ବିନାଶ କାଳେ ବିପରୀତ ବୁଦ୍ଧି, ମା ଦେଲା ଝିଅକୁ ଅଭିଶାପ ! PratidinTv

แชร์
ฝัง
  • เผยแพร่เมื่อ 21 ม.ค. 2025

ความคิดเห็น • 3K

  • @Ranjitdasofficial611
    @Ranjitdasofficial611 2 ปีที่แล้ว +1047

    ମାଆ ର ମୂଲ୍ୟ ସେ ହିଁ ଜାଣିଛି ଯାହା ପାଖେ ମାଆ ନାହିଁ।ଭଗବାନ ଭଉଣୀକୁ ସଦବୁଦ୍ଧି ଦିଅନ୍ତୁ। ଜୟ ଜଗନ୍ନାଥ।

    • @d.rpanda9633
      @d.rpanda9633 2 ปีที่แล้ว +10

      Vai se vauni ku au sadbudhi nuhe, taku thik Berhampur ra Dipika type ra haba darkar.

    • @prabhashbarik123
      @prabhashbarik123 2 ปีที่แล้ว +9

      ସିଏ ହିଁ ଉଦଣ୍ଡ ହୁଏ ଯାହା ପାଖେ ମା ବାପା ଥାନ୍ତି । ମା ବାପା ହିଁ ଛୁଆ କୁ ବଡ଼ କରନ୍ତି ଉଛିତ୍ ସଂସ୍କାର ଦିଅନ୍ତି । ସବୁଠେ ଭୁଲ୍ ହଉଚି ଏ ପୁଅ ମାନଙ୍କର ଆଜ୍ଞା । Tk ଧ୍ୟାନ ଦେଇ ସଂସାର ଆଗକୁ ନିଅନ୍ତୁ

    • @krutibashpradhann7407
      @krutibashpradhann7407 2 ปีที่แล้ว +1

      Stupid girl after few months she will realise the real love

    • @bhovyakumarirana120
      @bhovyakumarirana120 2 ปีที่แล้ว +3

      You are right Bro....😥😥😥😥

    • @rupalijena5555
      @rupalijena5555 2 ปีที่แล้ว +3

      Right

  • @dillipnaik1875
    @dillipnaik1875 2 ปีที่แล้ว +381

    ମା ସବୁବେଳେ ମା 🙏🙏ଏତେ ପରେ ବି ତା ଝିଅ ର ମଙ୍ଗଳ ଚାହୁଁଚି,, କିନ୍ତୁ ଝିଅ ଏଠି ମା କୁ ମାଡ ମାରୁଛି,,, ଦିନ ଆସିବ,, ଆସିବ ଆସିବ ଲୋ ଭାଙ୍ଗି ଯିବ ଗର୍ବ ତୋର 😭😭😭

    • @dhanumunda7630
      @dhanumunda7630 2 ปีที่แล้ว +1

      Rights

    • @sibaramdas9847
      @sibaramdas9847 2 ปีที่แล้ว +2

      apana thik kahichanti aji kali jhia mane bi nije jaha karuchante pare bhabila belaku kichi nathiba sehi bapa maa ra mulya sete bele hi bujhilabelaku kichi nathib.

    • @sunilsahoo6433
      @sunilsahoo6433 ปีที่แล้ว +1

      Thik

    • @sunilsahoo6433
      @sunilsahoo6433 ปีที่แล้ว

      Prema pagala 😡😡😡👏👏👏 chi chi chi chi chi chi chi

    • @hiralalpadhi
      @hiralalpadhi 8 หลายเดือนก่อน +1

      ମାଁ ଭଗବାନଙ୍କ ରୂପେ ପିଲା ମାନଂକ ଉପରେ ବିପଦ ଆସିଯିବ ଭାବି କୋଳରେ ଧରୁଥିଲେ ତୁ ଏମିତିକା ଝିଅ ଠେଲିଦେଇ ଲାଭ କ'ଣ ପାଇବ ଅଭିଶାପ ରେ ବରବାଦ ହେବ ସେଥିପାଇଁ ବିନାଶକ କାଳରେ ବିପରୀତ ବୃଦ୍ଧି। ଧନ୍ୟବାଦ ଲୋକ ମାଁ ତୋର ବୃଦ୍ଧି ପଣିଆ।

  • @badboyasish1
    @badboyasish1 2 ปีที่แล้ว +648

    ଯଦି ମା ବାପା ଙ୍କୁ ଖୁସି ଦେଇପରୁନ ଦୟାକରି 🙏 ଦୁଃଖ ବି ଦିଅନି 🙇🙏 ମା ବାପା ହିଁ ପ୍ରଥମ ଭଗବାନ ❤️🙏

  • @GOVTJOBALERT3
    @GOVTJOBALERT3 2 ปีที่แล้ว +1555

    ସେମିତି ଝିଅକୁ ଘରକୁ ନେବା ଅପେକ୍ଷା ଆଉ ଗୋଟେ ଅନାଥ ଛୁଆକୁ ପାଳିବା ବହୁତ ଭଲ

  • @sukanyadalai8470
    @sukanyadalai8470 2 ปีที่แล้ว +128

    ଧନ୍ୟ ରେ ଝିଅ ତୁ ଏତେ ଲୋକ ଙ୍କ ଆଗ ରେ ମା ଗର୍ଭ କଷ୍ଟ ର, ଜନ୍ମ କଷ୍ଟ ର, ଲାଳନ ପାଳନ ର, ସ୍ନେହ ଶ୍ରଦ୍ଧା ର ଉଚିତ ମୂଲ୍ୟ ଦେଲୁ 😭😭😭, ଏଇ ପାପ ରୁ ଭଗବାନ ବି ବଂଚେଇ ପାରିବେନି, ମା ର ସ୍ନେହ କୁ ଗୋଇଠା ମାରିକି ଯାଇଛୁ

    • @bharat680
      @bharat680 2 ปีที่แล้ว +3

      Ei bhali jhia pet re Mari Jai thile bhala hei thanta... 🤬

    • @deepakbehera5450
      @deepakbehera5450 2 ปีที่แล้ว +1

      Sata kahilo mem Amitika jhio darkar nai chi😭😠

    • @pinkyvidyashort
      @pinkyvidyashort 9 หลายเดือนก่อน +1

      Really sukanya very sad 😢

  • @Panda_art_craft_panda_official
    @Panda_art_craft_panda_official 2 ปีที่แล้ว +109

    କାହା କୁ ମା ର ସ୍ନେହ ମା ର love ମିଳୁନି ହେଲେ ....... 🥺😔😒......love you maa ❤️......ମା ଦୁନିଆ ର ଅମୂଲ୍ୟ ସମ୍ପଦ ...ମା ର ମୂଲ୍ଯ ନାହିଁ......ଏ ଝିଅ ଯେବେ ମା ହବ ସେ ମା କଣ ବୁଝିପାରିବ.....🙏🏻🙏🏻🙏🏻

