Rok Thok Live | ରୋକ୍ ଠୋକ୍ : କୁବେର ବାବୁ କେବଳ ମୋହରା | 06 Aug 2024 | Argus News

แชร์
ฝัง
  • เผยแพร่เมื่อ 9 ก.ย. 2024
  • Rok Thok Live | ରୋକ୍ ଠୋକ୍ : କୁବେର ବାବୁ କେବଳ ମୋହରା | 06 Aug 2024 | Argus News
    #ArgusNews #RokThok #Corruption #VigilanceRaid #OdishaPolitics #OdishaNews #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 185

  • @dalumahakud2723
    @dalumahakud2723 หลายเดือนก่อน +27

    ବିଜେଡି ର ଚୋର ମାନଙ୍କୁ କାର୍ଯ୍ୟନୁଷ୍ଠାନ ନିଆଯାଉ 🙏🙏

  • @user-vr9ro7bn9f
    @user-vr9ro7bn9f หลายเดือนก่อน +23

    ଆପଣଙ୍କୁ ଧନ୍ୟବାଦ ଦୁର୍ଗା ସିସ‌‌‌ ଵାଵୁ

  • @thirdeye9492
    @thirdeye9492 หลายเดือนก่อน +15

    ମୋହନ ମୁରଲୀ ବାଜୁଛି ଏବେ
    ଯେତେ ଭ୍ରଷ୍ଟାଚାରୀ ଜେଲ ଯିବେ
    ପଚିଶ ବରଷର କେଳେଙ୍କାରୀ
    ତଦନ୍ତରେ ସତ ଯିବ ବାହାରି 😢

  • @umeshrout3599
    @umeshrout3599 หลายเดือนก่อน +9

    ଏ ସଳା ଗଣେଶ ନବୀନ ଲୁଟେରାର 1ନଂ ରେଫ୍ରରେ ସୁପର ମର୍ଡର ରେ ଖୁବ ସୁପର।

  • @jasminelatakanhar6744
    @jasminelatakanhar6744 หลายเดือนก่อน +6

    ଜୟ ଦୁର୍ଗାଶିଷ 🚩🚩🚩🚩🚩

  • @DinabandhuNaik-yw1xs
    @DinabandhuNaik-yw1xs หลายเดือนก่อน +1

    ବିଜେଡ଼ି ସରକାର ସବୁ ଦିନ ମିଛ କହି ଲୋକ ଭୂଆ ଭୁଲାଇ ଆସିଛି ଏବେ ମଧ୍ୟ ମିଛକହୁଛି ଏମାନଙ୍କୁ ଲଜ୍ୟା ଲାଗୁ ନାହିଁ ଏମାନେ ବେଳାଜ୍ୟା

  • @quoteoftheday2357
    @quoteoftheday2357 หลายเดือนก่อน +3

    Nabin is Mastermind of curoption No1 in India😂

  • @user-rabi317
    @user-rabi317 หลายเดือนก่อน +1

    ଆମ ଆଇନ୍ ରେ ଏମାନଙ୍କ ର କିଛି ହେବନାହିଁ ଏମାନଙ୍କ ଭଗବାନ ଙ୍କ ପାଖକୁ ପଠାଇଦିଆଜାଉ।

  • @gourharidash8551
    @gourharidash8551 หลายเดือนก่อน +3

    Good news

  • @bijaymohanty2248
    @bijaymohanty2248 หลายเดือนก่อน +3

    ସେମାନେ ସମସ୍ତେ କେବେ ବିଜେପି ରେ ସାମିଲ ହେବେ ?
    ଗଣେଷ ସାହୁକୁ କାହିଁକି ବାରମ୍ବାର ଡାକୁଛନ୍ତି?

