BJP MLA candidate Prashant Jagdev caught by Police from Aparajita Sarangi's vehicle || KalingaTV

แชร์
ฝัง
  • เผยแพร่เมื่อ 26 ก.ย. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 1.3K

  • @SubhenduBaliarsingh
    @SubhenduBaliarsingh 4 หลายเดือนก่อน +25

    ପ୍ରଶାନ୍ତ ଜଗଦେବ ସେଠାକୁ କଣ ପାଇଁ ଯାଇଥିଲେ, ସେ ଯିବା ପୂର୍ବର ଭିଡିଓ ଦେଖାଉନ

  • @darlingmadhab8818
    @darlingmadhab8818 4 หลายเดือนก่อน +18

    ଘୁଷୁରୀ କାଇଁ ଏମିତି ହେଉଛୁ 🤣🤣

  • @KanhaiMajhi-pp8ll
    @KanhaiMajhi-pp8ll 4 หลายเดือนก่อน +310

    ତୁମେ ବିଜେଡି ବି କମ ନୁହେଁ ତୁମର ଦାଦାଗିରି ତ ସବୁଠୁ ଆଗରେ ଜୟ କଂଗ୍ରେସ ❤❤❤

    • @satrughnamallick9250
      @satrughnamallick9250 4 หลายเดือนก่อน +10

      Sata Katha berhampur re bjd gunda giri dekhithila

    • @SatyaJit-vx9xi
      @SatyaJit-vx9xi 4 หลายเดือนก่อน +6

      ବାଳ କଂଗ୍ରେସ😅😅😅😅

    • @କଳ୍କୀ
      @କଳ୍କୀ 4 หลายเดือนก่อน +9

      ଜଗନ୍ନାଥ ହେଉଛନ୍ତି ମୁଦି G ର ପରମ ଭକ୍ତ ଆଉ ଏଭଳି ଜଘନ୍ୟ ମନ୍ତବ୍ୟ ପ୍ରକାଶ କରି ଏହି କୁକୁର ସହିତ ଛିଡ଼ା ହେଇଥିବା ଗୁବୁରା ପାତ୍ର ନିଜକୁ ବି କୁକୁର ସହିତ ସମାନ କରିଦେଇଛି !! ଆରେ ସେ ଗବଗାଣ୍ଡୁ ମୁଦି ଆମ ବଡ଼ ଠାକୁର କାଳିଆ ସାଆନ୍ତେଙ୍କ ଠାରୁ ବି ବଡ଼ ହେଇଗଲା ଯେ ସିଧା ବଡ଼ ଦାଣ୍ଡରେ ଜଗନ୍ନାଥ ସଂସ୍କୃତିର ଧଜିଆ ଉଡ଼େଇଦେଲା ଏ ମଣିଷରୂପୀ କୁକୁର ??? ମହାପ୍ରଭୁ ଜଗନ୍ନାଥ ଏହାର ବିଚାର କରିବେ,, ୟାର ଅହଙ୍କାରକୁ ଭାଙ୍ଗିରୁଚି ଚୁରମାର କରିଦେବେ !! 🤬
      #Bjphatodeshbachao #everyonefollowers

    • @antaryamimishra449
      @antaryamimishra449 4 หลายเดือนก่อน +1

      ତୁମର କଂଗ୍ରେସ୍ ମାନେ ବି ହମ୍ କିଶିସେ କମ୍ ନା ଥାଇ ୪୫ ବର୍ଷ ଶାସନ ସମୟରେ

    • @vishnucreationr
      @vishnucreationr 4 หลายเดือนก่อน +1

      ​@@କଳ୍କୀright bhai

  • @pramodmohapatra71
    @pramodmohapatra71 4 หลายเดือนก่อน +159

    CCTV ଯାଞ୍ଚ କରାଯାଉ । ଏହା ପରେ ଆରୋପ ଲଗେଇବା ଠିକ ହେବ ।

    • @prasankumarkanhor9479
      @prasankumarkanhor9479 4 หลายเดือนก่อน +9

      Web camera lagichi.....micha dhara padilani....ec yes boss

    • @harekrishnabehera3547
      @harekrishnabehera3547 4 หลายเดือนก่อน

      Bjd good

    • @bijanrout1153
      @bijanrout1153 4 หลายเดือนก่อน

      ଲୋକସଭା ଓ ବିଧାନ ସଭା କମ୍ପାର୍ଟମେଣ୍ଟ ଦୁଇଟି ଯାକ ଓ୍ଵେବ କ୍ୟାମେରା ସାମ୍ନାରେ ରହିବା କଥା।କ୍ୟାମେରା ସାମନାରେ ଲୋକସଭା କମ୍ପାର୍ଟମେଣ୍ଟ ଅଛି।ବିଧାନସଭା କମ୍ପାର୍ଟମେଣ୍ଟ୍ ନାହିଁ।ଏଥିପାଇଁ ପ୍ରବେଶ ଦ୍ଵାର ହୋଇଥାନ୍ତା ପ୍ରସ୍ଥାନ ଦ୍ଵାର ଓ ପ୍ରସ୍ଥାନ ଦ୍ଵାର ହୋଇଥାନ୍ତା ପ୍ରବେଶ ଦ୍ଵାର।।ଏହା ପ୍ରିଜାଇଡିଙ୍ଗ୍ ଅଧିକାରୀଙ୍କର ଦାୟୀତ୍ଵ।ସେ ଭୁଲ୍ କରିନାହାନ୍ତି କି ନିୟମ ଅନୁସାରେ ତଦନ୍ତ କରାଯାଉ।

    • @jitendrabishi8066
      @jitendrabishi8066 3 หลายเดือนก่อน

      ସଲା ଭିଲିଏନ୍ ବାଗିର ଦିଶୁଛେ

  • @ALLTypeVideoR
    @ALLTypeVideoR 4 หลายเดือนก่อน +186

    ଆଉ ଯୋଉ ଉପାସନା ମହାପାତ୍ର କୁ ଜଣେ ମହିଳା ବିଧାୟକ ଙ୍କୁ ରା ଅଭାସା କହିବ ଏଇଟା କେତେ ଠିକ୍

    • @soudaminiswain7045
      @soudaminiswain7045 4 หลายเดือนก่อน +11

      a katha v kuha

    • @sknoorullah3545
      @sknoorullah3545 4 หลายเดือนก่อน +10

      This is correct brother BJD only look on others mistakes not on his own . A Odia Sister was insulted . This is shameful act by BJD polling agent.

