Beneficiaries in Odisha to get 9.5 lakh houses under PMAY

แชร์
ฝัง
  • เผยแพร่เมื่อ 15 ก.ย. 2024
  • Beneficiaries in Odisha to get 9.5 lakh houses under PMAY
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 472

  • @kalidas8262
    @kalidas8262 ปีที่แล้ว +72

    ଅଭିଯୋଗ ବାକ୍ସ ଦେଲେ ସେଇ ବାକ୍ସ ଭିତରେ ରହିଯିବ.. ଟୋଲ ଫ୍ରି ନମ୍ବର ଦେବା ଦରକାର

    • @babusahu6632
      @babusahu6632 ปีที่แล้ว +2

      Nice

    • @jhilisenapati5812
      @jhilisenapati5812 ปีที่แล้ว

      Yes u are right jaha dwara ame sidha salakha ama asubidha janai paribu

  • @cricketheroprabhu5302
    @cricketheroprabhu5302 ปีที่แล้ว +170

    ଯିଏ ଧନୀ ତାକୁ ତାର ବାପା ମା ଆଉ ପୁଅ ଙ୍କୁ ମିଳୁଛି
    ହେଲେ ଆମ ଭଳି ଗରିବ ଲୋକଙ୍କୁ ମିଳିପାରିନାହିଁ

    • @barsharaniraita6847
      @barsharaniraita6847 ปีที่แล้ว +8

      ଆପଣ ଠିକ୍ କହୁଛନ୍ତି ଆଜ୍ଞା ଆମ ପଞ୍ଚାୟତ ରେ ପାର୍ଥୀ ଦ୍ବାରା ଘର ଦିଆଯାଉଛି। ତାଙ୍କ ଘରେ ବାପା ନାଁରେ ପୁଅ ନାଁରେ ସ୍ତ୍ରୀ ନାଁରେ ମା ନାଁରେ ଗୋଟିଏ ପରିବାରରେ ୩ଟା ଘର ମିଳୁଛି । ହେଲେ ଆମ ନାଁର ଘର କାଟିଦେଉଛନ୍ତି । ୮୨୬୦୫୮୮୮୫୪

    • @brundabanbhue770
      @brundabanbhue770 ปีที่แล้ว +2

      Eita ta sata

    • @jhiliranibarik2635
      @jhiliranibarik2635 ปีที่แล้ว +2

      Right

    • @janekodisha
      @janekodisha ปีที่แล้ว +2

      R8 broooooooo

    • @jashobantamohanty8655
      @jashobantamohanty8655 ปีที่แล้ว +1

      Strike kariba bhai

  • @deepakrupali6383
    @deepakrupali6383 ปีที่แล้ว +85

    ଅଭିଯୋଗ ବାକ୍ସ ନୁହେଁ ଟୋଲ ଫ୍ରି ନମ୍ବର ଦିଅନ୍ତୁ ଅଭିଯୋଗ ଜଣାଇବୁ ତାହାଲେ ଯୋଗ୍ୟ ହିତାଧିକାରୀ ଘର ପାଇବେ ନହେଲେ ପଂଚାୟତ ଅଭିଯୋଗ ଜଣାଇବେ ନାହିଁ

  • @tukanamalik631
    @tukanamalik631 ปีที่แล้ว +70

    ଯିଏ ଦବ 10 ହଜାର ସେଇ ଲୋକକୁ ଘର ମିଳିବ ଏଇଟା ଆମ ଓଡ଼ିଶା ସରକାର ର ପୁରୁଣା ରେକଡ୍ ମୋର ମାଟି ଘର ଅଛି ମୋତେ ଘର ମିଳୁନାହିଁ

    • @ullashkumar1544
      @ullashkumar1544 ปีที่แล้ว

      ଠିକ୍ କହିଛ ଭାଇ ଯିଏ ଦବ ୧୦% ସିଏ ପାଇବ ଘର

    • @ullashkumar1544
      @ullashkumar1544 ปีที่แล้ว

      ଆଉ ଆମ ପାଇଁ ବାଳ
      ଆଗକୁ ନିବାଚନ ଅଛି ସେଥିପାଇଁ ପହସନ

    • @gitanjalimalik6190
      @gitanjalimalik6190 ปีที่แล้ว

      Right 👍

  • @maheswarbehera8362
    @maheswarbehera8362 ปีที่แล้ว +71

    କେନ୍ଦ୍ରସରକାରଙ୍କ ଯୋଜନାକୁ ପ୍ରତି ଗାଁ ମାନଙ୍କରେ LCD tv ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉ ,ନବୀନ ସରକାରଙ୍କ ଗୋପନ ଲୀଳାକୁ ଲୋକ ମାନେ ଜାଣିବା ଦରକାର

