Bhai Bank balance b tk dekhiki jamibadi dekhiki debe bahut loka jani jani ghara banau nahanti magana miliba boli.... Kete jami achhi tara seita b tadanta kariki diantu emiti hele jogya loka paai paribe nahele aadibasi basithibe dhani loka ghara paaijibe
ଆବାସ୍ ଯୋଜନା ଗାଁ ଗାଁ ବୁଲି ମିଡ଼ିଆ ମାଧ୍ୟମରେ ତଦନ୍ତ ହେବ ଆଉ ଯେଉଁ ମାନେ କଚା ଘରେ ଅଛନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିବା ଦରକାର ମିଡ଼ିଆ ମାଧ୍ୟମରେ ହେଲେ ସଠିକ୍ ଲୋକଙ୍କୁ ମିଳିବ
Shar jaldi tadanta karajau
70.000 ହଜାର ଟଙ୍କାରେ ଘର ପାଇଥିବା ଲୋକଙ୍କ ନାମ ଏହି ଲିଷ୍ଟରେ ପୁଣି ନାମ ରହିଛି
BJD ସରକାର କାହିଁ କି ସଠିକ୍ ଲିଷ୍ଟ ଦେଇ ପାରୁନି
BJD ସରକାର ଗୋଟିଏ ଟିମ୍ ଗଠନ କରି
ଡାଇରେକ୍ଟ ଗାଁ ଗାଁ କୁ ଯାଇ ସମସ୍ତ ଗରିବ ଲୋକଙ୍କ ସର୍ଭେ କରି ଯୋଗ୍ୟ ଲୋକଙ୍କୁ କାହିଁ ଦଉନି ଏମିତି କଲେ ଗୋଟାଏ ବି ଯୋଗ୍ୟ ଲୋକ ବଞ୍ଚିତ ନହୁଅନ୍ତି 🙏🙏🙏🙏
😊
😊
😊
😊
😊
ସବୁ ବିଜେଡ଼ି ଦଳ ର ନେତା ଖାଇଯାଇଛନ୍ତି।
Ddx
P
BJD ଲିଷ୍ଟ ଦଉ ସମସ୍ତ ଆବେଦନ କାରିଙ୍କ ତାପରେ ଅସଲ କଥା ଜଣା ପଡ଼ିବ l
6t
66
ନେତା ଓ ଅଫିସରମାନେ ଶାସକ ଦଳର ବଡବଡିଆଙ୍କୁ ଗାଁ ମାନଙ୍କରେ ଘର ବିକି ଦେଉଛନ୍ତି
୪୨ ଲକ୍ଷ ଘର ଯଦି ଓଡ଼ିଶାକୁ ଦରକାର ତାହେଲେ ୨୩ ବର୍ଷ ଶାସନ ରେ କନ ସବୁ ପରିବାର ଗରିବ ହୋଇଗଲେ
ଗରିବ ଲୋକ ଆହୁରି ଗରିବ ହେଇ ଯାଉ ଛନ୍ତି ଏବଂ ଧନୀ ଲୋକ ଆହୁରି ଧନୀ ହେଉଛନ୍ତି
ଗରିବ ଯୋଗ୍ୟ ଲୋକଙ୍କ ପାଖକୁ ଏଯୋଜନା ଗୁଡା ପହଞ୍ଚି ପାରୁନି ଧନୀ ଲୋକଙ୍କ ଦ୍ୱାରା ହଡ଼ପ ହଉଛି
ଯୋଗ୍ୟ ହିତାଧିକାରୀଙ୍କ ତାଲିକା କାଟି ଅଯୋଗ୍ୟ ହିତଧୀକାରୀ ଙ୍କ ନାମ ଆସିଛି, ଯଦି ଯୋଗ୍ୟ ହିତାଧିକାରୀଙ୍କ ନାମ ନ ଆସିଲେ ବହୁତ ଜୋର୍ ରେ ଆନ୍ଦୋଳନ ହେବ !
୪୨ ରୁ ୨୭ ଗଲେ ୧୭ ନୁହେଁ ୧୫ ମନୋରଞ୍ଜନ ସାର୍, ଟିକେ ଧ୍ୟାନ ଦେବେ !
