କାହା କଥା ଶୁଣିଲେ ଦିଦି ଭାଇ ନା ମୋହନ ? | Odisha Reporter

แชร์
ฝัง
  • เผยแพร่เมื่อ 7 ก.ย. 2024
  • ରାଜ୍ୟରେ ଏଥର ଆଳୁ ସଙ୍କଟ ଟଳିବ। ପଶ୍ଚିମବଙ୍ଗରୁ ଆସିବ ଆଳୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଛାଡ଼ିବାକୁ ରାଜି ହୋଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ନିତି ଆୟୋଗର ବୈଠକ ଅବସରରେ ମମତାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ରାଜ୍ୟକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି ବୋଲି ସେ ଟ୍ବିଟ୍ କରି ଜଣାଇଛନ୍ତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

ความคิดเห็น • 394

  • @mohanbehera-7000
    @mohanbehera-7000 หลายเดือนก่อน +49

    ଭାଇ ନବୀନ ଜୟ ନବୀନ ଓଡିଶା

  • @hrudayaragita7961
    @hrudayaragita7961 หลายเดือนก่อน +36

    ମମତା ବାନାର୍ଜୀଙ୍କୁ ପଚାରନ୍ତୁ, ସତ ଜଣାପଡିବ

  • @subhamPrusty-j7o
    @subhamPrusty-j7o หลายเดือนก่อน +74

    ଶସ୍ତା ରାଜନୀତି ବିଜେପି କରୁଛି bjd nuhe

    • @biswajeetray1296
      @biswajeetray1296 หลายเดือนก่อน +3

      Harila kan pny

    • @user-rs4dq3oi5z
      @user-rs4dq3oi5z หลายเดือนก่อน

      Hnn

    • @surendranayak117
      @surendranayak117 หลายเดือนก่อน

      Seithi pai krushire eko number Odisha 😂😂😂
      Au kete kn eko number achhi kebola kagoja kolamm re 😂😂😂

    • @user-vk2jg6lq2y
      @user-vk2jg6lq2y หลายเดือนก่อน +1

      @@subhamPrusty-j7o ହଁ ନବିନ୍ର ମୋଟା ବାଣ୍ଡ ଖାଇଜାଣିଚୁ...

    • @SurendraSabar-ln4om
      @SurendraSabar-ln4om หลายเดือนก่อน

      😂😂😂

  • @JagannathSahoo-vb4rj
    @JagannathSahoo-vb4rj หลายเดือนก่อน +69

    ଓଡ଼ିଶାର ନବୀନ ହିରୋ ୨୫ ବର୍ଷ ସାସନ ମୋହନ କେତେ ଦିନ ଦେଖି ଵା

    • @rashmiranjan4173
      @rashmiranjan4173 หลายเดือนก่อน +2

      Tmr abe bi Naveen hang over jaini

    • @godsabodeharekrishna1000
      @godsabodeharekrishna1000 หลายเดือนก่อน +2

      To Bou ku gahuthila magia Naveen

    • @iswarnayak1383
      @iswarnayak1383 หลายเดือนก่อน

      Elestion asile nabin babu nkar mane pade odia nka katha,sethi pain 24 barsha sasan karuthile,

    • @srikanta671
      @srikanta671 หลายเดือนก่อน +1

      କଳୀଯୁଗ ଶେଷ ହେଇଗଲା,,25ବଷ କାଳ
      ଶୀତଳଭଣ୍ଡାର କରିପାରିଲା ନାହିଁ,,ବାଳ ପଟ୍ଟନାୟକ

    • @alokgouda6570
      @alokgouda6570 หลายเดือนก่อน

      To bou jaiki gandi dauthila.​@@godsabodeharekrishna1000

  • @sanatanbankira9754
    @sanatanbankira9754 หลายเดือนก่อน +13

    ବିଜେପି ସରକାର ଶୀତଳଭଣ୍ଡାର ଦିଅନ୍ତୁ

  • @BijayaPanda-st7ry
    @BijayaPanda-st7ry หลายเดือนก่อน +10

    Naveen pattanaik super 👍

  • @user-ks2ey1rx5h
    @user-ks2ey1rx5h หลายเดือนก่อน +6

    ଜଏବିଜେଡି ଜଏନବିନବାବୁ ଜଏଭିକେବାବୁ ଜଏବବିବାବୁ ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ପୁଣିଆସିବେ ୨୦୨୯ ହରହରମହାଦେବକରନୁ୍ 🎉🎉🎉🎉 ଜଗତରନାଥ ଜଗତନାଥ କରନ୍ତୁ 🎉

  • @abhinandansutar197
    @abhinandansutar197 หลายเดือนก่อน +8

    ନୀତି ଆୟୋଗ meeting ପୂର୍ବରୁ ନବୀନ ବାବୁ ଚିଠି ଲେଖିଥିଲେ..