    • @santagahir272
      @santagahir272 ปีที่แล้ว +1

      Right

    • @tarangakhadia8695
      @tarangakhadia8695 ปีที่แล้ว

      👍👍👍💯

    • @StudyStudio486
      @StudyStudio486 ปีที่แล้ว

      Right

    • @bikram7220
      @bikram7220 ปีที่แล้ว

      Tot gadimarithiba na ghara dihahauchi hele tama bjp deha re jauni

    • @bikram7220
      @bikram7220 ปีที่แล้ว

      Niban kn ghara ghara buliba dekhiba ghaa kie paila kie napaila

  • @santaliviralshorts123
    @santaliviralshorts123 ปีที่แล้ว +28

    ଆମେ ଗରିବ ଲୁକୋ ହେଲେ ବି ଆମୋକୁ ଇନ୍ଦ୍ରାଆବସ ଘର ମିଳିନି.. ରେସନ card ବି ବୋହୁତ କଷ୍ଟ ରେ ବୋହୁତ ଦିନ ପରେ ମିଳିଲା

    • @Bpatel152
      @Bpatel152 ปีที่แล้ว

      ଭାଇ ତମକୁ ତ ଜାହାହେଲେ ବି ରାସନ୍ କାର୍ଡ ମିଳିଛି ମୋତେ ତ ତାହାବି ମିଳିନି ଜୟ ଜଗନ୍ନାଥ

  • @PrasantaMalick-tl7xb
    @PrasantaMalick-tl7xb ปีที่แล้ว +6

    ଆମେ ହେଉଛୁ ଜଗ୍ୟ ହିତାଧିକାରୀ ଆମକୁ ପ୍ରଧାନମନ୍ତ୍ରୀ ଘର 🏠 ଦିଆଜାଉ ମୋର ଅନୁରୋଧ ଜୟ ଜଗନ୍ନାଥ 🙏

  • @safipatra369
    @safipatra369 ปีที่แล้ว +10

    ଯେତେ ଅଭିଯୋଗ କଲେ କଣ ହେବ ଅଭିଯୋଗ ବକ୍ସ ଖାଲି ନାମକୁ ସରକାର ଙ୍କୁ ଅଭିଯୋଗ କି toll-free ନମ୍ବର ଦିଆଯାଉ

  • @ChhabilaMunda
    @ChhabilaMunda ปีที่แล้ว +6

    ଦିଅ ଦିଅ ଘର ସମସ୍ତଙ୍କୁ ଘର ଦିଅ କିନ୍ତୁ ଜିଏ ପ୍ରକୃତରେ ଘର ପାଇବା କଥା ତାକୁ ତ ଏ ଜାଏ ଘର ମିଳୁ ନାହିଁ ।
    ଗରୀବ ଲୋକମାନେ ସେଇଥି ପାଇଁ ତ ଗରୀବ ହୋଇ ରହୁଛନ୍ତି ।
    ଘର ଖଣ୍ଡିଏ ପାଇବା ପାଇଁ ଏତେ କୁଦା କୁଦି କରିବା ପରେ ବି ଘର ଖଣ୍ଡେ ମିଳୁ ନାହିଁ । କି System ମାନିବାକୁ ପଡିବ
    କଣ ଠିକ୍ କଥା କହିଲି ନା.........। ନା ଭୁଲ କହିଲି Please Comment କର ।

  • @newwebsiresmovecreater1189
    @newwebsiresmovecreater1189 ปีที่แล้ว +7

    Sir jou paisa asuchi adha sarapncha khaidauchanti au jahaku ghra darkar ta na list ru katidauchanti sir

  • @babulapatiarbabulapatiar8338
    @babulapatiarbabulapatiar8338 ปีที่แล้ว +14

    ଆବାସ ଘର ପାଇଁ
    ଶିଷକ ଏବଂ ଅଙ୍ଗନାବାଡି ବାଡି ମାନକୁ ଦିଆଯାଉ ଫର୍ମ ଭରି ବ୍ଳକରେ ଦେବେ କଉ ପଞ୍ଚାୟତର ଅଧିକାରୀ କୁ ଦିଆ ନଯାଉ ସିଧା କାମ ଶେଷ
    ଲାଞ୍ଚ ଦୁର୍ନୀତି ନ ହେଉ

    • @deepakkumarbhoideepakkumarbhoi
      @deepakkumarbhoideepakkumarbhoi ปีที่แล้ว

      Right

    • @hurshikeshmathan9565
      @hurshikeshmathan9565 ปีที่แล้ว

      Ajayagya lokanku jadi p.m. awas mile tahele center pakhare kana buldozer nahi, sidha janch karithiba adhikari dai, ahara pratikar kebel buldozer, age janch karithiba adhikari ghare buldozer chalu, biri mada dekhi kolatha chaye chopa heijiba.