ଠିକ କହିଲେ ଭାଇ
😂😂😂
ନେତା ସବୁ ଇଲେକ୍ସନ ହେଲେ ଆଗ ଆଗ ଆସିବେ ଅମୁକ ଦେବୁ ସମୁକ ଦେବୁ , କିନ୍ତୁ ସେହି ଗୋଟିଏ ଦିନ ପାଇଁ କଥା
BJD ର ଅସଲ ମୁଖା ଖୋଲି ଯିବ ଓଡ଼ିଶା ରେ କେତେ ଗରିବ ଅଛନ୍ତି ତାହା ଜଣା ପଡ଼ିବ ଆଉ କେତେ କଣ ଉନ୍ନତି ହୋଇଛି ତାହା ଜଣା ପଡ଼ିବ ସେଥି ପାଇଁ BJD ସମସ୍ତ ଙ୍କ ଲିଷ୍ଟ ଦଉ ନାହାନ୍ତି l
ସେଥି ଯୋଗୁଁ ଗରିବ ଲୋକ ହଇରାଣ ହଉଛନ୍ତି l
କେନ୍ଦ୍ର 9ଲକ୍ଷ ପ୍ରଧାନ ଆବାସ ଦେଳେ ରାଜ୍ୟ ସରକାର 9 ଲକ୍ଷ ବିଯୁପକ୍କା ଘର ଦେଲେ ବହୁତ ଗରିବ ଲୋକ ଉପକୃତ ହେଇପରାନ୍ତେ
🌹🕉ହେ ସରକାର ଯେପରି ଲୋକଙ୍କ ସାଙ୍ଗରେ ଖେଳୁଛ ସେମିତି ସରକାରଙ୍କ ବିନାଶ ଘଟିବ 🕉🌹🙏🙏🙏🙏🙏
ସତର ଲକ୍ଷ ବିଜୁ ପକ୍କା ଘର ଦେଇଦିଅ ଓଡ଼ିଶା ବାସି ଖୁସି ହେବେ ଜୟ ଜଗନ୍ନାଥ
ବିଜେଡି ଦେଇ ପାରୁନି ଠିକ୍ ରେ ବିଜେପି କର୍ମୀ କୁ ଦିଅ ଠିକଣା ପହଞ୍ଚେବେ
ମନରଞ୍ଜନ ବାବୁ ଟିକେ ଦୟା କରି ସରକାର ପାଖରେ ପହ ଚା ଅ 30ବର୍ଷ ହେଲା ଘର ନାଆଛି ମିଳୁନିକାହିଁକି ଆମର 3ଟା ଝିଅ ଗୁଟେପୁଅ ଜମିବାଡ଼ି ନାହିଁ 4ଉଜୁକାର ବସେସ ନାହିଁ ଗରିବ କାହାକୁ କୁହନ୍ତି ଧନିକି ଡବଲ ମିଳୁଛି ଏସରକାରକୁ ଧରମ ସହିବନି
ମନୋରଞ୍ଜନ ବାବୁ ନମସ୍କାର ମୁଁ, ଅରୁଣ କୁମାର ପରିଡ଼ା, ସରକାର,ଘର, ଦେଉଛନ୍ତି କହୁଛନ୍ତି ଘର ଆମେ ଦେଲୁ ହେଲେ ସେ ଘର ଗଲା କୁଆଡେ ଘର ସରକାର ଦେଉଛନ୍ତି ହେଲେ ଘର ମିଡ଼ିଆ ମାଧ୍ୟମରେ ତଦନ୍ତ ହେଈ ଘର ମିଳିବା ଦରକାର
ବିଜେପି ଵାଲା ଯାହା କହୁଛନ୍ତି ତାହା ପୁରା ସତ ଦୁଇ ତିନ ଥର ଘର ପାଇଲେଣି ଆସନ୍ତୁ ଦେଖା ଇ ଦେବି
ବିଜେଡି ସରକାର ଗାଁ କୁ ଆସି ଘର ଦେଖି ସିଲେସନ୍ କରବା କଥା
ସାର ଗରିବ ଲୋକମାନଙ୍କୁ ଗୋଟେ ଘର ପିଛା 5000 ଓ10000ଟଙ୍କା ମାଗୁଛନ୍ତି ନ ଦେଲେ ଘର ଦେଉନାହାନ୍ତି ରାଜନିତୀ ଲୋକେ
ଖାଲି ଚପଲରେ ମାଡ଼ ଦରକାର ବିଜେଡି ବାଲା ଙ୍କୁ ,,,, ଲିଷ୍ଟ୍ ରେ ସବୁ ବିଜେଡି କର୍ମୀ ଙ୍କ ନାମ ।
