AmnaSamna : ଆମନା ସାମନା | ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ | 03 Aug2024 | Argus News

แชร์
ฝัง
  • เผยแพร่เมื่อ 2 พ.ย. 2024

ความคิดเห็น • 213

  • @FAKIRJENA-du2zs
    @FAKIRJENA-du2zs 3 หลายเดือนก่อน +63

    ନବିନl ଓ ଭଣ୍ଡ ପାଣ୍ଡୁ କୁ ନ ଧରିବା ଯାଏ BJP ସରକାର ଶୋଛ ବୋଲି କୁହା ଯାଇ ନ ପାରେ।

    • @swarnamohanty3121
      @swarnamohanty3121 3 หลายเดือนก่อน +1

      Durniti ra definition Rajyasavsa MP kiniba.

  • @debabratachakrabarty1161
    @debabratachakrabarty1161 3 หลายเดือนก่อน +34

    ପୁରା ଠିକ, ଏକମାତ୍ର ନବୀନ ବାବୁ ଦାୟୀ,

    • @santoshsahoo2727
      @santoshsahoo2727 3 หลายเดือนก่อน +1

      Absolutely right sir.

    • @narendrahembram4495
      @narendrahembram4495 3 หลายเดือนก่อน +1

      Naveen babunka Indirect Rajniti
      Chhaliba nahi . Direct lokanka
      Samasya bujhiba darkar .

    • @santoshsahoo2727
      @santoshsahoo2727 3 หลายเดือนก่อน

      @@narendrahembram4495 right bro.

  • @roshnimohapatra2797
    @roshnimohapatra2797 3 หลายเดือนก่อน +9

    ବିଶିଷ୍ଟ ବ୍ୟକ୍ତିତ୍ବ ର ଅଧିକାରୀ ଶ୍ରୀଯୁକ୍ତ ବିଶ୍ବ ଭୂଷଣ ହରିଚନ୍ଦନ ସାର୍ କଂର ସାକ୍ଷାତ କାର ବହୁତ ଭଲ ଲାଗିଲା ଏଥିପାଇଁ ଅର୍ଗସ channel କୁ ଧନ୍ଯବାଦ 🙏

  • @hemantakumar5501
    @hemantakumar5501 2 หลายเดือนก่อน +1

    Right 👍 ସବୁ ଦୁର୍ନୀତି ପାଇଁ ନବୀନ ପଟ୍ଟନାୟକ ହିଁ ଦାୟୀ

  • @kruparamsahu7311
    @kruparamsahu7311 3 หลายเดือนก่อน +36

    ବଡ଼ ଆଶ୍ଚର୍ଯ୍ୟର କଥା ନବୀନ ପଟନାୟକ କାଁହିଁକି ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ ଲୋକଙ୍କର ଦାବି ସତ୍ତ୍ୱେ। ତାର ରହଷ୍ୟ କଣ ସେହି କହି ପାରିବେ।

    • @nirasahoo284
      @nirasahoo284 3 หลายเดือนก่อน +7

      Unfortunately Nabin pattaniak did not manage the govt. In his tenure. 3rd party govt. ruled form 2014 to 2024.

    • @priyacharandas653
      @priyacharandas653 3 หลายเดือนก่อน +2

      ନବୀନ ସରକାର ପ୍ରସାଶନ ମାଧ୍ୟମରେ ରାତ୍ରି ୨ଟାରେ ରତ୍ନ ଭଣ୍ଡାର ରୁ ଲୁଟି ନେଇଥିଲେ ।

  • @milanthelakoushiknanchhpr9164
    @milanthelakoushiknanchhpr9164 3 หลายเดือนก่อน +14

