ପ୍ରାର୍ଥନା ଶୁଣ।।PRARTHANA SUNA।।Odia Christian devotional song ।।Amit pani।।Salem lima।।Bapi samal।।
ฝัง
- เผยแพร่เมื่อ 8 ต.ค. 2024
- Song -Prarthana suna
Singer -Amit Kumar Pani
Lyrics & Music -Salem Lima
Music arrangement -Bapi samal
Producer -Rabindra Srambutika
D.O.P & Edit Ambram ganta (Bapi)
Recording -MD studio CTC
ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ ପ୍ରତ୍ୟେକଙ୍କୁ RS MUSIC TH-cam CHANNEL ତରଫରୁ ନମସ୍କାର ଜଣାଉଛୁ।
ପ୍ରଭୁଙ୍କ ଗୌରବ ନିମନ୍ତେ ଆଜି ଏକ ଅତି ସୁନ୍ଦର ଏବଂ ଭାବପୂର୍ଣ୍ଣ ଗୀତ ଆମେ ପ୍ରସ୍ତୁତ କରିଅଛୁ, ଗୀତଟି ହେଉଛି "ପ୍ରାର୍ଥନା ଶୁଣ"ଏହାର ସମ୍ପୂର୍ଣ୍ଣ ଗୀତ RS MUSIC OFFICIAL TH-cam CHANNEL ରେ upload କରାଯାଉଛି,ଏହି ଗୀତଟି କୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସୁସମାଚାର ଗାୟକ ଅମିତ୍ କୁମାର ପାଣି,ଗୀତଟି ବହୁତ୍ ଭାବପୂର୍ଣ୍ଣ ଏବଂ ହୃଦୟସ୍ପର୍ଶୀ ହୋଇଛି।ଗୀତଟି କୁ ଶୁଣି ସାରିଲା ପରେ ନିଶ୍ଚୟ ଆପଣ ମାନଙ୍କୁ ଭଲ ଲାଗିବ ଏବଂ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ସହିତ ଆପଣମାନଙ୍କ ଜୀବନକୁ ବଦଳାଇବାରେ ସାହାଯ୍ୟ କରିବ।ଆମ ପାଇଁ ମଧ୍ୟ ନିଶ୍ଚୟ ପ୍ରାର୍ଥନା କରିବେ ଆଉ ଯେମିତି ନୂଆଁ ନୂଆଁ ଗୀତ ଆପଣମାନଙ୍କ ନିକଟକୁ ପହଞ୍ଚାଇ ପାରିବୁ ଏବଂ ପ୍ରଭୁଙ୍କ ଗୌରବ ହେବାକୁ ପାରିବ,ନମସ୍କାର।।
।। ଗୀତ।।
ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ (୨ଥର)
ମୁଁ ଯେ ଦୀନହୀନ କରେ ନିବେଦନ (୨ଥର)
ଲୋତକ ମୋର କର ଗ୍ରହଣ (୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ ପ୍ରାର୍ଥନା ଶୁଣ.......(।
(୧) କିଏ ଅଛି ଏ ଜଗତରେ
ମୋ ପ୍ରାର୍ଥନା ଶୁଣିବାକୁ
କେହି ନାହିଁ ତୁମ ବିନା ଯୀଶୁ,
ଦୁଃଖ ମୋର ଜାଣିବାକୁ.......(୨ଥର)
ଏଣୁ ତୁମ ପଦେ ନେଲି ମୁ ଶରଣ......(୨ଥର)
ଲୋତକ ମୋର କର ଗ୍ରହଣ .....(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ......(୨ଥର)
(୨) ତୁମେ ଯେବେ ସାହା ହେବ ନାହିଁ,
ଯିବି ମୁଁ କାହା ପାଖକୁ
ମୋ ହୃଦ ବେଦନା ଜଣାଇବି,
ଯୀଶୁ ମୁଁ ଆଉ କାହାକୁ....(୨ଥର)
ଏଣୁ ତୁମ ପାଶେ ହେଲି ସମର୍ପଣ.....(୨ଥର)
ଲୋତକ ମୋର କର ଗ୍ରହଣ......(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ.....
ପ୍ରାର୍ଥନା ଶୁଣ ମୋର ଯୀଶୁ ,ପ୍ରାର୍ଥନା ଶୁଣ...
ପ୍ରାର୍ଥନା ଶୁଣ...........
ପ୍ରାର୍ଥନା ଶୁଣ...........
(ସମାପ୍ତ)
#amitpaniodiachristiandevotionalsong
#humansagarodiachristiandevotionalsong
#rabindrasrambutikaodiachristiandevotionalsong
#sridharagantaodiachristiandevotionalsong
#kushagantaodiachristiandevotionalsong
!! ANTY PIRACY !!