  • @ranjanmallick9715
    @ranjanmallick9715 2 ปีที่แล้ว +194

    ସେ ଝିଅ ମା ହେଲେ ଜାଣିବ ମାର ଦରଦ

  • @SUBHRANSU99
    @SUBHRANSU99 2 ปีที่แล้ว +273

    ଏତେ ହେଲା ପରେ ବି ମା ତଥାପି ଝିଅ ପ୍ରତି ଭଲ ପାଇବା ଛାଡ଼ିନି 😭😭😭😭😭💔😢😢🙏🙏🙏😭💔😢

    • @igouttampatro6300
      @igouttampatro6300 2 ปีที่แล้ว +7

      ସତ କଥା ଭାଇ
      ନହେଲେ ଦେଖୁନ
      ସେ ମା କହୁଛି ମୋ ଝିଅ କୋଟ ମେରେଜ କରୁ
      କାଲି ସକାଳୁ ସେ ପୁଅ ଛାଡିଲେ ଯିବ କୁଆଡେ.
      ଧନ୍ୟ ମା
      ସତ କଥା ଝିଅ ର ବିନାଶ କାଳେ ବିପରୀତ ବୁଦ୍ଧି

    • @satyajitroul1456
      @satyajitroul1456 2 ปีที่แล้ว +1

      Toki ta duba ghasa bodhe

    • @sudipajena6003
      @sudipajena6003 6 หลายเดือนก่อน

      Swami stree samparka apekhya ma bapa samparka bada.. E katha jhia bhujhuni...

  • @bijayjena3140
    @bijayjena3140 2 ปีที่แล้ว +99

    ମା ଏତେ ସବୁ ହୋଇସାରିବା ପରେ ଝିଅର ମଙ୍ଗଳ ପାଇଁ କୋର୍ଟ ମାରେଜ୍ କରିବାକୁ କହୁଛି
    ମା ତତେ ସହେ ଦଣ୍ଡବତ🙏🙏🙏🙏

  • @sadanandasahoo3707
    @sadanandasahoo3707 2 ปีที่แล้ว +272

    ପିଲା ନ ହେବା ଦୁଃଖ, ପିଲା ଜନ୍ମ ହୋଇ ମରିଯିବା ଆଉ ଟିକେ ଦୁଃଖ, ସବୁଠୁ ଦୁଃଖ ପିଲା ମୂର୍ଖ ହୋଇ ରହିବା। ପ୍ରେମକଲା ଠିକ ଅଛି।କିନ୍ତୁ ମା କୁ ଏମିତି ମାରିବା -- ଏମିତି ଝିଅ ପାଇଁ ମନଦୁଃଖ କରିବା ଅପେକ୍ଷା ଶୁଦ୍ଧି ହୋଇଯିବା ଭଲ।

    • @sibasibanigouda4746
      @sibasibanigouda4746 2 ปีที่แล้ว

      Raite

    • @singing-star90
      @singing-star90 2 ปีที่แล้ว +1

      अजात मृत मुर्खाणां बरमादौ न चांती म:।सकूत दु:ख कराबाद्या बनती मस्तू पदे पदे।।

    • @babulidehuria4524
      @babulidehuria4524 2 ปีที่แล้ว +2

      ଧିକ ତୋ ପ୍ରେମ

    • @World21288
      @World21288 2 ปีที่แล้ว

      Ri8

  • @adarshajeevan1315
    @adarshajeevan1315 2 ปีที่แล้ว +38

    ଧନ୍ୟ ଲୋ ଝିଅ,ତୋତେ କୋଟି ମୁଣ୍ଡିଆ🙏
    ମାଆ ଠିକ୍ କହୁଛନ୍ତି🙏

  • @puspanjalimalik4657
    @puspanjalimalik4657 2 ปีที่แล้ว +845

    ଏତେ କଥା ପରେ ମା ଛୁଆ ର ଭବିଷ୍ୟତ କଥା ଭାବୁଛି ମୋ ଝିଅ କୋଟ ମାର୍ରଜେ କରିକି ରହୁ କିନ୍ତୁ ଝିଅ ମା କୁ ପିଟି ପଳାଉଛି... ଧନ୍ୟ.. ମା 🙏🙏ସବୁବେଳେ ଦୟାର ସାଗର 🙏🙏🙏🙏😭😭

    • @baikunthabehera3971
      @baikunthabehera3971 2 ปีที่แล้ว

      Ajira jubapidhhi ku bhari maza lage .bises kari MAHILLA NKU SEX ..DRAX....WINE..AND TANKA ....KI CIGARET PIUCHHANTI MAHILLA .ARACHANA PAKHAKU A JHIA KU CHHADIDHIA

    • @miliranisamal5453
      @miliranisamal5453 2 ปีที่แล้ว +16

      ମା ସବୁବେଳେ ମା।।।।।

    • @sujatanayak480
      @sujatanayak480 2 ปีที่แล้ว +6

      Maa 🙏😭😭😭

    • @Amritars-i
      @Amritars-i 2 ปีที่แล้ว +4

      Right 😢

    • @ansumansahoo3606
      @ansumansahoo3606 2 ปีที่แล้ว +4

      Abhisaàp deichi dekha bhalase

  • @santoshdehury6690
    @santoshdehury6690 2 ปีที่แล้ว +383

    ଭଉଣୀ ନିଜର ପ୍ରେମ ପାଇଁ ନିଜର ବାପା ମାଆ ଭୁଲିଯାଇଛି ଏବଂ ମାଆକୁ ମାଡ ମାରିବାକୁ ମଧ୍ଯ ପଛକୁ ଘୁଞ୍ଚି ନାହିଁ,ଆଜି ସେ ଭାବୁଛି ସେ ପିଲା କୁ ପାଇ ସବୁ ଖୁସି ପାଇଛି ,କିନ୍ତୁ ସେ ଖୁସି କମ ଦିନ ପର୍ଯ୍ୟନ୍ତ, ପରେ ଭାବିଲା ବେଳକୁ କିଛି ନ ଥିବ ,ସମୟ ଅଛି ନିଜ ମାଆଙ୍କ ପାଖକୁ ଚାଲି ଆସି ,,,,,,

    • @changeyourlife3995
      @changeyourlife3995 2 ปีที่แล้ว +1

      ସବୁଆଡେ ସମ ଦଶା

    • @bhanupratapsahoo3135
      @bhanupratapsahoo3135 2 ปีที่แล้ว

      Right

    • @sanjusamson5869
      @sanjusamson5869 2 ปีที่แล้ว

      Nice bhai

    • @rupalibehera4792
      @rupalibehera4792 2 ปีที่แล้ว

      😔😔😔😔

    • @poojadas8578
      @poojadas8578 2 ปีที่แล้ว +8

      Mu manuchi ye jhio bhul koruchi but mote gote kotha kuho jodi ye jhio maa kotha re raji heiki government job bala puo ku baha hua au ta pore se puo jodi jhio pai Mori jae ta pore sobu jhio ro bhul emti kon pai sobu bele jhio ro bhul 😭😭😭 au jhio please maanku bujhao time ku wait koro sobu thik heijibo 🙏🙏