ଓଃ ଏବେ ମୋନେ ପଡ଼ିଲା BJD ର ଗରିବ ଲୋକଙ୍କୁ ଘର ଦରକାର୍ ବୋଲି ଅଗୋକୁ ଭୋଟ ପାଇବା ପାଇଁ ଚାଲ ଚଳାଉଛି ନବୀନ ସରକାର୍
ଲିଲି ମହାନ୍ତି ଙ୍କୁ ଟିକିଏ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁ ପଠାନ୍ତୁ ତାଙ୍କୁ ଦେଖାଇ ଦିଆଯିବ ଘର କିଏ ପାଇଛି
17ଲକ୍ଷ ପରିବାର ୫ ଜଣ ଲାଖା ଜେତେ ଭଟ୍ ସବୁ କଂଗ୍ରେସ ରେ ଜିବ ମାର ତାଲି 🙋♂️
ଘର ଲିଷ୍ଟ ଯାହାର ଅଛି ତାକୁ ଘର ଦିଅନ୍ତୁ ସମୟ ନଷ୍ଟ କରନ୍ତୁ ନାହିଁ,। ସମୟ ଆଉ ନାହିଁ,। ଘର ଗରିବଙ୍କ ନାଁ ନେଇ ମିଛୁଆ ରାଜନୀତି କରୁଛନ୍ତି,। ବର୍ଷ। ସମୟରେ କିଏ ଘର କରିବ,
ଠିକ୍ କଥା ଯୋଉ ମାନେ ଘର ପାଇଁ ଛନ୍ତି ସେଈ ମାନେ ଙ୍କୁ ଘର ମିଳୁଛି
ଆମ,ରାହାସୋଇ, ପଞ୍ଚାୟତ ରେ,ଭିସଣ, ଗଣ୍ଡଗୋଳ, ଚାଲିଗଲାଣି, କେବଳ, ଇନ୍ଦିରା ଆବାସ ଯୋଜନା ଘର, ବିଷୟରେ, କାରଣ, ଆମ ଙ୍ଗା, ଲୋକ ମାନଙ୍କୁ, ପ୍ରକୁତରେ, ହିତାଧିକାରୀ ମାନଙ୍କୁ, ଘର ବଖରାଟିଏ ମିଳିବାଟା, ଅସମ୍ଭବ, ହୋଇ,ଜଣାଉଛି,କାରଣ,ଆମ,ପଞ୍ଜାୟତରେ, ପ୍ରମିଳା ମଲ୍ଲିକଙ୍କୁ,କୁହ, ଗରିବ ମାନଙ୍କୁ,ଘର,ନ,ମିଳିଲେ, ପ୍ରତ୍ୟେକ, ଗରିବଙ୍କ,ନିତ୍ସାସ,ପଡ଼ିବ, ଗରିବଙ୍କ, ଅଭିଶାପ,ପଡ଼ିବ, କାରଣ,ଦଳ, ମଜଭୁତ କରିବାକୁ,ମାଡ୍ରାସ,ତେଲିଆ, ମୁଣ୍ଡରେ ତେଲ, ମାରୁଛନ୍ତି, ସେଥିପାଇଁ ଆମେ ଗରିବ ମାନଙ୍କୁ ଇନ୍ଦିରା ଆବାସ ଘର ବଖରାଟିଏ, ମିଳିନାହିଁ, କିନ୍ତୁ,ଅଜୋଗ୍ୟ, ହିତାଧିକାରୀ ମାନଙ୍କୁ, ତାଙ୍କ, ବାପା, ନାଆଁ ରେ,ମା, ନାଆଁ ରେ,ସ୍ତୀ, ନାଆଁ ରେ, ମିଳୁଛି, ହେଲେ, ଆମେ ସବୁ ଦିନ ମଜୁରିଆ ପରିବାରର, ମିଳିନାହିଁ, ଏହି ଦୁଃଖ ନିବେଦନ ଆପଣ ମାନେ ଭାବୁଥିବେ, ସେଥିପାଇଁ ଆମେ ଗରିବ ମାନଙ୍କୁ, ଜଗନ୍ନାଥ ଗୋସାଇଁ କାଳିଆ ଠାକୁର, ଭରସା, କାରଣ, ନ୍ୟାୟ, ଅନ୍ୟାୟ ଅତ୍ୟାଚାର ଶୋଷଣ,କାରି, ମାନଙ୍କୁ, ଭଗବାନ, ବିଚାର,କରିବେ,
Apan nka matare mu sahamati sir😢
ଏ ସବୁ ବନ୍ଦ୍ କର ଅମୋକୁ ଘର ଦରକାର୍ ନାହିଁ ଆଉ ଭୋଟ ପାଇଁ କହିବ ନାହିଁ ଆମେ ଭଟ୍ ଦେବୁ ନାହିଁ ଆପଣ ମାନେ ଖୁସିତ.........!
