KEMITI HEBI MUN PARI RE NAURI || AMIT PANI || NEW CHRISTIAN SONG || STUDIO VERSION

แชร์
ฝัง
  • เผยแพร่เมื่อ 23 พ.ย. 2024

ความคิดเห็น • 1.3K

  • @lokistadingi8753
    @lokistadingi8753 8 หลายเดือนก่อน +19

    ଏହି ଗୀତ ମାଧ୍ୟମରେ ମୋର ଆଖି ରୁ ଲୁହ ଝରିଲା ମଣିଷ ହୋଇକି କେହି କାହାର ଶତ୍ରୁ ନୁହନ୍ତି ଏକ ମାତ୍ର ଶଇତାନ ପ୍ରତି ମଣିଷ ର ଶତ୍ରୁ ଅଟେ

  • @SaiRam-gc7ud
    @SaiRam-gc7ud 6 หลายเดือนก่อน +22

    ଧନ୍ଯବାଦ ଜଣାଊଛି ତୁମକୁ ଭଲପାଏ ଵହୁତଭଲ ବହୁତସୁଦର 🌹 ଵିୟୁଟିଫୁଲୁ 😊

  • @biswajitanayak5342
    @biswajitanayak5342 ปีที่แล้ว +22

    Really heart touching sogs e jibana ra bata re ame kuade jiba ame nije bi janiparu na kintu jesus amo sathire thile e marichika jagata re nebe se kodhe 💒🚸

  • @Aap774
    @Aap774 ปีที่แล้ว +21

    ବହୁତ୍ ସୁନ୍ଦର ଲେଖା ଆଉ ସ୍ବର ପ୍ରଭୁ ଆଶିର୍ବାଦ କରନ୍ତୁ

  • @RajeshBagh-j1w
    @RajeshBagh-j1w ปีที่แล้ว +17

    ହୃଦୟ ଛୁଈଁ ଅନ୍ତରରେ ପ୍ରବେଶ କରିଥିବା ଏହି ଗିତ ପାଇଁ ଆପଣମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରଭୁ ଆପଣମାନଙ୍କୁ ବହୁତ୍ ବହୁତ୍ ଆଶିର୍ବାଦ କରନ୍ତୁ ❤❤❤❤❤❤❤

  • @ElishaTuruk
    @ElishaTuruk 11 วันที่ผ่านมา +1

    ସାର୍ ଗୀତ କି ବହୁତ ସୁନ୍ଦର ହେଇଛି

  • @danielharijan5329
    @danielharijan5329 5 หลายเดือนก่อน +16

    ବହୁତ ସୁନ୍ଦର ଗୀତ ପ୍ରଭୁ ଆପଣ ପ୍ରତେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ 🙏 praise the lord hallelujah.

  • @Surendrasing572-js
    @Surendrasing572-js วันที่ผ่านมา

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ହା ଲେଲୁୟା ପ୍ରଭୁଙ୍କ ନାମ ଧନ୍ୟ ବାଦ ହେଉ

  • @birendrag8042
    @birendrag8042 ปีที่แล้ว +30

    ଅତି ସୁନ୍ଦର ଲେଖା ଅତି ସୁନ୍ଦର ଗୀତ
    ଗୀତ ଲେଖି ଥିବା ଭାଈ ଆଉ ଅମିତ୍ sir କୁ
    ବହୁତ ବହୁତ ଧନ୍ୟବାଦ
    Praise The Lord 🙏🙏

  • @nandanayak2268
    @nandanayak2268 21 วันที่ผ่านมา +1

    ବହୁତ ସୁନ୍ଦର ଗୀତ ହେଇଛି

  • @abalamallick1222
    @abalamallick1222 9 หลายเดือนก่อน +91

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ସଂଘିତ୍ କଳାକାର୍ ମୁଁ ହିନ୍ଦୁ କିନ୍ତୁ ଶୁଣିବାକୁ ଭଲ ଲାଗେ

    • @SanjuktaNayak-u7t
      @SanjuktaNayak-u7t 7 หลายเดือนก่อน +8

      Tumaku Jesus song suni baku bhala laguchi mane Jesus nka blessing tama upare achhi❤❤