  • @girishchandrabiswal9510
    @girishchandrabiswal9510 ปีที่แล้ว +26

    ବିଜେଡି ଲୋକେ ହିଁ ପାଇବେ। ଏଥିରେ କିଛି କରି ହେବନି।

    • @satyajit.18
      @satyajit.18 ปีที่แล้ว +1

      2024 re jitebara plan 😠😠😠😠😠😠

    • @jharananayak9330
      @jharananayak9330 ปีที่แล้ว +1

      Athare samaste paibar adhikar achi bjd bjp athi palitice pai bahut problem hauchi

  • @bibhutiparida7565
    @bibhutiparida7565 ปีที่แล้ว +10

    କେନ୍ଦ୍ର ଯୋଗେଇବ , ରାଜ୍ୟ ବାଣ୍ଟିବ ।
    ଯେତେ ଘର ବାଣ୍ଟିଲେ ବି ସେତେ ନିଅଣ୍ଟ ।
    ଅଯୋଗ୍ୟ କୁ ଯୋଗ୍ୟ କରିଦେଲେ ସବୁ ସ୍ଵଚ୍ଛ ହେଇଥାଏ !

  • @agreeculturelifestyle7298
    @agreeculturelifestyle7298 ปีที่แล้ว +1

    ପୂର୍ବରୁ ଜଉ ମାନେ ଆବାସ ଯୋଜନା ରେ ଘର ପାଇଛନ୍ତି ତାଙ୍କ ନାଁ ମଧ୍ୟ ସାର୍ବଜନୀନ କରାଯାଉ

  • @rajanipandatechvlogs3879
    @rajanipandatechvlogs3879 ปีที่แล้ว +2

    ଆମ ଚୋର ମାନେ ବହୁତ ଚାଲାକି ବର୍ତ୍ତମାନ ଭି ସେୟା ହେବ।
    କାରଣ ବିଜେଡ଼ି ଗାଁ ରୁ ଲୋକ ଡାକି ଘର ବିକ୍ରି କରିବାକୁ ପଛେଇବ ନାହିଁ ଭୁବନେଶ୍ୱର ରେ ରହୁଥିବା ବସ୍ତି ଵାଲା ଯେଉଁ ମାନେ ଟଙ୍କା ଲାଞ୍ଚ ନଦେଈ ପାରିବେ ଆଊ ଯେଉଁମାନେ ବିଜେଡ଼ି ର ହୋଇନଥିବେ ଆଊ ଯେଉଁମାନେ ଅନ୍ୟାନ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ତାଙ୍କର ନାମ ରେ ମିଛ କେସ ଦେବେ ପୋଷା କୁକୁର ପୋଲିସ ମଧ୍ୟ ସେୟା ବାରବୁଲା କିଛି କୁକୁର ନେତାମାନେ ଅଛନ୍ତି ସେମାନେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି।ଆଉ ଯଦି 25 ବର୍ଷ ରହିବେ ତାହାହେଲେ କେତେବେଳେ ଆମ ରାଜ୍ୟକୁ ବିକ୍ରିକରିବେ ତା ସାଙ୍ଗରେ ଆମ କୁ ଭି ବିକ୍ରି କରିବେ ଉଚିତ ଲୋକମାନେ ଘର ପାଇବେ ନାହିଁ ଯିଏ କୁକୁର ଦଳ ଙ୍କ ଚମଚା ହେଇଥିବ ସେ ପାଇ ବ

  • @deepakdks993
    @deepakdks993 ปีที่แล้ว +7

    କିଛି ଟଙ୍କା ଦେଲେ ଅଯୋଗ୍ୟ ବି ଯୋଗ୍ୟ ହୋଇଯିବେ

  • @pradyumndas6510
    @pradyumndas6510 ปีที่แล้ว +5

    ଯାହାର ପକ୍କା ଘର ତାର ହିଁ ଘର ଆସୁଛି ......