    • @Unknownuser-f7q
      @Unknownuser-f7q 4 หลายเดือนก่อน +4

      Se gura dekha habani bjd channel ku

    • @chinmaymohapatra6993
      @chinmaymohapatra6993 4 หลายเดือนก่อน +2

      Society kete down ହୋଇଗଲାଣି, Just vote politics pain, loka mental ହୋଇଗଲେଣି

    • @sushantkumarbariki8646
      @sushantkumarbariki8646 4 หลายเดือนก่อน

      Only otv re dekhauchhu

  • @jasaswiniswain3783
    @jasaswiniswain3783 4 หลายเดือนก่อน +9

    ପ୍ରଶାନ୍ତ ଜଗଦ୍ଦେବ ହୁଅନ୍ତୁ କି ଅପରାଜିତା ଷଡ଼ଙ୍ଗୀ ହୁଅନ୍ତୁ ଏମାନେ ହେଲେ ଜଣେ ଜଣେ ନିଜ ସ୍ବାର୍ଥି।

  • @SubhenduBaliarsingh
    @SubhenduBaliarsingh 4 หลายเดือนก่อน +23

    ଏଇଟା କଣ ଛକା ଭଳି ଦେଖାଯାଉଛି😂

  • @ashokmishrasinging866
    @ashokmishrasinging866 4 หลายเดือนก่อน +13

    Arrest Prasanta Jagdev immediately with Aparajita Sarangi

    • @gajaboy3498
      @gajaboy3498 4 หลายเดือนก่อน

      Aga vid footage dekha

  • @AurunMishra
    @AurunMishra 4 หลายเดือนก่อน +210

    କାହିଁକି ଗର୍ଜୁଛୁ l ସାରଦା ନାୟକ କଥା କହୁନ ରାଉରକେଲା ରେ l

    • @RanjitNaik-ee4og
      @RanjitNaik-ee4og 4 หลายเดือนก่อน +7

      Bjd Chanel bjd birodhare kahibani

    • @gobindamallick9256
      @gobindamallick9256 4 หลายเดือนก่อน +9

      otv kn karuchi

    • @Tulubhai275
      @Tulubhai275 4 หลายเดือนก่อน +1

      U r right

    • @amitkumarmallick1938
      @amitkumarmallick1938 4 หลายเดือนก่อน

      ​@@gobindamallick9256 hn otv ei news dekhauni

    • @rajiblochandash5072
      @rajiblochandash5072 4 หลายเดือนก่อน +5

      ସାରଦା evm bhangi ନଥିଲା

  • @vihaanr2480
    @vihaanr2480 4 หลายเดือนก่อน +27

    ଦେଶର ସବୁ ପ୍ରାନ୍ତରୁ BJP Party କୁ Out କରିବା ପାଇଁ ଲୋକମାନେ ସଚେତନ ହେଲେଣି।କାରଣ ନା ଆସିଲା ଅଛେ ଦିନ୍, ନା ସୃଷ୍ଟି ହେଲା ଦୁଇ କୋଟି ରୋଜଗାର, ନା ଆସିପରିଲା କଳାଧନ ବିଦେଶ ରୁ, ନା ଆସିଲା ୧୫ ଲକ୍ଷ ଲୋକଙ୍କ ଆକାଉଣ୍ଟ କୁ। କିନ୍ତୁ ନୀରବ ମୋଦୀ ଚଉଦ ହଜାର କୋଟି ଟଙ୍କା ଫାଙ୍କି ଦେଇ ବିଦେଶ ରେ ଲୁଚିଛି, ଆଦାନୀ ର ସମ୍ପତି ବଢ଼ି ବଢ଼ି ଚାଲିଛି, Amit Shah ର ପୁଅ ଜୟ ସାହ ବସିଛି ଆଜି ସବୁଠାରୁ ଧନୀ BCCI ର Secretary ପଦ ରେ , ଚାଲିଛି ଧର୍ମ ନାମରେ ଦଙ୍ଗା ।BJP ଶାସିତ Manipur ଆଜି ଜଳୁଛି ହିଂସା ରେ, ଶହ ଶହ ମା ଭଉଣୀଙ୍କ ଇଜ୍ଜତ ନିଲାମ ହଉଚି, Ladakh ର ସୁନ୍ଦର ପରିବେଶ ଉପରେ ପଡ଼ିଛି ବ୍ୟବସାୟୀଙ୍କ ଲୋଭିଲା ଆଖି, ଗ୍ୟାସ ସିଲିଣ୍ଡର ଠାରୁ ପେଟ୍ରୋଲ, Groceries ସବୁ ଉପରେ ମହଙ୍ଗା ଛାଟ।ଓଡ଼ିଆ ରେ କଥା ଅଛି, "ନିଆଁ କୁ ଅଣ୍ଟି ରେ ପୁରେଇଲେ ସେଇ ନିଆଁ ଅଣ୍ଟି ପୋଡ଼ିଦିଏ" ।ତେଣୁ ସାରା ଦେଶ ଯେତେବେଳେ ଏଇ ନିଆଁ କବଳରୁ ମୁକ୍ତ ହେବା ପାଇଁ ଏକଜୁଟ ହେଲେଣି, ସେ ସମୟରେ ଓଡ଼ିଶାବାସୀ ଯଦି ପରିବର୍ତ୍ତନ ଆଶା ରେ ଏହି ଭୟଙ୍କର ନିଆଁ କୁ ଅଣ୍ଟି ରେ ପୁରେଇବେ, ତେବେ ଆମ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା ଛାରଖାର ହେବାକୁ ବେଶୀ ସମୟ ଲାଗିବନି। ତେଣୁ ସଚେତନ ହେବ ଆବଶ୍ୟକ । Jumla BJP Party ର ମିଛ ଭାଷଣ ଓ Agenda ରେ ଫସିବା ଉଚିତ୍ ନୁହେଁ ।
    For our state CM Naveen patnaik❤ and BJD is the best.

    • @pradeepmohanty1905
      @pradeepmohanty1905 4 หลายเดือนก่อน +2

      Sampurna Satya ,paribartan naam re nian ku Ani antare rakhiba saha saman

    • @ranjetmurum1941
      @ranjetmurum1941 4 หลายเดือนก่อน +2

      Sir mu mayurbhonj ru apononko comente ku mu salloot koruchi

    • @rojalinbegum4170
      @rojalinbegum4170 4 หลายเดือนก่อน +2

      100% Right sir 😊

  • @dwarikanathrath8242
    @dwarikanathrath8242 4 หลายเดือนก่อน +35

    ଆରେ ତତେ ବାଡ଼େଇଛି ନା ନାହିଁ. ତୋ ବୋପା ସ୍ୱରୂପାନନ୍ଦ ପାତ୍ର ଗଲା କୁଆଡେ?