    • @sanmativlogs-eo9tk
      @sanmativlogs-eo9tk 6 หลายเดือนก่อน

      ହିନ୍ଦୁ ହଉ କି ଖ୍ରୀକ୍ଷ୍ଟିଆନ୍‌ ମାଲିକ ଗୋଟିଏ

    • @MoheshNomrasil
      @MoheshNomrasil 4 หลายเดือนก่อน

      Provu aapononku aasirbado korantu ahi gito dwara

    • @Ayubpadra-vo8nt
      @Ayubpadra-vo8nt 2 หลายเดือนก่อน

      Praise the lord ❤god bless u

    • @salonilamay5519
      @salonilamay5519 หลายเดือนก่อน

      Thank you🙏🙏

  • @MantuKumar-music
    @MantuKumar-music 14 วันที่ผ่านมา +1

    ପ୍ରଭୁଙ୍କ ନାମେ ମହିମା ହେଉ ଅତି ସୁନ୍ଦର ହେଇଛି ଗୀତ ଓ ରଚନା ବାସ୍ତବରେ ମନ ଓ ଆତ୍ମା ପ୍ରଭୁ ପାଇଁ ସମସ୍ତ ମାନବ ଏବଂ ପଶୁ ପକ୍ଷୀ ସମସ୍ତ ସୃଷ୍ଟି ପ୍ରଭୁଙ୍କ ଉଦେଶ୍ୟ ରେ ନାଚିବା ଦରକାର ❤❤❤

  • @SITAORAM-xm9in
    @SITAORAM-xm9in ปีที่แล้ว +11

    ଧନ୍ଯବାଦ ଭାଇପ୍ରଭୁଙ୍କର ଆଶ୍ରୀ ବାଦ ହେଉ ଆମିନି

  • @ajaysagaria5056
    @ajaysagaria5056 25 วันที่ผ่านมา +2

    Praise the Lord,, ବହୁତ ଗୁରୁତ୍ବପୁର୍ଣ ଶିକ୍ଷା ର ଗୀତ

  • @J_i_t_e_n__d_a_r___
    @J_i_t_e_n__d_a_r___ 5 หลายเดือนก่อน +9

    ବହୁତ ସୁନ୍ଦର ଗୀତ ବହୁତ ସୁନ୍ଦର ଲେଖା ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ❤✝️Amen 🙏

  • @lenkanaik7075
    @lenkanaik7075 9 หลายเดือนก่อน +8

    ବହୁତ ବହୁତ ଧନ୍ୟବାଦ ଅମିତ ସାର ଏହିଗୀଟାପାଇଁ

  • @sunilnag5078
    @sunilnag5078 2 ปีที่แล้ว +24

    ବହୁତ ସୁନ୍ଦର ଗୀତ ପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ 🙏🙏

  • @Mrlimma
    @Mrlimma ปีที่แล้ว +34

    Praise the LORD 🙏❤
    WONDERFUL SONG 👌👌🧡💚GOD.. BLESS.. YOU.. BROTHER 🙏🙌✝️

  • @ajaysagaria5056
    @ajaysagaria5056 ปีที่แล้ว +10

    Praise The Lord ଭାଇ ବହୁତ ଗୁରୁତ୍ୱପୂର୍ଣ୍ଣ ଗୀତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।

  • @jirimiyapadra7581
    @jirimiyapadra7581 2 ปีที่แล้ว +13

    ବହୁତ ସୁନ୍ଦର ଗୀତ ଶୁଣି ମୁଁ ବହୁତ ଆନନ୍ଦିତ ଧନ ଧନ୍ୟ ବାଦ୍ ମର ଅତି ପ୍ରିୟ ସାର୍ ମୁଁ ସାହିଜ

  • @SaiRam-gc7ud
    @SaiRam-gc7ud 4 หลายเดือนก่อน +3

    ଧନ୍ଯବାଦ ଜଣାଊଛି ପଭୁ ପଵିତ୍ର ପଵିତ୍ର କର ଅନୁଗ୍ରହଦାନ ଦିଅ ପଭୁ ତୁମର ଗୈରବମୟ ହେଉ 🌹 ପଭୁ ତୁମର ପୁଅତାରେଶୋର ପଭୁ ଧନ୍ଯବାଦ ଜଣାଊଛି

