ଆସିଲା ମହାବାତ୍ୟା ! ମାଳିକା କଣ କହୁଛି ? @odipiccreations

แชร์
ฝัง
  • เผยแพร่เมื่อ 17 ต.ค. 2024

ความคิดเห็น • 35

  • @parsurammohanty-y4c
    @parsurammohanty-y4c ชั่วโมงที่ผ่านมา

    ରାମ ତାରକ ମନ୍ତ୍ର କେବେ video upload କେବେ ହେଇଛି

  • @suryasarangi3705
    @suryasarangi3705 2 ชั่วโมงที่ผ่านมา +5

    ପାଣିପାଗ ବିଭାଗ କହିବା ପୂର୍ବରୁ କହିଥିଲେ ବିଶ୍ୱାସ ହେଇଥାନ୍ତା

    • @odipiccreations
      @odipiccreations  2 ชั่วโมงที่ผ่านมา

      ପାଣିପାଗ ବିଭାଗ ସୂଚନା ପୂର୍ବରୁ ଆମ୍ଭେ କହିଥିଲୁ, ଯାହା ଏବେ ପାଣିପାଗ ବିଭାଗ କହୁଛି । ପୂର୍ବ ଭିଡିଓ ଦେଖନ୍ତୁ ବୈଜ୍ଞାନିକ ଜନ୍ତ୍ର ଅଚଳ ହେବ ।

    • @suryasarangi3705
      @suryasarangi3705 2 ชั่วโมงที่ผ่านมา

      କେବେ ପ୍ରସାରଣ ହେଇଥିଲା?​@@odipiccreations

    • @suryasarangi3705
      @suryasarangi3705 2 ชั่วโมงที่ผ่านมา

      ବୈଜ୍ଞାନିକ ଯନ୍ତ୍ର ଅଚଳ ହେଲେ ଲୋକ ମାନେ ସଠିକ୍ ସୂଚନା ପାଇପାରିବେ ନାହିଁ ଯଦି ଏମିତି କିଛି ପ୍ରାକୃତିକ ଦୁର୍ବିପାକ ଆସେ ଅନେକ ଲୋକଙ୍କ ଜୀବନ ହାନି ହେବ

  • @bansidharmohapatro8540
    @bansidharmohapatro8540 3 ชั่วโมงที่ผ่านมา +2

    Jay jagannath 🙏

  • @debadattadash580
    @debadattadash580 3 ชั่วโมงที่ผ่านมา +3

    ଜୟ ଅଚ୍ଯୁତ।ଜୟ ଜଗନ୍ନାଥ।🙏

  • @anuradhaboruahlahon
    @anuradhaboruahlahon 3 ชั่วโมงที่ผ่านมา

    Jai jagannath 🙏, Jai panchasakha 🙏 Radha Krishna Radha Radha 🙏🙏.soron sprosh baba 🙏

  • @ajayamohapatra9220
    @ajayamohapatra9220 3 ชั่วโมงที่ผ่านมา

    🙏joy jagannath swami nayan path gami bhabah tume 🙏joy panchasakha 🙏

  • @dibandehuri3439
    @dibandehuri3439 3 ชั่วโมงที่ผ่านมา +1

    Jay Jagannath

  • @SubratPradhan-b2k
    @SubratPradhan-b2k 2 ชั่วโมงที่ผ่านมา +2

    Jay Jagannath swami

  • @rajlaxmipatro4370
    @rajlaxmipatro4370 3 ชั่วโมงที่ผ่านมา +3

    Pranam guruji 🙏

    • @odipiccreations
      @odipiccreations  2 ชั่วโมงที่ผ่านมา

      ଆପଣଙ୍କୁ ଧନ୍ୟବାଦ ଦେଉଛନ୍ତି ପଣ୍ଡିତ ରବିନାରାୟଣ ମହାପାତ୍ର

  • @sadanandamohapatra1281
    @sadanandamohapatra1281 59 นาทีที่ผ่านมา

    Atebarasa helani Ganjei Khai Jhuta Bakabash Karuchhu. Kichhi Hebani Jadi Nahuye Jou Advice Deuchhi Aku Arest Karahebaki.

  • @sidharthray7889
    @sidharthray7889 ชั่วโมงที่ผ่านมา

    Sabu October re Cyclone ase ethire nua katha kana ?? Ajatha prachara na kara jau ..

  • @prabhatpatra111
    @prabhatpatra111 3 ชั่วโมงที่ผ่านมา +3

    କିଛି ହବ ନାହି

    • @odipiccreations
      @odipiccreations  2 ชั่วโมงที่ผ่านมา

      ପ୍ରଭୁଙ୍କ ବାନାରେ କଳଙ୍କ ନଲାଗୁ । ଆମ୍ଭେ ମଧ୍ଯ ଏହା ଚାହୁଁ। ପ୍ରକୃତରେ ଏବାତ୍ୟା ଦଶହରାରେ ହୋଇଥାନ୍ତା, ଯାହା ଆମେରିକାରେ ଘଟିଲା। କିନ୍ତୂ ପୁଣି ଏକ ବାତ୍ୟା 3 ନଭେମ୍ବର ହେବ ? ସେ ମହାବାତ୍ଯାର ବାପା ।