  • @purusottamhemram1122
    @purusottamhemram1122 2 ปีที่แล้ว +26

    ବାପା,ମାଙ୍କୁ ଦୁଃଖ ଦେଉଥିବା ପିଲା କେବେ ଶାନ୍ତିରେ ରହି ପାରେ ନାହିଁ ।

  • @ramachandramishra1472
    @ramachandramishra1472 2 ปีที่แล้ว +225

    ମା'ର ଅଭିଶାପ ମିଛ ନୁହେଁ 😘
    ଯେତେବେଳେ ବାଫ ନବୁ ସେତେବେଳେ ମା କୁ ଡାକିବୁ🤱

  • @dusmantanaik2506
    @dusmantanaik2506 2 ปีที่แล้ว +162

    ମା ବାପାକୁ ଏମିତି କନ୍ଦେଇ କେବେ ତୁ ଖୁସିରେ ରହିପାରିବୁ ନାହିଁ ଭଉଣୀ ।।ତୋତେ ସଦ୍ବୁଦ୍ଧି ଦିଅନ୍ତୁ ଭଗବାନ

  • @ganeshbehera9303
    @ganeshbehera9303 2 ปีที่แล้ว +6

    ମାଗିହା ଝିଅ ସେ ମା ତତେ ଜନ୍ମ କଲାବେଳେ କେତେ କଷ୍ଟ ସହିଛି ଜାନିଛୁ।।।
    Media ଭାଇ ମାନେ ଏ video ku viral କରା ଜାଉ।।।
    Request 🙏🙏🙏🙏

  • @shriyanshiofficial2176
    @shriyanshiofficial2176 2 ปีที่แล้ว +194

    ଦେଢ଼ ବର୍ଷର ଭଲପାଇବା କଣ 25 ବର୍ଷର ଭଲ ପାଇବା ଆଗରେ ବିକିହେଇଯିବୋ 😭ହେ ପ୍ରଭୁ ଜଗନ୍ନାଥ ତୁମେ କିଛି କର🙏

    • @shriyanshiofficial2176
      @shriyanshiofficial2176 2 ปีที่แล้ว

      @Bapun Mishra ଆରେ ଭାଇ ମୁ ଲେଖି ସିକିନି ତୁ ମୋ ପାଇଁ ଲେଖିଦବୁକି

    • @chesta197
      @chesta197 2 ปีที่แล้ว

      ​@Bapun Mishra youtube permanent mobile re insta nuha delete heijiba

    • @chesta197
      @chesta197 2 ปีที่แล้ว

      @Bapun Mishra hmm ta maa katha kn pain kahuchu 😂😂😂😂😂😂🖕

  • @moharanasaroj6671
    @moharanasaroj6671 2 ปีที่แล้ว +75

    ଆଜି କାଲି ର ପିଲାମାନେ ବୁଝୁନାହାନ୍ତି, ବାପା ମା'ଙ୍କର ମୁଲ୍ୟ, ଭବିଷ୍ୟତ ପୁରା ଅନ୍ଧାର 👍🥰 ବିନାଶ କାଳେ ବିପରିତ ବୁଦ୍ଧି

    • @bikram264
      @bikram264 8 หลายเดือนก่อน

      Kemiti Bujhibe Tike Galu Dosa Lagi Kete Kan Kanda Karidauchanti Aaji Kali Ka Pila ....😢

  • @KUMARYESH-se8td
    @KUMARYESH-se8td 2 ปีที่แล้ว +266

    ମାଉସୀ ଆପଣଙ୍କ ଅଭିଶାପ ନିଛିନ୍ତ ପଡ଼ିବ ଭଗବାନ୍ ବଡଲୋକ 🙏🙏🙏 ଖାଲି ସମୟକୁ ଅପେକ୍ଷା କର ....

    • @pradyumnakumar3949
      @pradyumnakumar3949 2 ปีที่แล้ว +1

      Bhai kichi habani se jhia ra. Tame b wait Kara.

    • @manashkumar6760
      @manashkumar6760 2 ปีที่แล้ว

      Yes

    • @ranjansm6014
      @ranjansm6014 2 ปีที่แล้ว +1

      @@pradyumnakumar3949 abhisapa pade re bhai hyudaya ya ru jaha asirbada kimba abhisapa pa de taha aji nuha ta kali pratiphalita hue jay jagannath

    • @srishantmishra3014
      @srishantmishra3014 2 ปีที่แล้ว

      @@pradyumnakumar3949 😂😂😂😂

    • @KUMARYESH-se8td
      @KUMARYESH-se8td 2 ปีที่แล้ว

      @@pradyumnakumar3949 ତମେ ତାକୁ ଟେକିକି ଧର

  • @utkaliniparida
    @utkaliniparida 2 ปีที่แล้ว +33

    Parents are the most precious things in the world.. don't loose them..🙏☺️💟

    • @anojpradhan6617
      @anojpradhan6617 2 ปีที่แล้ว +1

      Aisa mat karo.jaisa v ho aapka maa aur papa hai

    • @omm_xyzz
      @omm_xyzz 2 ปีที่แล้ว

      Maghia jhio

  • @Shibanipradhan112
    @Shibanipradhan112 2 ปีที่แล้ว +133

    ସବୁ ଦୁଃଖ ସୁଖ ରେ ମା ବାପା ଠିଆ ହୁଅନ୍ତି
    ଆଉ କେହି ନୁହେଁ

    • @gatikrushnasahoo8377
      @gatikrushnasahoo8377 2 ปีที่แล้ว

      Ease

    • @baikunthabehera3971
      @baikunthabehera3971 2 ปีที่แล้ว

      KAHIDHELE MU MANIJIBI KI .TUME JAHA LEKHICHA TAHA SATHHIK HELE BAPA BOU NKU SEBA KETE BATARE RAKHICHA ..BUJHIPARILANI KI GODA HATA MODIBA SEBA..JUHAR

    • @janmejaymohanty1245
      @janmejaymohanty1245 2 ปีที่แล้ว +1

      କଣ ଏଇ bhali ଦୁଖଃ ଦେଇକି କହିବ ବାପା ମା ଆମକୁ kasta ଦେଲେ
      Ebhali 3rd class ଝିଅ ମରିଗଲେ Bhala ହେବ

    • @bharatvlogs9077
      @bharatvlogs9077 2 ปีที่แล้ว

      tujanichu ..

    • @baikunthabehera3971
      @baikunthabehera3971 2 ปีที่แล้ว

      @@bharatvlogs9077 tu janhini ki .kanha kahibaku chanhuchu LEKHE

  • @pradoshkumar7833
    @pradoshkumar7833 2 ปีที่แล้ว +297

    ବାପା ମା ଜନ୍ମ ଦେଇଛନ୍ତି, ଏ ଦୁନିଆ କୁ ଆଣିଛନ୍ତି. ଆଉ ବାପା ମା ଙ୍କ ପାଇଁ ଆମ କୁ କଛି ବି ତ୍ୟାଗ କରିବା କୁ ପଡେ ଯଦି ଆମ କୁ ତ୍ୟାଗ କରିବା କୁ ପଡିବ କାରଣ ବାପା ମା ଙ୍କ ଋଣ କେହି ସୁଜିପାରିବେନି. ତାଙ୍କ ପାଇଁ ଯଦି ଜୀବନ ଦେବାକୁ ପଡେ ବି ଦିଅ.ବାପା ଆମ ଆମର ପ୍ରଥମେ ପ୍ରେମ ଆଉ ଏ ଦୁନିଆ କୁ ଆସିବା ପୂର୍ବରୁ ତାଙ୍କ ସହ ସମ୍ପର୍କ ଯୋଡ଼ା ହେଇଛି.ଆଉ ଆମେ ଏ ଦୁଇ ଦିନିଆ ପୁଅ ହଉ କି ଝିଅ ପାଇଁ ନିଜ ପ୍ରଥମ ପ୍ରେମ ବାପା ମା ଙ୍କୁ କେମିତି ଆଡେଇଵା.ଯିଏ ବାପା ମା ଙ୍କୁ ଏମିତି ବ୍ୟବହାର କରୁଛି ଅନ୍ୟ ପାଇଁ ସେ କଣ ମଣିଷ.ଏ ଝିଅ ବହୁତ ବଡ଼ ଭୁଲ କରୁଛି.