  • @ullashkumar1544
    @ullashkumar1544 ปีที่แล้ว +2

    ଯାହା କୁହ ଭାଇ ଏ ଯୋଯନାରେ କେବଳ ଧନୀ ଓ ବଡ ବଡିଆଙକ ପାଇଁ ଆମ ପରି ଗରିବ ମାନଙ୍କ ପାଇଁ ଖାଲି ଚାଳ ଛପର ଘର ଛଡ଼ା ଆଉ କିଛି ନାହିଁ

  • @santoshsahu3322
    @santoshsahu3322 ปีที่แล้ว +7

    Good job 👍

  • @manaswedsmama4841
    @manaswedsmama4841 ปีที่แล้ว +6

    Thanks sir

  • @asishthanapati7614
    @asishthanapati7614 ปีที่แล้ว +7

    Good job

  • @pradyumnapanda1270
    @pradyumnapanda1270 ปีที่แล้ว

    ଯେଉଁ ଅଯୋଗ୍ୟ ହିତାଧିକରିବା ମାନେ ଆଗରୁ ଘର ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟବସ୍ଥା କାହିଁକି ନାହିଁ। ଯେଉଁମାନେ ତାଙ୍କୁ ଘର ଦେଇଛନ୍ତି ତାଙ୍କଠାରୁ ସେହି ଟଙ୍କା ଆଦାୟ କରାଯାଉ।।

  • @G.ASPORTS
    @G.ASPORTS ปีที่แล้ว +2

    ଆମର ତ ଏତେ ବର୍ଷ ହେଲାଣି କାହିଁ ଆସିଲୁନି ଏହି କେନ୍ଦ୍ର ସରକାରଙ୍କର ଆବାସ ଯୋଜନା 🏠🏠 ଘର ନା କ'ଣ? ଆମର ବାପା,ମା ମାନେ ଆଉ ବୁଢ଼ା ବୁଢୀ ହୋଇ ଗଲାଣି ଆଉ ପାଇ ପାରିବୁନି। ଥାଉ ଆପଣଙ୍କର ଏହି ଆବାସ ଯୋଜନା ଘର । କାହିଁ ଲୋକଙ୍କୁ ଖାଲିଟାରେ ଆଶା କରାଯାଉଛନ୍ତି ?/ଏହି ଦେବୁ ସେଇଦବୁ କହୁଛନ୍ତି। କିଛି ଦରକାର ନାହିଁ ଆପଣଙ୍କର ଆବାସ ଯୋଜନା ଘର ? । ଆମେ ଆମୋ ମାଟି ଘରେ🏠🏠🏠 ରହି ବହୁତ ଖୁସିରେ ରହିଛୁ ଏବଂ ରହିବୁ ମଧ୍ୟ । ଆମେ ଆଦିବାସୀ ଲୋକ ଏମିତି ରେ ବି ଚଳିଯିବୁ। ଜୟ ଜଗନ୍ନାଥ🙏🙏🙏

  • @digambarrout5778
    @digambarrout5778 ปีที่แล้ว +5

    Nice work

  • @safipatra369
    @safipatra369 ปีที่แล้ว +4

    Great sir

  • @satyabratajena9247
    @satyabratajena9247 ปีที่แล้ว +8

    Good decisions of B. J. P

  • @bhagatrampujari675
    @bhagatrampujari675 ปีที่แล้ว +5

    👍👍 good job 🙏🙏

  • @debendrajena1031
    @debendrajena1031 ปีที่แล้ว +1

    ସାର‌ ମୁଁ ଓଟିଭି ର ସବୁ‌ ନିୟୁଯୁ ସେୟା ର କରିଆସୁଛି ହେଲେ କୈାଣସି ‌ଗୋଟାଏ‌ ବି ସମସ୍ୟା ଉପରେ ମୋର ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଘର କେବେ ମିଳି ବ ନା ନାହିଁ କିଛି ଆଣ‌ଙ୍କମାଧ୍ୟ ମରେ ମତେ କିଛି ବି ସାହାଯ୍ୟ ମିଳିଲେ ମୋପରିବାର ଚିର ରୁଣି଼ ହେବୁ