  • @maakitchenette
    @maakitchenette หลายเดือนก่อน +7

    ନବୀନ ପଟ୍ଟନାୟକ କଥା ଶୁଣି ଆଳୁ ମମତା ଦଲେ

  • @Ck1chandan
    @Ck1chandan หลายเดือนก่อน +15

    Nabin babu ❤❤

  • @user-nw8ue9pz1v
    @user-nw8ue9pz1v หลายเดือนก่อน +28

    ମୋହନ ମାଝି ଦିନ 10ଟାରେ ମମତା କୁ ଆଳୁ କଥା କହିଥିଲେ ହେଲେ ଆଳୁ ତା ପୁର୍ବରୁ ଆଳୁ ଓଡଡଶାରେ ପହଞ୍ଚି ଶାରିଥିଲା ଶଖାଳ 6 ଟାରେ ଆଳୁ ଭୁବନେଶ୍ଵରରେ ପହଞ୍ଚି ଥିଲା ତା ର ମାନେ ନବିନ ବାବୁଙ୍କ ଚିଠିରେ ତାଙ୍କ ମମତା ଭ‌ଉଣୀ ଆଳୁ ପଠାଇଲେ

    • @pravatpatanaik8199
      @pravatpatanaik8199 หลายเดือนก่อน +2

      Nabin Pattnaik great

    • @suryakanta4385
      @suryakanta4385 หลายเดือนก่อน +1

      Right

    • @bijaykumarmishra7689
      @bijaykumarmishra7689 หลายเดือนก่อน

      Agaru chithi lekhi thile aloo gadi n chhadiba pain

    • @user-nw8ue9pz1v
      @user-nw8ue9pz1v หลายเดือนก่อน +1

      @@bijaykumarmishra7689ଆଗରୁ ଯେଉଁ ଚିଠି ଲେଖିଥିଲେ ନବିନ ବାବୁ ଆଳୁ ନ ଦେବାପାଇଁ ସେ ଚିଠି ବୋଧେ ତୁ ମମତା ପାଖକୁ ନେଇକି ଯାଇଥିଲୁ ନ ହେଲେ ତୁ କେମିତି ଯାଣିଲୁ

    • @bijaykumarmishra7689
      @bijaykumarmishra7689 หลายเดือนก่อน

      Sir/ Bhai apan janithibe Aji kali kehi chithi neiki jau nahanti e mail WhatsApp kahi ki achhi

  • @reemamaohapatra9821
    @reemamaohapatra9821 หลายเดือนก่อน +12

    Jay Nabin patnayak

  • @KhagapatiMadhi
    @KhagapatiMadhi หลายเดือนก่อน +13

    ବି.ଜେ.ପି.ସରକାରରଗାଣ୍ଡିରେଦମନାହି,କାଲିପଟିମରାକଥା.ହନବିନବାବୁଚିଠିଲେଖିପଟାଇଲାଆଳୁଆସିଲାଏକଥାସାରାଓଡିଶାରଲୋକଜାଣିଲେ.ଆଉଏରଙ୍ଗମରାସରକାରକୁଆଡେଯାଇଥିଲା

    • @sriyanshupadhi6627
      @sriyanshupadhi6627 หลายเดือนก่อน

      Bjd ta tamku 25 barsa helani bhikari kari rakhi thila. Nije kichi karibani alu macha piaja pariba ada rasuna ataa sabukuta anya rajyaru ani khaiba. Bjp ethire kankala😂

    • @bijaykumarmishra7689
      @bijaykumarmishra7689 หลายเดือนก่อน

      Agaru chithi lekho thile aloo gadi n chhadiba pain

    • @sanjaykumarmahanty4249
      @sanjaykumarmahanty4249 หลายเดือนก่อน +2

      Ranga mara sarakar bjd, sabu geen thila

  • @simadrigouri6748
    @simadrigouri6748 หลายเดือนก่อน +10

    Ilove you BJD 🙏♥️

  • @JagannathSahoo-vb4rj
    @JagannathSahoo-vb4rj หลายเดือนก่อน +13

    ମୋହନ ମାଝି କ'ଣ ବାଳ ଉପାଡ଼ି ବ ମୁଁ ୫ ବର୍ଷ ଅପେକ୍ଷା କରୁଛି ମୁଁ

  • @phagutudu9108
    @phagutudu9108 หลายเดือนก่อน +20

    BJP କେତେ କରିବ ଆମେ ଆଉ ଦେଖିବୁନି ନା ।😅😅😅

  • @KailashBhatra-xv8ig
    @KailashBhatra-xv8ig หลายเดือนก่อน +10

    Jay bjd jay nobin❤❤❤❤❤❤

  • @manojdikshit1308
    @manojdikshit1308 หลายเดือนก่อน +32

    ଆମେ କେମିତି ଜାଣିବୁ ନବୀନ ବାବୁଙ୍କ ଚିଠିରେ ଆଳୁ ଆସିଲା l

    • @phagutudu9108
      @phagutudu9108 หลายเดือนก่อน

      ଘଇତା ମାରା BJP ଅନ୍ଧ ଭକ୍ତ ମାନଙ୍କୁ ମଦି ଛଡ଼ା କାହାକୁ ବିଶ୍ୱାସ କରନ୍ତିନି।

    • @pranatisamantaray144
      @pranatisamantaray144 หลายเดือนก่อน

      Tame murkha ki bujhi paruna mohana kukura kn karuchi odisha Paine

    • @tusarpanda5148
      @tusarpanda5148 หลายเดือนก่อน +1

      ଚିଠି ରେ ଆଳୁ ବନ୍ଦ୍ ହେଇଥିଲା.😮😮

    • @user-qu3kh3hf9z
      @user-qu3kh3hf9z หลายเดือนก่อน

      Jaiki pachara k kanjus mahan sarkar ko

    • @bijaykumarmishra7689
      @bijaykumarmishra7689 หลายเดือนก่อน

      Agaru chithi lekhi thile aloo gadi jemiti Bengal cross n karib border re atakaiba pain