    • @pradyumnakumar3949
      @pradyumnakumar3949 2 ปีที่แล้ว

      Bhai tu pua te to Mana re amiti banana asiba normal but se jhia te taku tyaga kn family kn father kn mother kn behavior kn a Sabu kehi sikhanti Khali market re buliki khela kare ayiya sikhiya jauchi ta se b kn kariba.. Tara b kichi vul nahi

    • @terroristrepublicofpakista902
      @terroristrepublicofpakista902 2 ปีที่แล้ว +3

      @@pradyumnakumar3949 hn bro jaun bap maa ଝିଅ ମାନଙ୍କୁ ଯେମିତି ଶିକ୍ଷା ଦେଇଥିବେ ସେ ସେମିତି କାମ କରିବ

    • @batakrushnajena983
      @batakrushnajena983 2 ปีที่แล้ว

      @@terroristrepublicofpakista902 right bro

    • @kameswarYouTubeExpress
      @kameswarYouTubeExpress 2 ปีที่แล้ว

      Right 😊👍

    • @kalpanabehera1867
      @kalpanabehera1867 2 ปีที่แล้ว +1

      Maa thik kahuchanti

  • @ajaykumarsahoo4909
    @ajaykumarsahoo4909 2 ปีที่แล้ว +9

    ଭଗବାନ ସେ ଝିଅ କୁ ସଦବୁଦ୍ଧି ଦିଅନ୍ତୁ, ମା ଏତେ ପରେବି ସେ ଝିଅ ର ଭବିଷ୍ୟତ ନେଇ ଚିନ୍ତିତ, ମା ସବୁବେଳେ ମା 🙏🙏🙏🙏

  • @smita_art_craft_gallery
    @smita_art_craft_gallery 2 ปีที่แล้ว +43

    ଏ ଝିଅ କୁ ମରଣ ହଉନି 😡😡😡
    ବାପା ମା ଙ୍କୁ ଦୁଃଖ ଦେଇ କୋଉ ପିଲା କେବେ ସୁଖରେ ରହିନି 😠😠

  • @soubhagya2246
    @soubhagya2246 2 ปีที่แล้ว +38

    Maa is living goddess

  • @pinkuncreation7406
    @pinkuncreation7406 2 ปีที่แล้ว +102

    ପିଲା ମାନେ ଯେତେ ଭୂଲ୍ କଲେ ବି ବାପା ମା ମାନେ କହିବେ ମୋ ପିଲା ର କିଛି ଭୁଲ୍ ନାହିଁ 😭😭ସେ ତାର ସୁରକ୍ଷା ଦେଖିବେ

  • @Jayant239
    @Jayant239 2 ปีที่แล้ว +30

    ଧନ୍ୟ ରେ ଝିଅ........
    ଜିଏ ନିଜ ବାପା ଆଉ ମା ଙ୍କ ଆଖି ରେ ଲୁହ ଦେଇଛି ଭଗବାନ୍ ତାକୁ କେବେ ବି ଖୁସି ରେ ରଖିବେନି....

  • @pintumandal3804
    @pintumandal3804 2 ปีที่แล้ว +23

    Nobody can takes place of Mother.
    Every words of mother's deep heart will be correct in time...
    I respect mother...

  • @radhakrushnapanigrahy1703
    @radhakrushnapanigrahy1703 2 ปีที่แล้ว +122

    Mother is like god.
    Please respect mother.
    Follow her advice.
    Mother and FATHER re our well wishers

    • @likundas4983
      @likundas4983 2 ปีที่แล้ว +1

      Chiiiii se jhiaku

    • @regaroeditz3700
      @regaroeditz3700 2 ปีที่แล้ว +1

      @@likundas4983 jhia thik achi bapa maa thik nahanti

    • @padmabatimohanta252
      @padmabatimohanta252 2 ปีที่แล้ว +1

      @@regaroeditz3700 kau drustiru

  • @janardanjena9928
    @janardanjena9928 2 ปีที่แล้ว +31

    ଖୁସି ଲାଗିଲା.... ପ୍ରମିଳା ମା' ଆଜି ଶାଶୁ ବା ମା' 😄😄ପଟେ ଅଛନ୍ତି...

  • @hemantswain9061
    @hemantswain9061 2 ปีที่แล้ว +1

    ପ୍ରମିଳା ମାଡମ ଏବେ କୁହନ୍ତୁ ପୁଅ ର ଭୁଲ ନା ଝିଅ ର ।

  • @mantupradhan1058
    @mantupradhan1058 2 ปีที่แล้ว +165

    Mother & father is our living God , Jai Jagannath 🙏🙏🙏

  • @footyassociationofodisha2544
    @footyassociationofodisha2544 2 ปีที่แล้ว +101

    We support maa 🙏🙏 Always maa❤❤

  • @niashasahoo2562
    @niashasahoo2562 ปีที่แล้ว +2

    ଅନ୍ୟକୁ ସାହାଯ୍ୟ କର, କିନ୍ତୁ ଅତି ନୁହେଁ । ଅତିରୁ ଇତି ହୋଇଯାଏ । ଏ ଦୁନିଆ ଏତେ ବେଇମାନ ଯେ ତମେ ଯାହାକୁ ସାହାଯ୍ୟ କରିବାକୁ ଚାହୁଁଛ,, ଶେଷରେ ସିଏ ହିଁ ତମକୁ ଚୋଟ ମାରିବ । ତେଣୁ,, ଦେଖି ଚାହିଁ ଚଳ । ନହେଲେ ପସ୍ତେଇବ ।

  • @chandrasekharnayaka9658
    @chandrasekharnayaka9658 2 ปีที่แล้ว +58

    ମାଆ ଆପଣ ସମ୍ଭଳିକି ରହି ଥାଆନ୍ତୁ ଦେଖିବେ ଆପଣଙ୍କ ଝିଅ ଦିନେ ଆପଣଙ୍କୁ ବାଧ୍ୟ ହେଇ ସାହାଯ୍ୟ ମାଗିବ ।

  • @srbsom5776
    @srbsom5776 2 ปีที่แล้ว +42

    ବାପା, ମା ଙ୍କ ଆଖିରେ ଲୁହ ଦେଇ କେହି ବି ଖୁସିରେ ରହି ପାରିନାହାନ୍ତି 🙏

  • @nibeditajena3070
    @nibeditajena3070 9 หลายเดือนก่อน +2

    ସେ ଝିଅ ମା କୁ ମରିଛି, ସେ କୋଉ କୁଳର ହେବନାହିଁ

  • @sunilkumar96
    @sunilkumar96 2 ปีที่แล้ว +24

    ମାଆ ତୁମେ ପ୍ରକୃତରେ ବହୁତ୍ ମହାନ୍ 🙏

  • @pratibhabag6587
    @pratibhabag6587 2 ปีที่แล้ว +46

    ଧିକ ଏମିତି ଝିଅ କୁ..... ଦିନ ଆସିବ ଦିନେ ବହୁତ କାନ୍ଦିବ ଏ ଝିଅ ...ଯାହା ପାଇଁ ଦୁନିଆ ରେ ଆସିଲା ତାଙ୍କୁ ଆଜି କିଭଳି ବ୍ୟବହାର କରୁଛି.... ଆହା ତଥାପି ମାଆ ସେ ଝିଅ ର ଭବିଷ୍ୟତ ପାଇଁ ଭାବୁଛନ୍ତି 🙏🙏🙏

