🔴 LIVE | ରାସନ କାର୍ଡ : କିଏ କଟିବେ , କିଏ ପାଇବେ? | Ration Card | Eligibility | Kanak News

แชร์
ฝัง
  • เผยแพร่เมื่อ 29 ม.ค. 2025

ความคิดเห็น • 364

  • @deepakacharya3892
    @deepakacharya3892 6 หลายเดือนก่อน +201

    କେବଳ ଧନୀ ବ୍ୟକ୍ତି ମାନେ ଏବଂ ସରପଞ୍ଚ ଙ୍କ ପାଦ ଚଟା କୁକୁର ମାନେ ପାଇବେ।

  • @tilakmeher5646
    @tilakmeher5646 6 หลายเดือนก่อน +100

    ବହୁତ୍ ଧନି ଲୋକ ମାନେ ପାଉଛନ୍ତି ତାଙ୍କୁ କଣ କରିବେ

    • @aldrefresh2792
      @aldrefresh2792 6 หลายเดือนก่อน +5

      Tu bi poisa kamaunu tu bi dhoni hei jibu

    • @RajibDakua-l8s
      @RajibDakua-l8s 6 หลายเดือนก่อน +4

      ତଦନ୍ତ କରିବା ଦରକାର

    • @manoranjanpradhan247
      @manoranjanpradhan247 6 หลายเดือนก่อน

      Tame kahuna kn kale dhani heijibu ame @@aldrefresh2792

    • @pradhanashok5005
      @pradhanashok5005 6 หลายเดือนก่อน +1

      ଅମ୍ବାନୀ ଆଉ ଆଦାନୀ ର ରାସନ୍ କାର୍ଡ କଟା ଯାଉ😂😂😂😂

  • @abhimanyudhal9266
    @abhimanyudhal9266 6 หลายเดือนก่อน +64

    ପ୍ରତେତ୍କ 5 ବର୍ଷରେ ଥରେ ଡିଲାର ଚେଞ୍ଚ ହେବା ଦରକାର

  • @mpmpmpmp143
    @mpmpmpmp143 6 หลายเดือนก่อน +54

    ଭୁତ ପ୍ରେତ ନେଉଛନ୍ତି କିନ୍ତୁ ଆମର ନାହିଁ 😢

  • @KuberSahu-nu4xt
    @KuberSahu-nu4xt 6 หลายเดือนก่อน +27

    ନୂଆ କାର୍ଡ କେବେହେବ. ଯାହାର ୨ ଏକର୍ଡ ଜମିଥିବ ତାହାର ଚାଉଲକାର୍ଡ ଗରିବ କୁ ୧୦ କେଜି ଚାଉଲ ଦିଆଯାଉ

  • @niranjanswain3328
    @niranjanswain3328 6 หลายเดือนก่อน +58

    କଣ କଣ ଥିଲେ ଯୋଗ୍ୟ ହିତାଧିକାରୀ ସେଇଟା କୁହ

    • @sanjuktabiswal1569
      @sanjuktabiswal1569 6 หลายเดือนก่อน +3

      ଯାହାର ପରିବାର କୁ ନେଇ ଜମି ଅଳ୍ପ କିଛି ଅଛି ଦେଖି ଦିଅନ୍ତୁ,

    • @prasantakumarjena4437
      @prasantakumarjena4437 6 หลายเดือนก่อน +2

      ଯାହାର ନେତା ମନ୍ତ୍ରୀଙ୍କ ସହ ଭଲ ସମ୍ପର୍କ ଥିବ।

    • @binaykumarpradhan2200
      @binaykumarpradhan2200 6 หลายเดือนก่อน +3

      ଆମ ଗାଁ ରେ 75 କ୍ୱେଣ୍ଟାଲ ମଣ୍ଡି ରେ ଧାନ ବିକୁ ଥିବା ଲୋକବି ରାସନ କାର୍ଡ ପାଇଛନ୍ତି।

    • @sandhyaranijethi7168
      @sandhyaranijethi7168 6 หลายเดือนก่อน +1

      ଠିକ୍ କଥା କହିଛ

    • @ShishirBishoyi
      @ShishirBishoyi 6 หลายเดือนก่อน

      ଆମ ଗାଁ ରେ ଅର୍ମୀ ଚାକିରି ବଲା ପାଉଛି

  • @rajendrasahu939
    @rajendrasahu939 6 หลายเดือนก่อน +4

    ଗରିବ ଲୋକଙ୍କ ପାଖରେ ରାସନ୍ କାର୍ଡ ନାହି, କିନ୍ତୁ ଧନୀ ଲୋକଙ୍କ ରାସନ୍ କାର୍ଡ ବହୁତ ଅଛି, ଗରିବ ଲୋକଙ୍କୁ ଚିହ୍ନଟ କରି ରାସନ୍ କାର୍ଡ ଦିଅ,