  • @sudhirkumar-zr8cl
    @sudhirkumar-zr8cl หลายเดือนก่อน +12

    କାହା କଥା ଶୁଣନ୍ତୁ ସେଇଟା ବଡ କଥା ନୁହଁ , ଭିକ ମାଗିବାକୁ ଲାଜ ନାହିଁ ଏମାନଙ୍କୁ , ସବୁବେଳେ ପର ଉପରେ ନିର୍ଭର କି ବାଳ ଶାସନ କରୁ ଛନ୍ତି କି

  • @bhubananandamishra7480
    @bhubananandamishra7480 หลายเดือนก่อน +29

    ଦେବି ମିଶ୍ର ଭାବୁଛି ନବୀନ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଛି

    • @khageswarbehera78
      @khageswarbehera78 หลายเดือนก่อน +1

      Debi.mishra dinare.swopna dekhuchhi

    • @kuanrtudu9960
      @kuanrtudu9960 หลายเดือนก่อน +1

      ସେ ମାନେ ପାଗୋଳ ହେଇ ଛନ୍ତି।

    • @a-135
      @a-135 หลายเดือนก่อน

      Hindu nama re vote nei gst re gandimaru6i desa ku lutu6nti bjp wala

    • @sanjaykisan1998
      @sanjaykisan1998 หลายเดือนก่อน +2

      ତମେ ମାନେ ହେଉଛ ରଙ୍ଗଭକ୍ତ

    • @kuanrtudu9960
      @kuanrtudu9960 หลายเดือนก่อน

      @@bhubananandamishra7480🗣️ 😅😅😅😅🙊

  • @bikramkesharijena48
    @bikramkesharijena48 หลายเดือนก่อน +27

    ଦେବୀ ବାବୁ ଏତେ ଚିଠି ଲେଖୁଛ ହାରିଲ କାହିଁକି।

  • @user-tm1kk4sd3q
    @user-tm1kk4sd3q หลายเดือนก่อน +29

    ହ‌ଇହୋ ନବୀନ ବାବୁ ଚିଠି ଲେଖି ଲୋକହସା କାହିଁକି ହେଉଛ ।

  • @AffectionateAstroStation-ep3yr
    @AffectionateAstroStation-ep3yr หลายเดือนก่อน +6

    ବାଳ ତମ BJP କେନ୍ଦ୍ରରେ ଥାଇ kn ଓପାଡ଼ି ଦେଇଛ ଓଡ଼ିଶା ପାଇଁ କୁହ ତ

  • @user-tm1kk4sd3q
    @user-tm1kk4sd3q หลายเดือนก่อน +27

    ମୋହନ ମାଝି ହେଉଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କିଏ କି । ତାଙ୍କ କଥା ମମତା ଦିଦି ଶୁଣିବେ । ଦେବୀ ମିଶ୍ରଙ୍କୁ କଳିଙ୍ଗ ପୁରସ୍କାର ଦେବାକଥା । 24 ବର୍ଷ କ୍ଷମତାରେ ଥାଇ ଶୀତଳ ଭଣ୍ଡାର କରି ପାରିଲେନି। କଥା ବଡ଼ବଡ଼ କହୁଛ ।

    • @srikantatarei1676
      @srikantatarei1676 หลายเดือนก่อน +12

      Mohan majhi cm nuhe se gote colour mistri😅😅😅😅

    • @srikantatarei1676
      @srikantatarei1676 หลายเดือนก่อน +7

      Se gote tautar cm bhuli jaicho ki election time re kn kahi abe kn karuchi bhata , electric bill 😅😅😅

    • @sayedakanizfatma380
      @sayedakanizfatma380 หลายเดือนก่อน +2

      odisha basi alu ta pahada pari Amala karu thile tenu cold Store kari tara bill dei thante.ghoda 6 tanka ku dana 9 tanka.

    • @prabhudattamoto54
      @prabhudattamoto54 หลายเดือนก่อน

      Tu manata kuu pachari bujhee

    • @ajayabeheraajayabehera7932
      @ajayabeheraajayabehera7932 หลายเดือนก่อน +2

      Auu bjp kahithila 1 corer job deve kuade gala 1 corer job sabu khali bhasana maridele hebani kamare kariki dekhaa 😂😂😂

  • @gadadharbehera2520
    @gadadharbehera2520 หลายเดือนก่อน +1

    ବିଜେପି ସରକାର ଭୋଟ ପୂର୍ବ ରୁ କହିଲେ ଭତ୍ତା 3000 ରୁ 3500 ଲେଖାଏ ଭତ୍ତା ସମସ୍ତେ ଙ୍କୁ ଦେବୁ ଏବେ କହିଲେ 80 ବର୍ଷ ଉପରେ ଯେଉଁ ମାନେ ସେମାନଙ୍କୁ ଦେବୁ, କହିଲେ ଏଠି ମିଛୁଆ କିଏ