  • @smsartvlogs
    @smsartvlogs 15 วันที่ผ่านมา +1

    😭😭😭😭😭hee bhagwan 😢 love you maa 😭

  • @divyajotiudya6141
    @divyajotiudya6141 2 ปีที่แล้ว +29

    ମାଲୋ ମା କଥା ଏବେ ତତେ ପିତା ଲାଗୁଥିବ ଅପେକ୍ଷା କର ଦିନ ଆସିବା ବୋହୁତ ହଇରାଣ ହେବୁ ସେତେବେଳ କୁ ମା ଆଉ ତୋ ପାଖରେ ନଥିବ 🙏🏻🙏🏻🙏🏻🙏🏻

  • @bijayabhoi7242
    @bijayabhoi7242 2 ปีที่แล้ว +45

    ମା ବାପା ଙ୍କ ସ୍ତାନ ସବଠୂ ଉପରେ ତାଙ୍କୁ ଯିଏ କଷ୍ଟ ଦିଏ ସେ କେବେବି ଭଲରେ ରହିପାରିବନି ଜୟ ଜଗନ୍ନାଥ ଏମାନଙ୍କୁ ସତ୍ ବୁଧି ଦିଅ

  • @abdeshpanda
    @abdeshpanda 26 วันที่ผ่านมา

    ଘୋର କଳି କାଳ, ବିପରୀତ ବୁଦ୍ଧି, ଟିକିଏ ଭି ସହନ ଶକ୍ତି କିମ୍ବା ନିୟନ୍ତ୍ରଣ ନାହିଁ l କଳି ଯୁଗ ଝିଅ ମାନେ ଏତେ ଲିଙ୍ଗ ପାଗଳ ହେଲେଣି ନିଜ ଜନ୍ମ ଦେବା ମାଆକୁ ଗୋଇଠା ମାରିଲେଣି ll 😢😢😢

  • @pravaspravakar5952
    @pravaspravakar5952 2 ปีที่แล้ว +20

    ଏତେ ସବୁ ହେଲା ପରେ ବି still ମା ବି ଝୀଅ ର ମଙ୍ଗଳ ଚାହୁଁଛନ୍ତି, so court marriage, ପାଇଁ କହୁଛନ୍ତି. This the unconditional love only mother can give this type of love.. 👍

  • @ranjanseth7195
    @ranjanseth7195 2 ปีที่แล้ว +70

    ଶାରୀରିକ ସୁଖ ଏମିତି ଏକ ଜିନିଷ ଯିଏ ଥରେ ତାର ମଜା ନେଇଛି,ସେ ନିଜ ବାପା ମାଙ୍କୁ ବି ଭୁଲି ଯିବ, ଏ ଝିଅଟି ଭୁଲି ଯାଇଛି ଯେ ଯେଉଁ ଚରମ ସୁଖ ପାଇଁ ମାଙ୍କୁ ମାରିଛି ତାହା କ୍ଷଣସ୍ଥାୟୀ

  • @dibyaranjan9457
    @dibyaranjan9457 2 ปีที่แล้ว +14

    ସେ ଝିଅ କୁ ଭଗବାନ କେବେ ବି କ୍ଷମା କରିବେନି , ହୁଏତ ଆମେ ମାନେ ଦେଖିବୁନି କିନ୍ତୁ ଭଉଣୀ ଜଣକ ବହୁତ ହଇରାଣ ହେବେ ମା ବାବା ଙ୍କ ଅଭିଶାପ ପଡିବ

  • @shydollpriti8691
    @shydollpriti8691 2 ปีที่แล้ว +9

    ଇଏ ହଉଛି ପ୍ରକୃତ ମା 🙏🙏🙏🙏🙏🙏🙏🙏🙏

  • @rasmitadutta3679
    @rasmitadutta3679 2 ปีที่แล้ว +91

    କଳିଯୁଗର ଅନ୍ତ ହେବ ନିଶ୍ଚୟ ଜୟ ଜଗନ୍ନାଥ ପ୍ରଭୁ

  • @Surya5103
    @Surya5103 8 หลายเดือนก่อน +4

    ଛି କି ଦୃଶ୍ୟ ......ବୋହୁତ ଦୁଃଖ ଲାଗୁଛି ମା କୁ ଦେଖିକି 🥺🥺

  • @lifeofodia195
    @lifeofodia195 2 ปีที่แล้ว +56

    ମା ବାପା 😔🙏କୁ ତମେ ଏମିତି ଦୁଃଖ କଣ ପାଇ ଦଉଛ ପ୍ରେମ କରୁଛ ପ୍ରେମ 😡ବାପା ମା ଦୁଃଖ ଯେତେ ବେଳେ ପଡ଼ି ବନା ତମେ ଜଳି ପୋଡି ପାଉଁଶ ହେଇଯିବ😡 ଯିଏ ଯାହା କରୁଛି ଚକା ଆଖି ସବୁ ଦେଖୁଛି 😡

  • @APV.07
    @APV.07 2 ปีที่แล้ว +24

    ଏଇ ଭଳି ଅନେକ ଘଟଣା ମାନ ଆହୁରି ଘଟିବ ଅପେକ୍ଷା କର ...ଆଉ ସେ ଭଲ ସମୟ ନାଇଁ , ଭଗବାନ କରନ୍ତୁ ସଦବୁଦ୍ଧି ଦିଅନ୍ତୁ ଯୋଉ ମାନେ ଭି ଏହି ରାସ୍ତା ରେ ଅଛନ୍ତି 👍

  • @Nitish86858
    @Nitish86858 ปีที่แล้ว +1

    God with you mother

  • @pintumahapatra8187
    @pintumahapatra8187 2 ปีที่แล้ว +19

    ବିନାଶକାଳେ ବିପରୀତ ବୁଦ୍ଧି
    ଧନ୍ୟ ରେ ତୁ ଝିଅ ଜନ୍ମ ଦେଇଥିବା ମା କୁ କନ୍ଦଉଛୁ ଜୀବନ ରେ ଛୁଆ ଜନ୍ମ ଦେଇସାରେ ପରେ ଜାଣିବୁ ମା ର ମମତା କଣ
    🙏🚩ଜୟ ସୀତାରାମ 🙏🚩 ଜୟ ବାଗେଶ୍ଵର ଧାମ🙏🚩

  • @SandeepKumar-qg6cv
    @SandeepKumar-qg6cv 2 ปีที่แล้ว +105

    ଗିଁହା ଖାଇବ ବୋଲି ଝିଅ କଲ କଲ ହେଉଛି

    • @secretstarsubhjit4830
      @secretstarsubhjit4830 2 ปีที่แล้ว

      Right Bhai .. se Randi moru... Kulu kulu hou6i Sola kukuruni .... Balo ghoita nagi maru6i ... Moribo tar kete golu hou6i