  • @Sunilpradhan-jn8cb
    @Sunilpradhan-jn8cb 4 หลายเดือนก่อน +3

    ଦେଖନ୍ତୁ ପ୍ରଶାନ୍ତ ଜଗଦେବ ଜଣେ ଲୋକ ପ୍ରିୟ ନେତା । ଏ କଥାକୁ କାଟି ହେବ ନାହିଁ କାରଣ ସେ ବିଗତ ଦିନରେ ବେଗୁନିଆ ବ୍ଲକ ର ବିଧାୟକ ଥିଲାବେଳେ ବହୁତ୍ କାମ କରିଛନ୍ତି । କିନ୍ତୁ ସେ କୌଣସି ଭୁଲ କାର୍ଯ୍ୟ କୁ ସହ୍ୟ କରି ପରାନ୍ତିନି ଯାହା ଫଳରେ ସେ ଉତ୍ୟକ୍ତ ହୋଇ କିଛି କରିପକାନ୍ତି ।ଯାହାକି ଜଣେ ଲୋକ ପ୍ରତିନିଧି ହୋଇ ଏତେ ଟା ଉତ୍ୟକ୍ତ ହେବା ଠିକ୍ ନୁହେଁ ଟଙ୍କା ପକ୍ଷରେ । କିନ୍ତୁ ଗରୀବର ସେ ଜଣେ ଭଲ ବନ୍ଧୁ । ମୁଁ ଜଣେ ନିର୍ଦଳିଆ ଲୋକ ମୋର କୌଣସି ଦଳ ସହ କୌଣସି ସମ୍ପର୍କ ନାହିଁ । ଏହା ମୋ ବ୍ୟକ୍ତିଗତ ମତ ନୁହେଁ ଏହା ଜନ ମତ ।
    ଧନ୍ୟବାଦ୍

  • @bijayapppradhan4563
    @bijayapppradhan4563 4 หลายเดือนก่อน +107

    ତୁ ଶଳା ପରମ ହାରାମି। ଟାଟା ac ରେ ଜଗନ୍ନାଥ ଙ୍କୁ ବୁଲିବା ଓଡିଶା ସଂସ୍କୃତି କି।

    • @SanjayPattanayak-z3d
      @SanjayPattanayak-z3d 4 หลายเดือนก่อน

      Tume kou bhalalok ame janichu Tama sasan kalare kete buthu bhangaruj hoichi kete nari dharasan hoichi bjd neta manank nare mardar case achi Sethi pain kana karicha? au prasanta jagadev kanakala je tuma Munda bindhuchi

  • @Pradhan_bichi
    @Pradhan_bichi 4 หลายเดือนก่อน +9

    Argus news hauchi bjp dala ସୋପର୍ଟର

  • @hiranyasahoo3548
    @hiranyasahoo3548 4 หลายเดือนก่อน +14

    Aparajeeta ku lajya nahi

  • @kartikdas7219
    @kartikdas7219 4 หลายเดือนก่อน +3

    ଏହିପରି କାର୍ଯ୍ୟ ଯଦି କୌଣସି ସାଧାରଣ ଜନତା କରିଥିଲେ ତାହାକୁ ବିଜେଡିର ଲୋକ କରିଛନ୍ତି ବୋଲି ଆମ ଦେଶର ପଣ୍ଡିତ ମାନେ ସଶିଆଲ ମିଡ଼ିଆରେ ଯାହା କରିଥାନ୍ତେ ଭାଷାରେ କହି ହେବନାହିଁ।

  • @ghanashyamamahanta1297
    @ghanashyamamahanta1297 4 หลายเดือนก่อน +152

    ଆଉ ସାରଦା ନାଏକ କଥା ଟିକେ କୁହ

    • @Mahakal123g
      @Mahakal123g 4 หลายเดือนก่อน +1

      Right

    • @amarmoharana875
      @amarmoharana875 4 หลายเดือนก่อน +2

      ସସ୍ମିତ ପାତ୍ର ଗୋଟିଏ ମହା ଭାଦୁଆ ,ନିର୍ଲଜ୍ଜ କୁହଲିଆ ଓ ମହା ମୂର୍ଖ

    • @Dineshparida-sh1hb
      @Dineshparida-sh1hb 4 หลายเดือนก่อน +2

      Kuhalia chora ta

  • @kalingaranjan2074
    @kalingaranjan2074 4 หลายเดือนก่อน +7

    ଏହି ପରି ଲାଗୁଚି ଯେପରି କେବଳ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ବିଜେପି ଜିତିପାରିବ ଯେପରି ଇଭିଏମ୍ ଟ୍ୟାମ୍ପରିଂ କିମ୍ବା ନିର୍ବାଚନ ବ୍ୟବସ୍ଥାକୁ ବାଧା ଦେବା ଏବଂ ଭାରତର ବିଭିନ୍ନ ସ୍ଥାନରେ ଭୋଟ୍ ବ୍ୟବସ୍ଥାର ଶୃଙ୍ଖଳାକୁ ନଷ୍ଟ କରିବାକୁ ଚେଷ୍ଟା ଏବଂ ଅନିଶ୍ଚିତ ପରିବେଶ ସୃଷ୍ଟି କରିବା |

  • @swaticreation6559
    @swaticreation6559 4 หลายเดือนก่อน +188

    BJD,,,, କେତେ ଲୋକଙ୍କୁ ମାରିଲା,,, ସେକଥା ବି କୁହା ଯାଉ,,, ଇୟେ ତ ମେସିନ କୁ ଭାଙ୍ଗି ଛି

    • @lalukanhar878
      @lalukanhar878 4 หลายเดือนก่อน +5

      Right Bhai Kahichanti 100 ru100 jaucha kara jauchhi

    • @Person-with-disability
      @Person-with-disability 4 หลายเดือนก่อน +10

      ଖଲିକୋଟ ରେ bjd ଲୋକ ଗୋଟେ ଲୋକ କୁ ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିକି ମାରିଦେଲେ ସେଇଟା କେତେଥର news ରେ ଦେଖେଇଚ

    • @SaratSamal-wo4sd
      @SaratSamal-wo4sd 4 หลายเดือนก่อน

      Tamtukm

    • @sasankabiswasray
      @sasankabiswasray 4 หลายเดือนก่อน +2

      Kalinga Tv bikri heijaiechi. Sasmit Patra Ghusuri bhali dekha jauchi.

    • @swagatsubhamdas6794
      @swagatsubhamdas6794 4 หลายเดือนก่อน

      Bhai baje katha kuhani Gunda Ganesha bhitaraku jiba darkar

  • @DhabaleswarPanigrahi
    @DhabaleswarPanigrahi 4 หลายเดือนก่อน +12

    ଏହା ଗଣତନ୍ତ୍ର ପ୍ରତି ଅପମାନ

  • @Biru135
    @Biru135 4 หลายเดือนก่อน +38

    ବହୁତ୍ ବଢିଆ ଜଗଦେବ 😂😂

  • @vidyatechnologies
    @vidyatechnologies 4 หลายเดือนก่อน +1

    ମିଶନ ଶକ୍ତି ର ଚାମଚା ବିଜେଡି ନାରୀ ନେତ୍ରୀ ଡରରେ ନବୀନ ପଟ୍ଟନାୟକ ର କଳା ଧନ କୁ ନେଇ ଗରିବ ମାଁ ମାନଙ୍କୁ ଶାଢ଼ୀ ଓ ୧୦୦୦ ଟଙ୍କା ଦେଇ ଭୋଟ କିଣିବା ପାଇଁ ଲାଗିଛନ୍ତି। ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ ସତର୍କ ରୁହନ୍ତୁ।

  • @subashsahoo3527
    @subashsahoo3527 4 หลายเดือนก่อน +7

    କ୍ୟାମେରା ଠିକ୍ ଦେଖାନ୍ତୁ ସଠିକ୍ ଭାବରେ ତାହେଲେ ଜଣାପଡିବ

  • @bhupatinayak2748
    @bhupatinayak2748 4 หลายเดือนก่อน +25

    BJP ରେ ମାଳ ମାଳ ଅପରାଧି ଅଛନ୍ତି, ଏ ମାନଙ୍କୁ କଦାପି VOTE ଦିଅନ୍ତୁ ନାହିଁ, Congress କୁ vote ଦିଅନ୍ତୁ..... 🙏

    • @chitrasenasamal1116
      @chitrasenasamal1116 4 หลายเดือนก่อน +1

      jibana re kebe congress jitibani its challenge..only BJP

    • @SunilKumar-rt8cj
      @SunilKumar-rt8cj 4 หลายเดือนก่อน +1

      Congress ko vote dei ame mushalman habaku chahunu tu de papu ra chata...