  • @ranjankumarbarik591
    @ranjankumarbarik591 หลายเดือนก่อน +1

    ମାନ୍ୟବର ଗଣେଶ ସାହୁ କାହିଁକି ପାଗଳା କୁକୁର ଭଳି ବଳି ବିଳାଉଛନ୍ତି। ଏଇ କୋୖଣସି ପ୍ରଶ୍ନର ଉତ୍ତର ଦେଇପାରୁ ନାହାନ୍ତି।ଏଆଡୁ ସେଆଡୁ ତଥ୍ୟ ବିହୀନ କଥା କହି ଚାଲିଛନ୍ତି।

  • @user-pb7fc7wd5m
    @user-pb7fc7wd5m หลายเดือนก่อน +1

    ଡିବେଟ୍ କୁ ଗଣେଶ ସାହୁ ଙ୍କୁ ଡାକନ୍ତୁ ନାହିଁ

  • @srimatisahoo7534
    @srimatisahoo7534 หลายเดือนก่อน +1

    ଦରିଦ୍ର ତ କେହି ନାହାଁନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଏତେ ଲୋକ କେମିତି ସାମିଲ ହେଲେ।

  • @debendradhal5935
    @debendradhal5935 หลายเดือนก่อน +3

    ତୁମକୁ ଓଡ଼ିଶା କଥା ପଚାରିଲେ ତୁମେ ଦେଶ କଥା କଣ କହୁଛ

  • @suryanarayansahu5375
    @suryanarayansahu5375 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଅଫିସର ରାଜନେତା ଅନ୍ୟାନ୍ୟ ଧନୀ ବ୍ୟକ୍ତିଙ୍କୁ ଧନୀ ଲୋକଙ୍କଠାରେ ଟ୍ୟାକ୍ସ ଠକକୁ ଧରନ୍ତୁ ସାଧାରଣ ଜନତା ରଖିଥିବା ବ୍ୟାଙ୍କ ରୁ tds ସିଧାସଳଖ କଟା ହେଉଛି ଏହା ଗଣତନ୍ତ୍ର ବ୍ୟବସ୍ଥା କି । ସାଧାରଣତଃ ତୁ ତ ମୁତୁରୀ ମୁଁ ମୁତୁରା ଚୋର ଧରିବ କିଏ। ଦେଶରେ ମାଗଣା ଯୋଜନା ଗୁଡିକ ବିକାଶର ପରପନ୍ଥିଏହା କୁ ବନ୍ଦ ହେବ ।ଜଦି ସବୁ ଠିକରେ ଠକ ଟାଉଟର ଡକାୟତ ଶାସନ କୁ ଗୁରୁତ୍ୱ ଦିଆଯିବ।ଆଉ ପୁରୁଣା ସରକାର ଆସିବା ଭବିଷ୍ୟତ କହିବ।ମିଶନ ତିଆରିଗଢିବା ବନ୍ଦ କର। ନିଜେ ସରକାର ସିଧା ସଳଖ ବୁଝନ୍ତୁ।

  • @prakashrao3341
    @prakashrao3341 หลายเดือนก่อน +2

    BJD CM NaVeen Babu is the worst person

  • @dilliptulsiyan6245
    @dilliptulsiyan6245 หลายเดือนก่อน

    Thanks Namaste 🙏.

  • @rabindratripathy4740
    @rabindratripathy4740 18 วันที่ผ่านมา

    ବଡ଼ ବଡ଼ ମାଛ ମାନଙ୍କୁ ଧରାଯାଊ

  • @arupbehera555
    @arupbehera555 หลายเดือนก่อน

    No one channel argus.

  • @pradoshrath1035
    @pradoshrath1035 หลายเดือนก่อน

    Durga, Manmohan, Na jemiti Kama b semiti Namaskar apana nka Bapa MAA Ku.