This content is copyright to Rabindra Srambutika any unauthorised reproduction redestribution re-upload (audio or video) is strictly prohibited of this material.legal action will be taken against those who violate this copyright material present .
ପ୍ରାର୍ଥନା ଶୁଣିବା ଜୀବିତ ପରମେଶ୍ବରଙ୍କ ସାନିଧ୍ୟ ଉପଭୋଗ କରିବା ନିମନ୍ତେ ଏବଂ ତାଙ୍କ ସାନିଧ୍ୟରେ ମିଳିତ ଆରାଧନା କରିବା ନିମନ୍ତେ ଏକ ସୁନ୍ଦର ହୃଦୟସ୍ପର୍ଶୀ ଗୀତ ଟିଏ .....👏👏
So so beautiful and blessed Song ..... Especially I love the golden lines and Spiritual Voice of Amit Pani ..... ❤
I would Love to Thank my loving brother Salim and Entire TEAM...... God bless you all..... 👍
Thank you so much sir ❤️
Praise tha lord
Thank you 💕😊 sir
Praise the Lord
PRASADLLMAMUSlC
Satare egita sunila pare monare bhakti asigala....❤❤❤🙏🙏🙏🙏
ବାସ୍ତବରେ ଆମ୍ଭ ମାନଙ୍କର ଯୀଶୁ ଖ୍ରୀଷ୍ଟ ହିଁ କେବଳ ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ବର ଅଟନ୍ତି। ପ୍ରାର୍ଥନା ଶୁଣିବାକୁ ଏ ଜଗତେ ତାଙ୍କ ବିନା କେହି ନାହିଁ । ଭାବ ଭକ୍ତିରେ ପରିପୂର୍ଣ୍ଣ ଉକ୍ତ ଗୀତଟି ଅତ୍ୟନ୍ତ ମନୋଲଭା ହେଇଛି। ଗୀତ ଲେଖା ଆଉ ସ୍ୱର ସଂଯୋଜନା ସହିତ ଗାୟନ ଶୈଳୀ ହୃଦୟକୁ ସ୍ପର୍ଶ କରୁଛି। ପ୍ରଭୁ ଯୀଶୁ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ। ଉକ୍ତ ଗୀତ ଅନେକଙ୍କ ମନ ପରିବର୍ତ୍ତନର କାରଣ ହେଉ। #AmitBadanayak
Amen
Lord Jesus Christ Amen🙏❤
Bahut sundara gita. Halleluyah...
God be glorify..
ବହୁତ ବହୁତ ବହୁତ ସୁନ୍ଦର ଓ ଭକ୍ତି ସଂଗୀତ..
ସତରେ..ଗୀତ ଶୁଣି ମନ ଭରିଗଲା
ବହୁତ ସୁନ୍ଦର ଲେଖା ଓ ସଂଗୀତ ପରିଚାଳନା.. Amit Sir ଙ୍କ ଗାୟନ ଶୈଳୀ ବି ଅତି ଚମତ୍କାର
ବହୁତ ଧନ୍ୟବାଦ ସାଲିମ ଭାଇନା..
ଏମିତି ହି ସୁନ୍ଦର Classical Song କରିବା ନିମନ୍ତେ ମୋର ଅନୁରୋଧ..
God bless you and all team member.
And always praise to God and be fruitful.
Bahut sundar haechi Amit Bhai
Wonder ful sir ❤❤❤❤❤❤❤❤❤
ପ୍ରଭୁ ଯୀଶୁ ଙ୍କ ମହିମା ହେଉ
Bahut bhala heichi geeta❤❤prabhunkara gauraba heu
Bhadia heichi Geeto 🤝
ବହୁତ ବଢ଼ିଆ ହେଇଛି ଆଜ୍ଞା ଗୀତ ପୁରା ହୃଦୟ କୁ ଛୁଁ ଛି ଧନ୍ୟବାଦ ଏମିତି ହିଁ ଗୀତ ଗାଉ ଥାନ୍ତୁ ପ୍ରଭୂ ଆପଣମାନଙ୍କୁ ଆଶୀର୍ବାଦକରନ୍ତୁ ଆମେନ
wonderful devotional song!!! Praise the Lord!!! only Lord Jesus Christ answers our prayer because He lives!!! He lives!!! He lives!!! He is coming soon!!! Thank you Salem Lima sir, Amit Pani sir and Rabindra srambutika sir.May God bless you all the team !