    ବହୁତ ଭଲ କଥା କହଛତି ରାଜ୍ଯ ପାଲ ମହୋଦୟ 🌺🌺🌺🌺🌺🙏🙏🙏🎂🎂

  • @dagreswargoud
    @dagreswargoud 3 หลายเดือนก่อน +30

    କିଛି ଲୋକ ଅଛନ୍ତି ଯେଉଁମାନେ ଉକ୍ତ ଚ୍ୟାନେଲ କୁ ଗାଲି କରିବେ କିନ୍ତୁ ଯେଉଁ ଚ୍ୟାନେଲ ରାଜନୀତି ଏବଂ ରାଜନେତା ଙ୍କ ଗୁମର ତଥା ଭାବ ବିଚାର କୁ ଶୁଣାଏ ତା'ର ଭୁଲ ବା କ'ଣ

  • @GolakBihariSahoo-o9f
    @GolakBihariSahoo-o9f 3 หลายเดือนก่อน +18

    🙏ଧନ୍ୟବାଦ 👍. ଜୟ ଜଗନ୍ନାଥ

  • @sneha6303
    @sneha6303 3 หลายเดือนก่อน +12

    Absolutely correct,we should realise and admit this

  • @birakishoresahoo3080
    @birakishoresahoo3080 3 หลายเดือนก่อน +12

    Pranam sir.Sir nka alochana ru Nabin Babu n BJD sasan upare samyak dharana odisha basi janiba darkar Dhanyawad Argus.

  • @niharpalai3774
    @niharpalai3774 3 หลายเดือนก่อน +4

    ନବୀନ ଏକରେ ମଦୁଆ ଦୁଇରେ ପୂର୍ଣ୍ଣ ଦୁର୍ନୀତି ରେ ସିଦ୍ଧ

  • @kruparamsahu7311
    @kruparamsahu7311 3 หลายเดือนก่อน +70

    ନବୀନ ପଟନାୟକ ହିଁ ଦାୟୀ ଓଡ଼ିଶାରେ ଦୁର୍ନୀତି ପାଇଁ। ସେ ମୁଖ୍ୟମନ୍ତ୍ରୀ ଥିଲେ। ପାଣ୍ଡ୍ୟାନ ତାଙ୍କର ସହାୟକ ଥିଲେ।

    • @bhagabanpanda7200
      @bhagabanpanda7200 3 หลายเดือนก่อน +1

      @@kruparamsahu7311 Yes you Are Absolutely Right 👍

    • @bidyadharraut55
      @bidyadharraut55 3 หลายเดือนก่อน

      Right

    • @adityafusil-dr1ho
      @adityafusil-dr1ho 3 หลายเดือนก่อน

      🎉
      )5😂3❤5❤5❤ q b nñ+❤❤❤❤Ā🎉6​@@bidyadharraut55

    • @koshlimoujchannel5975
      @koshlimoujchannel5975 3 หลายเดือนก่อน

      Right

    • @basantkumardash7965
      @basantkumardash7965 3 หลายเดือนก่อน

      Sundar tipani dele biswabhushan harichandan ehaku adharakari ebera sarakar sighra padakhyapa nei jeun paisa odishara lunthan heichhi taku pherai Sanjay. Nachet e sarakar sanman rahiba nahin.

  • @NiranjanSethi-e3i
    @NiranjanSethi-e3i 3 หลายเดือนก่อน +21

    🙏🏻🙏🏻ଠିକି କଥା ଓଡ଼ିଆ ବୁଝି ପରେ ମହାପ୍ରଭୁ ଙ୍କ କଥା 🙏🏻🙏🏻⭕‼️⭕🙏🏻🙏🏻

  • @lit575
    @lit575 3 หลายเดือนก่อน +2

    Naveen patanayak most croupt cm in world

  • @fakiradikhit848
    @fakiradikhit848 3 หลายเดือนก่อน +20

    Nabeen pandian ku guli kara.

  • @ashokkumarsahoo7041
    @ashokkumarsahoo7041 3 หลายเดือนก่อน +10

    100 Right. ପାଣ୍ଡିଆନ ହେଉଛି ଚାକର. ଚାକର ହାତରେ ଶାସନ କୁ ସମର୍ପି ଦେଲେ ଯାହା ହେବା କଥା ତାହା ହିଁ ହୋଇଛି. ଏଥିରେ ପାଣ୍ଡିଆ ର ଦୋଷ କୋଉଠି???