  • @Krushna-ju4su
    @Krushna-ju4su 7 หลายเดือนก่อน +9

    ଶାର୍ ବହୁତ୍ ମଧୁର ଗୀତ ପ୍ରଭୁ ଯିଶୁ ତୁମକୁ ଆଶ୍ରୀବାଦ୍ କରନ୍ତୁ ଗଡ୍ ବ୍ଲେସ୍ ୟୁ

  • @samirdangri2874
    @samirdangri2874 ปีที่แล้ว +6

    ବହୁତ୍ ଭଲ ହେଇଛି ଗୀତ ଧନ୍ୟବାଦ୍

  • @chandanganta4988
    @chandanganta4988 21 วันที่ผ่านมา +2

    Ati sundar song ❤

  • @dn750
    @dn750 2 ปีที่แล้ว +49

    ସତରେ ଗୀତଟି ଅତି ସୁନ୍ଦର ଓ ରହସ୍ୟପୂର୍ଣ୍ଣ ହୋଇଛି ।ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଭାଇ ।

  • @santoshkumarpangi8466
    @santoshkumarpangi8466 3 หลายเดือนก่อน +2

    ବହୁତ୍ ସୁନ୍ଦର ହେଇଛି ଭାଇନା ପ୍ରଭୁ ତୁମକୁ ସବବେଳେ ଏ ପ୍ରକାର ଗୀତ ଲେଖି ପ୍ରଭୁଙ୍କ ବିଷୟରେ ପ୍ରଚାର୍ ପ୍ରସାର୍ କରିବାପାଇଁ ଅଧିକ ଆଶୀର୍ବାଦ କରନ୍ତୁ praise the lord Amen

  • @anjilinakartik2423
    @anjilinakartik2423 ปีที่แล้ว +7

    Beautiful heart touching song
    ବହୁତ ଭଲ ଗୀତ

  • @SaiRam-gc7ud
    @SaiRam-gc7ud 2 หลายเดือนก่อน +2

    ସରକୁ ଧନ୍ଯବାଦ ଜଣାଊଛି ଵହୁତଭଲ ବହୁତସୁଦର

  • @JashebHarijan
    @JashebHarijan 6 หลายเดือนก่อน +19

    ଭାଇ ତୁମେ ଏହି ଗୀତ କେମିତି ଲେଖି ପାରିଲ ଭଉତ ସୁନ୍ଦର ହେହିଛି

  • @DANNYBROWN-je7gt
    @DANNYBROWN-je7gt ปีที่แล้ว +5

    Oti sundar song sir

  • @deepashikha3308
    @deepashikha3308 8 หลายเดือนก่อน +7

    Geeta bahut sundar heichi ❤
    God bless you Geeta banei Sara dunia lukanku prerana diontu.

  • @satyasovonsingh6612
    @satyasovonsingh6612 ปีที่แล้ว +8

    ଗୀତ ଟି ବହୁତ୍ ବହୁତ୍ ହୃଦୟ ସ୍ପର୍ଶୀ ହୋଇଛି,ଗାୟକ ଓ ଗୀତ ରଚକ୍ ଭାଇଙ୍କୁ ଯୀଶୁ ବାପା ବହୁତ୍ ବହୁତ ଆଶୀର୍ବାଦ କରନ୍ତୁ ।

  • @sarojkumarbacheli6002
    @sarojkumarbacheli6002 หลายเดือนก่อน +1

    Bohut bohut bodhiya heichi Sir ae song

  • @sirajkhosla7272
    @sirajkhosla7272 2 ปีที่แล้ว +91

    💞 ଏହି ଗୀତ ଲେଖିଥିବା ଭାଇଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍,🙏💞 ଅତି ସୁନ୍ଦର ହେଇଛି ଗୀତ❣️