  • @stallionbbr
    @stallionbbr 6 หลายเดือนก่อน +17

    ଯୋଉମାନଙ୍କ ଦୁଇଚକିଆ ଗାଡି ଅଛି ଓ କିଛି ବ୍ୟବସାୟ କରୁଛନ୍ତି ସେମାନଙ୍କର ବ୍ୟାଙ୍କ ଖାତା ଯାଞ୍ଚ କରାଯାଉ ଆଧାର କାର୍ଡ ଭିତ୍ତିରେ, ଆଧାର କାର୍ଡରୁ ଦୁଇ ଚକିଆ ଗାଡି ଓ ବ୍ୟାଙ୍କ ଖାତାର ପ୍ରକୃତ ଆୟର ବିବରଣୀ ମିଳିପାରିବ, ମାଗଣା ଚାଉଳ ନେଇଚାଲିଛନ୍ତି

    • @Happygirlvloglife
      @Happygirlvloglife 6 หลายเดือนก่อน +1

      ଠିକ୍ କହିଛନ୍ତି

    • @iliiinakula5339
      @iliiinakula5339 6 หลายเดือนก่อน

      😂😂kahara 2 chakia nai mate tike kahila

  • @gobindadhua9921
    @gobindadhua9921 6 หลายเดือนก่อน +8

    Sir ଜନଗଣନା କରନ୍ତୁ . ତା ପରେ ରାସନ କାର୍ଡ ଦେଲେ ଭଲ ହୁଅନ୍ତା

  • @niranjanswain3328
    @niranjanswain3328 6 หลายเดือนก่อน +25

    କଣ କଣ ଥିଲେ କାର୍ଡ କଟୀବ ସେଇଟା ଆଗ କୁହ

  • @TheLifeVibes
    @TheLifeVibes 6 หลายเดือนก่อน +9

    ପ୍ରତି ଦିନ କେତେ ମରୁଛନ୍ତି କେତେ ଜନ୍ମ ହେଉଛନ୍ତି ତୁମେ କେତେ ଦିନ ଖୋଜି ଖୋଜି କାଟିବ

  • @Prem-bz3tr
    @Prem-bz3tr 6 หลายเดือนก่อน +5

    ଧନୀ ଲୋକ ପାଉଛି ଗରିବ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ ବ୍ଲକ୍ ଅଫିସ୍ ସପ୍ଲେଇ ପାଖକୁ ଗଲେ ନା କଟୁ ନାହିଁ ନା କାଟିଲେ ତ ଆମ ପରିବାର ନୂଆ ରାସନ କାର୍ଡ ଅନଲାଇନ୍ ଏପ୍ଲେ କରିବୁ ନୂଆ ପରିବାର କୁ ସରକାର କେବେ ରାସନ କାର୍ଡ ଦେବ

  • @ranjitrana7361
    @ranjitrana7361 6 หลายเดือนก่อน +11

    ପୁଅ,ଝୀଅ,ରନାମ,କେବେ,ଯୋଡିହେବ

  • @s.mohapatra-i1k
    @s.mohapatra-i1k 6 หลายเดือนก่อน +9

    ମଲା ଲୋକ ରାସନ୍ ନେଉଛନ୍ତି /ଯାହା ଘରେ ଯିଏ ମରୁଛନ୍ତି ତାକୁ ସେମାନେ କିମ୍ବା ସରପଞ୍ଚ ୱାର୍ଡ ମେମ୍ବର କେହି ବି ବ୍ଲକ ଅଫିସ କୁ ଯାଇ କଟୁ ନାହାନ୍ତି

  • @samarupujari2098
    @samarupujari2098 6 หลายเดือนก่อน +1

    ❤❤❤❤❤

  • @mragrncy9144
    @mragrncy9144 6 หลายเดือนก่อน +12

    Good decision. MLA and people representive will get opportunity to be closed to voters.

  • @santoshkumarmishra2620
    @santoshkumarmishra2620 6 หลายเดือนก่อน +3

    Bank Account ଦେଖ ଯିଏ 15 G ପ୍ରତିବର୍ଷ ଯିଏ ଦେଉଛି ତାର ରାସନ୍ କାର୍ଡ କାଟନ୍ତୁ. ଅନେକ ଲୋକ ୧୦ ଲକ୍ଷରୁ ଅଧିକ ଟଙ୍କା ବ୍ଯାଙ୍କରେ ରଖିଛନ୍ତି କିନ୍ତୁ ସେ ଲୋକଟି ରାସନ୍ କାର୍ଡ ର ସମସ୍ତ ସୁବିଧା ହାତେଇନଉଛନ୍ତି.