  • @debendradhal5935
    @debendradhal5935 หลายเดือนก่อน +1

    ଗଲୁଆର ପାଟି ଖନୀ ବଜିଯାଉଛି

  • @babark6185
    @babark6185 หลายเดือนก่อน

    ଗଣେଶ ବାବୁ କଥା କହିବା ବେଳକୁ ନିଜ ମନରୁ କହୁଛନ୍ତି ନା କାହାର ଲେଖା ପଢୁଛନ୍ତି ଓଡ଼ିଶା କଥା କୁହନ୍ତି ଭାରତର କଥା ଚିନ୍ତା କରତୁନି

  • @babark6185
    @babark6185 หลายเดือนก่อน

    ଦୁଗାଶିସ ବାବୁ ବିଜେଡି ନେତା କୁ ପଚାରିଲେ ସେ ମାନେ ପୁରା ମିଛ ଓ ଗାଲୁଆ କଥା କହିବେ

  • @thirdeye9492
    @thirdeye9492 หลายเดือนก่อน +2

    ଖଣ୍ଡା ଗୋଟା ପିଲା କରିଲେ ନାଟ
    ଲାଗିବ ନିଶ୍ଚୟ ବଡ଼ ଉଦ୍ଭଟ 😄
    ପବନା ଗାଲୁଆ ବସିଲେ ମଞ୍ଚେ
    ସତ୍ୟକୁ ଲୁଚାଇ ଦେବେ.. ପ୍ରପଞ୍ଚେ
    😭😭

  • @harekrushnapradhan3453
    @harekrushnapradhan3453 25 วันที่ผ่านมา

    Nabin, bhai tharu prem bhala karibe

  • @bibekkumarMk
    @bibekkumarMk หลายเดือนก่อน

    Durgasis Babu thankyou more.....

  • @purnachandradakua8265
    @purnachandradakua8265 หลายเดือนก่อน

    ଏଇଟା ଅଲାଜୁକ ଟା ଓ ଓ ଗୋ ଗୋ ହବ

  • @Prasanta-nl4ci
    @Prasanta-nl4ci หลายเดือนก่อน +2

    Sabu BJD chora

  • @ShibaprasadDas-sv4yp
    @ShibaprasadDas-sv4yp หลายเดือนก่อน

    ସାହୁବାବୁ ମୁଣ୍ଡ ଠିକ ଅଛିତ?

  • @Jagannath-oc9ht
    @Jagannath-oc9ht หลายเดือนก่อน +4

    ନବିନ ସବୁ ଜାଣନ୍ତି । ବିପର୍ଯ୍ଯୟ ପରିଚାଳନାରେ ମଧ ମଧ୍ୟ ଘୋଟାଲା। ଘୋଟାଲା ଘୋଟାଲା ଘୋଟାଲା ସବୁଥିରେ ଘୋଟାଲା ।

  • @pratapkumarjena1829
    @pratapkumarjena1829 หลายเดือนก่อน

    ଆଜ୍ଞା ଏଇ ଭଳି ବଡ ବଡ ମାଛ ଙ୍କୁ କାହିଁକି ନୂଆ ସରକାର ମୋହନ ମାଝୀ ତାଙ୍କ ପ୍ରତି ଆକ୍ସନ ନେଉ ନାହାନ୍ତି ଏମିତିରେ ନୂଆ ସରକାର ଯେତିକି ଦିନ ହେବ ଶାସନ କୁ ଆସିଲେଣି ଖୁବ୍ କମ୍ ଛୋଟ ମାଛକୁ ଧରି ହାତ ବାନ୍ଧି ବସି ଛନ୍ତି ହେଲେ ଏଇ ଭଳି ଛୋଟ ମାଛକୁ ଧରି ଧରି ବଡ ମାଛ ପାଖକୁ ଗଲା ବେଳକୁ ସରକାର ଙ୍କ ର ତ୍ ପାଞ୍ଚ ବର୍ଷ କାଳ ପୁରୀ ଯାଇ ଥିବ ଆଉ ବାବୁ ମାନେ ଓଡ଼ିଶା ବାସୀ ଙ୍କ ଧନ ସମ୍ପତ୍ତି କୁ ଖାଇ ଅ ୟେସ କରି ଚାଲି ଥିବେ ସରକାର ଙ୍କ ର ରାଜ କୋଷ କୁ ଭରଣା କରି ଚାଲି ଥିବେ ଏଇ ଦୁଃଖୀ ଦରିଦ୍ର ଗରିବ ଓଡ଼ିଶା ବାସୀ ଶେଷରେ ଓଡ଼ିଶା ବାସୀ ଅଣ ନିଶ୍ୱାସି ହୋଇ ସରକାର ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହେବେ ଏଇ ଭଳି ଦୃନୀତୀ ଖୋର୍ ଲୁଣ୍ଠନ ବାବୁଙ୍କ ପାଖରୁ ଯଦି ଆଦାୟ କରାଯାଇ ରାଜ କୋଷ ଭରଣା କରା ଯାଆନ୍ତା ଦୁଃଖୀ ଦରିଦ୍ର ବି ଉପକାର ଉନ୍ନତ ହେବା ସହ ତାଙ୍କ ମୁହଁରେ ହସ ଫୁଟେଇ ପାର ନ୍ତେ ନୂଆ ସରକାର ଙ୍କୁ ଅନୁରୋଧ ଏଇ ବାବୁ ମାନଙ୍କ ଉପରେ ପ୍ରଥମେ ଛାଟ ବାଯୁ ତା ପରେ ତଳିଆ ବାବୁ ଯିବେ କୁଆଡେ ଜୟ ଜଗନ୍ନାଥ