    • @gleo2237
      @gleo2237 2 ปีที่แล้ว +1

      Right

    • @rakesh-ge2gc
      @rakesh-ge2gc 2 ปีที่แล้ว +2

      Aji kali jhia kebe banda pagal

    • @niranjanmaity8227
      @niranjanmaity8227 2 ปีที่แล้ว +4

      ରହ ଭାଇ ହାଡ଼ ହେଇ ଯାଉଛି.. 😄😄

    • @tnanda1432
      @tnanda1432 2 ปีที่แล้ว +2

      Bahut Pani ଟୋକିର, ପାଉଡର ର କମାଲ ଦେଖାଉଛି

  • @Mamasree143
    @Mamasree143 13 วันที่ผ่านมา

    1:43 ବୋହୁତ କଷ୍ଟ ଲାଗେ ❤😢 ଏମିତି ଝିଅ କୁ ଜନ୍ମ ଦେବା ପୂର୍ବ ରୁ ହିଁ ମାରିଦେବା କଥା ଏତେ ସବୁ କରିଲା ପରେ ଭି ଗୋଟେ ମା ତା ଛୁଆ ପାଇଁ ଭଲ ଚିନ୍ତା କରୁଛି କିନ୍ତୁ ସେ ଝିଅ ତା ମା କୁ ଛାଡିକି ପର ଲୋକ ଙ୍କୁ ନିଜର କରୁଛି

  • @sachhidanandabarik1200
    @sachhidanandabarik1200 2 ปีที่แล้ว +107

    Parents sacrifices life for their childrens but in today's generation some individual not know that, what pain they have gained in his life for to treat their children in a well condition. So be like shraban Kumar , respect your parents....

  • @Sonomsona
    @Sonomsona 2 ปีที่แล้ว +37

    A miti maa bhagya re thile mile🙏🙏🙏🙏🙏🙏🙏🙏

  • @kabyasethi9726
    @kabyasethi9726 2 ปีที่แล้ว +1

    🙏🙏🙏 maa bhut vla ktha kahichanti🙏🙏🙏🙇‍♀️🙇‍♀️🙏

  • @skbhoi4705
    @skbhoi4705 2 ปีที่แล้ว +18

    ଯଦି ନିଜ ପିତା ମାତାଙ୍କୁ ଖୁସି ଦେଇ ପାରୁନ ତ please ଦୁଃଖ ବି ଦିଅନ୍ତୁନି 🙏

  • @lohittirumula143lohit6
    @lohittirumula143lohit6 2 ปีที่แล้ว +8

    Parents are God ,no one replace the place 🙏

  • @kbchandan5121
    @kbchandan5121 2 ปีที่แล้ว +13

    ମା କୁ ଏମିତି ମାରୁଛୁ 🤭 ବେଧେଇ ଅଳ୍ପ ଦିନେ ନାଶ ଯିବୁ 🤭 ପରିବାରକୁ ସମ୍ମାନ ଦେଇ ନ ପାରୁଥିବା ମଣିଷ ଜୀବନକୁ ଧିକ l

  • @puspamallik4684
    @puspamallik4684 2 ปีที่แล้ว +9

    କେମିତିକା ଝିଅ ସେ ମା କୁ ମାଡମାରୁଛି ମା ଭାଗ୍ୟରେ ଥିଲେ ମିଳେ ମା ତେ ମମତା ସଦବୁଦ୍ଧି ଥିଉ 🙏🙏🙏🙏🙏🙏🙏

  • @srutipanika04
    @srutipanika04 หลายเดือนก่อน

    Love u maaa ❤ maa emiti huanti

  • @kirannayak2160
    @kirannayak2160 2 ปีที่แล้ว +50

    Salute to this mother🙏

  • @Shibanipradhan112
    @Shibanipradhan112 2 ปีที่แล้ว +38

    ବାପା ମା ଙ୍କୁ ପ୍ରେମ କର
    ସେ ମାନେ ଆମ ଭଗବାନ

    • @gatikrushnasahoo8377
      @gatikrushnasahoo8377 2 ปีที่แล้ว

      Raigt qschin

    • @pradyumnakumar3949
      @pradyumnakumar3949 2 ปีที่แล้ว

      Tame definitely pua heithiba. Because abeka time re kou jhia ra nija bapa , maa , family Katha vabiba tanku respect Daba bahut rare. Tame definitely pua te heithiba.

    • @sumantamohapatra787
      @sumantamohapatra787 2 ปีที่แล้ว

      100/100

    • @Shibanipradhan112
      @Shibanipradhan112 2 ปีที่แล้ว

      @@pradyumnakumar3949
      No
      I'm a girl

    • @divinejagat807
      @divinejagat807 2 ปีที่แล้ว

      @@pradyumnakumar3949 କିଓ ମହାଶୟ ସବୁ ଝିଅ ସେପରି ନୁହନ୍ତି ବହୁତ୍ ଝିଅ ଙ୍କ ପାଇଁ ତାଙ୍କ ବାପା ମାଆ ସବୁକିଛି ok ନିଜ ବାପା ମା ଙ୍କ ସମ୍ମାନ ପାଇଁ ସେ କିଛି ଭି କରିଥାନ୍ତି ok
      ଆଉ ଏମିତି ବହୁତ୍ ପୁଅ ଅଛନ୍ତି ଯିଏ ନିଜ ବାପା ମା ଙ୍କୁ ପଚାରନ୍ତି ବି ନାହିଁ ସେଇ ପୁଅ ଙ୍କ ପାଇଁ ଆପଣ କଣ କହିବେ

  • @priyadarshinidigal7017
    @priyadarshinidigal7017 2 ปีที่แล้ว +1

    Dhanya tume bhauni .au dhanya tuma chintadhara jie janma deithiba maa ra nijara hei parilani se au kou paribarara kemiti nijara haba

  • @nidhianaik4890
    @nidhianaik4890 2 ปีที่แล้ว +9

    ମା'ର ମମତା ଏହି ପରି ଅଯୋଗ୍ୟ କୁଳାଙ୍ଗାର ସନ୍ତାନ ମାନଙ୍କ ପାଖରେ ତୁଚ୍ଛ ହେଇଯାଏ!! ହେଲେ ଏଠି ତୁମ ନିଷ୍ପତ୍ତି ପୁରା ଠିକ୍ ଅଛି।ତୁମେ ମହାନ୍ 🙏

  • @mrbulu1912
    @mrbulu1912 2 ปีที่แล้ว +78

    ଦୁଃଖ ଲାଗିଲା ବହୁତ ମାଉସୀ 😭😭

    • @baikunthabehera3971
      @baikunthabehera3971 2 ปีที่แล้ว +1

      Drax ra maza bhari badhhia .bikidhele Ahuri maza ..nisadi sarkar .nisa bazar kholichi . Jubapidhhi ku bhari maza lage BAYASA KRAME SEX..DRAX ....MADHA TANKA ...NARI NARI KU DHAUCHI DHUKHA .JUHAR

    • @mrbulu1912
      @mrbulu1912 2 ปีที่แล้ว

      @@baikunthabehera3971 👍👍

    • @aloneanu457
      @aloneanu457 2 ปีที่แล้ว +1

      😥

  • @munna444yt8
    @munna444yt8 2 ปีที่แล้ว +2

    MAA.....MAA Hoti h ❤️✨ MAA ke Bina Kuch nehi

  • @rasmiranjansenapati2965
    @rasmiranjansenapati2965 2 ปีที่แล้ว +40

    ବ୍ରହ୍ମପୁର ରେ ଏତେ ଅଳିଆ ଟୋକି ଅଛନ୍ତି

    • @kameswarYouTubeExpress
      @kameswarYouTubeExpress 2 ปีที่แล้ว +2

      Jane laka pai pura Ganjam and Brhampur lajita heuchi 🙏😥 he prabhu

    • @SR01995
      @SR01995 2 ปีที่แล้ว +2

      Berhampur re randi bharti.