    • @suryasarangi3705
      @suryasarangi3705 2 ชั่วโมงที่ผ่านมา

      ​@@odipiccreationsସେଇଟା କୋଉଠି ହେବ କହିବେ କି

  • @ParasuramPalai-v4y
    @ParasuramPalai-v4y 3 ชั่วโมงที่ผ่านมา +1

    Bala te haba

    • @rajlaxmipatro4370
      @rajlaxmipatro4370 3 ชั่วโมงที่ผ่านมา

      Tama bhali loka Mane kahinki esabu dekhucha Tama nama parsuram se nara ta mana rakha 🙏

  • @nirmalkumarbehuria6411
    @nirmalkumarbehuria6411 3 ชั่วโมงที่ผ่านมา +2

    କିଏ କହିଲା ଓଡିଶା ରେ ଗଙ୍ଗା ନାହିଁ
    ଯାଜପୁର ମା ବିରଜା ପ୍ରୟାଗ ତୀର୍ଥ ଘାଟ ନାଭି ଗୟା ଠାରେ ଗଙ୍ଗା ଅଛନ୍ତି

    • @odipiccreations
      @odipiccreations  3 ชั่วโมงที่ผ่านมา

      ଗଙ୍ଗା ସର୍ବସ୍ଥାନରେ ବିରାଜିତ ଅଛନ୍ତି । ଏକା ଜାଜପୁର ନାଭିଗୟା କାହିଁକି । ବେଦୋକ୍ତିରେ ବ୍ରାହ୍ମଣ ବାକ୍ୟରେ ଅଛନ୍ତି, ଶ୍ରୀକ୍ଷେତ୍ରରେ ଅଛନ୍ତି, ଶକଳ ପୂର୍ଣ୍ଣୋତୟା ନଦ ନଦୀ ସ୍ଥାନ ରେ ଅବସ୍ଥାନ କରୁଛନ୍ତି । ଲୋକକଥାରେ ଗଙ୍ଗା ଓଡିଶାରେ ନାହାନ୍ତି ।( ରବି ନନାଙ୍କ ବାକ୍ଯ କୌଣସି ମାଳିକାରେ ଲେଖାଯାଇନାହିଁ, ଯାହା ମାଙ୍କ କୃପା ତାହାହିଁ କୁହନ୍ତି) । ଆପଣଙ୍କର ସର୍ବମଙ୍ଗଳ ହେଉ ।

  • @prafulladash6726
    @prafulladash6726 3 ชั่วโมงที่ผ่านมา

    Sola nam Batrisa Akhyar Kali Yuga ra Tarak Mantra.Apan RamaTarak Japiba Ku Kahile.Ame Kan Tretaya Yuga Ku Pheriba?

    • @odipiccreations
      @odipiccreations  2 ชั่วโมงที่ผ่านมา

      ରାମତାରକ ମନ୍ତ୍ରକୁ ପୁନର୍ବାର ଅବଲୋକନ କରନ୍ତୁ । ୧୬ ନାମ ୩୨ ଅକ୍ଷର ଭିତରେ ନନ୍ଦ କନ୍ଦ ଦୀନଧର୍ମ ଇତ୍ୟାଦି.. ଏକମାତ୍ର ଲୋକମାନଙ୍କୁ ସଚେତନ କରିବା ପାଇଁ। ପ୍ରତ୍ୟେକ ଦିନ ଚାରିଜୁଗ ଭୋଗହେଉଛି ପ୍ରାତଃ ସତ୍ୟଯୁଗ ଅଟେ, ତା ପରେ ତ୍ରେତୟା ଜୁଗ... Watch our previous video to know more.

  • @LilipravaSen
    @LilipravaSen 3 ชั่วโมงที่ผ่านมา

    4dina agaru kahithile vala heithanta

    • @rajlaxmipatro4370
      @rajlaxmipatro4370 2 ชั่วโมงที่ผ่านมา +1

      Se ta mase agaru kahithile se video ebe b yotob re achi

  • @mohapatrasubhranshusekhar7545
    @mohapatrasubhranshusekhar7545 3 ชั่วโมงที่ผ่านมา

    Kichhi jebani Barsa heba pabana 40ru 70 vitare hpoipare.!

    • @odipiccreations
      @odipiccreations  2 ชั่วโมงที่ผ่านมา

      କିଛି ନ ହବା ଦରକାର। ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ ।

  • @susilacharya5096
    @susilacharya5096 2 ชั่วโมงที่ผ่านมา

    Apna mane Kana paine loka manku darauchnti
    Vari khushi laguchi apnku trp paiba apna
    Jaha Jagannath nakra eacha saea haba apna bekar Faltu katha guda kahi time kharap karuchanti Dhurrr

    • @odipiccreations
      @odipiccreations  2 ชั่วโมงที่ผ่านมา

      ଭୟଭିତ କରିବାକୁ ଚାହୁଁନୁ, ଯାହା ବିଧିର ବିଧାନ, ଏଥିପାଇଁ ବର୍ତ୍ତମାନ ର ମାନବ ସମାଜ ଓ ସରକାର ଦାୟୀ ଯେପରିକି ପ୍ରତ୍ୟେକ ଦେଶର କ୍ଷେପଣାସ୍ତ୍ର ପରୀକ୍ଷାର ଫଳ ସ୍ବରୂପ।

    • @susilacharya5096
      @susilacharya5096 2 ชั่วโมงที่ผ่านมา

      @@odipiccreations Sabu Micha katha aguda kichi haba ni
      Gapa kahi TH-cam ru income kariba chakar apnkara
      Dhurrr

  • @Shrikant-h4u
    @Shrikant-h4u 2 ชั่วโมงที่ผ่านมา

    Fake video