  • @user-fp9fv3fk9o
    @user-fp9fv3fk9o หลายเดือนก่อน

    ❤❤❤,,,

  • @srikantdas8793
    @srikantdas8793 หลายเดือนก่อน

    ସେ ଶଳା ମୂର୍ଖ ଗଣେଶ ସାହୁ ଓରଫ ଏକା ସାହୁ କୁ ଡାକନ୍ତୁ ନାହିଁ

  • @kirtansahu8840
    @kirtansahu8840 หลายเดือนก่อน

    ଆଉ ନାହିଁ ନବିନା ଆସିଲା ମୋହନ ନ କରି ମନୋରଞନ କାମ କର ଘନ ଘନ

  • @rangaballavrout8226
    @rangaballavrout8226 14 วันที่ผ่านมา

    Ganesa.ku.sabubele.dakantu.bhala.comedy.karuchanti.bhala.laguchi

  • @Sankargadaba-g5j
    @Sankargadaba-g5j หลายเดือนก่อน

    B j d ବାଲା ବୀନା ଫିଇସାରେ Anganwadi.ଆସାକମୀ ହେଲପର ଅଉ,isshckol ର ରାନ୍ଧୁଣିଆ ଣି,ମନକୁ,ଭୋଟ ଭୂତରେ ବିନା ପୋଇସା ରେ କାମ କରେଇ ଛତି ejent manku ୧୦୦୦ ଦେଇଥିଲେ ଏଲେ ସେମାନଂକୁ କୋଣ ପାଇଁ ଦିଆହହେଲା ନାହିଁ

  • @budhadevvlogs
    @budhadevvlogs หลายเดือนก่อน

    ମୁର୍ଖ ଗଣେଶ କୁ ମାଡ଼ ଦରକାର

  • @DhanaHansdah-e4w
    @DhanaHansdah-e4w หลายเดือนก่อน

    ଦୁର୍ଗାଶିଶ୍ ଭାଇ ମୁ କହୁଛି ଦୟାକରି ଏ ଗଣେଶ ପାଗଳ କୁ ଡିବେଟ୍ କୁ ଡାକନ୍ତୁ ନାହିଁ ନହେଲେ ମୁଁ ପାଗଳ ହେଇଯିବି

  • @BidyadharMahanta-xd2kv
    @BidyadharMahanta-xd2kv หลายเดือนก่อน

    ଅଣ୍ଟା ଭାଙ୍ଗିବାର ଆବଶ୍ୟକତା ନାହିଁ। ଏନ୍ କାଉଣ୍ଟର ଦରକାର।

  • @bibratpatra3233
    @bibratpatra3233 หลายเดือนก่อน

    ଏ ମାଘିୟା ଗଣେଶ ସାହୁ ଔଷଧ ରାଗରେ ତାଟିଆ କମୁଡୁଚି ସବୁଠୁ ଚୋରା ଏ ଗଣେଶ ମାଦର୍ଚୋଦ ଘୁଡ଼ାଗେହି ଛୁଆ