  • @rkkiskucreation3848
    @rkkiskucreation3848 2 ปีที่แล้ว +19

    ଦିନେ ନା ଦିନେ ପର ଘରକୁ ଯିବ।ଯଦି ଝିଅ ତୁମ କଥା ନ ମାନି ଯାଉଛି ଯାଉ । ସମୟ ଆସିବ ବାପା ମା କଥା ମନେ ପଡିବ।

  • @GangotriPriyadarshiniLenka
    @GangotriPriyadarshiniLenka 7 หลายเดือนก่อน +3

    ଆରେ, ସେ ଝିଅ ଯଦି ନିଜ ମା ସହ ଏମିତି ବ୍ୟବହାର କରୁଛି ,ତେବେ ସେ ତା ଶ୍ବଶୁରଘର ଲୋକଙ୍କୁ କେମିତି ବ୍ୟବହାର କରିବନି😢। ଆଉ ସେ ପୁଅ ବି ତାର ସାଥ୍ ଦେଉଛି, ଛି ଛି.... 😢 ପୁଅ ତୋର ବି ସମୟ ଆସୁଛି। ତୋ ଛୁଆ ଯେତେବେଳେ ତୋ ସହ ଏମିତି କରିବ ତୁ ଜାଣିବୁ, ଏମିତି କଲେ କେମିତି ଲାଗେ।

  • @satyaranjansahoo3385
    @satyaranjansahoo3385 2 ปีที่แล้ว +10

    ମା ର ମମତା କେହି ବୁଝିପାରୁନାହାନ୍ତି 😥

  • @prasantmohanty4880
    @prasantmohanty4880 2 ปีที่แล้ว +8

    ଭଉଣୀ ବହୁତ ଭଲ କଲୁ 😭🙏ଯୋଉ ମା ତୋତେ 10ମାସ 10ଦିନ ନିଜ ଗର୍ଭରେ ରଖି ତା ପେଟ ଭିତରେ ତୁ ତାକୁ କେତେ ଗୋଇଠା ମାରିଥିବୁ. ସେ ସମୟ ରେ ସେ ଯନ୍ତ୍ରଣା କୁ ଚାପି ସେ ତୋତେ ଜନ୍ମ କଲା. ଆଉ ଏବେ ନିଜ ଶରୀର ରେ ଯେତେବେଳେ କାମନା ର ଶିହରଣ ଧୀରେ ଧୀରେ ଆରମ୍ଭ ହେଲା ସେଠି ମା ଅଲୋଡ଼ା ହେଇଗଲା କେବଳ ସାମାନ୍ୟ ଗୋଟେ ପୁଅ ପାଇଁ 😭ଧନ୍ୟ

  • @bhagirathijena8404
    @bhagirathijena8404 6 หลายเดือนก่อน

    ❤🙏MAA❤🙏

  • @mjuniqueblogger
    @mjuniqueblogger 2 ปีที่แล้ว +15

    କଣ ଘଟୁଛି ଏ ସବୁ ଆମ ସମାଜ ରେ କିଛି ବୁଝି ହେଉନି । ...ଜୟ ଜଗନ୍ନାଥ ମହାପ୍ରଭୁ 😢😢🙏

    • @dashbabu4005
      @dashbabu4005 2 ปีที่แล้ว

      ଚେଷ୍ଟା ବି ନି କର ଭାଇ

  • @mamatamohapatra5262
    @mamatamohapatra5262 2 ปีที่แล้ว +34

    ଠିକ କହିଛନ୍ତି ମାଉସୀ, ଆଗ କୋର୍ଟ ମ୍ୟାରେଜ କରନ୍ତୁ l

    • @baikunthabehera3971
      @baikunthabehera3971 2 ปีที่แล้ว +1

      Ki court .ki kacheri . Drax khauchi a jhia .madha piychi a jhia aau kete dhina gale BIKRI HEBA .PARAPURUSA PAKHARE ....JHIA KATHA MAA BUJHIPARE ..SETHILAGI A SAMASYA HELE JHIA KU KUADE LOVE AND DRAX (NISA) PAGALL KARICHI . KARMA ANUSARE FALL LABHA HEBA

  • @competitionworld803
    @competitionworld803 2 ปีที่แล้ว

    Sabu upare bapa maa ♥😍❤

  • @bijaya.
    @bijaya. 2 ปีที่แล้ว +26

    ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖ ସବୁଠିକ୍ ହେବ ।

  • @siddharthapradhan8721
    @siddharthapradhan8721 2 ปีที่แล้ว +23

    😢😢😢 no words for mother....

  • @satyanandaswain8514
    @satyanandaswain8514 3 หลายเดือนก่อน

    No words to explain about maa

  • @satyaranjanpuhan9953
    @satyaranjanpuhan9953 2 ปีที่แล้ว +16

    ପ୍ରଭୁ କି ପ୍ରେମ ଏ ଲୋ ଜୟ ଜଗନ୍ନାଥ 🙏🙏🙏

  • @murtunjaykhilar6047
    @murtunjaykhilar6047 2 ปีที่แล้ว +47

    ଏଝିଅ,ଵହୁତ,ଦୁଖ,ପାଈଵୁ,ଗିହାଖାଈଵୁଵୋଲିଏମିତି,ହ଼ଉଛୁ,କାହି

    • @pabitranath5075
      @pabitranath5075 2 ปีที่แล้ว

      Toka ra 8" banda auu😂😂

    • @bharatvlogs9077
      @bharatvlogs9077 2 ปีที่แล้ว +1

      jhioguda ku jou banda thare posanda hele chadu nahanti

    • @pabitranath5075
      @pabitranath5075 2 ปีที่แล้ว

      @@bharatvlogs9077 pura chuchumi palauchanti 🤣🤣

    • @dr.sagarguru9356
      @dr.sagarguru9356 2 ปีที่แล้ว

      @@pabitranath5075 bhai tike sanjamita katha kuha...ete kholi ki kahile heba?😃😃😃😆

    • @pabitranath5075
      @pabitranath5075 2 ปีที่แล้ว

      @@dr.sagarguru9356 aguda sei pari hauchanti auu 😀😀

  • @MkNatha
    @MkNatha หลายเดือนก่อน

    Jay jagranatha 🙏🙏🙏🙏🙏🙏🙏🙏🙏🙏

  • @01Bharatiya
    @01Bharatiya 2 ปีที่แล้ว +9

    "ଯିଏ ଘରର ନୁହେଁ ସିଏ କାହାର ନୁହେଁ "
    "ଛେଳିର ବେଶି ବିଶ୍ଵାସ କଂସେଇ କୁ"
    ଏଇ ମାନଙ୍କ ଠାରୁ ହେତୁବାଦୀ ଜନ୍ମ ହୁଅନ୍ତି

