ବର୍ଷା ଦିନ ଟମାଟୋ ଚାଷ କେମିତି କରାଯାଏ|Rainy Season Tomato Farming odia|tomato chasa ra safala sutra

แชร์
ฝัง
  • เผยแพร่เมื่อ 26 ม.ค. 2025

ความคิดเห็น • 23

  • @ghadai_sarmistha
    @ghadai_sarmistha 3 หลายเดือนก่อน +1

    Tomato gachha re phala asuni kana pain gachha bhala devlope hauchi 3 to4 month ra helani plz reply sir

    • @sangamaifarming
      @sangamaifarming  3 หลายเดือนก่อน

      ଆଗ ଆପଣ କେଉଁ ମଞ୍ଜି ପକାଇଲେ କୁଅନ୍ତୁ। ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍

  • @somanathsabar1002
    @somanathsabar1002 9 หลายเดือนก่อน +1

    Very nice bhai

  • @AnalakumarNayak
    @AnalakumarNayak 5 หลายเดือนก่อน +1

    Bhadi kemiti karajibo

    • @sangamaifarming
      @sangamaifarming  5 หลายเดือนก่อน

      ବାଉଁଶ ଗଛରୁ କିମ୍ବା ଅନ୍ୟାନ୍ୟ ଜଙ୍ଗଲି କାଠ କୁ 5ରୁ 6 ଉଚ୍ଚତା ରେ କଣ୍ଡ କରି ପୋତା ଯିବ କାଠ ର ଅଗ୍ର ଭାଗରେ ତାର ଏବଂ ତଳ ଭାଗ କୁ ଟାଣି ଦିଆ ଯାଏ|ତା ପରେ ଟମାଟୋ କୁ ସୂତା ଦ୍ଵାରା ଉପର କ୍କୁ ବନ୍ଧା ଯାଏ|

  • @bhimasenbhatra339
    @bhimasenbhatra339 9 หลายเดือนก่อน +1

    ଭାଇ ଆପଣଙ୍କ ଭିଡିଓ ବହୁତ ଭଲ ଲାଗିଲା
    ମୁଁ ଟମାଟୋ ଚାଷ କରିବାକୁ ଚାହୁଁଛି କିମ୍ବା ଖରାଦିନିଆ ଟମାଟୋ ଚାଷ କରିଥିଲି ଝାଉଁଳା ରୋଗ ରେ ସବୁ ମରି ଗଲା ବେସି ନାହିଁ ମୁଁ ସଫଳ ହୋଇ ପାରୁ ନାହିଁ

    • @sangamaifarming
      @sangamaifarming  9 หลายเดือนก่อน

      ଆପଣ ଭିଡିଓ କୁ ପୁରା ଦେଖି ନାହାଁନ୍ତି କି? ଦେଖି ଲେ ଜାଣି ପାରିବେ|ଝା ଆଁ ଳା ରୋଗ ପାଇଁ ଆପଣ ଝା ଆଁ ଲା ରୋଗ ପ୍ରତିରଧକ ବିହନ ବ୍ୟହାର କରନ୍ତୁ ଗୋଟିଏ ଜମି ରେ ବାରମ୍ବାର ସେହି ଜାତି ର ଫସଲ ନିଅନ୍ତୁ ନାହିଁ ଫସଲ ପର୍ଯ୍ୟାୟ ନିହାତି ଆବଶ୍ୟକ |ସେହି ରୋଗ ପାଇଁ ଆପଣ safe fungicide ଗଛ ମୂଳ ରେ ଲଟର ପ୍ରତି ଦୁଇ ଗ୍ରାମ ପ୍ରୟୋଗ କରନ୍ତୁ|ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍

  • @labamahala749
    @labamahala749 6 หลายเดือนก่อน +1

    Tamato gacha Mari jauchhi medi medicine kaha

    • @sangamaifarming
      @sangamaifarming  6 หลายเดือนก่อน +1

      ଯଦି ଆପଣ ଗଛ ଯୁରି ଗଲା ପରେ ଲଗାଇଲେ ମରିବ|ତଳି ଓପାଡ଼ି ଲା ପରେ ବିଶୋଧନ ନ କଲେ ମରିବ|ମୂଳ ସ ଡା ରୋଗ ପାଇଁ ବାବିଷ୍ଟିନ୍ କିମ୍ବା ସାଫ ଏହି ଦୁଇ ଟି କୁ ପ୍ରତି ଲିଟର ପାଣି ରେ ଦୁଇ ଗ୍ରାମ ହିସାବ ରେ ସାତ ଦିନ ଅନ୍ତର ରେ ତିନୋଟି ସ୍ପ୍ରେ କରନ୍ତୁ/ପାଣି ଜମି ରହିଥିବା ଜମି ରେ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ|ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍

  • @SubashSabar-m4v
    @SubashSabar-m4v 7 หลายเดือนก่อน +1

    Mubi karithili sir sabu jhaunlaa rogare marigala

    • @sangamaifarming
      @sangamaifarming  7 หลายเดือนก่อน

      ହଁ ମୋର ମଧ୍ୟ ଝାଉଁଳା ଗଛ ମୂଳ ରେ (safe fungicide) ମୂଳ ରେ ସ୍ପ୍ରେ କରିବା ନାଜଲ୍ ବାହାର କରି ଗଛ ମୂଳ କୁ ତିନ୍ତାଇଲି ସେଠୁ ଠିକ୍ ହେଲା|ଭିଡିଓ ରେ ତାହାକୁ ଦର୍ଶା ଯାଇଛି video କୁ ଭଲରେ ଦେଖନ୍ତୁ|ଆପଣଙ୍କ ମତାମତ ପାଇଁ ଧନ୍ୟବାଦ୍

  • @giridharidandasena4034
    @giridharidandasena4034 10 หลายเดือนก่อน

    May masare tali pakale hebaki sir

    • @sangamaifarming
      @sangamaifarming  10 หลายเดือนก่อน +1

      ହଁ ହୋଇ ପାରିବ

  • @basantapatel9698
    @basantapatel9698 10 หลายเดือนก่อน +1

    Kou manji lagaithile bhai. 9 month rahila j

    • @sangamaifarming
      @sangamaifarming  10 หลายเดือนก่อน

      Sahoo

    • @sangamaifarming
      @sangamaifarming  10 หลายเดือนก่อน

      ଧନ୍ୟବାଦ୍ ଆପଣଙ୍କ ମତାମତ ପାଇଁ

  • @kaptipadafarmer1389
    @kaptipadafarmer1389 6 หลายเดือนก่อน +1

    ତ ନିଜ ବାଡ଼ିରେ କେମିତି ଚାଷ କରିଛୁ ଦେଖା,
    Download ଭିଡ଼ିଓ ଦେଖେଇଲେ ଲାଭକଣ

    • @sangamaifarming
      @sangamaifarming  6 หลายเดือนก่อน

      ଆପଣ କଣ ଦେଖି ଏମିତି କହିଛନ୍ତି ମୁଁ ଜାଣିନି କିନ୍ତୁ ଭିଡିଓ ରେ ଯାହା ଦେଖିଛନ୍ତି ସମ୍ପୂର୍ଣ୍ଣ ଭିଡିଓ ଟି ସତ ରେ ମୁଁ ତିନି ବର୍ଷ ଧରି ଚାଷ କରି ଆସିଛି |ଧନ୍ୟବାଦ ଆପଣଙ୍କ ମତାମତ ପାଇଁ

    • @kaptipadafarmer1389
      @kaptipadafarmer1389 6 หลายเดือนก่อน

      ତୁମେ ଚାଷ କରିଛ ମୁଁ ଜାଣିଛି but ଯଉ clip ଗୁଡିକ ଭିଡ଼ିଓ ରେ ଦେଇଛ ତାହା download video

    • @sangamaifarming
      @sangamaifarming  6 หลายเดือนก่อน

      @kaptipadafarmer1389 କିଛି ଜାଣିବାକୁ clip ଲଗା ଯାଏ|manage to please|thank you for your information

  • @giridharidandasena4034
    @giridharidandasena4034 10 หลายเดือนก่อน

    Ken veryti manji

    • @sangamaifarming
      @sangamaifarming  10 หลายเดือนก่อน

      Sysenta ର sahoo 3251seeds ଭଲ ରହିବ/ଧନ୍ୟବାଦ୍ ଆପଣଙ୍କ ମତାମତ ପାଇଁ