  • @mtmithunsahoo2304
    @mtmithunsahoo2304 หลายเดือนก่อน

    ଗଣେଶ ସାହୁ ଗୋଟେ କଥା କହିବି ସତ କହିବେ ଟିକେ ଗଲୁଆ ଅଛ।

  • @sunilpadhan9025
    @sunilpadhan9025 21 วันที่ผ่านมา

    Navin ke jail Dhokha

  • @MNMP2024
    @MNMP2024 หลายเดือนก่อน

    ପାଟି ତ ଖନୀ ବାଜିଯାଉଛି! ଇଣ୍ଡେକ୍ସ କଣ ତାର ଅର୍ଥ ବୁଝି ନାହାନ୍ତି !

  • @saratkumarram6543
    @saratkumarram6543 หลายเดือนก่อน

    Bjd ra କ୍ଷମତା ନିଶା ଯାଇନି, କ୍ଷମତା କୁ ପୁଣି ଆସିକି ଆହୁରି ଲୁଟିବାକୁ try କରୁଛି, ଭଗବାନ୍ ଅଛନ୍ତି, ଜଗନ୍ନାଥ ଅଛନ୍ତି, ଜଗନ୍ନାଥ୍ ସବୁ ବିଚାର କରିବେ

  • @SantoshMeher-v4h
    @SantoshMeher-v4h หลายเดือนก่อน

    ଚୋର ମୁହଁ ଟାଣ ଗଣେଶ ବାବୁ ନା ବାବୁଲା ଏମାଗିହେଙ୍କ ପାଟି ଖନାମାରୁଛି।ସତ କେବେ ଲୁଚିରହେନା କୁକୁର କୁଏମାଗିହେ ମାଙ୍କଡ କହିଲେ କ'ଣ ଓଡ଼ିଶା ବାସୀ ଆଖିବୁଜି ହଁ ମାରିବେ ଯାହା ହଁ ମାରୁଥଲେ ଏବେ ଆଉ ନାହିଁ।

  • @nishikantabirabar1385
    @nishikantabirabar1385 หลายเดือนก่อน

    भरस्ताचार् में no 1 bjd सरकार।

  • @promadamishra1397
    @promadamishra1397 หลายเดือนก่อน

    ଦୁର୍ଗାଶିଷ ବାବୁ ସାମ୍ବାଦିକ ଙ୍କ ମୂଲ୍ଯବାନ ପ୍ରଶ୍ନ କୁ ଲୋକମାନେ ଶୁଣନ୍ତି।ଏମତି ମଝିରେ ମଝିରେ high pitch ରେ ଚିତ୍କାର କରି ନିଜର ତଥା ସାମ୍ବାଦିକତାର ସମ୍ମାନ ହାନି କରନ୍ତୁ ନାହିଁ।ଧମକ ଦେଇ ଉତ୍ତର ଆଦାୟ କରନ୍ତୁ ନାହିଁ। ସମ୍ବାଦ ପରିବେଷଣ ବା ପ୍ରସାର କରନ୍ତୁ ନିଜ ମତ କୁ ଯୋଡନ୍ତୁ ନାହିଁ।

  • @PradeepKuDas-ls5xf
    @PradeepKuDas-ls5xf หลายเดือนก่อน +1

    କିଛି ହେବନି

  • @Sahoo983
    @Sahoo983 หลายเดือนก่อน +1

    Dhanyawad durgasish babu 🎉❤🎉❤🎉❤

  • @JetandraMishra
    @JetandraMishra หลายเดือนก่อน

    Navinbabu dhari, 2 pocket full.

  • @user-kt2nr4xf1s
    @user-kt2nr4xf1s หลายเดือนก่อน

    In BJD.Govt.the law order situation was no more.