    • @G.Pramilapatra
      @G.Pramilapatra 4 หลายเดือนก่อน

      BJP ku vote deiki gandi dekha

  • @SanjyaRout-yt6mw
    @SanjyaRout-yt6mw 4 หลายเดือนก่อน +42

    ଏମିତି ନେତା ଦରକାର୍ ଓଡ଼ିଶା ରେ

  • @PratikDas-zs3zw
    @PratikDas-zs3zw 4 หลายเดือนก่อน +1

    ବିଜେପି ଦଳରେ ଆଇନ୍ କୁ ସମ୍ମାନ ଦେଲାଭଳି ଗୋଟିଏ ବି ଲୋକ ନାହାଁନ୍ତି ।

  • @nishikantasahoo8534
    @nishikantasahoo8534 4 หลายเดือนก่อน +87

    ଯେମିତି ରାଉରକେଲା ରେ ସାରଦା ନାୟକ ଙ୍କୁ ପୋଲିସ ଉଠାଇ ନେଇଥିଲେ ଠିକ୍ ସେମିତି ପ୍ରଶାନ୍ତ ଜଗଦ୍ଦେବ କୁ ପୋଲିସ ଉଠେଇ ନବାକଥା

    • @sudhirkumarsatapathy7265
      @sudhirkumarsatapathy7265 4 หลายเดือนก่อน +3

      Taku dhupa dipa deiki puja kariba katha

    • @subhasispattnaik5405
      @subhasispattnaik5405 4 หลายเดือนก่อน

      @@sudhirkumarsatapathy7265 କଣ ବଳି ପଡି଼ବକି

  • @gunanidhibariha8280
    @gunanidhibariha8280 4 หลายเดือนก่อน +5

    ବିଜେଡି ର ପଇସା ଦେଉଥିବା ଭିଡ଼ିଓ ଦେଖାଯାଉ

  • @biranchi2229
    @biranchi2229 4 หลายเดือนก่อน +89

    ଓଡ଼ିଶାରେ ସଂସ୍କୃତି ହେଉଛି bjd ଦଳ ଲୋକକୁ ମର୍ଡର କରିବେ ଆଉ ଡରେଇ ଧମକେଇ ଭୋଟ ନେବେ ଚାଉଳ ତୁଳସୀ ପତ୍ର ଦେଇ ରାଣ ପକେଇ ଭୋଟ ନେବେ ଇଏ ହେଉଛି bjd ଓଡ଼ିଶାରେ ସଂସ୍କୃତି ବହୁତ ଭଲ ଭାଇ

    • @coolskp1994
      @coolskp1994 4 หลายเดือนก่อน +6

      Be murkha kn kahuchu be jaydev hauchi bjp party re

    • @Utkarsh8823
      @Utkarsh8823 4 หลายเดือนก่อน +5

      Jagdev BJP ra

    • @biranchi2229
      @biranchi2229 4 หลายเดือนก่อน +1

      @@coolskp1994 ନିୟମ ସମସ୍ତଙ୍କ ପାଇଁ ସମାନ bjp ହଉ କିମ୍ବା bjd ଭୁଲ କଲେ ପୋଲିସ ଉଠେଇ ନେବା କଥା bjp ବାଲେ କୁ ଉଠଉଛି ଆଉ bjd ଵାଲା କୁ ମାଫି ଦେଉଛି ଇଏ ହେଉଛି ଓଡ଼ିଶାର ରୁଲ

    • @biranchi2229
      @biranchi2229 4 หลายเดือนก่อน +2

      @@Utkarsh8823 ଭାଇ ଯିଏ bjp bjd ଯିଏ ବି ହଉ ସମସ୍ତଙ୍କ ପାଇଁ ସମାନ ହେବା ଦରକାର

  • @vidyatechnologies
    @vidyatechnologies 4 หลายเดือนก่อน +1

    ନବୀନ ପଟ୍ଟନାୟକ ହାରିବା ଜାଣି ସାରିବା ପରେ ଆମ କୁ ୫୦ ରୁ ୧୦୦ ୟୁନିଟ ବିଜୁଳି ବିଲ୍ ଛାଡ଼ କରିବା ଥୋପ ପକାଉଛି, ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ, ଏ କଥା ରେ ବିଶ୍ବାସ କରନ୍ତୁ ନାହିଁ, ନହେଲେ ପୁଣି ୫ବଷର୍ଷ ଦାଦନ ଶ୍ରମିକ ଭାବେ କ୍ରିତଦାସ ହୋଇ ବଞ୍ଚିବା ପାଇଁ ପଡ଼ିବ। କାହିଁ ୨୫ ବର୍ଷ ହେଲା ବିଜୁଳି ଛାଡି ପାରୁନଥିଲା।

  • @pravatsahoo2612
    @pravatsahoo2612 4 หลายเดือนก่อน +77

    ୧୦ ବର୍ଷ ଦଳରେ ବିଜେଡ଼ିଗୁଣ୍ଣ୍ଡା କରି ରଖିଥିଲା

    • @simantinijena959
      @simantinijena959 4 หลายเดือนก่อน

      ଯିଏ ଗୁଣ୍ଡା ଅଭଦ୍ର ସେ ସବୁଠି ସେଇଆ କରିବ... ବିଜୁ ଜନତା ଦଳ ରୁ ତଡା ଖାଇଛନ୍ତି ବୋଧେ 🙏🏻

    • @subashranashr
      @subashranashr 4 หลายเดือนก่อน +5

      😂😂😂😂 ପୁଣି ସେଇ ଗୁଣ୍ଡାକୁ bjp ରେ ମିଶାଇଛ......😂😂😂

    • @utkalmohanty1481
      @utkalmohanty1481 4 หลายเดือนก่อน +2

      Now in BJP

  • @Abhimanyu97762
    @Abhimanyu97762 4 หลายเดือนก่อน +35

    ମାଘୀୟା କଳିଙ୍ଗ କେତେ ନେଇଛୁ ଗେଣ୍ଡା ଦଳ ଠାରୁ

    • @uttambaba6800
      @uttambaba6800 4 หลายเดือนก่อน +1

      OTV jete bjp tu neuchhi😂😂😂

  • @abhaykumatsamal8899
    @abhaykumatsamal8899 4 หลายเดือนก่อน +20

    Ghasipura re Badri Patra kana karuchhi ? Au police?