  • @bkcreation593
    @bkcreation593 6 หลายเดือนก่อน +1

    Navin sir is always the best cm in odisha❤❤❤

  • @Biswajitpihu
    @Biswajitpihu 6 หลายเดือนก่อน +3

    News ରେ ଖାଲି କହୁଚନ୍ତି ହେଲେ କେମିତି ଜଣେ ଯୋଗ୍ୟ ବ୍ୟକ୍ତି କେମିତି ସହଜ ରେ ପାଇବ ସେ ବିଷୟରେ ସହଜ ଉପାୟ କରନ୍ତୁ

  • @LiliNayak-ox2kb
    @LiliNayak-ox2kb 6 หลายเดือนก่อน +2

    ଭୁତ ପ୍ରେତକୁ ରାସନ୍ ମିଳୁଛି ଆମକୁ କିଛି ମିଳୁନାହିଁ

  • @narshinghbehera6985
    @narshinghbehera6985 6 หลายเดือนก่อน +1

    ଛୁଆ କୁ ମିଳୁଚି ହେଲେ ବୁଢ଼ା କୁ ନୁହେଁ ଧନୀ କୁ ମିଳୁଚି ହେଲେ ଗରିବ କୁ ନୁହେଁ ହେ ଭଗବାନ ତୁମେ ରକ୍ଷା କର

  • @ullashchandrabarik6979
    @ullashchandrabarik6979 6 หลายเดือนก่อน +1

    ଏକଥା ନିର୍ବାଚନ ଆଗରୁ କହିବାର ଥିଲା

  • @sanjuktabiswal1569
    @sanjuktabiswal1569 6 หลายเดือนก่อน +1

    ଯାହାର 5ଲକ୍ଷ ଉପରେ ବିଜିନେସ ଅଛି, ତାର ରାସନ କଟାଯାଉ,

  • @ଅଭୟ
    @ଅଭୟ 6 หลายเดือนก่อน +3

    ଶୀଘ୍ର ଚିହ୍ନଟ କରନ୍ତୁ ଗରିବ ଲୋକଙ୍କୁ APL ଆଉ ଧନୀ ବ୍ୟକ୍ତିଙ୍କୁ ଅନ୍ତଦୟ ରାସନ କାର୍ଡ ମିଳୁଛି କେବେ inquri ହେବ

  • @Odvlogs4s
    @Odvlogs4s 6 หลายเดือนก่อน +2

    ଭୂତ ପ୍ରେତ ବି ରାସନ୍ ପାଉଛନ୍ତି କିନ୍ତୁ ଆମକୁ ନାହିଁ😢 ଭୂତ ବି ରାସନ୍ ନେଇ ପଢ଼ାଉଛନ୍ତି😅So funny

  • @narshinghbehera6985
    @narshinghbehera6985 6 หลายเดือนก่อน +1

    ଆଉ ଧନୀ ଲୋକ ଚାଉଳ ଖାଉ ନାହାନ୍ତି ଦୁକାନରେ 30ଟଙ୍କାରେ ବିକି ଫାଇନ ଚାଉଳ ଖାଉ ଛନ୍ତି ସେମିତିଲୋକ ର card ନ ଥିବା କଥା

  • @dillipkumarsatapathy2574
    @dillipkumarsatapathy2574 6 หลายเดือนก่อน +3

    ନିଜ ଦଳର ବହୁ ନେତା ଭୁତ ହିତାଧିକାରୀଙ୍କ ରାସନ

  • @jayanta0084
    @jayanta0084 6 หลายเดือนก่อน +1

    ଆମ ଗାଁ ରେ 4ଚକିଆ ଗାଡ଼ି ଥାଇ ଧନୀ ମଧ୍ୟ ରାସନ ପାଉଛନ୍ତି ହେଲେ ମୋ ବାପା ଭିନ୍ନକ୍ଷମ ହୋଇ ମଧ୍ୟ ନାହିଁ ଏ ହେଉଛି BJD ର ନୀତି।

  • @Nandineebehera-u1j
    @Nandineebehera-u1j 4 หลายเดือนก่อน

    Thanks mam pranam Dist Dhenkanal.🙏🙏

  • @jagabandhugiri6980
    @jagabandhugiri6980 4 หลายเดือนก่อน

    Good morning sir odisha Jay Jagannath 🙏🙏🙏🙏🙏🙏 Happy New year 2024 good morning sir