  • @niranjanbarik3967
    @niranjanbarik3967 3 หลายเดือนก่อน +15

    ଜାନକୀ ବାବୁଙ୍କ ପରେ ବିଶ୍ବଭୂଷଣ ହିଁ ଏକମାତ୍ର ଓଡ଼ିଆ ନେତା

    • @subhajeetdas4746
      @subhajeetdas4746 3 หลายเดือนก่อน +1

      Pyaari Mohan panda ke bad ab bajyanta panda ki bari hai

    • @pritampolei7087
      @pritampolei7087 3 หลายเดือนก่อน

      ​@@subhajeetdas4746ohh dono naukarshah thile sethipain gadi madi basiba pain chesta karuthile ajogya Naveen pain.panda kaha ra madi basiba BJP re jane janaka tharu top yeh kaha bapa dala nuha j madi basiba

  • @SatrughanNayak-qf1rt
    @SatrughanNayak-qf1rt 3 หลายเดือนก่อน +9

    ସଂପୂର୍ଣ୍ଣ ଦାୟୀ ନବୀନ ପଟ୍ଟନାୟକ, ଦୁର୍ନିତୀ ପୂର୍ଣ୍ଣ ଚବିଶ ବର୍ଷ ଯିଏ ପାରିଲା ସିଏ ଖାଇଗଲା, କିନ୍ତୁ ଭାଗ ଦେବ ବିଜେଡ଼ି ଦଳକୁ

    • @sanjeebkumarswain7319
      @sanjeebkumarswain7319 3 หลายเดือนก่อน

      24 yrs re 10 yrs bjp thila. Tamane bjp bala b 10 yrs re bhage neithibe

  • @dharmendrapradhanofficial
    @dharmendrapradhanofficial 3 หลายเดือนก่อน +1

    Dekhre odoisa basi right bat kahuchhanti sir thanku sir aapan right kathha kahichhanti mu aapanka kathha 💯 sahamata 🙏👌💐

  • @KeertyGagarai
    @KeertyGagarai 3 หลายเดือนก่อน +3

    ସମସ୍ତେ ନବୀନ ନବୀନ ହଉଛନ୍ତି ..... ନବୀନ kn କରୁଥିଲା ଜାଣ।

  • @MakaraNayak-xu7bb
    @MakaraNayak-xu7bb 3 หลายเดือนก่อน +4

    ଅର୍ଗସ ଚ୍ୟାନେଲ ହିଁ ଠିକ ନେଉଜ ଦେଖାଏ

  • @santoshnana394
    @santoshnana394 3 หลายเดือนก่อน +16

    This is right 👍

  • @Rkm12379
    @Rkm12379 3 หลายเดือนก่อน +5

    ଓଡ଼ିଶାର ପଇସା କୁ ଦୀର୍ଘ ବର୍ଷ ଧରି ଲୁଟିଚାଲିଥିଲେ ସରକାର ଓ ଅଫିସର ମାନେ.. ବିଜେଡି ଶାସନ କାଳରେ

  • @ramachandrapanipani7424
    @ramachandrapanipani7424 3 หลายเดือนก่อน +2

    ନିର୍ଭୟର ନବୀନ ଦାସ ଠିକ୍ ଏହିପରି କହୁଛନ୍ତି ।

  • @BkpSportsOfficial
    @BkpSportsOfficial 3 หลายเดือนก่อน +4

    ଏବର ନେତା ମାନେ କିଛି ଶିଖ। ବିଶ୍ଵଭୂଷଣ ହରିଚନ୍ଦନ sir ଠୁ। ଅବର ନେତା ଖାଲି ଟଙ୍କା ପଛରେ ଦୌଡ଼ିଲେ। ଆଉ ନିଜ ସ୍ବାର୍ଥ ଥାଇ ସବୁ କାମ କରନ୍ତି।

  • @roshnimohapatra2797
    @roshnimohapatra2797 3 หลายเดือนก่อน +4

    ଜୟ ଶ୍ରୀ ଜଗନ୍ନାଥ 🙏
    ସମସ୍ତ ଅଣ ଓଡିଆ ଓ ଓଡିଆ ଅସ୍ମିତାର ମୂଲ୍ଯ ବୁଝିପାରୁନଥିବା ରକ୍ତ ଶୋଷଣ କାରୀ ଜୋକ ମାନଙ୍କୁ ଓଡିଶାରୁ ତଣ୍ଟିଆ ଦେଇ ବିଦାକରାଯାଉ....