    • @bijoypati2964
      @bijoypati2964 4 หลายเดือนก่อน

      Soumya kana karuchhi

    • @tarakantabaral4061
      @tarakantabaral4061 4 หลายเดือนก่อน

      ଘଷିପୁରା ରେ ତ ପୁରା ଜବରଦସ୍ତି ଭୋଟ ନବାକୁ ଚେଷ୍ଟା କରୁଛନ୍ତି BJD ସଦସ୍ୟ
      ଡରେଇ ଧମକାଇ ଭୋଟ ନଉଛନ୍ତି
      ସେଠି ପୋଲିସ ମାନେ ବି ସବୁ ଦେଖୁଛନ୍ତି but no action

  • @chiku4140
    @chiku4140 4 หลายเดือนก่อน +13

    ବିଜେଡି ଲୋକ ଯେତେବେଳେ କରୁଛନ୍ତି

  • @BantiJena415
    @BantiJena415 4 หลายเดือนก่อน +113

    ଏ ମା କଳିଙ୍ଗ ଟିଭି ଯେତେବେଳେ ବିଜେଡି ପଈସା ବାଣ୍ଟୁଥିଲା ଲୋକଙ୍କୁ ଆଟାକ୍ କରୁଥିଲାତମେ କୁଆଡେ ଯାଇଥିଲ

    • @Lagajaytv
      @Lagajaytv 4 หลายเดือนก่อน +1

      ଟିକ କଥା

    • @vihaanr2480
      @vihaanr2480 4 หลายเดือนก่อน +5

      Argus,Otv bisayare b kuhantu tike Bhala haba

    • @Save_Odisha_from_looters
      @Save_Odisha_from_looters 4 หลายเดือนก่อน +1

      Magia Paid Tamil Pandu Channel...

    • @Dkbfunny
      @Dkbfunny 4 หลายเดือนก่อน +1

      ​@@Save_Odisha_from_looters are maghia

    • @Save_Odisha_from_looters
      @Save_Odisha_from_looters 4 หลายเดือนก่อน

      @@Dkbfunny ଆବେ କୁକୁର ତୋ ତାମିଲ ପାଣ୍ଡୁ ଲାଗି ବହୁତ ଭୋକୁଛୁ। ଆଜି ଖାଇନୁ କିରେ । ହଇରେ ନିର୍ଲଜ୍ଜ କାପୁରୁଷ କ୍ରୀତଦାସ। ତାମିଲ ପାଣ୍ଡୁ ଏତେ ଭଲ ପାଉଛୁ ତା ଲାଗି ଓଡ଼ିଆ ସହିତ ଝଗଡା କରୁଛୁ। ହଇରେ ନିଜକୁ ବିକୁଲୁ ତାମିଲ ପାଖରେ।ପୁରା ରାଜ୍ୟକୁ ବିକିବ ଶଳେ ଗେଣ୍ଡାଦଳିଆ। ସେ ତାମିଲକୁ ଆଣିକି ନାଟ କରୁଛ। ଜଗନ୍ନାଥଙ୍କୁ ଭିକ ମଗେଇଲ। କୁକୁର। ତୋ ବଂଶ ନାଶ ହେବ

  • @prananathpati9976
    @prananathpati9976 4 หลายเดือนก่อน +3

    ପୁରୁଷ ସାମ୍ବାଦିକ ଏତେ ଜୋର୍ ରେ ଭୁକୁଛି କଣ ପାଇଁ? ଗେଣ୍ଡା ମାଲ୍ ପଡ଼ି ଗଲା କି?

  • @debafishfarming7352
    @debafishfarming7352 4 หลายเดือนก่อน +10

    Odisha re vk pandian bhumika kan

  • @renudash3374
    @renudash3374 4 หลายเดือนก่อน +5

    Aprajita ra rupa dekhila ta.

  • @jayaprakashbiswal5394
    @jayaprakashbiswal5394 4 หลายเดือนก่อน +23

    Nani bodhe Bihar neiki jauthile dhara padigale

    • @1g641
      @1g641 4 หลายเดือนก่อน +4

      Au kon to pandu hathire Chennai jayi thante

  • @bishnukeshdishiri6530
    @bishnukeshdishiri6530 4 หลายเดือนก่อน +1

    ତୁମ ବିଜେଡି ବାଲେ ତ ପ୍ରଶାନ୍ତ ଜଗଦେବଙ୍କୁ ଦାଦାଗିରି ଶିଖେଇଛ, ଏବେ ପରିଣାମ ଭୁଗ

  • @99Boss328
    @99Boss328 4 หลายเดือนก่อน +12

    ଫେରାର ହୋଇ ଯାଇଥିଲେ ତାଙ୍କୁ ଗୋଡେଇ ଗୋଡେଇ ଧରିବା time ର video upload karuna tk

    • @subratsekharbairiganjan3409
      @subratsekharbairiganjan3409 4 หลายเดือนก่อน

      😂

    • @Mrddbaska7815
      @Mrddbaska7815 4 หลายเดือนก่อน

      Reporter manankara ukat naiii upload karibaku au police ra ukat naiii gadhei gadhei dharibaku 😅😅😅

  • @srikantapanda1969
    @srikantapanda1969 4 หลายเดือนก่อน +2

    ତମ ଦଳ ମଧ୍ୟ ଅପରାଧ କାର୍ଯ୍ୟ କରିବାରେ କିଛି କମ୍ ନୁହଁ । ଏଣୁ ସେମାନେ ଛୁଞ୍ଚି ହେଲେ ତମ ମାନେ ଚାଲୁଣି ।

  • @pradeeppattanaiak4677
    @pradeeppattanaiak4677 4 หลายเดือนก่อน +4

    Ghasipur news ta dekhauna

  • @JharanaraniPatra-ko8vr
    @JharanaraniPatra-ko8vr 4 หลายเดือนก่อน +1

    ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଯୋଗଦେବ ଙ୍କ ଉପରେ ବିହିତ ପଦକ୍ଷେପ ନେଇ ଜେଲରେ ରଖିବା ଉଚିତ ଏହି ଭଳି ଉଦଣ୍ଡ ଗୁଣ୍ଡାକୁ ଉଚିତ ଶିକ୍ଷା ଦରକାର!

  • @brajakishorepadhi4022
    @brajakishorepadhi4022 4 หลายเดือนก่อน +121

    ତୁ ଭାଲୁ ମୁହାଁ ସସମିତ ପାତ୍ର ଏକ ନଂବର ଗୁଣ୍ଡା। ବିଜେଡି ସାରା ରାଜ୍ଯ ରେ ଗୁଣ୍ଡା ଗିରି ଚଲାଇଚି।

    • @pallabi0749
      @pallabi0749 4 หลายเดือนก่อน +6

      Gunda dangakari Kandhamal ra e badmas Sasmit jail kebe jiba.Bohut bhasana maruchhi sabubele

    • @Ttyilojg
      @Ttyilojg 4 หลายเดือนก่อน +6

      ଭାଲୁ ମୁହାଁ 😅😅😅😅

    • @Manash760
      @Manash760 4 หลายเดือนก่อน +1

      😂😂

    • @kumarambitdas3731
      @kumarambitdas3731 4 หลายเดือนก่อน

      Mg dala kn tm sabu bujhucha re

    • @kumarambitdas3731
      @kumarambitdas3731 4 หลายเดือนก่อน

      Manishota achhi na tm ra

  • @sanjukta_sethi
    @sanjukta_sethi 4 หลายเดือนก่อน

    ବିଜେପି ଦଳ ସବୁବେଳେ ନିୟମ ଉଲ୍ଲଙ୍ଘନ କରେ ଆଉ ବିଜେପି ଦଳ ହିଁ ଅଧିକ ଅଭିଯୋଗ କରେ ଯାହାର ପ୍ରମାଣ ଜନତାଙ୍କ ପାଖରେ ଅଛି ।

  • @biswajitsethi7008
    @biswajitsethi7008 4 หลายเดือนก่อน +8

    ଭାଙ୍ଗିବା ସମୟର ଭିଡ଼ିଓ ଫୁଟେଜ୍ ଦେଖାଉନ କଣ ପାଇଁ?