  • @SandeshTech-ni3zp
    @SandeshTech-ni3zp 6 หลายเดือนก่อน

    ରେସନ କାର୍ଡ କାହାପାଇଁ ଜାହାର ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ? ଉତ୍ତର ସରକାର ଦିଅନ୍ତୂ

  • @lalmohanmajhi98
    @lalmohanmajhi98 6 หลายเดือนก่อน +4

    ଭତା କେବେ ୩୦୦୦/- ଟଙ୍କା ଦିଆଯିବ

  • @ugresenlenka3495
    @ugresenlenka3495 6 หลายเดือนก่อน +2

    ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ, ସମସ୍ତ ଭୂତ ରେସନ କାର୍ଡ ଧାରୀ ଙ୍କୁ ତଦାରଖ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

  • @debanandabahinipati2985
    @debanandabahinipati2985 6 หลายเดือนก่อน +1

    Bangali Bangladeshi nku dhar sabu milijiba

  • @Srikant340
    @Srikant340 6 หลายเดือนก่อน

    Bahut bhala Katha 🎉🎉

  • @bhismadas7687
    @bhismadas7687 6 หลายเดือนก่อน +3

    Historical. Step. Welcome

  • @sureshmajhi4280
    @sureshmajhi4280 6 หลายเดือนก่อน

    ଭୂତ ବେତାଳ କୁ ସରକାର ଚାଉଳ ଦେଉଛନ୍ତି କିନ୍ତୁ ଆମକୁ ରାସନ୍ କାର୍ଡ ନାହିଁ ଆଫ୍ଲାୟ କରି କରି କିନ୍ତୁ ୨୦୨୪ .୨୫ ମସିହା ହୋଇଗଲା ନି କିନ୍ତୁ ଆମ ପରିବାରରେ ନାହିଁ,ଜୟ ଜଗନ୍ନାଥ

  • @ambarishswain3233
    @ambarishswain3233 6 หลายเดือนก่อน +2

    Very good action

  • @bijayakumarmaharana8330
    @bijayakumarmaharana8330 6 หลายเดือนก่อน +1

    ମଣ୍ଡିରେ ଧାନ ଯେଉଁ ମାନେ ଦେବେ ୩୧ଶହଟଙ୍କା ପାଇବେ ସେଈମାନେ ପୁଣି କାହିଁକି ମାଗଣାରେ ଚାଉଳ ପାଇବେ । ଏମାନଙ୍କ ରାସନ କାଡ୍ ପ୍ରଥମେ ରଦ୍ କରାଯାଉ ଏବଂ ଏହିଭଳି ଅନ୍ୟାନ୍ୟ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନଙ୍କୁ ବାହାର କରାଯାଉ ।

    • @sanjuktabiswal1569
      @sanjuktabiswal1569 6 หลายเดือนก่อน

      ଠିକ

    • @Chinmay-Behera
      @Chinmay-Behera 6 หลายเดือนก่อน +2

      ଯିଏ ଚାଷ କରିବ ତାହାର ତାହେଲେ ଭୁଲ,ଯୋଉ ମାନେ ବିଜନେସ କରି କିମ୍ବା ଅନ୍ୟ କୌଣସି income କରିବେ ସେମାନେ rationcard ରେ ଚାଉଳ ପାଇବେ, ଧନ୍ୟ ତୁମେ ଚିନ୍ତାଧାରା

    • @achyutbag4614
      @achyutbag4614 6 หลายเดือนก่อน

      Beda loka ti kire bepari katha b kaha

  • @ranjankanhar5906
    @ranjankanhar5906 6 หลายเดือนก่อน

    ପଞ୍ଚାୟତ ରୁ ଚାଉଳ ନେଇଁ ଦୋକାନ ରେ ବିକୁଛନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ

  • @satyabannaik4539
    @satyabannaik4539 6 หลายเดือนก่อน

    ପ୍ରତି ଗାଁରେ ଘରକୁ ଘର ବୁଲି ପ୍ରକୃତ ହିତାଧିକାରୀ ମାନଙ୍କୁ ଚି଼ହ୍ନଟ କରାଯାଉ l ମୃତ ଲୋକଙ୍କନାମରେ ମିଳୁ ଥିବା ଚାଉଳ କାର୍ଡ କଟା ଯାଉ ଓ ଚାଉଳ ବନ୍ଦ କରାଯାଉ l ବହୁତ ଧନୀ ଲୋକ ହୋଇ ମଧ୍ୟ ଫ୍ରି ଚାଉଳ ନେଉଛନ୍ତି l ସେଇଥି ପାଇଁ ପୁରୁଣା ସରକାର କୁ ଲୋକେ ଝୁରୁଛନ୍ତି l ଅସଲ କଥାଟା ହେଲା ଭୁତ କାର୍ଡ ରେ ଚାଉଳ ଉଠାଉ ଥିଲେ l ସେଇଥିପାଇଁ ସେଇମାନେ ହିଁ ପୁରୁଣା ସରକାର କୁ ଝୁରି ମରୁଛନ୍ତି l ମୋ ଧନ କୁଆଡେ ଗଲା ଲୋ ଆମେ କେମିତି ବଞ୍ଚିବୁ ବୋଲି ମୁଣ୍ଡ ପିଟି ଦେଉଛନ୍ତି l କୁଜିନେତା ହିଁ ମୂଳ କାରଣ l ନିଜ ଲୋକଙ୍କ ନାମରେ ଫ୍ରି ଚାଉଳ ନେଉଥିଲେ l ଏବେ ସବୁ ଭୁତ କାର୍ଡ ଧାରୀ ଫ୍ରି ଚାଉଳ ପାଇବେ ନାହିଁ l ବଞ୍ଚି ଥିଲେ ତ କାର୍ଡ ନେବେ l

  • @nandakatapalia5706
    @nandakatapalia5706 6 หลายเดือนก่อน +1

    ନୂଆ ଚାଉଳ କାର୍ଡ କେବେ ଦେବେ ଆମେ 2021ରୁ ଆପ୍ଲାଏ କଲୁ ନା ଏ ପର୍ଯ୍ୟନ୍ତ ମିଳିନି.. ଆମକୁ ନୂଆ କାର୍ଡ ଦେଲେ ବହୁତ ଖୁସି ହେବୁ

  • @sradhamihir5552
    @sradhamihir5552 6 หลายเดือนก่อน +6

    First କଥା ହେଲା ଯେତିକି ରାସନ୍ କାର୍ଡ ଅଛି ସୁଭଦ୍ରା ଟଙ୍କା ଦେଲା ବେଳକୁ ଗା... ଫାଟିଯିବ 😂 ଯଦି ଏମିତି ଚେକିଂ କରି କଟିଦିଆଯିବ ସୁଭଦ୍ରା ଟଙ୍କା ଦେବାକୁ ସରକାରଙ୍କୁ ସୁବିଧା ହେବ 😅 ପୁରୁଣା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଗରୁ ବହୁତ୍ free ଚାଉଳ ଦେଲେ 😂 ଏବେ ସୁଭଦ୍ରା ତାଙ୍କ ଦିଆସରୁ ତା ପରେ କାଟିବ ନା 😂 ଦେବାକୁ ତ ଖାଲି ଫାଟିଲା ଆଉ......😅

  • @SunilBehera-vx8jk
    @SunilBehera-vx8jk 6 หลายเดือนก่อน

    Very nice👍👍👍👍👍

  • @RabindranathJena-g1y
    @RabindranathJena-g1y 6 หลายเดือนก่อน

    Kouthi asabu hoipariba.. kouthi.coperate.karibe...sei.puruna.chorata.block.re.achanti...Bisesa.kari....keonjhar.jilara.sabu.Block...Biseasakari...Hatadihi.block...upare.druthi.dia.gale..bahuta.garibaloka.upakruta.hoiparibe.

  • @bijayraja
    @bijayraja 6 หลายเดือนก่อน +1

    Criteria needs to be fixed and reverified strictly.

  • @rajendramallick4172
    @rajendramallick4172 6 หลายเดือนก่อน

    Bhai jia kahile kahu anubhav is brand.

  • @bhagiratiamanatya6271
    @bhagiratiamanatya6271 6 หลายเดือนก่อน

    Bhagrathiamanatya❤❤

  • @ranjitrouttv2984
    @ranjitrouttv2984 6 หลายเดือนก่อน +4

    Old pension 3000 kebe miliba

  • @laxmanDas-ty5gk
    @laxmanDas-ty5gk หลายเดือนก่อน

    Good like🙏✔️

  • @sukantdadh7502
    @sukantdadh7502 4 หลายเดือนก่อน

    ବେଗି ଦିଆଯାଉ ରାଇସନ କାଡ୍

  • @KHERWAL_BAZAAR
    @KHERWAL_BAZAAR 6 หลายเดือนก่อน

    ଘର ଘର ବୁଲି ବୁଲି ଯଦି ଆଧାର Bio-Matric Varify କରାଯିବ ତେବେ ଜଣାପଡ଼ିବ। ଆଉ ନ ହେଲେ କିଛି ଜାଣି ପାରିବେ ନାହିଁ ।

  • @saiarts4617
    @saiarts4617 6 หลายเดือนก่อน

    Jay Jagannath❤🎉
    Thankful❤

  • @Basantamallick-l1r
    @Basantamallick-l1r 6 หลายเดือนก่อน

    Good Decision Sir

  • @BasantJena-v4f
    @BasantJena-v4f 6 หลายเดือนก่อน +1

    ସୁଭଦ୍ରା ଯୋଜନା ୧୦୦ ଦିନ ଭିତରେ କୋଉଦିନ ?