  • @UGCNET-j9c
    @UGCNET-j9c ปีที่แล้ว +2

    Ebe mgh tamar mane paduchi agaru ଘାସ katu thila ki

  • @rajanipandatechvlogs3879
    @rajanipandatechvlogs3879 ปีที่แล้ว +2

    ବ୍ଲକ ଓ ସହର ମୁନିସିପାଲଟି ରେ ମଧ୍ୟ ସେୟା ହେବ

  • @ROSHIYAMANDAL
    @ROSHIYAMANDAL 5 วันที่ผ่านมา

    ସାର୍ ମୋର kashinagar block ମୁଁ ଗୋଟେ ଗରିବ ଲୋକ ସାର୍ ମୋ ଘର ଦେଖିଲେ ଆଉ jio taking ମଧ୍ୟ କରିଥିଲେ ଏବଂ ସବୁ document ନେହି ତିଲେ କିନ୍ତୁ ଘର ମିଳିଲା ନାହିଁ ସାର୍ ମୁଁ ଦୁଃଖିତ

  • @dhurbanandarout6625
    @dhurbanandarout6625 ปีที่แล้ว +1

    କେନ୍ଦ୍ର ସରକାର ଟୋଲ ଫ୍ରି ନମ୍ବର ଦେଲେ
    ଗୋଟିଏ ଘରବି ଅଯୋଗ୍ଯ ପାଇପାରିବେ ନାହିଁ।
    ଆବାସ ଗୃହ ଚୟନ ଶିକ୍ଷକ ଓ ଅଙ୍ଗନ ୱାଡି,ସ୍ୱୟ୍ଂ ସହାୟକ ହେଲେ ଯୋଗ୍ଯ ପାଇ ପାରିବେ

  • @narayanjena8560
    @narayanjena8560 ปีที่แล้ว +1

    ବାଳ ମିଳିବ ଆଗରୁ ମିଳିବ ମିଳିବ କହିକି ଏବେ ଜଣେ ଲୋକେ ରାସ୍ତା କଡରେ ଶୋଉଛନ୍ତି |

  • @Manoj-588
    @Manoj-588 ปีที่แล้ว +4

    Good 💪👍👍👍

  • @kalandidalai2666
    @kalandidalai2666 ปีที่แล้ว +1

    Tq

  • @jharananayak9330
    @jharananayak9330 ปีที่แล้ว +4

    Nama asile katidauchanti bahut problem hauchi

    • @tofansahoo7416
      @tofansahoo7416 ปีที่แล้ว

      Kn pain kati dauchhanti reply & contact me. Mu tamsku help karibi.

  • @sambumaity8376
    @sambumaity8376 ปีที่แล้ว +1

    Right answers

  • @sahululu9413
    @sahululu9413 ปีที่แล้ว +1

    ଜମି ବାଡ଼ି ଘର ଦେଖିବା ପରେ ଘର ଦେବେ EO GRS ଆଉ ସରପଞ୍ଚ PC ନେଇକି ଘର ଦେଉଛନ୍ତି

  • @satyabratamahanta5025
    @satyabratamahanta5025 ปีที่แล้ว +7

    Very very good job

  • @pallabibiswal454
    @pallabibiswal454 ปีที่แล้ว +1

    Very good job

  • @phuleiphulei2895
    @phuleiphulei2895 ปีที่แล้ว +1

    Right

  • @jharananayak9330
    @jharananayak9330 ปีที่แล้ว +1

    Yes sir try karantu

  • @ranjayarout4523
    @ranjayarout4523 ปีที่แล้ว +7

    Jay Shree Ram Jay hind jay Jagannath

  • @Sahu_Santanu_24
    @Sahu_Santanu_24 ปีที่แล้ว

    ଆମର ବି ଅୱାସ ଘର ଆସିଥିଲା
    କିନ୍ତୁ ସରପଞ୍ଚ ମାନେ ମିଶି ଘର ଅନ୍ୟ ଜଣଙ୍କୁ ଦେଇ ଦେଲେ ଆଉ ଏବେ bdo, collector ପାଖକୁ ଗଲେ ତୁମ ଘର କାମ ତ ସରିଲା କଣ ପାଇଁ ପୁଣି ଘର ଘର ହେଉଛ କହୁଛନି
    ଲାଞ୍ଚ ନେଇ ଅନ୍ୟ ଜନକୁ ଦେଇ ଦେଇଛନ୍ତି କଣ କହିବେ ଆଊ

  • @malik8582
    @malik8582 ปีที่แล้ว +1

    Thanks

  • @prasantsahoo1867
    @prasantsahoo1867 ปีที่แล้ว +4

    Bjp jindabad

  • @purthiraj
    @purthiraj ปีที่แล้ว +3

    Ghara khande nahi boli bahut hairana hauchhu please sir amaku help kara..