  • @vidyatechnologies
    @vidyatechnologies 4 หลายเดือนก่อน +1

    ତାମିଲ ଚୋର ମୋ ସାଇକେଲ ଯୋଜନା କରି ୩୦୦ କୋଟି ସେ ବାବଦରେ ଖର୍ଚ କରିବା ବାହାନାରେ ୨୦୦ କୋଟି ଟଙ୍କାରେ ସାଇକେଲ ଆଣି ଥିଲା। ପ୍ରତ୍ୟେକ ସାଇକେଲ ର ଦାମ୍ ୨୫୦୦୦ ଟଙ୍କା ହୋଇଥିଲା ବେଳେ ତାହା ମାତ୍ର ୧ ବର୍ଷ ପରେ କବାଡିଆ ଦୋକାନ ରେ ମାତ୍ର ୨୦୦ ଟଙ୍କା ରେ ବିକି ଥିଲା। ଆମରି ଓଡିଶା ର ଧନକୁ ତାମିଲ ଚୋର ଆତ୍ମସାତ କରୁଥିଲେ ମଧ୍ୟ ଆମର ସ୍ବାଭିମାନ କୁଆଡେ ଗଲା।ତାମିଲ ଚୋର ଆମ ଜଗନ୍ନାଥ ଙ୍କ ସୁନା ଅଳଙ୍କାର ବିକି କି ଭୁବନେଶ୍ବର ରେ ହୋଟେଲ କରିଛି । କିନ୍ତୁ ବିଜେଡି ନେତା ତାମିଲ ଚୋର ର ପାଦ ଚାଟିବାରେ ଲାଗିଛନ୍ତି। ଧିକ ତୁମର ଓଡ଼ିଆ ସ୍ଵାଭିମାନ। ଧୀକ ତୁମର ପୁରୁଷ ପଣିଆ ।

  • @sanjitgiri8772
    @sanjitgiri8772 4 หลายเดือนก่อน +11

    Argus Bala kuade gola

  • @srustidhardey5817
    @srustidhardey5817 4 หลายเดือนก่อน +2

    ❤❤❤❤ BJP ଆସିବ ଓଡ଼ିଶା ରେ ସରକାର ହେବ ❤❤❤❤❤😂 BJD ହନୁଚି ଲୋକ କୁ ଠିକ୍ ଅଛି 🎉🎉🎉🎉🎉🎉

  • @manoranjanbiswal3308
    @manoranjanbiswal3308 4 หลายเดือนก่อน +27

    Tuma kn vala ki fast tuma nija ku nija dakha

  • @swatirefrigerationodia.4421
    @swatirefrigerationodia.4421 4 หลายเดือนก่อน +3

    Buldozzer bulib ethara, eita kichhi nuhen

  • @iswarnayak1383
    @iswarnayak1383 4 หลายเดือนก่อน +11

    Bhala karichi ,

  • @nabakishorerana8844
    @nabakishorerana8844 4 หลายเดือนก่อน +1

    EVM ଭାଙ୍ଗିବାରେ ଅପରାଜିତା ଷଡ଼ଙ୍ଗୀ ସମ୍ପୃକ୍ତ l କାରଣ ପ୍ରଶାନ୍ତ କୁ ଫେରାର କରାଉଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ l ଉଭୟ ଦୋଷୀ

  • @dillipsahoo7921
    @dillipsahoo7921 4 หลายเดือนก่อน +5

    Prashant Jagadev criminal and Aparajita Sarangi both should be arrested immediately and kept in jail

  • @vidyatechnologies
    @vidyatechnologies 4 หลายเดือนก่อน +1

    ବିଜେପି ଡବଲ ଇଞ୍ଜିନ ସରକାର ଓଡ଼ିଶା ରେ ଆସିଲେ ଜୁନ ମାସ ଠାରୁ ଓଡ଼ିଶା ର କୋୖଣସି ଘରକୁ ବିଜୁଳି ବିଲ୍ ଦେବାକୁ ହେବ ନାହିଁ କାରଣ ପ୍ରତି ଘରେ ସୋଲାର ପ୍ୟାନେଲ ଲଗାଯାଇ ନିଜର ଆବଶ୍ୟକ ବିଦ୍ୟୂତ ନିଜ ଘରେ ତିଆରି ହେବ । ଏହା ବାବଦକୁ ଖର୍ଚ ମୋଦି ସରକାର ବହନ କରିବେ। ଆପଣ ମାନଙ୍କୁ କୋୖଣସି ଟଙ୍କା ଦେବାକୁ ହେବ ନାହିଁ। ଓଡ଼ିଶା ଆତ୍ମ ନିର୍ଭରଶୀଳ ହେବ । ଦୟାକରି ଏହି ବାର୍ତ୍ତା କୁ ଓଡ଼ିଶା ର ଘରେ ଘରେ ପହଞ୍ଚାନ୍ତୁ । ଏବଂ ବିଜେପି ଓଡ଼ିଶା ରେ ସରକାର ଗଠନ କଲେ ବିଭିନ୍ନ ଭତ୍ତା ୩୦୦୦ ଟଙ୍କା ହେବ ଏବଂ ବିଭିନ୍ନ ଛୋଟ, ମାଧ୍ୟମ ଓ ବଡ଼ କଳ କାରଖାନା ବସିବ ଯାହା ଦ୍ଵାରା ମୋ ଓଡ଼ିଶା ର ଭାଇ ଭଉଣୀ ମାନେ ଦାଦନ ଖଟିବାକୁ ନ ଯାଇ ଓଡ଼ିଶା ରେ ସମ୍ମାନ ର ସହିତ ଓଡ଼ିଶା ରେ ଚାକିରି କରିବେ। ଆଉ ମୋ ଓଡ଼ିଶା ର ମା ମାନଙ୍କୁ ମେସିନ ଯୋଗାଇ ଦିଆଯିବ ଯାହା ଦ୍ଵାରା ସେମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ। ଜୟ ଜଗନ୍ନାଥ ଜୟ ଶ୍ରୀ ରାମ, ଜୟ ବିଜେପି । ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ, ଦୟାକରି ଏହି ବାର୍ତ୍ତା କୁ ଓଡ଼ିଶା ର ଘରେ ଘରେ ପହଞ୍ଚାନ୍ତୁ ।