  • @Sadgirlkandhei
    @Sadgirlkandhei 2 ปีที่แล้ว +7

    ଧନ୍ୟ ତମେ ମା ଯାହା ହଉ ଝିଅ ର ଚିନ୍ତା କରୁଛ ଝିଅ ମାରିଲା ପରେ

    • @baikunthabehera3971
      @baikunthabehera3971 2 ปีที่แล้ว

      Jhia ku haseiba maza karaiba .ALLUCHAP RA BISA DHEIDHEBA

  • @ronalisahoo3784
    @ronalisahoo3784 5 หลายเดือนก่อน +1

    ଏମିତି ପିଲା କୁ ଜନ୍ମ ହେଲା ସମୟରେ ମାରିଦବା କଥା 😡😡😡😡😡😡

  • @sudhansusekharbehera7138
    @sudhansusekharbehera7138 2 ปีที่แล้ว +7

    ଧନ୍ଯ ତୂମେ ଝିୟ ମା କୁ ମାରିଲୂ love pai , Life re କେବେ happy paebuni

  • @competitor200
    @competitor200 2 ปีที่แล้ว +11

    କିଏ କହେ ଖାଲି ପୁଅ ମାନେ ବାପା ମା କୁ କଷ୍ଟ ଦିଅନ୍ତି ଝିଅ ମାନେ ସବୁର କାରଣ

  • @Shreyansi_baby
    @Shreyansi_baby 7 หลายเดือนก่อน +5

    ମାଉସୀ ଝିଅ ମରିଗଲା ବୋଲି ଜାଣ ଏମିତି ଝିଅ ଥିଲେ କେତେ ନଥିଲେ କେତେ ଜିଏ janma କରିଥିବା ମା କୁ ମାନେ ଯୋଉ ମାଆ ଦଶ ମାସ ଗର୍ଭ ରେ ଧରି କେତେ କଷ୍ଟ ସହି ଜନ୍ମ ଦେଉଛି ସେ ମାଆ ର କଷ୍ଟ ଆଜି ai ଝିଅ ବୁଝିପରିଲାନି ଓଲଟି ମାଆ କୁ ପ୍ରେମିକ ପାଇଁ ମରୁଛି ଧିକ ଲୋ ତୋ ପରି ଝିଅକୁ ସେ ମାଆ ଜନ୍ମ ଦେଇଛି ତୋ ପାଇଁ ସେ ଶୁଦ୍ଧି କ୍ରିୟା କରିଦେବା କଥା.....

  • @gurucharansahoo9577
    @gurucharansahoo9577 2 ปีที่แล้ว +17

    ଅପେକ୍ଷା କର ନିଶ୍ଚିତ ସମୟ ଆସୁଛି 👍👍 ହାଣ୍ଡି ପକାଇ ଦିଅ 🙏🙏 ତୁରନ୍ତ ଶୁଧି ହେଈ ଯାଅ 🙏🙏

  • @swatimalick9895
    @swatimalick9895 2 ปีที่แล้ว +5

    Maa tame boutu vhala 👏❤️✨😍😘

  • @AamaGaonAamaMati
    @AamaGaonAamaMati 2 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏

  • @lalitakumari7266
    @lalitakumari7266 2 ปีที่แล้ว +31

    ଯିଏ ନିଜ ଜନ୍ମ କଲା ମା କୁ ମାଡ଼ ମାରିପରୁଚି 😥ସେ ପରି ଝିଅ ଠୁ ଆଉ ଅଧିକ ବା କଣ ଆଶା କରିବ, ମାଆ କୁ ମାରିଥିବା ର ଦଣ୍ଡ ନିଶ୍ଚୟ ଭୁଗିବ ଆଉ ଏ ପରି ଝିଅ କୌଣସି ମା ଙ୍କୁ ନ ମିଳୁ ଜୟ ଜଗନ୍ନାଥ

    • @payal1685
      @payal1685 2 ปีที่แล้ว +2

      Jou jhia nija janma kala maa ra helani se Tara Swami ra kemiti heba

  • @dharmajit378
    @dharmajit378 2 ปีที่แล้ว +4

    ଆଜିର ଭଲ ପାଇବା ଏତେ ଏମିତି ହେଇଗଲାଣି ଯେ ଆପଣଙ୍କ ମା ବାପା ଏତେ ଛୋଟ ବେଳୁ କେତେ କଷ୍ଟ କରି ମଣିଷ କରିଛନ୍ତି ସେ ଜାଣିଥିବେ କିନ୍ତୁ ସେ ନିଜର ହେଲେନି କେତେଦିନର କିଏ ବା ସାଥି ଆଜିକା ଦୁନିଆରେ । ମୁଁ ଜାଣିଛି ମା ବାପାଙ୍କୁ ଦୁଃଖ ଦେଇ କେହି କେବେ ସୁଖରେ ରହିନୀ । ସବୁ ବାପା ମା ଚାହାନ୍ତି ତାଙ୍କ ପିଲା କେମିତି ଖୁସିରେ ରୁହନ୍ତୁ ହେଲେ ଆଜିର ଏଇ ପିଲା ବାପା ମାଙ୍କ ଉପରକୁ ହାତ ଉଠେଇବାକୁ ପଛୋଉନାହାନ୍ତି । ଜୟ ଜଗନ୍ନାଥ ସ୍ୱାମୀ ସମସ୍ତିଙ୍କୁ ଭଲ ବାଟରେ ନିଅନ୍ତୁ🙏🏼🙏🏼

  • @aapkisahelisoumya8713
    @aapkisahelisoumya8713 2 ปีที่แล้ว +24

    I love my parents ❤they are god for me

  • @HelpingGamer2006
    @HelpingGamer2006 9 หลายเดือนก่อน +1

    ଏ ଭଳି ଝିଅକୁ ଗେଇ ଗେଇ ଵିଆ ମେଲା କରିଦେବା କଥା 🤬🤬🤬

  • @onemanarmy7420
    @onemanarmy7420 2 ปีที่แล้ว +35

    😭🙏ଭଗବାନ ବୁଆ ମା କେଁ ପିଟୁଛେ ମାଗିହା କେଭେ ସୁଖେ ନାଇଁ ରହୁ ରେ ଚାଣ୍ଡାଳ

  • @rupaliroutvlog
    @rupaliroutvlog 2 ปีที่แล้ว

    ସତରେ ବାପା,ମା ଙ୍କ ଋଣ କେହି ସୁଝି ପାରିବେନି ଭଉଣୀ,ଦିନ ଆସିବ ତମେ ସବୁ ବୁଝି ପାରିବ🙏😔🙏ମା କୁ ମାରିବା ପରେ ବି ସେ ଝିଅକୁ court marriage କରିବାକୁ କହୁଛି କାରଣ ସେ ଭାବୁଛନ୍ତି କାଳେ ଭବିଷ୍ୟତ ରେ ସେ ପୁଅ ମୋ ଝିଅକୁ ଛାଡି ଦେବକି🙏🙏... love u all bapa and maa