    • @honeyhug565
      @honeyhug565 ปีที่แล้ว +2

      Me toooo🙏🙏🙏🙏

    • @MalayaNaikOfficial
      @MalayaNaikOfficial  ปีที่แล้ว +2

      Thank you so much dear brother

    • @sukramanisinghkhuntia
      @sukramanisinghkhuntia ปีที่แล้ว

      th-cam.com/video/5XT_tw-HnJA/w-d-xo.html

    • @pabitrasingh1538
      @pabitrasingh1538 ปีที่แล้ว +2

      ​@@MalayaNaikOfficial ❤

    • @chintukhillo9606
      @chintukhillo9606 ปีที่แล้ว

      ​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @biswajitanayak5342
    @biswajitanayak5342 ปีที่แล้ว +2

    Kemiti hebi mu pari re nauri jibaku achi re mote se pari... It line is very heart touching...

  • @charchiltakri1421
    @charchiltakri1421 2 ปีที่แล้ว +25

    Hallelujah praise the Lord🙏
    Beautifull Song 🎵🎵🎵🎵🎵Jesus Christ bless you❤

  • @munabag4845
    @munabag4845 ปีที่แล้ว +7

    Bhout bodia ochi mo mono kanduchi thank bhaina gito ti lekhi kori gaiba pain bhi

  • @birajbardhan572
    @birajbardhan572 2 ปีที่แล้ว +17

    Nice song prise the lord

  • @SaiRam-gc7ud
    @SaiRam-gc7ud 6 หลายเดือนก่อน +4

    ଧନ୍ଯବାଦ ଜଣାଉଛି ପଵିତ୍ର ପଵିତ୍ର କର ଅନୁଗ୍ରହଦାନ ଦିଅ ପଭୁ ଧନ୍ଯବାଦ ଜଣାଉଛି

  • @sanamsinderi4536
    @sanamsinderi4536 3 หลายเดือนก่อน +3

    ବହୁତ ଭଲ ହେଇଛି ପ୍ରଭୁ ଆଶ୍ରୀବାଦ କରନ୍ତୁ

  • @EshavKashyap
    @EshavKashyap 7 หลายเดือนก่อน +11

    Bahut hi badiya song hai sir jab me aap ka song sunta hu to Mera man jum ❤❤ utta hai

  • @umakantmalik715
    @umakantmalik715 9 หลายเดือนก่อน +3

    ବହୁତ ଭଲହେଇଚି

  • @jesusislivinggod2648
    @jesusislivinggod2648 5 หลายเดือนก่อน +3

    Praise the lord 🙏 ବୋହୁତ ସୁନ୍ଦର ହେଇଛି ଏହି ଗୀତ

  • @makarasanta5482
    @makarasanta5482 2 ปีที่แล้ว +13

    Praise the lord 🙏sir ଅତି ସୁନ୍ଦର ଗୀତ

  • @basantimatam7333
    @basantimatam7333 8 หลายเดือนก่อน +2

    Praise the lord❤ TM first time sunaithile Beautiful song .Thanks TM Jesus god blessed

  • @purna2390
    @purna2390 2 ปีที่แล้ว +6

    Fantastic song lekaku bhainku o Amit bhainku prabhu bahula bhabare ashirbad karantu