  • @bibhisantanti9723
    @bibhisantanti9723 4 หลายเดือนก่อน +13

    ଖାଲିକୋଟ୍ ର ବିଜେଡିର ଆକ୍ରମ ଠାରୁ ଏହି ଘଟଣା କିଛି ନୁହଁ

  • @sashigidi3526
    @sashigidi3526 4 หลายเดือนก่อน +8

    ଘୁଷୁରି ମୁହଁ ରେ ଆଗ ମାଡ ଦରକାର

  • @jasaswiniswain3783
    @jasaswiniswain3783 4 หลายเดือนก่อน

    ନବୀନ ବାବୁଙ୍କ ଲୋକ ପ୍ରିୟତା ଦେଖି ଆଉ ମୁଣ୍ଡ କାମ ଦେଉନାହିଁ ଏହି ବିଜେପି ଦଳର ନେତାମାନଙ୍କର।

  • @harashchandraswain
    @harashchandraswain 4 หลายเดือนก่อน +15

    Jete bad sabu BJP re samil heleni

    • @mrutyunjayadalai9334
      @mrutyunjayadalai9334 4 หลายเดือนก่อน

      Vai hnnn ame gunda au sahi habni kanta ku kanta re kadhibau magnhia bjd bala nku hanibu manghia samsatnku

  • @prananathpati9976
    @prananathpati9976 4 หลายเดือนก่อน +1

    ମାଗିହା ସମ୍ବିତ ତମ ବିଜେଡି ଦଳ କେତେଟା ହତ୍ୟାକାଣ୍ଡ କଲାଣି ମାଲୂମ ଅଛି ଟି!

  • @nibeditapanda4300
    @nibeditapanda4300 4 หลายเดือนก่อน +36

    Bjd micha

    • @subashranashr
      @subashranashr 4 หลายเดือนก่อน

      ହଁ.... ହଁ ....ମିଛ ମିଛ.....😀😀

  • @ramachandrabehera611
    @ramachandrabehera611 4 หลายเดือนก่อน

    CC TV ଯାଞ୍ଚ୍ କରାଯାଉ ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ।

  • @pradeepjena3595
    @pradeepjena3595 4 หลายเดือนก่อน +24

    Please Arrest to jagdeb

  • @JharanaraniPatra-ko8vr
    @JharanaraniPatra-ko8vr 4 หลายเดือนก่อน

    ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଯେଉଁ ବିଶ୍ବାସ ରହିଛି ଓ ଭଲପାଇବା ରହିଛି ତାହା କେବେ ବିଜେପି ବାଲାଙ୍କୁ ମିଳିବନି ବିଜେପି ଯେତେ ସ୍ବପ୍ନ ଦେଖିବା କଥା ଦେଖୁ।

  • @sasmitamuduli5348
    @sasmitamuduli5348 4 หลายเดือนก่อน +9

    ଭଲ ହେଇଛି

  • @sriramsamarendrasinghbarik1477
    @sriramsamarendrasinghbarik1477 4 หลายเดือนก่อน +2

    ଏହା ଓଡ଼ିଶା ର ସଂସ୍କୃତି ନୁହେଁ ଏହା ପାଣ୍ଡିଆନ ସଂସ୍କୃତି କି

  • @niranjanbehera9072
    @niranjanbehera9072 4 หลายเดือนก่อน +6

    ତମେ ଗୋଟେ ଘୁଷୁରୀ ମୁଁହା,,, ହିଂସା ତମ ଧର୍ମ

  • @PrasantKumarmohanty-fq4uh
    @PrasantKumarmohanty-fq4uh 4 หลายเดือนก่อน

    ଆଗ ସାଂସଦ ଙ୍କୁ ଆରେଷ୍ଟ କରନ୍ତୁ। ଏଭଳି ଘଟଣା ପାଇଁ ସୋସିଆଲ ମିଡ଼ିଆ ନିଜର ଭୁମିକା ସୁଚାରୁ ରୂପେ ସମ୍ପାଦନା କରିବା ଦରକାର।

  • @pradeepjena3595
    @pradeepjena3595 4 หลายเดือนก่อน +4

    Oh my god

  • @sanjukta_sethi
    @sanjukta_sethi 4 หลายเดือนก่อน

    ଏଥର ସାଧାରଣ ନିର୍ବାଚନରେ ପରାଜିତ ହୋଇ ବିଜେପି ଦଳ ତା ନିଜର ଅସଲ ଜାଗାରେ ପହଞ୍ଚିବେ ।

  • @santoshpradhan9040
    @santoshpradhan9040 4 หลายเดือนก่อน +6

    Bhala heichi

  • @biranchinarayannanda4554
    @biranchinarayannanda4554 4 หลายเดือนก่อน

    ବହୁତ ଦିନ ତଳେ ଲେଖିଥିଲି.... ବିଜେପି ଅଶି ଦଶକର କଂଗ୍ରେସ ର ରାସ୍ତା ଅନୁକରଣ କରୁଛି......
    ଧର୍ମେନ୍ଦ୍ର.. ଜାନକୀ ଙ୍କ ଏବଂ ଅପରାଜିତା ଜୟନ୍ତୀ ଙ୍କ ଭଳି କାଯ୍ୟ କରୁଛନ୍ତି.... ଏବେ ଶେଷ ପର୍ଯୟ ଭୋଟ ବାକି ଅଛି.... ସମସ୍ତ ଙ୍କୁ ଅନୁରୋଧ ଯଦି ଭଲ ପ୍ରାଥୀ ନାହାନ୍ତି ତେବେ ନୋଟା ଅଛି....... ଜୟ ଜଗନ୍ନାଥ

  • @muralisahu1646
    @muralisahu1646 4 หลายเดือนก่อน +5

    Ghushuri munha daha michha kahuchhi

  • @pr-allthings7220
    @pr-allthings7220 3 หลายเดือนก่อน

    ଆରେ ଭାଈ ଲୁଚାଉ ନଥିଲେ ଅପରାଜିତା ସହ OYO ଯାଉଥିଲା ସିଏ😂

  • @JharanaraniPatra-ko8vr
    @JharanaraniPatra-ko8vr 4 หลายเดือนก่อน

    ଓଡିଶା ରେ ବିଜେପି ଦଳ ଓ ତାଙ୍କ ନେତା ମାନଙ୍କ ଏହିଭଳି ଦୟନୀୟ ଅବସ୍ଥା ଦେଖି ସତରେ ଭାରି ଦୟା ଲାଗୁଛି!

  • @Bjd12
    @Bjd12 4 หลายเดือนก่อน +6

    Gonda dala bjp jagadev and aprjita

    • @bapisadangi3373
      @bapisadangi3373 4 หลายเดือนก่อน

      ତୋର ଭଉଣୀ ବିଆଏମିତିକଲା

  • @sanjukta_sethi
    @sanjukta_sethi 4 หลายเดือนก่อน

    ରାଜ୍ୟ ବିଜେପି ଦଳର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି ସେଥିପାଇଁ ସେମାନେ ଏପରି କାର୍ଯ୍ୟ ଆରମ୍ଭ କରିଛନ୍ତି।

  • @tikansahoo-j8r
    @tikansahoo-j8r 4 หลายเดือนก่อน +11

    BJD kn Bramhagiri re bhul karuni taku Kain Tama news bajauni 😂😂😂

  • @JharanaraniPatra-ko8vr
    @JharanaraniPatra-ko8vr 4 หลายเดือนก่อน

    ମୁଖ୍ୟମନ୍ତ୍ରୀ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଯୋଗଦେବ ଙ୍କଉପରେ ବିହିତ ପଦକ୍ଷେପ ନେଇ ଏରେଷ୍ଟ କରିବା ଉଚିତ!