ଆମ, ଜାଜପୁର ଜିଲ୍ଲାର ଦସରଥ ପୁର ବ୍ଲକର ଏବଂ ରାହାସୋଇ ପଞ୍ଚାୟତର ଲୋକେ ରାଜନୀତି ଦଳର ପ୍ରାର୍ଥୀ ମାନଙ୍କୁ ହୁସିଆରି କରାଇ ଦିଅନ୍ତୁ ଉପୁରି ରୋଜଗାର ବନ୍ଦ ଡାକରା ଜନଜୀବନ ବ୍ୟାହତ ହୋଇଛି ଆମକୁ କନ୍ଦାଉଛନ୍ତି ଆମେ ଗରିବ ଲୋକମାନେ ହତାଶ ହୋଇ ଜାଉଛୁ ହେଲେ ଆମେ ଅଯଥାରେ ଦୁଃଖ ଛଡ଼ା ସୁଖ ନାହିଁ ଲୁହ ଛଡ଼ା ହସ ନାହିଁ ତେଣୁ ଆମ ରାହାସୋଇ ପଞ୍ଚାୟତର ଲୋକେ ଆମ ଗରିବଙ୍କ ଠାରୁ ହଡ଼ପ କରୁଅଛନ୍ତି ସେଥିପାଇଁ ମୋର ସରକାରଙ୍କୁ ଅନୁରୋଧ ବ୍ଲକର କର୍ମଚାରୀ ମାନଙ୍କୁ ହୁସିଆରି କରାଇ ଦିଅନ୍ତୁ ଉପୁରି ରୋଜଗାର ବନ୍ଦ କରିବା ପାଇଁ ନହେଲେ ସେମାନେ ସବୁ ବେଳେ ହଡ଼ପ ଚୋରି ଡକାୟତ ଲୁଣ୍ଠନ କରିବାରେ ସିମା ଟପିବା ପାଇଁ ଚେଷ୍ଟା କରୁଛନ୍ତି ଆମ ଗରିବଙ୍କ ଲୁହରେ ହସ ଫିଟାଇବା ପାଇଁ ଚେଷ୍ଟା କରନ୍ତୁ କିଛି ଆମେ ଗରିବ ଲୋକମାନେ ଆପଣ ମାନଙ୍କୁ ସାହାଯ୍ୟ ସହଯୋଗ ମାଗୁଛି କାରଣ ସେମାନେ ସବୁ ବେଳେ ହଡ଼ପ ଚୋରି ଡକାୟତ ଲୁଣ୍ଠନ କରିବାରେ ବ୍ୟସ୍ତ
PMAY AWAS ଘର ଥାଇ ପୁଣି ନାଁ ଆସିଛି
୨୨ବର୍ଷ ଧରି ଲୋକେ ତୁମକୁ ଭରଷାକଲେ ଅଥଚ ତୁମକୁ ଲାଜ । ତୁମକୁ କେତେ ଦେଲେ ମଧ୍ୟ ନଅଣ୍ଟ ହେବ । କାରଣ ତୁମେ ପରପଇସାରେ ମଙ୍ଗଳବାର କରିବାର ଜାଣିଛ । ପୁଣି ଖଣ୍ଡି,ପାଣି, କୃଷି ଇତ୍ୟାଦି ଇତ୍ୟାଦି ସମସ୍ତ ସର୍ବସ୍ଵାହା କରି ବକ୍ତା ମୁଖପାତ୍ର ପରି କେତେ ଭୁରୁଡ଼ୁ ମାରିବା ଜଣା ।
ପ୍ରକୃତ ହିତାଧିକାରୀ ଙ୍କୁ ପକ୍କାଘର ପାଇଁ ମିଳୁ
ନାହିଁ। ଏହା ର ପ୍ରକୃତ ସତ୍ୟତା ରାଜ୍ୟବାସୀଙ୍କୁ ବୁଝାଇବାକୁ ବାକି ନାହଁ? ଏହା ର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରୁନାହି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆନଗଲେ ଭଲ ହୃଅନ୍ତା।
2022 ବିଜେଡି ସଭାପତି ଆମ ଘର ସାଇଟ୍ ରେ ଥୀଲେ ହେଲେ ଆମ କୁ କିଛି ନାହିଁ 2023ରେ ଆମ ଗାଁ ବିଜେଡି ସଭାପତି ଅଛନ୍ତି କିଛି ନାହିଁ
ଆମକୁତ ଘର ଆସିଚି କହିଲେ ତାପରେ ପଚାରିଲାା ବେଲେ ଆସିନି କହିଲେ
Thanks kanak news
ଲକ୍ଷ କଣ ଯଦି କୋଟିଏ ହିସାବରେ PMAY ଯୋଜନାର ଘର ଆସିଲେ ବି ଯୋଗ୍ଯ ହିତାଧିକାରୀମାନେ ତଥାପି ଘର ପାଇବେ ନାହିଁ...