  • @ermamadi-hz8fy
    @ermamadi-hz8fy 6 วันที่ผ่านมา +1

    Bahut Hrudaya Sparshi Geta Sir God Bless You❤❤ 3:18

  • @sankarkumarnag290
    @sankarkumarnag290 2 ปีที่แล้ว +26

    Glory to The God 🙏

  • @jayabagh7900
    @jayabagh7900 8 หลายเดือนก่อน +1

    ❤❤❤ Praise the lord ❤❤❤

  • @asishharijan1745
    @asishharijan1745 9 หลายเดือนก่อน +6

    Bahut badhiya heichi gito ❤

  • @banbulasunani2974
    @banbulasunani2974 7 หลายเดือนก่อน +7

    ଅତି ସୁନ୍ଦର ଗୀତ

  • @rajuraika7820
    @rajuraika7820 2 ปีที่แล้ว +28

    ଅତି ସୁନ୍ଦର ଗୀତ Sri praise the lord 🙏

    • @MalayaNaikOfficial
      @MalayaNaikOfficial  ปีที่แล้ว +1

      Praise the lord... God bless you thank you so much

  • @sikhapahan4084
    @sikhapahan4084 ปีที่แล้ว +5

    ବହୁତ ସୁନ୍ଦର ହୋଇଛି ଏହି ଗୀତଟି..... ଆଉ ସ୍ୱର ବି ଚମତ୍କାର.... ବାରମ୍ବାର ଶୁଣିଲେବି ମନ ଭରୁନି..... 🙏🙏🙏

  • @andrewofficial2623
    @andrewofficial2623 2 ปีที่แล้ว +8

    ଅତି ହୃଦୟ ସ୍ପର୍ଶୀ ଗୀତ I Like This Song 👍🏻🙏🏻🙏🏻

  • @abisayagamanga562
    @abisayagamanga562 ปีที่แล้ว +18

    ଗୀତ ଆଉ Music🎤🎼🎹🎶 ବହୁତ ସୁନ୍ଦର ହେଇଛି ପ୍ରଭୁ ଆଶୀର୍ବାଦ କରନ୍ତୁ ଆମେନ୍

  • @smjmotivated4881
    @smjmotivated4881 2 ปีที่แล้ว +30

    ଅତି ସୁନ୍ଦର ଗୀତ ହେଇଚି ହୃଦୟକୁ ଛୁଇଁଲା.. Praise The Lord 🙏🏻 Amit sir... Your Voice Osome .. And Song Lyrics... Really So Nice... 👌 all the Best Sir.,..

    • @rajeshkumarlenka4937
      @rajeshkumarlenka4937 ปีที่แล้ว

      ଜୟ ଜଗନ୍ନାଥ 🚩🚩🚩🇮🇳🚩🚩🚩

  • @SaiRam-gc7ud
    @SaiRam-gc7ud 6 หลายเดือนก่อน +3

    ଧନ୍ଯବାଦ ଜଣାଊଛି ପଭୁ ପଵିତ୍ର ପଵିତ୍ର କର ଅନୁଗ୍ରହଦାନ ଦିଅ ପଭୁ ଧନ୍ଯବାଦ ଜଣାଊଛି

  • @tapansemerlia400
    @tapansemerlia400 2 ปีที่แล้ว +12

    Praise the LORD 🙏❤️🙏🙏🙏 very nice song 👌👍❤️ super 👌❤️ mind-blowing song 👍👌 congratulations 🎉🎉 May God Bless You 😇😇😇😇

  • @sabitakilaka3258
    @sabitakilaka3258 ปีที่แล้ว +4

    Bahut Sundar heichi song

  • @sunilmatam4455
    @sunilmatam4455 ปีที่แล้ว +9

    Bahut sundaro gito bhaie .prabu aponku ashirbad korontu

  • @lazarmandalmusic8105
    @lazarmandalmusic8105 2 ปีที่แล้ว +18

    ଅତି ଚମତ୍କାର ହେଇଛି ଗୀତ ରଚନା ଏବଂ କଣ୍ଠଦାନ ଅମିତ୍ ଭାଇ Praise the lord 🙏

  • @kumarbabul1871
    @kumarbabul1871 ปีที่แล้ว +7

    Khub sundar gitati heichi amaen

  • @abhivlogs6538
    @abhivlogs6538 28 วันที่ผ่านมา +1

    Praise the lord brother thank you so much

  • @siddhantshekharbisimajhi8776
    @siddhantshekharbisimajhi8776 2 ปีที่แล้ว +17

    Woh..... Very nice and very beautiful heart touching song ❤️👌👌Praise the Lord 🙏🙏🙏