  • @Champahansdah78530
    @Champahansdah78530 6 หลายเดือนก่อน

    Right 👍

  • @jitendrapradhan7681
    @jitendrapradhan7681 6 หลายเดือนก่อน +1

    କେମିତି ନା କାଟିବ ତାହା ଚିନ୍ତା କେମିତି ନା ଯୋଡାଯିବ ତାହା ଚିନ୍ତା ନାହିଂ

  • @AdiSubarna
    @AdiSubarna 6 หลายเดือนก่อน +4

    New ration card kebe apply date declaration karibe

  • @Prabhas123-4
    @Prabhas123-4 6 หลายเดือนก่อน

    5kg ଚାଉଳ ପରିବର୍ତ୍ତେ 15କିଲ କରାଯାଉ । କେବଳ 5 କିଲ ଚାଉଳ ଦେବା ଲୋକ ଦେଖଣା ହାରି ଆଉ ଆକାଶ ଛୁଆଁ ଖାଦ୍ୟ ସାମଗ୍ରୀ ପରିବା ଦର । କହିବ କିଏ ଆଉ ଶୁଣିବ କିଏ ।

  • @niranjantandi4759
    @niranjantandi4759 4 หลายเดือนก่อน

    Sir ନମସ୍କାର ଛୋଟ ଛୁଆ ମାନକର ଫିଗର ହୋଇ ପାରୁନି ସେମାନେ ଚାଉଲ ପାଇବେ କି ନାହି ଦୟା କରି ଏ।ବାବଦରେ ଭିଡିଓ ତିଆରି କରନ୍ତୁ 4ରୁ5ବର୍ଷ ର ଛୁଆ

  • @bhagabanbehera1354
    @bhagabanbehera1354 6 หลายเดือนก่อน

    ଏଥିପାଇଁ କେବଳ ଡିଲର୍ ମାନେ ହିଁ ଦାୟୀ କାରଣ କିଏ ମଲା କିଏ ଜନ୍ମ ହେଲା ତା ଏରିଆ ରେ ସେ ତ ନିଶ୍ଚୟ ଜାଣିଥିବ, ତେବେ ମଲା ଲୋକ ପାଇଲେ କେମିତି

  • @sidharthsankarbehera6564
    @sidharthsankarbehera6564 6 หลายเดือนก่อน

    Good tapick

  • @Ashok-Dream-2m
    @Ashok-Dream-2m 6 หลายเดือนก่อน

    ଆଛା ଗୋଟେ କଥା ବୁଝିହଉନି ଯିଏ ଚାଉଳ ଦଉଛନ୍ତି ତାଙ୍କୁ କଣ କୁହାଯାଇଚି ଯଦି ଜଣେ ଚାଉଳ ବସ୍ତା ନବ 30 ଟଙ୍କା ଦେବାକୁ ପଡିବ😢😢

    • @tejrajpadhan4451
      @tejrajpadhan4451 6 หลายเดือนก่อน

      Hm bhal basta Paisa debaku padiba
      Basta free re mile nahi

  • @GopalRout-nh8rk
    @GopalRout-nh8rk 6 หลายเดือนก่อน

    ଧନ୍ୟବାଦ sir

  • @pradeepkumarsinha803
    @pradeepkumarsinha803 6 หลายเดือนก่อน

    ବଡ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ 2022, ଫେବୃଆରି ମାସ ଠାର 5/6 ମାସର ଗହମ ଜାତୀୟ ସୁରକ୍ଷାର। ସମସ୍ତ ହିତାଧିକାରୀମାନେ ପୁରୀ ଜିଲ୍ଲାର ପାଇ ନାହାନ୍ତି। ବାରମ୍ବାର ଅଭିଯୋଗ ଦାଖଲ କରାଯିବା ସତ୍ତ୍ୱେ ନା ଜିଲ୍ଲାପାଳ, ନା ଯୋଗାଣ ବିଭାଗ ମନ୍ତ୍ରୀ ଧ୍ୟାନ ଦେଇଛନ୍ତି।
    ଯଥାଶୀଘ୍ର ଯୋଗାଇ ଦେବାପାଇଁ ଅନୁରୋଧ କରାଯାଉଛି।।