କି କଥା କହୁଛନ୍ତି ଆଜ୍ଞା ଆପଣମାନେ ପୂର୍ବରୁ ସବୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଆବାସ ବଣ୍ଟନ କରିଛନ୍ତି ?
ଲଜ୍ୟା...ଲଜ୍ୟା....କଣ ଆଉ କହିବି ଆପଣମାନଙ୍କୁ ?
ଆଜ୍ଞା ପୁରୀ ( ଶ୍ରୀକ୍ଷେତ୍ର ) ର ୧ ନମ୍ୱର୍ ୱାର୍ଡର area ପୁନର୍ବାର ଚେକ୍ କରାଯାଉ ! ସତ କଣ ଆଉ ମିଛ କଣ ଆପେ ଜାଣିଯିବେ ! Kanak news channel ନିଜ ଆଡୁ survey କରି ସତ୍ୟ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିବ କି ?
ଏ bjp ଓ bjd ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ 😊 !
ଜଣେ ଲୋକର ପୁରୀରେ ନିଜସ୍ଵ କୋଠାଘର ଥାଇ ଅନ୍ୟ ଏକ ପ୍ଲଟ ରେ ଆବାସ ଯୋଜନାରେ ଦୁଇ ମହଲା କୋଠାଘର, ଅନ୍ୟ ଏକ ବ୍ୟକ୍ତିର ସର୍ଭିସ ଥାଇ ଅନ୍ୟ ରୋଜୋଗର ର ପନ୍ତା ଥାଇ ଓ କାର ଥାଇ ଆବାସ ଯୋଜନାରେ ଘର ତୋଳିଛନ୍ତି, ଗୋଟିଏ ପ୍ଲଟ ନମ୍ୱର୍ ଦେଇ ୭/୮ ଟି ପରିବାରକୁ ଆବାସ ଯୋଜନା ମିଳିବା ସନ୍ଦେହ ର କଥା, inquary କରିବାକୁ ଆସୁଥିବା ଅଫିସର ଙ୍କ pocket ଗରମ୍ ହେଇଗଲେ ସବୁ ଠିକ୍ ହେଇଯାଉଚି ଆଜ୍ଞା, ସେଥିରେ ନେତା, କୁଜିନେତା ସମସ୍ତଙ୍କର share ରହୁଛି ! କଣ ନା ସ୍ୱଚ୍ଛ ଶାସନ ? ଚୋଡ଼ିପୁଅ ବାଳ ଶାସନ କରୁଚ ତମେ
Lelin galua Tama khatha barta sabu negetive person odisha basinku Kan bhabuchha
ଉପଯୁକ୍ତ ଲୋକଙ୍କୁ ଘର ମିଳିନାହିଁ
ହେ ବେ ଶଳା ତୁ କେନ୍ଦ୍ର କୁ ହିସାବ ଦଉନଥିବୁ ସେଥିପାଇଁ ଓଡିଶା କୁ ପୋଟାଲ ବନ୍ଧୁ କରିଥିବେ
ଓଡ଼ିଶାରେ ୧/୨ ଘର ଦେଇ ରାଜନତି କରନାହିଁ ଲକଙ୍କୁ ଯଥା ଶୀଘ୍ର ଘର ଦିଆଯାଉ ଗରବଙ୍କୁ ଆଉ କଲ ବଲ କରନାହିଁ
ଲୋକ ସବୁ ଜାଣିଛନ୍ତି କିଏ ଦଉଚି ଘର
ଲେଲିନ ହେଲେ ପ୍ରବଳ ଗାଲୁଆ
ଗରିବ ଲୋକଙ୍କୁ ଘର ଦରକାର୍ ହେଲେ ଧୋନି ଲୋକଙ୍କ ନାଁ ଲିଷ୍ଟ୍ ରେ ଆସୁଛି ଗରିବ ଲୋକ ଯିବେ କୁଆଡେ ସରକାର୍ କଣ ଦେଖୁଛି ନବୀନ ସରକାର୍
ଏଇଟାକୋଉ ରାଜନୀତି ଧର୍ମର, ନିୟମ ଲାଗୁ,କରା, ଜାଇଛି ଯୋଉ, ଲୋକଟି ଗରିବ ଅସହାୟ ଭାବରେ, ବର୍ଷକୁ ବର୍ଷ ଘର ଛାଇଲେ ପଇସା ନପାଇବାରୁ ସୁରକ୍ଷା,, ପାଇବାକୁ ଜୋଗ୍ୟ ହିତାଧି କାରି ହୋଇ ଥିଲେବି,ସିଏ, ଇଟା କାନ୍ଥରେ ବାଲିମାଟି ଜୋଡେଇ କରିକି ଆଜବେଷ୍ଟସ ପକାଇ ପାଷ୍ଟର କରିକି ଚଳୁଅଛି ସେଥିପାଇଁ କଣ ତାର ଘର ଖଣ୍ଡେ ପାଇବାକୁ, ଜୋଗ୍ୟ ହିତାଧି କାରି, ତାଲିକାରୁ ବାଦ, ପଡ଼ିବ ରାଜନୀତି