  • @hatakishoresahoo1984
    @hatakishoresahoo1984 หลายเดือนก่อน +9

    ସଳା ଟାଉଟର ବିଜେପି ତମେ ସଳା କେତେଟା ଶସ୍ତା ମିଡିଆ ବିଜେପିର ଗୁଣଗାନ କରିବାକୁ ଅଛ।

    • @sriyanshupadhi6627
      @sriyanshupadhi6627 หลายเดือนก่อน

      Bjp chasa karibaku mana karithila tote

  • @benudharpradhan2889
    @benudharpradhan2889 หลายเดือนก่อน +3

    ନବୀନ ପଟ୍ଟନାୟକ ତୁମ ସମସ୍ତଙ୍କ ବାପା

  • @551manoj
    @551manoj หลายเดือนก่อน +11

    Simply Dirty politics by BJD😡😡😡😡😡😡😡😡😡😡

    • @sandeeptopno5860
      @sandeeptopno5860 หลายเดือนก่อน

      😂 gobarbhakt asliyat ko accept Krna kita dard hota h na ....
      Jese tum aur tmhara jumla sarkar😂😂😂

    • @Quickfitness1
      @Quickfitness1 หลายเดือนก่อน +2

      Tama pain ALU anila...Government jouthi fail 😂

    • @prajanadattaputhal7034
      @prajanadattaputhal7034 หลายเดือนก่อน

      Bjp kete gandi maruchhi ame janinparuchhu

    • @gabarsingh3175
      @gabarsingh3175 หลายเดือนก่อน +1

      Mohan vai anile ki😅😅😅stamp cm

  • @pr.official9830
    @pr.official9830 หลายเดือนก่อน +8

    ଡାହାଣୀ ଗୁଣିଆ ହେଇକି ଆଉ ଆସିନି ତ। ମମତା ଦିଦି BJP ପ୍ରତି ଏତେ ହିଂସାଶୀଳ ହେଇଗଲାଣି ଯେ ସାଧାରଣ ସମ୍ପର୍କ ରଖିବାକୁ ବି ନାରାଜ। ନବୀନ ସରକାର ଅମଳରେ ଯାହା ନ ହୋଇପାରିଲା , ତାକୁ ମୋହନ ସରକାର କାର୍ଯ୍ୟକ୍ଷମ କରାଇବେ,ଏତିକି ଆଶା

  • @NoBro-tb1rb
    @NoBro-tb1rb หลายเดือนก่อน

    Naveen Naveen Naveen Naveen Naveen Patnaik Jindabad 💪🏻💪🏻💪🏻

  • @kamallochannayak9660
    @kamallochannayak9660 หลายเดือนก่อน +2

    Thanks Didi Thanks CM .

  • @ayushjena3206
    @ayushjena3206 หลายเดือนก่อน +15

    Nabina ra natak

    • @basantatarai166
      @basantatarai166 หลายเดือนก่อน

      Bhai a ranga mara rajaniti nunha . A bjd Raja niti. Au a BJP Khali pravachan deba janichi kou kama ku nunha .Khali raga marichala.

  • @psmutiprabha
    @psmutiprabha หลายเดือนก่อน +2

    Bjp ର ଶସ୍ତା ରାଜନୀତି ଛି ଛି ।

  • @b.mchinda8314
    @b.mchinda8314 หลายเดือนก่อน

    ଲାଜ ଲାଗୁନି ବିଜେଡି କୁ ୨୪ବର୍ଷ ରେ ଆଲୁ ପାଇଁ କିଛି ବ୍ୟବସ୍ଥା କରିନୀ। ଏବେ କରୁଛି ଆଲୁ ରାଜନିତୀ ଛି ଛି ଛି ବିଜେଡି

  • @rabindranathjena6052
    @rabindranathjena6052 หลายเดือนก่อน +3

    ନବୀନଙ୍କ କଥା ଶୁଣିଥିବେ ! ଦି ଜଣଙ୍କର ମାନସିକତା ଏକ l ଜଣେ ତାଙ୍କ ରାଜ୍ୟରେ ଭୋଟ ପାଇଁ ବାଂଲାଦେଶୀ ରୋହିଜ୍ଞା ଆଣି ବସେଇଦେଲେ l ତା ପରେ ଓଡିଶା l ରାଜଧାନୀ ରେ ଦଳ ଦଳ ହେଇ ଘୁରିବୁଲୁଛନ୍ତି l ଚବିଶ ବର୍ଷ କଣ କମ ? ଶସ୍ତା ରାଜନୀତି !!!!

