ଜମିର ଉର୍ବରତା ବଜାୟ ରଖିବା ପାଇଁ ଜୈବିକ ସାର ଭାବରେ ସବୁଜ ସାର ବା ଧନିଚା ଚାଷ(Dhanicha Chasa) | Annadata

แชร์
ฝัง
  • เผยแพร่เมื่อ 12 ก.ค. 2020
  • ଆମେ ଜମିର ଉର୍ବରତାକୁ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାରର ପ୍ରୟୋଗ କରିଥାଉ | କିନ୍ତୁ କିଛି ସମୟ ପରେ ଏହା ମୃତ୍ତିକାକୁ ଉର୍ବରତାହୀନ କରିଦେଇଥାଏ | ସେଥିପାଇଁ ଜମିର ଉର୍ବରତା ବଜାୟ ରଖିବା ପାଇଁ ଜୈବିକ ସାର ଭାବରେ ଧନିଚା ଚାଷ ନିହାତି ଆବଶ୍ୟକ | ଆଜିର କାର୍ଯ୍ୟକ୍ରମରେ ଆସନ୍ତୁ ଦେଖିବା ଧନିଚା ଚାଷ କିପରି କରାଯାଏ |
    #Annadata #DhanichaChasa #KrushiSamachar #FarmingNews #News18Odia
    Get more farming methods and new technology, information news watch "Annadata" program daily. For more latest news visit News18 Odia playlist "Annadata". Follow the link: • ଅନ୍ନଦାତା କୃଷି ସମ୍ବନ୍ଧୀ...
    News18 Odia is one of India’s leading news channel. Please follow up page to watch live and breaking news with the latest videos added every hour.
    News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ | Odishaର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ |
    Please visit our website www.news18odia.com for the latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Subscribe our channel to get latest news and updates tinyurl.com/y46bt2fm

ความคิดเห็น • 3

  • @PramodSahu-vk2fg
    @PramodSahu-vk2fg ปีที่แล้ว

    ବହୁତ ଭଲ

  • @tumeswarbudek1463
    @tumeswarbudek1463 2 ปีที่แล้ว

    ବହୁତ ଭଲ ସୂଚନା

  • @simanchalacharya9299
    @simanchalacharya9299 ปีที่แล้ว

    ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ ମୁଁ ଧନିଚା ମଗେଈବି