  • @RamaraoHuika-wc5wn
    @RamaraoHuika-wc5wn 3 หลายเดือนก่อน +2

    ବହୁତ ବଲ ଗୀତ 👏👏👌👍

  • @nageshhantal1906
    @nageshhantal1906 2 ปีที่แล้ว +5

    ବହୁତ ବହୁତ ହୃଦୟ ସ୍ପର୍ଶି ଗୀତ ହେଇଛି ସାର୍ ପ୍ରଭୁ ଆଶୀର୍ବାଦ କରନ୍ତୁ

  • @g.kmusicofficial6822
    @g.kmusicofficial6822 19 วันที่ผ่านมา +2

    Excellent voice & Lyrics ❤

  • @hiradami7065
    @hiradami7065 ปีที่แล้ว +752

    ସାର ମୁଁ ହିନ୍ଦୁ କିନ୍ତୁ ମୋତେ ଯୀଶୁଙ୍କର ଗୀତ ଶୁଣିବାକୁ ଭଲଲାଗେ କାହିଁକି? ଗୀତ ବଡ଼ିଆ ହେଇଛି ମୁଁ ଏ ବର୍ଷ ବଡଦିନରେ ଏ ଗୀତ ଆମ ଗାଁ ଚର୍ଚ୍ଚ ରେ ଗାଇବି ପ୍ରଭୁ ଆଶୀର୍ବାଦ କରନ୍ତୁ ଆମେନ

    • @NajritaKachim1234
      @NajritaKachim1234 ปีที่แล้ว +42

      My lord touch you

    • @chikunpradhan3990
      @chikunpradhan3990 ปีที่แล้ว +30

      God bless you bro

    • @bubugarada7680
      @bubugarada7680 ปีที่แล้ว +23

      Pravu tumaku katha kuhantu

    • @Blessedwithjesus
      @Blessedwithjesus ปีที่แล้ว +18

      God bless you dear parmeswar ek he sirf hame wo sachai ke raste me change se rokta he me bhi hindu hun mene dharam nhi badla man badla he ❤God bless you more and more Bhai ❤

    • @Littlestarvlog143
      @Littlestarvlog143 ปีที่แล้ว +9

      God bless you

  • @NaliniSagaria
    @NaliniSagaria 5 หลายเดือนก่อน +1

    ବହୁତ ଭଲ ଲାଗେ

  • @bichitrasundaray8375
    @bichitrasundaray8375 ปีที่แล้ว +7

    All the Glory & Praise be to the Lord Jesus Christ Heavenly Father Almighty GOD'S🙏

  • @SaiRam-gc7ud
    @SaiRam-gc7ud 5 หลายเดือนก่อน +1

    ଧନ୍ଯବାଦ ଜଣାଊଛି ପଭୁ ପଵିତ୍ର ପଵିତ୍ର କର ଅନୁଗ୍ରହଦାନ ଦିଅ ତୁମର ଗୈରବମୟ ହେଉ ତୁମର ମଗଲକରତୁ ଇଶୋର

  • @abhicreations1418
    @abhicreations1418 2 ปีที่แล้ว +6

    ଅତି ସୁନ୍ଦର ଲେଖା, ଅତି ସୁନ୍ଦର ରଚନା ଏବଂ ଦୃଦୟସ୍ବର୍ଶୀ ଗୀତଟିଏ ହେଇଛି 👌♥️ପ୍ରଭୁ ଆପଣଙ୍କୁ ଓ ଆପଣଙ୍କ ଟିମ କୁ ଆଶୀର୍ବାଦ କରନ୍ତୁ 👍👍👍🙏🙏

  • @pintunayakofficial6517
    @pintunayakofficial6517 ปีที่แล้ว +1

    ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଗୀତ ସହ ହୃଦୟ ସ୍ପର୍ଶୀ ଲେଖା ସୁର ସଂଯଜନା ଏବଂ music ରେ ମଧ୍ୟ ବହୁତ ସୁନ୍ଦର ସଜା ହେଇଚି ପ୍ରଭୁ ଗୌରବ ପାଉନ୍ତୁ ଏହି ଗୀତ ମାଧ୍ୟମରେ❤️☺️

