xo.html.

  • @premanandamishra7348
    @premanandamishra7348 2 ปีที่แล้ว +24

    କୁନି ଝିଅଟି, ଗୀତଟିର ଅର୍ଥ ବୁଝି ପାରିବା ଭଳି ବୟଷ ହୋଇ ନଥିବା ସତ୍ତ୍ୱେ ଯେପରି ଭାବପୂର୍ଣ କଣ୍ଠରେ ଓ ସମ୍ପୁର୍ଣ୍ଣ ସୁର, ତାଳ, ଲୟ ରେ ଗାଇଲା, ତାର ତୁଳନା ନାହିଁ, ପ୍ରକୃତରେ। ନମିତା ଅଗ୍ରୱାଲ ଙ୍କ ଏ ପ୍ରିୟ ଗୀତଟି ତାଙ୍କ କଣ୍ଠରେ ବି ଶୁଣିଲି। ନମିତା ମେଡମ ତ ସର୍ବକାଳୀନ ମହାନ ଗାୟିକା, ଜିନିଅସ। କିନ୍ତୁ ଏ ଝିଅଟି ବହୁତ ଦୂରକୁ ଯିବ। ତାର ଉଜ୍ବଳ ଭବିଷ୍ୟତ କାମନା କରୁଛି। ଏ ଗୀତର ଲେଖକ ବସନ୍ତ ରାଜ ସାମଲ ଓ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଙ୍କୁ ବହୁତ ଅଭିନନ୍ଦନ ତଥା ଧନ୍ୟବାଦ।