ଦଳର ପ୍ରାର୍ଥୀ ମାନଙ୍କର,, ଏହିଟା ରାଜନୀତିରେ, କୋଉ ଧର୍ମ ଏହିଟା ରାଜନୀତିର ଖେଳ ଚାଲିଛି ଜାଲିଆତି ଏବଂ ଅନିୟମିତତା ହେଉଥିବା ରାଜ୍ୟର ସବୁ ବ୍ଲକରେ କର୍ମଚାରୀ ମାନେ ଚୋର ଡକାୟତ ଦଳ କୁଜି ନେତାମାନେ ସବୁ ଚୋର ଡକାୟତ ଦଳ, ତାଙ୍କୁ ଧର୍ମ ସହିଲେ ବଡ଼ କଥା କାରଣ ଆମ ଗରିବ ଲୋକଙ୍କ ନିସ୍ବାସରେ ଜଗନ୍ନାଥ ପ୍ରଭୁ ଦଣ୍ଡ ଦୋଉନ୍ତୁ ସେମାନଙ୍କୁ ଉପଯୁକ୍ତ ଭାବରେ ଦଣ୍ଡ ଦୋଉନ୍ତୁ ଜଗନ୍ନାଥ ପ୍ରଭୁ ଭାବଗ୍ରାହୀ ଭାବର ଠାକୁର ଜଗନ୍ନାଥ ସେମାନଙ୍କୁ
ବିଜେଡି ବିଜେପି ଝଗଡା ଭିତରେ ଘର ମିଲିବନି
&&,ynñ to sir kindly see my email and I have to
ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ କୁହନ୍ତି ଓଡିଶା no 1
ଏ ତେ ମାତ୍ରାରେ ଗରିବ ଲୋକ ଆସିଲେ କୋଆ ଡେ
Pradhanmantri aawas ଘର କୁ bjd ବିଜୁ ପକ୍କା ଘର ବୋଲି ଓଡ଼ିଶା ରେ ଦେଖାଉଛି
Laxmi maharna goro milinahi balasor patorpoda pocaawto
Good news odiaa ODISHA
ଏକ୍।ଦମ୍।ରାଇଟ୍ ଆଲୋଚନା ।କରାଯାଇଛି
ଓଡ଼ିଶା ରେ ତିତଲି ଓ ଫନି ବାତ୍ୟା ଆସିବା ସମୟରେ ଲୋକଙ୍କ କେତେ କ୍ଷତି ସହିଲେ କିନ୍ତୁ କୋୖଣସି ଘର ଦେଲେ ନାହିଁ, ଇଲେକ୍ସନ ପାଇଁ ଏବେ ରିପୋର୍ଟ ଦେଉଛନ୍ତି
Right🙏👍
ସପ୍ନ ସପ୍ନାରେ ରଈଗଲା ସାର ଘର
ଯେତେ ବହକା ଲେଲିନ ମହାନ୍ତି, ଆମ ଗାଁକୁ ଆସନ୍ତୁ ଘରକେ 4/5ଟା ଇନ୍ଦିରା ଆବାସ ପାଇଛନ୍ତି. ବିଜେଡି ଲୋକେ,
Sanmaniya Manoranjan Mishra
Debate Nirapakhya bhabare upasthapana karanti, Question ubhaya pakhya ku pacharanti, Sesare sundar bhabare conclusion bahara kari dianti jaha ki public nkar upakar re asi jai thai,
ଘର ଲୋକଙ୍କୁ କାହିଁକି ମିଳିଲା ନାହିଁ
ଏବେ ଘର ଅଛି ନା ସରିଗଲା। ଏବେ ମିଳିବ ନା ନାହିଁ । କି ସୁନ୍ଦର ଉପସ୍ଥାପନା ଧନ୍ଯବାଦ ସାର୍ ଆପଣଙ୍କୁ
From
Jalil khan
Social worker
Nuapalli Bhubaneswar
ଆବାସ ଯୋଜନା ରେ ହିତାଧିକାରୀ ଙ୍କ ନାମ ପରିଚୟ ଏବଂ ସେମାନଙ୍କର ଶେଷ 10 ବର୍ଷ ର ପାରିବାରିକ ଆର୍ଥିକ ସ୍ଥିତି କୁ ବ୍ୟକ୍ତି ଙ୍କ ପରିବାର joint family ଫୋଟୋ ସହ ଆବାସ ଘର ଉପରେ ଏକ ନାମ ଫଳକ ରହୁ ଏବଂ ସରକାରୀ ବାରଣ୍ଡା ରେ ସାର୍ବଜନୀନ ହେଉ
ଯାହା ଫଳରେ ଲୋକେ ଜାଣିବେ