  • @KailaahDas-ox1vc
    @KailaahDas-ox1vc 4 หลายเดือนก่อน +10

    EC commissioner bjp ra ku support karuchhanti .suspend karantu

    • @himan7996
      @himan7996 4 หลายเดือนก่อน +1

      Atharaka BJP Sarkar ❤❤❤❤❤

  • @tusarkantasahu1064
    @tusarkantasahu1064 4 หลายเดือนก่อน +1

    Evm machine ରେ ଗୋଟିଏ ରେ vote କଲେ ଆଉ ଗୋଟେ ରେ ହେଉ ଥିବାରୁ ସେ ବିରୋଧ କରିଥିଲେ... କିନ୍ତୁ କେହି ଶୁଣି ନ ଥିଲେ... ଏଣୁ ଭଲ ହୋଇଛି

  • @Save_Odisha_from_looters
    @Save_Odisha_from_looters 4 หลายเดือนก่อน +6

    ତାମିଲ ପାଣ୍ ର ବେଧଛୁଆ । ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

  • @itschinmayeepradhan3633
    @itschinmayeepradhan3633 4 หลายเดือนก่อน

    ଆଗ ସେ ବିହାରୀ ଅସୁରୁଣୀକୁ ଉତ୍ତମ ଓ ମଧ୍ୟମ ଦେଇ ବିହାର ପଠାଇବା ଉଚିତ ଡେଇ ବିହାର ପାର୍ସଲ କରିବା ଉଚିତ l

  • @sanjaynayak80
    @sanjaynayak80 4 หลายเดือนก่อน +9

    Bihari.... sanskruti

  • @khageswersahoo3140
    @khageswersahoo3140 4 หลายเดือนก่อน +1

    ଆରେ ବେହିଆ ମୋଟୁ ଛେଣ୍ଡିପଦା କଣ ହେଇଛି ବିଜେଡି ବିଧାୟକ ପ୍ରାଥୀ

  • @nanditachhotray7808
    @nanditachhotray7808 4 หลายเดือนก่อน +11

    Jagdev... Chora nunha je taku dhariba....
    Bahut booth re jabardast gandagola chalichhi seita disuni..
    E Sasmit patra no 1 michhua.... Gachharu toliki michha kahuchi

  • @Save_Odisha_from_looters
    @Save_Odisha_from_looters 4 หลายเดือนก่อน +1

    ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @antaryamimishra449
    @antaryamimishra449 4 หลายเดือนก่อน +6

    ଘୋର୍ ନିନ୍ଦା କରୁଛି ବାନ୍ଧ ତାହାକୁ

  • @bijayajena5413
    @bijayajena5413 4 หลายเดือนก่อน

    ମାଗିଆ ପ୍ରଶାନ୍ତ 29ବେଳକୁ ଅପରାଜିତା ର ପାଟନର ❤️ହେଇକି ଥି ବ 👌

  • @SubhashreeMohanty-eh4jp
    @SubhashreeMohanty-eh4jp 4 หลายเดือนก่อน +4

    Bada se gehi aparajita ku

  • @sujaypatra1729
    @sujaypatra1729 4 หลายเดือนก่อน

    ପ୍ରଶାନ୍ତ ଜଗଦ୍ଦେବ ନିର୍ବାଚନ କରିବା ପାଇଁ ଦେବେ ନାହିଁ ବୋଲି ଧମକ ଦେଇ ଇଭିଏମ ମେସିନ୍ ଭାଙ୍ଗୁଛନ୍ତି, ଏଥିରୁ ବିଜେପି ଦଳ ର ଅସଲି ଚେହେରା ଆପଣ ମାନେ ଜାଣନ୍ତୁ ।

  • @himan7996
    @himan7996 4 หลายเดือนก่อน +5

    JAY JAGANNATH ❤❤❤❤❤
    BJP WIN MUST❤❤❤❤❤❤
    JAY PRASANT JAGADEV ❤❤❤
    JAY APARAJITA ❤❤❤❤❤❤

    • @SatyaJit-vx9xi
      @SatyaJit-vx9xi 4 หลายเดือนก่อน

      ବାଳ ନା ଆଉ

    • @bapisadangi3373
      @bapisadangi3373 4 หลายเดือนก่อน

      ​@@SatyaJit-vx9xiତୋରଭଉଣୀ ବିଆରେ ଅଧିକ ବାଳ, ଅଛି ପାଣ୍ଡୁଭଲପେଲୁଚି ଉପାଡ଼ି ପାରୁନି ତୋର ଭଉଣୀ ବିଆରବାଳ, ଏପଟେ ଛାଡୁନୁ ବିଜେପି ଭଲଝାଡିବ

  • @akshayvlogs6662
    @akshayvlogs6662 4 หลายเดือนก่อน +1

    ଏ ଶଳା ତମ ବିଜେଡି ଵାଲା ମାରିଦେଲେ ବିଜେପି ଲୋକଙ୍କୁ ସେତେବେଳେ କହୁନା

  • @prasantmalik240
    @prasantmalik240 4 หลายเดือนก่อน +7

    Bjp win kariba tu kie be

  • @itschinmayeepradhan3633
    @itschinmayeepradhan3633 4 หลายเดือนก่อน

    ଏଭଳି ଦୁର୍ଦାନ୍ତ ଅପରାଧୀଙ୍କୁ ପ୍ରଶାସନ କି ପଦକ୍ଷେପ ନେବେ l

  • @pitabaspattanayak5202
    @pitabaspattanayak5202 4 หลายเดือนก่อน +7

    Sarada Nayak.....?

  • @nayakmohan9364
    @nayakmohan9364 4 หลายเดือนก่อน

    ନିର୍ବାଚନ ସମୟରେ ଅପରାଜିତା ଷଡ଼ଙ୍ଗୀ ଆଉ ପ୍ରଶାନ୍ତ ଜଗଦେବ ଙ୍କ କାର୍ଯ୍ୟ ଦେଖନ୍ତୁ
    ସବୁ ଓଡ଼ିଆ ଲୋକ 😡😠😡😠😡😠😡😠😡😠😡😠😡😠 ଛି ଛି ମଦମ ଅପରାଜିତା ଆଉ ପ୍ରଶାନ୍ତ

  • @SudiptakumarSamal-o4c
    @SudiptakumarSamal-o4c 4 หลายเดือนก่อน +4

    ଏ ସଲା ଚୋର କୁ ନେଇ ବିଜେପି ଅହୁରି ବଦନାମ ହେବ

  • @FastFuture24
    @FastFuture24 3 หลายเดือนก่อน

    1:32 eita gunda chora bjp ra prakruti,,,, emiti case bjd re karithile direct gate out heithata party ru, jouta ki aagru heichi,,,, e sarkar besrunkhalita sarkar,,, dekha aagaku kn hauchi