  • @FasingMunda
    @FasingMunda หลายเดือนก่อน

    B j D କା କା ଲା

  • @HarishankarDandasena
    @HarishankarDandasena หลายเดือนก่อน

    Nabin babu chief ministet thibar bebe durniti bahut heichhi emandar officer darkar mohan majhi

  • @santoshkumaracharya7325
    @santoshkumaracharya7325 หลายเดือนก่อน

    First Pandian ku dharajau

  • @sagarika555
    @sagarika555 หลายเดือนก่อน

    Nabin patang
    🎉

  • @Prasanta-nl4ci
    @Prasanta-nl4ci หลายเดือนก่อน

    Tara sabu kichi pramana achi

  • @dhirendrapanigrahi7303
    @dhirendrapanigrahi7303 หลายเดือนก่อน

    Why outsider will appear tender .why outside contractors. Why our state contractors will not get job.

  • @PanchananaBehera-hr2vp
    @PanchananaBehera-hr2vp หลายเดือนก่อน

    Bichara,apanamanankara,,vhai,namana ,jayasroram namana

  • @jyotiranjan6269
    @jyotiranjan6269 หลายเดือนก่อน

    ଗଣେଶ ସାହୁ ବଡ଼ ଗାଲୁଆ ଟା ତା ଜିଭ କାଟି ବିଦା କର

  • @raghubirdas7621
    @raghubirdas7621 14 วันที่ผ่านมา

    Ganesh Sahoo is shouting like Greyhound

  • @ashokkumarmishra1193
    @ashokkumarmishra1193 หลายเดือนก่อน

    ଏ ପାଦଚଟା,ଗାଲୁଆ ସାହୁ କୁ କାହିଁକି ବାର ମ୍ୱାର ଡିବେଟ କୁ ଡାକୁଛନ୍ତି ଆମେ ବୁଝି ପାରୁନୁ, ଯିଏ ସତ ମାନି ବାକୁ ନାରାଜ

  • @jagannathpradhan91
    @jagannathpradhan91 หลายเดือนก่อน

    Right sir

  • @ShibaprasadDas-sv4yp
    @ShibaprasadDas-sv4yp หลายเดือนก่อน

    ଏ ଲୋକଟାକୁ କାହିଙ୍କି ଡାକୁ ଛନ୍ତି ସାହୁ ପୁଅ କୁ ବେପାରୀ balata

  • @santoshkumaracharya7325
    @santoshkumaracharya7325 หลายเดือนก่อน

    5 T group dharajau

  • @Badalmalik-j4g
    @Badalmalik-j4g 11 วันที่ผ่านมา

    yes ok Bjp ❤

  • @user-dz8gm7iz4r
    @user-dz8gm7iz4r หลายเดือนก่อน

    ଗାଣିସି ବାବୁକୁ ସଈଟୁ ଗୁଈଟା ମାରି ବାହାରି ଦିଅ ସଏଟାକିଛି ଜାଣିନିବ ବାଳ

  • @bholeswarpradhan1191
    @bholeswarpradhan1191 หลายเดือนก่อน

    Ganesha Shaoo madpersion

  • @bikramsahu8583
    @bikramsahu8583 หลายเดือนก่อน

    Nice Nija ku dekhantu Sir mane karana Gopandhu Madhubabu Kahuku dekhutihle ki ?

  • @tusharkantajagadev9865
    @tusharkantajagadev9865 หลายเดือนก่อน

    Ganesha Sahoo galua Katha kahuchhati.

  • @santoshnayak2083
    @santoshnayak2083 หลายเดือนก่อน

    Jay Jagannath prabhu..pedi ra mota mota lokanku jaldhi uchit gyan diya juu

  • @fakirmohankhatua2832
    @fakirmohankhatua2832 หลายเดือนก่อน

    ଗଣେଶ ସାହୁ ପାଣ୍ଡିଆନ ର ବୋକୋଚା ବୁହା, ଓଡିଶା କଥା ନକହି, ମାଗିହା କୁ ଓଡିଶା ଭଲ ଲାଗୁନି ଯଦି ଓଡିଶା ଛାଡିକି ପଳାଉ,

  • @santhoshbehera2063
    @santhoshbehera2063 หลายเดือนก่อน

    ଏସଳା ବିଜେଡି ର ପାଗଳ

  • @DhirendraNath-cz7wb
    @DhirendraNath-cz7wb หลายเดือนก่อน +1

    Durgashis Babu why you are allowing such unwanted person to the debate who has no basic knowledge.Pl.donot do this.Debate Is becoming less interesting.