  • @munatv4313
    @munatv4313 3 หลายเดือนก่อน +9

    ଧନ୍ୟବାଦ 🙏🙏🙏👍👍

  • @jitendrabehera4249
    @jitendrabehera4249 3 หลายเดือนก่อน +10

    Maha mahima Rajyapala jaha kahichnti100% thik katha

  • @ramachandrapanipani7424
    @ramachandrapanipani7424 3 หลายเดือนก่อน +3

    ଜାତିର ସ୍ୱାର୍ଥ ପାଇଁ ଦୁର୍ନୀତି ଗ୍ରସ୍ତ ଲୋକେ ଦଣ୍ଡିତ ହେବା ଉଚିତ ।

  • @subashkanhar7079
    @subashkanhar7079 3 หลายเดือนก่อน +5

    Very much beautiful episode thanks sir

  • @dillippradhan3536
    @dillippradhan3536 3 หลายเดือนก่อน +8

    You are right

  • @laxmikantapadhi7947
    @laxmikantapadhi7947 3 หลายเดือนก่อน +10

    Se duita maha maa giha ❤❤❤😊😊😊

  • @BrahmacharanDash
    @BrahmacharanDash 3 หลายเดือนก่อน +1

    🙏ବିଶ୍ୱଭୂଶଂସାର

  • @prafullakumarnayak3209
    @prafullakumarnayak3209 3 หลายเดือนก่อน +8

    Correct statement.

  • @gangadhardash3430
    @gangadhardash3430 3 หลายเดือนก่อน +1

    ଶାସକ ଦରମା ଓ ସମସ୍ତ ସୁବିଧା ସୁଯୋଗ ପାଆନ୍ତି ରାଜକୋଷରୁ
    ସେମାନଙ୍କ କର୍ତ୍ତବ୍ୟ ରହିଛି

  • @ramachandrapanipani7424
    @ramachandrapanipani7424 3 หลายเดือนก่อน +3

    ଏତେ ଦିନ ପରେ ଉଚିତ କଥା ଶୁଣିବାକୁ ମିଳିଲା । ରତ୍ନ ଭଣ୍ଡାର ଚାବି ମିଳିଲାନି -- ଏହାଠାରୁ ଲଜ୍ଜାର କଥା ଆଉ କ'ଣ ଅଛି ?

  • @manojkumarmallik4628
    @manojkumarmallik4628 3 หลายเดือนก่อน +5

    ଠିକ୍ କଥା

  • @ajitdash7699
    @ajitdash7699 3 หลายเดือนก่อน +2

    ନନ୍ଦନ କାନନ ରେ ରଖା ଯାଉ 2ଜଣକୁ ପ୍ରଦଶନ କଲେ ଭଲ ହୁଅନ୍ତା

  • @satishchandrabehera7291
    @satishchandrabehera7291 3 หลายเดือนก่อน +2

    ସତ କହିଲେ ସତୀ ଚିଡେ।
    ସେଇ ଏକା ଜାଣ ସତ୍ୟାର୍ଥୀ
    ସତ କହିବାକୁ ଯାହାକୁ
    ତିଳେ ମାତ୍ର ଡର ନ ମାଡେ।।
    ଶତ ଶତ ପ୍ରଣାମ ମୋର।
    ଆହେ ବିଶ୍ଵଭୁଷଣ ବୀର।।

  • @ramachandrapanipani7424
    @ramachandrapanipani7424 3 หลายเดือนก่อน +1

    ମା ମାଟି ପାଇଁ, ସ୍ୱାଭିମାନ ପାଇଁ ସଂଗ୍ରାମ ଜାରି ରହିବ -- ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଆମେ ଏଥିରେ ସହମତ ।