  • @pankajnayak2907
    @pankajnayak2907 2 ปีที่แล้ว +8

    God bless you all members praise the Lord, very nice, pastor,Amit brother

  • @sobhonayak6852
    @sobhonayak6852 28 วันที่ผ่านมา +1

    Satare prabhu ehi jagare emiti kehi nahi Amaka samasta paparu sabu bipadaru udhara Kari Ananta jibano deba pai he sadaprabhu tume hi mara eka matra paritrana karta mate au mo family ra samastanku au ehi jaga tara tanhi basinku ehi jagatara Rangha rasa maha Maya tharu udhara Kari tumari pathare chaliba pai kadei nia amen au ehi song prastuta Kari tha au gai thiba bhaiku and tanka family nku asribad karantu Amen 🙏🏼⛪🙏🏼🙏🏼❤️🌹 God blessing you all of ❤️ u bapa ehi Gita mara bahut favourite su sabu Sunday Dina charcha re gae mate gaibaku bi bahut bhalo lage bhai ati sundar heichhi Gita God bless you 🌹 🙏🏼❤❤❤❤❤❤❤❤

  • @PrasantaKhara-cl9vn
    @PrasantaKhara-cl9vn ปีที่แล้ว +13

    Excellent voice and amazing lyrics ❤️ praise the lord 🙏

  • @BanabashaPatra-e1u
    @BanabashaPatra-e1u 11 หลายเดือนก่อน +1

    Very nice Song❤ bhai Amit Pani

  • @user-bickey_gaming.
    @user-bickey_gaming. ปีที่แล้ว +8

    Praise the Lord, Amen. God bless you and your family.

  • @jeramnayak9276
    @jeramnayak9276 หลายเดือนก่อน +1

    Congratulations Dear Father Sanjeev SVD. Heart Touching Hymn. Very Devotional.

  • @masterooo6935
    @masterooo6935 2 ปีที่แล้ว +38

    No1 song forever really .....8 loved it ❤️.....iam from Tamilnadu but I love ❤️ odia Jesus song

  • @shobhaginideep1090
    @shobhaginideep1090 2 หลายเดือนก่อน +1

    Jebethhu ei geeta sunili mu bahut emotional ..I like this song ..bro..❤❤❤❤❤🎉🎉🎉🎉🙏🙏🙏🙏🙏

  • @josephhantal7956
    @josephhantal7956 2 ปีที่แล้ว +7

    Song so nice song may God bless you Amit Bhai Praise the lord 🙏✝️🙏

  • @AngadMeleka
    @AngadMeleka 9 หลายเดือนก่อน +1

    Good 👍 Aginya ବହୁତ ଭଲ ଲାଗୁଛି ଏହି ଗୀତ ଅଛି ଆଜ୍ଞା 🎉🎉🎉🎉🎉❤❤❤❤❤❤❤❤❤❤❤❤❤❤❤

  • @barnabapradhan6423
    @barnabapradhan6423 2 ปีที่แล้ว +5

    Wow 😍 Praise the lord 🙏 ବହୁତ ସୁନ୍ଦର ହେଇଛି ଗୀତ ଟିଏ ସମ୍ପୂର୍ଣ୍ଣ ଭାବରେ ହୃଦୟ ସ୍ପର୍ଶି ଗୀତ ଟିଏ 🙏

  • @SreenuMallick-fo9vu
    @SreenuMallick-fo9vu ปีที่แล้ว

    ଏହି ଗୀତ ଅତିସୁନ୍ଦର ହେଇଛି ବାସ୍ତବରେ
    ଥରେ ଶୁଣିଲେ ଆଉ ଥରେ ଶୁଣିବାକୁ ଇଛା ହେଉଛି ସାର୍ ❤prise the lord 🙏🙏🙏