    • @user-ho9hb3ur8c
      @user-ho9hb3ur8c หลายเดือนก่อน

      ସବୁଠୁ chora dala bjp au abhdra ଗୁଣ୍ଡା nka dala

  • @SurendraRout-jg9vn
    @SurendraRout-jg9vn หลายเดือนก่อน +1

    Only Naveen sir❤

  • @sahootukuna9211
    @sahootukuna9211 หลายเดือนก่อน

    ଏ ଶଳା ନବୀନ ମରିଲେ ସବୁ ସମାଧାନ ହବ, ଜଗନ୍ନାଥ ଏଥର ନିଜେ ନବୀନ କୁ ମାରିବେ,ଜୟ ଜଗନ୍ନାଥ

  • @user-ud1lp4oh5t
    @user-ud1lp4oh5t หลายเดือนก่อน +2

    ସବୁଠୁ ବଡ ଗାଲୁଆ ହେଲା ନବୀନ ପଟ୍ଟନାୟକ

    • @bijaykumarmishra7689
      @bijaykumarmishra7689 หลายเดือนก่อน

      Nabin babu agaru chithi lekhi thile je aloo gadi Odisha jepari cross no heu

  • @pradepnayak5122
    @pradepnayak5122 หลายเดือนก่อน +2

    Right sir

  • @BenudharMajhi-oj2dd
    @BenudharMajhi-oj2dd หลายเดือนก่อน +3

    Mohan majhi adivasi ସେଥିପାଇଁ ତାଙ୍କୁ ବଦନାମ କରାଯାଉଛି ସେଥି ପାଇଁ ମମତା ନାନୀଙ୍କୁ ଓଡିଶା ର ମୁଖ୍ୟ ମନ୍ତ୍ରୀ ପଦବୀ ଦୀଆଯାଉ

  • @BijayakumarNayak-pn7ge
    @BijayakumarNayak-pn7ge หลายเดือนก่อน

    ତମେ ଗଜପତି ତ, ଆଜିପଯ୍ୟନ୍ତ କିଛି ପଦକ୍ଷେପ ନେଲ ନାହିଁ, ଏବେ କହୁଛ ନବୀନ ବାବୁ କିଏ, ସେ କଥା ମୋଦିଜୀ ଙ୍କୁ ପଚାର

  • @parameswardas6706
    @parameswardas6706 หลายเดือนก่อน +1

    Naveen patnaik ❤❤❤

  • @atomrath2109
    @atomrath2109 หลายเดือนก่อน +10

    ସେ ଯାହା ହେଉ। ଓଡିଶା କୁ ଆଳୁ ଆସିଲା ତ ।

  • @sisirsenapati5567
    @sisirsenapati5567 หลายเดือนก่อน

    ମୋହନ ସରକାର ରଙ୍ଗ ଦିଆ ରାଜନୀତି ଛାଡ଼ନ୍ତୁ ନବୀନ ପଟ୍ଟନାୟକଙ୍କ ଠୁ କିଛି ଶିଖ

  • @ajitrout1146
    @ajitrout1146 หลายเดือนก่อน +3

    A heyuchi Mohon bhai nakara Kamal👌👌👌👌👌

    • @basantatarai166
      @basantatarai166 หลายเดือนก่อน

      Mohan Bhai gote Bala bepari pari laguchi au BJP nka hatara kandhei se jemiti nachaibe semiti Tama mohana nachiba

  • @rabindrakumarmohanty9415
    @rabindrakumarmohanty9415 หลายเดือนก่อน +3

    ପଶ୍ଚିମ ବଙ୍ଗର ଚାଷୀ କଣ ଆଳୁ ଝୋଳ କରି ଖାଇବେ ତାଙ୍କ ଆଳୁ ବିକ୍ରି ନ ହେଲେ ମମତା ଗାଦି ରହିଵ ତ।

  • @hdstatuscenter2103
    @hdstatuscenter2103 หลายเดือนก่อน

    OTV ଵାଲା ଙ୍କୁ ଗୋଟେ ପ୍ରଶ୍ନ ସବୁ ତ ମୋହନ ମାଝୀ କରୁଛନ୍ତି କିନ୍ତୁ ମୋହନ ମାଝୀ କାଇଁ ଵାର ଵାର ନବୀନ ନିବାସ ଦଉଡୁଛନ୍ତି 😂

  • @snehalatarath6659
    @snehalatarath6659 หลายเดือนก่อน +1

    RAKHYA BANDHAN WILL PROOF HOW DIDI CHAGE HER DECISION ON ALOO EXPORT 🙏🏻🙏🏻🙏🏻🙏🏻🙏🏻🙏🏻

  • @saratchmohanty6084
    @saratchmohanty6084 หลายเดือนก่อน

    Right encourage odisha farmer n make independent Odisha in case of agricultural product n bi product including fisheries, gottery, pollutry etc. Present government should plan n implement in war footing basis for the interest of odisha public. Make odisha Independent.

  • @T-800ii
    @T-800ii หลายเดือนก่อน

    Peace and blessings 🙏

  • @dhamirona8662
    @dhamirona8662 หลายเดือนก่อน

    ମମତା ବାନାର୍ଜୀ ଙ୍କ ବାଇଟ୍ ନେଇ ଆପଣ ଆମ ମାନଙ୍କୁ ଜଣାନ୍ତୁ, ଆପଣ ନିଉଜ୍ ଦେଖାଉଛନ୍ତି ଆମେ ଦେଖୁଛୁ। ଆମେ କେମିତି କହି ପାରିବୁ।

  • @kaliamahapatro2072
    @kaliamahapatro2072 หลายเดือนก่อน

    Right Naveen babu❤❤

  • @CAREWORLDNGONEWS
    @CAREWORLDNGONEWS หลายเดือนก่อน +7

    "ଚିଠି ଲେଖିବା ନିଜର ଅସମାନ -ଅପମାନିତ ଜନିତ ତୃଟି -କ୍ଷମତା ମୋହ ଜାଉନି-ଅଧିକାର କଣ ଅଛି? ??ଏଇଟା କଣ ଘରୋଇ ବିଷୟ । ସରକାର ବୁଝିବେ ତୁମର କଣ ଏ ନିୟମ? ??