  • @bhagabanpradhan7500
    @bhagabanpradhan7500 3 หลายเดือนก่อน +3

    Ai ta odia r hrudayar Katha
    Paika pua r Katha
    Thanks 💯 Sir
    Ame Odia Bhari badia

  • @sudarsanbiswal3333
    @sudarsanbiswal3333 3 หลายเดือนก่อน +1

    ଦୁର୍ନୀତି ନ ହଟିବା ପର୍ଯ୍ୟନ୍ତ ବିକାଶ ଅସମ୍ଭବ

  • @pkp4793
    @pkp4793 3 หลายเดือนก่อน +11

    Nabin no 1 Dohora ,tautor ,mafia

  • @bhagabanpanda7200
    @bhagabanpanda7200 3 หลายเดือนก่อน +7

    Right

  • @gopabandhumashra8949
    @gopabandhumashra8949 3 หลายเดือนก่อน +1

    ଆଞା ଆପଣ ଠିକ୍ କହିଛନ୍ତି
    ଆପଣ କଥା ଶୁଣି ବହୁତ ଆନନ୍ଦିତ
    ଆପଣ ଙ୍କୁ ବହୁତ ଧନ୍ୟବାଦ
    ଜଗନ୍ନାଥ ଆପଣ ଙ୍କୁ ଦ୍ଵିଘାୟୂ କରି
    ରଖିଥାନ୍ତୁ

  • @bipinbehera9510
    @bipinbehera9510 3 หลายเดือนก่อน +13

    Naveen Patnaik is big 0

  • @rameshchandraroutray7307
    @rameshchandraroutray7307 3 หลายเดือนก่อน +8

    Statement genuine

  • @jitendranayak5456
    @jitendranayak5456 3 หลายเดือนก่อน +2

    ସାର ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏 ଜୟ ଜଗନ୍ନାଥ 🙏 ଆପଣ ଠିକ୍ କଥା କହିଛନ୍ତି ଏଥିପାଇଁ ବିଜେଡି ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟୀ ତେଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଠିକ୍ ସାସ୍ତି ଦେଇଛନ୍ତି ଜୟ ଜଗନ୍ନାଥ 🙏

  • @ganeshpanigrahi5258
    @ganeshpanigrahi5258 3 หลายเดือนก่อน +2

    ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ କ୍ଷେତ୍ରରେ ଭୀଷ୍ମ ପିତାମହ ଶ୍ରୀଯୁକ୍ତ ବିଶ୍ୱଭୁଷଣ ହରିଚନ୍ଦନ ଜଣେ ଜଣାଶୁଣା ଉଚ୍ଚ କୋଟିର ସତ୍ୟବାଦୀ, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ୍ଣ ସ୍ବାଭିମାନ ରାଜନେତା ଅଟନ୍ତି...