ତେଜସରବାବୁ ସରପଞ୍ଚ କୁ ଧରନ୍ତୁ ଗାଁର ସଭା ହଉନି ଚେକିଗିରେ ଆସିତେଗାକୁ ଛାଡୁନାହାନ୍ତି 3ତାଲା ସରକାର ଘର ତାହାର ଦୟା କରି ଯୋଗ୍ୟ ଗରିବଙ୍କୁ ଘର ଦିଅନ୍ତୁ ବାଲେଶ୍ୱର ଖ ଇ ରା ବ୍ଲକ ଅନୀତିକୁରୁକ ଭୁକିଲାକୁକୁର ମୁହଁରେ ମାଂସ ଫିଙ୍ଗି ଲା ଭଳି ଯିଏ ଟାନୁଆ ଲୁକଙ୍କୁ ଘର. ମିଳିଗଲେ ପ୍ରତି ବାଦ କରିବକିଏ
BJP.BJD କଳିରେ ଗରିବ ଲୋକମାନେ
ହଇରାଣ ହେଉଛନ୍ତି,,
Right sir
ହାଏ
THANK you INDIA PM NARENDRA MODI SIR JI And NeW INDIA UPA RASTAPATI SRI MUKTIRANJAN PATRA ODISHA INDIA 🪔🪔🇮🇳🇮🇳
🙏kanak news, yogiji jeyse mantri ki sashan ya kanon hona jaruri,tab jake odishase vrastachar hatega🇮🇳🇮🇳🇮🇳🇮🇳🇮🇳🙏
Garib ke liye ya jogya ke lie kahase ayega? Sab to ajogya lokon nku mil chuka, janch karna jruri, 🇮🇳🙏🙏🙏
Good 👍
ଯେତିକି ଘର ଦରକାର ସେତିକି ଦବ କେନ୍ଦ୍ର ରାଜ୍ୟ କଣ ସୁଖିଲାରେ ଛୁଆ ଖେଳେଇବ ? ମାଘିଆ, ଟାପୁଛିଣ୍ଡା ,ବଡବେମାରିଆ, ରାଣ୍ଡିଚୋଦା,ଘୁଷୁଡିଘିଆ,ଖୋଡଫୁଟା ଯାକ ଗୋଟିଏ ଘର ଦବା ପାଇଁ ଆଠ ଦଶଥର inquiry ରେ ଆସିଲେ ଗୋଟା ବେଧ ଅଫିସର କହିଲା ଏଥର ଯଦି ତମର ଘର ନହେବ ତାହେଲେ ମୋ ହାତ ଛିଣ୍ଡି ଯିବ ସିଏ ଗଲା ଆଉ ଗୋଟେ ଆସିଲା ଚୁଲିରେ ଗୋଡ ପୁରେଇ ଦେଖିଲା ଆଉ ଗୋଟିଏ ଆସିଲା ଆଧାର କାର୍ଡ ରାସନ କାର୍ଡ ଆଉ ଯେତେ ପ୍ରକାର କାର୍ଡ ଅଛି ସବୁ ଦେଖିଲା ଏମିତି ହେଇ ହେଇ ପାଞ୍ଚ ବର୍ଷ ପାଇ ଗଲା ତାପରେ ଆସିଲା କଂଗ୍ରେସ ସରପଞ୍ଚ ଏଥର ଦେଖିଲା ବେଳକୁ ବାଣ୍ଡ ଲିଷ୍ଟରେ ଆଉ ନା ନାହିଁ।ମାଘିଆଯାକ ଏଇ ଥରକ ଭୋଟ ବେଳେ ହାବୁଡେ ପଡିବ ଯିବ କୁଆଡେ
👍👍👍👍👍👍
Right sir √
Modi bantibe sarkari chakiri abisayare alochana karantu manoranjan babu
କୋଶଳ ରାଜ୍ୟର ଗଠନ ଆବଶ୍ୟକତା ଅଛି
କାହାକୁ ନଦେଲେ ନାହିଁ ପଛେ ମୋର ସରୋଜ ଭଣଜା କୁ ଘର ଖଣ୍ଡେ ମିଳୁ!ବର୍ତମାନ ତାର ରହିବାକୁ ଘର ଖଣ୍ଡେ ବି ନାହିଁ
Rajya sarakar prathame grama panchayat ra sarapanch wadmembar mananku tait karantu tahale jai hitadhikari mane ghara pai paribe jai hind
ମିଡ଼ିଆ ଭାଇ ମାନେ ତୁମେ ମାନେ ପତେକ ଗାଁ ରେ ବୁଲି ନାହାନ୍ତି,ଭଲ ନୁଉଜୁ ମିନନ୍ତା,
Good news INDIA
Good
Ajogya loka jete nei galeni