  • @sujarout393
    @sujarout393 ปีที่แล้ว +1

    ଆମେହେଉଛୁଜଗଗ୍ୟା ହତ୍ୟାକାରୀ ଆମକୁମୋର‌ଅନୁରୋଧଜୟଜଜ୍ରୃ ପ୍ରଧାନମନ୍ତ୍ରୀଘରଦିଆଜାଉଜୟଜଜ୍ଜଗନ୍ନଥମୋର‌ଅନୁରୋଧସାରେ

  • @ganapatisabar8976
    @ganapatisabar8976 ปีที่แล้ว

    ଘର ମିଳିବା ଲୋକଙ୍କୁ ଆଉରି ଦିଅନ୍ତୁ , ଧନୀ ଲୋକଙ୍କୁ ଆଉରି ଆଉରି ଦିଅନ୍ତୁ । କିନ୍ତୁ ଆମ ପରି ଗରିବ ପରିବାର ବର୍ଷ ବର୍ଷ ଧରି ଆବାସ ଯୋଜନା ପାଇଁ ଅପେକ୍ଷାରେ ଅଛି କିନ୍ତୁ ମିଳୁନି କାହିଁକି ଜାଗା ପଟ୍ଟା ଦରକାର ସେଇଟା ଏଇଟା ଦରକାର ବୋଲି କହିବେ। ବହୁତ ଭଲ ସରକାର ଧନ୍ୟବାଦ୍ ।

  • @bhagbatpradhan2365
    @bhagbatpradhan2365 ปีที่แล้ว

    ଶଳା ଯାହାର ଘର ଅଛି ତାକୁ ହିଁ ମିଳୁଚି ଆଉ ଯାହାର ଘର ନାଇ ତା ପାଇଁ ନାଇ ଆମର ଫଟୋ ଉଠେଇ କି ନେଲେ କିନ୍ତୁ ମିଳିଲାନି ଟୋଲ ଫ୍ରି ନମ୍ବର ଦିଅନ୍ତୁ ସବୁ ସତ ଜଣା ପଡ଼ିବ

  • @AkashKumar-rl3wt
    @AkashKumar-rl3wt ปีที่แล้ว +1

    Sir gariba loka ghara paunahanti list re name asichi but ghara milu nahi
    Govement kichi Sethilagi work karu nahanti

  • @rajkishor6349
    @rajkishor6349 ปีที่แล้ว

    ଏଥର ମଧ୍ୟ ବିଜେଡି କର୍ମୀ ଙ୍କୁ ଆଭାସ ଯୋଜନା list ଅଛି l ବିଜେପି କର୍ମୀ ଙ୍କ list କଟା ଯାଇଛି l Baleswar ବ୍ଲକ ବାହାନଗା

  • @dipudalei3454
    @dipudalei3454 ปีที่แล้ว

    Yes

  • @UGCNET-j9c
    @UGCNET-j9c ปีที่แล้ว +4

    Help line number kuha

  • @nallaeswararao6458
    @nallaeswararao6458 ปีที่แล้ว

    Please focus on sanction amount now a days material prices

  • @siddhantsahoo6385
    @siddhantsahoo6385 ปีที่แล้ว +1

    ଆମର ଲିଷ୍ଟ୍ ରେ ନା ଥିଲା ଫଟୋ ବି ଉଠେଇ ଥି ଲେ କିନ୍ତୁ ଫାଇନାଲ ଲିଷ୍ଟ ନାଁ କାଟିଦେଇଛନ୍ତି

  • @sushantadas3475
    @sushantadas3475 ปีที่แล้ว +1

    Very nice mu

  • @Likun_good_life
    @Likun_good_life ปีที่แล้ว

    ଗରିବ ଲୋକ ମାନେ ଉପକୃତ ହେବେ!

  • @mahanakashiktmdukelovers1963
    @mahanakashiktmdukelovers1963 ปีที่แล้ว

    d. Rayagada .
    B. muniguda
    P. kumudabali
    V. Singari
    Ama gaa re bi gharo miluni miliba loka ku 2ta loki gharo miluchi
    Au namiliba lokanku kichi nahi 🙏

  • @surendrabudiuli3829
    @surendrabudiuli3829 ปีที่แล้ว

    ଆମ ଗାଁ ରେ ଗୋଟେ ପରିବାର ରେ ତିନୋଟି ଆବାସ ଘର .. ସେମାନେ ଚାକିରିଆ ଲୋକ କିପରି ହିତାଧିକାରୀ ହେଲେ. ଆମେ ଗରିବ ଲୋକ ଘର ମିଳିବା କଷ୍ଟ..

