ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Waiting for next helpful video
Thank you very much for comment
Lal makria pathuria mati re hebaki sir
ହଁ ହେବ କିନ୍ତୁ ବର୍ଷା କମିଲେ ପାଣି ଦେବା କୁ ପଡ଼ିବ ପ୍ରତି ୧୦ଦିନ କୁ |ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍
Kete tarikh re roi le heba tk reply dia
ବର୍ତ୍ତମାନ ବି ସମୟ ଅଛି ଶୀଘ୍ର ତୋଳି ପକାନ୍ତୁ ମୁଁ ମଧ୍ୟ ଏବେ ତୋଳି ପକାଇବି|ଧନ୍ୟବାଦ୍ ଆପଣଙ୍କ ମତାମତ
B❤A
ଧନ୍ୟବାଦ୍ ଆପଣଙ୍କ ମତାମତ ପାଇଁ
ବାଲିଆ ମାଟିରେ ହେବ କି
ହଁ ହେବ କିନ୍ତୁ life time ବେଶୀ ଦିନ ଯିବ ନାହିଁ। ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍
ମୁଁ ଶୁଆଇ କି କରୁଛି ବଢିଆ ହେଉଛି। ହେଲେ ତମେ ଠିଆ କରେଇ କି କରୁଛ କି
ବାଉଁଶ ଗଛ ସୁବିଧା ନ ଥିଲେ ଶୋଇ କଲେ ହେବ। ହେଲେ ଆପଣ ପାଣି ଦେଇ ପାରିବେ ନାହିଁ। ଯାହା ଫଳରେ ଅଧିକ ଦିନ ଅମଳ କରି ପାରିବେ ନାହିଁ । ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍
କେଉଁ ଦିନ ଲଗାଈବାଧରଖାର ବର୍ଷା ଦୀନରଟମାଟ
ପ୍ରକୃତ ସମୟ ଜୁଲାଇ ମାସ ଶେଷ ସୁଦ୍ଧା ଅଗଷ୍ଟ ମାସରେ ସାରିଲେ ଆପଣଙ୍କୁ ସେପ୍ଟେମ୍ବର ମାସରେ ଫୁଲ ଫଳ ହୋଇ ଅକ୍ଟୋର ରେ ପାଚିଲେ tomato rate ୫୦ରୁ ୬୦ଟଙ୍କା ମିଳିବ|ଯାହା ହେଲା ଗଲା ଏବେ ବି ତୋଳି ପକାନ୍ତୁ|ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍
500000
କେବଳ ଗୋଟାଏ ପ୍ରକାର ଚାଷ ନ କରି ସମସ୍ତ ପ୍ରକାରର ଚାଷ କରିବା ଦ୍ୱାରା ବଜାର ଚାହିଦା ପୂରଣ ହେବ|ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍
Tamatokenmatikariba
ବର୍ଷା ଦିନ ପ୍ରାୟ ସବୁ ମାଟିରେ ହେବ/ ବାଲିଆ ଦୋରସା ଓ କୃଷ୍ଟ କର୍ପାସ (ଚିକି ଟା ବା କଳା ମାଟି ) ରେ ବେଶୀ ଦିନ ଫଳ ମିଳିଥାଏ ବା ଅଧିକ ଦିନ ଗଛ ବଞ୍ଚି ପାରିବ ବା ରହିବ /ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