    • @ishwarchandra3980
      @ishwarchandra3980 หลายเดือนก่อน +1

      ଲୋକେ ଜାଣିବେ ନବୀନ ପାଇଁ ବେଙ୍ଗଲ ରୁ
      ଆଳୁ ଆସିଲା ! ବେଲଜ୍ୟା ର କଣ ସରମ ଅଛି !

    • @jitendrasenapati2392
      @jitendrasenapati2392 หลายเดือนก่อน

      Tu sala ta maram madarchhod tu kan bujhibu gariba lakonka katha au se mohan ta bandare jadi ate akat thila tebe naveen purbaru twit karilani

  • @M.JAGANNATH
    @M.JAGANNATH หลายเดือนก่อน

    ଆଳୁ ଦରବୃଦ୍ଧି ପାଇଁ ଝିଅ ପିଲାମାନେ ହିଁ ଦାୟୀ ।
    କାରଣ ଝିଅ ପିଲାମାନେ ଅଧିକ ଗୁପଚୁପ ଖାଉଛନ୍ତି।😅😅😅😂😂😂😊

  • @trilochankhuntia979
    @trilochankhuntia979 หลายเดือนก่อน

    ତାଙ୍କର ଚାଷୀ ଆଉ ବେପାରୀ ଙ୍କ ସକାଶେ ଆଳୁ ଛାଡ଼ିଲେ ମମତା। ନହେଲେ କ'ଣ ଆଚାର କରିଥାନ୍ତେ ? ଯୋଗାଣ ମନ୍ତ୍ରୀଙ୍କ କଥା ପୁରା ଠିକ୍। ୨୪ ବର୍ଷରେ କଲ କ'ଣ ?

  • @bmishra64
    @bmishra64 หลายเดือนก่อน

    ଆମେ କେତେ ଦିନ ଧରି ଆନ୍ଧ୍ର ଓ ବେଙ୍ଗଲ ଉପରେ ନିର୍ଭର ହୋଇ ରହିବା। ଦେବୀ ମିଶ୍ର, ୨୪ ବର୍ଷ ଭିତରେ ଆଳୁ ଚାଷ ଏବଂ ସିତଳଭଣ୍ଡାର ପାଇଁ ନବୀନ ସରକାରଙ୍କ କଣ ଅବଦାନ କହିପାରିବେ? ଖାଲି ବାହାପିଆ କଥା। ଅପେକ୍ଷା କର, ଏବେକାର ଓଡ଼ିଶା ସରକାର ଜଲଦି ଏହାର ସ୍ଥାୟୀ ସମାଧାନ କରିବେ।

  • @pradipbehera4181
    @pradipbehera4181 หลายเดือนก่อน +1

    ବିଜେପି କଣ ଛୋଡ଼ିବ ଛୋଡୁ ବାଳ କୁ ମିଛ ନାଟକ କରୁଛି

  • @jagabandhupattanayak5782
    @jagabandhupattanayak5782 หลายเดือนก่อน

    ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ବାସୀ ଅଧିକ ଆଳୁ ବ୍ୟବହାର କରନ୍ତି ଓଡିଶା ଆଳୁ ଚାଷ କୁ ପ୍ରୋତ୍ସାହିତ କରିବା ସହିତ ଶୀତଳ ଭଣ୍ଡାର ହେଲେ ଏ ସମସ୍ୟା ଦୂର ହେବ

  • @binayakphotography14
    @binayakphotography14 หลายเดือนก่อน

    ବିଜେପି ଵାଲା କଥା କୁହା ସରକାର ଦେଖିବା 5 ବର୍ଷରେ କଣ ଛୋଡୁଛ

  • @lipa9370
    @lipa9370 หลายเดือนก่อน

    24ବର୍ଷ ରେ କୁର୍ସୀ ଉନ୍ନତି ହୋଇନି କେନ୍ଦ୍ର ରେ ବିଜେପି ସରକାର ପୁରସ୍କାର ଦେଉଥିଲେ କେମିତି

  • @biswaamat8488
    @biswaamat8488 หลายเดือนก่อน

    ଆପଣ କଣ ଦାମୀ ରାଜନୀତି କରିବେ ଆଗକୁ ଦେଖିବା ।

  • @SugriMajhi
    @SugriMajhi หลายเดือนก่อน

    ବିଜେପି ର ଔକାତନାହି ଭଲକାମ କରିବା ପାଇଁ ସଶସ୍ତା ରାଜନିତି ବିଜେପି କରେ ଇସ୍ରମ କାଡ ରେ କେତେ ଟଙ୍କା ଦେଇଛି ବିଜୁଳି ବିଲ କେତେ ଛାଡ଼ କରିଛି ସଶସ୍ତା ହିନସ୍ଥା ରାଜନିତି ବିଜେପି କରୁଛି ସବୁତ ବିକିଖାଇଲ ଆଉ ଵାଲ ଅଛି ଶୁନ୍ ପାପୁଡି ଖାଇବ ଆସିବ

  • @jitendrameher3096
    @jitendrameher3096 หลายเดือนก่อน +4

    ବର୍ତମାନ ଦେବି ମିଶ୍ର. ନବୀନ ପଟ୍ଟନାୟକ କିଏ କି

  • @sukrutapradhan6893
    @sukrutapradhan6893 หลายเดือนก่อน

    ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥିଲେ ସତ କିନ୍ତୁ ଆଳୁ କେଜି 50 ଟଙ୍କା ହେଇ ନ ଥିଲା ।ନବୀନ କିଛି କଲେନି ବୋଲି ସିନା ତମ ପାଳି ଆସିଲା ହେଲେ 50 ଟଙ୍କା କରିଦେଲ!!! ନବୀନ ପଟ୍ଟନାୟକଙ୍କୁ ଦୋଷ ଦେଇ ଦେଇ ପାଞ୍ଚ ବର୍ଷ ସରିଯିବ ନା ନୂଆ କିଛି ହବ???