  • @gajendranathjena356
    @gajendranathjena356 3 หลายเดือนก่อน +1

    ଜୟଜଗନ୍ନାଥ

  • @rabindrarath9474
    @rabindrarath9474 3 หลายเดือนก่อน

    ଜଣେ ବିଜ୍ଞ ଦକ୍ଷ ଜ୍ଞାନୀ ବ୍ୟକ୍ତି ତ୍ୟଙ୍କୁ ଅନେକ ଅନେକ ଧନ୍ୟବାଦ

  • @debendranarayandash9040
    @debendranarayandash9040 2 หลายเดือนก่อน

    ଜୟ ଜଗନ୍ନାଥ

  • @biswanathsitha5142
    @biswanathsitha5142 3 หลายเดือนก่อน +3

    ନବିନ ବାବୁଙ୍କୁ ଅହଂକାର ଏବେ ବି ଭରି ରହିଛି ,ଓଡ଼ିଆ ଭାଷାକୁ ଯଦି ଆଜିଯାଏଁ ଆପଣେଇ ପାରିଲେନି ,ତାକୁ ଅହଂକାରି କୁହାଯିବନି ତ କ'ଣ କୁହାଯିବ ?ଆମର ଓଡ଼ିଶାରୁ ଅନେକ ମଣିଷ ବଣଭାଲୁ ଭଳି ଭଲ ପାଉଛନ୍ତି,ଆରେ ସେ ଯଦି ଓଡ଼ିଆଙ୍କୁ ଭଲ ପାଉନି , କେଉଁ ଗୁଣକୁ ଆଧାର କରି ଆମେ ଆପଣେଇବା ?ନବିନ ଜଣେ ଅହଂକାରୀ, ହିଁ ସୃକ,ମିଛୁଆ,ବେଇମାନ,ନିମକ ହାରାମି,

  • @CollectionMusic-oj5lc
    @CollectionMusic-oj5lc 3 หลายเดือนก่อน +4

    Right sar

  • @srustidhardey5817
    @srustidhardey5817 3 หลายเดือนก่อน +3

    5t ତଦନ୍ତ କର

  • @PratapKishoreDash-ej7cw
    @PratapKishoreDash-ej7cw 3 หลายเดือนก่อน +7

    Odisha has gone back to 50 years due to corrupt administration and lack of vision for sustainable and tangible development just to fulfill the basic necessities of life.

  • @sukumarbehera584
    @sukumarbehera584 3 หลายเดือนก่อน +1

    ପୁରା ଠିକ କଥା 😅

  • @gobardhansahu4189
    @gobardhansahu4189 3 หลายเดือนก่อน +4

    Sir good

  • @BidyadharMahanta-xd2kv
    @BidyadharMahanta-xd2kv 3 หลายเดือนก่อน +1

    ୧୦୦% ସତ କଥା।

  • @skaifoundation8120
    @skaifoundation8120 3 หลายเดือนก่อน +5

    🙏👍❤

  • @SunilPradhan-ww6sb
    @SunilPradhan-ww6sb 3 หลายเดือนก่อน +1

    Go back Nabin go back Nabin

  • @tuladharpradhan
    @tuladharpradhan หลายเดือนก่อน

    Jay Jagannath

  • @KrushnaMuduli-yu6nv
    @KrushnaMuduli-yu6nv 3 หลายเดือนก่อน +4

    Naveen.sasak.nathile.sosak.thile

  • @Jagannath-oc9ht
    @Jagannath-oc9ht 3 หลายเดือนก่อน +3

    ନବିନ ବିଜୁବାବୁଙ୍କ ସୂପୁତ୍ର ନା କୁପୁତ୍ର ?

  • @prahaladsahu5406
    @prahaladsahu5406 3 หลายเดือนก่อน +2

    ସାର ଆପଣ ତ ରାଜ୍ୟପାଳ ଥିଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ତ ଓଡିଶା କୁ ରକ୍ଷା କରିବାପାଇଁ ଓ ତାମିଲ କୁ ହଟାଇ ବା ପାଇଁ ଚେଷ୍ଟା କରିପାରି ଥାନ୍ତେ , ସାର ଆପଣ ତ ଅବସର ନେଲେ , ଓଡିଶା ଆପଣଙ୍କୁ ଲାଗିଲା ଜୟ ଜଗନ୍ନାଥ 🙏

  • @saratchandrajena4798
    @saratchandrajena4798 2 หลายเดือนก่อน

    ବିଜେଡି ର ସବୁ ଦୁର୍ନୀତି ର ମାଷ୍ଟର ମାଇଣ୍ଡ ନବୀନ ପଟ୍ଟନାୟକ,ସବୁ କିଛି ତାଙ୍କ ନିର୍ଦ୍ଧେଶ ରେ ହୋଇଛିବୋଲି ମନେହେଉଛି।

  • @arunkumarbehera9271
    @arunkumarbehera9271 3 หลายเดือนก่อน

    Right. Sompurno dai. Nobin. Becose. Se. Sasoko. Mukhyo

  • @niladrimusic477
    @niladrimusic477 2 หลายเดือนก่อน

    Ekdom thic katha.

  • @mpanda80
    @mpanda80 3 หลายเดือนก่อน

    Most veteran politician of odisha,....