Thank you so much sir
Bahut sundar heichhi sir❤❤
Praise the lord.God bless you.bahut heart touching song.🙏🙏🙏🙏
Very nice song God bless you
Praise the lord for this beautiful song may the lord be glorified ସତରେ ପ୍ରଭୁଙ୍କ ଠାରେ କେତେ ଯେ ଶକ୍ତି ଅଛି ବିନା ପ୍ରାର୍ଥନାରେ ଏକ ଖ୍ରୀଷ୍ଟୀୟ ଜୀବନ ବୃଥା ଅଟେ ଏତେ ସୁନ୍ଦର ଭାବରେ ଲେଖିଛନ୍ତି salim sir his my fevrite lericsis ଅମିତ୍ ପାଣି sir ଙ୍କୁ ଆଉ salim sir ଙ୍କୁ ଏବଂ ପ୍ରଭୁ ଯୀଶୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ ଆଉ ଏହି chenel କୁ ମଧ୍ୟ ଧନ୍ୟବାଦ୍
Thank you so much brother 💓💓
ପ୍ରଭୁଙ୍କ ଗୈାରବ ହେଉ ✝️🙌🙏
Exllent song amit sir and salim bhai
Thank you babu
Maha parakrama parmeswarnka pai ehi gitatie bahut sundar God bless you sir❤❤❤❤❤
Praise the lord 🙏🙏 and thank you so much
Praise the Lord. Bahut badhya heichi Salim bhai. God bless you
Preise the Lord sir for a new song
ବହୁତ ସୁନ୍ଦର ଗୀତ
ବହୁତ୍ ସୁନ୍ଦର୍ ଗୀତ ଟି ❤️god bless you 🙏
What a devotional song it's take in the pesence of God, love ❤my bro salim and team.
❤❤❤ ମୋର ହୃଦୟ ଓ ମନକୁ ଏହି ଗୀତ ସ୍ବର୍ଶକଲା ଭାଇ, ଏହି ଗୀତ ବହୁତ ବହୁତ ବହୁତ ଭଲ ଅଛି ଭାଇ... GOD BLESS YOU BROTHER. ❤❤❤
Thank you so much ❤️
Such a beautiful and blessed devotional song
Bahu mulya jisunka nama ro dhanyawad hau bahut hi sundar song ❤🎉
praise the lord 🙏🛐
Salim Bhai & Amit Bhai you rock for the glory of God.
ସବୁ ପରାକ୍ରମ,ଗୌରବ, ସମ୍ବ୍ରମ, ପ୍ରଭୁଙ୍କର ହେଉ ଆମେନ
Praise the LORD 🙏
Praise the Lord really heart touching song ✝️✝️✝️✝️ Great lyrics with composition 🙏🙏
Preise tha lord 🙏
Geet ti bahut sundar ehichhi hrudaya chuhin jauchhi....
Humbled prayer to God ! With out prayer ! Life of Christian is a odhu ra jivan ! God bless you all !! ❤❤❤❤
Exactly madam pray for our team 🙏🙏🙏
Very beautiful awesome heart touching devotional song.
Praise God god bless you all for this ❤song
All Glory to God....
Excellent, heart touching songs...
Praise the LORD ❤🙏 such a wonderful and heart touching singing and song
Praise the lord brother ବହୁତ ସୁନ୍ଦର ଭାବରେ ଗୀତ ଲିଖିତ ଏହିଛି ଓ Amit brother ଗାଇଛନ୍ତି Tq
Praise the lord... Amit Pani sir vry nice song.. God bless you... amen 🙏🙏👏❤
Nice bhakti song
Wow awesome worship song, Very much heart' touching song God bless you.
Beautiful song sir & salem sir awesome lyrics 🙏praise the lord
ଅତି ସୁନ୍ଦର ଅତି ଗଭୀର ଆର୍ତ୍ତନାଦ ଯୀଶୁଙ୍କ ପାଶେ।
Praise the Lord✝️
Beautiful song
Praise the Lord 🙏
ଗୀତଟି ବହୁତ ସୁନ୍ଦର ଭାବରେ ରଚନା କରିଛନ୍ତି, ପ୍ରଭୁ ଆଶିର୍ବାଦ କରନ୍ତୁ, wonderful devotional song.praise the lord.
Heart touching song
Praise the Lord
Bahut badhiya laguchi
Wow ! Really it's amazing, inspiring and blessed.