  • @priyabratamoharana7113
    @priyabratamoharana7113 หลายเดือนก่อน +3

    Mamata ta Delhi re Mohan sir sahita discussion karuchi. Tama chithi kahapakhaku gala, chithi mamata didi pakhare abe ta pahanchi nathiba bode

    • @ishwarchandra3980
      @ishwarchandra3980 หลายเดือนก่อน

      ଠିକ ମୂଳ ଚେର ଟିକୁ ଧରିଛ 😆

  • @uttampradhan5316
    @uttampradhan5316 หลายเดือนก่อน

    ଏବେ ବିଜେପି ସରକାର ଆସିଚି କୋଲ୍ ଷ୍ଟ୍ରୋର କର ଦେଖୀବା

  • @munasmruti1888
    @munasmruti1888 หลายเดือนก่อน +1

    ନବୀନ ପଟ୍ଟନାୟକ ଭାଗ୍ ନିସା ଖାଇଛି ବାଉଳି ହେଉଛି

    • @user-ho9hb3ur8c
      @user-ho9hb3ur8c หลายเดือนก่อน

      ନବୀନ nuha re tuma murkha st majhi

  • @user-bg5mu4hk8e
    @user-bg5mu4hk8e หลายเดือนก่อน +1

    Sai Ram bhai

  • @chintamanibehera6928
    @chintamanibehera6928 หลายเดือนก่อน

    ନବୀନ କୁ କୁହ ଯୋଗୀ କୁ ଚିଠି ଲେଖୁ ତେବେ ଜଣାପଡିବ

  • @ParmaLal-ok6wm
    @ParmaLal-ok6wm หลายเดือนก่อน

    You are right

  • @ramsankardas5884
    @ramsankardas5884 หลายเดือนก่อน

    BJP ଭାବୁଛି ଆମେ ସରକାର ଅଛୁ ଆମେ ଯାହା କହିବୁ

  • @sridharbarik-cq6fs
    @sridharbarik-cq6fs หลายเดือนก่อน

    ନବିନ ର ମାଇଯି ଅଣା ଦଉ,ଆମେ ରାଜି

  • @skmplanet9591
    @skmplanet9591 หลายเดือนก่อน

    I don't think mamta can recognize who is mohan by Face 😅😂

  • @kailashpanigrahi6705
    @kailashpanigrahi6705 หลายเดือนก่อน

    ଶୀତଳ ଭଣ୍ଡାର ଆଗ ତିଆରି କର
    ଆଉ ଠକ ରାଜନୀତି ଚଳିବନି

  • @dillippradhan3536
    @dillippradhan3536 หลายเดือนก่อน

    Good job Didi

  • @chandrajitnayak5319
    @chandrajitnayak5319 หลายเดือนก่อน

    Every daily needs price is high in day today, we all are facing a lot of problem.

  • @prasannakumarnayak2278
    @prasannakumarnayak2278 หลายเดือนก่อน +2

    ନବୀନ

  • @dushadusha2402
    @dushadusha2402 หลายเดือนก่อน

    ହଉ ବିଜେପି ସରକାର ଠିକ ମୁ ଭାବୁଛି ନବୀନ ବାବୁ 24 ବର୍ଷ ହେଲା କିଛି କରିନି right ଏବେ ତ ବିଜେପି ସରକାର ଅଛି ଇଏ ଆଉ ଆଳୁ ପିଆଜ ପନିପରିବା ଆଉ ବାହାର ରାଜ୍ୟ ରୁ ମଗେଇବନି ଦେଖିବା କଣ କରୁଛି ମୋହନ ମାଝୀ ଦେଖିବା ଓଡିଶା ର ଚାଷୀ କେତେ ଡେଲମେଣ୍ଟ ହୋଉଛି