  • @nareshpatro7986
    @nareshpatro7986 3 หลายเดือนก่อน

    Aaji parjyanta Navin odiya kahunahanti

  • @annapurnamohapatra2191
    @annapurnamohapatra2191 3 หลายเดือนก่อน +1

    Thau rakhitha

  • @MuktiBiswal-b2l
    @MuktiBiswal-b2l 3 หลายเดือนก่อน

    The great Personality Person

  • @anandamohakuda4943
    @anandamohakuda4943 3 หลายเดือนก่อน +1

    Nabin pattnayak namare amiti kahiba jama thik nuha

  • @ranajitjena4668
    @ranajitjena4668 3 หลายเดือนก่อน +1

    ଜଣେ ଅଣଓଡ଼ିଆ ରାଜ୍ୟପାଳଙ୍କର ଗୁଣ୍ଡା ପୁଅ କର୍ମରତ ଓଡ଼ିଆ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସେହି ଖବରକୁ ତମର କ୍ରୀତଦାସ ସାମ୍ବାଦିକ ମାନେ ପ୍ରସାରଣ କରିପାରିଲେ ନାହିଁ ଏବେ ଜଣେ ପୂର୍ବତନ ଓଡିଶାର ଅକର୍ମା ମନ୍ତ୍ରୀ ପରେ ରାଜ୍ୟପାଳ ହୋଇଥିବା ନେତାଙ୍କର ଟିପ୍ପଣୀର କିଛି ପ୍ରଭାବ ପଡ଼ିବନି ଓଡିଶା ଜନସାଧାରଣଙ୍କ ଉପରେ

  • @brahmaachary3955
    @brahmaachary3955 3 หลายเดือนก่อน +1

    Pandian hatao

  • @samirnayak3768
    @samirnayak3768 3 หลายเดือนก่อน +3

    Last 24 years was bad luck for odisha, true is Odisha 48 years back bcoz of huge corruption during Nabins leadership.

  • @balaramnanda9224
    @balaramnanda9224 3 หลายเดือนก่อน

    Right kahichhanti

  • @parvakarnayak645
    @parvakarnayak645 3 หลายเดือนก่อน

    Perfect saying uncle

  • @subashpatra6884
    @subashpatra6884 3 หลายเดือนก่อน +4

    Nabina.Odia.Nuha..se.khistian..Ratnavandar.kholiba.kipari..Odia.jatira.Antar.katha.kipari.janibe..je..Ratha.yatra.band.kala...jaganatha.jamiku..bedaanta.bikidele..se..ki..odia..se.mogal

  • @ShishirMahapatra
    @ShishirMahapatra 3 หลายเดือนก่อน +1

    ତୁ ଟା ଗୋଟିଏ ହାରାମି।

  • @sharadamohanty5629
    @sharadamohanty5629 2 หลายเดือนก่อน

    It's fact 👍👍👍.

  • @bauribandhumohapatra5769
    @bauribandhumohapatra5769 3 หลายเดือนก่อน

    🙏🙏🙏

  • @swarnamohanty3121
    @swarnamohanty3121 3 หลายเดือนก่อน +1

    Rajyasava member kiniba thu durniti au duniare kehi nahin, ki kebe nathila.

  • @SunadharNayak-qb1nq
    @SunadharNayak-qb1nq 2 หลายเดือนก่อน

    Right sir

  • @sureshmalik2125
    @sureshmalik2125 3 หลายเดือนก่อน

    👍

  • @ashokbehera4874
    @ashokbehera4874 2 หลายเดือนก่อน

    Writesir.