One family has got 3,4 houses, Thanks,
ଲେଲିନ ବାବୁ କନ୍ଧମାଳ ବୁଲି ଆସି ଦେଖି କହୁଛି ତ
କିଛି କରି ପାରିବନି ଭାଇ ।ଏଠି ସବୁ ଏମିତି । ଜୀବନ ପଳେଇବ ହେଲେ ଘର ପାଇବନି । ସବୁ ଆନ୍ଦୋଳନ ଦୁଇ ଦିନ ଗଲେ କୁଆଡ଼େ ପାଣିରେ ମିଳେଇ ଯିବ । କେତେ ଆନ୍ଦୋଳନ ଆମେ ଦେଖିଛୁ, ସେତିକି ଥାଉ ।
ବିଜୁ ପକାଘର କେତେଗୋଟି
Congratulations for you I am very sorry mu Bhawani Patna re 40 years ru rhuchi kintu aji perjant mor rashan card deu nahanti mu gotiye driver
Mu bhumihinon Amore Mati Ghar Achhi kintu sorvy porebi namo thila kitnu final listre namo koti jaichhi
ଆମରଘରନାହିକିଛିମିଳୁନିମିଛସରକାର
25 to 30 age ra young mananku dia jau. Ehi ghara gudika samadhana hoijiba next
Time samastanku thik hoijiba
Vote
Time. Hele. Sabu
Kari
Debu
Vote sarile.tame
Kie
Janiparunu
Vote aau
magilile
Ame
Dekhibu
Kahiki.pacharajauñi..Amekhali.Dakoment.Deichaluchu..Odisha.jajpur.ketebele..Athar.Ashsantu.Vot.pai.
Parjyapta tharu adhika gariba achhanti
BJD hatao odisha banchao
BJD,samiti,savya,,Baxiplli,,panchyat,,Rangailuda,,block,,Durniti,,Ra,, No,1
Kebe miliba ghara ame ଜରି ପଲିଥିନ୍ ବାଧି kete dina rahibu ସରକାର ଙ୍କୁ କଣ ଦେଖା ଯାଉନି କି
Sabu misi chakaranta
BJP. 🏘🏘🏘🏘🏘🏘🏘🏘🏘
Rajaniti
Jabara
Kama
Durbal
100% BJD choro
Right Surat babu
Bhai Bank balance b tk dekhiki jamibadi dekhiki debe bahut loka jani jani ghara banau nahanti magana miliba boli.... Kete jami achhi tara seita b tadanta kariki diantu emiti hele jogya loka paai paribe nahele aadibasi basithibe dhani loka ghara paaijibe
👍
Amari,10000 loke bhot debeni
Kebe work oder diya jiba
ଚୋର କିଏ ଲୋକେ ଜାଣି ଛନ୍ତି
Nabeen babu jeu mananka name katijaichi nabeen babu semananku biju pacaghar jojanare tanku diantu