  • @bibhas770
    @bibhas770 หลายเดือนก่อน

    ଫାଲତୁ କଥା, ଭାଇ world skill center news withdrawn କାହିଁକି କଲ ? କଅଣ Santrupta Mishra ଭାରି ପଡିଗଲା କି ନା ଭଲ ମାଲ ମିଳିଗଲା ?

  • @user-wt3tq8fk6d
    @user-wt3tq8fk6d หลายเดือนก่อน

    Ganesh aahure Pani peiba

  • @user-in5je6xo2p
    @user-in5je6xo2p 15 วันที่ผ่านมา

    ଗଣେଶ ଟାଉଟର

  • @laxmidei8954
    @laxmidei8954 หลายเดือนก่อน

    Ei Ganesha Sahu nku kahinki sabubele ani tamasha karuchhanti? Au kehi nahanti?

  • @ChhabindraBehera-vp6pm
    @ChhabindraBehera-vp6pm 20 วันที่ผ่านมา

    S.Galua ku dakantuni

  • @user-oc9km4dz7t
    @user-oc9km4dz7t หลายเดือนก่อน

    Ganes sahoo is a no one chatukar of bjd.jsr.

  • @Sankargadaba-g5j
    @Sankargadaba-g5j หลายเดือนก่อน

    Bin

  • @user-fy7pu8ec4v
    @user-fy7pu8ec4v หลายเดือนก่อน

    Gañeswar ମାଗିହା କୁ ପଚାର ସେ ପାଣ୍ଡୁର ବାଣ୍ଡକୁ ଚୁଚୁମୁ ଥିଲା, ସେ ଶଳା ହାରାମି ଗାଲୁଆଟା ମାଗିହା କୁ ପିଟ. ଶଳା କୁକୁରକୁ ଲାଜ ନାହିଁ. ଜୟ ଜଗନ୍ନାଥ.

  • @sumit25360
    @sumit25360 หลายเดือนก่อน

    assets worth Rs 15,113.91 crore seized from vijay mallya

  • @santoshnayak2083
    @santoshnayak2083 หลายเดือนก่อน

    Sabu daruthile sudhnshu bhai IPS /ED...ki bejdi sarkar achi ama family ku udeideba

  • @jagannathpradhan91
    @jagannathpradhan91 หลายเดือนก่อน

    Jago Bhai jago bhai ai paisaa sabu aamara ae mga mane aama ku bhokua banei ki core pati

  • @Prasanta-nl4ci
    @Prasanta-nl4ci หลายเดือนก่อน

    A tharu z parajanta

  • @jagannathpradhan91
    @jagannathpradhan91 หลายเดือนก่อน

    BJP JINDABAD

  • @user-wu6gp6ku4d
    @user-wu6gp6ku4d หลายเดือนก่อน

    O durgasish babu Ganesh ta ku kanhinki dibet re samil Karu chhanti ?