  • @ramachandrapanipani7424
    @ramachandrapanipani7424 3 หลายเดือนก่อน

    ବିଜୁ ପଟ୍ଟନାୟକଙ୍କର ଏତେ ପ୍ରିୟ, ତାଙ୍କ ପୁତ୍ରଙ୍କ କାର୍ଯ୍ୟକୁ ଅଗଣତାନ୍ତ୍ରିକ କହୁଛନ୍ତି ।

  • @ramaapradhan5425
    @ramaapradhan5425 2 หลายเดือนก่อน

    ମାନ୍ୟବର ବିଶ୍ଵଭୂଷଣ ହରିଚନ୍ଦନ ଙ୍କ ସାକ୍ଷାତକାର ଦେଖିବାପରେ ଜଣାପଡ଼ିଲା ସେ ରାଜ୍ୟପାଳ ଥିବା ସମୟରେ ଓଡିଶା ର ବ୍ୟବସ୍ଥା ରେ ସେ କେତେ ବ୍ୟଥିତ ଥିଲେ l ଦୀର୍ଘ ଦିନର ଅନ୍ତର ର ବ୍ୟଥା କୁ ସେ ଭାଷା ରେ ବ୍ୟକ୍ତ କରିଛନ୍ତି l ତାଙ୍କର ଦୀର୍ଘ ଜୀବନ କାମନା କରୁଛି l

  • @nilabanua8150
    @nilabanua8150 3 หลายเดือนก่อน

    right sir

  • @kamallochannayak9660
    @kamallochannayak9660 3 หลายเดือนก่อน

    BJD Odisha Re Asibaku deba Anuchit ,Karan Odisha Ku Sharbanash Karidebe Jago Odisha .

  • @samirpattanaik7789
    @samirpattanaik7789 3 หลายเดือนก่อน

    RIGHT STATEMENT SIR. WELCOME

  • @ShaktidharRoul-th1jr
    @ShaktidharRoul-th1jr 3 หลายเดือนก่อน +1

    ଏ ସାମ୍ବାଦିକ ଭାଇ ତୁମ news ରେ ରାଜ୍ୟପାଳ ପୁଅ କଥା ଦିବେଟେ କର

  • @pramodadhikari2827
    @pramodadhikari2827 3 หลายเดือนก่อน

    Sir I salute you for great help as Governor of ex A.p

  • @sanjeebkumarswain7319
    @sanjeebkumarswain7319 3 หลายเดือนก่อน +1

    Nabin babunka 25 yrs re 10 yrs apanaka dala thila. Bodhe bjp ru bhage kehi nei nathibe😜😜😜

  • @nareshpatro7986
    @nareshpatro7986 3 หลายเดือนก่อน

    Yes ur absolutely right Sir
    Navin ji is responsible for all Corruption he must be prosecuted
    Bahaut Duriniti hoichi Odisha Itihash re lipibadhha heba
    Pandian kie Navin kanhiki taku Sasana bhara dele

  • @jaganmuduli2579
    @jaganmuduli2579 3 หลายเดือนก่อน +2

    ଦେଶ ଭାସିଯାଉ ମୋଦି ଗୁଣ ଗାନ କରି ରାଜ୍ୟପାଳ ପଦ ନୁହେଁ ରାଜ୍ୟଦୋହ

  • @nityasahu3987
    @nityasahu3987 3 หลายเดือนก่อน +1

    ଅରଗଜ ନିୟୁଜ ଆଉ ୫ବରଶ ଅପେକ୍ଷ କର ଜାଣିବ

  • @biswabhusannanda8664
    @biswabhusannanda8664 3 หลายเดือนก่อน

    Now that Hon' Sri Biswabhusan Harichandan has come back to Odisha he should expose the corruption and nepotism etc. negative things of the previous BJD Government in Odisha.

  • @anuanushka2003
    @anuanushka2003 3 หลายเดือนก่อน

    Aame be aapananka kathhare ekamata durniti pain sampurna Nabinababu daie

  • @purnachandrapradhan2399
    @purnachandrapradhan2399 3 หลายเดือนก่อน

    ମହାଶୟ! ରାଜ୍ୟପାଳଙ୍କ ପୁଅ କଣ ରାଜ୍ୟପାଳ! ସେ ଦୋଷକଲେ କାହିଁକି ଦଣ୍ଡ ଦିଆଗିବନି? ଆପଣ ଜଣେ ରାଜ୍ୟପାଳ ଉତ୍ତର ଦିଅନ୍ତୁ?