  • @MalatiBehera-g2n
    @MalatiBehera-g2n 6 หลายเดือนก่อน

    G00d❤

  • @brajakishorepadhi4022
    @brajakishorepadhi4022 6 หลายเดือนก่อน +2

    ସବୁ ବିଜେଡି ଲୁଟେରା।

  • @AshokDas-ed2ps
    @AshokDas-ed2ps 6 หลายเดือนก่อน

    Tq

  • @Rahul_B10-u8l
    @Rahul_B10-u8l 5 หลายเดือนก่อน

    ଭୁତ ଚାଉଳକୁ ଡିଲରମାନେ ଖାଉଛନ୍ତି

  • @LilyPradhan-hd3uj
    @LilyPradhan-hd3uj 6 หลายเดือนก่อน

    ଭୁତ ଛାଡ ଜୀବିତ ଲୋକ ଙ୍କୁ ଚାଉଳ ମିଳୁ

  • @biswaltutorial1522
    @biswaltutorial1522 6 หลายเดือนก่อน +5

    ଆମ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କଣ ନିଷ୍ପତି ନେଲେ

  • @BeHappy-fn6qh
    @BeHappy-fn6qh 6 หลายเดือนก่อน +2

    ଭଲ କଥା ଭୂତ ରାସନ କାର୍ଡ କଟିବ।
    କିନ୍ତୁ ନୂଆ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ କାର୍ଡ ଦବ ନାହିଁ।

  • @TulasiJenaTulasi
    @TulasiJenaTulasi 6 หลายเดือนก่อน

    Right.sir

  • @nalindrasoy6366
    @nalindrasoy6366 6 หลายเดือนก่อน

    Ration Samastanku milu apon kahiba kotha Jou mane rich semane monisho nuhonti.Hele gote kotha mone rakhantu Country ku pray Service holder and business person mane hin country ku choleichonti

  • @kedarsethy3399
    @kedarsethy3399 6 หลายเดือนก่อน

    Correct

  • @jagabandhugiri6980
    @jagabandhugiri6980 4 หลายเดือนก่อน

    Jay Hind 🇮🇳🇮🇳🇮🇳🙏

  • @sureshmeher9026
    @sureshmeher9026 6 หลายเดือนก่อน +2

    ଚାଷୀ ମାନଙ୍କ ରାସନ କଟା ଯାଉ

    • @sanjuktabiswal1569
      @sanjuktabiswal1569 6 หลายเดือนก่อน

      ଚାଷୀ ଚାଷ କରି ଧାନ ବିକ୍ରି କରିବେ ଏବଂ ଚାଉଳ 30ଟଙ୍କାରେ ବିକ୍ରି କରିବେ, କିନ୍ତୁ ଛୋଟ କର୍ମଚାରୀ କମ ଓ ଜମିଜମା ନାହିଁ ଦରଦାମ ଯାହା କେତେ କଷ୍ଟ ରେ ଚଳୁଛି କେବେ ବୁଝି ଛନ୍ତି