  • @prakashsatpathy6508
    @prakashsatpathy6508 หลายเดือนก่อน

    Ganesh sahoo vaduata

  • @bijaypanda1843
    @bijaypanda1843 หลายเดือนก่อน

    ଗଣେଶ ସାହୁ ମୂର୍ଖ ଲୋକ ଙ୍କୁ କାହିଁକି talk show ଡାକୁଛନ୍ତି

  • @pradeshisahu7084
    @pradeshisahu7084 หลายเดือนก่อน

    Ganesh Babu kete pai chhanti

  • @dillipkumarkumar1959
    @dillipkumarkumar1959 หลายเดือนก่อน

    BJD neta Ganesh Babu galua

  • @user-gq1yo9ib3c
    @user-gq1yo9ib3c หลายเดือนก่อน

    ଏ ମାଘିଆ କଥା ଠିକି୍ ରେ କହିପାରୁନାହିଁ ଏହାର ପାଟି ଥରୁଛି ଆରେ ଓଡିଶା କଥା ପଡିଛି ତୁ ଗାଣ୍ଡିଆ ଚୋଦା ବାହାର କଥା କଣ କହୁଛୁ ୨୪ ବର୍ଷ ର ସରକାର ଭିତରେ ବାଗାଂଲାଦେସି ରୋହିଗିଂଆ ମୁସଲମାନ ଙ୍କୁ କିଏ ଆଣି ଓଡିଶା ରେ ରଖିଛନ୍ତି ଯେତେ ବଡ଼ବଡ଼ ସିଭିଲ୍ କାମ ହେଇଛି ସବୁ ଥିରେ ଘୋଟାଲା ଜେଉଁଠା ରେ ବଡ଼ବଡ଼ ବ୍ରିଜ୍ ସେ ବର୍ତ୍ତମାନ ଭାଗୁଂଛି ବଡକଥା ହେଲା ପୁରି ଜଗନ୍ନାଥଙ୍କ ପରିକ୍ରମା ରେ ଜେଉଁ ମାନେ ଘୋଟାଲା କରିଛନ୍ତି ସମସ୍ତ ଙ୍କୁ ଧରାଯାଉ ସବୁ ସମ୍ପତ୍ତି କୁ ପୁରା ସିଲି୍ କରାଯାଉ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଣ୍ଠିରେ ଜମା କରାଯାଉ ଚୁ କିଛି ଯାଣିନୁ ଆସିଛୁ ଗାଣ୍ଡି ମରେଇବାକୁ ରାମ ମନ୍ଦିର ଅଜୋଧ୍ୟା ରେ ଯେଉଁ ପାଣି ଗଳୁଛି ସେ ଜାଗା ଟେମ୍ପରାରୀ କାମ ହେଇଛି କାରଣ ଭକ୍ତ ରହିବେ ବୋଲି ସେ କାମ ଆଉରି ହେବ ବହୁତ କାମ ବାକି ଅଛି

  • @harekrushnapradhan3453
    @harekrushnapradhan3453 25 วันที่ผ่านมา

    Mahanadi ,Kontlilo, Nayagarh, Sand bed Thikadar kon

  • @dhirendas6583
    @dhirendas6583 หลายเดือนก่อน

    Yaku aaga ed laaga

  • @user-br2cb3xd9b
    @user-br2cb3xd9b หลายเดือนก่อน

    In the service period of kuber Engg.Rath. at kendujhar - Kindly it the time to enquary by vigilance now.

  • @mohapatrasubhranshusekhar7545
    @mohapatrasubhranshusekhar7545 21 วันที่ผ่านมา

    Jete loot kalebi patato , Onion rate bahuta Shqsta thila. Hele Bepari BJP Handishala kolàpa pakaile.

  • @PRAMODSINGH-ty5wd
    @PRAMODSINGH-ty5wd 23 วันที่ผ่านมา

    Ma gi..... ganesh .ta ghara ku pandia jaethila

  • @nrusinghabehera9461
    @nrusinghabehera9461 23 วันที่ผ่านมา

    Salipur. Katak. Re. Anna. Odiamanaku.. Ohhulakarajauchhi. Odianku, maribapa.yni

  • @sagarika555
    @sagarika555 หลายเดือนก่อน

    Patimara nabin patanayk thaka dakayat

  • @krushnamohanprusty2728
    @krushnamohanprusty2728 หลายเดือนก่อน

    ଦୁର୍ଗାଶୀଷ ବାବୁ, ବିଜେଡି ଦଳର ଏଭଳି ଗାଲୁଆ, ମିଛୁଆ ନେତାଙ୍କୁ ଟିଭି ଷ୍ଟୁଡିଓରେ ବସିବାକୁ ସୁଯୋଗ ଦେଇ ସମୟର ଅପଚୟ କରୁଛନ୍ତି ? 😂