  • @diptiranjanmohapatra2922
    @diptiranjanmohapatra2922 หลายเดือนก่อน

    BJD ବାଲା ନିଜକୁ ଏବେବି ସରକାର ବୋଲି ଭାବୁ ଛନ୍ତି

  • @biplab1533
    @biplab1533 หลายเดือนก่อน

    Naveen Patnaik only

  • @DillipBhoi-op6xh
    @DillipBhoi-op6xh หลายเดือนก่อน

    ☝️🤝🇮🇳🙏👍✍️🤙🫱🤝🫲👉🤝👈☝️ ଜୟ ନବୀନ ବାବୁ 🙏🙏🙏🙏🇮🇳🤝☝️✍️👍🌞🌝🌚🌏🌍🌎

  • @NIRANJANRout-bl6gk
    @NIRANJANRout-bl6gk หลายเดือนก่อน +1

    ବିଜେଡି ଗୁଡାକ ଟାଉଟର କେତେ ମିଛ କହିବେ

  • @janhabinaik1909
    @janhabinaik1909 หลายเดือนก่อน

    Great Nabin sir

  • @anandadalei1218
    @anandadalei1218 หลายเดือนก่อน

    ନବୀନ ବାବୁ ଚିଠି ଲେଖିବାରୁ ଆଳୁ ଆସିଲା ମୋଦି ନିତିଶିର ପେଳ ଚାଟୁଚି ସେଥି ପାଇଁ UP କୁ କିଛି ବଜେଟ ନଦେବାରୁ ଏ ପରି ସ୍ତିତି ଯେହେତୁ ଓଡ଼ିଶା bjp sasit ଏରିଆ ମୋହନ କହିବ ଦିଦି ଶୁଣିବେ ମୋହନ କୁ ତାଙ୍କ ଦଳ ଲୋକ ବାସି ବଳରେ ଖାତିରି କରୁ ନାହାନ୍ତି ତାକୁ ପୁଣି ଦିଦି ଖାତିର କତିରି କରିବେ ଶଳl ଅଲାଜୁକ ମିତିଆକୁ ବେହିଆ ମନ୍ତ୍ର୍ତି

  • @HemantBehera-ve7mu
    @HemantBehera-ve7mu หลายเดือนก่อน

    ଟମାଟୋ ପିଆଜ ରେଟ ନବୀନ ବାବୁ ଚିଠି ଲେଖି କମାନ୍ତୁ

  • @prasannakumarnayak2278
    @prasannakumarnayak2278 หลายเดือนก่อน +1

    ଭାଇ ର

  • @sonupujari421
    @sonupujari421 หลายเดือนก่อน

    Naveen pattanaik super

  • @prafullachandramohanty7096
    @prafullachandramohanty7096 หลายเดือนก่อน

    ତୁମର ତ ପାୱାର ନାହିଁ ସ୍ବପ୍ନ ଲିଭିନି ବୋଧେ । ଦିବା ସ୍ବପ୍ନ ବେହିଆ

  • @bibhutisahu4204
    @bibhutisahu4204 หลายเดือนก่อน +1

    ବିଜେଡି ପଚିଶି ବର୍ଷ ଶାସନ କଲା ଆଳୁ ସମସ୍ୟା ବନ୍ଦ କଲାନି, ରାଜ୍ୟରେ ଶୀତଳ ଭ ଣ୍ଡାର କଲାନି

  • @srinibassamal604
    @srinibassamal604 หลายเดือนก่อน

    If West Bengal stops potatoes. It can be brought from other states. It is not a big problem. Mamata Banerjee should be taught a lesson by stopping all products to West Bengal. It is a very small issue. The development funds misappropriated should be probed first. Potatoes is diverting the attention. Let West Bengal send potatoes to Pakistan.

  • @raja.suryakanta3107
    @raja.suryakanta3107 หลายเดือนก่อน

    Nabin pattanayak
    Great cm odisha pai

  • @HappyNayak-dx5qm
    @HappyNayak-dx5qm หลายเดือนก่อน

    Naveen babu jindabad

  • @DhirendraBishi
    @DhirendraBishi หลายเดือนก่อน

    ଆନ୍ଧ୍ର କୁ ଚିଠି ଟିଏ ଲେଖ, ମାଛ କିଲୋ ଯେପରି 50 ଟଙ୍କରେ ମିଳିବ

  • @user-ey7ry4hd6j
    @user-ey7ry4hd6j หลายเดือนก่อน

    Jaya jaban jaya kisan jaya nabin

  • @managobindabehera6835
    @managobindabehera6835 หลายเดือนก่อน

    Ama Naveen sir odisha paei bhala only BJD aasiba darkar 💚💚🐚🐚🐚💚💚

  • @nilanchalmandal9455
    @nilanchalmandal9455 หลายเดือนก่อน +4

    Navin sakar odisha re kichi karini..

  • @tusarpanda5148
    @tusarpanda5148 หลายเดือนก่อน +1

    ଭାଇ କହିଥିଲେ ଭଉଣୀ କୁ ଆଳୁ ଭାଈ ଘର କୁ ଦବୁନି😮😮ମୁ କହିଲେ ଦେବୁ 😮😮😮 ମୋର ଟିକେ ଖାତିରି ବଢିବା...ତୁ ଜାଣିନୁ ମୁଁ a ଓଡ଼ିଆ ମେଣ୍ଢା ଙ୍କୁ ୨୪ ବର୍ଷ ... ମାଇଲି .ଆହୁରି ... ଦେଖେଉଛନ୍ତି ଟିକେ ଭଲକି ମାରିବି😮😮

  • @sktahirhusssen6343
    @sktahirhusssen6343 หลายเดือนก่อน +2

    Bhai

  • @BidyadharKhatua-tb4yw
    @BidyadharKhatua-tb4yw หลายเดือนก่อน

    🎉🎉🎉ok

  • @subashchandranayak7331
    @subashchandranayak7331 หลายเดือนก่อน

    24ଜୁଲାଇରେ ଧର୍ମଘଟ ଶେଷ ହେଲା ଆଳୁ ଦୁଇ ଦିନରେ ଆସିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଲେ ତେବେ ଆଳୁ ଆସିଲା ରାଜନୀତି କରିବା ବାହାସ୍ପୋଟ