    • @sujit_sahoo
      @sujit_sahoo 6 หลายเดือนก่อน

      Kana pai kata haba

    • @sureshmeher9026
      @sureshmeher9026 6 หลายเดือนก่อน +2

      @@sujit_sahoo ଚାଷ କରି ଭଲ ଚାଉଳ ଖାଇବେ ଆଉ ରାସନ ଚାଉଳ ବାହାରେ ବିକ୍ରି କରିବେ

  • @BhimesenMajhi
    @BhimesenMajhi 6 หลายเดือนก่อน

    କଣ କଣ ଥିଲେ ଅଯୋଗ୍ୟ ଆଉ କଣ ନଥିଲେ ଯୋଗ୍ୟ ସେକଥା କୁହ

  • @RojaliPatra-h4m
    @RojaliPatra-h4m 6 หลายเดือนก่อน

    ବାଳ କାଡେ ମୁଁ କେତେଦିନରୁ ବାପ ଘରୁ ନାଆ କାଟି ପାରୁଉ ନି ଏଇମାନେ କାଡେ ଦେବେ

  • @ganeshdalai5094
    @ganeshdalai5094 6 หลายเดือนก่อน

    ମୁଁ ଓଡିଆ ଭାଇ ସୁରାଟ ରେ କାମ କରୁଛି ମୋର ରାସନ୍ କାର୍ଡ ଟା ବଦ ଅଛି 🎉🎉🎉🎉

  • @sujit_sahoo
    @sujit_sahoo 6 หลายเดือนก่อน +1

    Bhuta, Prata mane paauchanti kintu aame paau nahu

  • @jagabandhugiri6980
    @jagabandhugiri6980 4 หลายเดือนก่อน

    Jay Hind India 🇮🇳🙏🙏🙏🙏 Happy New year 2024

  • @rockygouda9086
    @rockygouda9086 6 หลายเดือนก่อน

    Ok good

  • @jagabandhugiri6980
    @jagabandhugiri6980 4 หลายเดือนก่อน

    Jay Hind Modi Jay Hind 🇮🇳🇮🇳🙏 good morning sir

  • @govindabhue1953
    @govindabhue1953 6 หลายเดือนก่อน

    ଜଣେ ବାହା ହେଲା ପରେ ଅଲଗା ରାସନ୍ କାର୍ଡ କେମିତି ହେବ?। ସେଥିପାଇଁ କଣ କରିବାକୁ ପଡ଼ିବ।

  • @ShyamprasadDas-c7n
    @ShyamprasadDas-c7n 6 หลายเดือนก่อน

    Jay jagannatha swami 😅😅😅😅😅😅😅😅😅😅❤❤❤❤❤❤❤❤❤❤

  • @SorajSahu-cf5ks
    @SorajSahu-cf5ks 5 หลายเดือนก่อน

    ରାନିସାହୁ

  • @sushantbarick3317
    @sushantbarick3317 6 หลายเดือนก่อน +1

    Jai Jagannath 👏
    Apana gote Kama karantu Jau mane ration Agent achanti semanku naiki jail re bharantu,
    Karan se mane sabu Jayanti Kia Jibita achi aau kahara murtu haichi karan se ta gaon loka..agent mane khau chanti seita ku dharantu sabu thik hai jiba..corruption clear karntu plz.

  • @SonuMaharana-lf8pt
    @SonuMaharana-lf8pt 6 หลายเดือนก่อน

    ଯେଉଁ ମାନେ ନିଜର ଦୁଇଟି ନାମରେ,ଦୁଇଟି ଆଧାର କାର୍ଡ,ସେଇ ନାମରେ ଦୁଇଟିଭଟର କାର୍ଡ ଏବଂ ରାସନ କାର୍ଡ କରିଛନ୍ତି ସେମାନଙ୍କୁ କିପରି ଧରିବେ?
    ସେ ପୁଣି ଅଲଗା ଅଲଗା ଗାଁ ରେ କରିଛନ୍ତି।

  • @MirabaiNayak-bj5ff
    @MirabaiNayak-bj5ff 6 หลายเดือนก่อน

    👍👍👍👍👍👍👍

  • @HariharaMohapatra-n8y
    @HariharaMohapatra-n8y 6 หลายเดือนก่อน

    Every dealer has full knowledge about non eligible person.

  • @Sahtaz992
    @Sahtaz992 6 หลายเดือนก่อน +1

    Mu Muskan Begum mohalle nav varsh hello ration card apply Kollam Mane Ashu Nahin moghore man beta rohun

  • @Sunil_5143
    @Sunil_5143 6 หลายเดือนก่อน

    Good Action by New Govt

  • @nityanandasamal6814
    @nityanandasamal6814 6 หลายเดือนก่อน

    Good govt odisha

  • @Sahuram-v8d
    @Sahuram-v8d 6 หลายเดือนก่อน

    Good decision

  • @chandrakantsethi789
    @chandrakantsethi789 6 หลายเดือนก่อน

    Good

  • @Satya1990_
    @Satya1990_ 6 หลายเดือนก่อน

    ସବୁ ଠାରୁ ଆଚାର୍ଯ୍ୟ କଥା false ration card ରେ commodity ଖାଉଛି କିଏ pds centre ରେ ତା biometric system ରେ ଜିନିଷ ଦିଆ ଯାଉଚି ଯେ ମଲା ସେ କିପରି finger print ଦେଉଚି,ଆଉ ଗୋଟେ ବଡ଼ କଥା bjp govt କୁ ଅନୁରୋଧ pds ରେ ଗହମ ଦିଆ ଜାଉ

  • @RajeshNath-s8m
    @RajeshNath-s8m 6 หลายเดือนก่อน

    Okkkkkkkkkk

  • @prasantakumarpadhan8552
    @prasantakumarpadhan8552 6 หลายเดือนก่อน

    ଭୂତ ମାନେ ବି ଫିଙ୍ଗର ପ୍ରିରନ୍ଟ ଦେଉଥିଲେ ।

  • @priyabrataparida7223
    @priyabrataparida7223 6 หลายเดือนก่อน +2

    New ration card kebe ??