  • @narayannayak4798
    @narayannayak4798 ปีที่แล้ว

    Jay jagannath 🙏🙏🙏

  • @satyanarayanpanda312
    @satyanarayanpanda312 ปีที่แล้ว

    A vigilant committee to be made to check the same

  • @barshaputel2087
    @barshaputel2087 ปีที่แล้ว +4

    Tq sir

  • @narendrapurty9630
    @narendrapurty9630 ปีที่แล้ว

    Multiple member in one family r benefited. So ration card must be mandatory in selecting the beneficiary of awaas pmay

  • @surendradani4502
    @surendradani4502 ปีที่แล้ว

    Bahut bhala

  • @bimalbhatra1902
    @bimalbhatra1902 ปีที่แล้ว

    ସୁପର ସାର

  • @sankardharua5014
    @sankardharua5014 ปีที่แล้ว +1

    Very good

  • @RahulKumar-zm1gc
    @RahulKumar-zm1gc ปีที่แล้ว

    ସବୁ ଦେଖାଣିଆ 😔. Mu block office daudi daudi maruchi daily. Panchayat office ta mana karuchi je apply hauni boli. Kouthiki jibi ta hele ?

  • @jayshreemahapatra2219
    @jayshreemahapatra2219 ปีที่แล้ว

    Correct

  • @soumyaranjanrout237
    @soumyaranjanrout237 ปีที่แล้ว

    Pc kemeti roka jaipareba kichhi karantu

  • @deepubehera3975
    @deepubehera3975 ปีที่แล้ว

    Multiple member in one family r beneflted so ration card must be mandatory ni selecting the beneflciary of awaas pmay

  • @pratapnayak6021
    @pratapnayak6021 3 หลายเดือนก่อน

    ଅଭି ଯୋଗ ବକ୍ସ ଦେଲ ଲାଭ ନାହିଁ ୱାରୋକୋଡ ଫୋଫଡି ଦେଉଛନ୍ତି ସରପଞ୍ଚ ତାର ଦଳିଅ ଲୋକ ଙ୍କୁ ଦେଉଛି toli ଫ୍ରି no ଦିଆ ଯୋଉ

  • @AjayDas-ko6mv
    @AjayDas-ko6mv ปีที่แล้ว

    Dhenkanal District parjang block basoi grama panchayat ghara upare ghara miluchhi Jia paibar jugya taku miluni

  • @nityaranjan3245
    @nityaranjan3245 ปีที่แล้ว

    Center ra tollfree no diantu jouthi re complain kari haba

  • @millibadajena3196
    @millibadajena3196 ปีที่แล้ว

    'Mo ghar jojana' aha eka lone .. Ahi lone aame karile ahaku sujhibaku padiba ... Ahi lone karila pare aamaku 'pradhana mantree abasa jojana ' aamaku mili pariba ta??

  • @irmasodi8302
    @irmasodi8302 ปีที่แล้ว +1

    Loko kandusonti sir please check jahu

  • @ruturajghivela283
    @ruturajghivela283 ปีที่แล้ว

    Bahut vala heba

  • @bideshikumarswain6095
    @bideshikumarswain6095 ปีที่แล้ว

    Jie dhani sir sie abasa jojana pauchi au ji garibaku sie gariba rahuchi

  • @swapanamohanta5241
    @swapanamohanta5241 4 หลายเดือนก่อน +1

    Amoku b milini sir 🙏

  • @gaganbeharibehera7121
    @gaganbeharibehera7121 ปีที่แล้ว

    Pradhan mantri avasa ghara ra wall re tiles re PM modi photo rahiba darkar

  • @nabinbiswal5222
    @nabinbiswal5222 ปีที่แล้ว

    Jahara rason card achi se ghara paiba ki naye?

  • @ollywoodhitesh8025
    @ollywoodhitesh8025 ปีที่แล้ว

    Jay jagarnnath 🙏🙏🙏🙏🙏🙏

  • @singham12
    @singham12 ปีที่แล้ว

    Sir Balasore jambhirai re bahut loka ra ghara nai..