Praise the Lord. ସକଳ ଆଦର ମହିମା ପ୍ରଭୁଙ୍କର ହେଉ, ଅତି ସୁନ୍ଦର ଗୀତ ଆଉ ସ୍ୱର ✝️
Praise the lord very good worship song
Prairie the Lord 🙏 beautiful song
Gita bhla hei chi Prabhu tamaku Besi asireebaat kor ntu 🙏🙏🙏🙏🙏🙏👌👌👌👌
ହୃଦୟ ସ୍ବର୍ଷି ଆରାଧନା ପ୍ରଭୁ ଆଶୀର୍ବାଦ କରନ୍ତୁ 🙏🙏🙏🙏🙏🙏ଆମେନ ଆମେନ
Adbhutt! So lovely lyrics and music. Amit sir is an amazing Worshipper.I am blessed to hear this song 🙌🙏🌺💟🙌🙇
Thank you so much sir 💕💕💕 pray 🙏 for us and give support we will try to good and best new song one, God bless you.
🙏
ସାଲେମ ସାର୍ ଙ୍କ ଲେଖା ଏବଂ ଗୀତ ଟି ବହୁତ ସୁନ୍ଦର ହୋଇଛି,ସୁନ୍ଦର ଭାବରେ ମଧ୍ୟ ଅମିତ୍ ପାଣି ଆଜ୍ଞା ଗାଇଛନ୍ତି, ପ୍ରଭୁଙ୍କ ମହା ନାମ ଗୈାରବ ହେଉ ।......sir discription re lyrics pls.
Praise the lord pastor very nice is song ❤️🌹❤️
Really heart touching song Amit pani sir ❤❤❤❤❤
ବହୁତ ହୃଦୟ ସର୍ଶୀ ଗୀତ... ବହୁତ ବହୁତ ଆଶୀର୍ବାଦ ପୁର୍ଣ ଗୀତ...
Praise God bawa God bless you and your family
Beautiful song. Praise the lord❤❤❤
Beautiful lyrics sir, God bless you
Praise the lord Amit sir 🙏🙏🙏🙏
Praise The Lord ♥️
I always ❤❤❤ to your voice sir with the beautiful and meaningful song of Jesus
Bholo hei chi, sir, orth purno gita, ❤❤❤
Praise tha lord
Heart touching song...Praise the lord
Praise the lord
ଗୀତ ବହୁତ୍ ସୁନ୍ଦର ଏହିଛି ପ୍ରଭୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ
Praise the lord Bhai very nice heart touching song
Praise the lord 🙌 ❤️
Amen hallelujah 🙏 God bless you sir 🙏
Beautiful composition. ❤the song. Beautiful voice Amit,God bless you and your entire team Aboudently 🙏 ❤️.
What a devotional song.....👌
I❤you jesus 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏praise the Lord 🙏🙏🙏🙏
Hallelujah hallelujah 🙌🙌🙌🙌🙌🙌 praise God 🙌🙌🙌🙌
Salem bhai really God bless you abundantly
Thank you James brother❤❤God bless you too
Hurt touching song praise the lord
ପ୍ରଭୁଙ୍କର ଗୈାରବ ହେଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଗକୁ ଆଶୀର୍ବାଦ କରି ନିଅନ୍ତୁ ବୋଲି ମୋର ପ୍ରାର୍ଥନା ଆମେନ୍
Praise the LORD sir 🙏
So beautiful song so cool 😎 prise the Lord
After long time beautiful song...Amit Pani back to stage
Praise the Lord
So wonderful song
Glory to Almighty God
Nice composition and lyrics and singing , all glory to Almighty God
❤❤❤ probhunko prosongsa heu sir nice song
I ❤️ you Jesus Praise The Lord ✝️ Amen 🙏
Praise the lord.... peacefull ❤Heart touching song....thank you sir
Very devotional and blessed song 🎧
Praise the lord
Praise the lord probhu tumori gourob heu ei gito Duara❤
Excellent composition n singing too
Praise the Lord❤❤❤❤❤
ଧନ୍ଯବାଦ ଭିଇନା ଏହି ହୃଦୟ ଛୁଆଁ ଗୀତ ପାଇଁ ସଦାପ୍ରଭୁ ତୁମ୍ଭକୁ ଆଗକୁ କଢ଼ାଇ ନିଅନ୍ତୁ ଆମେନ୍
Thank you so much brother pray 🙏 for us
Praise the lord 🙏 song 👌
Pratana suna mora Prabhu.heart touching song.aamen.
Wow ki song super excited nice 👍 thanks all of you
Praise the lord Amen ✝️
Praise the lord.verry nice song, amen
Thank you so much sir for your support and praying for us, 🙏🙏🙏 God bless you.
Beautiful song ❤️❤️❤️
Praise the lord hallelujah
Bahut Sundar 💐❤️❤️🙏💕🌹💞👌👌👌
ବହୁତ ସୁନ୍ଦର ଗୀତଟା ହଇଛି ରୁଦୟ ସ୍ପର୍ଶୀ ହେଉଛି
Praise the lord Jesus Christ god bless you brader