  • @jimamallick
    @jimamallick 3 หลายเดือนก่อน +3

    Best song of amit sir 🎉🎉🎉🎉

  • @KumbharSaraswati
    @KumbharSaraswati หลายเดือนก่อน +1

    Bahut sundar gita brother God bless you praise the Lord

  • @ShibaKhara-kr8lf
    @ShibaKhara-kr8lf 7 หลายเดือนก่อน +3

    Nice praise the lord

  • @SaiRam-gc7ud
    @SaiRam-gc7ud 6 หลายเดือนก่อน

    ଧନ୍ଯବାଦ ଜଣାଊଛି ତୁମକୁ ଭଲପାଏ ଵହୁତଭଲ ବହୁତସୁଦର ଗିତ ଧନ୍ଯବାଦ 😊

  • @sanisunju8339
    @sanisunju8339 2 ปีที่แล้ว +6

    😭😭😭😭✝️✝️✝️✝️praise the Lord tama jau lekha amit sir anka geta bahuta bhola heichi Amen🙏🙏

  • @biniyamkumar
    @biniyamkumar 6 วันที่ผ่านมา +1

    MY FAVOURITE SONG ❤🎉

  • @PrabhatiBehera-s6v
    @PrabhatiBehera-s6v ปีที่แล้ว +3

    ❤❤❤❤❤❤ bahut badhiaa prabhunka pai aamen

  • @shobhaginideep1090
    @shobhaginideep1090 2 หลายเดือนก่อน +1

    Really ame Christian janma hei bahut khushi ...praise the Lord 🙏🏼🙏🏼🙏🏼🙏🏼🙏🏼

  • @sadaprabhumusic3566
    @sadaprabhumusic3566 2 ปีที่แล้ว +9

    Glory of God 🙏
    Really very beautiful 💖♥️
    Song and lyrics 📜🎵
    God bless you
    Lovely song 💖

  • @nagiramyadav9811
    @nagiramyadav9811 ปีที่แล้ว +4

    Praise the Lord. Thank you jesus. Hallelujah⛪🙌🌹 amen❤

  • @gamamunda389
    @gamamunda389 9 หลายเดือนก่อน +11

    ଭଲ ଲାଗୁଛି❤❤❤❤❤❤❤❤😊😊😊🤗🌹🌹🌹💐🌷🌲🕊️🕊️🕊️🕊️

  • @jagadishjagas2643
    @jagadishjagas2643 ปีที่แล้ว +12

    Sir ଗୀତ ବହୁତ ଭଲ ଲାଗୁଛି

  • @sujatasamal748
    @sujatasamal748 2 วันที่ผ่านมา

    Aji tumo gito ro koruno dako suni Rev. K C Digal probhunkor pakhore pohonchi jaichonti praise the LOFD . Akhi re akhi a luho tothapi anondo laguchi God bless u

  • @Joyaslimmaofficial
    @Joyaslimmaofficial 2 ปีที่แล้ว +9

    Praise the LORD 🙏..
    Very Nice Song... 👌👌..
    God.. Bless.. You.. 🙏❤✝️.. 👌👌...

  • @gitasethi7612
    @gitasethi7612 ปีที่แล้ว +4

    ଯିଶୁ।ବି।ହିନ୍ଦୁ ବଢେଇଘରେ।ଯନ୍ରମ।ହୋଇଛନ୍ତି।❤😢🤝💒🙏💕⛪️🙏💐👍

    • @MaheshHantal-ue7hw
      @MaheshHantal-ue7hw 6 หลายเดือนก่อน

      ଯୀଶୁ ହୀନ୍ଦୁ କେମିତିକହିପାରିଲ ଭାଇ ଆମେସମସ୍ତେ ପ୍ରଭୁଙ୍କ ହସ୍ତ ମର୍ମାଣ ଅଟୁ
      ଆମେସମସ୍ତେ ଇସ୍ରାଏଲ୍ ବଲି କ୍ୟାତ ଅଟୁ

    • @gitasethi7612
      @gitasethi7612 6 หลายเดือนก่อน

      पफु गगत कु पेरम करिछनती ए जगत सारा हाबा आदम कंर मनुष्य सात्र्र ई फारुसी मानकं ठारु तम कु अधिक धार्मिक हेबाकु पडीब प्रफु प्रफु अनेक कहिवे सर्ग जाइ पारीबे नेही प्रफु कं चीन बाइबल धीनरे पड✍️🤔