  • @pratapsutarreal-life955
    @pratapsutarreal-life955 ปีที่แล้ว

    ଆମ ଗାଁ ରେ ଯାହାର କୋଠା ତାକୁ ପ୍ରଧାମନ୍ତ୍ରୀଆବାସ
    ମିଳିଛି ଆମର ଅଜବେଷ୍ଟ କିନ୍ତୁ ଆମ କୁ ମିଳୁନି
    ଯାହାର ଚାକିରି ତାକୁ ମିଳୁଚି ଜିଆ ଖଟୁଚି ତାକୁ ମିଳିନି
    ଦଳ ସମ୍ପର୍କ ସୂଜ୍ୟ ମନ୍ତିର ଭାବ ଆଉ ଜିଆ ଟ୍ଟଙ୍କା
    ଦେଇପରୁଚି ସିଆ a ଆବାସ ଯୋଜନର ଲଭ ଓଠେଇପରୁଚି ଧନ୍ୟ ସରକାର

  • @sudamparida
    @sudamparida ปีที่แล้ว

    Politics re thiba dhani lokanku miliba chance bahuta But khandia ghare thiba gariba lokanku kebebi miliba nahni.(odishare jor jar mulak Tara)

  • @devrajkumbhar4008
    @devrajkumbhar4008 ปีที่แล้ว

    Right 👍👍👍 sir

  • @ajitkumarmaharana9275
    @ajitkumarmaharana9275 ปีที่แล้ว

    On line data survey kari ghara dia jau

  • @Bijay.3456
    @Bijay.3456 ปีที่แล้ว

    ଯେତେଦିନ ପାଇଁ BJD ଓଡ଼ିଶା ରେ ଥିବ ସେତେଦିନ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ପ୍ରଧାମନ୍ତ୍ରୀ ଆବାସ ଯୋଜନା ପାଇ ପାରିବେ ନାହିଁ

  • @rabindrarathor1013
    @rabindrarathor1013 ปีที่แล้ว

    ଟଙ୍କା ‌ଯାହାର‌ ଘର‌ ତାହାର ଏସବୁ ଧନି‌ ଲୋକଙ୍କ ପାଇଁ ସରକାରୀ ଯୋଜନା ,,,,

  • @bhaskarmudulibmodulitother7043
    @bhaskarmudulibmodulitother7043 ปีที่แล้ว

    Toll free no pliesa mor foni re na achi hele tankatie bi milini dist puri via brahmagiri post bentapur village gopinath pur foni sirial no 119 pliese pliese sar gote avash jojona diantu🙏🙏🙏🙏🙏🙏🙏🙏🙏🙏🙏🙏

  • @bijayanayak837
    @bijayanayak837 ปีที่แล้ว +4

    ଆମେ ଗରିବ ଲୋକ କିନ୍ତୁ ଆମକୁ ଘର ମିଳୁନି

  • @rcreation5747
    @rcreation5747 ปีที่แล้ว +10

    Draupati mam ka kamal.👌

  • @rz__firose
    @rz__firose ปีที่แล้ว

    Right padakshyepa

  • @SantoshDas-lq3qi
    @SantoshDas-lq3qi ปีที่แล้ว

    ଇଏ ଘର ଗରିବ ଲୋଙ୍କ କର ନୁହେଁ ସବୁ ବଡ ବଡିଆ ଲୋଙ୍କ ମାନଙ୍କର ଗରିବା ଜମିତେ ଥିଲା ସେମିତେ ରହିବ

  • @kalpanadas2194
    @kalpanadas2194 3 หลายเดือนก่อน

    A parjyanta ghara te a mililani?

  • @abhimanyubehera7573
    @abhimanyubehera7573 ปีที่แล้ว

    Goooooooooooooooooooood

  • @ajayapatraofficial
    @ajayapatraofficial ปีที่แล้ว +2

    👍🏻

  • @MrbantiNanda
    @MrbantiNanda ปีที่แล้ว

    Good job 🙏🙏🙏👍👍

  • @hbrpresent5782
    @hbrpresent5782 ปีที่แล้ว

    Toll free no,,, ଦିଆ ଯାଉ,, ତାପରେ କିଛି ସୁଧିରିବ,,,

  • @kdpgirlmitali4852
    @kdpgirlmitali4852 ปีที่แล้ว +3

    Ajaa ta ghara daunahanti ame bahut hairan hauchu😭😭😭

    • @tofansahoo7416
      @tofansahoo7416 ปีที่แล้ว

      Ok your district name plz. tame mate reply & contact kara mu tamaku help karibi.